Тёмный

ଅସଲୋ ମୋର ନବୀନ ବୟସି ଗୋରୀ.. ||Sabulia danda nacha ||  

Jagannath Sanskruti
Подписаться 29 тыс.
Просмотров 24 тыс.
50% 1

Sabulia danda nacha 2022
ବିଶ୍ୱ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଓଡିଶା ର ଏକ ପ୍ରାଚୀନ ଏବଂ ପାରମ୍ପରିକ ଯାତ୍ରା ଅଟେ ll ଏହାକୁ ଗଞ୍ଜାମ ଜିଲାରେ ବହୁ ଆନନ୍ଦ ଉଲ୍ହାସ ର ସହ ପାଳନ କରି ଥାନ୍ତି ll ଯାହାକି ଆମ ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା ଏବଂ ଓଡ଼ିଆ ମାନଙ୍କର ଅଭିଜାତ୍ୟ କୁ ଦର୍ଶାଉଛି ll
ଏହା ଭକ୍ତ ମାନଙ୍କର ମାନସିକ ପୁର୍ଣ ହେଲା ପରେ ଠାକୁର ଙ୍କର ପାଖରେ 21 ଦିନ ରହି, ଗୋଟିଏ ଗାଁ ରୁ ଅନ୍ୟ ଗାଁ ପର୍ଯ୍ୟନ୍ତ ଖାଲି ପାଦ ରେ ଯାତ୍ରା କରି ଦଣ୍ଡ ଯାତ୍ରା କରି ଥାନ୍ତି ll ଏଥିରେ ଭକ୍ତଙ୍କୁ 21 ଦିନ ନିର୍ଜଳ ଉପବାସ କରି ବାକୁ ପଡି ଥାଏ କେବଳ ରାତ୍ର ସମୟରେ ଅର୍ଣ୍ଣ ପ୍ରସାଦ ଥରଟେ ପାଇଁ ଗ୍ରହଣ କରି ଥାନ୍ତି ll
ଏହି ଦଣ୍ଡ ଯାତ୍ରା ରେ 21 ହଳ ପଟ ଯାତ୍ରା ହୁଏ ll
ସେ ମଧ୍ୟରୁ.....
ପ୍ରଭା
ହାଡ଼ି ହାଡ଼ିଆଣୀ
ଶିବ ପାର୍ବତୀ
ଚଢ଼େୟା ଚଢ଼େୟାଣୀ
ଶବର ଶବରୁଣି
ଯୋଗୀ ଯୋଗିଆଣୀ
ମାଳି ମହାପାତ୍ରେ
ମାଟିଆ ମାଟିଆଣି
ବନ ଦୁର୍ଗା
ଚଢ଼େୟା ର ପୂର୍ବ ଜନ୍ମ.... ଇତ୍ୟାଦି କୁ ଦର୍ଶାଇ ଯାଇଛି ll
©jagannath _sanskruti
#danda_nacha_2022
#danda_nacha
#danda_nacha_odia
#danda_nirtya
#langaleswardandanacha
#danda_nacha_ganjam
#danda_hadi_hadiyani
#danda_nacha_video
#siba_parbati
#siba_parbati_danda_nacha
#danda_nacha_gita
#rajaka_rajaki
#gopapura_dahi_bikali
#jagannath_sanskruti
Disclaimer:
In this video all the characters shown are fictional. We don't discriminate on any character or person or any animal nor we intended to harm any caste or religious beliefs. If you found any violence in the video that is only an act play. We are not promoting any violence. The heritage and cultural belief for god and a great devotional act Danda Nacha is mainly deals with our cultural belief for Lord Shiva . This act plays helps to enhance or boost the devotional belief and peace in people's mind.
ଜଗନ୍ନାଥ ସଂସ୍କୃତି- • jagannath sanskruti ll...
Langaleswar danda nacha 2022
________________________________
ପ୍ରଭା ନୁର୍ତ୍ୟ - • Langaleswar danda 2022...
ହାଡ଼ି ହାଡ଼ିଆଣୀ - • Langaleswar danda nach...
ଚଢ଼େୟା ନାଚ part-1- • Langaleswar danda nach...
ଚଢ଼େୟା ଚଢ଼େୟାଣୀ - part-2- • Langaleswar danda nach...
ଚଢ଼େୟା ଚଢ଼େୟାଣୀ - part-3 - • Langaleswar danda nach...
ଶିବ ନୁର୍ତ୍ୟ (ଶିବ ତାଣ୍ଡବ p-1)- • Langaleswar danda nach...
ନନ୍ଦୀ ବୃନ୍ଦି ବୃକଟି (ଶିବ ତାଣ୍ଡବ p-2)- • Langaleswar danda nach...
ଶିବ ପାର୍ବତୀ -part-1 - • Langaleswar danda nach...
ଶିବ ପାର୍ବତୀ -part-2 - • Langaleswar danda nach...
ରଜକ ରାଜକୀ (ଧୋବା ଧୋବଣୀ ) - • Langaleswar danda nach...
ଗୋପପୁର ଦହି ବିକାଳୀ (part-1 )- • Langaleswar danda nach...
ଗୋପପୁର ଦହି ବିକାଳୀ (part-2 )- • Langaleswar danda nach...
ଚଢ଼େୟା ପୂର୍ବ ଜନ୍ମ - • Langaleswar danda nach...
