Тёмный

ଅନ୍ୟାୟରେ 5ପୋଲିସ ଅଫିସରଙ୍କ ନିଲମ୍ବନ କୁ ବିରୋଧ କରି ଧାରଣା ଦେବେ ଶତାଧିକ ପୋଲିସ ଅଫିସର !Bharatpur Case 

Odisha Bhaskar
Подписаться 2,7 млн
Просмотров 59 тыс.
50% 1

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@purnaodisha5712
@purnaodisha5712 Час назад
ଏମାନଙ୍କୁ ଇଲିସି ମାଛ 🐟 ଦରକାର ନ୍ୟାୟ ନୁହେଁ
@StatusWorld-mp6gj
@StatusWorld-mp6gj Час назад
ଯଦି ସତରେ ବାପା ର ଛୁଆ ହେଇଥିବ ଚାକିରି ଛାଡିକି ଦେଖା... ଖାଲି ବାହାପିଆ କଥା କହିଲେ ହବନି 😂
@sukantanaik7307
@sukantanaik7307 17 минут назад
All thiefs have gathered to save another thief ..
@chandramohannaik9716
@chandramohannaik9716 14 минут назад
​@@sukantanaik7307 right bro
@priyatamanayak3752
@priyatamanayak3752 8 минут назад
Right 👍
@ssrambutika6883
@ssrambutika6883 3 минуты назад
Right 👍
@Rusi-s6r
@Rusi-s6r Час назад
ଶଳା ଚୋର ହାରାମି ବେଇମାନି ଲାଞ୍ଚୁଆ ପୋଲିସି ବାଲା
@priyatamanayak3752
@priyatamanayak3752 7 минут назад
Right 👍
@PratapMangaraj-l8y
@PratapMangaraj-l8y Час назад
ଢୋଲ ବଢ଼ିଥିବା ପୋଲିସ ଚାକିରୀ ଛାଡ଼ିଦିଅନ୍ତୁ ନୂଆପିଲା ଚାକିରୀ ପାଇବେ ଏମାନେ ବହୁତ୍ ଖାଇସାରିଲେଣି ଢୋଲ ବଢ଼ିଗଲାଣି ନୂଆପିଲା ଚାକିରୀ ନପାଇ କଙ୍କାଳ ଦେଖାଗଲାଣି ଜଲଦି ଚାକିରୀଛାଡ଼ିଦିଅ କିଛି ବେକାରୀ ସମସ୍ୟା ସମାଧାନ ହେବ
@sitalraj8812
@sitalraj8812 Час назад
E manka peta badhi Lani emanko hataya odisare aao ri bhi pila achanti
@niharranjannayak5458
@niharranjannayak5458 Час назад
@@PratapMangaraj-l8y apana police chakiri re join karijaantu tap are janibe chakiri kete difficult
@PratapMangaraj-l8y
@PratapMangaraj-l8y Час назад
@@niharranjannayak5458 ସାରା ଓଡ଼ିଶାରେ କୌଣସି ସାଧାରଣ ଲୋକକୁ ପଚାରନ୍ତୁ ପୋଲିସକଣ ଠିକ୍ କଥା ଆପଣ ପାଇପାରିବେ
@amareshjethy9986
@amareshjethy9986 Час назад
Police bala ra jahara peta baharichi, tanku authare physical test kara
@niharranjannayak5458
@niharranjannayak5458 Час назад
@@amareshjethy9986 bhai army job re duty shift by shift rotation hue police ra 24 hour duty ketebele duty jibe tankara time table nahin Sethi pain police ra peta baharuchhi
@BikramBaral-f9f
@BikramBaral-f9f Час назад
ତୁମକୁ ଅଶେଷ ଅଶେଷ ଧନ୍ୟବାଦ.. କାରଣ ରାଜ୍ୟରେ ଶିକ୍ଷିତ ଯୁବକ ଯୁବତୀ ବେକାର ସମସ୍ୟାରୁ ମୁକ୍ତି ପାଇବେ. 👍
@debasmitadhir
@debasmitadhir Час назад
😅
@sanjaykhamari2627
@sanjaykhamari2627 Час назад
ନୂଆ ପିଲାଙ୍କୁ ଚାକିରି ଦିଆଯାଉ।ଏମାନେ ସବୁ ଭଦ୍ର ଚୋର ଅଟନ୍ତି।ଏମାନେ କଲମ ରେ ଚୋରିକରନ୍ତି।
@niharranjannayak5458
@niharranjannayak5458 Час назад
@@sanjaykhamari2627 na pila asile tanuku b tumemane chota kahiba
@ashishrout8646
@ashishrout8646 Час назад
ଏତେ ezzey ନୁହେଁ... ଚାକିରୀ ପିଲା ପରେ ଟ୍ରେନିଂଗ ଲାଗେ.. ଏ ନୁହଁ କି... ଜୋଇଁ କଲ.. ଏଇ ଗଲା 😂😂😂... ଟ୍ରେନିଂଗ 1 ବର୍ଷ ରୁ 3 ବର୍ଷ ଯାଇୟ hai ଥାଏ.. ସେତେ ବେଳେ ଯାଇୟ ତମେ କଣ କରିବ... ... ଶଳା polise ନ ଥିଲେ.. ଘରୁ ବାହାରି ପାରିବନି.. ବଡବଡ କଥା ଗପୁଛ... ... Investigation ହଉ ଯେ ଦୋଷୀ ତାକୁ ଦଣ୍ଡ ମିଳୁ... ଆଜି କାଲି ମହିଳା ମାନେ ମିଛ.. ଅଭିଜଗ କରି ଫସଉଛନ୍ତି.... 🤔🤔
@Fitness_Boy_1997
@Fitness_Boy_1997 4 минуты назад
Police nku kharap kahiba au gute pate police job magiba tahele job milila pare sei badnam hin hebe...
@TunaDas-tt7xj
@TunaDas-tt7xj Час назад
ଭଲ କଥା ଚାକିରି ଛାଡ଼ି ଦିଅ ଓଡ଼ିଶା 80%ପୋଲିସ ଅଫିସର୍ ଜନସାଧାରଣଙ୍କୁ ହଇରାଣ କରୁଛନ୍ତି ଅଭଦ୍ର ଭାଷା କହୁ ଛନ୍ତି
@spicyupdates
@spicyupdates Час назад
Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି
@daringbaaz701
@daringbaaz701 Час назад
Police ethi choro kahiba kahaku suniba kiye?
