Тёмный

ଆମ ଓଡ଼ିଶା, ନବୀନ ଓଡ଼ିଶା ନାଁ ବଦଳାଇବା ପଛର କାରଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । Chief Minister Mohan Majhi 

Pratidin TV
Подписаться 1,3 млн
Просмотров 192 тыс.
50% 1

ଆମ ଓଡ଼ିଶା, ନବୀନ ଓଡ଼ିଶା ନାଁ ବଦଳାଇବା ପଛର କାରଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । Chief Minister Mohan Majhi Explains Renaming 'Am Odisha' To 'Naveen Odisha' #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our RU-vid Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Опубликовано:

 

16 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 427   
@yudhisthir123
@yudhisthir123 2 месяца назад
A ranga badalaiba sarkaar😊am naveen sarkaar bahuta badhia👍👍👍👍👍🥦🥦🥦🥦🥦🥦🇮🇳🇮🇳🇮🇳🌹🌹🌹🙏🌹
@ArabindaSahoo-r5q
@ArabindaSahoo-r5q 7 дней назад
AU Bala achhi je Suni pampda Khaiba
@AbhimanyuPattayat
@AbhimanyuPattayat 2 месяца назад
ସୁନ୍ଦର ଅତି ସୁନ୍ଦର ଯୋଜନା ଓଡିଶା Budget ରେ ନିଶ୍ଚିତ ଡେଭଲପମେଣ୍ଟ ହେବ ଜୟ ହିନ୍ଦ
@gurukrupa4151
@gurukrupa4151 2 месяца назад
ମୋହନ ସାର୍ ଆପଣଙ୍କ ଯୋଜନା କେତେବର୍ଷ ରହିବ ଯେତେ ବର୍ଷ ଆପଣଙ୍କ ବି ଜେ ପି ସରକାର ଓଡ଼ିଶା ରେ କ୍ଷମତା ରେ ଅଛି ତା ପରେ ଯେଉଁ ସରକାର ଆସିବ ସେ କଣ ଆପଣଙ୍କ ଯୋଜନା ର ନା ଚେଞ୍ଜ କରିବନି ବୋଲି ଭାବୁଛନ୍ତି, ଆପଣ ଯଦି ଚେଞ୍ଜ କରିପାରିଲେ ସେ ସରକାର ବି କରିବ
@prakashkumarjena.babusan.n3760
@prakashkumarjena.babusan.n3760 2 месяца назад
ହଁ ରେ ପେଳ ଚଟା 😂😂😂
@321Durgashish
@321Durgashish 2 месяца назад
Are babu tike 100 thara bhaba Nabina patanayk name rea kna pani haba au biju patanayk nka name rea auhure be ama ra odiasha rea mahapurusa achanti tachada eaita kaha bopa paisa rea haune sabu lokana paisa
@321Durgashish
@321Durgashish 2 месяца назад
Ea sabu name change ku ame support karuchu kintu jade gopabandhu nka name change heala ame government change karidabu 2 months bhita rea karana gopabandhu samsta nkara au odisha ra Prana kendra
@amulyakhandei9704
@amulyakhandei9704 2 месяца назад
​@@321DurgashishMadhusudan Das b👍
@Dep_Tripathy
@Dep_Tripathy 2 месяца назад
Perfect kahila ​@@321Durgashish
@kamalbehera4780
@kamalbehera4780 2 месяца назад
କିଛି ନୂଆ କରିକି ଦେଖାଅ , ପୁରୁଣା ଜିନିଷ କୁ କାହିଁକି କରୁଛ।। ଗପ କହିଲେ କିଛି ଲାଭ ହେବ ନାହିଁ ।
@MangluAlda
@MangluAlda 2 месяца назад
Madarchat utkala Odisha ku Naveen Odisha Tate bhala laguchi aama maha purusha mankku bhuli galeki madarchat
@r.screationsodisha9256
@r.screationsodisha9256 2 месяца назад
ଆପଣ ଙ୍କ ବଜେଟ ରେ ନୂଆ କଥା କିଛି ନାହିଁ କେବଳ ବସ ର ରଙ୍ଗ ପରିବର୍ତ୍ତନ କଲା ଭଳି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି,ଆପଣଙ୍କ ସରକାର ର କଥା ଓ ପ୍ରତିଶ୍ରୁତି ବଡ଼ କିନ୍ତୁ କାମ କିଛି ନାହି
@GaneshNayakNayak-t6b
@GaneshNayakNayak-t6b 2 месяца назад
