Тёмный

ଆଡ଼ପ ପହଣ୍ଡି ବେଳେ ସେବାୟତଙ୍କ ହାତରୁ ଖସି ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର | Nandighosha TV 

Nandighosha TV
Подписаться 3 млн
Просмотров 393 тыс.
50% 1

Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Опубликовано:

 

8 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@soumyaranjanmohapatra7933
@soumyaranjanmohapatra7933 16 дней назад
ଜଗନ୍ନାଥ ସିନା କ୍ଷମା କରିଦେବେ ହେଲେ ବଡ଼ ଠାକୁର କେବେ ଛାଡିବେନି।। ସ୍ଵୟଂ ଶେଷନାଗ ସେ। ଗର୍ବ, ଦୁର୍ନୀତି, ଅହଙ୍କାରର ଫଳ ଦେଲେ ସେ।
@madhusmitasahoo4465
@madhusmitasahoo4465 16 дней назад
ବଳଭଦ୍ର ସେସନାଗ
@s.k.sameerblackpanther6423
@s.k.sameerblackpanther6423 16 дней назад
Hon hon ❤🎉
@Madhumadhu-qq5wi
@Madhumadhu-qq5wi 16 дней назад
Pura thik🙏🙏🙏🙏
@Seturam789
@Seturam789 16 дней назад
😂 ଯାହା ମନ୍ଦିରରେ ଏମାନେ ଉଦ୍ଧତ ହୁଅନ୍ତି ସେଇଥିପାଇଁ ତ .. ଆଉ 😁😆
@rajyasrimisra1407
@rajyasrimisra1407 16 дней назад
Tik kotha samaste mobail nai besta❤he pravu🙏🙏
@durgacharansahu8415
@durgacharansahu8415 16 дней назад
ବାହୁ ବଳି ସେବାୟତ ଙ୍କୁ ପ୍ରଭୁ ନିଜ ବଳ ଦେଖେଇଲେ❤ ପ୍ରଭୁ ସେବାୟତ ଭକ୍ତଙ୍କ ସକ୍ତିର ପରିଖ୍ୟା ନେଲେ
@kailashnayak7643
@kailashnayak7643 16 дней назад
Right
@humdevdutt2801
@humdevdutt2801 16 дней назад
No, ଭଗଵାନ ପୃଥିବୀ ମାତା କୁ ଚୁମ୍ବନ ଦେଲେ ହଃ😂😂😂
@humdevdutt2801
@humdevdutt2801 16 дней назад
ଅନ୍ଧ ବିଶ୍ବାସୀ ଲୋକେ 😅
@priyadarishinimeher9158
@priyadarishinimeher9158 16 дней назад
@@humdevdutt2801 ମାଳିକା ରେ ସତ୍ୟତା ବର୍ଣ୍ଣନା ଅଛି କଳି ଯୁଗର ଅନ୍ତ ରେ ଭଗବାନ ଙ୍କ ପ୍ରତି ଭଲପାଇବା ଭକ୍ତି କମି ଯିବ ଲୋକେ ଏହାକୁ ଅନେକ ଅନ୍ଧ ବିଶ୍ବାସ ମାନିବେ , ଲୋକେ ନିଜର ସୁଖ ପାଇ ଅନ୍ୟ ଙ୍କୁ ଦୁଃଖ ଦେବେ , ମାଂସ ଭୋଗ କରିବେ ଅଧିକ ରୁ ଅଧିକ ନୀରୀହ ପ୍ରାଣୀ ଙ୍କୁ ମାରି ତା'ର ମାଂସ ଭୋଗ କରିବେ ଏହି ସବୁ ସଙ୍କେତ ରୁ ଜଣା ପଡୁଛି କଳି ଯୁଗ ନିକଟ ତର ହେ ମହା ପ୍ରଭୁ ମହିମା ଏବେ ତୁମେ ହିଁ ରକ୍ଷା କର ଯଉ କମେଣ୍ଟ୍ କରିଛ ତା'ର ପରିଣାମ ଆଗକୁ ଦେଖି ବ ଜୟ ଜଗନ୍ନାଥ ସବୁ ତାଙ୍କରି ଳୀଳା କଥା ରେ ଅଛି ପା କରି କରାଉ ଥାଏ ମୁଁ ହିଁ ମୋ ବିନୁ ଅନ୍ୟ ଗତି ନାହିଁ
@baikunthanathnayak3841
@baikunthanathnayak3841 16 дней назад
​@@humdevdutt2801hn bhala hela ame andhabiswasi tame ethu jaa 😂
@Mranit4271
@Mranit4271 16 дней назад
ହେ ପ୍ରଭୁ ତମେ ଏପରି ପଡିଗଲେ ଏ ସଂସାରର କଣ ହବ ରକ୍ଷା କର ମଣିମା
@priankasahoo3189
@priankasahoo3189 16 дней назад
Jesus Christ ❤❤❤ Prabhu mankara ra Prabhu Asibe...
