Тёмный

ଆଜି କେବଳ ଓଡିଆ ରେ କଥାବାର୍ତ୍ତା no English  କେବଳ ଓଡିଆ ଚାଲିବ || AFRICA ODIA VLOG 

ମୁଁ TRAVELLER
Подписаться 1,1 млн
Просмотров 2,2 млн
50% 1

Опубликовано:

 

23 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,3 тыс.   
@ICANPUBLICATION
@ICANPUBLICATION Год назад
Making a History I କେଉଁମାନେ ଚାହାନ୍ତି 2024 ପୂର୍ବରୁ ଏହି ଭାଇର 1 Million Subscriber ହେଇଯାଉ ବୋଲି
@mamalinchand3589
@mamalinchand3589 Год назад
Heijiba❤ bohut jaldi
@manoramanayak9181
@manoramanayak9181 Год назад
𝑯𝒐𝒊𝒋𝒊𝒃𝒂
@BSirika-xj4kl
@BSirika-xj4kl Год назад
ହେଇଯିବ bro😍
@villagegirlRubby
@villagegirlRubby Год назад
ବହୁତ ଜଲଦି ହେଇଯିବ 👍
@Pravanjanbala
@Pravanjanbala Год назад
✋✋✋
@skingchhabinayak
@skingchhabinayak Год назад
ଭାଇ ଆଜିର ❣️ଭିଡ଼ିଓ ରେ ମୁଁ ବହୁତ 🤣ଖୁସି ଆଉ କାହାକୁ କାହାକୁ🥱 ଖୁସି ଲାଗିଲା ଗୋଟେ 👍 ହୋଇ ଯାଉ.. .
@SakarsanaDikshit
@SakarsanaDikshit Год назад
Hi
@bajuramsamad9009
@bajuramsamad9009 Год назад
👍👍👍👍
@kunaldasrathisethi2633
@kunaldasrathisethi2633 Год назад
Ha
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ମୋତେ ଖୁସି ଲାଗିଲା ❤️
@skingchhabinayak
@skingchhabinayak Год назад
ଯାହ ହଉ ଭାଇଙ୍କୁ ଏମିତି Love ❣️ କରୁଥାଅ 🙏🕊️🙏.....
@Aadivasiodia
@Aadivasiodia Год назад
କାହାର ହଗିଲା ମୁତିଲା ଭିଡିଓ ନ ଦେଖି ଏ ଭାଇଙ୍କ ଭିଡିଓ full time ଦେଖିବା ଭଲ ❤
@manjupatel5516
@manjupatel5516 Год назад
Right
@Rashmicartoon0098
@Rashmicartoon0098 Год назад
😂😂😂😂 ri8
@Santosumi-prarthana
@Santosumi-prarthana Год назад
🤣🤣 ହଗିଲା ମୁତିଲା
@sonalisahu2912
@sonalisahu2912 Год назад
😂😂
@HemantaSabar-kz1sv
@HemantaSabar-kz1sv Год назад
100%right
@chiku4140
@chiku4140 Год назад
ଆମ ଓଡ଼ିଆ ଭାଷାରେ କଥା ହେଲ ବହୁତ ଭଲ ଲାଗିଲା ଯାହାବି ହେଲେ ଇଂରାଜୀ ଭାଷାରେ କହିବାକୁ ପଡିବ 🌹💐🌷🌸🌺💐🏵️❤️
@subratsahu3841
@subratsahu3841 Год назад
ଭାଇ ସେଠି ଓଡ଼ିଆ ରେ କଥା ହେବା ର ଦେଖି ବହୁତ୍ intresting ଲାଗିଲା Love from Mayurbhanj ❤ Jay jagannath 🙏
@priyadarsini5892
@priyadarsini5892 Год назад
ଭାଇ ସେ ଲୋକ ମାନେ ଯେମିତି ତମକୁ ଦେଖୁଛନ୍ତି ଦେଖିକି ହିଁ ଡର ଲାଗୁଚି,ସେଇ ଜାଗାରେ ତମେ ଏକୁଟିଆ ବୁଲୁଚ salute bhai😂
@Healthin2791
@Healthin2791 Год назад
ଭାଇ ତମେ ସେଠି ବାହା ହେଇଯାଅ ଆମ ଓଡିଶା କୁ ନେଇ ଆସ ତମ ସ୍ତ୍ରୀ ଙ୍କୁ god blesss u
@mkofstatus
@mkofstatus Год назад
ଭାଇ ଏୟାକୁ ଗୋଟେ ଆଣିଦିଅ ବାହା ହେବ ଏ ଭାଇ 😂😂😂
@rjsoy4432
@rjsoy4432 Год назад
First Experiance ନେଲା ପରେ ବାହା ହୁଅନ୍ତି 😅
@Hansdah407
@Hansdah407 Год назад
😂😝😂🤣🥵🥵🥵🥵🥵
@mdqueen329
@mdqueen329 Год назад
😂🤣😂🤣
@bhumiakel9460
@bhumiakel9460 Год назад
😂😂😂
@birbirsamundaproduction7673
ବୋହୁତ ଖୁସି ଲାଗିଲା ଆଜି ତୁମ ସାନ୍ତାଳୀ ସାଙ୍ଗ ଗୋଟେ ପାଇଥିବାରୁ...