ଏ ସରକାର ଭାବୁଛନ୍ତି ଯେ ଓଡ଼ିଶା ରେ ୨୫ ୩୦ବର୍ଷ ପର୍ଯ୍ୟନ୍ତ ରହିବା ଆସାରେ,ଏ ସଂପର୍କରେ ଭାବିବା ଭୁଲ,୫ ବର୍ଷ ଯିବା ମୁସ୍କିଲ,ମୋ ମତରେ
@kamalbehera4780
@kamalbehera4780 2 месяца назад
@@GaneshNayakNayak-t6b ଠିକ୍ କହିଚ ଭାଇ
@TukuNaik-hj6cf
@TukuNaik-hj6cf 2 месяца назад
Au sapna dekhani loka bujhi gale au Paisa ra bala nahi gaon loka bujhi sarileni ea pacha re rahichi social media Mobile phone kie bhul kie thik 😂😂😂😂​@@kamalbehera4780
@santalitradisonalprogramme2600
@santalitradisonalprogramme2600 2 месяца назад
Nabin chamchha badhe tume
@reemamaohapatra9821
@reemamaohapatra9821 2 месяца назад
Right
@ମୁଁନବୀନ_ପାଣ୍ଡୁ
Nice joke by a JOKER, ବିଜେପି ସହିତ ଲଢିବାକୁ ହେଲେ ୧୦ ବର୍ଷ ଅଗୋରେ ରହିବାକୁ ପଡିବ , ସବୁ ଯଜନାବଦ୍ଧ ଭାବେ ହୁଏ, କଂଗ୍ରେସ ବୁଝିପାରିଲାନି, ବିଜେଡ଼ି ମଧ୍ୟ ସେୟା ଗତି ହେବ, ସରକାର ଗଡିବକୁ ହେଲେ ବହୁତ୍ ବହୁତ୍ ବହୁତ୍ ବହୁତ୍ କଷ୍ଟ କରିବାକୁ ପଡ଼ିବ
@SarojMajhi-p1g
@SarojMajhi-p1g 2 месяца назад
ନବୀନଙ୍କର ସବୁ ଯୋଜନାକୁ ତ ବଦଳାଉଛନ୍ତି, ତେବେ ନବୀନଙ୍କ ପିଠା ଯୋଜନା ବଦଳେଇ ହାଣ୍ଡିଆ ଯୋଜନା କରନ୍ତୁ ମୋହନ ମାଝୀ
@ମୁଁନବୀନ_ପାଣ୍ଡୁ
ତୋତେ ମାଗଣା ରେ ମିଳିବ ପ୍ରଥମେ
@nm02bhai
@nm02bhai 2 месяца назад
କିଛି ନୂଆ ନାହିଁ ଓଡ଼ିଶା ରେ
@EswarGanta-jx3mt
@EswarGanta-jx3mt 2 месяца назад
ଅଧିକ ଲମ୍ବା ଲମ୍ବାରେ Comments ଲେଖି ଚାଲ୍ ❤❤❤
@rameshdumal9386
@rameshdumal9386 2 месяца назад
300ୟୁନିଟ୍ ଛାଡ଼କେବେ ହେବା
@oramabhisek1419
@oramabhisek1419 2 месяца назад
mahaliya khia 🤣🤣🤣🤣🤣🤣🤣🤣🤣
@bikalmallik3271
@bikalmallik3271 2 месяца назад
ଲଗଂଳା ହେନା
@r.screationsodisha9256
@r.screationsodisha9256 2 месяца назад
ଯେମିତି ୧୫ ଲକ୍ଷ ଆସିଲା, ମାସେ ଭିତରେ ଚିଟ ଫଣ୍ଡ ଟଙ୍କା ଫେରି ପାଇଲ ସେମିତି ୩୦୦ୟୁନିଟ ଛାଡ ହେଇଛି
@Motivational__video56
@Motivational__video56 2 месяца назад
Abe 300 unit chhada nuha solar panel lagibo Sethi pain amoku 75000 debaku hebo
@machandra8216
@machandra8216 2 месяца назад
ସୋଲାର ପ୍ୟାନେଲ ପ୍ରଦାନ କରାଯିବ କିଛି ଅର୍ଥ ନିଜେ ଦେବାକୁ ପଡ଼ିବ ଏବଂ କିଛି ଅର୍ଥ ସରକାର ଦେବେ। ଏହା ମାଧ୍ୟମରେ ବିଜୁଳି ବିଲ୍ ଜିରୋ ହେବ, pm surjaghar ଯୋଜନା ରେ ମିଳିବ
@arjunpradhan5615
@arjunpradhan5615 2 месяца назад
ନବୀନ ବାବୁ ସରକାର ରହି ଥିଲେ ପିଠା ଯୋଜନା ଭଳି ହାଣ୍ଡିଆ ଯୋଜନା କରିଦେଇ ଥାଆନ୍ତେ।
@daredevil2455
@daredevil2455 2 месяца назад
PEETHA- People Empowerment - Enabling Transparency and Enhancing Accountability Janina jadi galuami ta na karile bhala huanta 😂😂
@rajsekhar5201
@rajsekhar5201 2 месяца назад
😂😂😮​@@daredevil2455
@RANJANKUMAR-jb1xw
@RANJANKUMAR-jb1xw 2 месяца назад
ମୋହନ ବାବୁ ଜିନ୍ଦାବାଦ ଓଡ଼ିଶା ସରକାର ❤❤❤❤❤❤❤❤❤❤❤❤❤❤❤❤❤❤❤❤
@sankhalicharangiri805
@sankhalicharangiri805 2 месяца назад
Good job. Welcome
@SubhendukumarSahani
@SubhendukumarSahani 2 месяца назад
ଜୟ ଶ୍ରୀ ରାମ
@SubhendukumarSahani
@SubhendukumarSahani 2 месяца назад
ଜୟ ଶ୍ରୀ ଜଗନ୍ନାଥ