@raghunarhkarjee947
@raghunarhkarjee947 16 дней назад
​@@priankasahoo3189ସବୁ ଛୁଡ଼ି ପକେଇବ
@BiswajitPradhan-sl4gm
@BiswajitPradhan-sl4gm 16 дней назад
​@@priankasahoo3189jesus not exict
@anilkumarrout6849
@anilkumarrout6849 16 дней назад
​@@priankasahoo3189Tu marunu lo
@rameshpatrabagh5327
@rameshpatrabagh5327 16 дней назад
​@@priankasahoo3189Praise the Lord
@SanjayaInduar-ku1eu
@SanjayaInduar-ku1eu 16 дней назад
କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ 🙏🙏🙏 ହେ ବଡ ଠାକୁର........ ସଂସାର କୁ ରକ୍ଷାକର ପ୍ରଭୁ 🙏
@giinnichu2933
@giinnichu2933 16 дней назад
Na na darakara nai aau abe dhyansa heba sure se kahile aji
@trinathsahoo4543
@trinathsahoo4543 16 дней назад
Dharma ra abhab ghatich...Prabhu kn pai help karibe
@Ashok-lh3dl
@Ashok-lh3dl 16 дней назад
ଏତେ ଶକ୍ତି ବା କାହାର ଅଛି ଯେ ତାଙ୍କୁ ନେଇପାରିବେ,,,,, ପ୍ରଭୁ ମୋର ଲୀଳାମୟ 🙏🙏.... ଲୀଳା କଲେ,,, କିଛି ଅସୁବିଧା ନାହିଁ 🙏2🙏🙏🙏🙏🙏🙏
@BLPlus6940
@BLPlus6940 16 дней назад
ଏ ଲକ୍ଷ୍ୟଣ ସୂଚାଉଛି ଘୋର ବିପଦ ମାଡ଼ି ଆସୁଛି ରକ୍ଷାକର ମହାପ୍ରଭୂ ❤ ଜୟ ଜଗନ୍ନାଥ
@jitu1991
@jitu1991 16 дней назад
Hn thik aga Tama plus ta minus haba...
@TheGentleMan_Once
@TheGentleMan_Once 16 дней назад
😂​@@jitu1991
@baishnavi3309
@baishnavi3309 16 дней назад
😂​@@jitu1991
@SanjayaInduar-ku1eu
@SanjayaInduar-ku1eu 16 дней назад
ସେପରା ବଡ ଠାକୁର 🙏 ତାଙ୍କ ସେବା ପାଇଁ ମଧ୍ୟ ସେତେ ଲୋକ ହେବା ଦରକାର 🙏
@arjunbehera1398
@arjunbehera1398 16 дней назад
କିଛି ସେବାୟତ ମାନେ ସବୁବେଳେ ଭାବୁଛନ୍ତି ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ହେଉଛନ୍ତି ସମ୍ପୂର୍ଣ ଭାବରେ ଆମର.......... ଯୁଗେ ଯୁଗେ ଭଗବାନ ହେଉଛନ୍ତି ଭକ୍ତମାନଙ୍କର । କିଛି ସେବାୟତ ମାନଙ୍କୁ ବଳିୟାର ଭୁଜ ବଡ ଠାକୁର ଉଚିତ ଶିକ୍ଷା ଦେଲେ 🙏🙏🙏
@happycreations6599
@happycreations6599 16 дней назад
Right
@sbsunil408
@sbsunil408 16 дней назад
" କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ.. ତହିଁ ସୋଇଛନ୍ତି ପୁଣି କାଳୀୟ ଗଞ୍ଜନ... ସାତଗୋଟି ପର୍ବତ ର ଅଟନ୍ତି ସେ ଗୁରୁ.. ନାମ ବୋହିଛନ୍ତି ଅଚଳ ମହାମେରୁ "।। 🙏 ରକ୍ଷାକର ମଣିମା 😢
@sagarikaswain3378
@sagarikaswain3378 16 дней назад
🙏
@anusayamohanty1775
@anusayamohanty1775 16 дней назад
3dina heba khai nhati Am mahaprabhu😢
@sbsunil408
@sbsunil408 16 дней назад
@@anusayamohanty1775 ୟା ଠାରୁ ଦୁଃଖ ର ଖବର ଆଉ କିଛି ନାହିଁ 🥺
@shreeswarupa164
@shreeswarupa164 16 дней назад
🙏🙏🙏🙏
@sujitnaik4626
@sujitnaik4626 16 дней назад
ଜୟ ପ୍ରଭୁ ବଳରାମ କ୍ଷମା କରନ୍ତୁ ପ୍ରଭୁ କିଛି ବୋଧେ ଭୁଲ୍ ହେଇ ଯାଇଛି ହେ ଜଗା ରକ୍ଷା କର
@madanbag3876
@madanbag3876 16 дней назад
ଯିବନରେ ପ୍ରଥମ ଥର ଏମିତି ଦୃଶ୍ୟ ଦେଖୁଛି। ଘୋର କଳିକାଳ, ପାପି ମାନେ ମରିବ ସବୁ।ତ୍ରାହିମାମ୍ 🙏
@diptiranjanbehera3511
@diptiranjanbehera3511 16 дней назад
ହେ ମୋର ଠାକୁର ଏ ଓଡ଼ିଆ ମାଟିରେ ମିଶୁ ପଛେ ତୁମେ ଶ୍ରୀଅଙ୍ଗ ରେ ଦାଗ ନ ଆସୁ 🙏🙏🙏
@JJJENA-
@JJJENA- 15 дней назад
Wahhh mana kini nela apnka katha🙏🙏
