Тёмный
KARTAVYA NEWS
KARTAVYA NEWS
KARTAVYA NEWS
Подписаться
ଭାରତର ଚତୁର୍ଥ ସ୍ତମ୍ବ ହେଉଛି ଗଣମାଧ୍ୟମ। ତେବେ ବର୍ତ୍ତମାନ କେତେକ ରାଜନେତା ଓ ପୁଞ୍ଜିପତିଙ୍କ ପାଇଁ ଗଣମାଧ୍ୟମ କଳୁଷିତ ଓ କଳଙ୍କିତ। କାରଣ ଗଣତନ୍ତ୍ରର ହତ୍ୟାକାରୀ ମାନଙ୍କ ହାତରେ ଭାରତର ଶାସନ କଳ। ତେବେ ସେମାନଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଏକମାତ୍ର ମାଧ୍ୟମ ହେଉଛି ଗଣମାଧ୍ୟମ, କିନ୍ତୁ କିଛି ଅଣସାମ୍ବାଦିକ ଓ ଅନେକ ସଖିକଣ୍ଢେଇ ଗଣମାଧ୍ୟମ ସଂସ୍ଥାର ମାଲିକମାନେ ସାଜିଛନ୍ତି ସେମାନଙ୍କ ହାତ ବାରିଶୀ। ପ୍ରତି ମୁହୂର୍ତ୍ତରେ ପ୍ରସାରିତ ଅନେକ ଖବର ଭିତରେ ନା ଅଛି ସତ୍ୟତା, ବାସ୍ତବତା ନା ନିରପେକ୍ଷତା । ଆଜିର ଗଣମାଧ୍ୟମ ମୁକ୍ତ ବା ସ୍ଵାଧୀନ ନୁହେଁ। ତେଣୁ ଦୁରାଚାରୀ ଓ ଅତ୍ୟାଚାରୀ ମାନଙ୍କ କବଳରୁ ଚତୁର୍ଥ ସ୍ତମ୍ବକୁ ମୁକୁଳାଇବା ପାଇଁ ସତ୍ୟର ସନ୍ଧାନ କରିବା ଉଦେଶ୍ୟରେ ପାଦ ବଢ଼ାଇବାକୁ ଏକ ଛୋଟ ପ୍ରୟାସ ଆରମ୍ଭ କରୁଛୁ। "କର୍ତ୍ତବ୍ୟ ନ୍ୟୁଜ୍" ତାର ଶୈଶବ ଅବସ୍ଥାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖିବା ଆରମ୍ଭ କଲା । ଏବେ ସବୁ କିଛି ଆପଣ ମାନଙ୍କ ହାତରେ । ଜନତା ଜନାର୍ଦଦନ ହିଁ ସର୍ବେସର୍ବା। ଏବେ ଆପଣ ମାନେ ହିଁ ଆମର ସାହା ଭରସା । ଆପଣ ମାନେ ଆମ ସହିତ ମିଶିଗଲେ, ଆମେ ଆପଣଙ୍କ ବଳରେ ସାରା ଓଡ଼ିଶାରେ ଘଟି ଆସୁଥିବା ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିପାରିବୁ। ଏବେ ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ଅପେକ୍ଷାରେ ରହିଲୁ 🙏 ❤️❤️❤️🙏😊 #KartavyaNews
Комментарии
@sangramkesharijena2628
@sangramkesharijena2628 21 минуту назад
Taku.dharajau
@BasantaPradhani-l8d
@BasantaPradhani-l8d 24 минуты назад
Thinku mam
@shortclub4046
@shortclub4046 37 минут назад
ସୁଦାମା କୋଟା କଲେଜିଅମ କୋଟା ମଧ୍ୟ ହଟେଇବା ଦରକାର
@gabakshyanayak5748
@gabakshyanayak5748 Час назад
କର୍ମର ବିପର୍ଯ୍ୟାୟ ବେଳେ ପିମୁଡି କାମୁଡଇ ---
@santoshtarai5293
@santoshtarai5293 Час назад
Good morning Anil sir
@ranjanmalik044
@ranjanmalik044 2 часа назад
Super hero
@srustidhardey5817
@srustidhardey5817 2 часа назад
Take action immediately
@MegaDebadatta
@MegaDebadatta 2 часа назад
Congratulations ❤️ 🎊 👏 💐
@user-pd1pf1jn2k
@user-pd1pf1jn2k 2 часа назад
Maghia odisha ku khol kala pandian
@prakashkumarchoudhury1060
@prakashkumarchoudhury1060 3 часа назад
Mamata mahanta mohan Charan ra maikina haba ku jaichi
@prakashkumarchoudhury1060
@prakashkumarchoudhury1060 3 часа назад
Only for bjd
@SubhamRupamajhi-j5k
@SubhamRupamajhi-j5k 3 часа назад
Super speech Madam
@SubhamRupamajhi-j5k
@SubhamRupamajhi-j5k 3 часа назад
Boycott BJP Odisha
@biswanathsitha5142
