Тёмный
No video :(

Why Lord Balabhadra Slips Down From On Charamala During Adap Bije ! EP 24 | Argus Podcast 

Argus Digital
Подписаться 361 тыс.
Просмотров 347 тыс.
50% 1

କାହିଁକି ପଡ଼ିଗଲେ ବଡ଼ ଠାକୁର ? ଡିଲ କେଳେଙ୍କାରୀ : ମଠ ମହନ୍ତଙ୍କୁ ୧୦ କୋଟି, ନିଜେ ରଖିଲେ ୧୦ କୋଟି !
#argusdigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #puri #JagannathDham
01:49 - Intro
02:40 - ' ମୋ ଜେଜେବାପା ଜଗନ୍ନାଥଙ୍କର ୨ ଥର ନବକଳେବର କରିଥିଲେ '
05:27 - ' ଜଗନ୍ନାଥ ମହାପ୍ରଭୁ ଆମ କୁଟୁମ୍ବର '
06:25 - ' ସୁରେଶ ମହାପାତ୍ରଙ୍କ ଯୋଗୁଁ ବ୍ରହ୍ମବିଭ୍ରାଟ ହୋଇଥିଲା '
07:58 - ' ଅମାନିଆ ସେବାୟତଙ୍କ ପାଇଁ ବ୍ରହ୍ମବିଭ୍ରାଟ ଘଟିଲା '
12:40 - ' ଏତେ ସେବାୟତ ଥାଇ ଠାକୁର ଖସିଗଲେ ଏହା ବହୁତ ଦୁଃଖଦାୟକ କଥା '
12:56 - ' ରତ୍ନଭଣ୍ଡାର ନଷ୍ଟ ହୋଇଗଲାଣି '
15:30 - ' ପରିକ୍ରମା ପ୍ରକଳ୍ପରେ ୩୦୦୦ କୋଟି ହେରଫେର ହୋଇଛି '
17:46 - ' ରତ୍ନଭଣ୍ଡାର ଚାବି ହଜିବା ଅତି ଲଜ୍ୟାଜନକ କଥା '
20:43 - ' ଅହଂକାର ଯୋଗୁଁ ବିଜେଡି ସରକାର ନଷ୍ଟ ହୋଇଗଲା '
21:57 - ' ଏହି ରଥଯାତ୍ରା ପରେ ସବୁ ବ୍ୟବସ୍ଥା ଠିକ ହୋଇଯିବ '
23:20 - ' ମୁଁ ୩ ବର୍ଷ ବୟସରୁ ଜଗନ୍ନାଥଙ୍କର ସେବା କରିଆସୁଛି '
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Why Lord Balabhadra Slips Down From On Charamala During Adap Bije ! EP 24 | Argus Podcast
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argustvdigital
RU-vid- / @argusdigital.official
Instagram: / argustvdigital

Опубликовано:

 

12 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 438   
@user-dv5zn2cp6c
@user-dv5zn2cp6c Месяц назад
ଜଣେ ସାମ୍ବାଦିକଙ୍କ ଶାଳିନତା,ସୈଜନ୍ୟତା,ଓ ପ୍ରଶ୍ନ ପଚାରିବାର ଶୈଳୀ,ଉପସ୍ଥାପନା ଶୈଳୀ ସଂଗ୍ରାମବାବୁଙ୍କର ବହୁତ ଉଚ୍ଚକୋଟୀର।
@Divinity_023
@Divinity_023 Месяц назад
Yes❤
@ambarishswain3233
@ambarishswain3233 26 дней назад
Right
@Disguise4791
@Disguise4791 Месяц назад
ଆଛା ଜଗୁ ସାରେ, ଆପଣଙ୍କ ଠାକୁର ବଡ ଠାକୁର, ତେମେ ବହୁତ ବଡ଼ ପଣ୍ଡା । ତମ ଦକ୍ଷିଣା ବହୁତ ଅଧିକ । ତମ ଭକ୍ତ ବହୁତ ଦାମିକିଆ। ହେଲେ ଆମେ 😭😭😭😭 ଆଶା କରୁଛି ବୁଝି ପାରୁଥିବେ ।
@radheshyammohapatra2948
@radheshyammohapatra2948 Месяц назад
Podiba nihati
@Planet779
@Planet779 Месяц назад
Right
@sapankumarsahoopapu240
@sapankumarsahoopapu240 Месяц назад
ସଂଗ୍ରାମ ସାର୍ ଆପଣଙ୍କ ବାର୍ତ୍ତାଳାପ ଶୈଳୀ ଅତ୍ୟନ୍ତ ମନଛୁଆଁ ଓ ଉଚ୍ଚ କୋଟୀର । ଧନ୍ୟବାଦ ସାର୍, ଆପଣଙ୍କ ଚଲାପଥ କୁସୁମିତ ହେଉ, ପ୍ରଭୁ ଙ୍କ ନିକଟରେ ଏତିକି ପ୍ରାର୍ଥନା, ଜୟ ଜଗନ୍ନାଥ 🙏🙏🙏🙏🙏
@biswaranjandora9211
@biswaranjandora9211 Месяц назад
