😘Hi Hello 🙏ନମସ୍କାର, ଜୟ ଜଗନ୍ନାଥ Jay Jagannath ...Plz Support & Subscribe @Mrs. Mr. Pani_Lifestyle 😘🙏🧿❤💕💋
ଆମେ ଆପଣଙ୍କ Kunal ଓ Gelu ଆପଣ ମାନଙ୍କୁ ଆମ channel - Mrs. & Mr. Pani କୁ swagat କରୁଛୁ ।
This channel is all about vlogging on Lifestyle, Cooking, Beauty tips, Travel, Home organising and Shopping. This channel is in Odia language, as we are Odia. At times Hindi & English script is also being used. ଆମେ ଓଡ଼ିଆ ତେଣୁ ଆମର life ର experience, ups & downs and daily working କୁ ଦେଖେଇବା ପାଇଁ ଚେଷ୍ଟା କରୁଛୁ। ବୁଲି ଗଲେ travel vlog ମଧ୍ୟ ବନାଇବୁ। ଆପଣମାନଙ୍କୁ entertain💃 କରିବାକୁ ଆଗକୁ ଚେଷ୍ଟା କରିବୁ। ଆମର culture, heritage ଓ ଖାଦ୍ୟ ବିଷୟରେ ମଧ୍ୟ ଦର୍ଶାଇବୁ । ତେଣୁ ଆମର ବିନମ୍ର ଅନୁରୋଧ, ଆପଣମାନେ ଆମରି ଏହି ଚେଷ୍ଟାରେ ସାଥୀ ହୋଇ ରହିବେ ଓ ଆମ ସହିତ ଏହି Informatic Entertainment କୁ ଆଗେଇ ନେବାରେ ସାହାଯ୍ୟ କରୁଥିବେ । Thanks 😘Love you All. 💞