Тёмный

ଆଜି(25-10-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV 

JAY JAGANNATH TV
Подписаться 448 тыс.
Просмотров 8 тыс.
50% 1

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RU-vid: bit.ly/3KAQeyD
Twitter: bit.ly/38JpX3U
#mangalaalati #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Развлечения

Опубликовано:

 

24 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 567   
@manoranjanmullick3487
@manoranjanmullick3487 2 часа назад
🌹🌹🌹 ଜୟ ଶ୍ରୀ ଜଗନ୍ନାଥ 🙏🙏🙏 ମହାପ୍ରଭୁ ବାତ୍ୟା ଦାନା ଟଳିଯାଉ ଓଡିଶା ରୁ
@Pinkybehera-u6d
@Pinkybehera-u6d 2 часа назад
ଏ ଦୁଃଖିନୀ ଝିଅର ଦୁଃଖ ଟିକେ ଶୁଣ ହେ ଚକାନୟନ ପ୍ରଭୂ ⭕‼️⭕🙏🏻🌺🙌🏻🚩
@ThinkAboutStudy
@ThinkAboutStudy Час назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏😭
@lovestoryforu9
@lovestoryforu9 Час назад
ଜୟ ଜୟ ଜୟ ଶ୍ରୀ ଜଗତର ନାଥ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ଜୟ ମା ବିମଳା ❤❤❤❤ ସୁପ୍ରଭାତ ❤❤❤❤ ପତିତ ପାବନ ବାନା କି ଜୟ ❤❤❤❤ ନୀଳ ଚକ୍ର କି ଜୟ ❤❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤❤ ସୁଦର୍ଶନ କି ଜୟ ❤❤❤❤❤ କୁମୁଦ ହନୁମାନ କି ଜୟ ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ଜୟ ଜଗନ୍ନାଥ ❤❤❤❤❤
@JamunaJayak
@JamunaJayak 2 часа назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ 🙏 ତୁମେ ଦୟାର ସାଗର ପ୍ରଭୁ ଦୟାକର ଦୁଃଖୀନୀକୁ ମଣିମା 🙏🙏🙏🙏
@pareshkumarbehera1483
@pareshkumarbehera1483 2 часа назад
ଜୟ ଶ୍ରୀଜଗନ୍ନାଥ*🙏 ହେ ମହାପ୍ରଭୁ* ଆପଣ ହିଁ ଆମର ସାହା ଭରଷା 🙏🙏🙏🙏
@BibhutiMishra-ou1rh
@BibhutiMishra-ou1rh Час назад
Jay Jagannath swami nayana pathagami bhaba tume Prabhu deva
@narayandalai9799
@narayandalai9799 Час назад
ଜୟ🌿🚩 ଶ୍ରୀ🌴🚩 ପଞ୍ଚସଖା ଜୟ🚩🌱 ଶ୍ରୀ 🚩🌱ଅଚ୍ୟୁତାନନ୍ଦ🌿🚩 ଦାସ ଜୟ 🌱🚩ଶ୍ରୀ 🚩🍀ଜଗନ୍ନାଥ🌿🚩 ଦାସ ଜୟ 🌱🚩ଶ୍ରୀ 🌱🚩ଯଶବନ୍ତ 🌿🚩ଦାସ ଜୟ 🍀🚩ଶ୍ରୀ 🌱🌴ବଳରାମ 🌿🚩ଦାସ ଜୟ 🍀🚩ଶ୍ରୀ 🍀🚩ଶିଶୁ 🌿🚩ଅନନ୍ତ🌿🚩 ଦାସ 🙏🙏🙏
@Renuka-Barik
@Renuka-Barik 2 часа назад
🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମୀ ସମସ୍ତଙ୍କୁ ଭଲରେ ରଖନ୍ତୁ ମୋ ମହାପ୍ରଭୁ 🙏🙏🙏🙏🙏🙏
@jenabobby6165
@jenabobby6165 2 часа назад
Jay shree jagannath swami nayana patha gami bhaba tume ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@sanjaynayak6059
@sanjaynayak6059 Час назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏 ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏
@Pinkybehera-u6d
@Pinkybehera-u6d Час назад
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ⭕‼️⭕🙏🏻🌺🙌🏻🚩🪷🌷🌹🏵️🌸 ମୋର ମନସ୍କାମନା ପୂରଣ କର ପ୍ରଭୁ ଜଗନ୍ନାଥଙ୍କ ଜୟ 🙏🏻🙏🏻
@bhabanisankarbal9293
@bhabanisankarbal9293 Час назад
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ ଶୁଭସକାଳମଣିମା ସମସ୍ତଙ୍କର ମଙ୍ଗଳ କାମନା କର ମହାପ୍ରଭୁ ସାଆନ୍ତେ
@lalatendujena4026
@lalatendujena4026 Час назад
ଜୟ ପ୍ରଭୁ ଜଗନ୍ନାଥ ତୁମେ ଏକା ସାହା ଭରଷା 🙏
@ajayarout8392
@ajayarout8392 2 часа назад
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🔘‼️🔘🙌🙌🙌🙌🙌🚩🚩🚩🚩🚩🙏🙏🙏🙏🙏
@AshisKundu-xq7bp
@AshisKundu-xq7bp 50 минут назад
Jay shree Prabhu Jagannathji, Jay shree Prabhu Bala Ramji, Jay Subhadraji⭕‼️⭕🙏🪷🙏
@Pinkybehera-u6d
@Pinkybehera-u6d 2 часа назад
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଲଭଦ୍ର ଜୟ ଶ୍ରୀ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ବାଟ ମଙ୍ଗଳା ଜୟ ଶ୍ରୀ ସୁଦର୍ଶନ ମୋର ମନସ୍କାମନା ପୂରଣ କର ପ୍ରଭୁ ⭕‼️⭕🙏🏻🌺🪷🌷🌹🏵️🌸🙌🏻🚩
@diptiranirout2373
@diptiranirout2373 Час назад
ହେ ମଣିମା ❤ ହେ ମହାବାହୁ ❤ ହେ ପ୍ରଭୁ ଶ୍ରୀ ଜଗନ୍ନାଥ ❤ ଦୟା କରନ୍ତୁ ପ୍ରଭୁ 🪔🪔🪔🙏🙏🙏🙏🕉️🪷🪷😭😭😭🙏🙏🙏
@surajkumarsamal8372
@surajkumarsamal8372 2 часа назад
ପ୍ରଭୁ ଜଗତ ଠାକୁର 🙏🏻🙇🏻‍♂️ ପ୍ରଭୁ ଚିନ୍ତାମଣି ଙ୍କ ର ଜୟ ହେଉ 🥺🙌🏻
@reenabehera7860
@reenabehera7860 Час назад
ଜୟ ଶ୍ରୀ ଜଗନ୍ନାଥ 🌹 ଜୟ ଶ୍ରୀ ବଳଭଦ୍ର 🌹ଜୟ ଶ୍ରୀ ଲକ୍ଷ୍ମୀ ମାତା 🌹ଜୟ ଶ୍ରୀ ସୁଭଦ୍ରା ମାତା 🌹🙏🏻🙏🏻🙏🏻🙏🏻🙏🏻🌹
@Pinkybehera-u6d
@Pinkybehera-u6d 2 часа назад
Jay Shree Jagannatha Swami Nayana Patha Gami Bhaba Tume Maha Prabhu ⭕‼️⭕🚩🚩🚩🙌🏻🌸🏵️🌹🌷🪷🌺🙏🏻
@Kumarmukesh4medicin
@Kumarmukesh4medicin Час назад
Jai jagnath swami kripa kero baba
@asamanjasinhabarma946
@asamanjasinhabarma946 2 часа назад
জয় জয় জগন্নাথ মহাপ্রভু শ্রীচরণে শতকোটি প্রণাম 🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️
@UrbasiBhue
@UrbasiBhue Час назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
@ramakantabej3883
@ramakantabej3883 2 часа назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🚩🚩🚩
@btsismylife9756
@btsismylife9756 53 минуты назад
Jay Jagannath🙏🙏🙏🙏🙏🙏🙏🙏.... Jay Shree Patitapaawana🙏🙏🙏🙏🙏🙏🙏🙏....
