Тёмный
odia bohu jhilis cooking
odia bohu jhilis cooking
odia bohu jhilis cooking
Подписаться
ଓଡିଶାର ସବୁ ଭାଇ ଓ ଭଉଣୀମାନେ ଏଠି ପାରମ୍ପରିକ ରୋଷେଇ ସହ ସବୁ ନିରାମିଷ (veg)ଓଡ଼ିଆ, ଇଣ୍ଡିଆନ, ଚଇନିଜ receipe ସହଜରେ କେମିତି ପ୍ରସ୍ତୁତ ହୁଏ ଶିଖି ପାରିବେ |ଆମ ମାତୃଭାଷା ଓଡ଼ିଆ | ସବୁ ଭିଡ଼ିଓ ର audio ଓଡ଼ିଆ ରେ ହେଇଛି ସବୁଦିନ କିଛି କିଛି ଖାଇବା ଭିଡ଼ିଓ ଓ ଭେଜ ଲଞ୍ଚ ଥାଳି ସହ ଛୋଟ ଛୋଟ ରେସିପି short ରେ ଦେଖିପାରିବେ |ପ୍ରତି ସାତ ଦିନରେ ଗୋଟେ ନୂଆ full ଭିଡ଼ିଓ ଚାଁନେଲ ରେ ପାଇପାରିବେ |ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ଯାଏ ଯାହା ସବୁ ରେସିପି ଆମ ଚାଁନେଲ ରେ ଦେଖିବାକୁ ପାଇବେ |ଓଡ଼ିଆ ସଂସ୍କୃତି ଆମ ଓଡ଼ିଆ ଘରର ରୋଷେଇ ଓଡିଶା ଓ ଅନ୍ୟ ସବୁଆଡେ ପହଞ୍ଚେଇବା ଏ ଗୋଟେ ଛୋଟ ପ୍ରୟାସ |ଆପଣ ମାନଙ୍କ ସପୋର୍ଟ ଆମର ଏହି ପ୍ରଚେଷ୍ଟା କୁ ଆଗେଇ ନେବ
ଯୋଉ ମାନେ mo ଚାଁନେଲ ku subsribe କରିଛନ୍ତି ସେମାନଙ୍କୁ ମୋର ଢେର ସାରା ଭଲ ପାଇବା ଆଉ କୃତଜ୍ଞତା 🙏🙏🙏🙏💐💐. ଆଉ ଯୋଉ ମାନେ mo ଚାଁନେଲ ku subsribe କରିନାହାନ୍ତି pls ମୋର ଏ ନୂଆ ଚାଁନେଲ ଟିକୁ suppot କରି ମୋତେ ଆଗକୁ ଯିବାକୁ ସୁଯୋଗ ଦିଅନ୍ତୁ 🙏
Комментарии