@chandrasekharmajhi7795
@chandrasekharmajhi7795 2 месяца назад
World's no one CM Mohan charan Majhi.Good work.fantastic
@SubhendukumarSahani
@SubhendukumarSahani 2 месяца назад
ଜୟ ଶ୍ରୀ କୃଷ୍ଣ
@SurendraMirdha-qo6tr
@SurendraMirdha-qo6tr 2 месяца назад
ଠିକ ହେଇଛି ମୁଖ୍ୟମନ୍ତ୍ରୀ ଜୟ ବିଜେପି ଜୟ ମୋହନ ମାଝୀ ❤
@laxmanbiswal3255
@laxmanbiswal3255 2 месяца назад
Ahankari cm mohan majhi
@maakitchenette
@maakitchenette 2 месяца назад
ତୁମ ର ଗପ ବହି ପାଇଁ କଣ ଜରୁରୀ ଥୁ ଥୁ ଥୁ ରାବଣ ବାଣାସୁର ଭକ୍ତ ମାନେ
@shibaprasad3873
@shibaprasad3873 2 месяца назад
ତୁମେ ପାଞ୍ଚ ବର୍ଷ ଭିତରେ ଓଡିଶା କୁ ଗରିବ ରୁ ଊର୍ଦ୍ଧ୍ୱ କୁ ଆଣ ହେଲେ ଜାଣିବୁ ଆମେ ଏଇ ସାରକାର ଓଡ଼ିଆ ପାଇଁ କିଛି କରିଛି
@pradeepkumarpanda7626
@pradeepkumarpanda7626 2 месяца назад
Sie 24 barsa rahithila . Se hisab re yaar 5 barsa tulana karajiba uchit heba.
@ajayakumarb957
@ajayakumarb957 2 месяца назад
ଖାଲି ତାଙ୍କ ଯୋଜନା ମଡିଫାଇଜ କରୁଥାଅ ତମର କିଛି ଯୋଜନା ନାହିଁ କି କିଛି ଜାଣିନ😅😅😅
@kuldeeppatelnbrother7306
@kuldeeppatelnbrother7306 2 месяца назад
ମୋ ଓଡ଼ିଶା ନବୀନ ଓଡ଼ିଶା ରେ ଯେ କେତେ କାମ ହେଇଛି ତୁମେ କଣ ଜାଣିବ ମୂର୍ଖ ମନ୍ତ୍ରୀ
@bikalmallik3271
@bikalmallik3271 2 месяца назад
ବିଜେଡି ର କୁଜିନେତା ଜି ମାରିକି ଖାଇଲେ କିଛି କାମ ହେଇନି
@damodarmajhi4897
@damodarmajhi4897 2 месяца назад
ଓଡିଶା ଟା ନବୀନ ର କି ନା ତା ବୁପାର। ଓଡିଶା ଟା ଓଡିଶା ବାସୀଙ୍କର ସମସ୍ତଙ୍କର। ମୂର୍ଖ କାହାକୁ କହୁଚୁ ବେ। ତା ପାଦ ଧୂଳି ସହ ସମାନ ବି ହବୁନି। ନାମ ବଦଳିବା ଦରକାର।
@reemamaohapatra9821
@reemamaohapatra9821 2 месяца назад
Jay Nabin patnayak
@DhirendranathBaskey
@DhirendranathBaskey 2 месяца назад
Nobin odisha kebolo vote bank paini kora jaithila, kebolo election agoru hin nobin sir kebolo jojona koronti au election sorile jojona sobu 😅
@santoshipatra7841
@santoshipatra7841 2 месяца назад
​@@damodarmajhi4897right 👍
@sridharroul5490
@sridharroul5490 2 месяца назад
Bhala
@sanjeevpatra1975
@sanjeevpatra1975 2 месяца назад
BJP michhua sarkar odisha re tisti pariba Nahi
@machandra8216
@machandra8216 2 месяца назад
ତୁମ କଥାରେ
@DilluDilli-g4v
@DilluDilli-g4v 2 месяца назад
​@@machandra8216ହାଣ୍ଡିଆ ଟୋକା ଜିନ୍ଦାବାଦ
@Dep_Tripathy
@Dep_Tripathy 2 месяца назад
ଯା ଶୋଇପଡେ
@j.jcreation2522
@j.jcreation2522 2 месяца назад
Bhatta na dele aara thara puni nabina
@Ama_Sikhya_Bikasha
@Ama_Sikhya_Bikasha 2 месяца назад
ମିଛୁଆ govt ଯେତେବେଳେ ଭୋଟ ବେଳେ କହିଲନି 80ବର୍ଷ ରୁ ଅଧିକା ଯାହାର ବୟସ ତାକୁ 3500ଦିଆ ହେବ....ଆଉ କହାକୁ ଦିଆ ହେବନି କୋହୁଥିଲା 3000ଦିଆ ହେବା ଭର୍ତା ଗଲୁଆ ....ଭୋଟ ଫେରାଅ ଏବେ ଚୁଟିଆ ଭାବୁଛ
@lachhamangoudalachhamangou9585
@lachhamangoudalachhamangou9585 2 месяца назад
80ବରଷଲୋକକୁଂମ ଶାଣିରେନେଇକିଦିଅ3500ଭତାଲଜ୍ୟାନାହିଁଭତାବଢାଇଛ
@bhaktimarga853
@bhaktimarga853 2 месяца назад
Very good.