ସବୁ ଠିକ କହିଲେ କିନ୍ତୁ ନିଜକୁ ବଡ଼ କହି ବଡ଼ ଦକ୍ଷିଣା କହିବା ଠିକ ଲାଗିଲାନି।
@debasishpujari7286
@debasishpujari7286 Месяц назад
ସଂଗ୍ରାମ ସାର ଙ୍କ ଉପସ୍ଥାପନା ଶୈଳୀ ଜବରଦସ୍ତ
@kodandadharsahu8726
@kodandadharsahu8726 Месяц назад
ବହୁତ ସୁନ୍ଦର ଉପ୍ଥାପନା ପାଇଁ ଆପଣଙ୍କୁ ଧନ୍ୟବାଦ। ଭକ୍ତ ମାନଙ୍କୁ ପଣ୍ଡା ମାନେ ଯେଉଁଭଳି ଲୁଟୁଛନ୍ତି ସେ ବିଷୟରେ ଆଗକୁ ଆଉ ଥରେ ଗମ୍ବିରତା ସହିତ ପ୍ରଶ୍ନ କରିଥିଲେ ଆହୁରି ଅଧିକ ସୁନ୍ଦର ହେଇ ଥାଆନ୍ତା।
@sudarsandash8042
@sudarsandash8042 Месяц назад
ସମସ୍ତେ ମିଠା ମିଠା କଥା , ଶ୍ରୀମନ୍ଦିର ଭିତରେ ତୁଳସୀ ମାଳ ଫୋପାଡିବା ଏ ପଣ୍ଡା ମାନଙ୍କ ର ଗର୍ବ ଅହଙ୍କାର ଭଗବାନ ବିଚାର କରିବ ।
@jyotsnamayeesahoo313
@jyotsnamayeesahoo313 Месяц назад
ପ୍ରକୁତରେ କି ଭାଗ୍ୟ ସେମାନଙ୍କର ଯେ ସେ ଭଗବାନ ଙ୍କ ସେବା କରୁ ଚନ୍ତି ସେଇଟା କୋଟି ଜନ୍ମ ର ଫଳ କିନ୍ତୁ ତାଙ୍କ ଗର୍ବ ଦେଖି ମତେ କଷ୍ଟ ଲାଗିଲା ପ୍ରଭୁ ଜଗନ୍ନାଥ ଙ୍କ ସେବକ ହେଇ ଏତେ ଗର୍ବ ଶୋଭା ଦେଉନି। ଜୟ ଜଗନ୍ନାଥ,,
@jeetendapanda2591
@jeetendapanda2591 Месяц назад
💯
@muktikantaswain5695
@muktikantaswain5695 Месяц назад
Are ye Jagu Nana ra garba ku JAGA Sahi jauchhanti Aame tume kan kariba
@soumyaswagat
@soumyaswagat Месяц назад
ଜଗୁ ନାନା ଚୋର ମୁହଁ ଟାଣ ଭଳି କଥା କହୁଛନ୍ତି,ନାନା କାଇଁ ଉପରେ ଦେଖେଇ ହଉଚ ଅଧ ସତ ଅଧ ମିଛ କୁହନି ଜଗନ୍ନାଥ ସହିବେଟି ,ଜୟ ଜଗନ୍ନାଥ 🙏🙏🙏
@tutujena2730
@tutujena2730 Месяц назад
Right Katha kahichanti Bhai 👍❤️
@odiaknowledgehubranjit4985
@odiaknowledgehubranjit4985 Месяц назад
Bhai tme BJD premare andha😂😂😂
@DasarathiSwain-jt4jl
@DasarathiSwain-jt4jl Месяц назад
ଜୟ ଜଗନ୍ନାଥ ମହାପ୍ରଭୁ ଜୟ ବଳଭଦ୍ର ମହାପ୍ରଭୁ ଜୟ ମା ସୁଭଦ୍ରା ଙ୍କ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏
@amohanty4374
@amohanty4374 Месяц назад
ସଂଗ୍ରାମ ବାବୁ ଙ୍କ ପାଇଁ show ହିଟ
@rakeshchandrapradhan114
@rakeshchandrapradhan114 Месяц назад
ସଂଗ୍ରାମ ସାର୍ ଙ୍କ ପାଇଁ like ଟେ ହେଉ 🥰🙏🏻
@bhabanisankardas8641
@bhabanisankardas8641 Месяц назад
One like for ur request 👍
@UmashankarKhandw
@UmashankarKhandw 28 дней назад
Ri8
@bijaymohanty2248
@bijaymohanty2248 Месяц назад
ବହୁତ୍ ଖୁସି ଲାଗିଲା, ଆଜିର ଖୋଲା ଆଲୋଚନା ପ୍ରଭାବରେ । ଜୟ ଜଗନ୍ନାଥ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବିଶ୍ୱବାସୀ ଆନନ୍ଦରେ ରୁହନ୍ତୁ ଓ ପ୍ରଭୁ ଅକ୍ଷତ ସୁରକ୍ଷିତ ରୁହନ୍ତୁ।
@sujeetkumardas5536
@sujeetkumardas5536 Месяц назад
Sir tame ସବୁ ଯଦି ବଙ୍ଗାଳୀ ପଣ୍ଡା, ଆଉ ବଙ୍ଗଳା ହେଉଛି ଯଦି ଆପଣଙ୍କ ମୁଖ୍ୟ ଜାଗା ତାହେଲେ ଆପଣ ଏଠି କନ କରୁଛନ୍ତି. ସତ କଥା ହେଲା ଆପଣ ମାନେ ଠାକୁରଙ୍କ ନା ରେ ବିଜନେସ କରୁଛନ୍ତି.
