Тёмный

ଅଶ୍ଵଗନ୍ଧାର ଉପକାରିତା ପୁରୁଷଙ୍କ ସେକ୍ସ କ୍ଷମତା  

Dr Senapati
Подписаться 149 тыс.
Просмотров 116 тыс.
50% 1

ଅଶ୍ଵଗନ୍ଧାର ଉପକାରିତା ପୁରୁଷଙ୍କ ସେକ୍ସ କ୍ଷମତା
#aswagandha
#odiahealthtips
#healthandfitness
#ayurvedic
#healthandwellness
#healthtipsodia
Hello this is Dr Shiba Prasad senapati at present working at SCB medical College and hospital Cuttack making such health related videos on common health problems for public awareness and their treatment in odia language along with medicine and home remedies
Do like and share with your family members and friends
give your valuable feedback
Don't forget to subscribe our channel for more such videos
Thank you so much🙏

Опубликовано:

 

13 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 351   
@prasannakumarnayak3786
@prasannakumarnayak3786 Год назад
ଅତି ସୁନ୍ଦର ଭାବରେ ବିଶ୍ଳେଷଣ କରିଛନ୍ତି।ଅଶ୍ଵଗନ୍ଧା ଏକ ଅତି ଉତ୍କୃଷ୍ଟ ରସାୟନ।
@drsenapatiscbmch4672
@drsenapatiscbmch4672 Год назад
Tq so much
@laxmipriyaprusty4296
@laxmipriyaprusty4296 7 месяцев назад
Tqsir
@sushantdas9745
@sushantdas9745 7 месяцев назад
7:02 7:02
@sushantdas9745
@sushantdas9745 7 месяцев назад
❤❤❤
@Mmts233
@Mmts233 Год назад
Sir 🙏, ମାଙ୍କ age 73years, ibs ରୋଗ ଅଛି. ସେ ଦୁର୍ବଳ ଅଛନ୍ତି. ସେ କଣ almond ଖାଇପାରିବେ. ତାଙ୍କର hemoglobin 9%ଅଛି. ସେ ଆଉ କଣ ଖାଇଲେ ଟିକେ ଶକ୍ତି ହେବ.କିଛି vitamin କଣ ଖାଇପାରିବେ. ଦୟାକରି ଟିକେ ଜଣେଇବେ.
@santonukumarbhoi5013
@santonukumarbhoi5013 6 дней назад
Sir Namaskar.Aswagandha churna kemiti khaibi.mor diabetic achhi.kindly kuhantu
@drsenapatiscbmch4672
@drsenapatiscbmch4672 5 дней назад
Watch completely, I have already told
@RAJMISTRIMRTARANI
@RAJMISTRIMRTARANI 9 месяцев назад
ଶାର ନମସ୍କାର 🙏 ଶାର ଲେଡିଶ ମାନେ ବି ଖାଇ ପାରିବେ କି ଅଶ୍ୱ ଗନ୍ଧା ପ୍ଲିଜ୍ ଶାର୍ କହନ୍ତ ଧନ୍ୟବାଦ ଆପଣଙ୍କୁ 🙏
@drsenapatiscbmch4672
@drsenapatiscbmch4672 9 месяцев назад
Khaiparibe but maximum benefits for male sexual health
@MAHADEBNAYAK
@MAHADEBNAYAK 8 месяцев назад
ଅତି ସୁନ୍ଦର ସାର୍🙏
@drsenapatiscbmch4672
@drsenapatiscbmch4672 8 месяцев назад
Tq so much
@ramachandrasahoo7067
@ramachandrasahoo7067 7 месяцев назад
Sir ବହୁତ୍ ବହୁତ୍ ଧନ୍ୟବାଦ୍।
@drsenapatiscbmch4672
@drsenapatiscbmch4672 7 месяцев назад
Most welcome
@puspalatapanda2851
@puspalatapanda2851 7 месяцев назад
Heath tips very useful for your Heath
@drsenapatiscbmch4672
@drsenapatiscbmch4672 7 месяцев назад
Thanks a lot
@BidyutpravaDas-er3ek
@BidyutpravaDas-er3ek 2 месяца назад
Very nice tips.
@drsenapatiscbmch4672
@drsenapatiscbmch4672 2 месяца назад
Thanks a lot
@rishikesh4340
@rishikesh4340 Год назад
Sir 🙏 ମୁଁ ଆପଣଙ୍କ ସବୁ vdo ପ୍ରାୟ ଦେଖେ ବହୁତ୍ ଉପକାରୀ ଅଟେ । Sir ଆପଣ OPD ରେ କେଉଁ ବାର ରେ ବସନ୍ତି ?