@debendranarayandash9040
@debendranarayandash9040 2 месяца назад
ନବୀନ ଓଡିଶା ଦୁଃଖଦାୟକ ଓଡିଶା ନବୀନ ବାବୁଙ୍କ ପୈତୃକ ସମ୍ପତ୍ତି ନୁହେଁ
@suniltanty2811
@suniltanty2811 2 месяца назад
Nabin odisha ra mane tme bujhi na...nabin..mane nua...odisha
@AbinashHantal-w3d
@AbinashHantal-w3d 2 месяца назад
Good job welcome c m sir
@sankarharijan7606
@sankarharijan7606 2 месяца назад
Thank u sar
@KedarJena-ki9el
@KedarJena-ki9el 2 месяца назад
Right, thanks
@somanathkhara8368
@somanathkhara8368 2 месяца назад
ବଦଳିବ ନାହିଁ କି? ନିଶ୍ଚୟ ବଦଳାଇବା ଦରକାର।
@ugrasenmahanta7005
@ugrasenmahanta7005 2 месяца назад
ନାମ ନବଦଳାଇ ନୂଆ ଯୋଜନା କରନ୍ତୁ ,ଓ ଯୋଜନାକୁ ଦୀର୍ଘସ୍ଥାୟୀ କରନ୍ତୁ ।ନାଆ ବଦଲାଇ ଲୋକଙ୍କୁ ଧୋକା ଦିଅନ୍ତୁ ନାହିଁ। ଓଡ଼ିଶା ନେତା ମାନ ଙ୍କର ବୋପାଙ୍କର ନୁହେଁ। ବିକାଶ କର କିନ୍ତୁ ବିକୃତକରଣନି ।
@RashMita-km8ug
@RashMita-km8ug 2 месяца назад
ନବୀନ ବୁଢ଼ା କେବେ ଏମିତି ମେଡ଼ିଆ ସାମନାରେ କହିଥିଲା କି?
@AmarKanhar-mk7hf
@AmarKanhar-mk7hf 2 месяца назад
ସୁଭଦ୍ରା ଯୋଜନା କୁ ଦରକାର ୫୦ହଜାର କୋଟି ଏହି ୧୦ହଜାର କୋଟି କଣ ହେବ ଖାଲି ନେତା ମନ୍ତ୍ରୀ ଙ୍କ ସମ୍ପର୍କୀୟ ପାଇଁ
@narendrapurty9630
@narendrapurty9630 2 месяца назад
ଜୟ ଜଗନ୍ନାଥ 🙏🙏🙏
@debashishpradhan6568
@debashishpradhan6568 2 месяца назад
Aue tume vote pai ba pai odisha ku no.1 kariba kahithilo ebe modi Kan kale, Aue vote pai ba ruho
@BalaramRout-yw3lr
@BalaramRout-yw3lr 2 месяца назад
ନାମ ବଦଳା ସରକାର୍, ଧନ୍ୟରେ bjp ଯିଏ ତତେ ଭୋଟ ଦେଇଛି ଆଜି ଭୋଗୁଛି
@gulsonbhoifunnyvideos6903
@gulsonbhoifunnyvideos6903 2 месяца назад
Tame kna paei cm kisan new website bahar karun
@bankamajhi-gm5jf
@bankamajhi-gm5jf 2 месяца назад
କ'ଣ ଉପକୃତ ହେବେ ସାର୍ ଆଳୁ କିଲୋ 50 ହେଲା ପିଆଜ କିଲୋ 60 ହେଲା ଆଉ ତେଲ 150 ହେଲା ଟମାଟ କିଲୋ 80 ହେଲା ସବୁ ଜିନିଷପତ୍ର ବଡି଼ଲା ଆଉ ସାଛିଭାଇମାନେ କ'ଣ ଉପକୃତ ଏଲେ ସାର୍ ସେମିତି ଏଲେ ତ ସାଛି ଭାଇମାନେ ଏମିତି ଉପକୃତ ହେବେ ସାର୍ କହିଁ ଅଵନି
@SidharthSamal-w6h
@SidharthSamal-w6h 2 месяца назад
Bahut bhala hela
@hansdahcreation4k849
@hansdahcreation4k849 2 месяца назад
Right
@babunamallick5594
@babunamallick5594 2 месяца назад
ବାର୍ଦ୍ଧକ୍ୟ ଭତ୍ତା 3000 ଟଙ୍କା ମଞ୍ଜୁର କରିଛନ୍ତି କି ନାହିଁ କୁହନ୍ତୁ
@machandra8216
@machandra8216 2 месяца назад
କରାଗଲା ତୁମେ news ଦେଖୁନକି
@siteshnayak8604
@siteshnayak8604 2 месяца назад