@pramodkumargharami5963
@pramodkumargharami5963 Месяц назад
Tu ke re bharua
@LipuBaliarsingh
@LipuBaliarsingh Месяц назад
Right 👍👍👍
@kasturinayak5330
@kasturinayak5330 Месяц назад
Right . Bhakta asunahanti 😅
@kanhuachary8767
@kanhuachary8767 Месяц назад
Right
@creationsaheb2014
@creationsaheb2014 Месяц назад
ସବୁ ସେଇ ମହାପ୍ରଭୁ ଙ୍କ ଇଚ୍ଛା
@sandhyaraninayak7561
@sandhyaraninayak7561 Месяц назад
He prabhu tuma bhakta manaki tike mana khola darsan milu Panda maneta ସବୁବେଳେ ଦେଖୁଛନ୍ତି କିନ୍ତୁ ଥରେ ଅଧେ ଭକ୍ତ ଭଲରେ dekhiparuni Jay shree Jagannath
@gangabag1156
@gangabag1156 Месяц назад
କାମିଆ ଯାନି ବିଷୟରେ ପଚାରିଥିଲେ ଭଳ ହୋଇଥାନ୍ତା
@prahaladsahu5406
@prahaladsahu5406 Месяц назад
ଜୟ ଜଗନ୍ନାଥ 🙏 ମହା ପ୍ରଭୁଙ୍କୁ ସବୁବେଳେ କୋଟି ପ୍ରଣାମ 🙏
@laxmipriyaswain-sp7be
@laxmipriyaswain-sp7be Месяц назад
୯୦ଖରାପ ୧୦ ଭଲ
@skrushnareddy6796
@skrushnareddy6796 Месяц назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ 🕉️🙏🕉️🙏🕉️🙏🕉️🙏🕉️🥀🪔🍁🌼🌺🌷🌷🌹🥥🥥🍂💐‼️🌿🍁🍁🌺🥀🪔🌸🙌🙌💐🍂🥥🌷🌻🌻🏵️🌿🌷🌷🌹🥥🍂💐💐🌸🍁🌼🌺🥀🪔⭕‼️⭕
@NayagarhTalent
@NayagarhTalent 8 дней назад
ଜୟ ଜଗନ୍ନାଥ 🙏🙏🙏🙏
@birenray1532
@birenray1532 Месяц назад
ପ୍ରଭୁ ନୀଳା କରିଛନ୍ତି ମାନେ, ସମାଧାନ ହେଇଜିବ ଅପେକ୍ଷା କର ସମୟକୁ ,
@draupadibanchhor2855
@draupadibanchhor2855 Месяц назад
ଜଗନ୍ନାଥ ମହାପ୍ରଭୁସାରା ଜଗତର ନାଥ
@laxmikantapadhi7947
@laxmikantapadhi7947 Месяц назад
Argus news thiki rasta re chalichi ❤❤❤Jo jaganatha
@user-bw4rz3iz9l
@user-bw4rz3iz9l Месяц назад
pura bjp chamcha argus
@magsirasahu2050
@magsirasahu2050 Месяц назад
Jay shree Jagannath patitapaban mahaprabhu jay maa mahalaxmi 🛕⭕‼️⭕🔔☸️🐚🪷🕉️📿🪔🪔🪔🪔🪔🙌🌷🌹🌿🍌🍇🍐🥥🍓🍈🍏🍍🌿🙏✡️✡️🦚🌼🙏🏻💐🕉️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🍓🍓
@user-vo8gb8wo8f
@user-vo8gb8wo8f Месяц назад
ଜୟ ଜଗନ୍ନାଥ ପ୍ରଭୁ ବଡ଼ଟାକୁରେ ମାଆ ମୋତେ ବିପଦରୁ ବଞ୍ଚାଅ ପ୍ରଭୁ
@bishnuprasadmishra8830
@bishnuprasadmishra8830 Месяц назад
