Тёмный
RD Siddhimitra literature ସାହିତ୍ୟ-ସଂସ୍କୃତି-ଚିନ୍ତନ
RD Siddhimitra literature ସାହିତ୍ୟ-ସଂସ୍କୃତି-ଚିନ୍ତନ
RD Siddhimitra literature ସାହିତ୍ୟ-ସଂସ୍କୃତି-ଚିନ୍ତନ
Подписаться
#Odia #Sahitya#literature

For feedback and business email at : bhanjasanghamitra@gmail.com
ଓଡ଼ିଆ ଭାଷା -ସାହିତ୍ୟକୁ ସମୃଦ୍ଧ କରିବା ନିମନ୍ତେ ଏହାର ବାରମ୍ବାର ଲିଖନ, ଶ୍ରବଣ, ପଠନ, ମନନ, ଚିନ୍ତନ ତଥା ନିତ୍ଯ ପ୍ରୟୋଗର ଆବଶ୍ୟକତା ଉପଲବ୍ଧିରୁ ସାହିତ୍ୟ -ସଂସ୍କୃତି-ଚିନ୍ତନ ଭଳି ଆଧାରଭୂମିର ପରିକଳ୍ପନା ସମ୍ଭବ ହୋଇଛି। ଏଥିରେ ଶ୍ରୋତାମାନଙ୍କ ଋଚିଶୀଳତା, ମୂଲ୍ୟବୋଧଭିତ୍ତିକ ଦାର୍ଶନିକତା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଏତଦ୍ ବ୍ୟତୀତ ଅସଂଖ୍ୟ ଭିନ୍ନକ୍ଷମ ଛାତ୍ର - ଛାତ୍ରୀ , ଭାଇ -ଭଉଣୀଙ୍କ ଶିକ୍ଷାଲାଭ ଇଚ୍ଛା ଓ ଜିଞାସାକୁ ସମ୍ମାନ ଜଣାଇ ଏହାର ବ୍ୟାପ୍ତି ଉଦ୍ଦେଶ୍ୟରେ ଆମର ଏହି କାର୍ଯ୍ୟକ୍ରମକୁ ଆମେ ଆପଣମାନଙ୍କୁ ଅର୍ପଣ କରୁଛୁ। ସାହିତ୍ୟର ଜୟ ହେଉ!!!!!🤗🙏
ସ୍ମରଣୀୟ ପଦ
3:25
9 часов назад
Комментарии
@Sanghamitra-k9u
@Sanghamitra-k9u 13 часов назад
How Beautiful 👌👌👌👌
@rashmidas659
@rashmidas659 21 час назад
ବହୁତ ସୁନ୍ଦର ଏବଂ ଶିକ୍ଷ୍ୟନୀୟ କାହାଣୀ। ଉପସ୍ଥାପନା ଚମତ୍କାର 👌👍🌹❤️
@sujatapahan8757
@sujatapahan8757 День назад
ଅତି ସୁନ୍ଦର ଏବଂ ଭାବ ଗର୍ଭକ ❤
@RebatiMuduli-hm2fz
@RebatiMuduli-hm2fz День назад
ଖୁବ ସୁନ୍ଦର ମାଡାମ 🙏🙏
@pradiptadas2513
@pradiptadas2513 День назад
Nice
@kalpanapati7068
@kalpanapati7068 3 дня назад
Soooooo beautiful nature
@BijaySahu-up3uz
@BijaySahu-up3uz 3 дня назад
ଓମ୍ ନମୋ ନମଃ ଭଗବତେ ବାସୁଦେବାୟ ନମଃ 🙏🙏🙏🙏🙏🙏🙏🙏
@manoramamishra7738
@manoramamishra7738 4 дня назад
ସୁଂଦର କବିତା....
