Тёмный
Kureful tv
Kureful tv
Kureful tv
Подписаться
ଦର୍ଶକ ବନ୍ଧୁ ନମସ୍କାର, ଜୁହାର !
Kureful tv Channel ରେ ଆପଣଙ୍କୁ ସୁସ୍ଵାଗତ ଜଣାଉଛୁ।
Based on
'Rural Art And Agriculture Earning Support "
ଏହି ଚେନାଲ୍ ରେ ଆପଣ ଗ୍ରାମିଣ କଳା ଓ କୃଷି ସଂମ୍ପର୍କିତ ଭିଡିଓ ସବୁ ଦେଖିବାକୁ ପାଇବେ । କୃଷି ଓ କୃଷକର ବିକାଶ ପାଇଁ ଆମର ଏକ କ୍ଷୁଦ୍ର ପ୍ରୟାସ ଜାରି ରହିଥିବା ହେତୁ, ଚାଷ ର ନୂଆଁ ଟ୍ରିକ୍, ନୂଆ କୌଶଳ, ଚାଷୀ ର ଗୀତ କାହାଣୀ,ହଳିଆ ଗୀତ, ଚାଷ ପ୍ରଣାଳୀ, ଚାଷ ର ରୋଗ ପୋକ ଉପଚାର, ବିଶେଷଜ୍ଞ ମାନଙ୍କ କଥା, ସମସ୍ତ ଚାଷ ର ଭିଡିଓ ଏଥିରେ ଅପଲୋଡ୍ କରାଯାଉଛି । ଆଶା ଆପଣମାନେ କିଛି ଶିଖି କାର୍ଯ୍ୟ ରେ ଲଗାଇ ପାରିବେ ।
ଦର୍ଶକ ବନ୍ଧୁ !
ଯଦି ଆପଣଙ୍କ ପାଖରେ ଚାଷ ସଂମ୍ପର୍କିତ କୌଣସି ଭିଡିଓ ଅଛି (ଧାନ,ଗାଈ,ମାଛ, ପନିପରିବା... ସବୁ ଚାଷ) ଏବଂ ଆପଣ ଆମ କୁରେଫୁଲ୍ ଟିଭି ଚ୍ୟାନେଲ ରେ ଛାଡ଼ିବାକୁ ଚାହୁଁଛନ୍ତି ତେବେ ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ।
ଆମ ନମ୍ବର-9853256754

ଆମ ଚେନାଲ୍ ପେଜ୍ କୁ ଭିଜିଟ୍ କରିଥିବାରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ।
Комментарии
@NirupaSuna
@NirupaSuna Час назад
Sir jamuna dhana re secend doj kana kana demi
@sakhinathbanchhor3264
@sakhinathbanchhor3264 Час назад
ଧାନ ରେ ଲଟା ମାରିଲା ପରେ ଧାନ୍ ପତର ଲାଲ୍ ହେଉଛେ ଯେ ସାର
@omkarnathsinghbariha1564
@omkarnathsinghbariha1564 11 часов назад
Agyan 7 din agaru mui danadar urea & potash deithili ebe NANO UREA dei heba kini please rply
@_hypergaming_ff695
@_hypergaming_ff695 11 часов назад
ସେକେଣ୍ଡ ଡୋଜ୍ ରେ ନାନୋ ୟୁରିଆ ସାଙ୍ଗେ ସୁପର ହ୍ଯୁମିକ ଏଲ୍ ଓ କୀଟନାଶକ ସ୍ପ୍ରେ କରାଯାଇ ପାରବା କାଏଁ
@Budhibanta_Vlog
@Budhibanta_Vlog 11 часов назад
କେତେ ଟଙ୍କା ପଡବା ଆଜ୍ଞା ଇ ଉଷୋ
@Budhibanta_Vlog
@Budhibanta_Vlog 11 часов назад
ବହୁତ୍ ସୁନ୍ଦର୍ ଭିଡିଓ ଟେ ଦେଲେ ଆଜ୍ଞା, ଯମୁନା ଧାନ ପ୍ରାୟ 80 ଦିନ ହେଇଗଲା ନ ସାମନା ଲଟା କେ ଦେଲେ ହେବା କେଁ, tk ବତାବେ ତ...