ଶଳା ଆମେ ମହାପ୍ରଭୁଙ୍କୁ କେଉଁ ଠାରେ ଦେଖିବୁ, ମନ୍ଦିର ଗଲେ ଧାଡ଼ିରେ ଠିଆ ହେଇ ସମୟ ଯିବ, ରଥରେ ସେବାୟତ ଗାଣ୍ଡୀ ମାରିବେ , ଶଳା କାହାକୁ କହିବ, ଅଥର୍ବ ପ୍ରଶାସନ
@SunilKumar-jl6nq
@SunilKumar-jl6nq 26 дней назад
Bhakta Dasiya bauri bhalia manare nijaku samarpana karibara achi Sabu niti niyama ku paliba ku padiba prashansa Kariba ku padiba
@narayandalai8414
@narayandalai8414 Месяц назад
ଦୁଷ୍ଟ ପଣ୍ଡା ମାନଙ୍କୁ ଦଣ୍ଡ ଦିଆଯାଉ, ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
@ashokkumarpal596
@ashokkumarpal596 Месяц назад
ସେହି ଅମାନିଆ ସେବାୟତ ମାନେ କିଏ ?ସେମାନେ ତ ଆପଣ ମାନଙ୍କର ପୁଅ ପୁତୁରା ନାତି ଆପଣଙ୍କର ବଂଶଧର ର କିଏ ବି ହେଇଥିବେ ,ଆପଣ ସେମାନଙ୍କର ବରିଷ୍ଠ ,ଆପଣଙ୍କର କଣ ଦାଇତ୍ୱ ଅଛି କି ନାହିଁ ,ଖାଲି ଦୋଷ ଦେଇ ଆପଣ ଖସି ଯାଇପାରିବେନି .ଦାଇତ୍ୱ ନେବାକୁ ହେବ .
@sritamkumar7488
@sritamkumar7488 Месяц назад
Nai tanka pua Mane semiti kebe karibeni....Tanka Family Bahut Bhala
@radheshyammohapatra2948
@radheshyammohapatra2948 Месяц назад
Kete sundar family tankara
@ajaysethy142
@ajaysethy142 Месяц назад
Aaji kali pulanku kahile , muhanre jabab dauchhanti boli, purukha loka mane nija ezat ku dari chup rahiba hin bada karana
@dhirendranathrout3005
@dhirendranathrout3005 Месяц назад
ଏବେକାର ପୀଢ଼ି ଯଦି ପାନ୍ଡିଆନ ଶିଷ୍ୟ ହୁଅନ୍ତି,ତେବେ ଗୁରୁଜନଙ୍କ କଥା କିଏ ମାନିବ।
@odiaknowledgehubranjit4985
@odiaknowledgehubranjit4985 Месяц назад
​@@dhirendranathrout3005😂😂😂
@RosyBehera64
@RosyBehera64 29 дней назад
ଏତେ ଗର୍ବ କାହିଁକି ବାଡଗ୍ରାହୀ ଆଜ୍ଞା ଠାକୁର ଆପଣଙ୍କର, ଜନସାଧାରଣ କିଏ ତାହେଲେ? ବଡ଼ ପଣ୍ଡା ହିସାବରେ କେତେଥର ସାଧାରଣ ଲୋକଙ୍କୁ ମାଗଣାରେ ଦର୍ଶନ କରେଇଛନ୍ତି
@kabudas8617
@kabudas8617 Месяц назад
ସବୁ ସେଇ ପ୍ରଭୁଙ୍କୁ ଜଣା ସବୁ ସେଇ ପ୍ରଭୁଙ୍କ ଇଚ୍ଛା....🙏🏿 ❤ଜୟ ଜଗନ୍ନାଥ❤
@supriyaprusty5018
@supriyaprusty5018 Месяц назад
Jay Jagannath
@arajunmaharana6147
@arajunmaharana6147 Месяц назад
🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏
@MrPpcops