@drsenapatiscbmch4672
@drsenapatiscbmch4672 Год назад
Tq so much,,,,My OPD on Wednesday
@rishikesh4340
@rishikesh4340 Год назад
@@drsenapatiscbmch4672 ସାର୍ ମୁଁ ଗତ ଚାରିମାସ ହେଵ ଏକ ମଳଦ୍ୱାର ଜନିତ ଅଜଣା ରୋଗ ରେ ପୀଡିତ ଅଛି । ବହୁତ୍ କଷ୍ଟ ପାଉଛି, ବହୁତ୍ ଔଷଧ ବି ଖାଉଛି କିନ୍ତୁ ସମ୍ପୂର୍ଣ୍ଣ ଆରୋଗ୍ୟ ହେଇ ପାରୁନି ମୁଁ ଜାଣି ପାରୁନି । ଡକ୍ଟର ମାନଙ୍କୁ ମୋ ଦୁଃଖ ଯେତେ କହିଲେ ବି କେହି ଗୁରୁତର ସହ ନେଉ ନାହାନ୍ତି କି ଭଲ ସେ ମୋ କଥା ଶୁଣୁ ନାହାଁନ୍ତି କେବଳ ଔଷଧ ଲେଖୁଛନ୍ତି କହୁଛନ୍ତି ଔଷଧ ଖାଅ ଭଲ ହେଇଯିବ କିନ୍ତୁ ମୁଁ ଔଷଧ ଖାଇ ଖାଇ ନୟାନ୍ତ ହେଲିଣି । ରୋଗର ଲକ୍ଷଣ ଆପଣଙ୍କୁ ଜଣାଉଛି ଦୟାକରି ଏ ରୋଗଟି କଣ ଆଉ କେମିତି ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବି ମୋତେ ଉପାୟ ଦେବେ ମୋ ରୋଗଟି ଏହିପରି , ମୋର 3 o clock ରେ ତିନି ଚାରି ବର୍ଷର ମଳ କଣ୍ଟକ ଥିଲା । ଗରିଷ୍ଠ ଆହାର ଖାଇଲେ କି ପେଟ ଗରମ ହେଲେ ମଝିରେ ମଝିରେ ଜଳା ପୋଡ଼ା ଆଉ କଷ୍ଟ ହୁଏ ପୁଣି ସେହି ଖାଦ୍ୟ କିଛିଦିନ ବନ୍ଦ କଲେ ଔଷଧ ଖାଇଦେଲେ କି ମଲମ ଲଗେଇଲେ କଷ୍ଟ କମିଯାଏ । କିନ୍ତୁ ଗତ ଜୁନ୍ ମାସରେ ମୁଁ ଲଗାତାର ପାଞ୍ଚ ଛଅ ଦିନ ଝାଡ଼ା ହେଲି । ଆଉ ତାପରେ ସେହି ମଳ କଣ୍ଟକ ଜାଗାରେ ଭୀଷଣ ଜଳା ପୋଡ଼ା ସହ ଅସହ୍ୟ କଷ୍ଟ ହେଲା ଆଉ ଫୁଲିଗଲା । ମୁଁ ଜଣେ homeopathy doctor ଙ୍କୁ ଦେଖାକଲି ସେ କିଛି ଔଷଧ ଖାଇବାକୁ ଆଉ ମଲମ ଲଗେଇବା ପାଇଁ ଦେଲେ ଆଉ ଗରମ ପାଣି ରେ ବସିବା ପାଇଁ କହିଲେ । ଦୁଇ ତିନି ଦିନ ଟିକେ ଆରାମ ଲାଗିଲା । କିନ୍ତୁ ମଳଦ୍ଵାର ଭିତରେ ସେଇ ଫୁଲା ଉପରୁ ହଠାତ୍ ଟୋପା ଟୋପା ସଫା ପାଣି ବାହାରିଲା ମୁଁ ଆଙ୍ଗୁଳି ଦ୍ଵାରା ଅନୁଭବ କଲି ମଟର ମଞ୍ଜି ଭଳି ଏକ ବଥ ସେହି ଫୁଲା ଉପରେ ବାହାରିଛି। ସେଇ ସମୟରେ ପ୍ରବଳ ଗରମ ହେଉଥିଲା ବଥଟି ଫାଟିଗଲା ମୁଁ ଏକ chandasi ଡକ୍ଟର କୁ ଦେଖେଇଲି ସେ ଲୋକାଲ ଆନସ୍ଥେଶିଆ ଦେଇକି ସେ ଜାଗାଟି ସଫା କରି ଔଷଧ ଖାଇବାକୁ ଆଉ ମଲମ ଲଗେଇବା ପାଇଁ ଦେଲେ କିନ୍ତୁ ବିଶେଷ କିଛି ଫରକ ହେଲାନି । ପାଣି ସେମିତି ଟୋପା ଟୋପା ବାହାରୁ ଥାଏ । ତାପରେ ମୁଁ ଜଣେ ESI doctor ଙ୍କୁ ଦେଖେଇଲି ସେ ଭଲ ହେଇଯିବ କହି କିଛିଦିନ ଔଷଧ ଖାଇବାକୁ ଦେଲେ ୟା ଭିତରେ ସେ ପାଣି ଯୁଆଡେ ଯୁଆଡେ ଲାଗିଲା ଚାରିଆଡେ ଘା ହେବା ସହ ରମ୍ପୁଡ଼ା କାମୁଡ଼ା ଲାଗିଲା ସେଇ ଜାଗା ଗୁଡ଼ିକ ପୁରା ଖଣ୍ଡିଆ ଖଣ୍ଡିଆ ଯେମିତି ଭିତରେ ନାଲି ପିମ୍ପୁଡ଼ି ଖାଇ ଯାଉଛନ୍ତି । ଦିନକୁ ଦିନ ରୋଗ aggressive ହେବାକୁ ଲାଗିଲା ଭିତରେ ଖଣ୍ଡିଆ ହୁଏ ଗରମ ପାଣିରେ ବସିଲେ ଖଣ୍ଡିଆ କିଛି କିଛି ଭରିଯାଏ କିନ୍ତୁ ସମ୍ପୂର୍ଣ୍ଣ ଭଲ ହୁଏନି। ମୁଁ ଅନୁଗୋଳ hospital ଦେଖେଇଲି ସେ କଟକ scb କୁ ପଠେଇଲେ, scb ରେ ଯାଇ opd ରେ ଦେଖେଇଲି ସବୁ କହିଲି ଚେକ୍ କଲେ କିଛି ହେଇନି କହି ଔଷଧ ଦେଲେ ମୁଁ ଅତି ଅନୁରୋଧ କରିବାରୁ colonscopy କରେଇଲେ କିନ୍ତୁ colonscopy ନର୍ମାଲ ଆସିଲା କିନ୍ତୁ ସେତେ ବେଳକୁ ମୁଁ ବହୁତ୍ କଷ୍ଟ ପାଉଥାଏ ମଳଦ୍ୱାର ଭିତରେ perunium ରେ ଦୁଇ ତିନିଟା ଘା ବି ଥିଲା ତଳିପେଟ pain ବି ହେଉଥିଲା ତଥାପି colonscopy ନର୍ମାଲ ଆସିଲା । ସେମିତି ରମ୍ପୁଡା କାମୁଡ଼ା ଚାଲିଥାଏ ଆଉ ପାଣି ବି ବାହାରୁଥାଏ । କିନ୍ତୁ report normal ଆସିବାରୁ ଡକ୍ଟର ମୋ କଥା ନ ଶୁଣି ଔଷଧ ଦେଇ ଘରକୁ ପଠେଇ ଦେଲେ । ମୁଁ ଆସି ଔଷଧ ଖାଇଲି ଟିକେ ଭଲ ଲାଗିଲା ପୁଣି ଯେମିତି କୁ ସେମିତି ମୁଁ ପୁଣି କଟକ ଗଲି ଯେତେ କହିଲେ ବି anti biotic ଆଉ pain killer injection ଦେଇ ଘରକୁ ପଠେଇ ଦେଲେ କେହି ଗୁରୁତ୍ଵ ଦେଲେନି । କଷ୍ଟ ଅସହ୍ୟ ହେବାରୁ ମୁଁ ବାଧ୍ୟ ହେଇ ବିଜୁକଲ୍ୟାଣ କାର୍ଡ ମାଧ୍ୟମରେ ହାଇଟେକ୍ ମେଡିକାଲ ରେ ଦେଖେଇଲି ସେ ultrasound କହିଲେ report ଆସିଲା କି anorectal junction wall thickening ହେଉଛି ବୋଲି ଏଇ ରିପୋର୍ଟ ଆଧାରରେ ସେ admission କଲେ। ତାଙ୍କ MRI ଖରାପ୍ ଥିଲା ତେଣୁ ସେଇଠି CECT abdominal ଆଉ pelvic test କଲେ report normal ଆସିଲା ସେ କେବଳ ପାଞ୍ଚଦିନ anti biotic treatment ଦେଇ ଘରକୁ ପଠେଇ ଦେଲେ । ମୋତେ କଷ୍ଟରେ କିଛି ଫରକ ପ୍ରାୟ ଆସିନଥାଏ ପାଞ୍ଚ ଦିନର ଔଷଧ ଦେଇ ପନ୍ଦର ଦିନ ପରେ ଆସ MRI ପରେ ଯାହା ହେବ କହିଲେ । ଘରକୁ ଆସି ପ୍ରବଳ କଷ୍ଟ ହେଉଥିବାରୁ ମୁଁ ଜଣେ ayurvedic doctor ଙ୍କୁ ଦେଖେଇଲି ସେ ଔଷଧ ଖାଇବାକୁ ଆଉ ଲଗାଇବାକୁ ଦେବା ସହ ମଳଦ୍ୱାର ଭିତରେ ଯାତ୍ୟଦି ତେଲ ଆଉ ନିମ୍ବ ତେଲ ମିଶେଇ ଭିତରେ ଲଗେଇବା ପାଇଁ କହିଲେ । ତାଙ୍କ ଔଷଧ ଖାଇବାରୁ ମୋତେ ଧୀରେ ଧୀରେ କଷ୍ଟ ରୁ ଆରାମ ଲାଗିଲା ଆଉ ଘା ଗୁଡ଼ିକ ଧୀରେ ଧୀରେ ସୁଖିବାକୁ ଲାଗିଲା । ୟା ଭିତରେ ମୁଁ ଆମ ଅନୁଗୋଳ ସରକାରୀ ଡକ୍ଟରଙ୍କୁ କହି ଗୋଟେ MRI ଫିଷ୍ଟୁଲୋଗ୍ରମି ବି କରେଇଲି ପୁଣି ତାକୁ ନେଇ Hitech ଦେଖେଇଲି ସେ ପୁଣି ଔଷଧ ଲେଖିଦେଲେ ଆଉ ଭଲ ହେବ କହିଲେ । କିନ୍ତୁ କଷ୍ଟ ଅସହ୍ୟ ହେଉ ଥିବାରୁ ମୁଁ ବାଧ୍ୟ ହେଇ ମାସେ ହେବ ayurvedic ଔଷଧ ଖାଉଛି ଆଉ ସେଇ ତେଲ ଲଗେଉଛି ଘା ଗୁଡ଼ିକ ସୁଖିଯାଉଛି କିନ୍ତୁ ଗୋଟିଏ ଜାଗାରେ ଭଲ ହେଲେ ଆଉ ଗୋଟିଏ ଜାଗାରେ ପୁଣି ହେଇ ଯାଉଛି ନିମ୍ବ ଆଉ ଜତ୍ୟଦି ତେଲ ବ୍ୟତୀତ ଅନ୍ୟ କୌଣସି ointment କାମ ଦେଉନି ତେଲ ପ୍ରଭାବ କମିଗଲେ ପୁଣି ରଂପୁଡ଼ା କାମୁଡ଼ା ଆଉ ତଳିପେଟ pain ହେଉଛି , ମଳଦ୍ୱାର ଭିତର ଫୁଲା କେବେ କମି ଯାଉଛି ପୁଣି ବଢି ଯାଉଛି। ପାଣି ବନ୍ଦ ହେଉଛି ପୁଣି ବାହାରୁଛି ଏମିତି ayurvedic ଔଷଧ ଉପରେ ଶେଷ ଭରଷା କରି ମୁଁ ଦିନକୁ ତିନିଥର ତେଲ ଲଗେଇ ଔଷଧ ଖାଇ ଘରେ ପଡି ରହିଛି । ସମ୍ପୂର୍ଣ୍ଣ ଆରୋଗ୍ୟ ଏ ପର୍ଯ୍ୟନ୍ତ ହେଇ ପାରୁନି allopathy doctor ଙ୍କୁ ମୋ କଷ୍ଟ କଥା କହି କହି ଥକିଲି କେହି ଗୁରୁତର ସହ ନେଲେନି ମଳଦ୍ୱାର ଭିତରେ କିଛି ନାହିଁ ଔଷଧ ଖାଅ ଗରମ ପାଣିରେ ବସ ଭଲ ହେବ ସବୁବେଳେ ସେଇ ଗୋଟିଏ କଥା । କିନ୍ତୁ ସଠିକ୍ ପରାମର୍ଶ କି ଔଷଧ କେହି ଦେଲେନି । ଏବେ ବି ମୁଁ ସେଇ ଯନ୍ତ୍ରଣାରେ ayurvedic ଔଷଧ ଖାଇ ଘରେ ପଡି ରହିଛି । କାଳେ ପରିସ୍ଥିତି ବେଶୀ ଖରାପ ହେବ ବୋଲି ଆଜିକୁ ଚାରିମାସ ହେଲା ଡରିକି କେବଳ ଭାତ, ରୁଟି ଆଉ ପରିବା ସିଝା ଖାଉଛି