@thewokeIndian-jr3oo
@thewokeIndian-jr3oo 31 минуту назад
​@@spicyupdatesbhasigala seithu.... Loko nka reaction dekhi jana paduchi lokomane polie upare kete santusta
@Faltutokarafaltuvideo
@Faltutokarafaltuvideo Час назад
Plz ଏଇ ପୋଲିସ ମାନ ଙ୍କୁ ମୋର ଅନୁରୋଧ ଯେ ସବୁ news ଚାନେଲ ର କମେଣ୍ଟ ଗୁଡା ଟିକେ ଦେଖନ୍ତୁ ଆଉ ସବୁ ପୋଲିସ ମାନଙ୍କ ପରିବାର ଙ୍କୁ ବି ମୋର ଅନୁରୋଧ ଯେ ଏଇ case ର ସବୁ news ଭିଡ଼ିଓ ର କମେଣ୍ଟ ସବୁ କୁ ଟିକେ ନିଜେ ପଢନ୍ତୁ ଆଉ ନିଜ ପରିବାର ର ସଦସ୍ୟ ଙ୍କୁ ଟିକେ କୁହନ୍ତୁ ସେ କମେଣ୍ଟ ଗୁଡା କ ପଢିବା ପାଇଁ ଆଉ ଜାଣି ପାରିବେ ଯେ ପୋଲିସ ଙ୍କୁ ଓଡିଶା ର ଜନ ସାଧାରଣ ମାନେ କେତେ ଭଲ ପାଉଛନ୍ତି ସେ ଜାଣି ପାରିବେ ଆଉ ପୋଲିସ ମାନଙ୍କ ପରିବାର ବି ଜାଣି ପାରିବେ 👈🙏
@shayaarsid5298
@shayaarsid5298 Час назад
ପଢ଼ିଲେ kn hba police niyam palan କରୁଥିବାରୁ ସେଥିପାଇଁ ଆଜି ଲୋକ ମାନେ ଘୃଣା କରୁଛନ୍ତି ତାହେଲେ ବିନା ହେଲମେଟ ରେ ସମସ୍ତଙ୍କୁ ଛାଡ଼ିବା ଆଉ ଫାଇନ ନି kn khusi ta
@sanjaytripathy9675
@sanjaytripathy9675 Час назад
ନୂଆ ପିଲା ଅଛନ୍ତି। ତୁମ ଭଳିଆ ଚୋର ଓ ଡକାୟତ କୋଉଠି ମିଳିବେ ନାହିଁ।
@spicyupdates
@spicyupdates Час назад
Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି
@sanjaytripathy9675
@sanjaytripathy9675 Час назад
@@spicyupdates ହଁ, ସେମାନେ ଦେଶର ସୀମା ଜଗିଥିବାରୁ ତୁମେ ତୁମ ମାଇକିନିଆ ମାନଙ୍କୁ ନେଇ ଆରାମ ସେ ଶୋଉଛ। ଆଉ ସେମାନେ ଠିକେ ଢ଼ିଲା କରିଦେଲେ ତୁମ ଘର ମାନଙ୍କ ମହିଳାଙ୍କ ଉପରେ କଣ ଘଟିବ ଅନୁମାନ କର।
@thewokeIndian-jr3oo
@thewokeIndian-jr3oo 30 минут назад
​@@spicyupdates​@spicyupdates bhasigala seithu.... Loko nka reaction dekhi jana paduchi lokomane polie upare kete santusta
@priyatamanayak3752
@priyatamanayak3752 5 минут назад
Super 😊
@disumsuder6947
@disumsuder6947 Час назад
ପୋଲିସ ନାଁରେ ଏମାନେ ଚୋର..
@spicyupdates
@spicyupdates Час назад
ତମେ ସବୁ ମହାନ ଚୋର
@disumsuder6947
@disumsuder6947 Час назад
@@spicyupdates ନାଇଟି ପିନ୍ଦି କାଟିଆ ସେବା ଦେଉଥିଲା.
@gabardhantudu4882
@gabardhantudu4882 Час назад
Ok
@prembijay7462
@prembijay7462 42 минуты назад
ସବୁଠୁ ବଡ଼ ଚୋର
@MrNayakManoranjannayak
@MrNayakManoranjannayak 38 минут назад
Odisha rey police mananka jau sabu chracter samastey janichante
@mskumar981
@mskumar981 Час назад
ସେନା ଅଧିକାରୀ କୁ ପୋଲିସ ଗିରଫ କରିବା ଠିକ୍ ଥିଲା କି , ପୋଲିସ ଷ୍ଟେସନ CCTV କୁଆଡେ ଗଲା ।
@rashminanda6310
@rashminanda6310 Час назад
Exactly
@meenakshidalabehera228
@meenakshidalabehera228 50 минут назад
Kana se law agare bada ki...
@SimanchalPradhan-w8s
@SimanchalPradhan-w8s 42 минуты назад
Rasa lila chalichi, na hele. Naity pindhi duty karuchanti
@mskumar981
@mskumar981 30 минут назад
@@meenakshidalabehera228 ସେନା ଅଧିକାରୀ ଜଦି muder କିମ୍ବା ବଡ଼ କ୍ରାଇମ କରିଥାନ୍ତେ ତାହେଲେ ପୋଲିସ ଅନୁମତି ନେଇ ଗିରଫ କରିପାରିବ , ନୁହେତ ଏହା ଦଣ୍ଡନୀୟ ଅପରାଧ (as for law) ।
@bijendrabiswal8993
@bijendrabiswal8993 Час назад
ସେ ଶଳା ଦୀନକୃଷ୍ଣ ର ଯୌନାଗ କୁ କଟା ଯାଉ ଆମର ଦାବି.. ଠିକ କହିଛି ନା ମୁ 😄
@RashmiNayak-xl7qu
@RashmiNayak-xl7qu 40 минут назад
Tor aga katiki to maa patire deba Katha
@manojkumarrout8606
@manojkumarrout8606 32 минуты назад
Hmm
@kabulinayak7212
@kabulinayak7212 Час назад
ଯେତେ ଶୀଘ୍ର ପାରୁଛ ତୁମେ ଗୁଡା ଚାକିରି ଛାଡ଼ିଦିଅ । ସମାଜ କଳଙ୍କ ମୁକ୍ତ ହୋଇଯିବ ।
@bikashswain5716
@bikashswain5716 53 минуты назад
Right
@satyajitswain6994
@satyajitswain6994 50 минут назад
Kehi chhadibini
@satyalaxmi....
@satyalaxmi.... 35 минут назад
Do you aware about there working hours?who is responsible for the security cameras?If they will go for a 10 days protect do you think we people who are staying in twin City will do our work peacefully?
@subratnayak8337
@subratnayak8337 34 минуты назад
Police ଲୋଭ ଭ।ରି ବଡ. Kahi service chadibeni.
@kalianayak7376
@kalianayak7376 33 минуты назад
ମୋତେ ଲାଗୁଚି ସେ ଛାଡିଲା ପରେ ତୁ ରହିବୁ ବୋଧେ 🤔🤔🤔🤔
@arupanirudhan9435
@arupanirudhan9435 Час назад
ଚାକିରି ଚାଡ଼ି ଦିଅ। 😂😂😂 ଚାକିରି କରିବା ପାଇଁ ବୁହୁତ୍ ପିଲା ବେକାର ଅଛନ୍ତି। 😅
@Love99563
@Love99563 Час назад
Right
@meenakshidalabehera228
@meenakshidalabehera228 49 минут назад
Tora aukat nahin be police department re job Kariba.. Sethi pain to bekar heiki achu
@ramachandramurmu9863
@ramachandramurmu9863 43 минуты назад
ପୁରା ଠିକ କଥା କହିଛନ୍ତି ଭାଇ
@mantubabu161
@mantubabu161 34 минуты назад
ଏତେ recurment ହେଲା ବାଳ ଚାଟୁଥିଲ ki ଏବେ ssc gd online ଚାଲିଛି try kara jadi aukat achi ta....?
