Тёмный

ଆଜି(23-09-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV 

JAY JAGANNATH TV
Подписаться 434 тыс.
Просмотров 5 тыс.
50% 1

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RU-vid: bit.ly/3KAQeyD
Twitter: bit.ly/38JpX3U
#mangalaalati #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Опубликовано:

 

22 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 416   
@basudebabhoi4882
@basudebabhoi4882 2 часа назад
ସେଇ ପଥେ ମୋତେ ନେଇଯାଅ ପ୍ରଭୁ ଯେଉଁଠି କଲ୍ୟାଣ ହେବ, ସେଇ ବୁଦ୍ଧି ଦେଇଥାଆ ପ୍ରଭୁ ଯେଉଁଠି ମଙ୍ଗଳ ହେବ।
@Renuka-Barik
@Renuka-Barik 2 часа назад
🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମୀ ସମସ୍ତଙ୍କୁ ଭଲରେ ରଖନ୍ତୁ ମହାପ୍ରଭୁ 🙏🙏🙏
@pratapkumarsahoo5811
@pratapkumarsahoo5811 2 часа назад
🙏🙏❤️ହେ 🙏🙏🙏ମହାପ୍ରଭୁ 🙏🙏🙏ମଙ୍ଗଳମୟ 🙏🙏🙏ଠାକୁର 🙏🙏🙏ଜଗତର 🙏🙏🙏ମଙ୍ଗଳ 🙏🙏🙏କରିଥାନ୍ତୁ 🙏🙏🙏ହେ 🙏🙏🙏ଠାକୁରେ 🙏🙏🙏ପ୍ରଭୁ 🙏🙏🙏ଶ୍ରୀ 🙏🙏🙏ଚରଣେ 🙏🙏🙏ଶରଣ 🙏🙏🙏
@narendravyas3704
@narendravyas3704 2 часа назад
Jay Jagannath Ji! Jay Subhadra Maiyaji! Jay Balramji! Jay Jay Jay Jagannath Ji Mahaprabhuji! Koti Koti Dandvat Pranams to their Lordships!
@RojiShaoo
@RojiShaoo 2 часа назад
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏 ଜୟ ଜଗନ୍ନାଥ 🙏🙏🙏ଜୟ ଜଗନ୍ନାଥ 🙌🙌🙌🙌
@asamanjasinhabarma946
@asamanjasinhabarma946 2 часа назад
জয় জয় মহাপ্রভু জগন্নাথ শ্রীচরণে প্রণাম 🙏🙏🙏🙏🙏🙏🙏🙏🙏🙏
@namitabiswal-go7vt
@namitabiswal-go7vt Час назад
ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏🙏ଶୁଭ ସକାଳ ହେ ମଣିମା 🙏🙏
@rabindrapatro3569
@rabindrapatro3569 2 часа назад
ହେ ପ୍ରଭୁ ଇଛାମୟ ମୁଁ ମୋ ପରିବାର ସହ ଶ୍ରୀ ଚରଣ ରେ ଅନନ୍ତ କୋଟି ପ୍ରଣାମ ଦଣ୍ଡବତ ଜଣାଉଛି ମଣିମା 🙏 କେଉଁ ଭଳି ମୋ ଅସୁବିଧାର ବର୍ଣନା କରିବି ପ୍ରଭୁ 🙏 ଆପଣକଂ ଭଳି ବଡ଼ ସାଆନ୍ତ ଥାଉ ଥାଉ ଆଉ ବା କାହାକୁ ମୋ ଦୁଃଖ ଜଣାଇବି ଠାକୁରେ 🙏କରି କରାଉଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ 🙏
@pradeepbehera1827
@pradeepbehera1827 Час назад
ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ପାଦପଦ୍ମ ରେ କୋଟି କୋଟି ପ୍ରଣାମ ହେ ପୁରୁଷୋତ୍ତମ। ସବୁବେଳେ ଭଲରେ ଥାଅ କାଳିଆ ଠାକୁର। ଆପଣଙ୍କର ମଙ୍ଗଳ ହେଉ ଦାମୋଦର। 🪷🪷🪷🪷⭕❗❗⭕🙏🙏🙏🙏❤️