Kebala 80 year old loko nka pain aau disability nka pain hela
@Prasarna
@Prasarna 2 месяца назад
Very nice 👍
@pitambarmohanta9790
@pitambarmohanta9790 2 месяца назад
GoodsNewsodji Sha
@narayandalai8414
@narayandalai8414 2 месяца назад
ମୋହନ sir, ଦୟାକରି ବାର୍ଦ୍ଧକ୍ୟ ଭତ୍ତା ବଢ଼ାଇ ଦିଅନ୍ତୁ,
@PritamKumarSahu-mo7dm
@PritamKumarSahu-mo7dm 2 месяца назад
Best cm mahon majhi sir ❤
@arakshitpoi69
@arakshitpoi69 2 месяца назад
ନୂଆ ଯୋଜନା କିଛି କର CM No 1 ନବୀନ ପଟ୍ଟନାୟକଙ୍କୁ ଫୋଲୋ କରି CM No 2ହେବାକୁ ହେଲେ ଆଉ 24ଟି ଯୋଜନା କରି ଦେଖେଇ ଦିଅ
@gulsonbhoifunnyvideos6903
@gulsonbhoifunnyvideos6903 2 месяца назад
Cm pm kisan re ne website guidline chhadun kali name change kale ne hue please
@BalaramNath-fe8ws
@BalaramNath-fe8ws 2 месяца назад
ଠିକ୍ ହେଇଛି ଆମ ଓଡିଶା ନବିନ ଓଡ଼ିଶା ନଦେଇ ଆମ ବଡ଼ ଠାକୁର ବା ମହା ପୁରୁଷ ଙ୍କ ନାଁ ଦେଇଥିଲେ ଆଜି ଓଡ଼ିଶା ବାସି ବିରୋଧ କରିଥାନ୍ତେ ଓଡ଼ିଶା କାହା ରାଜନୈତିକ ବାପାର ନୁହେଁ
@janmejaysahoo3996
@janmejaysahoo3996 2 месяца назад
5 ବର୍ଷ ପରେ ବିଜେପି ଧୂଳିସାତ ହେବ
@jtvodiaentertainment5879
@jtvodiaentertainment5879 2 месяца назад
ଆପଣ ଲୋକ ଭଲ, ଜଣେ ସାଧାରଣ ଲୋକ କିନ୍ତୁ ମୂଖ୍ୟମନ୍ତ୍ରୀ ଟା ଟିକେ ଭିନ୍ନ ପ୍ରସଙ୍ଗ ହଉ ଦେଖା ଯାଉ କଣ ହେଉଛି।
@youtubestark6554
@youtubestark6554 2 месяца назад
Thik katha
@user10akash
@user10akash 2 месяца назад
ତମେ ନିଜେ ଜାଣିପାରିବ ନବୀନ ପଟ୍ଟନାୟକ କଣ, ଆଉ ତମେ କଣ ,
@minaketan5562
@minaketan5562 2 месяца назад
ତୁମେ ଆମ ଓଡ଼ିଶା ର ଉତ୍କଳ ବିଷୟ କିଛି ଜାଣିନ ତୁମେ କି ପ୍ରକାର ବ୍ୟବସ୍ଥା କରିବ ଓଡ଼ିଶା ରେ ତୁମ ଓଡ଼ିଆ ଅସ୍ମିତା କୁହା ଡେ ଗଲା ଏବଂ ତୁମ ନୂଆ ଯୋଜନା ରେ ରାଜ୍ୟପାଳ ଙ୍କ ପୁଅ କୁ ଲୁଛାଇ ରଖିଛ ଛି ଛି ଛି ଆମ ଓଡ଼ିଶା କୁ ତୁମେ ମଣିପୁର ଓଡ଼ିଶା କରିଛନ୍ତି ।
@DhrubacharanSahu-cx4wn
@DhrubacharanSahu-cx4wn 2 месяца назад
ବିଜେପି ଇସ୍ତିହାର କାମ କର ଓ ମୁଖ୍ୟମନ୍ତ୍ରୀ କିଏ ହେବ ତାର ଇସ୍ତିହାର ଦେଇ ନ ଥିଲ 👍
@Google.entertainmentclips
@Google.entertainmentclips 2 месяца назад
ବହୁତ ବିକଶିତ କରିବ ଜାଣୀହେଲାଣି ଆସୁ ଆସୁ ପନିପରିବା ରେଟ ବଢ଼େଇ ଶୋଷିଲଣି ଲୋକଙ୍କୁ ଆଳୁ 60 ପିଆଜ 50 ଛି ଲଜ୍ୟା ନାହିଁ ଅମୁକୁ ଯେ ଆମେ ଡିସିସନ ଭୁଲ ନେଇଗଲୁ ହଉ ପାଞ୍ଚ ବର୍ଷ ଯାହା କରିବା କଥା କର
@bisnuprasadpanda8778
@bisnuprasadpanda8778 2 месяца назад
Jadi eaita election pain heithila. Tahale kaliaa yojana kn pain change kala
@machandra8216
@machandra8216 2 месяца назад
Budget re thila Kalia ଯୋଜନା
@dipakking2121
@dipakking2121 2 месяца назад