@MrPpcops Месяц назад
ସଂଗ୍ରାମ ବାବୁ, ଅତି ସୁନ୍ଦର ଭାବେ ସାରା ଓଡିଶାର କଣ ସାରା ଦେଶର ଭକ୍ତ ଙ୍କ ମନର କଥା ଆପଣ ପଚାରି ପାରିଛନ୍ତି। ସେବାୟତ ଙ୍କ ମନମୁଖୀ କାର୍ଯ୍ୟ ଭକ୍ତ ଙ୍କୁ ଦୁର୍ବ୍ୟବହାର, ଅଯଥା ଠେଲା ପେଲା, ଓ ବିଶୃଙ୍ଖଳିତ ଆଚରଣ, ନୀତିକାନ୍ତି ର ଅବ୍ୟବସ୍ଥା ବିଷୟରେ ଯାହା ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋୖଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନାହାଁନ୍ତି। ତାଙ୍କ ପରି ବରିଷ୍ଠ ସେବାୟତ ମାନେ ନିଜର ଦାୟିତ୍ଵ ଯଦି ସୂଚାରୁରୂପେ ତୁଲାନ୍ତି ନାହିଁ ଖାଲି ନିଜକୁ ବଡ ବୋଲି ଦେଖେଇ ହୁଅନ୍ତି ଓ କୋୖଣସି ସମସ୍ଯାର ଆପୋଷ ସମାଧାନ କରେଇ ଦିଅନ୍ତି ନାହିଁ । ସଂଗ୍ରାମ ବାବୁଙ୍କୁ ଅଶେଷ ଧନ୍ୟବାଦ।
@kanhucharanparidakanhuchar839
@kanhucharanparidakanhuchar839 Месяц назад
Jay shree Jagannath maha Prabhu
@subhraodishavlogs
@subhraodishavlogs Месяц назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ତୁମ କରୁଣା ଅପାର।।।
@skrushnareddy6796
@skrushnareddy6796 Месяц назад
ଓମ୍ ନମଃ ଶ୍ରୀ ଗର୍ବ ଗଜନ ଶ୍ରୀ ହରି ଓମ୍ ନମଃ ଶ୍ରୀ ବଡ଼ ବାଡ଼ ଶ୍ରୀ ବଳଭଦ୍ର ଦେବ ନମଃ 🕉️🙏🕉️🙏🕉️🙏🕉️🙏🙏🕉️🙏🕉️🙌🙌🌻🏵️🌿🌷🌹🥥🚩🙌🌻🌻🏵️🌿🌷🌹🥥🍂💐🌸🍁🌼🌼🌺🥀🪔⭕‼️⭕
@trueindianankit5773
@trueindianankit5773 Месяц назад
ବଙ୍ଗାଳୀ ପଣ୍ଡା ଏମାନେ। ତାହେଲେ କଲିକତା ଯାଆନ୍ତୁ। ବାଃ କୋଉ ସରକାରର ଦୋଷ ମୁଖ୍ୟ ନୁହେଁ। ଏହି ସେବାୟତ ମାନଙ୍କ ମୁଖ୍ୟ ଭୁଲ୍। ନିଜକୁ ଓଡ଼ିଆ ବୋଲି ମାନୁନାହାନ୍ତି। କାହାକୁ କଣ କହିବା। ବେଶୀ କହିଲେ ଆମକୁ ହିଁ ନାସ୍ତିକ କହିବେ। 🙏🏾। Jay Jagannath
@Lipidash1234A2z
@Lipidash1234A2z Месяц назад
Hmm ta.bada panda kn 100 tanka nebu😮
@user-nf3mk7yi9n
@user-nf3mk7yi9n Месяц назад
❤❤ ଜୟ ଜଗନ୍ନାଥ ସ୍ଵାମୀ ❤❤
@rakeshparida3620
@rakeshparida3620 Месяц назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।। ଆଛା ଜଗା ନନା ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶା ବାସୀଙ୍କ ଗର୍ବ ଆଉ ଗୌରବ।ତମେ ଯେତେକ ପଣ୍ଡା ସବୁ ଅଛ ମନ୍ଦିର ଭିତରେ ପରିଚାଳନା କରୁଛ।ସମସ୍ତେ ଜଗନ୍ନାଥ ଏବଂ ମନ୍ଦିରକୁ ନିଜ ବପୋତି ଭାବି ଜବରଦଖଲ କରି ରଖିଛ। ଆଇଏଏସ ଅଧିକାରୀଙ୍କ ଭୁଲ୍ ରହିଗଲା ଯେ ଅଲଗା କରିଦେଲେ ଭୂଲ୍ ସେ କରି ନାହାଁନ୍ତି ତମ ମାନଙ୍କୁ ଗାଣ୍ଡୀ ମାରି ଖାଇବାକୁ ସୁବିଧା ହେଲାନି ତେଣୁ ଦୋଷ ଆଇଏଏସ ଙ୍କ ଉପରେ ଲଦି ଦିଆଗଲା।