@nabinbaisakha1454
@nabinbaisakha1454 2 часа назад
ଶୁଭ ସକାଳ ମଙ୍ଗଳ ଆଳତି ଦର୍ଶନ କରି ଭକ୍ତଙ୍କ ଭିଡ଼ ଜୟ ଜୟ ଜଗନ୍ନାଥ ମହାପ୍ରଭୁ
@sumitraranidas
@sumitraranidas 2 часа назад
ଜୟ ଜଗନ୍ନାଥ 🙏🙏🙏❤️❤️❤️🙏🙏🙏ପ୍ରଭୁ ମୁଁ ଜାଣେନା ମୋର କେଉଁଥିରେ ମଙ୍ଗଳ ହେବ, ମୋ ଭିତରେ ତୁମ ଇଚ୍ଛା ପୂରଣ ହେଉ 🙏🙏🙏❤️❤️❤️🙏🙏🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏🙏❤️❤️❤️🙏🙏🙏ମୋ ସ୍ୱାମୀ ଓ ପୁଅ କୁ ସଦପଥରେ ନିଅ🙏🙏🙏❤️❤️❤️🙏🙏🙏
@archanapanda3732
@archanapanda3732 Час назад
Jay shree Jagganath 🙏🙏 jay shree Jagganath ❤❤❤ Jay shree Jagganath 🪔🪔🪔
@krushnaprasadmohanta4308
@krushnaprasadmohanta4308 Час назад
🙏 Jai JAGANNATH Swamy, 🧡🧡 Nayana pathagamy Bhavatume... 🪔 Jai Jai Sri JAGANNATH.🙏🧡🙏
@rasmirekhadas-oh6kg
@rasmirekhadas-oh6kg 2 часа назад
Mahapravu 🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️
@damayantidas5308
@damayantidas5308 2 часа назад
❤❤❤❤❤ଜୟ ଜଗନ୍ନାଥ ହରିବୋଲ ହରିହରିବୋଲ ହେ ବାସୁଦେବ ହେ ମହାବାହୁ ହେ ପତିତପାବନ ଆପଣଙ୍କ ପାଦପଦ୍ମ ରେ ଆମମାନଙ୍କର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ମଣିମା ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ଜୟ ଜୟ ଜଗନ୍ନାଥ ଜୟ ପଞ୍ଚସଖା ହରେ ଜୟଜୟଦେବହରେ ❤❤❤❤❤❤
@arpitasahooalati346
@arpitasahooalati346 Час назад
Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama kara pravu
@suchismitasethi3411
@suchismitasethi3411 Час назад
ଓଁ କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ ପ୍ରଣତଃ କ୍ଳେଶନାଶାୟ ଗୋବିନ୍ଦାୟ ନମୋ ନମଃ। । ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ। ପ୍ରଣାମ ପ୍ରଭୁ ଦାମୋଦର। ।🪔🙏
@BasantaSahu-et9kc
@BasantaSahu-et9kc Час назад
Om namo Bhagabate Basudebaya Purussttamay Darubramhaya Jagannathaya Laxminarayanaya Laxminursingaya Radhaballvaya Krishnakeshabaya Madhabaya Zadabaya Gonindaya namo🙏🙏🙏🙏🙏🙏🙏🙏🙏🙏🙏
@gouttammunda412
@gouttammunda412 2 часа назад
Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@sangitabehera609
@sangitabehera609 2 часа назад
Manima nkara Jay heu 🙌🙌🙌🙌koti koti pranama Prabhu apana nka shree charana tale🙏🙏🙏🙏🙏🙏🙏🙌🙌🙌