@SantoshJethi-w8p
@SantoshJethi-w8p 27 минут назад
@ଦମ୍_ଦାର_ଟୋକା2.0
ଓଡ଼ିଶା ପୋଲିସ୍ ର ସବୁ ଅଫିସର୍ ଗୋଟେ ଗୋଟେ ଠକ ସେଇଥି ପାଇଁ ଆଜି ଭଗବାନ୍ ଆଜି ଏମାନଙ୍କୁ ଶାସ୍ତି ଦେଇଛନ୍ତି😂😂😂
@SwatiSingh-is2ux
@SwatiSingh-is2ux Час назад
ଯୋଉ ପୋଲିସ ମାନେ ଚାକିରୀ ଛାଡ଼ି ଦେବେ କହିଛନ୍ତି ତୁରନ୍ତ ଚାକିରୀ ଛାଡ଼ିଦିଅ ।ଓଡ଼ିଶାରେ ବହୁତ ବେକାର ପିଲା ନିଯୁକ୍ତି ପାଇବେ
@priyatamanayak3752
@priyatamanayak3752 8 минут назад
Absolutely right bro 😅
@sunilgouda2225
@sunilgouda2225 Минуту назад
Good👍
@bhagabanswain6148
@bhagabanswain6148 Час назад
ଏମାନେ ଯେତେ ଅଭିନୟ ଯେତେ ସଂଗଠନ କଲେ କିଛି ଲାଭ ପାଇବେନି, ବନ୍ଧା ହେବେ ନିଶ୍ଚ ୟ ।
@devrajsinghofficial
@devrajsinghofficial Час назад
ଛାଡ଼ି ଦିଅ ଚାକିରୀ।
@spicyupdates
@spicyupdates Час назад
Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି
@shayaarsid5298
@shayaarsid5298 Час назад
ଭାବିକି କୁହ tk
@dilipsandha6014
@dilipsandha6014 47 минут назад
Video dekha bhala re kana hei chi jana padu chi
@thewokeIndian-jr3oo
@thewokeIndian-jr3oo 30 минут назад
​@@spicyupdates​@spicyupdates bhasigala seithu.... Loko nka reaction dekhi jana paduchi lokomane polie upare kete santusta
@spicyupdates
@spicyupdates 21 минуту назад
@@thewokeIndian-jr3oo ଲୋକ ମାନେ police ଉପରେ ସନ୍ତୁଷ୍ଟ ନାହିଁ drink କରି ଡେଇଁବା ଉପରେ ସନ୍ତୁଷ୍ଟ
@numerologistsannjoy5996
@numerologistsannjoy5996 Час назад
କୌଣସି ପୋଲିସ ଵାଲା ଚାକିରୀ ଛାଡ଼ିବେ ନାହିଁ ଏହା ମୋ ତରଫରୁ ଗ୍ୟାରେଣ୍ଟି 🤣🤣🤣
@JagannathDas-mb9nt
@JagannathDas-mb9nt Час назад
😅😅😅
@spicyupdates
@spicyupdates Час назад
Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି
@rashmita9772
@rashmita9772 Час назад
​@@spicyupdates ki natak re ?
@DANCER__shrayans__
@DANCER__shrayans__ 58 минут назад
😅😅😅
@spicyupdates
@spicyupdates 56 минут назад
@@rashmita9772 ଭଉଣୀ ବାକି vedio ଦେଖନ୍ତୁ ଆପଣ ଅଧା vedio ଦେଖି ଛନ୍ତି .. ଆଉ ସବୁ employee strike କରନ୍ତି କିନ୍ତୁ ଆଜି ଯାଏଁ police wala strike କରି ନାହାନ୍ତି.. ତାଙ୍କ demand ଅଛି 8 hrs duty govt ଶୁଣୁନି.. ସେମାନେ ବାକିଙ୍କ ଭଳି media ସାମ୍ନା ରେ କହିବା ମନା.. ସବୁ dept ରେ corruption ଅଛି କିନ୍ତୁ police wala ଙ୍କ ନା ହିଁ ଆସିବ.. Still vigilance ରେଡ ରେ କେତୋଟି କୋଟିପତି police ଵାଲା ଦେଖିଲ.. କିଛି ଥିଲେ ସିନା.. ଅଳ୍ପ police corrupted ଥାଇ ପାରନ୍ତି ବାକି rules ରେ ବନ୍ଧା.. ଯାହା ସେମାନଙ୍କୁ order ଆସେ କରନ୍ତି.. Police wala ଝିଅର ଏତେ ଦାଦାଗିରି ନାହିଁ club ଯାଇ drink କରି ଡେଇଁ ରାତି ଦୁଇ ରେ ଏତେ jatra କରିବ..
@raghunathmarndi1334
@raghunathmarndi1334 Час назад
ଚାକିରି ଛାଡିଦେବେ ପଛେ.... ଲୁଟ୍ କରିବାକୁ ଛାଡିବେ ନାହି....
@user-qm6lw5vx6c
@user-qm6lw5vx6c Час назад
ଏ ପୋଲିସ ଥାଇକି ଯା ନ ଥାଇକି ସେଇଆ...... ଜଲଦି ଚାକିରି ଛାଡ...... ତମ ଡିପାର୍ଟମେଣ୍ଟ ଲୋକଙ୍କ କାମରେ ଆସୁନି...