@Soumyaranjan620
@Soumyaranjan620 16 дней назад
Aree se para ama bada thakura.. se tanka mausi maa nka ghara ku aasichhanti se Chhota chhua bhalia byakula hoi tk jhunti padile.. puni dekha se jhunti padi puni uparaku uthi kete sundara smile dauchhanti... Prabhu nakara sabu lila 🙌🙌🙌🤗🤗❤️❤️🥹🥹🪷🪷🪷
@motivationkasamandar3815
@motivationkasamandar3815 16 дней назад
ବଡ଼ ଠାକୁର ବଳ କଷୁଛନ୍ତି
@deepakkumarsahoo5544
@deepakkumarsahoo5544 16 дней назад
କୋଟି କୋଟି ଧନ୍ୟବାଦ ସେବାୟତମାନଙ୍କୁ, ସେମାନେ ବଡ଼ ଠାକୁରଙ୍କୁ ସଂପୂର୍ଣ୍ଣ ରୂପେ ତଳେ ପଡିଯିବାରୁ ଅଟକାଇ ରଖିଲେ 🙏
@kabudas8617
@kabudas8617 16 дней назад
ତୁମେ ତ କରୁଛ ତୁମେ କରାଉଛ ସବୁଠି ତୁମରି ହାତ ଦଈତା ପତି ନିମିତ୍ତ ମାତ୍ର ଆହେ ପ୍ରଭୁ ବଳନାଥ....😢 ଜୟ ପ୍ରଭୁ ବଡ଼ ଠାକୁର... କ'ଣ ପାଇଁ ଏମିତି ଘଟିଲା ସବୁ ପ୍ରଭୁ ତୁମେ ଜାଣ🙏🏿
@jagdishpanda6913
@jagdishpanda6913 16 дней назад
Daita pati kn bhada nahii sabu sei jaga
@jysingle3121
@jysingle3121 16 дней назад
ପ୍ରଭୁ ଏମିତି କେବେ ହେଇ ନ ଥିଲା ରଥଯାତ୍ରା ରେ କେବେ ମୃତ୍ୟ ହେଇ ନ ଥିଲା କଣ କଣ ସବୁ ହେଉଛି 😔😔😔ପ୍ରଭୁ କି ସଂକେତ ଦେଉଛନ୍ତି 😔😔😔😔
@bindasguy33
@bindasguy33 16 дней назад
Ratna Bhandar upare chora nka akhi padichi
@jitendra7966
@jitendra7966 16 дней назад
​@@bindasguy33Pandu all ready Nanda kari sarichi au nhi kichi
@jysingle3121
@jysingle3121 16 дней назад
@@jitendra7966 ଯଦି ବିଜେଡି ସରକାର ରେ ଥାନ୍ତା... କେତେଟା ଅନ୍ଧଭକ୍ତ ଆସିକି କହି ଥାନ୍ତେ କି... ନବୀନ ପଟ୍ଟନାୟକ ଆଉ ପାଣ୍ଡିଆନ ପାଇଁ ଏ ସବୁ ଅଶୁଭ ହେଲା😛😛😛😛ଆଜି ସେ କୁଣ୍ଡା ଖିଆ.... ଅନ୍ଧ ଭକ୍ତ ଙ୍କୁ କଣ ଜଣା ବିଜେପି ଆସିଲା ଦିନ ଠାରୁ ଦେଶରେ ଆଉ ରାଜ୍ୟ ରେ କଣ କଣ ସବୁ ହେଉଛି 😛😛😛😛ହେ ପ୍ରଭୁ ତୁମ ଲୀଳା ତୁମକୁ ଜଣା😛😛😛
@drout6742
@drout6742 16 дней назад
Murtu kete haichi kebe thakur padinathile.... sabu prabhu kn icha 🙏 Prabhu rakha kara 🙏
@sonalisahoo7074
@sonalisahoo7074 16 дней назад
ମୃତ୍ୟୁ ହେଇଛି ଆଗରୁ ରଥଯାତ୍ରା ରେ
@brajakishorepadhi4022
@brajakishorepadhi4022 16 дней назад
ବଡ ଠାକୁର ବଳଭଦ୍ର ଭାଇ ତଳେ ପଡି ନାହାନ୍ତି। ସେ ସତ ରେ ପଡିଗଲେ ତାଂକୁ ଉଠେଇ ବ କିଏ। ପ୍ରଭୋ ଭକ୍ତ ସହିତ କୌତୁକ କରୁଛନ୍ତି। ସେ ବି ଛଳିଆ... ଜୟ ଜଗନ୍ନାଥ🙏 ତତେ ହିଁ ତୁହି ରକ୍ଷା କର ମୁଁ ଛାର ମନୁଷ୍ଯ ମାତର। 🙏
@priankasahoo3189
@priankasahoo3189 16 дней назад
@@brajakishorepadhi4022 ବଳଭଦ୍ର କୁ ତଳେ ପକାଇ ଦେଲେ ଆଉ ସେ ନିଜେ ଉଠି ପାରିଲାନି #FakeGod
@brajakishorepadhi4022
@brajakishorepadhi4022 16 дней назад
@@priankasahoo3189 ହଇରେ ସତ ଗଡ୍ କିଏ କହନି। ତତେ ରୋଜଗାର କରି ପୋଷୁଛି।
@subhampanda6470
@subhampanda6470 16 дней назад
​@@priankasahoo3189kanhi ethi gapuchhube chal jabe 😂😂
@utkalentertainment3696
@utkalentertainment3696 16 дней назад
​@@priankasahoo3189You proved that you are converted for a sack of rice... Behave yourself madam .. You have not any right to prove what is right and what is wrong about my Aradhya and you are crossing your limit .OK!
