Тёмный
Laxmikant Palit - Topic
Laxmikant Palit - Topic
Laxmikant Palit - Topic
Подписаться
ଲକ୍ଷ୍ମୀକାନ୍ତ ପାଲିତ, ଜଣେ ଓଡ଼ିଆ ସଙ୍ଗୀତଜ୍ଞ । ସଙ୍ଗୀତ ନିର୍ଦ୍ଦେଶନା, ଗାୟନ ଓ ଶିକ୍ଷାଦାନ ତାଙ୍କ ବୃତ୍ତି । କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ଆଦି ସବୁ ସ୍ଥରରେ ସେ ସଙ୍ଗୀତ ନିର୍ଦ୍ଦେଶନା ବା ପରିବେଷଣ କରିଥିଲେ ମଧ୍ୟ ଯାତ୍ରାରେ ସେ ଅଧିକ ସକ୍ରିୟ ।
ଲକ୍ଷ୍ମୀକାନ୍ତଙ୍କ ଜନ୍ମ କଟକର ଏକ କଳାକାର ପରିବାରରେ ହୋଇଥିଲା । ବିଜନ ବିହାରୀ ପାଲିତ ଓ ସୁଷମା ପାଲିତ ତାଙ୍କ ପିତା ମାତା ଥିଲେ । ମାତାଙ୍କ ପ୍ରଭାବରୁ ସେ ନିଜକୁ ଜଣେ ସଙ୍ଗୀତଜ୍ଞ ଭାବରେ ଗଢ଼ି ପାରିଛନ୍ତି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ଼ରୁ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି । ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଥିଲେ ତାଙ୍କର ଗୁରୁ । ତାଙ୍କ ଧର୍ମପତ୍ନୀ ବିଦ୍ୟୁତପ୍ରଭା, ଦୁଇ ପୁତ୍ର ରନ୍ଦୀପ ଓ ବନ୍ଦିଶ ମଧ୍ୟ ସଙ୍ଗୀତ ଶିଳ୍ପୀ ଅଟନ୍ତି ।
Radha Jauchhi Jamuna
Месяц назад
Radha Jauchhi Jamuna (Preview)
Месяц назад
Ganga Lo
Год назад
Kalia Premare
Год назад
Jianta Saba
Год назад
Maa Sabitri Brata Katha
Год назад
Maa Tarininka Mahima
Год назад
Bali Gopala
2 года назад
Kashi Baranasi Gali
3 года назад
Neta Ku Juhara Tara
3 года назад
Pralaya Payodhi
3 года назад
Jay Jay Jagannatha Sri Hari
3 года назад
Chikana Kalia Kanhu
3 года назад
Комментарии