@Asmanoffical0
@Asmanoffical0 12 часов назад
Samna marba ken sri
@user-hn8ky3fh6k
@user-hn8ky3fh6k 12 часов назад
ବାହୁଡ଼ା ରେ କାମ ଦେବା କେନ୍ ଦାଦେ ଇଓସ
@khirojm4016
@khirojm4016 13 часов назад
ସାର୍ ନମସ୍କାର, ସାର୍ ଭେଣ୍ଡି ଫସଲ ରେ କେନ୍ ହର୍ଵିସାଇଡ୍ ଦେଲେ ସବୁ ଲଟା ମରିଯିବା ଆଉ ଭେଣ୍ଡି ଫସଲ ରେ କ୍ଷତି କିଛି ନାଇଁ ହେବା ସେଥିପାଇଁ ଗୋଟେ ଭିଡିଓ ବନାନ୍ତୁ ପ୍ଲିଜ ନମସ୍କାର.
@mobizoneee
@mobizoneee 13 часов назад
Best result for paddy
@user-pm5ed5kg5j
@user-pm5ed5kg5j 14 часов назад
Sar 2ndose de6 dhantik nibadhbar kana dele heba
@anandapadhan2583
@anandapadhan2583 14 часов назад
କରଚି ଲଟା କେନ ମେଡ଼ିସିନ ରେ ମରବା ଟିକେ vedio ବନେଇ କରି ଆମକୁ ଜନାବେ
@anandapadhan2583
@anandapadhan2583 13 часов назад
ଜଲଦି ଟିକେ କହିବେ ଏବେ ବୁହୁତ କରଚି ଲଟା ହୋଇ ଛେ
@debasishnayak7237
@debasishnayak7237 15 часов назад
sirପତ୍ର ଚିତା ଲାଗୁଛି, contaf plus ସହିତ ନିମ ତେଲ କୁ ପକାଇ ପାରିବା କି
@mobizoneee
@mobizoneee 13 часов назад
Custodia with tricyclazole
@anitapradhan3068
@anitapradhan3068 15 часов назад
Sir he dui ta k mix karma k jen kahele video re
@akashghuta8989
@akashghuta8989 15 часов назад
𝓝𝓸𝓿𝓲𝔁𝓲𝓭 𝓻𝓮𝕝𝕒𝕥𝕒 𝕟𝕒𝕚 𝕞𝕒𝕣𝕓𝕒𝕣 𝕕𝕙𝕒𝕟 𝕡𝕒𝕥𝕒𝕣 𝕞𝕒𝕣𝕚 𝕛𝕒𝕦𝕔𝕙𝕖𝕖
@judhistirgiri3392
@judhistirgiri3392 15 часов назад
Dhan ke 2 mas hei galana Lata ketine ache t forte namune gold Mari thili hele nemari kenta kale he ba
@devbiswal5334
@devbiswal5334 15 часов назад
କେନା ଲଟା ଭି ମର ବା କିନି
@SujitMirdha-gt1xl
@SujitMirdha-gt1xl 15 часов назад
କେନ କେନ ନାଁ ରେ ଆସୁଛେ ମାର୍କେଟ କେ ଯେ ନାଇଁ କହେଲ?
@mobizoneee
@mobizoneee 13 часов назад
Novixid by corteva
@LaxmanBag-tc4fz
@LaxmanBag-tc4fz 17 часов назад
ଦାଗ ନାହିଁ ନାନୋୟୁରିଆ ଦେଲେ ହେବକି
@nikudash9041
@nikudash9041 День назад
ଆଜ୍ଞା ନମସ୍କାର humestu କେ କେତେ ଦିନର ଧାନ ନେ spray କଲେ ବଢିଆ କାମ ଦେବା
@mr.dhanamalipanda2525
@mr.dhanamalipanda2525 День назад
ଆଜ୍ଞା ସମ୍ନା ଲଟା ମାର୍ ବାର୍ ଲାଗି କାଏ ଉଷୋ ଦେଲେ ଠିକ୍ ହେବା ।
@user-jo5qe8xj6s
@user-jo5qe8xj6s 2 дня назад
Phon number tike daun ta sir katha hebar achhe
@pareshpurty2797
@pareshpurty2797 2 дня назад
ଭିଟାମିନ ସହିତ ପୋକମାର। ଭି ଦେଇ ପାରିବୁ କି ,, ଆଜ୍ଞା ....?