@BikeshSahani
@BikeshSahani 2 часа назад
🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻 🪔🪔🪔जय लक्ष्मीनारायण हरी हरी 🙏🏻🙏🏻🙏🏻 🪔🪔🪔जय सूर्यनारायण हरी हरी 🙏🏻🙏🏻🙏🏻
@SunitaKandi-nj5xx
@SunitaKandi-nj5xx Час назад
jay jagantha Swami ❤nayana patha gami bhaba tume bhaba tume.... ⭕❗⭕.. ❤️🙏🏻
@Rasmita2863
@Rasmita2863 2 часа назад
ଜୟ ମହା ପ୍ରଭୁ ଙ୍କୁ କୋଟି କୋଟି ପ୍ରଣିପାତ ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ଜୟ ମଣିମା 🙏🏻🙏🏻🙏🏻❤️🙌🏻🚩
@Pinkybehera-u6d
@Pinkybehera-u6d Час назад
ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ବାଟ ମଙ୍ଗଳା ଜୟ ଶ୍ରୀ ସୁଦର୍ଶନ ମୋର ମନସ୍କାମନା ପୂରଣ କର ପ୍ରଭୁ ⭕‼️⭕🚩🙌🏻🙏🏻🌺🌸🪷🏵️🌼🌷🌹
@sukhmanianand1999
@sukhmanianand1999 11 минут назад
हरे कृष्ण हरे कृष्ण कृष्ण कृष्ण हरे हरे हरे राम हरे राम राम राम हरे हरे 🙇🏻‍♀️🌷🌹🌺🌸🍀🌼🌻🏵️🪔🦚🌈🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️
@Faltutokarafaltuvideo
@Faltutokarafaltuvideo Час назад
ଜୟ ଶ୍ରୀ ପତିତପାବନ. ହେ ମହାପ୍ରଭୁ ଜଗନ୍ନାଥ ତୁମେ ତ ସର୍ବବ୍ୟାପି ଠାକୁର 🙏
@NaliniPriyanka-r3z
@NaliniPriyanka-r3z Час назад
PaahipaahiJagannathaSwamy🙏🙏🙏paahipaahijagannathaMahaprabhu🙏🙏🙏
@bhabanisankarbal9293
@bhabanisankarbal9293 Час назад
ହେ ପତିତପାବନ ମଣିମା ପୁଅକୁ ଚାକିରି ଟିଏ କରେଇ ଦିଅ ମହାପ୍ରଭୁ ତୁମ ପାଦତଳେ ପୁଅକୁ ଝିଅ କୁ ସମର୍ପଣ କରି ଦେଲି ସାହା ହୁଅ ସାଆନ୍ତେ
@somanathdas686
@somanathdas686 2 часа назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏
@smitamahalik9180
@smitamahalik9180 Час назад
ଶ୍ରୀ ରାଧା ରାଧା ରାଧା
@pareshkumarbehera1483
@pareshkumarbehera1483 2 часа назад
ଜୟ ଶ୍ରୀଜଗନ୍ନାଥ*🙏
@Pinkybehera-u6d
@Pinkybehera-u6d Час назад
Jay Shree Ram Jay Shree Krishna Jay Shree Jagannatha ⭕❗⭕🙌🏻🚩🙏🏻
@puspanjalibehera4928
@puspanjalibehera4928 2 часа назад
Jay Jagannath Swami Nayana patha Gami Bhava Tu Me Saha Bharasa 🙏🙏🙏🙏🙏🙏 🙏🙏🙏🌹🌹🌹🌹🌹🌹🌹🌹🌹
@surajwankhede3730
@surajwankhede3730 Час назад
जय श्री रणछोड़राय महाराज की जय🚩☺️🙏 जय श्री द्वारकाधीश महाराज की जय🚩☺️🙏 जय श्री जगन्नाथ महाराज की जय🚩☺️🙏 हरि बोलो हरि हरि बोलो हरि हरि बोलो🚩☺️🙏