ଆରେ ପେହଲେଇପୁଅ ଦରମା ଆଉ ଦକ୍ଷିଣା ଆକାରରେ ଟଙ୍କା ଲୁଟିବ କାମ କରିଲା ବେଳକୁ କାଇଁ ଭୁଲ ହଉଚି ପଇସା ନବ ହାଡେ ହାଡେ କାମ ଇଆଡ଼େ ସିଆଡେ।ଓଲଟା ଓଡ଼ିଶା ଲୋକ କେହି ଲାଇନ ଲଗେଇ ଛିଡା ହୋଇ ଗଲା ପରେ ଭିତରକୁ ତମେ ମାନେ କହୁଛ କାହିଁକି ଆସୁଛ ତମେ ମାନେ ମେଣ୍ଢା ଲୋକ ସବୁ।ଏମିତି ପର୍ଶିନାଲ୍ ଇଣ୍ଟରଭିଉ ଘର ଭିତରିଆ କରାନ୍ତୁନି ପବ୍ଲିକ ଙ୍କ ଆଗରେ ବସେଇ ୟାକୁ ପଚରା ଯାଉ ମୋର ଏତିକି ଅନୁରୋଧ କଣ କହୁଛନ୍ତି ଓଡ଼ିଶା ବାସୀ ଜଣା ପଡ଼ିବ।ଶଳା ଖଟୁଳି ଚୋରି କରି ଖାଇ ସାରିଲେଣି ପଣ୍ଡାମାନେ।ଏହି ମନ୍ଦିର ର ପଣ୍ଡା ମାନଙ୍କର୍ ବି ନବ କଳେବର ହବା ଦରକାର୍।
@suryacreationandvlogs
@suryacreationandvlogs 23 дня назад
ଜୟ ଜଗନ୍ନାଥ 🙏❤
@sarojsahoo2287
@sarojsahoo2287 Месяц назад
Jay jaganatha🙏🙏
@newsonlineplus24x7
@newsonlineplus24x7 28 дней назад
ସବୁ ମିଛ ପ୍ରହେଳିକା..... ଅର୍ଥ ର ଦାସୀ
@PradeepKumar_yt
@PradeepKumar_yt Месяц назад
ଜୟ ଜଗନ୍ନାଥ
@user-lp5wj4nr3p
@user-lp5wj4nr3p Месяц назад
ମନ୍ଦିର ଭିତରେ ପଶୁ ପଶୁ ତୁଳସୀ ପତ୍ର ଗୁଟେ ଦେବେ 100 ଟଙ୍କା ମାଗିବେ
@ThakelaBro
@ThakelaBro Месяц назад
ସେବାୟତ ଭକ୍ତ ଙ୍କ ଠାରୁ ଲୁଟି ଖାଇ ବଂଶ ବୃଦ୍ଧି କରିଚାଲିଛ ଏଇ ଭଳି ପବିତ୍ର କାର୍ଯ୍ୟ ତୁମ ମାନଙ୍କ ପାଇଁ ନୁହେଁ ଶ୍ରୀମନ୍ଦିର କୁ ବ୍ୟାପାର ର ଗୋଟେ ଉତ୍ସ କରିଛ ପାପୀ ଅହଙ୍କାରୀ
@biswajitghadei-y7l
@biswajitghadei-y7l 29 дней назад
Jay Jagannath
@nmohanty2284
@nmohanty2284 Месяц назад
Jay jagannath🙏
@subratpadhiary5166
@subratpadhiary5166 Месяц назад
ଜୟ ଜଗନ୍ନାଥ 🙏🙏🙏
@rakeshkumarpany880
@rakeshkumarpany880 Месяц назад
Jay jagannath
@baradakantatripathy972
@baradakantatripathy972 Месяц назад
Jay Jagannath Swami Nayan patha gami bhaba tume, bhaba tume, bhaba tume...
@chandancreations389
@chandancreations389 Месяц назад
- ଅତି ଗର୍ବ
@mohapatrasubhranshusekhar7545
@mohapatrasubhranshusekhar7545 Месяц назад
Jeudina Pandamwne Bhakta Bidura Sudama saji Ratharudha hebe tebe koti koti bhaktanka upare subha dusti padiba . Sehidina Bhakta Bhagabananka Milana neba . .