@pandababu4224
@pandababu4224 16 дней назад
​@@priankasahoo3189tu to maa pakharu janma heinu bodhe jana paduchi tu kau ourasha ru janma
@JagabandhuJata
@JagabandhuJata 16 дней назад
ଯିଏ ପଡିବା ଜିନିଷ କୁ ଉଠାଇବା ଵାଲା ତାକୁ ପକେଇବ କିଏ ନାଁ ଉଠେଇ ବାର କ୍ଷମତା କାହାର ଅଛି 🙏🏾🙏🏾🙏🏾
@priyadarishinimeher9158
@priyadarishinimeher9158 16 дней назад
ବଡ଼ ଠାକୁରେ ଆଗକୁ ମାଡି ଆସୁଥିବା ବିପଦର ସଙ୍କେତ ଦେଉଛନ୍ତି 😢🙏😭 ହେ ମହା ପ୍ରଭୁ ମହିମା ଏବେ ତୁମେ ହିଁ ରକ୍ଷା କର ପ୍ରଭୁ ଜୟ ଜଗନ୍ନାଥ 🚩
@a.s.m2685
@a.s.m2685 16 дней назад
ଜୟ ପ୍ରଭୁ କ୍ଷମା କର ମଣିମା ⚘️🙏⚘️🙏⚘️🎂⚘️💐🙏💐💐🙏
@sibaprasaddalabehera9294
@sibaprasaddalabehera9294 16 дней назад
ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ପ୍ରଭୁ ଦ୍ୱାପର ଯୁଗରେ ଗୋପ ବାଳକ ମାନଙ୍କ ସହ ଧୂଳିବାଲି ରେ ଗଡ଼ୁଥିଲେ ଆଉ ଖେଳୁଥିଲେ। ଏ ହେଉଛି ବଡ଼ଦାଣ୍ଡ ଶରଧା ବାଲି ତେଣୁ ଭକ୍ତ ଆଉ ଭଗବାନ ଙ୍କ ମଧ୍ୟରେ ଲୀଳା ଖେଳା ହୁଏ ବର୍ଷକୁ ଥରେ। ତେଣୁ କେତେବେଳେ ଭକ୍ତ ମାନେ ପଡିଯାଆନ୍ତି ଆଉ ଆଜି ଭଗବାନ ଢଳିପଡିଛନ୍ତି। ଲକ୍ଷ୍ମୀ ପୁରାଣ ରେ ମଧ୍ୟ ମାନବ କଳେବର ହୋଇ ଉତ୍ତପ୍ତ ବାଲିରେ ଚାଲିଥିଲେ ଅନାହାରରେ ରହିଥିଲେ ପ୍ରଭୁ। ସେ ଯଦି ଚାହିଁଥାନ୍ତେ କଣ ସୂର୍ଯ୍ୟ ପବନ ଜଳ କୁ ରୋକି ପାରିନଥାନ୍ତେ କିନ୍ତୁ ସେ ଭକ୍ତ ପାଇଁ ଲୀଳା କରନ୍ତି ଭକ୍ତ ପାଇଁ କଷ୍ଟ ମଧ୍ୟ ସହନ୍ତି। ସେ ନିଜ ଇଚ୍ଛାରେ ସବୁ କିଛି କରନ୍ତି। ତାଙ୍କ ବିନା ନିର୍ଦ୍ଦେଶରେ ବୃକ୍ଷ ପତ୍ର ବି ହଲିବନି। ତେଣୁ ସେ ଲୀଳାମୟ ଇଚ୍ଛାମୟ। ଆଉ କୋଟି ସିଂହ ପରାକ୍ରମୀ ମହାରୁଦ୍ର ଧବଳ ସୁନ୍ଦର ବଳିୟାର ଭୁଜ ମଣିମା ବଡ଼ ଠାକୁର ଙ୍କୁ ତାଙ୍କ ସ୍ୱଇଚ୍ଛା ବିନା କଣ ନେଇପାରିବେ ସେବକ ମାନେ। ତେଣୁ ସବୁ ତାଙ୍କ ଇଚ୍ଛା। କଳିଯୁଗ ରେ ବହୁତ କିଛି ହେଉଛି କିନ୍ତୁ ପ୍ରଭୁ ନୀରବ ଅଛନ୍ତି ଯେପରି ଯାଦବ କୁଳ କନ୍ଦଳ ସମୟରେ ନୀରବ ଥିଲେ ଏବଂ ଶେଷରେ ଯାଦବ ମାନେ ନାଶ ହୋଇଥିଲେ ସେତେବେଳେ ବି ପ୍ରଭୁ ନୀରବ ଥିଲେ ଆଉ ଆଜିବି କଳିଯୁଗ ରେ ନୀରବ ଅଛନ୍ତି। କିନ୍ତୁ ଏସବୁ ପରିବର୍ତ୍ତନ କରିବାକୁ ତାଙ୍କୁ ବା କେତେ ସମୟ, ନିମିଷକ ମାତ୍ରେ ସୃଷ୍ଟି ଗଠନ ଆଉ ଧ୍ବଂସ ବି କରିପାରିବେ। ତେଣୁ ତାଙ୍କ ସ୍ୱଇଚ୍ଛାରେ ସର୍ବ କାର୍ଯ୍ୟ ପରିଚାଳିତ। ଜୟ ବଳିୟାର ଭୁଜ ହଳ ମୂଷଳ ଧାରଣ 🙏 ଜୟ ବଳିୟାର ଭୁଜ ଶଙ୍ଖ ଚକ୍ର ଧାରଣ 🙏 ଜୟ ମା ଯୋଗମାୟା ପରମଶକ୍ତି ଆଦିଶକ୍ତି 🙏
@Sagarodiacreation
@Sagarodiacreation 16 дней назад
@sibaprasaddalabehera9294
@sibaprasaddalabehera9294 16 дней назад
@@Sagarodiacreation ❤️
@sureshdash1956
@sureshdash1956 16 дней назад
👍👍👍👍🙏🏼🙏🏼
@kshyamasagarbehera9858
@kshyamasagarbehera9858 16 дней назад
@sibaprasaddalabehera9294
@sibaprasaddalabehera9294 16 дней назад
@@sureshdash1956 🙏
@jayjaganatha699
@jayjaganatha699 16 дней назад
କୋଟି ସିଂଘ ପରାକ୍ରମୀ ପ୍ରଭୁ ବଳରାମ 🙏🏻🙏🏻🙏🏻
@patitakumarchoudhury9855
@patitakumarchoudhury9855 16 дней назад
ଆବଶ୍ୟକ ଠାରୁ ଅଧିକା ସେବାୟତ ରହିଲେ ଏମିତି ହୁଏ, ଖାଲି ଦେଖେଇ ହେବେ ସେବାୟତ.
