Тёмный
Terachha Baana
Terachha Baana
Terachha Baana
Подписаться
Welcome to our RU-vid channel Terachha Baana (ତେରଛା ବାଣ ) ! Watch unbiased, in depth analysis of different political issues by Bipin Das.
For advertisement, Contact news13odisha@gmail.com

We're part of News13 Odisha, bringing you the latest updates and breaking news.

Follow us on X (formerly Twitter) for more content: x.com/TerachhaBaana

Stay informed and engaged with our channel for breaking news: m.youtube.com/@News13Odia.
Комментарии
@AshokkumarMallick-em9ur
@AshokkumarMallick-em9ur 48 минут назад
ଧର୍ମେନ୍ଦ୍ର ପ୍ରଧାନ କୁ BJP ରୁ ହଟାଯାଉ ।
@user-xi9in4su4i
@user-xi9in4su4i Час назад
ଓଡିଶା ବିଜେପି ନେତା ମାନଙ୍କର ଯଦି ଏକତା ନରୁହେ ଏବଂ ସେମାନେ ସମନ୍ୟୁୟ ରଖି ଦଳ ଓ ସରକାର କୁ ପରିଚାଳନା ନ କରନ୍ତି ତେବେ କଂଗ୍ରସ ପରି ବିଜେପି ବିଲୟ ହୋଇଯିବ .
@prafullamahapatra1197
@prafullamahapatra1197 4 часа назад
ପ୍ରକ୍ରୃତରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ର କେତେଜଣ ବରିଷ୍ଠ ନେତା ତାଙ୍କୁ ଉପେକ୍ଷା କରାଯାଉଛିସେଜଣେ ସୁଦକ୍ଷ ପ୍ରଶାସକ ଆଉ ଦକ୍ଷ ନେତା ଏମାନେ ସହିନପାରି ତାଙ୍କୁ ଅଣଦେଖା କରାଯାଉଛି ତେଣୁ ସେ ଯଦି ଠିକ୍ ପଦକ୍ଷେପ ନିଅନ୍ତି ତା'ହେଲେ ଓଡ଼ିଶା ରେ ବିଜେପି ସରକାର ଭାଙ୍ଗିଯିବ ତେଣୁ ମୋତି ବାବୁ ବେଳ ଥାଉଁ ଥାଉଁ ବନ୍ଧ ବାନ୍ଧନ୍ତୁ।
@user-mr9wp7fm6g
@user-mr9wp7fm6g 6 часов назад
Aparajitank byatita bjp exist Kariba kastamar
@NarayanDas-x7f
@NarayanDas-x7f 7 часов назад
ଅପରାଜିତା ଗଲେ ଵିଜେପି ଵୁଡିଯିବ, ଵିଜେପିକୁ ଅପରାଜିତା ଷଡ଼ଙ୍ଗୀ ଆଗକୁ ଆଣିଥିଲେ
@rabindrajena772
@rabindrajena772 7 часов назад
Tamar kan asubidha heuchi, tame ta sabu janicha
@suvendusekharsenapati3347
@suvendusekharsenapati3347 8 часов назад
❤❤❤❤❤😂
@akhilchandramohanta4261
@akhilchandramohanta4261 10 часов назад
Akhil Chandr mohanta verygood
@ghanashyamswain2222
@ghanashyamswain2222 11 часов назад
କୁଚକ୍ରି ଗୋଷ୍ଟି ଙ୍କ ଚକ୍ରାନ୍ତ ଯେତେ ବୃଦ୍ଧି ପାଉଛି ଓଡ଼ିଆ ପ୍ରଣରେ ଅପରାଜିତା ଙ୍କ ଆସ୍ଥାନ ସେତେ ଦୃଢ଼ ହେଉଛି ।
@Rurusingh
@Rurusingh 15 часов назад
କଣ ପାଈଁ ଚେୟାରମ୍ୟାନ ବିରୋଧ ରେ ମନ୍ତ୍ରୀ ମନ୍ତବ୍ୟ ଦେଇ ପାରିବେ ନାହିଁ। ଆସିଛ ଗାଁରୁ
@TerachhaBaana
@TerachhaBaana 6 часов назад
ଅଳ୍ପ ବିଦ୍ୟା ଭୟଙ୍କରୀ ସହରୀ ବାବୁ
@Rurusingh
@Rurusingh 15 часов назад
Ias ଛାଡ଼ିକି ଆସିଲା ଯେ BJP ଠିକା ନେଇଛି ନା କଣ। BJP ରେ ରହି ସମାନ୍ତରାଳ ସଂଗଠନ କରି ପାରିବେ ନାହିଁ।
@Rurusingh
@Rurusingh 15 часов назад
କିଛି ନ ଜାଣିଥିବା ଲୋକ ଗୁଡାକ ବେଳେ ବେଳେ ଏମିତି ବେଶୀ ଗପି ଦଉଚ। ହଉ ଗପ କୁହ ଚାଲୁ
@Rurusingh
@Rurusingh 15 часов назад
କେହି ପକ୍ଷ ଚେଦନ ନୁହଁ ଓଲଟା ସେ ରାଜନୀତି ଜାଣି ନାହାନ୍ତି। ସେ ଜବରଦସ୍ତ କହୁଛନ୍ତି ମୋତେ ସବୁ ମାନ କିନ୍ତୁ ଯିଏ ନେତା ତାଙ୍କୁ ସମସ୍ତେ ମାନନ୍ତି।
@pinkipanda3143
@pinkipanda3143 16 часов назад