@Pitarbadadhangada-u9f
@Pitarbadadhangada-u9f 2 месяца назад
Very good information about of and very valueable video.keep it continuously 👍👍👍 excellent quality
@drsenapatiscbmch4672
@drsenapatiscbmch4672 2 месяца назад
Thanks a lot
@iamskb508
@iamskb508 2 месяца назад
Sir mor Gas problem achhi au maansik chal rahuchi kn kariba ku padiba sir please kyhantu
@santonukumarbhoi5013
@santonukumarbhoi5013 Месяц назад
Sir Namaskar diabetic percent ra Aswagandha pawer kemiti khaibi kindly bataidiantu
@santonukumarbhoi5013
@santonukumarbhoi5013 Месяц назад
Sir Namaskar Aswgandha churns keunthi miliba au Semana bidhi dayakari janaibaku mor Anurodh
@khokankumarmandal2460
@khokankumarmandal2460 7 месяцев назад
Sir many many thanks sir
@drsenapatiscbmch4672
@drsenapatiscbmch4672 7 месяцев назад
Most welcome
@BhimsenjenaKuna-lq1rb
@BhimsenjenaKuna-lq1rb День назад
Sir🙏aswagandha niyamita kete dina jae khaiba uchit.
@drsenapatiscbmch4672
@drsenapatiscbmch4672 23 часа назад
Around 2 months
@jitendrasahu874
@jitendrasahu874 29 дней назад
Sir aswagandha bp low thile khaiparibeki
@diptiranjanacharya7348
@diptiranjanacharya7348 9 месяцев назад
Thanks sir, I impressed in this advice
@drsenapatiscbmch4672
@drsenapatiscbmch4672 9 месяцев назад
Most welcome, watch my other videos too
@Pruthirajkuanr
@Pruthirajkuanr 7 месяцев назад
A very good medicine
@drsenapatiscbmch4672
@drsenapatiscbmch4672 7 месяцев назад
Yes
@ganeshpanda1577
@ganeshpanda1577 2 месяца назад
Thanks 🙏 sir
@drsenapatiscbmch4672
@drsenapatiscbmch4672 Месяц назад
Welcome
@gaurangacharanasahu6033
@gaurangacharanasahu6033 9 месяцев назад
Jay jaganatha Jay odisha
@drsenapatiscbmch4672
@drsenapatiscbmch4672 9 месяцев назад
Jay jagannath
@Shyamsundarsingh8668
@Shyamsundarsingh8668 9 месяцев назад
Thank you for your nice information sir...