@ThinkAboutStudy
@ThinkAboutStudy Час назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😭🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sganeshbehera3886
@sganeshbehera3886 Час назад
Suprabhatam Hey 👋 Patitapabana Mahabahu Jagannath Swami
@kirtandas5865
@kirtandas5865 2 часа назад
ଓଁ ଶ୍ରୀ ଜୟ ଜଗନ୍ନାଥ ମହାପ୍ରଭୁ କୀ ଜୟ 🙏🌹🙏🌹🙏🌹❤️
@odgopalyt1839
@odgopalyt1839 Час назад
ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🌼🌹 🌺🌺🌹 🙌 🙏 🙏 🙏🙏🙏🙏🙏🙏🙏🙏
@lakshmichaurasiya4277
@lakshmichaurasiya4277 31 минуту назад
जय जगन्नाथ प्रभू मेरी अर्जी स्वीकार करो प्रभू सीता राम सीता राम सीता राम सीता राम सीता राम
@puspanjalipradhan3336
@puspanjalipradhan3336 51 минуту назад
ରାଧେ ରାଧେ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମଣିମା ପ୍ରଣାମ ମୋ ପ୍ରତି କୃପା କରନ୍ତୁ ମୋର ଦେହ ଭଲ କରି ଦିଅନ୍ତୁ ମୋ ପୁଅ ପ୍ରତି କୃପା କରନ୍ତୁ 🌿🌿🌿🪔🪔🪔🚩🚩🚩🥰🥰🥰👏👏👏
@diptiranirout2373
@diptiranirout2373 30 минут назад
ହେ ପ୍ରଭୁ ଶ୍ରୀ ଜଗନ୍ନାଥ ଦୟା କରନ୍ତୁ ପ୍ରଭୁ 🙏🙏😭😭😭😭🪔🪔🪔🪔🪷🪷🪷🕉️🕉️🕉️🕉️🚩🙏🙏🙏🙏🌹🙏🌹🙏
@kalyanidas9487
@kalyanidas9487 37 минут назад
🕉️‼️⭕‼️⭕🩷🩷🩷🩷💐💐💐🦚🦚🦚🌹🌹🌹🌹🪔🪔🪔🪔🪔🪔🪔🪔🥥🥥🥥🍌🍌🥥🍌👏👏👏👏👏👏👏 he prabhu tumapadatale koti koti pranam jayjagannatha 🙏🙏🙏🙏🙏🙏❤❤❤
@sanatansahu7670
@sanatansahu7670 57 минут назад
Jay maha prabhu sree sree sree sree sree sree sree sree sree sree jagannath swami
@SrabaniDas-yt2lx
@SrabaniDas-yt2lx Час назад
Hee jagatara natha jagannath mo maa ku sabubele khusi re rakhiba pravu😢🙏🙏
@bidyabharatisabar2789
@bidyabharatisabar2789 31 минуту назад
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏⭕❗⭕🥥🥥🥥🥥🥥🥥🥥🥥🥥🥥🥥🥥🥥🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏💐💐💐❣️❣️❣️❣️❣️❣️🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@mukeshray8074
@mukeshray8074 3 минуты назад
Jay shree jagannath Swami 🙏🙏🙏🌷🌷🌷🌹🌹🌹🏵️🏵️🏵️🪷🪷🪷🌸🌸🌸💮💮💮🌼🌼🌼🌺🌺🌺🚩🚩🚩🚩
@BasantaSahu-et9kc
@BasantaSahu-et9kc Час назад
Namo Namo Damodara Gobinda gopaal Tumapain Dhanya Pravu hela A Gokula🙏🙏🙏🙏