@nabinbaisakha1454
@nabinbaisakha1454 2 часа назад
ଜୟ ଜଗନ୍ନାଥ, ଶୁଭ ସକାଳର ମଙ୍ଗଳ ଆଳତି ଦର୍ଶନ କରି ଭକ୍ତଙ୍କ ଭିଡ଼ ବୃଦ୍ଧି
@Kumarmukesh4medicin
@Kumarmukesh4medicin Час назад
Heri bolo heri bolo heri heri bolo
@ANKITMEENA-dz8vn
@ANKITMEENA-dz8vn 51 минуту назад
🙏🌹🌺💐 जय श्री जगन्नाथ जी 🌸🙏
@papulbehera9429
@papulbehera9429 10 минут назад
jay jagannath,jay balabhadra,jay maa shubhadra,jay laxminarayan,jay shree sudarshan,jay garuda dev🙏🙏🙏🙏🙏
@omsaisahu1732
@omsaisahu1732 9 минут назад
Hey probhu jagatara natha hey jaganath 🙏🙏 Saha huo probhu .....
@ranjitaratha9439
@ranjitaratha9439 21 минуту назад
Jay maa mangala maa🙏🙏🙏🙏🙏🙏🙏❤❤❤❤❤❤❤ jay jagannnath swami🙏🙏🙏🙏🙏🙏🙏❤❤ jay shree ram🚩🚩
@manasimahapatra7849
@manasimahapatra7849 Час назад
Jay shree jagannarha swami nauanpatha gami bhabatume 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@sipramohanty1814
@sipramohanty1814 Час назад
Omm jay jagannath 🙏💐🙏omm jay suvadra maa 🙏💐🙏omm jay balabhadra 🙏💐🙏omm jay sudarshan 🙏💐🙏
@namitabiswal-go7vt
@namitabiswal-go7vt 2 часа назад
ରଖିଲେ ରଖ ଜଗନ୍ନାଥ ଆଉ କେହି ନାହାନ୍ତି ରଖନ୍ତା 🙏🙏ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏🙏🙏
@manasmishra2457
@manasmishra2457 55 минут назад
JAY JAY JAGANNATHYA MOHAPRABHU NAMOHA NAMOHA 🙏JAY JAY MAA LAXMI MAA NAMOHA NAMOHA 🙏🙏🙏🙏🙏🙏🙏
@BikeshSahani
@BikeshSahani Час назад
🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻 🪔🪔🪔जय लक्ष्मीनारायण हरी हरी 🙏🏻🙏🏻🙏🏻 🪔🪔🪔जय माता दी 🙏🏻🙏🏻🙏🏻
@Sudipallapps
@Sudipallapps 24 минуты назад
Joy pravu shree Jagannath ⭕️❗️⭕️🪷🙏🚩jai mata subhadra ⭕️❗️⭕️🪷🙏🚩jai pravu shree Balaram 🙏🚩🪷⭕️❗️❗️⭕️
@pramodkumarjena2600
@pramodkumarjena2600 2 часа назад
Jay jagannath jay jagannath jay jagannath
@BishnuPrasadMohanty-vf9ci
@BishnuPrasadMohanty-vf9ci Час назад