@drsenapatiscbmch4672
@drsenapatiscbmch4672 9 месяцев назад
Welcome
@KshirodDas-l8l
@KshirodDas-l8l 6 месяцев назад
Thnkyoudrsenapati
@drsenapatiscbmch4672
@drsenapatiscbmch4672 6 месяцев назад
Most welcome
@prasantakumarsahoo9986
@prasantakumarsahoo9986 Месяц назад
Right
@birendrajit89
@birendrajit89 9 месяцев назад
JAY SHREE RADHA RADHA ❤️ THANKS SIR
@drsenapatiscbmch4672
@drsenapatiscbmch4672 9 месяцев назад
Most welcome
@soumyaparija5091
@soumyaparija5091 9 месяцев назад
THANKS SIR CONSTIPATION ADVICE VIDEO KINDLY
@drsenapatiscbmch4672
@drsenapatiscbmch4672 9 месяцев назад
Already uploaded video on constipation,go through my video list, u can find it
@judhisthiranaik2503
@judhisthiranaik2503 9 месяцев назад
Nice tips
@drsenapatiscbmch4672
@drsenapatiscbmch4672 9 месяцев назад
Thanks a lot
@jyotirmayeemohanty9549
@jyotirmayeemohanty9549 10 месяцев назад
Jay jagannath sir🙏
@drsenapatiscbmch4672
@drsenapatiscbmch4672 10 месяцев назад
Jay jagannath
@AswiniNaik-h8p
@AswiniNaik-h8p 2 месяца назад
Thanku sr
@drsenapatiscbmch4672
@drsenapatiscbmch4672 2 месяца назад
Most welcome
@surajkumarbehera2725
@surajkumarbehera2725 Год назад
Very nice information 🙏🙏🙏 bhaina
@drsenapatiscbmch4672
@drsenapatiscbmch4672 Год назад
Thanks a lot
@SarbhishGiri
@SarbhishGiri 9 месяцев назад
Good morning Dr. Senapati sir, happy new year -2024
@drsenapatiscbmch4672
@drsenapatiscbmch4672 9 месяцев назад
Happy new year
@tikeswarpradhan6082
@tikeswarpradhan6082 8 месяцев назад
Sir acidity problem pai v d o banantu🙏 thank you
@drsenapatiscbmch4672
@drsenapatiscbmch4672 8 месяцев назад
Already 2 videos uploaded, go through my video list, u can find it
@haraharidas4907
@haraharidas4907 6 месяцев назад
JAY JAGANNATH 🙏 sir
@drsenapatiscbmch4672
@drsenapatiscbmch4672 6 месяцев назад
Jay jagannath
@mpmpmpmp143
@mpmpmpmp143 Год назад
Good information
@drsenapatiscbmch4672
@drsenapatiscbmch4672 Год назад
Thanks
@user-wr8pc2oi5w
@user-wr8pc2oi5w Год назад
Namskar.sir.very.very.thanks
@drsenapatiscbmch4672
@drsenapatiscbmch4672 Год назад
Welcome
@siprarout3276
@siprarout3276 Год назад
Bhala katha ti kahithibaru dhaniybad sir
@drsenapatiscbmch4672
@drsenapatiscbmch4672 Год назад
Tq so much
@jallypriya7532
@jallypriya7532 Год назад
Thank you sir🙏
@drsenapatiscbmch4672
@drsenapatiscbmch4672 Год назад
Most welcome
@subaschandrayoutube8
@subaschandrayoutube8 Год назад
Jay Jagannath sir
@drsenapatiscbmch4672
@drsenapatiscbmch4672 Год назад
Jay jagannath
@jyotirmayeemohanty9549
@jyotirmayeemohanty9549 10 месяцев назад
Nice tips sir bahut bahut dhanyabad🙏
@drsenapatiscbmch4672
@drsenapatiscbmch4672 10 месяцев назад
Tq so much
@santonukumarbhoi5013
@santonukumarbhoi5013 Месяц назад
Sir Namaskar. Mor diabetic last 30 years heba achhi.kemiti aswagandha powder khaibi
@ranjanranjandip418
@ranjanranjandip418 7 месяцев назад
Thank you sar❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏
@drsenapatiscbmch4672
@drsenapatiscbmch4672 7 месяцев назад
Most welcome
@santoshnayak4949
@santoshnayak4949 9 месяцев назад
Thank you so much sir.