@स्मितानंदकुमारडुबे-ल7ङ
जय जगन्नाथ महाप्रभु जी 🙏🌹🙏🇮🇳☺️
@RakeshDas-ov4ud
@RakeshDas-ov4ud 29 минут назад
Mahaprabhu sabu tumari krupa Dayakara Prabhu samastnkara mangala kara prabhu 🙏🙏🙏🙏🙏🙏🙏
@LIMUNYT999
@LIMUNYT999 2 часа назад
Jagare sabubele saha hua prabhu jay jagannath jay jagannath jay jagannath
@chandrasekhorrout
@chandrasekhorrout Час назад
Jay shree jagannath🙏🙏🙏
@gourangpradhan8712
@gourangpradhan8712 2 часа назад
🌹🌷🥀🪔🌻💐🚩🙏🕉️ JAY JAY SHREE SHREE PATITAPAWAN PURUSHOTTAM BHAGAWAN TRAHIMAM PRABHU PAHIMAM MAHABAHU 🌷🌹🥀🪔🚩 TRAHIMAM PRABHU 🌹🌷🥀🪔🚩 SHARANAM 💐💐💐💐🙏🙏🙏🙏🪔🪔🪔🪔
@PranitaKarana-bh8hi
@PranitaKarana-bh8hi 33 минуты назад
Jay Jay jagannath Jay balabhadra deba ma subhadra Jay sree sudarshan Jay ma maha laxmi namah tuma pada koti koti pranam mahabahu daya kara mahabahu rakhya kara satru nka kabalaru
@SubhadraMahanta-zh5ti
@SubhadraMahanta-zh5ti 2 часа назад
Jay Jagannath 🙏
@Ananyadehury
@Ananyadehury 2 часа назад
Jayjagannth jay jay Patitapaban
@abhieditstutorial5082
@abhieditstutorial5082 Час назад
ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ 🙏🙏🙏 କାହିଁକି ପ୍ରଭୁ ମୋତେ ଅଶାନ୍ତି ରଖୁଛନ୍ତି ମୁଁ ତୁମକୁ ପ୍ରଭୁ ଅଧିକ ମାଗୁନି ମୋ ପୁଅ ଦୁଇ କୁ କୂଳରେ ଲଗେଇ ଦିଅ😭😭😭😭😭😭😭😭
@amulyapradhan1990
@amulyapradhan1990 18 минут назад
Jay shree jagannath pranam prabhu Mo bou ku bhal kharidia he prabhu dayakar morsabu samsya dur kaidia he prabhu dayakar 🙏🙏🙏🙏🙏🙏🙏🙏
@AlekhMahapatra
@AlekhMahapatra 2 часа назад
JAY Shree JAGANNATH 🙏🪔🤲🥀🌻🌼🌹🌺🌷🙏🤲🙌🙏
@SitaHansdah-pt2wo
@SitaHansdah-pt2wo 32 минуты назад
Hey manima tuma Krupa drusti sabubele thau 🪷🌹🌷🌺🍓🍒🥥🍎🪔🪔🪔🪔🙌🙌🙌🙏🙏🙏♥️♥️♥️
@pravasinisatapathy6341
@pravasinisatapathy6341 27 минут назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@niranjanbarik8442
@niranjanbarik8442 Час назад
Jay.jagannath.jay.shrikrishna.gobinda.harymurare.hey natha.narayan.basudev.namo.dhany.dhany.dhany.manima.antrajami.jay.jay.jay.