ଜଳନ୍ଧର ବଦ୍ଧ (part-1)- • Langaleswar danda nach...
ଯୋଗୀ ଯୋଗିଆଣୀ (part-1) - • Langaleswar danda nach...
ଯୋଗୀ ଯୋଗିଆଣୀ (part-2) - • Langaleswar danda nach...
ଯୋଗୀ ଯୋଗିଆଣୀ (part-3) - • Langaleswar danda nach...
ଯୋଗୀ ଯୋଗିଆଣୀ (part-4) - • Langaleswar danda nach...
ମାଟିଆ ମାଟିଆଣି - • Langaleswar danda nach...
ଶବର ଶବରୁଣୀ (part-01) - • Langaleswar danda nach...
ଶବର ଶବରୁଣୀ (part-02) - • Langaleswar danda nach...
ଶବର ଶବରୁଣୀ (part-03) - • Langaleswar danda nach...
ବନ ରଖି - • Langaleswar danda nach...
ଚଢ଼େୟା ବୀର ପକ୍ଷୀ ଶିକାର - • Langaleswar danda nach...
ସାପୁଆ କେଳା - • Langaleswar danda nach...
ଚଢ଼େୟାଣି ସ୍ୱାମୀ ଙ୍କୁ ଖୋଜୁ ଛନ୍ତି - • Langaleswar danda nach...
କାମାକ୍ଷା ଜତି - • Langaleswar danda nach...
kespur danda nacha 2022
___________________________
ଅଗ୍ନି ଦଣ୍ଡ - • Kespur danda nacha 202...
ଶିବ ପାର୍ବତୀ - • Kespur danda nacha 202...
ହାଡ଼ି ହାଡ଼ିଆଣି part -01 - • Kespur danda nacha 202...
ହାଡ଼ି ହାଡ଼ିଆଣି part -02- • Kespur danda nacha 202...
ଚଢ଼େୟା ଚଢ଼େୟାଣୀ part -01 - • କି ରଙ୍ଗେ ଆସଇ ଦେଖ ସେ ଚଢ...
ଚଢ଼େୟା ଚଢ଼େୟାଣୀ part -02 - • ବସୁ ଗନ୍ଧର୍ବ ଦୁଲାରୀ || ...
ଚଢ଼େୟା ଚଢ଼େୟାଣୀ part 03 • କିଏ ଦେଖିଚ କହି ଦିଅ, ମୋ ...
ଗୋପପୁର ଦହି ବିକାଳୀ - • ଗୋପପୁର ଦହି ବିକାଳୀ ||ke...
ଚଢ଼େୟା ପୂର୍ବ ଜନ୍ମ - • ଚଢ଼େୟା ର ପୂର୍ବ ଜନ୍ମ କହ...
ସଉରା ସୌରାଣି - • କହଇ ସଉରା ସୁଣ ନାରୀହୀରା,...
D patapur danda nacha 2022
_____________________________
ଚମ୍ପା କେଉଟଣି - • D patapur danda nacha ...
ଚଢ଼େୟା ସୁଅଙ୍ଗ (p-01) - • D patapur danda nacha ...
ଚଢ଼େୟା ସୁଅଙ୍ଗ (p-02) - • D patapur danda nacha ...
Balia danda nacha 2022
________________________
ହାଡ଼ି ହାଡ଼ିଆଣି part - 01 - • balia danda nacha 2022...
ହାଡ଼ି ହାଡ଼ିଆଣି part - 02 - • balia danda nacha 2022...
Sorana danda nacha 2022
__________________________
କନ୍ଧ କନ୍ଧୁଣି - • Sorana danda nacha 202...
ଶବର ଶବରୁଣୀ part -01 - • Sorana danda nacha 202... • Sorana danda nacha 202...
ରଜକ ରାଜକୀ - • କହା ସାଥିରେ କରୁଛୁ ପ୍ରୀତ...
ନଳୁଆ କେଳା - • Soran danda nacha 2022...
ଚଢ଼େୟା ଚଢ଼େୟାଣୀ part -01 - • ବାବା ଚଣ୍ଡୀଶ୍ୱର ବନ୍ଦନା ...
ଚଢ଼େୟା ଚଢ଼େୟାଣୀ part 02 • ସ୍ୱାମୀ ପ୍ରେମ ରଂକୁଣି..|...
sabulia ganjam pila danda nacha 2022
______________________________________
ସଳା କିଏଶେ ରେ ମତେ ଜଗଲି ବୋଲି ଡାକଇ - / feqz7u2ଲିକି
langaleswar pila danda nacha 2022
___________________________________
ଶିବ ପାର୍ବତୀ part -01 - • ଶିବ ତାଣ୍ଡବ ||Langalesw...
ଶିବ ପାର୍ବତୀ part -02 - • ପାର୍ବତୀ ପୂଛନ୍ତି କୁହ ପ୍...
🙏🏻🙏🏻🙏🏻ଧନ୍ୟବାଦ 🙏🏻🙏🏻🙏🏻

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1   
@SumantaMallika-yl3sb
@SumantaMallika-yl3sb Год назад
Sabulia danda nacha ra video chad
Далее
pathara danda nacha 2024 | hadi hadiani comedy
18:46