@trilochananayak2590
@trilochananayak2590 Год назад
🙏jay jagannath 🙏 🚩🚩🚩🚩🚩
@ajitsahu09
@ajitsahu09 Год назад
କହି ଜାଣିଲେ କଥା ସୁନ୍ଦର ନାଇ ଜାଣିଲେ ମଥା ସୁନ୍ଦର ❤️ବହୁତ ଭଲ ଲାଗିଲା 🇮🇳
@prajaktasvlog06
@prajaktasvlog06 Год назад
Sara duniya ku odia sikheiki asa❤️❤️ Jay Jagannath 🙏🏻🙏🏻🙏🏻
@shreechandan143
@shreechandan143 Год назад
ଆଜି ବହୁତ ଖୁସି ଲାଗୁଥିବ କାରଣ ଓଡ଼ିଆ ଖାଦ୍ୟ ଏବଂ ସାଙ୍ଗ ଏକାଠି ପାଇଥିବାରୁ ଜୟ ଜଗନ୍ନାଥ
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏
@Ashokkumar-uw7hb
@Ashokkumar-uw7hb Год назад
.....
@debasisdishaexpress
@debasisdishaexpress Год назад
❤ ବହୁତ୍ ମଜା ଆସୁଛି ଭିଡିଓ ଦେଖି
@GuluSakti-qh2pt
@GuluSakti-qh2pt Год назад
ଭାଇ ସତରେ ଅଲଗା ଦେଶରେ ଯଦି ଆମ ଦେଶର ଲୋକ ମିଳିଜାନ୍ତି ଭାରି ଖୁସି ଲାଗେ ଭଲ ଲାଗିଲା ଏତେ ଦିନ ପରେ ମୋ ଭାଇ ଖୁସିରେ ଖାଇବା ଖାଉଛି ପୁଣି ଭାରତ ଖାଇବା। ଜୟ ଜଗନ୍ନାଥ ଭାଇ ଭଲ ରେ ରୁହନ୍ତୁ
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏
@jagadishpattanaik707
@jagadishpattanaik707 Год назад
ଲବ ଭାଇ ସବୁ ଜାଗାରେ ତମର ସାଙ୍ଗ ଅଛନ୍ତି, ଦେଖି ବହୁତ ଖୁସି ଲାଗିଲା । ସେମାନେ ତମକୁ ସାହାଯ୍ୟ ବି କରୁଛନ୍ତି ବହୁତ ବଢିଆ.... ❤❤ ମୁଁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରୁ ତମ ସବୁ ଭିଡ଼ିଓ ଦେଖୁଛି, ଭଲ ଲାଗୁଛି । ଧନ୍ୟବାଦ ❤❤
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 🚩🚩🚩❤️🚩🚩🚩
@bhagabanpradhan7500
@bhagabanpradhan7500 Год назад
ବଢ଼ିଆ ବର୍ଣନା ଭାଷା କହିବାଶୈଳୀ ଶଙ୍କର ଭାଇଙ୍କ ଭଳି ଭାବିଲି ତାଙ୍କ ସାନଭାଇ ବୋଲି ଶୁଦ୍ଧ ଓଡ଼ିଆ ଉଚ୍ଚାରଣ। ମାନିବାକୁ ପଡ଼ିବ ଆଗେଇ ଚାଲ ଧନ୍ୟବାଦ ମା ତାରିଣୀ
@sumanishere5161
@sumanishere5161 Год назад
ମୁ ଗୋଟେ ଜିନିଷ ନୋଟିସ କରିଲି ସବୁଠୁ intresting କଥା ହେଉଛି ଆପଣ vlog ବନେଇଲା ବେଳେ ଆପଣ ଙ୍କୁ ସବୁ Africa ର ଲୋକ ମାନେ ବୁଲି ବୁଲି ଦେଖୁଚନ୍ତି ଆଶ୍ଚର୍ଯ୍ୟ ହୋଇକି😉❤️
@dipakkumarbal8318
@dipakkumarbal8318 Год назад
ବହୁତ ଖୁସି ଲାଗିଲା ସାନଭାଇ l ଅଜସ୍ର ଅଭିନନ୍ଦନ ଆପଣଙ୍କୁ l ଜୟ ଜଗନ୍ନାଥ 🙌
@trilochananayak2590
@trilochananayak2590 Год назад
ଜୟ ଜଗନ୍ନାଥ 🚩
@B.NBOYOFFICEL
@B.NBOYOFFICEL Год назад
ଯାଇଛନ୍ତି ଓଡ଼ିଶାରୁ,,, Blogging କରୁଛନ୍ତି ଆଫ୍ରିକାରୁ, ନାଁ ଟି ତାର ଲବ,,,,,,, ଓଡ଼ିଶାର ନାଁ ରଖିବ,,, ❤ଜୟ ଓଡ଼ିଶା ❤
@rollymurmuofficial272
@rollymurmuofficial272 Год назад
Mast shyri👍👍👍👍👍
@KUMARmurmu777
@KUMARmurmu777 Год назад
Nice quotation.....🎉
@sukantkanhar8959
@sukantkanhar8959 Год назад
Nice
@Harharmahadev20748
@Harharmahadev20748 Год назад
👏👏
@sonasabar4456
@sonasabar4456 Год назад
Wonderful quotation 🔥🔥
@mkofstatus
@mkofstatus Год назад
କାଲିର ଭିଡ଼ିଓ ରେ ଲବ ଭାଇର ପ୍ରେମ କାହାଣୀ କେମିତି ଲାଗିଲା ଗୋଟେ 👍👍👍
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ଦୁଃଖ ଲାଗିଲା 😢
@Kap1011