@jejemaanatunilifestyle1617
@jejemaanatunilifestyle1617 Месяц назад
ଜୟ ଜଗନ୍ନାଥ ସ୍ୱାମୀ 🙏
@chandraDahita
@chandraDahita Месяц назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସୁରେଶ ମହପାତ୍ରଙ୍କୁ ଜବାବ ତଲବ କରିବା କଥା
@subashayorock4396
@subashayorock4396 26 дней назад
Mara jadi vhagya thanta jagatara ntha jaganathakna sebakaribare mu jibana ma prana sabu tanka charane. Deithanti jay Jagannath 🙏🙏🙏🙏🙏
@ramachandranaik713
@ramachandranaik713 27 дней назад
ଆମେ ମଧ୍ଯ ଜଗନ୍ନାଥଙ୍କ ସେବକ କିନ୍ତୁ ଏମାନଙ୍କ ପରି ନୁ୍ହଁ। ଅମାନିଆ ସେବକମାନଙ୍କୁ ବାହାର କର ।ରୋଜଗାର କରିବାର ନିଶା ।
@prajnaparida8889
@prajnaparida8889 Месяц назад
Best & real word from sebayat
@bishikeshanbehera5868
@bishikeshanbehera5868 Месяц назад
ଶ୍ରୀମନ୍ଦିର ଭିତର ରତ୍ନ ବେଦୀ ପାଖ କୁ ତ କାଇଁ ପାଣି ଆସୁନାହିଁ ରତ୍ନ ଭଣ୍ଡାର କୁ ପାଣି କେମିତି ଆସିବ । ଭଣ୍ଡାର କୁ ତ ଏମିତି ତିଆରି କରାଯାଇଥିବା ଯାହା କି ଶ୍ରୀମନ୍ଦିର ଥୁ ବି ଅଧିକି ଶକ୍ତ ଥିବା
@ejitapradhan3186
@ejitapradhan3186 Месяц назад
ଜୟ ଜଗନ୍ନାଥ 🌹🌹🌹
@subashayorock4396
@subashayorock4396 26 дней назад
Pravhu kna seba jia kare taa mana prana sabu jaganath charanare deithanti
@PadmalayaMohanty-lm3fp
@PadmalayaMohanty-lm3fp Месяц назад
Jay shree Jagannath Swami Nayana Patha Gami Bhaba Tume 🙏🥰
@deepakbugudei1247
@deepakbugudei1247 Месяц назад
ହେ ପ୍ରଭୁ 🙏🏻
@lakuluckyvlogs
@lakuluckyvlogs Месяц назад
Jai jagannath Swami Nayan path gami bhaba tume 🙏😥
@shefalepatra1381
@shefalepatra1381 Месяц назад
Koti koti Dandvat Pranam Prabhu ❤
@Madhumehendiart1985
@Madhumehendiart1985 Месяц назад
Jay Jagannath swami nayana pathagami bhaba tume bhaba tume bhaba tume 🙏🙏🙏🙏🙏
@aganiswain4789
@aganiswain4789 Месяц назад
ଜୟ ଜଗନ୍ନାଥ 🙏🙏🙏 , ଜଗନ୍ନାଥଙ୍କ ପାଖରେ କେହି ନିଜର ନୁହଁନ୍ତି , ଭୁଲ୍ ପାଇଁ ବଡ଼ ଦଣ୍ଡ ନିଶ୍ଚୟ ମିଳିବ 🙏
@MoJagannath365
@MoJagannath365 Месяц назад
ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏
@pravashinisaho3111
@pravashinisaho3111 Месяц назад
Jay jagnnath mahaprabhu 🪔🙏,a nirat sat Katha, mahaprabhu tumku sbu Jana🙏🙏🙏🙏🙏
@sahoopravasini7341
@sahoopravasini7341 Месяц назад
Bahuta Satya Katha....
@ramachandranaik713
@ramachandranaik713 27 дней назад
ଜଗତଠାକୁର ଗରିବମାନଙ୍କୁ ଦାନ କରନ୍ତୁ ।
@182jdj
@182jdj Месяц назад
Jai shree Jagannathha 🙏🙌🏻
@niranjansatapathy1941
@niranjansatapathy1941 Месяц назад
ଜୟଜଗନ୍ନାଥ 🙏
@kuldeepbehera449
@kuldeepbehera449 Месяц назад
Jay Jagannath 🙏🏼
@shyamparida9503
@shyamparida9503 Месяц назад
ପୁରୀ ପଣ୍ଡା ଙ୍କ ଦୁର୍ନୀତିକିଏ ବା ନଜାଣିଛି ପୁରୀ ଶ୍ରୀମନ୍ଦିର ରେ ନବେ ପ୍ରତିଶତ ପଣ୍ଡା ଙ୍କ ର ଆଚରଣ ଚଣ୍ଡାଳ ଙ୍କ ଠାରୁ ତୁଛ ।
@sujataswain2493
@sujataswain2493 Месяц назад
Mo Prabhu jagannath Swami Nayana patha gami bhaba tume 🙏💞
@anjalipradhan2839
@anjalipradhan2839 Месяц назад
🙏🏽💐🙏🏽ଜୟ ଜଗନ୍ନାଥ
@nabakishoresahoo5712
@nabakishoresahoo5712 Месяц назад