@drsenapatiscbmch4672
@drsenapatiscbmch4672 9 месяцев назад
Most welcome
@Beast-xs5uh
@Beast-xs5uh Год назад
Thank you so much sir for this advice. God bless you 😄
@drsenapatiscbmch4672
@drsenapatiscbmch4672 Год назад
Always welcome
@shibaprasada5262
@shibaprasada5262 9 месяцев назад
Sir good advice
@drsenapatiscbmch4672
@drsenapatiscbmch4672 9 месяцев назад
Tq so much
@mamatapatra8142
@mamatapatra8142 Год назад
Nicely explained by you sir
@drsenapatiscbmch4672
@drsenapatiscbmch4672 Год назад
Keep watching
@DipakPenthoi
@DipakPenthoi 9 месяцев назад
Dhanyabad apanaku advise deithibaru
@drsenapatiscbmch4672
@drsenapatiscbmch4672 9 месяцев назад
Most welcome
@kalakarmohasanghasoroblsod4911
@kalakarmohasanghasoroblsod4911 9 месяцев назад
Best
@drsenapatiscbmch4672
@drsenapatiscbmch4672 9 месяцев назад
Tq
@tanmaya1223
@tanmaya1223 Год назад
Thank uhh dear fr your valuable feedback 😊
@drsenapatiscbmch4672
@drsenapatiscbmch4672 Год назад
Most welcome 😊
@bhabanimeher5369
@bhabanimeher5369 9 месяцев назад
Ok sir
@drsenapatiscbmch4672
@drsenapatiscbmch4672 9 месяцев назад
Yes
@Odishanursingtutorial
@Odishanursingtutorial Год назад
Very good topic
@drsenapatiscbmch4672
@drsenapatiscbmch4672 Год назад
Tq
@rockyhandsome5745
@rockyhandsome5745 Год назад
Very nice information❤
@drsenapatiscbmch4672
@drsenapatiscbmch4672 Год назад
Thanks for liking
@soumyaranjansenapati9457
@soumyaranjansenapati9457 8 месяцев назад
Sir testosterone pai kou homeopathy / aurvedic brand ra aswagandha use karajiba kuhantu
@drsenapatiscbmch4672
@drsenapatiscbmch4672 8 месяцев назад
Himalaya,dabour, vaidyanath company
@bishnupriyapattnaik8935
@bishnupriyapattnaik8935 Год назад
Sir namaskar 🙏 sir thank u for your valuable advice 🙏
@drsenapatiscbmch4672
@drsenapatiscbmch4672 Год назад
Always welcome
@basicenglishgrammarwithpra128
Very very important information thank you sir 🙏🙏
@drsenapatiscbmch4672
@drsenapatiscbmch4672 Год назад
Most welcome
@bishnudigal6496
@bishnudigal6496 2 месяца назад
Sir good evening Mora datu problem achi,kn karibaku heba,kamo kale thaka laguchi
@RahuluddinGandhy
@RahuluddinGandhy Год назад
Good information sir 😊. Thank you
@drsenapatiscbmch4672
@drsenapatiscbmch4672 Год назад
Welcome
@ramachandrakuanr3535
@ramachandrakuanr3535 11 месяцев назад
Very nice video sir❤❤❤
@drsenapatiscbmch4672
@drsenapatiscbmch4672 11 месяцев назад
Tq so much
@JyotsnaraniDalua
@JyotsnaraniDalua 9 месяцев назад
Thank yu sir
@drsenapatiscbmch4672
@drsenapatiscbmch4672 9 месяцев назад
Most welcome
@sukantajena8303
@sukantajena8303 6 месяцев назад
Sir sigra patan pai kichi video kuhantu
@drsenapatiscbmch4672
@drsenapatiscbmch4672 6 месяцев назад
Ok, sure
@KingKing-yu7rp
@KingKing-yu7rp 9 месяцев назад
ସାର ବହୁତ ଲାଗିଲା୍🙏
@drsenapatiscbmch4672
@drsenapatiscbmch4672 9 месяцев назад
Tq so much
@KingKing-yu7rp
@KingKing-yu7rp 9 месяцев назад
ଭଲ ଲାଗିଲା,ସାର🙏
@gaurangacharanasahu6033
@gaurangacharanasahu6033 9 месяцев назад
Super hero sir
@drsenapatiscbmch4672
@drsenapatiscbmch4672 9 месяцев назад
Tq so much
@nimaicharandas7092
@nimaicharandas7092 Год назад
Thank you sir for your valuable feedback
@drsenapatiscbmch4672
@drsenapatiscbmch4672 Год назад
Always welcome
@BiswamitraBhoi-l5n
@BiswamitraBhoi-l5n 6 месяцев назад
Hemoglobin badhi bare kana khaile kana khaile badhiba sir
@drsenapatiscbmch4672
@drsenapatiscbmch4672 6 месяцев назад
Watch my video on raktahinata, I have already uploaded, go through my video list, u can find it
@annadashankarmallik5617
@annadashankarmallik5617 7 месяцев назад
Capsule ketebele seban karibaku padiba janaibe nischita
@drsenapatiscbmch4672
@drsenapatiscbmch4672 7 месяцев назад
I have already told in the video,go through it
@santonukumarbhoi5013
@santonukumarbhoi5013 Месяц назад
Sir namaskar.aswagandha churna kemiti khaibi
@drsenapatiscbmch4672
@drsenapatiscbmch4672 Месяц назад
Watch completely, I have already told
@s_jena2409
@s_jena2409 Год назад
Ati sundar
@drsenapatiscbmch4672