@archanapanda3732
@archanapanda3732 Час назад
Om Nilachala Nibasaya nityaya paramatwane balabhadra suvadravyam jagannath tayate namaha 🪔🪔🪔🌹🙏🙏🙏🙏🙏🙏🙏🙏
@GangaramBishi
@GangaramBishi 17 минут назад
Jay jagannath ❤❤❤Aji dina mora mangal heu atiki karuna kar Prabhu
@ashishbehera2169
@ashishbehera2169 25 минут назад
Jayjagananth jayjagananth jayjagananth
@AjayaAchajya
@AjayaAchajya 2 минуты назад
Jai jagannath
@DilipSwain-h3r
@DilipSwain-h3r 2 часа назад
Jay.shree.jagannath.🪔🪔🪔🪔🪔🚩🚩🚩🪷🪷🪷🪷🪷🌺🌺🌺🌹🌹🌹🍎🍎🍎🌷🌷🌷🥭🥭🍍🍍💐💐💐🥀🥀🥀🥥🥥🥥🥥🥥🥥🥀🥀💐💐🍍🍍🥭🥭🥭🌷🌷🍎🍎🍎🌹🌹🌹🌺🌺🌺🪷🪷🪷🪷🌺🌺
@priyanshu-ic5qr
@priyanshu-ic5qr 2 часа назад
Jay jaganath swame nayanpathgame bhavatumy🤷‍♀️🙏🙏🙏🎉
@nirmalalot8989
@nirmalalot8989 41 минуту назад
श्री कृष्ण जी महाराज को कोटि ❤❤ कोटि नमन करते हुए चरण स्पर्श स्वीकार करें ❤❤❤❤
@Archanasahoo-lo4pn
@Archanasahoo-lo4pn 29 минут назад
Jai shree narayana 🙏🙏🙏🙏 tuma chanare re ananta koti pranama he manima 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sukantabehera4551
@sukantabehera4551 Час назад
Jai jagannath Swami Nayan Patha Gami Bhaba tume 🪔🪔🪔🪔💮💮💮💮🏵️🏵️🏵️🏵️🙏🙏🙏🙏🚩🚩🚩🚩
@indiranayak1600
@indiranayak1600 56 секунд назад
Jaisri Jagannath jaisri balabhdra maasubhadra maalaxmi biswara samastanku bhalare rakhantu 🎉
@pratappratap-kx2dn
@pratappratap-kx2dn 23 минуты назад
Subha sakal maha Prabhu 🙏🙏🙏🙏🙏🪔🪔🙏🙏🙏🪔🪷🪷🪷🌹🌿🌷🌹🪷🌷
@kunirana4682
@kunirana4682 58 минут назад
Jay jagannth swami mo prabhu udhara heu madhaba taba padatale samastank mana laya rahu prabhu🪔🌼 🙌🙏🙏🙏tame hii sha vharasa madhaba🌹
@NiyatisahooNiyati
@NiyatisahooNiyati Час назад
🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ କୋଟି 💕🌹👏👏
@JharanaBhoi-u9w
@JharanaBhoi-u9w Час назад
Jay Jay sri jagannath mahaprabhu❤❤
@Kanhu479
@Kanhu479 Час назад
ହେ ମହାପ୍ରଭୁ ମୁଁ ଏ ଦୁନିଆରେ ରୁହେ କି ନରୁହେ କିନ୍ତୁ ମୋ ଫୁଲେଇ bayani❤️କୁ ସବୁବେଳେ ଖୁସିରେ ରଖିବ🙏ହେ ଜଗନ୍ନାଥ ମୋ ଆୟୁଷ ମୋ ସୁନ୍ଦରୀ bayani❤️କୁ ଦେଇଦେବ 🙏ହେ ଜଗନ୍ନାଥ ମୋ ଫୁଲେଇ bayani❤️ବିନା ମୁଁ ବଞ୍ଚିପାରିବିନି 🙏
