Тёмный
Shreegurukrupa
Shreegurukrupa
Shreegurukrupa
Подписаться
ଶ୍ରୀ ଗୁରୁ କୃପା
श्री गुरु कृपा
ଜୟ ଜଗନ୍ନାଥ ⭕❗⭕#malika
Kalki abatar
ଜୟ ଗୁରୁଦେବ ଶ୍ରୀ ଗୁରୁ କୃପା ୟୁଟୁବ ଚ୍ୟାନେଲ କେବଳ ପଞ୍ଚ ମହା ପୁରୁଷ ମାନଙ୍କ ଭବିଷ୍ୟତ ମାଳିକା ପୁସ୍ତକ ମାନଙ୍କ ରୁ ସାଗ୍ରହ କରି ମାଳିକା ସ୍ତାନ ଓ ଭକ୍ତ ମାନଙ୍କ ବିବରଣୀ ମହାପୁରୁଷ ଙ୍କ ବାଣୀ ପ୍ରଚାର ପାଇଁ ଛୋଟ ପ୍ରୟାସ ଜାରି ରଖିଛି ଏହି ଚ୍ୟାନେଲ ରେ କୌଣସି ମିଥ୍ଯା କଥା କୁ ପ୍ରଚାର କରାଯାଉନାହିଁ ଆମ ଓଡିଶାର ଗୌରବ ପଞ୍ଚ ମହା ପୁରୁଷ ଯାଥା ଅଚ୍ୟୁତାନନ୍ଦ ଦାସ..ଯଶବନ୍ତ ଦାସ..ବଳରାମ ଦାସ..ଜଗନ୍ନାଥ ଦାସ..ଶିଶୁଅନନ୍ତ ଦାସ ଓ ବିଭିନ୍ନ ସାଧୁସନ୍ଥ ମାନେ ତାଙ୍କର ଭବିଷ୍ଯତ ବାଣୀ କରି ଛନ୍ତି ପଞ୍ଚ ମହାପୁରୁଷ ତାଙ୍କର ଗୁରୁ ପରମ୍ପରାର ଆରାଧ୍ୟ ଦେବତା କୋଟି ଓଡ଼ିଆ ଙ୍କ ମଉଡ଼ମଣି ମହାପ୍ରଭୁ ଜଗନ୍ନାଥ ଙ୍କ ବାଣୀ ଓ କଳ୍କୀ ଅବତାର ଓ ସନାତନ ଧର୍ମ ର ପ୍ରଚାର ପ୍ରସାର ପାଇଁ ଲକ୍ଷ୍ୟ ଧିକ ମାଳିକା ଗ୍ରନ୍ଥ ଲେଖି ଯାଇଛନ୍ତି ଯାହାସବୁ ଆଗକୁ ଘଟିବ ତାହା ଜନ ସମାଜକୁ ସଚେତନ କରିବା ପାଇଁ ଗ୍ରନ୍ଥାବଳୀ ମାନଙ୍କରେ ଉଲ୍ଲେଖ କରିଛନ୍ତି ଆମର ଏହି ୟୁଟୁବ ଚ୍ୟାନେଲ୍ ମାଧ୍ୟମରେ ସେସବୁକୁ ପ୍ରଚାର ପ୍ରସାର ପାଇଁ ଛୋଟ ପ୍ରୟାସ କରିଛୁ ଯାହାସବୁ ପୁସ୍ତକ ମାନଙ୍କ ରୁ ସଂଗ୍ରହ କରି ଜନ ସମାଜକୁ ଦେଖୁଛୁ ବିସ୍ଵାଶ ଓ ଅବିଶ୍ବସ କରିବା ଆପଣ ମାନଙ୍କ ଉପରେ ନିର୍ଭର କରେ ଏଥି ପାଇଁ କତୃପକ୍ଷ ଦାଇନୁହଁନ୍ତି ଜୟ ଜଗନ୍ନାଥ ଜୟ ପଞ୍ଚଶଖାgurukrupa ⭕️❗️⭕️🙏
28 June 2024
30:24
Месяц назад
Комментарии