ସେବାୟତ ମାନେ ବାଧ୍ୟ ବାଧକରେ ସେବା କରୁଛନ୍ତି l 80% ସେବାୟତ BJD ପାଣ୍ଡିଆନଙ୍କ ଶିଷ୍ୟ ହୋଇଯାଇଛନ୍ତି l
@diptiskumarbal3778
@diptiskumarbal3778 Месяц назад
Mg lazya nahi tumaku bjp chatukar
@SandipbiswalIS--
@SandipbiswalIS-- Месяц назад
To gandi maruchanti
@concordrajpushpa
@concordrajpushpa Месяц назад
han para corrider niramana karithila
@satyaranjanpanda4189
@satyaranjanpanda4189 Месяц назад
ଆଉ 20% ଏବେ ବିଜେପି ର ହୋଇଗଲେ, ସମୟ ଅନୁସାରେ 100% ବି ବିଜେପି ର ହୋଇଯିବେ ମନ ଦୁଃଖ କରନି
@Hindutwa829
@Hindutwa829 26 дней назад
​@@satyaranjanpanda4189bala bujhilu tu
@satyabratadash1586
@satyabratadash1586 Месяц назад
Jay Jagannath Swami 🌺🙏🌺
@SwarnapriyaSahoo-oe7nf
@SwarnapriyaSahoo-oe7nf Месяц назад
Jai jagannath ❤❤❤
@pks4343
@pks4343 Месяц назад
ଜୟ ଜଗନ୍ନାଥ 🙏
@chumichumi8316
@chumichumi8316 Месяц назад
Joi jaganath
@ranjanpallai6789
@ranjanpallai6789 29 дней назад
bahut sundar sangram Bhai
@saraswtisinku6774
@saraswtisinku6774 Месяц назад
Jay jagarnnath
@jeetendapanda2591
@jeetendapanda2591 Месяц назад
Thank u Argus tv for bringing the fact of shifting Arvind padhy &dramatic induction of Suresh Mohapatra as JTA & again appointment of Shri Padhy as JTA. Happy to learn so many secrets from Shri J.S.Mahapatra & Jaguni Bhai.
@MurareeYadav-sk5es
@MurareeYadav-sk5es Месяц назад
Jay shree Jagannath Swami 🙏🙏🙏🙏🙏🙏🙏🙏🙏🙏⭕‼️⭕
@bishikeshanbehera5868
@bishikeshanbehera5868 Месяц назад
ଜୟ ଜଗନ୍ନାଥ ସ୍ଵାମୀ 🙏
@Mikutalks
@Mikutalks Месяц назад
ଜୟ ଜଗନ୍ନାଥ ପ୍ରଭୁ ❤❤❤❤❤❤❤
@suryacreationandvlogs
@suryacreationandvlogs 23 дня назад
ବାବୁସାନ୍ ମହାନ୍ତି କୁ ଡାକନ୍ତୁ❤
@user-xh4sh1me6c
@user-xh4sh1me6c 29 дней назад
Jay jagannath swami
@anitadas2664
@anitadas2664 Месяц назад
Tanka pae panda mane jaha hauchanti dekhile dukha laguchi temple gale ete durniti dekhi bahut kasta hauchi...... Bhagwaan ka pakhare emiti kariba bahut kharap
@Sambalpurgobind
@Sambalpurgobind Месяц назад
18:02 😮 ଆପଣ ଙ୍କର୍ କେତେ ସୁନା ଅଛି
@kartikpanda6389
@kartikpanda6389 Месяц назад
Jay Jagannath 🙏🏻🙏🏻🙏🏻🙏🏻🙏🏻
@Reenabehera0
@Reenabehera0 Месяц назад
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻
@sabyaexpress
@sabyaexpress Месяц назад
Jay jagannath 🙏🙏🙏
@rabindrananda943
@rabindrananda943 Месяц назад
Se para bhabara Thakura Jay Jaganath
@asitrout7659
@asitrout7659 Месяц назад
🙏🙏🌹ପ୍ରଣାମ. ଜୟଜଗନ୍ନାଥ 😭😭
@sureshnayak2347
@sureshnayak2347 Месяц назад
Jay Jagannath Swami Nayan pathagami bhava tume❤❤
@user-yr2zd1xo5b
@user-yr2zd1xo5b Месяц назад
Jay Jagannath Swami
@keshabanaik4057
@keshabanaik4057 Месяц назад
Jai ଜଗନ୍ନାଥ 🙏🙏🙏💐
@user-go7pi3vl5l
@user-go7pi3vl5l Месяц назад
Jay Jagannath 🙏❤️🙏
@soudaminipujahari7208
@soudaminipujahari7208 Месяц назад
Prathame dasabhagaku badalantu🙏
Далее
ROLLING DOWN
00:20
Просмотров 5 млн