@pratappratap-kx2dn
@pratappratap-kx2dn 22 минуты назад
Jai Jai shree jagannath 🙏🙏🙏⭕‼️⭕🕉️🚩
@subhrachattopadhyaya5281
@subhrachattopadhyaya5281 Час назад
He Krishna,Jagannath provu
@sanjaymohapatra7066
@sanjaymohapatra7066 58 минут назад
❤❤❤ jay mahaprabhunkara jay❤❤❤
@nabaghankumar5065
@nabaghankumar5065 Час назад
🙏 Jay 🙏 shree ❤️ jagannath 🪔 Swami 🪔 Nayan 🪔 patha 🙏 gami 🙏 bhabatume ❤️ thank 🪔 you 🪔 so 🪔 much 🙏 Prabhu 🙏🙏❤️🪔🪔🪔
@narayandalai9799
@narayandalai9799 2 часа назад
ଜୟ 🚩🌿ଜଗନ୍ନାଥ🌿🚩 କାଳିଆ 🌿🚩ସାଆନ୍ତ 🌱🚩ନୀଳ 🌱🚩ତନୁ 🌱🚩ଚକା🌱🚩 ଡୋଳା🌿🚩 ମହୋଦଧି 🌿🚩କୂଳେ 🌱🚩କଳ୍ପବଟ 🌱🚩ମୂଳେ 🌱🚩ଲଗାଇଚ ଯେଉଁ ଲୀଳା ସେ ଲୀଳା ସେ ମହିମା 🌱🚩ଦେବ 🌱🚩ଅଗୋଚର🌱🚩 କାହୁଁ🌱🚩 ଜାଣିବେ🌱🚩 ମାନବ🌿🌿 ଯାହାଙ୍କ🌱🌿 ମହିମା 🌱🚩ଅନ୍ତ🌱🚩 ନ 🌿🚩ପାଆନ୍ତି🌱🚩 କିଞ୍ଚିତ🌱🚩 ରେ 🌱🚩 Brahma🌱🌿 siba 🌱🌿🙏🙏🙏
@laxmikumarinahak2756
@laxmikumarinahak2756 57 минут назад
Jai Jagannath swami naina pathagiami babha tume Jai Jagannath Jai Jagannath Radhe Radhe Radhe Radhe Radhe
@AMITBISWAL-u8q
@AMITBISWAL-u8q Час назад
🐚🕉JAY SHREE JAGANNATH⭕ ⭕🔔🐚☀🌴🥥🌿🥥🌿🥥🌿🌼🌼🌼🌿🌺🌺🌺🌿🌹🥀🌷🌿🍎🪔🪔🪔🦚🙏
@sanjaykumarsahoo1896
@sanjaykumarsahoo1896 2 часа назад
Jay shree jagannath 🪔🪔⭕‼️⭕ Jay shree jagannath 🪔🪔⭕‼️⭕ Jay shree jagannath 🌻🌸🌻🌸🌻🌸🌹🌸🌻🌸🌻🌸🌹🌺🌹🌺🚩🙏🌼🙏🌼
@Rinku.Kuni.Prachi.Expess
@Rinku.Kuni.Prachi.Expess 12 минут назад
Om namah bhagabate vasudevaya
@raghunathsahoo8943
@raghunathsahoo8943 2 часа назад
🙏🏻🙏🏻ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ❤❤
@KailashChandra-yk1pm
@KailashChandra-yk1pm 51 минуту назад
Jay guru Jay shree Jagannath pranam
@pragnyamohapatra2326
@pragnyamohapatra2326 Час назад
Jay Jagannath Swami 🙏🙏🙏🌹🪔🪔🪔 Jay Jagannath Swami 🙏🙏🙏🌹🪔🪔🪔 Jay Jagannath Swami 🙏🙏🙏🌹🪔🪔🪔
@sipraranirout-z4d
@sipraranirout-z4d 2 часа назад
Jay Jagannath Swami nayano patho gami bhabo tume bhabo tume 🙏🌺🪔🌺🙏
@reenabehera7860
@reenabehera7860 53 минуты назад