@Kap1011 Год назад
ଭାଇ ବହୁତ୍ ମଜା ଲାଗୁଛି,, ଭଗବାନ ତୁମର ମଙ୍ଗଳ କରୁ,, ଜୟ ଜଗନ୍ନାଥ
@ashokkumarbhuyan3937
@ashokkumarbhuyan3937 2 месяца назад
ବହୁତ ସୁନ୍ଦର ହେଇଛି। ଖଣ୍ଟି ଓଡ଼ିଆ ଭାଷା ଶୁଣି ବହୁତ ଭଲ ଲାଗିଲା।
@DrBibhutiPBarik-xe3bb
@DrBibhutiPBarik-xe3bb Год назад
ଭାଇ ତୁମେ ବହୁତ ଦୂର କୁ ଯାଇ ବୁଲି ପାରୁଛ, ଜୀବନ କୁ ଉପଭୋଗ କରୁଛ , ତୁମେ ପ୍ରକୁତରେ ଭାଗ୍ୟବାନ, ଜଗନ୍ନାଥ ତୁମ କୁ ଆଶୀର୍ବାଦ କରନ୍ତୁ
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏
@MULTIOBSERVER
@MULTIOBSERVER Год назад
ନାହିଁରେ ଭାଇ କୁହ ଆମେ ପୃଥିବୀର ସ୍ଵର୍ଗରେ ଅଛେ ଦୂରରେ ଥାଇ ଦେଖ ଯିବା କଥା BHABANI VARI DANGER JAGA
@bijayalaxmimishra6241
@bijayalaxmimishra6241 Год назад
​Bahut sundar laghuc hai vai. Africa. Am. Bhubaneswar rahi ki. Dekhuchhi jay. Jaganatha
@BhojrajMallik
@BhojrajMallik 10 месяцев назад
B. C. C. C. C. C. C. C. V. C c c. C. C. C. Ccc c. C. C. C. C. V. C c. V x c. C. V. C c. Cc. C. C cx. C. C. C. C c cc cc cccvc. C. Cc. C. Cc xccc cc cc ccc c cx cc. C c cx. Xc. C. C. C. C. C. C. C. C. C cccc. Ccvcc cx. Cbc cvc xc xc. C. Bcx c xbxbc. Bv c c. C c. C. X. C c vv x. C. Xv cc cc c c. B v. Cc. .v x. Nvc. C vc. V c. V. C. V v vc BC cc. V. C c c cc c c c . C vmavvavdmscmmvmmdm mcmmmscdddmmmmsdmmdCc c
@msubhramanyumrao7062
@msubhramanyumrao7062 9 месяцев назад
​@@trilochananayak2590😊~}}8878🎈]]l🤣😊😊😊😊😊
@rinkusahu9316
@rinkusahu9316 Год назад
ବନ୍ଦେ ଉତ୍କଳ ଜନନୀ ❤❤❤❤ love from deogarh ❤❤
@ChandanBehera-wi6dn
@ChandanBehera-wi6dn Год назад
ଭାଇ ତମେ ବହୁତ ଠକ କହିଲ କି 100k suscribe ହେଲେ କହିବ କି କଣ କର ଆଉ କୋଉଥି ପାଇଁ ଆଫ୍ରିକା ଯାଇଚ କହିବ ବୋଲି କିନ୍ତୁ 100k suscribe ହେଲା ପରେ ବି କହିଲାନି😄😄😄 ଭାଇ ତମ ର ସବୁ ଭିଡ଼ିଓ ବହୁତ ଭଲ ଲାଗୁଛି ।
@Aarti-uj3tl
@Aarti-uj3tl Год назад
1...🤣😂 ମତେ ସେଇଠି ଛାଡେ,ତାପରେ ପଇସା ଦେବି,.... 2..ଖୁଚୁରା ଅଛି,🤣 3..କେମିତି ଅଛ ମାଉସୀ 😆 ବହୁତ୍ ବଢିଆ ଭାଇ ,,ଏମିତି ଖୁସିରେ ରୁହ ସବୁବେଳେ,GOD BLESS YOU 🥰🙌
@manojfine7386
@manojfine7386 Год назад
Sothara bhauta bhalo laguche tinka katha sunike 😁😁😁
@bisheswarpoleibisheswarpolei
Video ta bohut bholo lagila bhai
@sksidharthofficial3263
@sksidharthofficial3263 Год назад
ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ ଆଶୀର୍ବାଦ ଦରକାର -🙏😚
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ଏ ଭାଇ ଭଳି vloging କର suport ନିଶ୍ଚିନ୍ତ ମିଳିବ❤️❤️❤️
@bablybhoi
@bablybhoi Год назад
good❤❤❤
@krishnamotivation-4u
@krishnamotivation-4u Год назад
Finally ଆମ ଭାଇଙ୍କୁ ନିଜ ପସନ୍ଦର ଖାଦ୍ୟ ମିଳିଗଲା ❤️
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ହଁ ଭାଇ 👌