@routking8192
@routking8192 16 дней назад
କିଛିନାକିଛି ଭୁଲ୍ ହେଉଚି ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଯେତେବେଳେ ହେଲା ମୋତେଲାଗିଲା ଠାକୁର ରଗିଛନ୍ତି କିଛିଟା ଭୁଲହେଉଚି
@user-fx5jd7kw5d
@user-fx5jd7kw5d 16 дней назад
ଏ ଡକାୟତ ସେବାୟତ ମାନଙ୍କ ପାଇଁ ଆଜି ଜଗନ୍ନାଥ ପ୍ରେମୀ ବିପଦରେ,
@bubunbehera5788
@bubunbehera5788 16 дней назад
କ୍ଷମା କର ହେ ପ୍ରଭୁ ତୁମେ ତ ଦୟା ର ସାଗର ପ୍ରଭୁ ତୁମେ ହିଁ ଭରସା,🙏🙏🙏
@user-tj4dn1gq8w
@user-tj4dn1gq8w 16 дней назад
ହେ ଭଗବାନ ଇଏ କି ଲୀଳା ତୁମର। ରକ୍ଷା କର ସେବାୟତମାନଙ୍କୁ।
@BLPlus6940
@BLPlus6940 16 дней назад
ଏ ବ୍ରହ୍ମାଣ୍ଡ, ଜୀବଜଗତ, ସଂସାର ଚଲାଉଥିବା ଭଗବାନ ପଡ଼ିଯିବେ ମାନେ ଘୋର ବିପଦ ମାଡ଼ି ଆସୁଛି। ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର ମଣିମା❤❤
@balaramsahu7561
@balaramsahu7561 16 дней назад
ହେ ମଣିମା ସାଆନ୍ତ କଣ କଲ ଗୋସାଇଁ କାହିଁକି ପ୍ରଭୁ ଆପଣ ତ ସାତ ପାହାଡ଼ର ଭାରି ଆମଙ୍କୁ ଏ ଭଳି ........କ୍ଷମା କର ମଣିମା 🙏🙏🙏🙏🙏
@santoshdash8679
@santoshdash8679 16 дней назад
ଭାରି ଦୁଃଖ ଲାଗୁଛି ଦେଖିକି। କିନ୍ତୁ ମୋର ମତରେ ଏହା ଏକ ଦୁର୍ଘଟଣା। କହାର ଦୋଷ ଦେବା ଠିକ୍ ନୁହେଁ। ସେବାୟତ ଭାଇ ମାନେ କଠିନ ପରିଶ୍ରମ କରୁଛନ୍ତି। 🙏
@GUNU2323
@GUNU2323 16 дней назад
କରି କରାଇ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ.jya jagannath
@chatasahali
@chatasahali 16 дней назад
Universal powerful man showing his muscles to the public, to not fear who is his near...
@hamigotuber8418
@hamigotuber8418 16 дней назад
ଦୟାକରନ୍ତୁ ବଡ଼ ଭାଇ🙏😭 ମଣିଷ ମାତ୍ରେ ଭୁଲ 😭😭🙏🙏 ସେବାୟତ ଭାଇ ମାନଙ୍କ ଦ୍ବାରା ଯଦି କିଛି ଭୁଲ ହୋଇଯାଇଥାଏ କ୍ଷମା କରନ୍ତୁ ମହାପ୍ରଭୁ 🙏🙏 ଇଏ ଆଉ ରତ୍ନ ଭଣ୍ଡାର ଖୋଲିବାକୁ ନେଇ କିଛି ସଂକେତ ନୁହଁ ତ ମହାପ୍ରଭୁ ହେ 🙏🙏🙏
@priankasahoo3189
@priankasahoo3189 16 дней назад
@@hamigotuber8418 ବଳଭଦ୍ର ନିଜେ ଭି ଉଠିପାରିଲାନି ଆଉ ସେବାୟତ ତଳେ ପକାଇ ଦେଲେ
@hamigotuber8418
@hamigotuber8418 16 дней назад
@@priankasahoo3189 ଭଉଣୀ ମୁଁ କଣ କହିଛି ତ ଆଗ ବୁଝନ୍ତୁ
@s.k.sameerblackpanther6423
@s.k.sameerblackpanther6423 16 дней назад
Dukh ki baat 😂❤🎉😢😮😅😊
@Sd-nu9xg
@Sd-nu9xg 16 дней назад
​@@priankasahoo3189Are ama thakuranka seba re sebayta achanty tanku uthei debe tume chinta karani ama thakuranka bahut chakara bakara achanty😂😂😂Tuma god pakhe jadi chakara bakara nahin tike kahiba ame pathei dabu😂
@pandababu4224
@pandababu4224 16 дней назад
@@priankasahoo3189 tu kebe padijibu lo converted dekh to bhagban tate ta dharma re janma delanahi kintu ame ama dharma re janma heichu
@MnuBiswajit
@MnuBiswajit 16 дней назад
He pravu bhul khyama kara Prabhu🙏🥺🥺🥺
@arpitabhattacharya8545
@arpitabhattacharya8545 16 дней назад
Leelamaya leela kar rahe hai , yeh sirf ek lila hai.❤
@MnuBiswajit
@MnuBiswajit 16 дней назад
@@arpitabhattacharya8545 Lila Maya Lila au kete kariba ... Nije kasta pauchhi ...