ପ୍ରଭୁ ମୁଁ କ'ଣ କରିବି କିଛି ରାସ୍ତା ଦେଖାଅ ପ୍ରଭୁ 🌹🙏🏻🪔⭕‼️⭕🪔🙏🏻🌹
@bhabanisankarbal9293
@bhabanisankarbal9293 Час назад
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ ଶୁଭସକାଳମଣିମା ସମସ୍ତଙ୍କର ମଙ୍ଗଳ କାମନା କର ମହାପ୍ରଭୁ
@Krishna_xs8cb
@Krishna_xs8cb Час назад
Jay maa mahalaxmi saantani 🙏 🙏 Jay jay shree Jagannath mahaprabhu 🙌 hey mahabahu Kalia saante 🙏🙏 Jagannath Swami Nayana patha gami bhaba tume ⭕❗⭕ mo kalia suna ❤❤❤❤
@rajendrasahu4199
@rajendrasahu4199 Час назад
ସକାଳ ପ୍ରଣାମ ଘେନ ହେ ଚକାଆଖି ଚକାନୟନ 🙏🙏🙏ହେ ମଙ୍ଗଳ ମୟ ଠାକୁର ତବ ଶ୍ରୀ ମଙ୍ଗଳ ଆଳତି ଦର୍ଶନ କୁ ଏ ଅଧମ ର ଅନନ୍ତ କୋଟି ପ୍ରଣିପାତ ମଣିମା 🙏🙏ହେ ସାଆନ୍ତେ ଜଗତ ମଙ୍ଗଳ କର ମହାପ୍ରଭୁ 🙏🙏ମୋ ଜଗନ୍ନାଥ ମହାପ୍ରଭୁ ସରଣମ ପ୍ରଭୁ 🙏ଚରଣେ ଶରଣ ମୋ ଜଗା କାଳିଆ 🙏❤️🙏❤️🙏❤️🙏
@sasmita8907
@sasmita8907 Час назад
ହେ ବାସୁଦେବ ଦାମୋଦର ଜଗନ୍ନାଥ ତୁ। ହିଁ ଭରସା 🙏🏻🙏🏻🌺🌺♥️♥️♥️♥️♥️🌺🌺🙏🏻🙏🏻
@SujathaBalina-yg5tt
@SujathaBalina-yg5tt 4 минуты назад
Hare Krishna 🙏 Hare Krishna Hare Krishna Krishna Krishna Hare Hare Hare Rama hare Rama Rama Rama hare hare Krishna 🙏
@dkbchannel9992
@dkbchannel9992 59 минут назад
Jay jagannath swami nayana patha gami bhaba tume 🙏🙏🙏🙏🙏 Jay shree jagannath 🙏🙏🙏🙏🙏 Jay shree balabhadra 🙏🙏🙏🙏🙏 Jay shree subhadra maa 🙏🙏🙏🙏🙏 Jay maa laxm 🙏🙏🙏🙏🙏Jay shree sudarshan 🙏🙏🙏🙏🙏
@jenabobby6165
@jenabobby6165 22 минуты назад
Jay shree jagannath swami nayana patha gami bhaba tume 🙏🙏🙏🙏🙏🙏🙏🙏🙏🙏🙏🙏
@AjaykumarRay-f7u
@AjaykumarRay-f7u Час назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏କୋଟି କୋଟି ପ୍ରଣାମ ମଣିମା 🙏🙏🙏🙏🙏
@putulranisaha6553
@putulranisaha6553 20 минут назад
Jai Baba Jagannather jai 🙏🙏🙏🌹🌹🌹💐💐💐🌼🌼🌼♥️♥️♥️🚩🥥🥥🥥👏👏👏
@asitbehera3513
@asitbehera3513 Час назад
Jaya shree Jagannath parambrahma 🙏
Далее
БЕЛКА РОЖАЕТ?#cat
00:20
Просмотров 851 тыс.
ИСЧЕЗНИ ВОДУ ДО КОНЦА
00:43
Просмотров 550 тыс.
🖤
00:18
Просмотров 157 тыс.
Bhikari Bal || Jagannath Bhajan
38:49
Просмотров 4,5 млн
БЕЛКА РОЖАЕТ?#cat
00:20
Просмотров 851 тыс.