@biswanathsitha5142 5 часов назад
ତୁରନ୍ତ ଚିଟିଫଣ୍ଡ ର ଖୁଲାସା ହେଉ ,ହତ୍ୟା ଘଟଣା ଗୁଡାକର ତୁରନ୍ତ ତଦନ୍ତ ହେଉ ।।ନବିନର ମୁଖା ଖୋଲାଗଲେ ,ମାଗଣାଖିଆ ଜନତା ଠିକ୍ ବାଟକୁ ଆସିବେ ,ନବିନ ଜଣେ ବେଇମାନ ମଣିଷ ,ଧୋପାବାଜ୍ ମଣିଷ,ମିଛକୁହା ମଣିଷ ,ଓଡିଆଙ୍କ ଜୀବନକୁ ନିଲାମ କରିଛି ନବିନ ସରକାର ,ତୁରନ୍ତ ଅଳିଆ ସଫା କରନ୍ତୁ ମୋହନ ସରକାର ,
@KabirMallik-wg4em
@KabirMallik-wg4em 7 часов назад
nabin...banda...lidar
@narayanchandrabehera6466
@narayanchandrabehera6466 7 часов назад
Dhar tanka pani mar chiti fond tanka refond dia
@shototodoroki9055
@shototodoroki9055 7 часов назад
Thanks Nabin
@shototodoroki9055
@shototodoroki9055 7 часов назад
Nabin chit to Odisha
@susantakumarbiswal3744
@susantakumarbiswal3744 8 часов назад
Tu galure pua
@susantakumarbiswal3744
@susantakumarbiswal3744 8 часов назад
Are mahgia bjd period re alu kila 20 thila ebe kain 80 hela tata dekha jauni
@susantakumarbiswal3744
@susantakumarbiswal3744 8 часов назад
Kede galua ta kire
@susantakumarbiswal3744
@susantakumarbiswal3744 8 часов назад
Kede galua ta kire
@susantakumarbiswal3744
@susantakumarbiswal3744 8 часов назад
Tu ba bjd re gandi mari khauthilu ebe kan gandi maribaku asichu
@abinashmanasingh9447
@abinashmanasingh9447 9 часов назад
ଜୟ ଶ୍ରୀ ରାମ 🙏🙏🙏
@uthanrintu6764
@uthanrintu6764 9 часов назад
Sabu Doctor mane licences mililapare private hospital janti
@user-ul9jm1rs3d
@user-ul9jm1rs3d 10 часов назад
Out kara
@PramodKumarPradhan-mw8vp
@PramodKumarPradhan-mw8vp 10 часов назад
ସନ୍ୟାସ ବେସରେ ପଦାକୁ ବାହର ପାଣ୍ଡିୟାନ ବାବୁ
@Tripathy-s4z
@Tripathy-s4z 10 часов назад
Chhad chhad tum rajneeti .go mans bepar karuthiba lok kahib gaee mariba mahapap belajya bhasan sethi pain des re madhyabeet paribar kandal Talia lok apprusti ra sikar emanaku pakhare bal thib je au mundateki BJP birodh re ladhibe au upar sreni ra lok sabu .seipate jemiti adani ; Ambani ahuri aneke
@Aslamualekum_9237
@Aslamualekum_9237 10 часов назад
Next news
@YoutubeShorts-pf1tx
@YoutubeShorts-pf1tx 11 часов назад
Chora Lutera nku Size kebe karibe
@prafullachandramohanty7096
@prafullachandramohanty7096 11 часов назад
Hundred percent correct
@SangramBeuria
@SangramBeuria 11 часов назад
ବିଜେଡି କେରାଣ୍ଡି ଧରୁଥିଲା ବର୍ତ୍ତମାନ ରୋହି ଭାକୁର ଧରା ହୋଉଛି
@sureshdash8597