@artasir1391
@artasir1391 Год назад
ଭାଇ ନମସ୍କାର। ଆପଣ ବହୁତ ଭାଗ୍ୟବାନ କାରଣ ଆପଣ ଯେଉଁ ସବୁ ସ୍ଥାନରେ ବିଦ୍ୟମାନ ଅଛ ଏହା ଆମ୍ଭ ମାନଙ୍କ ପାଇଁ ସ୍ଵପ୍ନ । ଆପଣଙ୍କ ଏହି ମହାନୁଭବ ପାଇଁ ହୃଦୟରୁ ସମ୍ମାନ କରୁଛି।
@trilochananayak2590
@trilochananayak2590 Год назад
🚩ଜୟ ଜଗନ୍ନାଥ 🚩
@sanjeetbehera5620
@sanjeetbehera5620 Год назад
Your presentation and confidence is top class...
@sipusethi3450
@sipusethi3450 Год назад
ଆପଣଙ୍କ ଭିଡିଓ ରୁ ବହୁତ କିଛି ଶିଖିବାକୁ ମିଳୁଚି l ଧନ୍ୟବାଦ୍ 🙏🙏
@Freshodia
@Freshodia Год назад
2024 ରେ ଭାଇଙ୍କର 1 million complete ଅତି ଶୀଘ୍ର ହୋଇଯିବ।
@rajureetasibanichannel5305
@rajureetasibanichannel5305 Год назад
ଭାଇ ମୁ ତମ video କୁ କେବେ miss କରିନି ମୋତେ ବହୁତ ଭଲ ଲାଗେ
@sisiranaik9741
@sisiranaik9741 Год назад
ଏଇ ଭାଇଙ୍କୁ ବହୁତ Support କର ଯେତେ ପାରୁଛ Like,Share & Subscribe କର .... ଭାଇ ଆମକୁ ବହୁତ କଷ୍ଟ କରିକି ଅନ୍ୟ ଦେଶର ଭାଷା,ପରମ୍ପରା,ସେଠାକାର ପରିସ୍ଥିତି ସବୁକିଛି ଦେଖାଉଛନ୍ତି .... ❤❤❤❤❤❤❤
@daspestcontrol7552
@daspestcontrol7552 Год назад
Laba bhai! Gote katha kahibi...Discovery re emiti lagunathila jemiti ethi laguchi tuma channel re - pura nijara nijara bhali laguchi e wild Africa view, khas kari jehetu mo Odia bhai kari pathouchi boli sidha aama Odia deshaku! Sidha Africa ru telecast aama Odisha pain sepcially na, sethi pain! Salute!!
@WilliamBhuyan143
@WilliamBhuyan143 8 месяцев назад
Thank you ଭାଇ ଆପଣଙ୍କ 100% Salut odisha ରୁ ବାହାରେ ଦେଶରେ ଯାଇ video ବନେଇ ବହୁତ muskil but ତୁମେ ମହାନ
@ChhabilalGond1244
@ChhabilalGond1244 Год назад
ଶୁଭ ସକାଳ ଜୟ ଜଗନ୍ନାଥ ଜୟ ଓଡ଼ିଶା ବହୁତ ମଜା କରୁଛ ଭାଇ ଆଜି ଦିନଟା ସାରା ଖୁସି ରେ କଟୁ
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ଆଜି ଦିନଟି ବହୁତ ଖୁସିରେ ଯାଉ ଲବ ଭାଇର 👌
@anjusexpress9073
@anjusexpress9073 Год назад
ଆଜି ର ଏହି ଭିଡ଼ିଓ କୁ ଦେଖିବାକୁ କିଏ କିଏ ଅପେକ୍ଷା କରିଥିଲେ ମୁଁ ତ ବହୁତ୍ excited ଥିଲି ଗୋଟେ👍🏻👍🏻👍🏻
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ମୁଁ ପୁରା ଅନେଇ ବସିଥିଲି 👌
@sidharthkumar126
@sidharthkumar126 Год назад
ଲବ ଭାଇ. ଏବେ ଖାଲି ଅପେକ୍ଷା ରେ ରହିଲୁ,ତମର👉 ❤ଦମନ❤ ଦେଖିବାକୁ 👍ଆଉ ବହୁତ exited ବି ଅଛୁ.❤❤❤❤
@sudhir740
@sudhir740 Год назад
Laba bhai tamaku mani baku padiba jahahau odia pila heiki bahar desha re buli parucha ama odisha pain garba thank you laba bhai🙏🙏🙏🙏
@milanmilan7830
@milanmilan7830 Год назад
ଭାଇ ଆପଣଙ୍କ ଭିଡ଼ିଓ ଦେଖିବାକୁ ବହୁତ୍ ମଜା ଲାଗୁଛି 🤪🤩👍
@RMalik110
@RMalik110 Год назад
ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 🙏
@Sudarshan9029
@Sudarshan9029 Год назад