@basantimohanty5006
@basantimohanty5006 4 дня назад
ଖୁବ୍ ସୁନ୍ଦର ହୋଇଚି କଵିତା ଟି ଆବୃତ୍ତି ମଧ୍ୟ ଚମତ୍କାର
@AESTHETICODISHAVLOGS
@AESTHETICODISHAVLOGS 4 дня назад
Best collection of କାଳିନ୍ଦୀ ଚରଣ ପାଣିଗ୍ରାହୀ 👍
@manasranjansamal8449
@manasranjansamal8449 4 дня назад
ଚମତ୍କାର ଚୟନ - କବିତା ଦିଇଟି l ଧନ୍ୟବାଦ l
@lizaranipaital572
@lizaranipaital572 5 дней назад
Maa🙏🏻
@narmadaswain9653
@narmadaswain9653 5 дней назад
Bahut bhala lagila ❤
@AESTHETICODISHAVLOGS
@AESTHETICODISHAVLOGS 5 дней назад
କ୍ଷତ୍ରୀୟ 👍
@AESTHETICODISHAVLOGS
@AESTHETICODISHAVLOGS 5 дней назад
🎻🎻🎻🎻🎧🎧🎧best song
@AESTHETICODISHAVLOGS
@AESTHETICODISHAVLOGS 5 дней назад
ମହାମାୟୀ 🙏
@AESTHETICODISHAVLOGS
@AESTHETICODISHAVLOGS 5 дней назад
👌👌👌👌👌
@nagendradutta2332
@nagendradutta2332 5 дней назад
Bhramaru mukta hele hue moha bhanga.., Bahut bhala lagila. Myth o mithya Jibanata gotie sata jogu michha jatratie. Sataku khojuthibamichhamankara Sarala rekhre Ankita bindumane.. Akasara badala Mane huantu Sagarara lahadimala huantu Barsara jalakanahuanu.. Sabu bhramarA nuanua Rupa. Maa Bahut sundarchintankusaralasabdare Sajeideichha. Bhagaban Mangal karantu. Jaya Jaya Jagannath.
@DangiMurmu-ou2xo
@DangiMurmu-ou2xo 5 дней назад
@AESTHETICODISHAVLOGS
@AESTHETICODISHAVLOGS 5 дней назад
" ଭ୍ରମ " କବିତା ବହୁତ heart touching 🎉👌
@RebatiMuduli-hm2fz
@RebatiMuduli-hm2fz 5 дней назад
ସାହିତ୍ୟକୁ ନିଜର ହୃତ ସ୍ପନ୍ଦନ ବୋଲି ଭାବୁଥିବା ଡ଼. ସଂଘମିତ୍ରା ଭଞ୍ଜଙ୍କ ରଚିତ ତଥା ଉପସ୍ଥାପିତ କବିତା ଭ୍ରମ ମନକୁ ଛୁଇଁଲା 🙏
@lizaranipaital572
@lizaranipaital572 5 дней назад
ଖୁବ୍ ସୁନ୍ଦର ❤
@smitra2024
@smitra2024 5 дней назад
One rectification: The Death month of the eminent poet Guruprasad Mohanty was on August 2004.
@anilnanda2989
@anilnanda2989 5 дней назад
Very nice
@SupriyaNayak-q3b
@SupriyaNayak-q3b 6 дней назад
Bahut bhala lagila
@manoramapanda1744
@manoramapanda1744 6 дней назад
ଅନନ୍ୟ ରଚନା, ଶବ୍ଦ ସବୁ ଆତ୍ମା କୁ ଛୁଇଁ ଜାଉଛି ,ନାରୀ ଜୀବନର ଅବ୍ୟକ୍ତ କଥା କୁ ବ୍ୟଥା କୁ ଖୁବ୍ ସୁନ୍ଦର ଭାବରେ ମଧୁର କଣ୍ଠର ଆବୃତ୍ତି ରେ ଉପସ୍ଥାପିତ କରିଛନ୍ତି. ଅଭିନନ୍ଦନ ସହ ଆଶୀର୍ବାଦ ସଂଘମିତ୍ରା ମାଡାମ୍. ❤🙌🙌💗💗
@sanjuktanayak2171
@sanjuktanayak2171 6 дней назад
Wow! Its picturesque! Just like hill station.