@SureshDungdung-v9o
@SureshDungdung-v9o 2 дня назад
ଡାଲି ଆ ଧାନ କେନ୍। ମାସେ ପାହ୍ହା ପକାସନ୍
@lrmk5131
@lrmk5131 2 дня назад
Sir ଏମିତି ଗୋଟେ ଭିଡ଼ିଓ ବନାଅନ୍ତୁ ଯେମିତି କି କୋଉ ରୋଗ କିମିତି ଦେଖା ଯାଇ ଥାଏ ଆଉ କିମିତି ଚିନିବା ରୋଗ କୁ
@sudiptapadhi3659
@sudiptapadhi3659 2 дня назад
Mui hasanta dhan kariche bahut bauche dhan padijiba leke lagu che kana kale ni padbar upaye te batabe
@Chinmaya-w3e
@Chinmaya-w3e 2 дня назад
Gromor 28:28:0 Pil sar (1stdose)
@srimantanayak5534
@srimantanayak5534 2 дня назад
Kouthi bihana miliba
@shubashishpanda9206
@shubashishpanda9206 2 дня назад
ଗଣ୍ଠି ପୋକ ସମ୍ବନ୍ଦ ରେ ଏବଂ ଓସଦ କଣ ଦବା କୁହନ୍ତୁ
@dolamanibehera9144
@dolamanibehera9144 2 дня назад
Sir padmaja dhan bunbar kete din pare garvani stage asi au 1156 kete dine garvani hesi tk kahebe k ??
@RajendraKumar-ph4gt
@RajendraKumar-ph4gt 2 дня назад
Vita gold spray kale kama kemti asiba
@sahucreations3506
@sahucreations3506 2 дня назад
dhanyabad Mo baba nko kotha mono pokei delo
@pradeeppasayat304
@pradeeppasayat304 2 дня назад
Nigida dorasa mati bele sambalpuri bhasa re kenta mati ae
@padmalochanmahanta3912
@padmalochanmahanta3912 2 дня назад
Petrol dele kn hebo
@nayankumarcreation3004
@nayankumarcreation3004 3 дня назад
ହୁମିକ ଏସୀଡ ସାଥୀରେ 0/52/34 ଏବଂ ବୋରନ ମିଶାଇ ସିଞ୍ଚନ କରିହେବ କି ନାହିଁ ଟିକେ କହିବେ ଆଜ୍ଞା
@Ipshita4598
@Ipshita4598 3 дня назад
ସାର ନମସ୍କାର ସୁଜି ଲଟା ମରା କଣା ଦେଲେ ହେବା
@sanjubaba5944
@sanjubaba5944 3 дня назад
Bhai janicha na suniki kahucha, 1.34 k subscriber bujhi sujhi kuha. Bhai humic acid 98 %, 5 kg deley kana heba janichantee
@sanjubaba5944
@sanjubaba5944 3 дня назад
Humic acid, dhana ra 15- 20 dina parey, 1.5 k.g. per acre.last dose rey humic acid, 500-800gm.VAM/Micoriza kaduya beley vermicompost sahita 4k.g. per acre.
@hemrajhealth7170
@hemrajhealth7170 3 дня назад
ଆଜ୍ଞା ନମସ୍କାର
@Kurefultv
@Kurefultv 3 дня назад
ନମସ୍କାର ଆଜ୍ଞା
@KishanlalRana-t4i
@KishanlalRana-t4i 3 дня назад
Humic acid kete% ra dia jiba sir
@Kurefultv
@Kurefultv 3 дня назад
୩୫% ରୁ ଅଧିକ
@SEBAKRAM-1998
@SEBAKRAM-1998 3 дня назад
ବହୁତ ଭଲ ସୂଚନା ଦେଲା ଆଜ୍ଞା🙏🙏🙏
@Kurefultv
@Kurefultv 3 дня назад
ଧନ୍ୟବାଦ ଆଜ୍ଞା