@birbalbagh7624
@birbalbagh7624 Час назад
ସସ୍ପେଣ୍ଡ କର ଏ ମାନଙ୍କୁ ପଣ୍ଡିଆଁ ଚୋର
@spicyupdates
@spicyupdates Час назад
ତମେ ନିଜେ ଭଲ ତୋ
@niharranjannayak5458
@niharranjannayak5458 Час назад
Tuma pila jadi police re Kie chakiri karichhanti tebe janipariba police heba kete kasta
@prasadmoharana4888
@prasadmoharana4888 Час назад
Hmm thik bardi bhau mariba ba jana thiba..thik thik...​@@niharranjannayak5458
@prasadmoharana4888
@prasadmoharana4888 Час назад
​@@spicyupdateskehi badnam karunahanti already semane badnam
@niharranjannayak5458
@niharranjannayak5458 Час назад
@@spicyupdates mu jaha real katha janichhi seita kahuchhi se jhiapilata kahuchhiboli tume support karuchha police to au kahaku badauni raku kahinki badeila se jhia army family khatir dekheiba heichhi
@abhijitbehera1112
@abhijitbehera1112 Час назад
ଏମାନେ ଚାକିରୀ ରୁ ବାହାରିଲେ ନୂଆ ପିଲା ମାନେ ଚାକିରୀ ପାଇବେ
@sitalraj8812
@sitalraj8812 Час назад
Thike katha
@blscomedy1128
@blscomedy1128 Час назад
Right
@tapangamer2013
@tapangamer2013 Час назад
Ok 😂😂😂😂🎉
@gabardhantudu4882
@gabardhantudu4882 Час назад
👍
@Runx314
@Runx314 Час назад
ଆମେ ତ ଭାବୁ ଛୁ, 5ବର୍ଷିଆ ଚାକିରି ହେଲେ ବହୁତ୍ ଭଲ ହେବ
@itsbikram24
@itsbikram24 Час назад
ନିର୍ଦ୍ଦୋଷ କି ଦୋଷୀ ତଦନ୍ତ ପରେ ଜଣାପଡ଼ିବ ଏବେ ଏହି ସବୁ କରି କଣ ଦେଖେଇବାକୁ ଚେଷ୍ଟା କରୁଛନ୍ତି । ସମସ୍ତଙ୍କ ର ସଙ୍ଘ ଅଛି ସେ ସମସ୍ତେ ମିଶି ବିରୋଧ କରିବେ କିନ୍ତୁ ସାଧାରଣ ଲୋକ ଙ୍କ ଏକତା ନାହିଁ ତେଣୁ ସବୁବେଳେ ହଇରାଣ ହୁଅନ୍ତି।
@srikanta671
@srikanta671 Час назад
ଏମାନେ ପାଣ୍ଡିଆନ ଲୋକ ସବୁ ପୋଲିସ ସସପେଣ୍ଡ କର ନୂଆ ପିଲାଙ୍କୁ ଚାକିରୀ ଦିଅ, ଓଡ଼ିଶା ବେକାରୀ ସମସ୍ୟା ଭ୍ରଷ୍ଟାଚାର ଦୂର ହେବ ବହୁତ ଶିକ୍ଷିତ ଯୁବକ ନିରାଶ ହେଇକି ବୁଲୁଛନ୍ତି ମହୋନ ସରକାର ସେମାନଙ୍କ ଚାକିରୀ ଦିଆଯାଉ
@indian4435
@indian4435 Час назад
Right
@madhusmitarout8097
@madhusmitarout8097 Час назад
Bhai re to pati re kohuchhu police job Kariba esy nuhe hela
@jugalkishaoremall8590
@jugalkishaoremall8590 Час назад
Good message
@mamatasahoo1415
@mamatasahoo1415 Час назад
Police nare cora sabu chadiantu cakiri kichi bhala jubaka jubati cakiri karibe 😅😅😅
@kishoremaharana7583
@kishoremaharana7583 Час назад
Bhai jaon army maj ko jail re Bina kanun re purei thila se kaon jaha re kariki asithiba thare jaiki dekha police chakiri lasta ki army chakiri ​@@madhusmitarout8097
@birbalbagh7624
@birbalbagh7624 Час назад
ସବୁ bjd ଚୋର ଏ ମାନଙ୍କୁ ଟଙ୍କା ମିଲନି ସେଥି ପାଇଁ ପ୍ରତିବାଦ
@Ama_Sikhya_Bikasha
@Ama_Sikhya_Bikasha Час назад
Sabu bjp ra ree mohan plan
@pankajjagdev47
@pankajjagdev47 Час назад
ଠିକ୍ କହିଲ ଭାଇ
@spicyupdates
@spicyupdates Час назад
Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି
@dhaneswarbehera4521
@dhaneswarbehera4521 Час назад
ଚାକିରି ଛାଡ଼ି ଦିଅନ୍ତୁ ନୂଆ ନିଯୁକ୍ତି କରାଯିବ ଓଡ଼ିଶାରେ ବହୁତ୍ ବେକାରୀ ପିଲା ଅଛନ୍ତି
@ganeshtudu2934
@ganeshtudu2934 Час назад
Tu Police re asile b kichhi ukhadi paribuni
@PrasantkumarSamal-yq8qi
@PrasantkumarSamal-yq8qi Час назад
Tume ta Sabu opaducha Sabu Lanchua police
@ganeshtudu2934
@ganeshtudu2934 Час назад
@@PrasantkumarSamal-yq8qi tu thore join kor taa pore ukhadi bu ...
@thewokeIndian-jr3oo
@thewokeIndian-jr3oo 29 минут назад
​@@ganeshtudu2934are bhai... Sidha katha.... Tama service ete bhala thile loko tama na re maa bhauni lagei sodhi nathante.... Comments padhile janiba
@ganeshtudu2934
@ganeshtudu2934 20 минут назад
@@thewokeIndian-jr3ooAare Bhai... Commissionerate Police job re pressure kete jie join korichhi sei janichhi.. seithi pain aaji police job chhadiki ebe mu civil job koruchhi... Jodi believe heuni commissionerate Police re thore join kori dekha
@SrikantPanigrahi-m7p
@SrikantPanigrahi-m7p Час назад
ଚାକିରି ଛାଡ଼ି ଦଉନ, ଦମ୍ ଅଛି
@gabardhantudu4882
@gabardhantudu4882 Час назад
Right
@Technician-Montu
@Technician-Montu Час назад
Viral kari diya ki jadi tnka te lancha neina niyama kara nahele chakiri chaada
@SPINFOTAINMENT
@SPINFOTAINMENT Час назад
ଭାସ୍କର ପ୍ରତିଦିନ ଅର୍ଗସ କେତେ ନେଇଛନ୍ତି ସବୁ କେଜାଣି ଏ ଘଟଣାକୁ ଅନ୍ୟ ମୋଡ଼ ଦବା ପାଇଁ । ଚାକିରି ଛାଡ଼ିବ କଣ ଛାଡ଼ିଦଉନ କିଏ କହୁଛି ରହିବାକୁ କି ତମକୁ ତମେ ମାନେ ଛାଡ଼ିଲେ ଭଲ ଆହୁରି ବହୁତ୍ ନ୍ୟାୟ ଅପେକ୍ଷାରେ ଥିବା ପିଲାମାନେ ଚାକିରି ପାଇବେ ହେଲେ ତମ ଭଳିଆ ସବୁ ଚୋର ତସ୍କରଙ୍କର ଲୋପ ହେଇଗଲେ ବହୁତ ଭଲ ହେବ ।