ତାଙ୍କୁ ପରା ଅଡୁଆ ଲାଗିଲା କାଳିଆ ନା ଟା.. ସେଥିପାଇଁ
@gokulmeher3861
@gokulmeher3861 2 месяца назад
Bjp odissa re tisti parib nahi
@santoshipatra7841
@santoshipatra7841 2 месяца назад
Kn puni nabina tisti ba ki
@naikmithunmitu6732
@naikmithunmitu6732 2 месяца назад
Ekdam right katha sir amo odisha bikashita odisha good work
@suniltanty2811
@suniltanty2811 2 месяца назад
Bikasita odisha..kari paribani...pachhua odisha haijiba
@naikmithunmitu6732
@naikmithunmitu6732 2 месяца назад
@@suniltanty2811 pachhua habani kemiti bhai bjd 24yr sabu gili deichi 12hazar koti ghotala &jhio manku rape &muder.dali ghotala emiti bahut achi lekhile saribani. Bhai tame agoku badhicha to paribar ra support pain. BJP 5yr kn karuchi dekho jadi no kala tahele agami dinore dekheideba . . Nabin kn ta gharu deuthila ki. Nabin odisha amodisha lekhuthila eita amo jano sadharana manonkaro ok. Achi rahi bo
@taranisenrout7155
@taranisenrout7155 Месяц назад
ଆରେ ମାଗିହା ମୁଖ୍ଯ ମନ୍ତ୍ରୀ ତୋ ସରକାର ସମୟରେ ତୁ ଯାହା ଵାଣ୍ଡ ଛୋଡିଵୁ ଓଡିଶା ଵାସୀ ସବୁ ଯାଣିଛନ୍ତି
@BudhuramMund
@BudhuramMund 2 месяца назад
ନବୀନ ଓଡିଶା ନବୀନ ସରକାର
@prakashkumarjena.babusan.n3760
@prakashkumarjena.babusan.n3760 2 месяца назад
📌ଅନେକ ଯୋଜନାର ନାଁ ବଦଲାଇଲେ ନୂଆ ସରକାର :- 1)- କାଳିଆ ଯୋଜନା ----ସିଏମ କିଷାନ ଯୋଜନା 2)-ଆହାର ----ଶ୍ରୀ ଅର୍ଣ୍ଣ ଯୋଜନା 3)-ଆମ ଓଡିଶା, ନବୀନ ଓଡିଶା --- ବିକଶିତ ଗାଁ, ବିକଶିତ ଓଡିଶା 4)- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା --- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
@BishnuNayak-p2i
@BishnuNayak-p2i 2 месяца назад
ବଜେଟ ଯୋଜନା ଯାହା କହିଲେ ଏମିତି ଆମେ ଶୁଣି ନ ଥିଲୁ ବହୁ ଦୀନ ପରେ ଶୁଣିଲୁ ସେଥିପାଇଁ ଗୋଟେ ପ୍ରକାର ଖୁସି ହେଲୁ ଲୋକଙ୍କ ସରକାର ଭଳିଆ ଲଗୁଛି ସମୟ କହିବ ଲୋକଙ୍କ ସରକାର କଣ କରୁଚି
@hansdahcreation4k849
@hansdahcreation4k849 2 месяца назад
Odisha best cm mohan charan majhi 🙏
@SMSAFamily
@SMSAFamily 2 месяца назад
ଲକ୍ଷ୍ମୀ ବସ, ଆହାର,କାଳିଆ ଯୋଜନା ନାଆଁ କଣ ହେଲା ଯେ ବଡଲାଉଛ ।
@Balajisports-rl4ld
@Balajisports-rl4ld 2 месяца назад
ମଦ କେବେ ବନ୍ଦ ହବ
@SarojMajhi-p1g
@SarojMajhi-p1g 2 месяца назад
ମଦ ବନ୍ଦ ହେବାର ଆଶା ଛାଡ଼ିଦିଅ କାରଣ ବର୍ତ୍ତମାନ online ରେ ବି ଘରକୁ ମଦ ମଗାଇପାରିବେ । ସରକାରଙ୍କ ଏହି ନିଷ୍ପତ୍ତିକୁ ଏପର୍ଯ୍ୟନ୍ତ ଆପଣ ଜାଣି ନାହାଁନ୍ତି କି ?