@pravasranjanmallick3065
@pravasranjanmallick3065 16 дней назад
ମଣିମା ବିଶ୍ୱର ମଙ୍ଗଳ ହେଉ 🙏🙏
@amiyanayak842
@amiyanayak842 16 дней назад
ହେ ପ୍ରଭୁ ବଡ ଠାକୁର 🙏🏾🙏🏾
@minatirout7523
@minatirout7523 16 дней назад
ହେ ବଡ ଠାକୁର ବଳରାମ ତମର ଏ କି ଳିଳା ପ୍ରଭୁ 🙏🙏🙏
@manoranjanmahapatra5451
@manoranjanmahapatra5451 16 дней назад
ଲୀଳାମୟ ହେ କି ଲୀଳା ତୁମର କେମିତି ବୁଝିବି ମୁଁହି। ଜୟ ଜଗନ୍ନାଥ
@shuvakantaswain9880
@shuvakantaswain9880 16 дней назад
ପ୍ରଭୁ ହେ କ୍ଷମା କର।
@nrusinghamoharana7689
@nrusinghamoharana7689 16 дней назад
ହେ ବଳିୟାର ଭୂଜ ମହାପ୍ରଭୁ ଆପଣଙ୍କ ର ଏପରିକି ହେବାରେ ଜଗତକୁ କିଏ ରକ୍ଷା କରିବ,
@Sonali_Bhakti
@Sonali_Bhakti 16 дней назад
ହେ ବଡ଼ ଭାଇ ମୋ ବଡ ସାଆନ୍ତେ 🙏😭 କଣ ପାଇଁ ଏ ଲୀଳା କରୁଛନ୍ତି ଆପଣ ମଣିମା 😭 ଆପଣଙ୍କ ଢଳି ପଡିବା ଦେଖି ମୋ ଛାତି ଫାଟିଯାଉଛି 😭🙏 ରକ୍ଷମାଂ ଦୀନବନ୍ଧୁ🙏😭
@muktikantabehera3939
@muktikantabehera3939 16 дней назад
He prabhu manima e jagataku rakshya kara
@raghunarhkarjee947
@raghunarhkarjee947 16 дней назад
ଜୟ ଜଗନ୍ନାଥ, ଜୟ ବଳ ଦେବ ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏
@BijayPradhan-y9p
@BijayPradhan-y9p 16 дней назад
ହେ ମହାବାହୁ ମଣୀମାବଢଠାକୁରେଭୁ👏👏👏
@ganeswarsahoo8562
@ganeswarsahoo8562 16 дней назад
ହେ ପ୍ରଭୁ, ଏ କି ଦୁଃଖ , ଏ କି ଅଘଟଣ ହେଇଗଲା, ତ୍ରହିମାମ
@subhalaxmibehera9
@subhalaxmibehera9 16 дней назад
He prabhu tame padigale sansara bhasi jiba❤❤
@kumarsanu949
@kumarsanu949 16 дней назад
ହେ ମହା ପ୍ରଭୁ 🙏🙏🙏
@user-ee2ir8kv8x
@user-ee2ir8kv8x 16 дней назад
ପ୍ରଭୁ ଏ କି ପ୍ରକାର ର ଳିଳା
@supravarout9274
@supravarout9274 16 дней назад
Omm namaha bhagabate Basu devaya
@priyankanayak4904
@priyankanayak4904 16 дней назад
ପ୍ରଭୁ ଯେତେବେଳେ ଉଠୁଛନ୍ତି ତାଙ୍କ ହସ ହସ ମୁହଁକୁ ଦେଖ🥺🙏 କେତେ ସୁନ୍ଦର ମୁଖ ଆଊ ହସ 🙏🙏🙏🙏🙏
@monalishasoren369
@monalishasoren369 16 дней назад
Hey Prabhu khyama kara..