ହେ ପତିତପାବନ ହେ କାଳିଆ ଠାକୁର ହେ ଜଗତର ନାଥ ଜଗନ୍ନାଥ ତୁମ ଶ୍ରୀ ଚରଣ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ହେ ବଡ ଠାକୁର ହେ ଜଗତର ନାଥ ଜଗନ୍ନାଥ ତୁମ ଶ୍ରୀ ଚରଣ ତଳେ ଶରଣ ଦିଅ ମୋର ଏତିକି ପ୍ରାର୍ଥନା ରେ କାଳିଆ ସାଆନ୍ତ ମୋ ଭାଇ ଓ ପୁଅ କୁ ଭଲ ବୁଦ୍ଧି ଦିଅ ମୋର ଏତିକି ପ୍ରାର୍ଥନା
@sangitabehera609
@sangitabehera609 Час назад
Manima nkara Jay heu🙌🙌🙌🙌koti koti pranama Prabhu apana nka shree Padma pada tale🙏🙏🙏🙏🙏🙏Prabhu apana nka srusti ku apana rakhya karichanti🙏🙏🙏🙏🙏🙏🙏
@diptiranirout2373
@diptiranirout2373 Час назад
ପ୍ରଭୁ କୃପା କରନ୍ତୁ ପ୍ରଭୁ ଦୟା କରନ୍ତୁ ପ୍ରଭୁ ଦୀନବନ୍ଧୁ ହେ ଗୋସାଇଁ ଚକାଡୋଳା ମୋ କାଳିଆ ସୁନା 🪔🪔🕉️🕉️🕉️🪷🙏🙏🙏🙏
@nilujena9876
@nilujena9876 Час назад
🙏🏼ଜୟ ଶ୍ରୀ ଜଗନ୍ନାଥ ଙ୍କର ମଙ୍ଗଳ ଆଳତି ଦର୍ଶନ ର ଜୟ ହଉ 🙏🏼
@mukeshray8074
@mukeshray8074 2 часа назад
Jay shree jagannath Swami 🙏🙏🙏🌹🌹🌹🌺🌺🌺🌷🌷🌷🌸🌸🌸💮💮💮🌼🌼🌼🪷🪷🪷🏵️🏵️🏵️
@bhupeshranjanmohanty3445
@bhupeshranjanmohanty3445 Час назад
Prabhu Jai jagannath Swami ji shree charno koti koti pranam 🙏🙏🙏
@narendravyas3704
@narendravyas3704 2 часа назад
Jay Jagannath Ji! Jay Subhadra Maiyaji! Jay Balramji! Jay Jay Jay Jagannath ji Mahaprabhuji! Koti Koti Dandvat Pranams to their Lordships!
@amiyanayak842
@amiyanayak842 Час назад
ଓଁ ଶ୍ରୀ ଭଗବତେ ବାସୁଦେବାୟ ନମଃ
@namitabiswal-go7vt
@namitabiswal-go7vt 2 часа назад
🙏ହେ ମହାପ୍ରଭୁ 🙏ହେ ଦୀନବନ୍ଧୁ🙏 ହେ କୃପାସିନ୍ଧୁ 🙏ହେ ମଙ୍ଗଳମୟ🙏 ହେ ମହାବାହୁ🙏 ହେ ଅନାଥ ର ନାଥ ଜଗନ୍ନାଥ 🙏ହେ ପଦ୍ମ ପଳାସ ଲୋଚନ 🙏 ଏ ସକାଳ ର 🙏ଏ ଅଧମ ର🙏 ଆପଣଙ୍କ ପଦ୍ମ ଶ୍ରୀ ପୟରେ କୋଟି କୋଟି ପ୍ରଣାମ ଶରଣ ହରି 🙏ହେ ମହାପ୍ରଭୁ କେବଳ ଆପଣ ହିଁ ମୋର ସାହା ଭରସା ମୋର ଆଉ କେହି ନାହାନ୍ତି 🙏ହେ ଆନନ୍ଦମୟ ରକ୍ଷା କରନ୍ତୁ 🙏ହରି ହରି ବୋଲ 🙏
@rubinasahani2610
@rubinasahani2610 Час назад
Jay Jagannath 🙏🏻🪷🙏🏻
@prasanti1988
@prasanti1988 Час назад
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ 🙏🙏🙏🙏😭😭😭😭.
@prasanti1988
@prasanti1988 Час назад
ତୁମେବ ମାତାଶ୍ଚ ପିତା ତୁମେବ ତୁମେବ ବନ୍ଧୁଶ୍ଚ ଶଖା ତୁମେବ ତୁମେବ ବିଦ୍ୟା ଦ୍ରାବିଡ଼ମ ତୁମେବ ତୁମେବ ସର୍ବ ମମ ଦେବ 🙏🙏🙏🙏😭😭😭😭.