@sureshdash8597 12 часов назад
Mohan srkar bjd netanku ratiadhia chhadhau kara
@user-xj5zh7yo5g
@user-xj5zh7yo5g 12 часов назад
Jattra pati tu asi chhu re 1:47
@user-sb6st6ch5p
@user-sb6st6ch5p 12 часов назад
Subh kam me deri nhi hona chahia
@rabindrabehera8421
@rabindrabehera8421 12 часов назад
Very nice👏👏👏👏👏👏
@laxminarayanray4811
@laxminarayanray4811 12 часов назад
ବିଜେଡି ପରମ ଡକାୟତ
@gangadharamohanty1686
@gangadharamohanty1686 12 часов назад
ତୁମେ ଭଳି ବେହୁଦା ମିଡିଆ ବାଲା ଥିଲେ ଏହିପରି ଜାତ୍ରା ଚାଲିବ -- ଏ ବଡ୍ ବୋଲା ମେଞ୍ଚଡ୍ କିଏ ଵେ --- ଜୟ ଜଗନ୍ନାଥ ।
@SangramBeuria
@SangramBeuria 11 часов назад
ଓହୋ ବିନ୍ଧୁଛି
@swadhinkumar7425
@swadhinkumar7425 12 часов назад
Jay Jagannath
@user-wh4kq1qk8o
@user-wh4kq1qk8o 12 часов назад
କେତେ ଘଷି ଘଷି ସୁଲତାଦେଓ , କେବେ ଓଲଟିବେ ବିଜେପି ମୋହ, ମୁହଁ ବହଳିଆ ଲେଖା ଶ୍ରୀ ପରି, ଲେଖା ପରି ଯିବେ ବିଜେଡି ଛାଡ଼ି।
@SurajRoutray-wd6om
@SurajRoutray-wd6om 12 часов назад
Nabeen Pattnaik pagala heigalani
@shankarshanasahoo9331
@shankarshanasahoo9331 12 часов назад
ଦେଶ ଏବେ ମରଣ ଅବସ୍ଥାକୁ ନଯାଉ,ମହା ପୁରୁଷଙ୍କ କଥାକୁ ଟିକେ ଭାବନ୍ତୁ କଥାରେ ଅଛି ନେଉଟିଆକୁ ଯେତେ କାଟିବ ସେତେ ବଢ଼ିବ,ଆଉ ଖଡାକୁ ଥରେ କାଟିଦେଲେ ସରି ଯିବ
@bishnuprasadmishra8955
@bishnuprasadmishra8955 12 часов назад
To tharu murkha odia kehi nahant6.
@user-si7ej5dn9z
@user-si7ej5dn9z 12 часов назад
Good 💯💯💯 i
@ChandanmishraChagal
@ChandanmishraChagal 12 часов назад
Greet work sangram bhai
@user-ze1sh8hg5r
@user-ze1sh8hg5r 12 часов назад
Why human being becomes disheartened to face the challenges, obstacles, hindrance in life and very often destroy his or her everything.oho god please give confidence, courage,self determination by which she or he can face anything in this world.save Humanity.love and respect to everyone.
@renupravamohapatra1036
@renupravamohapatra1036 13 часов назад
Real ststement by Rahul Gandhi. The speaker of Lokadabha to please follow the dignity of his assignment of Indian Union.
@SaraswatiBehera-si5mv
@SaraswatiBehera-si5mv 13 часов назад
Good 👍
@sanatanpradhan9320
@sanatanpradhan9320 13 часов назад
Janaki Babu bahut bhala karithile,se bi jaithile,samaya ra khela,Jaya jagannath🙏🙏
@user-hv3tn9tm1t
@user-hv3tn9tm1t 13 часов назад
ଇଏ ଘୋଡ଼ା ଗେହି ସରପଞ୍ଚ ପାଇଁ ବି ଯୋଗ୍ୟ ନୁହଁ