@bidyabhusanmohanty387
@bidyabhusanmohanty387 2 месяца назад
ଆଗାମୀ ଦିନରେ ଆଉ ଥରେ ନାମ ବଦଳା ହେବ, ସେମିତି ଚାଲିଥିଵ
@kartikpanda6389
@kartikpanda6389 2 месяца назад
ଜୟ ଜଗନ୍ନାଥ. ବିଜେପି ସରକାର କଣ ନବୀନ, ପାଣ୍ଡିଆନ ନାମରେ ଯୋଜନା ଚଲାଇଥାନ୍ତେ କି ????? ସେଥିପାଇଁ ନାମ ପରିବର୍ତନ କରିଛନ୍ତି. କିନ୍ତୁ ଯୋଜନା ସବୁ ରହିଲା, ସେଥିରେ ବେସ୍ତ ହେବାର କିଛିନାହିଁ.
@krushnajani3224
@krushnajani3224 2 месяца назад
ହଁ ଠିକ୍ କଥା sir election ଆଗରୁ ନୁଆ ଯୋଜନା ଆରୋମ୍ଭ କରିବା କେବଳ ଭୋଟ ହାତେଇ ବା ବିଷୟ ଆଉ ସରକାର change ହେଲା ପରେ ସେହି ଯୋଜନା କୁ ପରିଚାଳନା କରିବା ନୁଆ ସରକାର ପକ୍ଷେ ମୁଣ୍ଡ ବ୍ୟଥା ର କାରଣ ପାଲଟି ଯାଇଛି 😊
@Sudhir2288-d5l
@Sudhir2288-d5l 2 месяца назад
I❤ Modi ji
@GanshyamBhai-v8y
@GanshyamBhai-v8y 2 месяца назад
Bharat mata ki Jay
@Nandakumargond
@Nandakumargond 2 месяца назад
ମଦ କେବେ ବନ୍ଦ ହେବ ମଦ ମୁକ୍ତ କେବେ ହେବ ମୁଖ୍ୟମନ୍ତ୍ରୀ ମହନ ମାଝୀ କୁହ୍ୟ
@waqarkhan-ou8hv
@waqarkhan-ou8hv 2 месяца назад
Right
@DibakarBarik-b9v
@DibakarBarik-b9v 2 месяца назад
ଏଇ ଓଡ଼ିଶା ଟା କଣ ନବୀନ ସଂପତ୍ତି କି ,ନବୀନ ଓଡ଼ିଶା ହେବ
@kshyamanidhipradhan
@kshyamanidhipradhan 2 месяца назад
ମୋହନ ମାଝୀ କହିଛନ୍ତି ନବୀନ ଓଡ଼ିଶା କଥା ମୋହନ କୁ କିଛି ଜଣାନାହିଁ ସେକିମୁ ତ୍ରୀ
@amarswain3324
@amarswain3324 2 месяца назад
❤❤❤
@rntvlogs4390
@rntvlogs4390 2 месяца назад
Bahut gopuchhu
@basantkumarmohanty7602
@basantkumarmohanty7602 2 месяца назад
ମୋହନ ବାବୁ କଥା ବହୁତ୍ କହୁଛନ୍ତି କାମ କିଛି କରନ୍ତୁ
@DilluDilli-g4v
@DilluDilli-g4v 2 месяца назад
ମାଝୀ ସାର୍ ହାଣ୍ଡିଆ ପିକି କୁହନ୍ତୁ, ଯେମିତି ବଜେଟ double ଆସିବ
@sudhirkumar-zr8cl
@sudhirkumar-zr8cl 2 месяца назад
ଯୋଜନା ବହୁତ୍ କିନ୍ତୁ ସରକାରୀ ଅଧିକାରୀ ସବୁ ଲୁଟି ନେଉ ଛନ୍ତି
@srikantalipu9749
@srikantalipu9749 2 месяца назад
Good decision BJP government
@my1989
@my1989 2 месяца назад
ହଁ ଏବେ ଆମ ନିଜ କେନ୍ଦୁଝର ଜିଲ୍ଲା ଖଣି ସବୁ ବିକିବ ବୋଲି ମୁଁ ଜାଣି ଥିଲି, ଖଣି ବିକି କି ଏବେ ଓଡ଼ିଶା ଚାଲିବ କିନ୍ତୁ କେନ୍ଦୁଝର ଯେମିତି ଅଛି ସେମିତି ହିଁ ଥିବ କିଛି devloped ହେଉ ନି 😢😢😢😢😢😢
@hansdahcreation4k849
@hansdahcreation4k849 2 месяца назад
Very nice❤
@nabinamanatya4345
@nabinamanatya4345 2 месяца назад
ମୋହନ ମାଝି ତା ମାଆର ନାଁ ବି ଭୁଳିଯିବ‌ ଗଧମନ୍ତ୍ରୀ
@NityanandaPadhi-y7b