@usharanipanda2670
@usharanipanda2670 59 минут назад
Jay Jagannath 🙏🪔🙏🌺🙏🚩🪔🚩🙏🪔🙏❤❤
@bibhunabehera7329
@bibhunabehera7329 13 минут назад
ହରି ବୋଲ
@MamtaSingh-vc6kh
@MamtaSingh-vc6kh 2 часа назад
Jai shree jagnnath Jai shree jagnnath Jai shree jagnnath Jai shree jagnnath Jai shree jagnnath Jai shree jagnnath Jai shree jagnnath Jai shree jagnnath Jai shree ram jai shree ram jai shree ram jai shree krishna Jai shree Krishna Jai shree jagnnath mahaprabhu 🙏🙏🙏🙏❤️🌷🌷🌷🌷🌷🌷🌷🌷🌷🌷
@Pinkybehera-u6d
@Pinkybehera-u6d 2 часа назад
Jay Shree Ram 🚩 Jay Shree Krishna 🙏🏻 Jay Shree Jagannatha ⭕❗⭕🙏🏻🚩🌺🪷🌷🌹🏵️🌸🙌🏻
@KuthariMaterial
@KuthariMaterial Час назад
Jay Shree Jagannath Swami Nayan pathagame Bhabatume 🙏🙏🙏🙏🙏
@somanathdas686
@somanathdas686 Час назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏
@dr.susantakumarrout7283
@dr.susantakumarrout7283 Час назад
Jaga maa laxmi 🙏🙏🙏🙏🙏🙏❤❤❤❤❤❤❤❤❤❤ ananta koti pranam toh padatale samarpita mun.
@MinakshiPadhan-gc4rf
@MinakshiPadhan-gc4rf Час назад
Jay shree jagannath 🙏🙏🙏🙏🙏🙏🙏🙏 Jay maa laxmi 🙏🪔🪔🙏🙏🙏🌸🌸🌸🌸 Jay maa subhadra 🌸🌸🌸🌸🪔🙏🪔🙏🪔🙏 Jay shree bhalbhdar 🙏🙏🙏🙏🙏🙏 Jay shree sudarshan chakra 🙏🙏🙏🙏🙏🙏🙏 Jay shree Garudadevya namah 🙏🪔🪔🙏🙏🙏🙏🙏 Jay shree radhey radhey radhey radhey krishna ji 🙏🙏🙏🙏🙏🙏🙏🙏🙏
@adityadr9982
@adityadr9982 Час назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🙏🪔
@debasmitabarik97
@debasmitabarik97 Час назад
Jay Jagannath Swami kurpa kara parbu 🙌🙌🙌🙌🙌🙌🙌🥺🥺🥺🥺🥺🥺🥺🌷🌷🌷🌷🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙌🙌🙌🙌🙌🙌🙌❤️❤️❤️❤️❤️❤️
@Fireblox_editsofficial
@Fireblox_editsofficial Час назад
Jay sri patittapabana narayana 🙏🙏🙏🙏🙏
@Rubitanayak-kh1ph
@Rubitanayak-kh1ph 2 часа назад
Jay jay shree Jagannath Jay jay shree balabhadra Jay jay subhadramaa🙏🙏🙏🙏🙏🙏🙏🌹🌹🌹🌹🌹🌹🌹🚩🚩🚩🚩🚩🚩🚩
@sanjibisahoo2325
@sanjibisahoo2325 Час назад
ଜୟ ଜଗନ୍ନାଥ
@rinadehury2081
@rinadehury2081 27 минут назад
🕉️ ସାନ୍ତାକରମ୍ ଭୂଜଗ ଶୟନମ ପଦ୍ମନାଭଂ ସୁରେଶସମ୍ ଲକ୍ଷ୍ମୀକାନ୍ତମ୍ କମଲ ନୟନମ୍ ଜଗୀର୍ବିଧାନ ଗମ୍ୟମ ବନ୍ଦେ ବିଷ୍ଣୁ ଭବ ଭୟ ହରମ୍ ସର୍ବଲକ୍ୟେକ ନାଥମ୍ ଜୟ ଜୟ ଜୟ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ⚫‼️⚫🙏🙏🙏🙏🙏🙏🙏🙏🙏
@mkparida8488
@mkparida8488 2 часа назад
ଜୟ ଶ୍ରୀ ଜଗନ୍ନାଥ ❤❤❤