ଭାଇ ତମ ଭିଡିଓ ଦେଖି ବହୁତ ଭଲ ଲାଗୁଛି। ମୋତେ ବି ଏମିତି ବାହାରକୁ ଯିବା କୁ ଇଛା ହେଉଛି। ଜୟ ଜଗନ୍ନାଥ 🙏🙏🙏
@Dhemssaherobabula
@Dhemssaherobabula Год назад
ଆମେ ଓଡ଼ିଆ ସବୁଠୁ ବଡିଆ , ଜୟ ଜଗନ୍ନାଥ , ବନ୍ଧେ ଉତ୍କଲ ଜନନୀ
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 🙏ଜୟ ଓଡିଶା 🙏
@karanrout8635
@karanrout8635 8 месяцев назад
ଅତି ସୁନ୍ଦର ଭିଡ଼ିଓ brother 👌🏻👌🏻👌🏻🙋🏻‍♂️❤️
@RKSTARINSTALOVER
@RKSTARINSTALOVER 6 месяцев назад
ଭାଇ ବହୁତ ସୁନ୍ଦର ହେଇଛି
@gugulsugulvlog123
@gugulsugulvlog123 Год назад
ଭାଇ ବହୁତ୍ ସୁନ୍ଦର vlog God bless you
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 🚩🚩🚩🚩🚩
@foryoucreation8591
@foryoucreation8591 Год назад
ଭାଇ ଜୟ ଜଗନ୍ନାଥ ❤❤❤ ଆପଣକୁ ହୃଦୟରୁ ପ୍ରଣାମ 🙏🙏 ଖୁବ୍ ସୁନ୍ଦର ଲାଗୁଛି ତୁମ କଥା କହିବାର ଶୈଳୀ 😊 ଭାଇ ଏମିତି ଆଗକୁ ମାଡିଚାଲ ❤❤
@rakeshksamal5354
@rakeshksamal5354 Год назад
𝓘 𝓵𝓸𝓿𝓮 𝔂𝓸𝓾 𝓫𝓻𝓸 ❤❤❤
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ଲବ ଭାଇନା ତମ କଥା ଗୁଡାକ ଭାରି ମଜାଳିଆ ଲାଗୁଛି 👌
@suryacreations3611
@suryacreations3611 Год назад
ରୁପା ପିଣ୍ଟୁ କୁ ଛାଡି ଭାଇ କୁ ସପୋର୍ଟ କର ଆମ ପାଇଁ ଭାରତ ବାହାରେ ଭିଡିଓ କରୁଛନ୍ତି ❤❤
@Odiaparampara-uu6jk
@Odiaparampara-uu6jk Год назад
Right 👍🏻
@Nijanand143
@Nijanand143 Год назад
ଆପଣ ଠିକ୍ କହିଛନ୍ତି।
@rabi945
@rabi945 Год назад
Right
@lipu9198
@lipu9198 Год назад
Are Bhai se Rupa pintu kie mu ta janini...aji RU-vid re search maribi sie kie dekhibi
@prabhasinijena9651
@prabhasinijena9651 Год назад
ସତ କଥା
@jitendrabehera4903
@jitendrabehera4903 Год назад
Jay.jagannath.madilal vhae❤
@niranjanmaity8227
@niranjanmaity8227 Год назад
ଜୟ ଜଗନ୍ନାଥ 🙏🙏 ଭାଇ ଆମର ଟିକେ ଦୁଷ୍ଟ.. ଟିକେ ଚଗଲା ଖୁବ ସୁନ୍ଦର ଲାଗିଲା...👍👍👍
@nigomnaik9834
@nigomnaik9834 Год назад
ଭଲ ଲାଗୁଛି ତମର ସବୁ ଭିଡ଼ିଓ ଭାଇ ମୁଁ ଘଟଗାଁ ତାରିଣୀ ମନ୍ଦିର ପାଖ ରୁ 👌👍👍
@mituodiavlogs6995
@mituodiavlogs6995 Год назад
Ur behev& attitude actually odisha ra odia pua❤
@biruamamalaxmi541
@biruamamalaxmi541 Год назад
@minifoodsodishastyle
@minifoodsodishastyle Год назад
Odisha basi chanhile auu Indian mane chanhile 1 moths bi bhai 1 million heipariba bhainka jatra bahut sahaj auu sundar bhabare safhala hei prabhunka pakhare prathana Jay jagannath ❤🎉🎉🎉🎉🎉🎉🎉❤❤❤
@santoshofficial7037
@santoshofficial7037 Год назад
ବହୁତ ଖୁସି ଲାଗ୍ ଲା ଦାଦା ତୁମର୍ video ଦେଖିକରି ଭଲ୍ ସେ ରୁହ ଦାଦା ଇଟା ହି ମାଁ ସମଲେଶ୍ଵରୀ କେ ଦୁଆ ମାଗୁଚେ ଜୟ କୋଶଳ love from Boudh ❤️❣️🥰😘🤟🏻❤️❤️❤️
@manasdas5715
@manasdas5715 3 месяца назад
ବହୁତ ସୁନ୍ଦର ପ୍ରୟାସ,ଜହାହେଉ ଭାରତର ଜଣେ ଝିଅ କେନିୟା ବେଶଭୁଷା ରେ ବହୁ କଷ୍ଟରେ ଏକ remote area ରହୁଛନ୍ତି, ବହୁତ ଭଲ ଲାଗିଲା 👌👍
@SnjSports-ep4xi