@SPINFOTAINMENT
@SPINFOTAINMENT Час назад
କେବେ କେତେ ଶୀଘ୍ର ଚାକିରି ଛାଡୁଚ କହିଲ ଟିକେ ଶୁଣିଲେ ଖୁସି ଲାଗିବ ଯେ ରାଜ୍ୟରୁ ଏତିକି କଣ corrupted police ମାନଙ୍କର ଶେଷରେ ଲୋପ ପାଇଛି ସତରେ ଆଜ୍ଞା ଜନତା ବହୁତ ଖୁସି ହେବେ ବିଶେଷକରି ପୋଲିସ ଚାକିରି ଆଶାୟୀ।
@bram7195
@bram7195 Час назад
ଗୋଟେ army officer କୁ ସମ୍ମାନ ଦୀୟା ଯାଓ ନାହିଁ ସାଧାରଣ ଜନତା କୁ କେତେ ସମ୍ମାନ ମିଳୁ ଛି ସବୁ ଜାଣି ଛନ୍ତି।। ଓଡିଶା govt କୁ ଅନୁ ରଧ ପୋଲିସ୍ officer ଙ୍କୁ action ନେବା ଦରକାର।। ଥାନା ଭିତରେ CCTV camera ଲଗା ଜାଓ 🙏
@arupanirudhan9435
@arupanirudhan9435 Час назад
ସବୁ ଡ୍ରାମା କରୁଛନ୍ତି।😂😂😂 ଚାକିରି ଚାଡ଼ିବେ ନାହିଁ ଏମାନେ।😅
@numerologistsannjoy5996
@numerologistsannjoy5996 Час назад
100% ସତ କଥା
@spicyupdates
@spicyupdates Час назад
Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି
@motilalpradhan9850
@motilalpradhan9850 34 минуты назад
100℅ reality
@ArunkumarNaik606
@ArunkumarNaik606 Час назад
ଛାଡି ଦିଅ ନୂଆ ପିଲା ଅଛନ୍ତି ତୁମେ କଉ କାମକୁ ନୁହଁ ।
@kabulinayak7212
@kabulinayak7212 Час назад
ୟେ ମାଗିଆ ପୋଲିସ୍ ଗୁଡ଼ା କ ବହୁତ୍ ଭାଦ୍ର ଲୋକ ।
@sbnk-u3x
@sbnk-u3x Час назад
ସେ ହାରାମି ପୋଲିସ୍ ମହିଳାଙ୍କୁ ନିଜର ପ୍ରାଇଭେଟ୍ part dekhauthila,,,, ତେଣୁ ସେ ଆଇଆଇସି ଯଦି ପୁନର୍ବାର ଯଦି ଚାକିରି କରିବ ତେବେ ବିନା ପ୍ରାଇଭେଟ୍ part ରେ,,,,ପୁଣି ଯଦି କେବେ ପ୍ରାଇଭେଟ୍ part ପ୍ରଦର୍ଶନ କରିବ ନା ତେବେ public ତାର cut କରିଦେବେ
@RajkishorMahapatra-pp9xw
@RajkishorMahapatra-pp9xw Час назад
ଏ ଶଳା ଙ୍କୁ ଚକରୀ ରୁ ବିଦା କର
@villagegirl1523
@villagegirl1523 Час назад
ଚାକିରୀ ଛାଡ଼ି ବେନି 😂😂😂😂😂 ଅସମ୍ଭବ 😂😂😂 ଖାଲି ପବନ 😂
@jitenmirdha6461
@jitenmirdha6461 Час назад
ଏସଭିଙ୍କର ଚାକିରି ଛଡାଯାଉ,ଆମ ଓଡିଶାରେ ୭୦%,ପିଲା ଚାକିରି ନ ପାଇ ବେକାର ହୋଇ ବୁଲୁଛନ୍ତି।ଯାହେଉ ଏତେଦିନପରେ ଏମାନଙ୍କ ମୁଣ୍ଡ କୁ ଭଲ ବୁଦ୍ଧିପସିଲା
@dasarathmeher8935
@dasarathmeher8935 45 минут назад
ତମେ ଚାକିରୀ ଛାଡ.... କିଏ ତୁମକୁ ମନା କରୁଚି....ତମର ଯଦି ଚାକିରୀ ଛାଡିବାର ଅଛି ଏଠାରେ କଣ କରୁଚ....ତୁରନ୍ତ ଛାଡ଼.... ତମେ କଲେ ଲୀଳା....ଆଉ କିଏ କଲେ କିଳା.....ପୋଲିସ ର ଗୁଣ୍ଡାଗିରି ଚାଲିବ ନାହିଁ.....ପ୍ରଥମେ ସିସିଟିଭି ଆଣ... ତାପରେ ତଦନ୍ତ ହେବ....
@saratnayak2943
@saratnayak2943 Час назад
ଚାକିରି ଛାଡ ଶହେ ଗଲେ ହଜାର ଲକ୍ଷ୍ଯ ବସିଛନ୍ତି ଚାକିରି ପାଇଁ.....
@BalabhadraBehera-z6o
@BalabhadraBehera-z6o Час назад
ପ୍ରଥମ ଭୁଲ୍ ପୋଲିସ୍ ର ଥାନାରେ ସିସିଟିଭି ନରଖି ପାଲା ଚଲେଇଚି ମିଡ଼ିଆ ଆଗରେ ଜାମୁକୋଳି ଗପ କହୁଚି
@rashminanda6310
@rashminanda6310 Час назад
Exactly
@TrilochanPradhan-hw9gu
@TrilochanPradhan-hw9gu Час назад
ଏବେ ପୋଲିସ ମାନଙ୍କୁ ବୁଦ୍ଧି ପଶୁଛି । ତମେ ଦୋଷୀ କୁ ନିର୍ଦ୍ଦୋଷ ଓ ନିର୍ଦ୍ଦୋଷ କୁ ଦୋଷୀ କରୁଛ ।
@SPINFOTAINMENT
@SPINFOTAINMENT Час назад
ଚାକିରି ଛାଡ଼ିଦବାର ଯଦି aukat ଅଛି ଛାଡ଼ିଦିଅ ତମ ଭଳିଆ କେତେଟା ନିର୍ଲଜ ଚାକିରୀରେ ରହିବା ପାଇଁ ଯୋଗ୍ୟ ନୁହଁ ।
@manojkumarrout8606
@manojkumarrout8606 31 минуту назад
Right
@priyatamanayak3752
@priyatamanayak3752 6 минут назад
Right 😊
@jchoudhury274
@jchoudhury274 Час назад
ରାଜ ନୀତି ଆରମ୍ଭ ହେଲା ଆର୍ମି ଅଫିସର୍ ଏକ ଜୁଟ ହେଲେ ବୋଲି ଏ ମାନେ ମଧ୍ୟ ଆସିଲେ
@ArunMalik-i1b
@ArunMalik-i1b Час назад
ନୂଆ ପୋଲିସ ଭର୍ତ୍ତି କରାଯାଉ ଏମାନେ ସବୁ ବଡ଼ ବଡ଼ ବାବୁ ପୋଲିସ
@DontMindDost
@DontMindDost Час назад
ଓଡିଶା ରେ Ex Major ଏବଂ ବଡ officer କୁ ଓଡିଶା ରେ DG, DIG, DGP, DCP, ପୋଷ୍ଟ ଦିଆଯାଉ... ଏବଂ ନୁଆଁ ପୋଲିସ hireing ହେଉ.... ଯଦି ରାଜ୍ୟରେ ସରକାର ପରିବର୍ତ୍ତନ ହେଇପାରୁଛି ରାଜ୍ୟରେ Home ଦିପାର୍ଟମେଣ୍ଟ ପରିବର୍ତନ କରି ଦେଖାଯାଉ ... କେଉଁଭଳି ବ୍ୟବସ୍ଥା ହେଉଛି ଦେଖିବା....😢😢😢😢
@babuswag3832
@babuswag3832 Час назад
ଏ ଶଲେ ମାଗୀୟା ମାନଙ୍କୁ ବି ନିଲମ୍ବନ କରା ଜାହୁ ଆଉ ନୂଆ ପିଲା ଙ୍କୁ ଚାକିରି ଦିଆ ଯାହୁ
@AffectionateCoastline-ct4wu
ତମେ ଯେତେବେଇମାନ ପୋଲିସ ଶୀଘ୍ର ଚାକିରି ଛାଡ଼ି ଦିଅ ଓଡ଼ିଶା ରେ ବହୁତ ପିଲା ଅଛନ୍ତି ପାଠ ବେକାର ସେମାନେ ପାଇବେ
@sahadevakishan2010
@sahadevakishan2010 Час назад
ସବୁ ପଲିଶକୁ ମାଲକାନଗିରି ପଠେଇଦିଓ
@sangramnayak649
@sangramnayak649 Час назад
ତୁମେ ଚାକିରି ଛାଡ଼ିଦିଅ ନୂଆ ପିଲା ଚାକିରି ପଇବେ
@swadhikarbetaj3768
@swadhikarbetaj3768 Час назад
ନହେଲ ତ ଏମାନେ ପୂରା ଗୋପବନ୍ଧୁଙ୍କ ପରିବାର ଛୁଆ ନା??ତୁମେ ତୁରନ୍ତ ଚାକିରୀ ଛାଡ।ପୁରା ପୋଲିସ ସିଷ୍ଟମ ଉଠିଯିବା ଦରକାର।
@diptiranjanchoudhury7052
@diptiranjanchoudhury7052 Час назад
ନାଇଁ ତମେ ଦାଦାଗିରି କରିବ ସବୁ ଚୁପ ବସିବେ ଆଉ ଆଇଚ ଆଉ
@spicyupdates
@spicyupdates Час назад
Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି
@lalitendubihari3632
@lalitendubihari3632 Час назад
ବହୁତ ଭଲ ଚାକିରୀ ଛାଡ଼, ନୂଆ ନିଯୁକ୍ତି ହେବେ, ବହୁତ ଭଲ ହେବ, ତୁମେ ସବୁ ଚୋର.