@AESTHETICODISHAVLOGS
@AESTHETICODISHAVLOGS 7 дней назад
👌👌👌👌awesome song
@manjulakar4902
@manjulakar4902 7 дней назад
ଓଁ ଦୃଂ ଦୃଗାୟୀ ନମଃ
@manjulakar4902
@manjulakar4902 7 дней назад
ବହୁତ ସୁନ୍ଦର ଉପସ୍ଥାପନା କିଏ ବୁଝୁଛି ନାରୀର ଦୁଃଖ
@snigdharakhi1085
@snigdharakhi1085 7 дней назад
Padhibara saili ate sunder je ahuri sunibaku ichha hue … ❤❤
@santilatabhanja7725
@santilatabhanja7725 7 дней назад
Ki sundor ❤
@AESTHETICODISHAVLOGS
@AESTHETICODISHAVLOGS 8 дней назад
🎉🎉❤️❤️🎉🎉
@AESTHETICODISHAVLOGS
@AESTHETICODISHAVLOGS 8 дней назад
👌👌👌👌
@pratimakumarimohanty7087
@pratimakumarimohanty7087 8 дней назад
Satare kabitati sabu nari pratima samarpita,uschargikruta....Nari bhitare dekhithiba sambedanasilata hin Tara parichaya.....abegavara...bes gambirjya😊
@sahusulata2464
@sahusulata2464 8 дней назад
Wow... So beautiful 👌🏻
@AESTHETICODISHAVLOGS
@AESTHETICODISHAVLOGS 8 дней назад
🎉🎉🎉🎉🎉
@sanghamitradash8752
@sanghamitradash8752 8 дней назад
Beautiful nature
@manoramamishra7738
@manoramamishra7738 9 дней назад
ଭଲ ଲାଗିଲା କବିତାଟି....
@smitra2024
@smitra2024 9 дней назад
OM Sai Ram🙏
@sanghamitradash8752
@sanghamitradash8752 9 дней назад
@sanghamitradash8752
@sanghamitradash8752 9 дней назад
Om sai Ram 🙏
@diptimayeesahoo1549
@diptimayeesahoo1549 9 дней назад
ପ୍ରଥମେ କବିତାର ମର୍ମ ଉଲ୍ଲେଖ କରି କବିତା ପଠନ କରିବାର ଶୈଳୀ ଚମତ୍କାର....କବିତାଟି ଖୁବ୍ ମାର୍ମିକ l ବାସ୍ତବତାର କଥା ଉଲ୍ଲେଖ ହୋଇଛି କରୁଣ ଅଥଚ ସହଜ ଭାଷାରେ....👌🙏🌷
@pragyanparticles9561
@pragyanparticles9561 9 дней назад
ଆହାଃ ଚମତ୍କାର କବିତା ଟିଏ ❤
@pragyanparticles9561
@pragyanparticles9561 9 дней назад
ଖୁବ୍ ସୁନ୍ଦର ରଚନା ଓ ସ୍ୱର ସଂଯୋଜନା ।❤
@sukantimohapatra6900
@sukantimohapatra6900 9 дней назад
ଅତି ସୁନ୍ଦର ଉପସ୍ଥାପନା ସହ ହୃଦୟସ୍ପର୍ଶୀ
@puspitajena1072
@puspitajena1072 10 дней назад
ଖୁବ ସୁନ୍ଦର ଉପସ୍ଥାପନା ଶୈଳୀ |❤
@manoramamishra7738
@manoramamishra7738 10 дней назад
ବାଃ..ଖୁବ୍ ସୁଂଦର କବିତା....
@krishnapriyapani249
@krishnapriyapani249 10 дней назад
ଖୁବ ମନଛୁଆଁ , (ଗୀତାଞ୍ଜଳି ପାଣି)
@sahusulata2464
@sahusulata2464 10 дней назад
ଚମତ୍କାର ଆଲୋଚନା 🎉
@puspitasukla7175
@puspitasukla7175 10 дней назад
Very poignant!❤