@SnjSports-ep4xi Год назад
ଆଫ୍ରିକା ରେ ମାଣ୍ଡୁ ଗୋଟିଏ ଖୋଜ ଭାଇ 😍😍😍😍
@damusingbhatara3894
@damusingbhatara3894 Год назад
ବହୁତ ଭଲ ଲାଗିଲା ❤❤❤ କେମିତି ଅଛନ୍ତି ଭାଇ
@surendrabarad5260
@surendrabarad5260 Год назад
ଜୟ ଜଗନ୍ନାଥ, ଜୟ ଓଡ଼ିଆ ଭାଷାର ମହତ୍ ଉଦ୍ଦେଶ୍ୟ regards to others 🙏🙏
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ଆମେ ଓଡ଼ିଆ 👌 ଭାରି ବଢିଆ 👌
@Ramaharijan-i8i
@Ramaharijan-i8i 6 месяцев назад
Bhai so beautiful video 👍
@KaberiBiswal-d6v
@KaberiBiswal-d6v Год назад
Madhya bahut Bhala laguchi tomato sab video Jay Jagannath like 👍👍🙏🕉️🤝🆗👍💯
@babajidayanandadas
@babajidayanandadas Год назад
ଲବ ତୁମ ପ୍ରତିଭା ସବୁ ଦେଖୁଛି, କୁହ କେବେ ପ୍ରଧାନମନ୍ତ୍ରୀ ହେବ,ଆହୁରି ଖୁସିହେବୁ ନମୋ ନାରାୟଣ ସ୍ବାମୀ
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ଇଣ୍ଡିଆ ଆସିଲେ 😄
@chintu-cartoon-world
@chintu-cartoon-world Год назад
Laba Bhai no 1 international vloger. Jaldi Bhainkara 1M subscriber heijau❤❤👌👍
@comedyking14343
@comedyking14343 Год назад
ତମ ଭିଡ଼ିଓ ଦେଖି ମୋତେ ବହୁତ ଭଲ ଲାଗୁଛି ଭାଇ /ଆମ ମୟୁରଭଞ୍ଜ ପିଲା ଅଲଗା ଦେଶ କୁ ଜାଇ ଭିଡ଼ିଓ ଵଣୌଚ ଆମକୁ ଗର୍ବ ଲାଗୁଚି ଜୟ ମୟୁରଭଞ୍ଜ ଜୟ ଓଡିଶା 🙏
@ranjitamishra4538
@ranjitamishra4538 Год назад
🎉nuajaga dehucha Val laguche
@ChandanNaik-mj4se
@ChandanNaik-mj4se 7 месяцев назад
Mate bahut maja laguchi Bhai apananka video dekhiki
@khusichattips3443
@khusichattips3443 Год назад
ଜୟ ଜଗନ୍ନାଥ ଭାଇ ❤🙏 ବହୁତ ବଢିଆ Vlog Keep it up 🥳
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ବହୁତ ବଢିଆ vlog 👌
@Srusti880
@Srusti880 Год назад
ଶୁଭ ସକାଳ ଭାଇ ା ବହୁତ ମଜା ଲଗିଲା
@ffodishagamer7487
@ffodishagamer7487 Год назад
ମୋତେ ବହୁତ ମଜା ଲାଗୁଛି😊😊 ଭାଇ love you from Bhadrak
@deepakgamer2083
@deepakgamer2083 7 месяцев назад
ଭାଇ ଆପଣଙ୍କ ଜୀବନଟା ଧନ୍ୟ ହଇଗଳା
@babulanayaknayak5275
@babulanayaknayak5275 Год назад
Jay jagannath bhai
@rakeshcreationhd5358
@rakeshcreationhd5358 Год назад
ଭାଇ ପାଇଁ ଗୋଟେ like 👍 ହେଉ ❤
@MBJ-LOCAL-BOYS-vg5xc
@MBJ-LOCAL-BOYS-vg5xc Год назад
ଭାଇ ତୁମ ଭିଡିଓ ଦେଖିଲେ ଲାଗୁଛି ଯେମିତି ହୋଳିଓଡ ମୁଭି ଦେଖୁଛି ସୁପର ହିଟ ଆପଣଙ୍କର ସବୁ ଭିଡିଓ ହେବ ଜୟ ଜଗନ୍ନାଥ😊😊😊😊
@rashmi6884
@rashmi6884 Год назад
ଓଃ ଭାଇ। ଜୟ ଜଗନ୍ନାଥ। ଏତେ talent କଉଠୁ ଆଣିଲ।
@trilochananayak2590
@trilochananayak2590 Год назад
ଜୟ ଜଗନ୍ନାଥ 🙏
@aswinisamal7618
@aswinisamal7618 Год назад
ବହୁତ ଭଲ. ଅଗୁକୁ ଆଗକୁ ଆହୁରି ଉନ୍ନତି କର ଜୟ ଜଗନ୍ନାଥ
@dasharathanaik5030
@dasharathanaik5030 Год назад
english odia misamisi Helebi VDO T sundar lagila, tanks BHAI.agaku madi chala amebi odisare thai enjoy karuthau.