@BalaramNaik-mw9fo
@BalaramNaik-mw9fo Час назад
ଜୟ ଜୟ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସତ କୋଟି ପ୍ରଣାମ 🙏🙏🙏🙏ନୀଳ ଚକ୍ର ପତିତପାବନ ଆଢୁଅଳ ରେ ଟିକେ ଜାଗା ଦିଅ ମୋ ଦୁଃଖୀ ସଂସାରକୁ ମହାପ୍ରଭୁ ଦୁଃଖ ଶୁଣି ହୁଅ ଅଚିନ୍ତା
@JaganMalik-h8p
@JaganMalik-h8p Час назад
JayShriJagannath, JayLaxmiMaa🙏🙏🙏🙏🙏🙏🙏🙏🙏🙏🚩🚩🚩🚩
@Jyotika-hs4xq
@Jyotika-hs4xq 57 минут назад
ଜୟ ଜଗନ୍ନାଥ 🙏🪔
@nehayadu52
@nehayadu52 14 минут назад
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ❤😊🎉
@nibeditamahakud2502
@nibeditamahakud2502 38 минут назад
Jai Sri jagannath sawmi nayan potho gami bhobo tume
@gangaramsahu5204
@gangaramsahu5204 15 минут назад
ହେ ପ୍ରଭୁ ଦୟାକର
@odgopalyt1839
@odgopalyt1839 2 часа назад
He Jaga ❤
@pabitramohanta8964
@pabitramohanta8964 2 часа назад
Jay Shree jagannath swamy Nayan patha gami bhaba tu me❤🙏🙏🙏🙏🙏🚩
4 минуты назад
Jay Jagannath mahaprabhu saranam🙏🙏🙏
@sonamswagatika7776
@sonamswagatika7776 Час назад
କରି କରାଉ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ.... ହେ ଜଗା! ତୁ ହିଁ ରକ୍ଷା କର ଓଡ଼ିଶା ଓ ଓଡିଶାବାସୀଙ୍କୁ 🙏🙏🙏
@GangaramBishi
@GangaramBishi Час назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏🙏🙏💛🧡❤️❤️❤️💜🤎💛💕💕💕💕💕🪷🪷🪷
@purnachandrasahu6785
@purnachandrasahu6785 Час назад
ଦୟା କର ଦୟାମୟ ଶ୍ରୀ ହରି ❤
@dhuliabehera2779
@dhuliabehera2779 2 часа назад
🙏🙏🙏🪔🚩 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ଼ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@geetanjalisubudhi7570
@geetanjalisubudhi7570 58 минут назад
Jay shree jagannath mahaprabhu 🙏
@jhunulatamuduli2032
@jhunulatamuduli2032 Час назад
Jay jagannath🙏🙏🙏 pravu he Aji dina ti mangalamay heu saante 🙏🙏🙏
@jagakaliavlogs8087
@jagakaliavlogs8087 Час назад
Bapa🙏🙏😭😭❤️❤️
@ramakantaramakanta3814
@ramakantaramakanta3814 Час назад
jay jagannath mha prabu kaliya takur🪔🪔🪔🪔🪔🪔🪔🙏🙏🙏🙏🙏🙏 🌼🌼🌼🌼🌼🌼🌼🌸🌸🌸🌸🌸🌸🌺🌺🌺🌺🌺🌺🌺
@NiyatisahooNiyati
@NiyatisahooNiyati 2 часа назад
🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ କୋଟି 💕🌹👏👏
@laxmidharadalai3019
@laxmidharadalai3019 13 минут назад
Jai jagannath ❤
@digitalgamingcrafting4650
@digitalgamingcrafting4650 2 часа назад
ଜୟ ଜଗନ୍ନାଥ ପ୍ରଭୁ ତୁମକୁ କୋଟି କୋଟି ଦଣ୍ଡବତ
@jeebanppanda2441