BJD ku gale BJD ra again 24 years sasan chaliba.more popular in Odisha
@user-fh5jm3by3h
@user-fh5jm3by3h 16 часов назад
ଆଜି ଅପରାଜିତା ଏକ ଅଲୋଡା ମଣିଷ
@bishnumishra8668
@bishnumishra8668 17 часов назад
ପୁଣି କିଏ କହୁଛି ଅବଢ଼ା ବିନା ଶୁଳ୍କ ରେ ବଣ୍ଟା ଯିବ
@manjushaswain1037
@manjushaswain1037 17 часов назад
ଅପରାଜିତା ଙ୍କୁ ଆମେ ମଧ୍ୟ ଖୋଜୁଛୁ‌। ନିର୍ବାଚନ ପୂର୍ବରୁ ଆମ ସହିତ କଥା ହୋଇ ଜବାବ୍ ଦେଇଥିଲେ ଗୋଠ‌ପାଟଣାରୁ କ୍ରିଷ୍ଣା ପୂରୀ ରାସ୍ତା ତିଆରି ‌ପାଇଁ ।
@bishnumishra8668
@bishnumishra8668 17 часов назад
Mohan and Manmohan is a great Pair
@bishnumishra8668
@bishnumishra8668 17 часов назад
Fake News Circulated by Vested interest groups and people within and outside.
@srisaidesignvastu9209
@srisaidesignvastu9209 17 часов назад
6 ବର୍ଷ ମଧ୍ୟରେ ଅପରାଜିତା ଷଡ଼ଙ୍ଗୀ ବହୁତ ଲୋକପ୍ରିୟ ହୋଇ ଛନ୍ତି !ଏବେ ସେ ଚାହିଁ ଲେ ଯେ କୌଣସି ଦଳକୁ ଓଲଟେଇ ଦେବେ ! ତାଙ୍କ ର ବିଶ୍ଵାସ ଓ ସଂକଳ୍ପ ସୃଦୃଢ଼ !
@amarendramishra7839
@amarendramishra7839 18 часов назад
Center dhyan deba darkar
@SwarnaMohanty-hj5rs
@SwarnaMohanty-hj5rs 18 часов назад
Anaodia odia asmita janena .
@bhagirathibarik9956
@bhagirathibarik9956 18 часов назад
Manmohan Samal babu apana chup kanhiki ??
@bhagirathibarik9956
@bhagirathibarik9956 18 часов назад
Pradeep Panigrahi bi kuade gale ??
@niranjanchoudhury365
@niranjanchoudhury365 19 часов назад
There are 5 aspirants to be C M in odisha bjp
@balabhadramahanty5466
@balabhadramahanty5466 19 часов назад
ପ୍ରଦୀପ ପାଣିଗ୍ରାହୀ କୁଆଡେ଼ ଗଲେ ?
@user-cl6fr1yc5r
@user-cl6fr1yc5r 19 часов назад
Aparajita mdm now busy with as newly appointed as lead member in parliamentarians commit for amendment of woke board bill.
@user-gg7ew5jg6f
@user-gg7ew5jg6f 19 часов назад
BJP will never rule full five years
@SamadhansahuSamadhansahu
@SamadhansahuSamadhansahu 19 часов назад
Loss helani
@pratapchandrasamal2396
@pratapchandrasamal2396 19 часов назад
ଯା ହେଉ, ଅନେକ ଦିନ ପରେ ଗୋଟିଏ ଭଲ ନିରପେକ୍ଷ ଆଲୋଚନା ଟିଏ ଦେଖିବାକୁ ମିଳିଲା। ତେଣୁ ଧନ୍ୟବାଦ, ବିନା ପାଣ୍ଡୁ ରେ ଗୋଟିଏ ଏପିଶୋଡ କରିଥିବାରୁ।
@ashokkumarmoharana7946
@ashokkumarmoharana7946 19 часов назад
ଆରେ ଭାଡୁଆ ମଲା କଙ୍କଡା ! ତୋ ଆଖିରେ କୀଳା ପସିଛି , ରାଜ୍ୟର ସମସ୍ୟା କିଛି ଦେଖା ଯାଉନୀହିଁ ? ବାଳ କଥା ଗପୁଛୁ । ଚୁପ ସଇରାନ , ଟାଉଟର, ଅଇଁଠାଖିଆ ।।
@user-tt3gm6jr7d
@user-tt3gm6jr7d 19 часов назад
Wait for future decision regarding your time to spare the best regards for decision of PM Modi's leadership is finally seen
@ajayakumardash9582
@ajayakumardash9582 19 часов назад
Dharmendra Pradhan is a egocentric person. Will never a mass leader.