@user-rt6nl6kc5r
@user-rt6nl6kc5r 16 дней назад
Hea Prabhu kali ra seasha samya asigala
@satyajitbehera7372
@satyajitbehera7372 16 дней назад
Jai Jagannath swami nayana patha gami bhava tume... Bada thakuara. Bhai Balabhadra 🙏
@Khantiodia.411
@Khantiodia.411 16 дней назад
ଯେଉଁ ମାନେ ସାମାନ୍ୟ ଦାରୁ ଭାବୁଥିବେ ସେ କେଡେ ବଡ ବିଦ୍ୱାନ ଆଜି ଜାଣିଥିବେ 🙏🙏🙏🙏
@ajaykumarajaykumar4799
@ajaykumarajaykumar4799 16 дней назад
କ୍ଷମାକର ପ୍ରଭୁ 🙏🙏🙏🙏
@mamatasahu4623
@mamatasahu4623 16 дней назад
25 year gov re kabe amti hae nahin He prabhu tume hin saha 😢
@litusamal4894
@litusamal4894 16 дней назад
Rajaniti arambha heigala.....tumer
@soumyaranjansahoo2344
@soumyaranjansahoo2344 16 дней назад
Au kete sebayata hele bhagban ku bhala re ani pariba ete sebayata ratha ku full kariki rahucha bhagban nkara etiki tk care dei paruna he bhagban rakhya kariba bohut dukha laguchi e katha dekhiki jai jagarnath prabhu
@Abcsdb123b
@Abcsdb123b 16 дней назад
Jay Jagannath 🙏🙏🙏🙏🙏🙏
@Mamatapradhan143
@Mamatapradhan143 16 дней назад
ହେ ପ୍ରଭୁ ରକ୍ଷାକର😢🙏
@rahulkumarmohanty3094
@rahulkumarmohanty3094 16 дней назад
Jay Jagannath ❤
@ajubhaicreation
@ajubhaicreation 16 дней назад
ଜୟ ମହାପ୍ରଭୁ ବଳରାମ😭😭😭
@shuvakantasahoo3374
@shuvakantasahoo3374 16 дней назад
Jay Bala dev Prabhu tume Saha hua a sansar ku
@user-vb5tz8kb8f
@user-vb5tz8kb8f 16 дней назад
ହେ ପ୍ରଭୁ ତୁମ୍ଭ ବିନୁ ତୋ ଅନ୍ୟ ଗତି ନାହିଁ ଯେ କାହାରି ରକ୍ଷା କର ହେ ପ୍ରଭୁ 🕉 🕉🕉🚩🚩🚩🙏🙏🙏
@AshokkumarAdhikari-og3ex
@AshokkumarAdhikari-og3ex 16 дней назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ🙏 ସାରା ସଂସାରକୁ ସମ୍ଭାଳିବା ବାଲା ଶେଷନାଗ ତାଙ୍କୁ ସମ୍ଭାଳିବ ଶକ୍ତି କାହାର ଅଛି 🙏ସେବାୟତ ନିମିତ୍ତ ମାତ୍ର 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@sarojinimohanty1384
@sarojinimohanty1384 16 дней назад
Mahapravu.Samastanku.Khymakaridia.ApankasreeCharanare.Koti.KotiPranam🙏🙏🙏🙏🙏🙏🙏
@rajakrushnaacharya7732
@rajakrushnaacharya7732 16 дней назад
Jay pravu bada thakura balabhadra❤❤❤tame hi sanhara karta.kichhi bhul heigala bodhhue
@kritikadaskritika7715
@kritikadaskritika7715 16 дней назад
କ୍ଷମା କର ମଣିମା 🙏🙏🙏🙏🙏
@Nareshselma-lo5hj
@Nareshselma-lo5hj 16 дней назад
ହେ ପ୍ରବୁ ଏକି ସଂକେତ ଏ ସଂସାର କୁ ରଖ୍ୟ କର ପ୍ରଭୁ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@kalandikandi2324
@kalandikandi2324 16 дней назад
ଜୟ ଜଗନ୍ନାଥ 🙏🙏🙏 ପ୍ରଭୁ ସବୁ ତୁମରି ଲିଳା ଚକା ଡୋଳା
@alekhakandi1517
@alekhakandi1517 16 дней назад
ଜୟ ଜଗନ୍ନାଥ 🙏 ହେ ପ୍ରଭୁ ଏ ମୁର୍ଖ ମାନବଜାତିକୁ କ୍ଷମାକରି ଶାନ୍ତିର ସତ୍ତଗତି ଦିଅନ୍ତୁ 🙏
@SKJ-vh8kv6rp9l
@SKJ-vh8kv6rp9l 16 дней назад
ଜୟ ଜୟ ବଳଭଦ୍ର ପ୍ରଭୁ ଏ ପୃଥିବୀକୁ ରକ୍ଷାକର👏🙏🌷🌹
@HAPPYLIFE-sl6wi
@HAPPYLIFE-sl6wi 16 дней назад
ଜୟ ଜଗନ୍ନାଥ ପ୍ରଭୁ ତୁମେ ହିଁ ସାହା ଭରଷା 🙏🏻🙏🏻
@DeepkamalSwain
@DeepkamalSwain 16 дней назад
କିଛି ଭଲ ସୂଚନା ଏଇ ନୁହେଁ , ପ୍ରଭୁ କ୍ଷମା ପ୍ରାର୍ଥନା କରୁଛୁ ....
@nirmalbarik4275
@nirmalbarik4275 16 дней назад
ଜୟ ବଡ଼ ଠାକୁର ବଳଭଦ୍ର ମହାବାହୁ 🙏🙏🙏ଦୟା କର..