@satyasingh3148
@satyasingh3148 58 минут назад
ତମ ଭଳିଆ ପୋଲିସ୍ ଥିଲେ ବି rape case ବଢେ , ତମେ ନ ରହିଲେ ବି ବଢେ । ତମେ ସବୁ ଚାକିରି ଛାଡ ବହୁତ ପିଲା ଅଛନ୍ତି ସେମାନେ police ରେ join ହେବେ ।
@sangramkumar6802
@sangramkumar6802 Час назад
Jaldi chakiri chaada alaga police job karibe
@Faltutokarafaltuvideo
@Faltutokarafaltuvideo Час назад
ମୋତେ ଗୋଟେ କଥା କୁହନ୍ତୁ ଯେ ଏଇ news ଭିଡ଼ିଓ ରେ ଗୋଟେ କମେଣ୍ଟ ଯଦି ପୋଲିସ ସପୋର୍ଟ ରେ ଭଲ କମେଣ୍ଟ ଗୋଟେ ଦେଇ ଥିବେ ମୁ ଭାବିବି ଯେ ପୋଲିସ ଠିକ ଅଛି ଆଉ ସମସ୍ତେ ପୋଲିସ ଉପରେ ମିଛ ଅଲିକେସନ ଆଣୁଛନ୍ତି 👈
@defenceandpoliceacademy2374
Police tharu law and power withdraw kara jau Because police bi chane ni unnecessary tension neba ku
@chittaranjanpanda8909
@chittaranjanpanda8909 Час назад
Voluntary retirement ନେଇଯାଉନ। କିଏ ମନା କରୁଚି ତୁମ ପରି ଚୋର ମାନଙ୍କୁ retirement ଦେବା ପାଇଁ। ନୂଆ ପିଲା ଚାକିରି ପାଇଲେ ତୁମ ଠୁ ଢେର ଭଲ କାମ କରିବେ।
@dipti...5606
@dipti...5606 Час назад
Chaakiri chadantu... Bhala haba karan police station ku gale... Kichibi justice miluni....
@Dadsbeta2
@Dadsbeta2 2 часа назад
Jao chhadiki job 😂
@saikfazil3788
@saikfazil3788 Час назад
Dismiss ru banchiba pain gudak emite roll karuchanti
@BimbadharMangaraj
@BimbadharMangaraj Час назад
ଚାକିରି ଛାଡ ନୁଆ ପିଲା ଚାକିରି କରିବେ-ଆଉ ବ୍ଲାକ୍ମମେଲିଙ୍ଗ କରନାହିଁ
@rajmix3740
@rajmix3740 Час назад
ଭାଷିଆ, କୋଉ video ରେ ତୁ ଦେଖିଲୁ ମେଜର ପୋଲିସ କୁ ଗାଳି ଦଉଛି, ରହ ଏ ଚୋର ଭାଷିଆ କୁ ରୋଷ୍ଟ କରୁଛି ମୁଁ
@laxmimanisingh1849
@laxmimanisingh1849 Час назад
Hnn rost kara
@Runx314
@Runx314 Час назад
ଚାକିରି ଜଲଦି ଛାଡ ବୋଲି ରୋଷ୍ଟ କର ରେ ଭାଈ ନ ହେଲେ ମୁଁ ବି ରୋଷ୍ଟ୍ ପାଇଁ ରେଡି ଅଛି
@prembijay7462
@prembijay7462 38 минут назад
ଯେତେ ଶୀଘ୍ର ପାରୁଚ ସେତେ ଶୀଘ୍ର ଚାକିରି ଛାଡ଼ି ଦିଅ ନୂଆ ପିଲାମାନେ ରେଡ୍ଡୀ ଅଛନ୍ତି ଚାକିରି କରିବେ ।
@indian4435
@indian4435 Час назад
This police have no guts to resign the job . they are good actor 😂
@spicyupdates
@spicyupdates Час назад
Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି
@sadanandaswain5074
@sadanandaswain5074 Час назад
ଯୋଉ ପୋଲିସ୍ ମାନେ ଏଇ ଦୋଷି ଚୋର ମାନଙ୍କ ବଞ୍ଚାଇବା ପାଇଁ ଧରଣା ଦଉଚ ଯେତେ ଶିଘ୍ର ପାରୁଚ ଚାକିରୀ ଛାଡ଼ , ତୁମେ ମାନେ ଚାକିରୀ ଛାଡ଼ିଲେ ମୁଁ ତାରିଣୀ ମନ୍ଦିର ରେ ୧୦୦ ନଡ଼ିଆ ଭଙ୍ଗିବି......... ଓଡ଼ିଶାରେ ଆହୁରି ଭଲ ଭଲ ପିଲା ଅଛନ୍ତି ସେଇ ମାନେ ଚାକିରୀ ପାଇବେ , କଦୋଷୀ କୁ ବଞ୍ଚାଇବା ପାଇଁ ପୋଲିସ୍ ବାହିନୀ ଦୁନିଆର ଯେତେ ବି ନୂଆ ନୁଆ ପ୍ଲାନ୍ ଅଛି ସେ ପ୍ଲାନ୍ ସେ ସବୁ ଆଇଡିଆ ଜୋର୍ ସୋର୍ଶେ ଲଗେବେ ଆଉ ଏଇ ଭିତରେ ଭିତରେ କେତେ ଯେ ଟଙ୍କାର ଲେନଦେନ୍ ଖେଳ ବି ହବ ଆପଣ ମାନେ ଦେଖିବେ ଆଉ ଦୋଷୀ କୁ ଖସେଇବା ପାଇଁ ପୁରାପୁରି ଭାବେ ପୋଲିସ୍ ବାହିନୀ ପ୍ରିପ୍ଲାନ ସେଟ୍ କରିସାରିଛନ୍ତି ଆଉ ପୋଲିସ୍ ବାହିନୀ କଳ ବଳ କୌଶଳ ସବୁ ଲଗେଇଦେବ।
@AjitBeshra-fo8ve
@AjitBeshra-fo8ve 53 минуты назад
ଯାହା ନିଷ୍ପତି ନେଇଛନ୍ତି ଠିକ ଚାକିରୀ ଜଲଦି ଛାଡିଦିଅ ପିଲା ପୋଲିସ ଚାକିରୀ ପାଇଁ ବହୁତ ଅଛନ୍ତି.
