Тёмный
No video :(

ଆଇନ ମନ୍ତ୍ରୀଙ୍କ ପାଇଁ ବଦନାମ cm mohan majhi  

Crime Capital
Подписаться 49 тыс.
Просмотров 58 тыс.
50% 1

ଆଇନ ମନ୍ତ୍ରୀଙ୍କ ପାଇଁ ବଦନାମ cm mohan majhi । #mohanmajhi #odianews #naveenpatnaik #pandian #politicalnews #narendramodi #dharmendrapradhan #cmodisha #bharatiyajanataparty #aparajitasarangi
#puri #rathayatra #ratnabhandar #lordjagannath

Опубликовано:

 

12 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 32   
@satyanarayanprasadnayak4505
@satyanarayanprasadnayak4505 Месяц назад
ମଣିଷକୃତ ଏ ଅଘଟଣ ଯଦି ହେଲା ପ୍ରଭୁଙ୍କର ଲୀଳା ସମୟ ଆସିଲେ ସବୁ ଅପରାଧୀ ପାଇବେ ନିଶ୍ଚୟ କିଳା I 🌹🙏🏾ଓଁ ଜୟ ଶ୍ରୀ ଜଗନ୍ନାଥ 🙏🏾🌹
@swapneswarpaikaray1229
@swapneswarpaikaray1229 Месяц назад
ମୂଖ୍ୟ ପ୍ରଶିସକ ସହିତ ଆଇନ୍ ମନ୍ତ୍ରୀ ଓ ଉପ ମୂଖ୍ଯମନ୍ତ୍ରୀଙ୍କୁ ଦାୟିତ୍ବହୀନ ମନ୍ତବ୍ଯ ପାଇଁ ହଟାଇବା ଦରକାର ।
@user-ke6dk6bv7l
@user-ke6dk6bv7l Месяц назад
Bjp ପ୍ରଭୁ ଯେମିତି ପଡିଲେ ସେମିତି ସଫା ହେଇଯିବ
@saritamaharana4151
@saritamaharana4151 29 дней назад
ସେବକ ମାନେ ଯାଣିସୁଣି ବିବ୍ରାଟ କରୁଛନ୍ତ ।ବହୁ ଲୋକ ରେ ମୂଷା ମରେନି ।ସେବକ ମାନେ ଫୋନ ଦେଖିବାରେ ବ୍ଯସ୍ତ।
@RajkumarDas-uj5nt
@RajkumarDas-uj5nt Месяц назад
Aparag sarkar
@rubyswain5115
@rubyswain5115 Месяц назад
Desha vanga sarkar asanta , asanta odisha Sara loka
@BasantaBehera-gl3li
@BasantaBehera-gl3li 29 дней назад
ନାଟକ ଚାଲିଛି ଅନ୍ଧ ଭକ୍ତ ଦେଖୁଛନ୍ତି ଚାଲୁ ନାଟକ
@CrimeCapital
@CrimeCapital 28 дней назад
@@BasantaBehera-gl3li thank you
@gamingwithyourbroshiv604
@gamingwithyourbroshiv604 25 дней назад
ଅତ୍ୟନ୍ତ ବୁଦ୍ଧି ହୀନ ମତାମତ।
@gamingwithyourbroshiv604
@gamingwithyourbroshiv604 25 дней назад
🙏🙏
@AkhyaBarik-ul8qd
@AkhyaBarik-ul8qd Месяц назад
ଓ ଏହା ବହୁତ ଅଧିକ ତଥ୍ୟ ଲୋକଲୋଚନାକୁ ଏହି ସମୟରେ ସମୁଦ୍ର ଅଶାନ୍ତ
@dillipkumarmishra1857
@dillipkumarmishra1857 Месяц назад
All daitapati of lord Jagannath Trmple may please getout and appointed new daitapayi.
@subaldas3254
@subaldas3254 29 дней назад
ଜୟ ଜଗନ୍ନାଥ। ଏହି ଗଣତନ୍ତ୍ରରେ ରାଷ୍ଟ୍ରପତି ଏହା ଜାଣି ମଧ୍ୟ ନିଳବ ରହିଛନ୍ତି। ତାଙ୍କର ମଧ୍ୟ କନ୍ୟା ସନ୍ତାନ ଅଛି। ସେ ଝିଅକୁ ଆମ ମନରେ ସ୍ନେହ ମଧ୍ୟ ଆସେ। ସେ କି ସେହି ଝିଅର ସ୍ବାମୀ ଉଦ୍ଧତ ବ୍ୟବହାର ଦେଖାଯାଏ ନାହିଁ। ଳାଜ୍ୟପାଳ କଣ ଅତି ମାନବ? ମର ଜଗତର ଉର୍ଦ୍ଧ୍ବରେ? ଏଠାରେ ଯାତନା ଆଜି ହେଉ ବା ପରେ। ଦଣ୍ଡ ଭୋଗିବା ପାଇଁ ହେବାକୁ ହେବ। ଆଜି ସ୍ବୀକାର କରିନେଲେ ଜମଦଣ୍ଡ କମିଯିବ। ପୁରାଣ ଶୁଣନ୍ତୁ ଭଗବାନ ନିଜର ଦଣ୍ଡ ସ୍ବୀକାର କରି ନିଅନ୍ତି। କାଳ ପୁରୁଷ ଯମରାଜଙ୍କୁ ଦଣ୍ଡଦେବାକୁ ବ୍ୟବସ୍ଥା କରି ରଖିଛନ୍ତି। ଏହିପରି ଅଘଟଣ ସୂଚନା ସ୍ବୟଂ ବଡଠାକଙର ପହଣ୍ଡି ସମୟରେ ଦର୍ଶାଇ ଦେଇଥିଲେ। ଦେଶପ୍ରତି ଅଶୁଭ ସୁଚନା।
@CrimeCapital
@CrimeCapital 28 дней назад
@@subaldas3254 thank you
@user-dl5mo1gi7s
@user-dl5mo1gi7s 28 дней назад
Samaste bhogibe.prabhu chaddibeni
@Reenabehera0
@Reenabehera0 28 дней назад