@s.khesatecth5157
@s.khesatecth5157 Год назад
ବହୁତ ଭଲ ଲାଗିଲା ଲବ ଭାଇ ଏହି video❤
@Samuelkumar13
@Samuelkumar13 Год назад
ଧନ୍ୟବାଦ ଭାଇ ଟୁଙ୍ଗୁରୁ ଭୋଳ...ଏତେ ଭଲ ଭଲ ବାହାର ଜାଗା ର ଦୃଶ୍ୟ ଦେଖେଉଚ ❤️
@tnsking738
@tnsking738 Год назад
😂🤣
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ଟୁଁଗୁରୁ ଭାଇ ବହୁତ ଭଲ ଭିଡ଼ିଓ ଛାଡ଼ୁଛନ୍ତି 👌
@JINEX04
@JINEX04 Год назад
ଆରେ ମାଘିୟା ଟୁଙ୍ଗୁରୁ କାହାକୁ କହୁଛୁ କିରେ ମାଘିୟା । ତୋ ଗାଣ୍ଡିରେ ଦମ୍ ଅଛି ଏମିତି କା ଜାଗା ଦେଖିବା ପାଇଁ।
@JINEX04
@JINEX04 Год назад
ଯଦି ତୋତେ ଲୋବ ଦା ର ଭିଡିଓ ଗୁଡ଼ା ଭଲ ଲାଗୁଛି ତୋ ଭଲ ଭଲ comments କର ଆଊ ଏମିତି ଚୋଡା ଛୋଡ଼ି ହୋଇ comment ଦବୁ ତୋ ଏମିତି ଦି ଅକ୍ଷରିଆ ଭାଷା ଶୁଣିବୁ ଶୁଣିବୁ। ଆମା ଲୁତୁର ଆର ଡ୍ଡେକେ ସେନ ଖାଁ ମାୟାମ ଗେ ଓଡ଼କୋଆ ବୁଝାଉ ହୋ ବାମ ବୁଝଉ ଦାଲେଆ ହା।
@Samuelkumar13
@Samuelkumar13 Год назад
@@trilochananayak2590 tamku nai bhai aau jane jinex naa kan jee tanke kahile aago.. Bhai tame kuha Lobo bhai nije kahile ki nai tankar gote video re Tunguru bholo boli.. Ea kain chhoda chodi katha kahuchi aago
@barihababuofficial7356
@barihababuofficial7356 Год назад
ବହୁତ୍ ବଢିଆ ଲାଗିଲା ଭାଇ ଭିଡ଼ିଓ ତୁମେ ଓଡ଼ିଆ ଭାଷାରେ African mankar ସଙ୍ଗେ କଥା ହେଲ ଯେ ।😀😀🥰🥰
@coolboy2202
@coolboy2202 Год назад
😆😆😆 hasi hasi Peta khrp heigala,,,Toka ra sence of humer 👌👌👌 Munda khrp Toka amr
@ajayakumarsahu7091
@ajayakumarsahu7091 Год назад
Bahut sundar video 🙌👌👍❤️
@royalbikascreation5846
@royalbikascreation5846 Год назад
ଯାହା ହଉ ଭାଇ ବିଦେଶ ରେ ଯଦି ଜଣେ କେହି ଆମ ଭାରତୀୟ ଲୋକ ସହ ଭେଟ ହେଇ ଯାଏ ତ ବହୁତ୍ ନିଜର ନିଜର ଲାଗନ୍ତି ଆଉ ଖୁସି ବି ଲାଗୁଥିବ ଭାଇ . ଯାହା ହଉ ଭଲ ରେ ରୁହ ଭାଇ ଜୟ ଜଗନ୍ନାଥ
@trilochananayak2590
@trilochananayak2590 Год назад
🙏ଜୟ ଜଗନ୍ନାଥ 🙏 ବହୁତ ଖୁସି ଲାଗିଲା ଭାରତୀୟ ଲୋକ ମିଳିଗଲେ 🙏
@Adityafoodandvlogs
@Adityafoodandvlogs Год назад
ବହୁତ ଭଲ ଲାଗିଲା ❤ମନ ଖୁସି ହେଇଗଲା
@munnakumarbabita423
@munnakumarbabita423 Год назад
So nice guru 👍
@BITANLUGUNbitanlugun-qk9nt
@BITANLUGUNbitanlugun-qk9nt 6 месяцев назад
Bahuto bholo lagila video
@mamasenapati545
@mamasenapati545 Год назад
Seriously bahut maja laguchhi mote video dekhiki lagila mu africa re buluchi 👍🏼
@haripadadeo6589
@haripadadeo6589 Год назад