@user-iz8ok7ms9j
@user-iz8ok7ms9j 16 дней назад
E dursya dekhi bohuta kasta laguchi😢😢he prabhu ,he bada thakura kahinki ragigale , kshyama karidebe prabhu
@lovelygirltitili1322
@lovelygirltitili1322 16 дней назад
ସେବାୟତ ଙ୍କ ବହୁତ ଗର୍ବ ହେଇ ଗଲାଣି ପ୍ରଭୁ ଗର୍ବ ଭାଙ୍ଗି ଦେଲେ 🙏
@BiswajitPradhan-sl4gm
@BiswajitPradhan-sl4gm 16 дней назад
ପ୍ରଭୁ khyama କର ❤ 🙏🙏🙏 ଜୟ ଜଗନ୍ନାଥ ଜୟ ବଡ଼ ଠାକୁର ବାଳ ଭଦ୍ର ❤
@SuryakantaMohanty-yv1fq
@SuryakantaMohanty-yv1fq 16 дней назад
Odisha
@user-fr3fs1fq2t
@user-fr3fs1fq2t 16 дней назад
ନିଶ୍ଚିତ ସଂସାର କୁ ବିପଦ ଅଛି , ଜଗା ହିଁ ଭରସା
@uttambaba6800
@uttambaba6800 16 дней назад
He Jagannath tome sarbo bidyan tome hi Sruthi korta🎉🎉🎉🎉❤❤
@bunuchhotary3965
@bunuchhotary3965 16 дней назад
Jay jagannath....apana saha bharasa
@user-tr5wv1xe1r
@user-tr5wv1xe1r 16 дней назад
Prabhu tume sruti tume bilaya samastanku kshyama karidia prabhu 🙏🙏🙏
@CreativeNatureLife
@CreativeNatureLife 16 дней назад
ପୃଥିବୀକୁ ଘୋର ଅନ୍ଧକାର ମାଡ଼ି ଆସୁଛି, ହେ ଜଗନ୍ନାଥ ପ୍ରଭୁ ସମସ୍ତଙ୍କୁ ଏ ବିପଦରୁ ଉଦ୍ଧାର କର। ଜୟ ଜଗନ୍ନାଥ 🙏🚩🙏 ⭕❗⭕
@Army-jh6du
@Army-jh6du 16 дней назад
He mahabahu tame saha bhrasa prabhu
@OO7OdiaRider
@OO7OdiaRider 16 дней назад
Balabhadra prabhu Amo samastanku Khyama karidebe...🙏🏻🙏🏻🙏🏻🙏🏻bada bhul heichi 😢😢😢😢😢
@rameshmallik8771
@rameshmallik8771 16 дней назад
ହେ ପ୍ରଭୁ ଜଗନ୍ନାଥ ତୁମରି ହା ତ ରେ ଜଗତ ତୁମେ ସୃଷ୍ଟି କୁ ରକ୍ଷା କର ପ୍ରଭୁ
@njcreation4648
@njcreation4648 16 дней назад
ହେ ପ୍ରଭୁ ଇଏ କି ଲୀଳା ତୁମର ⚫‼️⚫
@laxmipriyamalla3088
@laxmipriyamalla3088 16 дней назад
Bahut kichhi ghatibaku jauchhi Satark ,sachetan He prabhu rakshya Kara 🙏🙏
@kbkrishnabalarama4950
@kbkrishnabalarama4950 15 дней назад
Soo sad Jaya balaram
@janmejayrout9328
@janmejayrout9328 16 дней назад
Jay baladev prabhu sarajagataku rakha kara prabhu bada thakura 🙏🙏🙏
@siladas8285
@siladas8285 16 дней назад
Jay balabhadra pravu
@user-mp2hu7xo4o
@user-mp2hu7xo4o 16 дней назад
Jay Jagannath 🙏🥺🥺 Jay balabhadra jay subhadra🙏🙏🙏🥺
@AniketaNamasudra
@AniketaNamasudra 16 дней назад
Heart broken💔💔💔 🥺🥺😭😭 jai baldev❤❤
@sontosharts6926
@sontosharts6926 16 дней назад
Jay Bala bhadra thakure
@SUJiT...5168
@SUJiT...5168 16 дней назад
ହେ ପ୍ରଭୁ ଏ ସଂସାର କୁ ରକ୍ଷ୍ୟା କର
@Funnycartoon75604
@Funnycartoon75604 16 дней назад
Jay Jagannath 🙏😢
@bchikipadhan93
@bchikipadhan93 16 дней назад
ହେ ପ୍ରଭୁ ତମର ଏ କି ଲୀଳା 🙏
@Lipkumar123
@Lipkumar123 16 дней назад
ନମସ୍ତେ ତୁ ହଳଗ୍ରାମ ନମସ୍ତେ ମୂଷଳାୟୂଧ ନମସ୍ତେ ରେବତୀକାନ୍ତ ନମସ୍ତେ ଭକ୍ତବତ୍ସଳଂ ନମସ୍ତେ ବଳୀନାଂଶ୍ରେଷ୍ଠ ନମସ୍ତେ ଧରଣୀଧରଃ ପ୍ରଳମ୍ବାରୀ ନମସ୍ତୁଭ୍ୟମ୍ ତ୍ରାହିମାମ୍ କୃଷ୍ଣପୂର୍ବଜଃ🙏🙏🙏ାା
@deepikadkofficial3640
@deepikadkofficial3640 16 дней назад
😭😭😭😭😭 ହେ ପ୍ରଭୁ 🙏🏻🙏🏻🙏🏻🙏🏻🙏🏻🙏🏻
@MunaBhai-qh9fl
@MunaBhai-qh9fl 16 дней назад
ଜୟ ଜଗନ୍ନାଥ ମହା ପ୍ରଭୁ ବଳଭଦ୍ର ସ୍ଵାମୀ କଣ ପାଇଁ ତଳେ ପଡ଼ିଗଲେ ସେବାୟତ ମାନେ ସବୁ ଅଘଟଣ କରୁଛନ୍ତି କରି କରାଉ ଥାଏ ସେଇ ତାବିନୁ ଅନ୍ୟଗତି ନାହିଁ 🙏🏻🙌🏻
Далее