@drsenapatiscbmch4672 Год назад
Tq
@dbalrajudora8702
@dbalrajudora8702 Месяц назад
Sir, Are you a Ayurvedic doctor, I want to meet you
@drsenapatiscbmch4672
@drsenapatiscbmch4672 Месяц назад
I am a surgery doctor
@pujapatra5945
@pujapatra5945 Год назад
Very unique and useful topic
@drsenapatiscbmch4672
@drsenapatiscbmch4672 Год назад
Thanks a lot
@sukantakumarsukhibhai4463
@sukantakumarsukhibhai4463 2 месяца назад
Hau
@SubratJena-z7z
@SubratJena-z7z Год назад
Great sir
@drsenapatiscbmch4672
@drsenapatiscbmch4672 Год назад
Tq
@harapriyasahoo4957
@harapriyasahoo4957 Год назад
Thank you so much sir🙏 very helpful advice
@drsenapatiscbmch4672
@drsenapatiscbmch4672 Год назад
Always welcome
@haldharameher2305
@haldharameher2305 4 месяца назад
Sir mora peta garam achhi and parishra re dhatu paduchhi ahara medicine kuhantu sir
@chintufunboy2094
@chintufunboy2094 4 месяца назад
Is it safe for thyroid patient? Also for elderly women (60 plus)
@minatikisku9029
@minatikisku9029 5 месяцев назад
Sir kindey pesend biscut khai paribaki nai
@drsenapatiscbmch4672
@drsenapatiscbmch4672 5 месяцев назад
Diabetes na thile khaiparibe ,but maida tiari nuha
@subhasisbehera3102
@subhasisbehera3102 11 месяцев назад
Glutatheon upare vedio karantu
@drsenapatiscbmch4672
@drsenapatiscbmch4672 11 месяцев назад
Ok
@nalinikantasethy4537
@nalinikantasethy4537 7 месяцев назад
Kemiti miliba a medicion
@drsenapatiscbmch4672
@drsenapatiscbmch4672 7 месяцев назад
Ayurvedic medicine store re or online
@rashmiranjan924
@rashmiranjan924 3 месяца назад
Sir mo pua ku 4- ashwagandha khaye pariba
@drsenapatiscbmch4672
@drsenapatiscbmch4672 3 месяца назад
For which problem, u want to give
@mamatamaharana7419
@mamatamaharana7419 Год назад
Sir namaskar, mo pua ra pada tala goithi re chalunia heichi Tara upachara kn karajiba kuhantu
@drsenapatiscbmch4672
@drsenapatiscbmch4672 Год назад
Send photo on my Instagram account drshibaprasad
@chittaranjanmishra6857
@chittaranjanmishra6857 Год назад
Good morning sir. I take Telvas -Am and Cyre D daily. My age 53+ Can I take Ashwagandha as you advice in your RU-vid channel? Previously I was suffer from Alser in my stomach 12 years ago. Now I don't take medicine for this.
@drsenapatiscbmch4672
@drsenapatiscbmch4672 Год назад
Yes,u can take
@PriyaranjanJena-vu2iq
@PriyaranjanJena-vu2iq 8 месяцев назад
Which brand of aswagandha is best for health ?
@drsenapatiscbmch4672
@drsenapatiscbmch4672 8 месяцев назад
Any good ayurvedic brand u can use
@banitasethi1406
@banitasethi1406 9 месяцев назад
Sir egg quality improvement pai aswgandha use kari paribaki.female infertility pai au how much use for a day.
@drsenapatiscbmch4672
@drsenapatiscbmch4672 9 месяцев назад
Yes,u can use
@BINODKUMARMISHRA-wn5eh
@BINODKUMARMISHRA-wn5eh 7 месяцев назад
Namaskar
@drsenapatiscbmch4672
@drsenapatiscbmch4672 7 месяцев назад
Namaskar
@radhakantadas1215
@radhakantadas1215 6 месяцев назад
Suggest a good company
@drsenapatiscbmch4672
@drsenapatiscbmch4672 6 месяцев назад
Himalaya, baidyanath
@biswojitpradhan2993
@biswojitpradhan2993 Год назад
Sir Mora pet prpblem jogu mu 1Year tale endoscopy karithili, report normal asithila, tathapi majhire majhire tike tike pain hauchi, mind depressed heijauchi, please sir kichhi saloution kahibe, please
@drsenapatiscbmch4672
@drsenapatiscbmch4672 Год назад
Watch my video on GASTRITIS,I have already uploaded,u will be benefited
@mantudas2582
@mantudas2582 7 месяцев назад
Sir Mui Apanaku kichi morr personal problems ro bhare re kohi ba ku chahu chi kmiti consult kori pari v
@drsenapatiscbmch4672
@drsenapatiscbmch4672 7 месяцев назад
Ask here or in my Instagram
@pratapchanradas7645
@pratapchanradas7645 11 месяцев назад
Sir sugar patient honey aswagandha ମିଶାଇ khai pariba ki ?
@drsenapatiscbmch4672
@drsenapatiscbmch4672 11 месяцев назад
No honey
@sanjaymalik4211
@sanjaymalik4211 5 месяцев назад
Sir gas rahuchi ...aswagandha nei pribi... digestive problems tk rahuchi.