@DhirenMahanta-os9yb
@DhirenMahanta-os9yb 2 часа назад
Tome janina re odisha police bhout danger . Micha case re bi tomo ku fasei debe
@jitunpatra5003
@jitunpatra5003 Час назад
Bhai baki sabu state ru odisha Kam baki sabu state ra news dekha
@biswamohansahu7713
@biswamohansahu7713 Час назад
ଏ ସବୁ ଘୁଷୁରୀ ପ୍ରଜାତି ପୋଲିସ
@skcraft2857
@skcraft2857 2 часа назад
Au supspension ku prtyahara karibaku kn pain asichanti 😂😂😂😂 job chadidebe fini emane .....
@judhisthiramohanta5862
@judhisthiramohanta5862 Час назад
ଯେତେ ଆସୁଛ ଆସ କିନ୍ତୁ ଅଭିଯୁକ୍ତ 5 ପୋଲିସ terminate ହବା ଉଚିତ
@opnia
@opnia 2 часа назад
Sexual assult....bahut bada .... Se matali jhia sabu khela karki ...jatra karuchi
@BhainaPrabhanjana
@BhainaPrabhanjana Час назад
Police ତ ଭୁଲ କରିଛନ୍ତି ,କିନ୍ତୁ ମେଜର ଙ୍କ ବାନ୍ଧବିଙ୍କ ବ୍ୟବହାର ମଧ୍ୟ ଭଲ ଲାଗୁନି, ଏଭଳି ଲାଗୁଛି ଯେ, ସେ ଜଣେ ଅହଂକାରୀ, ଏ ଉଭୟଙ୍କର ଭୁଲ
@odishanews57
@odishanews57 Час назад
ଏ ମହିଳା ଜଣକ ଭାରି ଉଦ୍ଧତ
@BharatiMurmu-b6o
@BharatiMurmu-b6o Час назад
Bro ,kn pain udhhoto hele seita aapono nku jona na nahi
@BharatiMurmu-b6o
@BharatiMurmu-b6o Час назад
Kehi chakri chhadibeni aita gotiye dhomok deuchonti sotore jodi chakri chhadi debe volo hobo bcz bohut pila ochhonti chakri koribaku.ai police officers mane aagoru kn soithile ki? Bortaman vari lajo laguchi nuho aagoru kn pain sochetono nothile aita aapono manankoro kormo ro pholo
@sarojdas436
@sarojdas436 Час назад
ତମ ଉପରେ ଏଥର ଲୋକ ମାନେ ମୁତିବେ।ତମ ମାନଙ୍କ ଉପରେ ଭରସା ନାହିଁ ।
@PravatBaliarsingh
@PravatBaliarsingh 52 минуты назад
ପୋଲିସ ଚାକିରି ପୂର୍ବରୁ ତୁମ ମାନଙ୍କର ଏ ପେଟ ଥିଲା ନା ଚାକିରି ପରେ ହେଲା ପୋଲିସ ଚାକିରି ଛାଡ଼ି ଘରେ ବସ ଦେଖି ବା ତମ କେମିତି ରହୁଛି ଗାଣ୍ଡୀ ମୁଣ୍ଡ ପୁରା ଶୁଖିଯିବ ଲୋକ ମାନଙ୍କ ଠାରୁ ଲାଞ୍ଚ ଖାଇ ଏ ଢୋଲ ବଢ଼ିଛି ପୋଲିସ ଜାତି ପାଇଁ ଏଗୁଡ଼ା କଳଙ୍କ
@rudraprasadmishra6233
@rudraprasadmishra6233 Час назад
ସାରା ରାଜ୍ୟରେ ପୋଲିସ ତାର କାମ ଲାଗି ବଦନାମ ହେଇଛନ୍ତି।
@nagenkumarsahoo472
@nagenkumarsahoo472 Час назад
ସାବୁ ପୋଲିସ ଚୋର
@Sibaram12370
@Sibaram12370 Час назад
😢ଜୟ ଜଗନ୍ନାଥ🙏 ସମାଧାନ ପାଇଁ ଅନୁରୋଧ
@sorotoka9717
@sorotoka9717 Час назад
ନୂଆ ପିଲା ଚାକିରୀ କରି ବେ ଛାଡି ଦିଅ... କାରଣ ମୋଟା ଅଙ୍କ ର ପଇସା ରଖି ଛନ୍ତି ସମସ୍ତେ... ଲାଞ୍ଚ ଖାଇ କି... Half paint ଆଉ nighty ପିନ୍ଧି duty କରି ବ ଲାଞ୍ଚ ଖାଇ ବ... ଅଙ୍କିତା ର ସିନା vedio viral କରୁ ଛ... ସେ ବି କିଛି vedio କରି ଥିଲେ ତାର ବି viral କର ଜଣା ପଡି ବ କେତେ ଦମ ଅଛି
@kumarrudra277
@kumarrudra277 Час назад
ସେ ଝିଅ କରିଥିବା ଭିଡ଼ିଓ କୁ ପବ୍ଲିକ କର ସବୁ ଜଣାପଡ଼ିବ।
@rohitnayak4891
@rohitnayak4891 35 минут назад
ଚାକିରି ଛାଡ଼ି ଦିଅ ଆମେ ready ଅଛୁ 😂 vacancy ଫାଙ୍କା ହେଲେ job ପାଇଁ recruitment ଆସିବ 😅😂😂
@SantanuDeep-qe4uk
@SantanuDeep-qe4uk Час назад
ସେମାନେ ଠିକ୍ ନିଷ୍ପତି ନେଇ ଛନ୍ତି, ସେମାନେ ଥିଲେ,ଅଲଗା, ସରକାର,, ଅବେହେବେ,ଅଲଗା, ସରକାର ❤
@snehasahu8541
@snehasahu8541 Час назад
ଭିଜିଲାନ୍ସ ରେଡ୍ କଲେ ସବୁ ଜଣା ପଡିବ
@mangalsingmarndi2102
@mangalsingmarndi2102 Час назад
ପୋଲିସ କଣ ପାଇଁ ଅର୍ମି ରୋ ବାନ୍ଧବୀ କୁ ମାଡ଼ ମାରିଲେ ସେଇଥି ପାଇଁ ପୋଲିସ ଦୋଷୀ ଆଉ ଚା କ ରୀ ରୁ ମଧ୍ଯ ବାହାର କରାଯାଉ