Jay jagannath Jay jagannath Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 aji odisha ku bipada muhmmre deidele modi sir jie besi janichhanti tanku CM karithante jani suni odisha ku bipada muhmmre deidele modi sir esabu pai dai Jay jagannath 🙏🏻🙏🏻🙏🏻🙏🏻🙏🏻
@dillipkumarmishra1857
@dillipkumarmishra1857 Месяц назад
As revealed from sources Outof donation fund by the public,Rs 10,00,000 per prist of lord Jagannath Temple may please be getout and appointed prist through outsourcing agency.All problem should be solved.
@chandisahu6254
@chandisahu6254 Месяц назад
Sebayat o Doitapati mananku suspend koribar niyam korajiba darkar. Tebe jae Semane daityaban hebe. Sarkar ro bhul konta, sarkar kon thakuranku dharithila na pokaedela.
@MSD_FANS579
@MSD_FANS579 Месяц назад
Hmm ebe ratna bhandara kholo,auu kila neba.. ruha..
@prakashmahapatra2182
@prakashmahapatra2182 Месяц назад
ବିରୋଧୀ ତ ଗୋଳିଆ ପାଣି ଖୋଜୁଛନ୍ତି. ତାଙ୍କ ସମୟ ର ଦୁର୍ନୀତି ବିଷୟରେ କେବେ ଚିନ୍ତା କରୁଛନ୍ତି. ଘୋର ଲଜ୍ୟା.
@Tukunu7248
@Tukunu7248 Месяц назад
Kamia Jani, 4500 crores parikrama prakalpa durniti pain ehi sabu ghatila.
@pradeepbehera2311
@pradeepbehera2311 Месяц назад
Odia ashmita jindabad. Non odia hatao.
@sanjayasahoo9278
@sanjayasahoo9278 Месяц назад
Sata kahile bjp sarkar re hindu besi pratadita heiichi aau aaji tara bada debata ku v ye bjp chhadilani. Arambharu hi srunkhalita heiparileni 5 yr kn kn karibe kejani. He bada thakura semananka bhul paine mo koti koti odia nku danda debuni prathana karuchi.
@nidhiramjena2398
@nidhiramjena2398 28 дней назад
Law minister nka jhia, pua, stree nka khetrare jadi aji kichhi durghatana ghatiba, tebe kn se kahibe eha vagaban nka lila na au kichhi.....
@swadeshsamal4148
@swadeshsamal4148 22 дня назад
Ajogya BJP sarkar, mhankada hatare salagrama.
@user-lo6cf7le5b
@user-lo6cf7le5b 28 дней назад
Mahonmajhi kn kala😅😅😅😅😅
@Banti-rz1vt
@Banti-rz1vt Месяц назад
Ei ta ama 2 engine sarakar ra Kamal aga ku dekha au sabu kn hauchi
@BK-qd8pf
@BK-qd8pf Месяц назад
Bahe news 😂😂
@subaldas3254
@subaldas3254 29 дней назад
ଜୟ ଜଗନ୍ନାଥ। ଏହି ଗଣତନ୍ତ୍ରରେ ରାଷ୍ଟ୍ରପତି ଏହା ଜାଣି ମଧ୍ୟ ନିଳବ ରହିଛନ୍ତି। ତାଙ୍କର ମଧ୍ୟ କନ୍ୟା ସନ୍ତାନ ଅଛି। ସେ ଝିଅକୁ ଆମ ମନରେ ସ୍ନେହ ମଧ୍ୟ ଆସେ। ସେ କି ସେହି ଝିଅର ସ୍ବାମୀ ଉଦ୍ଧତ ବ୍ୟବହାର ଦେଖାଯାଏ ନାହିଁ। ଳାଜ୍ୟପାଳ କଣ ଅତି ମାନବ? ମର ଜଗତର ଉର୍ଦ୍ଧ୍ବରେ? ଏଠାରେ ଯାତନା ଆଜି ହେଉ ବା ପରେ। ଦଣ୍ଡ ଭୋଗିବା ପାଇଁ ହେବାକୁ ହେବ। ଆଜି ସ୍ବୀକାର କରିନେଲେ ଜମଦଣ୍ଡ କମିଯିବ। ପୁରାଣ ଶୁଣନ୍ତୁ ଭଗବାନ ନିଜର ଦଣ୍ଡ ସ୍ବୀକାର କରି ନିଅନ୍ତି। କାଳ ପୁରୁଷ ଯମରାଜଙ୍କୁ ଦଣ୍ଡଦେବାକୁ ବ୍ୟବସ୍ଥା କରି ରଖିଛନ୍ତି। ଏହିପରି ଅଘଟଣ ସୂଚନା ସ୍ବୟଂ ବଡଠାକଙର ପହଣ୍ଡି ସମୟରେ ଦର୍ଶାଇ ଦେଇଥିଲେ। ଦେଶପ୍ରତି ଅଶୁଭ ସୁଚନା।
Далее
Bosbranden in Griekenland onder controle
1:57
Просмотров 9 тыс.