ଆଜିର video 📸 ଟା ଭଲ ଲାଗିଲା ❤
@Bunny___biker
@Bunny___biker Год назад
Odisha ra garba tame ❤
@trilochananayak2590
@trilochananayak2590 Год назад
ଜୟ ଜଗନ୍ନାଥ 🙏
@pabitranayak3445
@pabitranayak3445 Год назад
ଭାଈ ତମ ଭିଡିଓ ମୋ ମନକୁ ଛୁଇଁ ଚି ❤ ଅତି ସୁନ୍ଦର
@KULU-ub2tt
@KULU-ub2tt Год назад
Jai Jagannath
@prakashsahoo7848
@prakashsahoo7848 Год назад
ମାନିବାକୁ ପଡିବ ଭାଇ ତୁମକୁ, ଯାହାହେଉ, ସବୁ ତକ କଥା ଓଡ଼ିଆ ରେ ହିଁ ହେଉଥିବାରୁ ବହୁତ ମଜା ଲାଗୁଚି, ପରିବା ଦର ଏତେ ଉଚ୍ଚା ଆଫ୍ରିକା ରେ, ଦେଖି ଆଶ୍ଚର୍ଯ୍ୟ ଲାଗୁଚି, ମୁଁ ତୁମର ଜଣେ subscriber ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି, ଧନ୍ୟବାଦ, ଈଶ୍ୱର ତୁମକୁ ସହାୟ ହୁଅନ୍ତୁ 🙏🏿
@truptimayeesahu6991
@truptimayeesahu6991 Год назад
Gd morning bhai❤ from angul....I hope Tamara Africa trip jaldi valare valare end hau...aau tame next alaga country ku travel kara.. Jai jagannath
@PADANSORENRCKola
@PADANSORENRCKola Год назад
ଲବ ଭାଇ କୁ କିଏ କିଏ ଦିଲ୍ ସେ ❤️ ଭଲ ପାଅ Like କର ....
@sidharthasankarbiswal7675
@sidharthasankarbiswal7675 Год назад
Wow bro, U r carrying odisha always in ur heart❤❤
@trilochananayak2590
@trilochananayak2590 Год назад
🙏jay jagannath 🙏
@ajaykumarmishra9443
@ajaykumarmishra9443 Год назад
ବହୁତ ସୁନ୍ଦର
@debasishcreative9853
@debasishcreative9853 Год назад
ଭାଇ ଓଡିଆ ଭାଷାକୁ ବିଶ୍ୱସ୍ତରରେ ପହଁଞ୍ଚାଇଥିବାରୁ ବହୁତ ଧନ୍ୟବାଦ❤ Love from Mayurbhanj Bangriposi❤
@agaming1367
@agaming1367 Год назад
ଭାଇ ଏମିତି ଆଗକୁ ମାଡିଚାଲ। ତୁମ ଭିଡିଓ ଦେଖିବାକୁ ଆମେ ବତକ ଭଳିଆ ଚାହିଁଛୁ। ଜୟ ଜଗନ୍ନାଥ। 🙏🙏🙏
@JCBXpertTiTu
@JCBXpertTiTu Год назад
ଓଡ଼ିଆ ବୋଲି ମୁଁ ଗର୍ବିତ 🙏ଜୟ ଜଗନ୍ନାଥ 🙏ମୁଁ କେନ୍ଦୁଝର ରୁ ❤❤❤
@H.bhai_Reshma_Miku_creations
ମୁଁ ମଧ୍ୟ କେନ୍ଦୁଝର ଜିଲ୍ଲାରୁ
@chintu-cartoon-world
@chintu-cartoon-world Год назад
Love from Odisha Jay Jagannath 🙏
@jasenmarndi4723
@jasenmarndi4723 Год назад
Mostly from odisha 😊
@mamatagouda-h4m
@mamatagouda-h4m Год назад
I m very very happy to seen this type of different vlog
@ranjankumarrout6412
@ranjankumarrout6412 Год назад
Bhai bahut bahut dhanyawad. For making such informational videos.
Далее
iPhone Flip станет ХИТОМ!
00:40
Просмотров 84 тыс.