@drsenapatiscbmch4672
@drsenapatiscbmch4672 5 месяцев назад
U can take
@pradeepsahoo1724
@pradeepsahoo1724 7 месяцев назад
Sir 🙏🙏
@drsenapatiscbmch4672
@drsenapatiscbmch4672 7 месяцев назад
Namaskar
@pradeepsahoo1724
@pradeepsahoo1724 7 месяцев назад
Sir କୀଡୀନି ଷ୍ଟୋନ ଭଲ ହେବା ପାଇଁ କିଛି ଆୟୁର୍ବେଦିକ ଔଷଧ କୁହନ୍ତୁ
@drsenapatiscbmch4672
@drsenapatiscbmch4672 7 месяцев назад
Send me report on my Instagram account drshibaprasad Size Chhota thile,,,syrup NEERI
@diptiranjanbehera9331
@diptiranjanbehera9331 7 месяцев назад
Sir 🙏🙏🙏 low blood pressure more achi mun ashwagandha powder use Kari paribiki nahi
@drsenapatiscbmch4672
@drsenapatiscbmch4672 7 месяцев назад
Ashwagandha lower blood pressure,so don't take
@diptiranjanbehera9331
@diptiranjanbehera9331 7 месяцев назад
Tq so much sir 🙏🙏🙏
@diptiranjanbehera9331
@diptiranjanbehera9331 7 месяцев назад
Sir shilajit use kariparibiki ?
@KulanandaSahu
@KulanandaSahu 10 месяцев назад
ପ୍ରଣାମ sir, ମୁଁ ଆପଣଙ୍କ ଅଧିକାଂଶ ଭିଡିଓ ଦେଖେ sir , lip vitiligo treatment hei pariba ki ,
@drsenapatiscbmch4672
@drsenapatiscbmch4672 10 месяцев назад
Send ur lip photo on my Instagram account drshibaprasad
@ritaranigiri99
@ritaranigiri99 4 месяца назад
Sar more hatagodjaluchikakalebhalaheba
@kalaghoda10
@kalaghoda10 2 месяца назад
Ashwagandha khaile weight gain hbo ki
@drsenapatiscbmch4672
@drsenapatiscbmch4672 2 месяца назад
Significantly habani
@deepakbehera68
@deepakbehera68 5 месяцев назад
Sir jadu chaduni kan upaya achi
@drsenapatiscbmch4672
@drsenapatiscbmch4672 5 месяцев назад
Watch my video on Jadu, fungal infection,I have already uploaded, go through my video list, u can find it
@asis7028
@asis7028 6 месяцев назад
Sir Ashwagandha ku right dose re nele liver ku affect kariba ni ta.. Mora age 19 male.
@drsenapatiscbmch4672
@drsenapatiscbmch4672 6 месяцев назад
For which problem,u want to take this
@asis7028
@asis7028 6 месяцев назад
​@@drsenapatiscbmch4672 For anxiety and depression
@asis7028
@asis7028 6 месяцев назад
@@drsenapatiscbmch4672 For Anxiety and Depression
@karunabehera8790
@karunabehera8790 11 месяцев назад
Sir linga mota & lamba madisini bisyara khuntu sir kemiti karihoba sir
@drsenapatiscbmch4672
@drsenapatiscbmch4672 11 месяцев назад
Ok,in upcoming videos,keep watching
@rasmitaluha9780
@rasmitaluha9780 Год назад
Sir white discharge bisaya re tike kuhantu
@drsenapatiscbmch4672
@drsenapatiscbmch4672 Год назад
Ok,in a separate video
@swarnamohapatra1501
@swarnamohapatra1501 7 месяцев назад
Sir my son is 85kg,hight 5ft5" 14yrs ,how reduce weight
@drsenapatiscbmch4672
@drsenapatiscbmch4672 7 месяцев назад
Watch my video on weight loose, I have already uploaded, go through my video list, u can find it
@KulanandaSahu
@KulanandaSahu 10 месяцев назад
Lip vitiligo ପାଇଁ ବହୁତ tension re achhi sir treatment hei pariba ki , plz reply suggestions debe
@drsenapatiscbmch4672
@drsenapatiscbmch4672 10 месяцев назад
Skin specialist nku dekheichanti ???
@bhubankumarpodh4007
@bhubankumarpodh4007 5 месяцев назад
keun brand ra nele bhala heba sir
@drsenapatiscbmch4672
@drsenapatiscbmch4672 5 месяцев назад
Any good ayurvedic brand like sabour, baidyanath, Himalaya
@rabisamal9530
@rabisamal9530 4 месяца назад
Sir 🙏🙏🙏🙏🙏🙏
@drsenapatiscbmch4672
@drsenapatiscbmch4672 4 месяца назад
Namaskar
@saratchandradas8707
@saratchandradas8707 Год назад
Sir namaskar,is there any medicine for anhidrosis (no sweating, burning sensation etc in the entire body)?
@drsenapatiscbmch4672
@drsenapatiscbmch4672 Год назад
Age ???
@pratapchanradas7645
@pratapchanradas7645 9 месяцев назад
Khaisarila pare aswagandha khaibaku kete dr. Kahuchanti apana kahuchanti khai petare khaiba.keun ta thick.
@drsenapatiscbmch4672
@drsenapatiscbmch4672 9 месяцев назад
Actually no such guidelines,u can take before or 30 min after taking food,,, nothing wrong
Далее
Flipping Robot vs Heavier And Heavier Objects
00:34
Просмотров 31 млн
ବହୁ ଉପକାରୀ ଲବଙ୍ଗ
6:59
Просмотров 201 тыс.
Odia Dhaga Dhamali // Odia Marriage Life Questions
8:46