@priyatamanayak3752
@priyatamanayak3752 4 минуты назад
😊
@banamalishial3002
@banamalishial3002 Час назад
ବର୍ଦି ପିନ୍ଧିଲେ ନିଜକୁ ପାୱାର ଫୁଲ ଭାବନ୍ତି
@RabindraMurmu
@RabindraMurmu 44 минуты назад
ଖୁସିର କଥା ଏମାନେ ଶୀଘ୍ର ପୋଲିସ ଚାକିରି ଛାଡ଼ନ୍ତୁ, ଯାହା ଫଳରେ ପୁଣି ପୋଲିସ Recruitment ବଡ଼ ଧରଣର ହେବ ଏବଂ ଓଡିଶା ରେ ବେକାରୀ ସଂଖ୍ୟା ଦୂର ହେବ, ତୁମେ ଯେତେ ଶୀଘ୍ର ପରୁଛ ପୋଲିସ ଚାକିରି ଛାଡ଼ି ଦୀୟ ।😅😅
@BishnuRout-v9v
@BishnuRout-v9v Час назад
ଚାକିରି। ଛାଡ଼ିଦିଅ। ନୁଆଁ ପିଲାଙ୍କୁ ଚାକିରି ଦିଆଯିବ
@gopalmurmu5233
@gopalmurmu5233 Час назад
ପେଟ ଆଗକୁ ବାହାରି ପଡିଛି ଏମାନେ ନୁଇଁ ଜୋତା ର ଦୌଡ଼ି ଟାଇଟ କରି ପରିବେନାହି
@shayaarsid5298
@shayaarsid5298 Час назад
କ୍ଷମା କରିଦେବ ଭାସ୍କର ମୁ ଆଜି ଯାଏ ତୁମ କୁ ଭୁଲ୍ bujhithili ବୁଟ ଏବେ ଜାଣିଚି you r the only and true channell ,,baki tv TRP lovi
@chittaranjanpanda9026
@chittaranjanpanda9026 Час назад
ଛାଡି ଦିଅ କିଛି କାମ କୁ ନୁହଁ ଖାଲି ଗାଡ଼ି ଚେକ୍ ଛଡ଼ା 😮
@kuidinakandhamal7070
@kuidinakandhamal7070 Час назад
ଥାନରେ କଣ ପାଇଁ cctv ଫୁଟେଜ ଚାଲୁ ନ ଥିଲା
@RAlok687
@RAlok687 40 минут назад
ଏ ମାନେ କେହି ଚାକିରି ଛାଡିବେନି ଅଭିନୟ କରୁଛନ୍ତି ଚାକିରି ଛାଡିଦିଅ ଅନ୍ୟ ଲୋକ ଚାକିରି କରିବେ ବହୁସିଖିତ ପିଲା ଅଛନ୍ତି ଓଡିସାରେ ତମର ବହୁତ ହେଇଗଲା ଏବେ ଜାଅ👏👏👏
@navyamayeecreation
@navyamayeecreation Час назад
ସତରେ ଲାଗୁଚି ଏମାନେ ଜଣେ ଜଣେ ଭଦ୍ର ମୁଖାଧାରି ଚୋର। ଯିଏ ଚୋର କୁ ବଞ୍ଚାଇବା ପାଇଁ ଯାଏ ସେ ବି ଗୋଟେ ଚୋର ହିଁ ଥିବ ।ଏମାନେ ସବୁ ଗୋଟିଏ ନାଉ ର ଫଳ। ନଚେତ୍ ତାଙ୍କ ର ଟିକେ ସାଧାରଣ ଜ୍ଞାନ ର ଅଭାବ । ତଦନ୍ତ ଚାଲିଛି,କଉ ପାଣି କୁଆଡେ ଯାଉଚି ଦେଖ ,ଆପେ ଆପେ ବଦନାମ୍ ହଟି ଯିବା। ମିଛ ରେ କାହିଁ କି ସବୁ ବଦନାମ୍ ହେବାକୁ ବହାରିଚ।
@kuldipxaxa6910
@kuldipxaxa6910 Час назад
Proper investigation should be done...victim card should not be played
@ସତ୍ୟମେବଜୟତେ-ପ5ଜ
ହ ରେ ସଲେ ମାନେ ଚାକିରି ଛାଡ ଆମେ ମନେ ଅଛୁ ଚାକିରି କରିବା ପାଇଁ ❤
@Skgbul470
@Skgbul470 31 минуту назад
ପରୀକ୍ଷା କରାଯାଉ 50 ଜଣ ଆର୍ମି କର୍ମଚାରୀ ଆଉ ଆମର ପେଟ୍ରା ପେଟ୍ରି ପୋଲିସ , ଛିଡା କରାଯାଉ ଯାହାକୁ ପ୍ରଶଂସା ଆଉ ସନମାନ ମିଳିବ ସିଏ ନିର୍ଦଶୀ,
@sunsahiba
@sunsahiba Час назад
ଲିଙ୍ଗ ଦେଖାଇବା ଠିକ୍ । ଅନ୍ତଃବସ୍ତ୍ର କାଢିବା ଠିକ୍ । ଅମାନୁସିକ ଭାବେ ମାଡମାରି ହାତଗୋଡ ଭାଙ୍ଗିବା ଠିକ୍ । ଆପଣମାଣଙ୍କୁ ଅନେକ ଅନେକ ଧନ୍ଯବାଦ । ଏଭଳିକାର୍ଯ୍ଯ ଆଗକୁ ଜାରି ରଖନ୍ତୁ 🎉
@cutekajal123
@cutekajal123 40 минут назад
ଆପଣ ମାନେ ଜଲ୍ଦି ଚାକିରୀ ଛାଡ଼ ଓଡ଼ିଶାରେ ବହୁତ ଶିକ୍ଷିତ ଯୁବକ ଯୁବତୀ ବେକାର ଅଛନ୍ତି ଆଉ ଅଲଗା ରାଜ୍ୟ ରେ ଯାଇ ଦାଦନ ଖଟୁଛନ୍ତି ଦୟାକର 🙏
@theriseingsambalpur8780
@theriseingsambalpur8780 22 минуты назад
ରିପୋଟର ଭାଇ କହି ପାରିବେ କି ଏ ମନେ ଲାଞ୍ଚ ନିଅନ୍ତି ନି ବୋଲି କହିପାରିବେ କି ଏ ମାନେ ଅସହାୟ ଗରିବ ଲୋକଙ୍କୁ ହଇରାଣ କରନ୍ତି ନି ବୋଲି ଆପଣ ଏ ଚମଚା ଗିରି ବନ୍ଦ କରନ୍ତୁ । ଆପଣ କହିପାରିବେ କି ଏ ମାନେ କ୍ରାଇମ କରନ୍ତି ନି ବୋଲି ଏ ସରକାରୀ ବାବୁ ଙ୍କ ପାଇଁ ଆଜି କୌଣସି ଆଇନ ନାହିଁ କେବଳ suspend ଆଉ ସାଧାରଣ ପାଇଁ ଜଟିଳ ଦଣ୍ଡ
@KirtanBiswal-hb4fp
@KirtanBiswal-hb4fp Час назад
Please resign very soon unemployment problem will solve
Далее
А вам, слабо?
00:22
Просмотров 51 тыс.
GONE.Fludd, ЛСП - Ути-Пути (official video)
03:37
Telugu Movie Interesting Scene  @TeluguMultiplex1 ​
15:39