@radhashyamsahoo756
@radhashyamsahoo756 20 часов назад
Sir ur prediction is true. I am proud of you
@TerachhaBaana
@TerachhaBaana 18 часов назад
Thanks and welcome
@aksahoo346
@aksahoo346 20 часов назад
Odisa bjp pancha barsa puran kariba a biswas nahi aame jaha dekhuchu odisara dui jana mp sakriya achanti aau 17 jana mp niraba achanti. A p sadangi mam akutia achanti teni ahi dala kipari tisthiba
@ppsahoo123
@ppsahoo123 20 часов назад
ସବୁରି ମୂଳ ରେ ସେଇ ଭଦ୍ର ଲୋକ
@aksahoo346
@aksahoo346 20 часов назад
Bipin babu pranam apana aarambha beku prathame jay jaganath kahi aarmbhakarile vala huanta. Abang comeent re jaha loka kahuchanti sethiru vala post ku kuhantu vala lagiba sesare jay sreeram kahi sesa karantu vala huanta jay jaganath
@TerachhaBaana
@TerachhaBaana 18 часов назад
good suggestions
@GaneswarNayak-e6j
@GaneswarNayak-e6j 20 часов назад
ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ପତନ ର ଶୁଭାରମ୍ଭ ଦଳର ଅହଂକାରୀ ନେତା ମାନଙ୍କ ଦ୍ଵାରା ଆରମ୍ଭ ହୋଇଗଲାଣି, ଜୟ ଶ୍ରୀ ଜଗନ୍ନାଥ, ଚକାଆଖି ସବୁ ଦେଖୁଛି,
@nirmaldas579
@nirmaldas579 21 час назад
Apankaupastansrutikatulaguchi
@TerachhaBaana
@TerachhaBaana 18 часов назад
thanks
@kailashchandrajena8405
@kailashchandrajena8405 21 час назад
Apara jita sarangi is an important and able leader ....she can not be belittled by bjp leadership. She is worthy of getting a important position in bjp or it will damage bjp for its petty politics within the party
@chakradharsahoo3684
@chakradharsahoo3684 21 час назад
Sir Aparajita Sarangi is a spirit of people and her leadership is unique. It should not be forgotten by BJP. Without her BJP will be no where.
@user-uu6bi3ki5c
@user-uu6bi3ki5c 21 час назад
ଖୁବ୍ ଶୀଘ୍ର ବିଜେପି ବୁଡିଯିବ
@nilamanikar954
@nilamanikar954 21 час назад
ଧର୍ମେନ୍ଦ୍ର ପ୍ରଧାନ ବିଜେପି କୁ ଏଠି ଖାଇବେ। ଅପେକ୍ଷା କରନ୍ତୁ। ରାଜ୍ୟ ସଭାପତି ଆଡ ବାୟା ସୁଲତାନ। ଅପରାଜିତା ଷଡ଼ଙ୍ଗୀ କଣ କରିବେ ? ଓଡ଼ିଶାରେ ବିଜେପି ର ଭବିଷ୍ୟତ ଭଲ ନୁହେଁ ଆଉ କହିବାକୁ ପଡ଼ିବ ନାହିଁ
@NityanandaSahoo-ny1ko
@NityanandaSahoo-ny1ko 21 час назад
ଅପରାଜିତା ଜଣେ ଖୁବ ଭଲ ନେତ୍ରୀ. ତାଙ୍କୁ ବାଦ ଦେଇ ବି ଜେ ପି ଖୁବ ପାନେ ପାଇବ. ଖୁବ ସାବଧାନ.
@swarnamohanty3121
@swarnamohanty3121 21 час назад
Aprajita bjp chhadi bihar paleile, odia asmita jindabad.
@prafulasingh2267
@prafulasingh2267 21 час назад
ଓଡିଶା ବିଜେପିକୁ ଓଡ଼ିଶାର ଇନ୍ଦ୍ରଙ୍କର ପ୍ରଭାବ ଘାରିଛି । ଯାହାଦ୍ଵାରା ଓଡ଼ିଶା ବିଜେପି ଦଳ ପାଇଁ ବିପଦ ।
@chhabindramansingh73
@chhabindramansingh73 21 час назад
ଅପରାଜିତାକୁ bjp ରେ ଜିଏ ଅଣଦେଖା କରୁଚି ବୋକା ମହଙ୍ଗା ପଡିବ, ଅପରାଜିତା ଲାଗି ଓଡିଶା bjp ଉଠିଛି, ଧର୍ମେନ୍ଦ୍ର ପ୍ରଧାନ ଓଡିଶା bjp କୁ ନଷ୍ଟ କରିଦବ ହାରାମି,କର୍ମୀ କ୍ଷମା ଦେବେନି bjp ନେତାଙ୍କୁ
@gourangacharanjena2494
@gourangacharanjena2494 21 час назад
Aparajita 🎉
@pramodkumarsamal133
@pramodkumarsamal133 21 час назад
Good analysis
@prafulasingh2267
@prafulasingh2267 22 часа назад
ଏହା ଦଳ ପାଇଁ ବିପଦ