@jeebanppanda2441 2 часа назад
Pranam Kaliaa Thakur Pranam 🙏🙏🙏🙏🙏🙏
@SanuHarijan-f5o
@SanuHarijan-f5o Час назад
Jay Jaganath swami nayna potha gami bhabo tume 🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹
@NiranjanSundara-c7r
@NiranjanSundara-c7r 2 часа назад
Jay jagannath swami nayana patha gami bhaba tume🙏🙏🙏
@laxmanbehera620
@laxmanbehera620 27 минут назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🏻❤️🙏🏻🌹🙏🏻
@narayandalai9799
@narayandalai9799 Час назад
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🚩🌴ଶ୍ରୀ 🚩🌴ପଞ୍ଚସଖା 🚩🌴🙏🙏🙏
@NarendraDethi
@NarendraDethi Час назад
ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ ଶ୍ରୀ ପତିତପାବନ
@MahadevEducation-rj5cd
@MahadevEducation-rj5cd 57 минут назад
ହେ ମହାପ୍ରଭୂ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@mitupadhy5957
@mitupadhy5957 2 часа назад
ସକାଳ ପ୍ରଣାମ ଘେନ ହେ ଚକାନୟନ 🙏
@manassahoo4226
@manassahoo4226 2 часа назад
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🌹🌼🌹🙏🙏🙏🙏🙏🙏🙏🙏🙏🙏🌹🌼🌹
@godabarimangaraj5027
@godabarimangaraj5027 Час назад
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐💐💐🙏🙏⚫️🔻⚫️🙏🙏🙏🙏🙏🙏🙏
@sangramparida1639
@sangramparida1639 Час назад
Jay jagannath swami Prabhu nayan patha gami vaba tume 🙏⭕‼️⭕🙏
@subhrajitswain8904
@subhrajitswain8904 3 часа назад
🙏ଜୟ ଜଗନ୍ନାଥ ମହାପ୍ରଭୁ 🙏
@sumitrarana1977
@sumitrarana1977 Час назад
❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤❤
@tapaswinidas5023
@tapaswinidas5023 Час назад
❤🌻🌻🌺🌸🌹🌷🙏🙏🙏🙏🙏🙏👏ଶ୍ରୀ ଶ୍ରୀ ଜଗନ୍ନାଥ ସ୍ଵାମି ଶରଣ ମମ💐🙏🙏🙏🙌
@suryabehera4085
@suryabehera4085 Час назад
Jay Jagannath Swami nayan path gami bhaba tume bhaba tume bhaba tume
@BikeshSahani
@BikeshSahani Час назад
हरे राम हरे राम राम राम हरे हरे हरे कृष्ण हरे कृष्ण कृष्ण कृष्ण हरे हरे 🙏🏻🙏🏻🙏🏻
@saibabalover2549
@saibabalover2549 2 часа назад
ଜୟ ଜଗନ୍ନାଥ ପ୍ରଭୁ ଏ ଘୋର ବାତ୍ୟା ସଂକଟ ରୁ ରକ୍ଷା କର ପ୍ରଭୁ ସମସ୍ତ କୁ
@manishasethi9284
@manishasethi9284 25 минут назад
Jay Shree Jagannath Swami🌺🌼🌸🙏🙏🙏🌺🌼🌸🚩🚩🚩🌺🌼🌸🌺🌼🌸🌼
@gayatrisworld9
@gayatrisworld9 Час назад
❤ ଜୟ ଜଗନ୍ନାଥ 😊🙏🌼🪔
Далее
3 лайфхака для УШМ
01:00
Просмотров 58 тыс.
Lalita Sahasranamam | Ranjani - Gayatri |
33:00
Просмотров 9 млн