@NityanandaPadhi-y7b Месяц назад
Naveen sir 🎉🎉🎉🎉
@ଦମ୍_ଦାର_ଟୋକା2.0
@ଦମ୍_ଦାର_ଟୋକା2.0 2 месяца назад
ମୋହନ ମାଝି ତମେ ମୋ ଘର ରଙ୍ଗ କାମ କରିବା ପାଇଁ tender ନେଇଯାଅ😂😂😂ଶଳା ରଙ୍ଗ ମିସ୍ତ୍ରୀ😂😂😂
@shibuprasadswain7671
@shibuprasadswain7671 2 месяца назад
Sir varana kareba pary vaba aga harana ki vaby haba saeta vaba
@sanjaynath6217
@sanjaynath6217 2 месяца назад
ଅଯୋଗ୍ୟ ସରକାର
@devrajgamer0079
@devrajgamer0079 Месяц назад
ତୁମ୍ଭର ଦମ୍ଭ ନାହିଁ କିଛି କରିପାରିବେ ନାହିଁ
@sumbitmajhi780
@sumbitmajhi780 2 месяца назад
Bikasita gaon Bikasita odisha New name is very good
@runilima4361
@runilima4361 2 месяца назад
Right sir
@Ngmboy962
@Ngmboy962 2 месяца назад
You also bring new scheme
@AmulyaDakua-d5s
@AmulyaDakua-d5s 2 месяца назад
Odisha re dadhana kebe dura haba
@BudhuDandpat
@BudhuDandpat 2 месяца назад
ଆମ ଓଡ଼ିଶା ନବୀନ ଓଡିଶା ସବୁ ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ କେବଳ ଜିତିବା ପାଇଁ ବିନାଶ କରି ବିକାଶ ର କଥା କହୁଥିଲେ ଠିକ୍ ନାମ ନେଲେ ସବୁମିଛ
@DeepakKumar-lv4li
@DeepakKumar-lv4li 2 месяца назад
CM SIR BSKY AU NABIN CARD BADALARE APANANKA GJAY CARD ODISHARA HITADHIKARINKU KEBE MILIBA TIKE JANANTU
@PurnachandraBaliyarsingh
@PurnachandraBaliyarsingh 2 месяца назад
Only Naveen odisha.
@PrinceMalik-dl2dw
@PrinceMalik-dl2dw 2 месяца назад
Jay shree ram
@kamallochan9608
@kamallochan9608 2 месяца назад
କିଛି କରିପାରିବ ନାହିଁ
@SsPix23
@SsPix23 2 месяца назад
People's CM ❤
@subhagamer123
@subhagamer123 2 месяца назад
Mohan ସରକାରଙ୍କର ଜଳ ସମ୍ପଦ ଆଗାମୀ 5 ବର୍ଷ ଭିତରେ କେତେ hactor ଜମିକୁ ପାଣି ମାଡ଼ିବ ତାହା ସ୍ପଷ୍ଟ କରାନ୍ତୁ।ସୁବିଧା ଦେଖି ପ୍ରତି ଜିଲ୍ଲାରେ ଛୋଟ ଛୋଟ dam ନିର୍ମାଣ କରିବା ପାଇଁ ଯୋଜନା କରାଯାଉ ।
@Dilip-gc9tm
@Dilip-gc9tm 2 месяца назад
Are cyber attack BJP Sarkar cyber security cyber security
@premaranjansingh8139
@premaranjansingh8139 2 месяца назад
Colour change kari na nelu
@Sanand965
@Sanand965 2 месяца назад
Outsourcing,saman kamaku saman darama diaajau mohon sarakar
@buluBishoyi-dy9qf
@buluBishoyi-dy9qf 2 месяца назад
Ate dina pare aam odisha re odia kahu thiba cm dekhilu....dhanya bad
Далее