Тёмный

ଋଷିଆରେ ଓଡିଆ ପରିବାର ସହ ଦେଖା ହେଲା || ODIA FAMILY IN RUSSIA 🇷🇺  

ମୁଁ TRAVELLER
Подписаться 1 млн
Просмотров 250 тыс.
50% 1

ଋଷିଆରେ ଓଡିଆ ପରିବାର ସହ ଦେଖା ହେଲା || ODIA FAMILY IN RUSSIA 🇷🇺 #mutraveller
Connect with me on:
1. Facebook: www.facebook.c...
2. Instagram: www.instagram....
3. LinkedIn: www.linkedin.c...
4. X: x.com/HansdaLa...
5. Facebook page: www.facebook.c...
6.Email: labahansda97@gmail.com
Equipments used:
1. Dji osmo:- amzn.to/3V05rjY
2. Travel adapter:- amzn.to/3WWfs4b
3. Travel bag:- amzn.to/4bUD916
4. Power bank:- amzn.to/3wGD8z7
5. Iphone 14:- amzn.to/3V06pN8
6. Sony Alpha:- amzn.to/3Ki9u6g

Опубликовано:

 

14 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@DipuNaik-zt7iq
@DipuNaik-zt7iq 4 месяца назад
ଲବ ଭାଇ actually ରେ ଓଡିଶା ର real Hero .❤
@AbhayapatraAbhayapatra
@AbhayapatraAbhayapatra 4 месяца назад
କିଏ କିଏ ଲବ ଭାଇ କୁ ଭଲପାଅ ❤ କମେଟ କର ଲବ ଭାଇ ର ଭିଡିଓ ପୁରା ଅଲଗା କିଛି ସିକିବର ଅଛି ସେ ଭିଡିଓ ରେ ,ଆଜି ଲବ ଭାଇ ପାଇଁ ଆମେ ପୁରା ଦୁନିଆ ଦେଖୁଚେ ଜୟ ଜଗନ୍ନାଥ ଓଡ଼ିଆ ଭାଇ ଭଉଣୀ❤❤❤❤
@nomadicbharat8618
@nomadicbharat8618 4 месяца назад
ମୁଁ ବି ଗଞ୍ଜାମ ରୁ ଗଞ୍ଜାମ ଲୋକ russia 🇷🇺 ଅଛନ୍ତି ଆଉ ଜବ କରୁଛନ୍ତି ଜାଣି ବହୁତ ଖୁସି ଲାଗିଲା, Jay jaganatha 🙏
@amarnathraita717
@amarnathraita717 4 месяца назад
ମୁଁ ଗଜପତି ରା.ଉଦୟଗିରି ରୁ, ଗଜପତି ପାରଳାଖେମୁଣ୍ଡି ଲୋକକୁଁ ମିସିଲ great ଭାଇ first time coment କରୁଛି
@nayakpradeepkumar
@nayakpradeepkumar 4 месяца назад
କିଛି କାହାରି କଥା ଶୁଣିବାର ନାହିଁ, ଆପଣ ଆପଣଙ୍କର କାମରେ ଏମିତି ଆଗେଇ ଚାଲନ୍ତୁ, you are the real hero of odisha, India❤️❤️❤️❤️❤️❤️❤️❤️
@HemantaPatra-e8y
@HemantaPatra-e8y 4 месяца назад
Right
@BharatRaita
@BharatRaita 3 месяца назад
Right 👍
@ramachandranaik1132
@ramachandranaik1132 4 месяца назад
ଭାଇ କାହା କଥା ଧରନି ତୁମୋ ଇଛା ଯାହା, ସବୁ ଠିକ ଅଛି god blees you ବ୍ରୋ.
@ajayakumarmohanty9582
@ajayakumarmohanty9582 4 месяца назад
ଋଷିଆ ରେ ଓଡିଆ ମାନଙ୍କ ସହ ଭେଟ ବହୁତ ଖୁସି ଲାଗିଲା। ଧନ୍ୟବାଦ ।
@rabirm2581
@rabirm2581 4 месяца назад
Great ❤odia in Russia
@domanbaskey3137
@domanbaskey3137 4 месяца назад
ବୁହୁତ ବହୁତ ଧନ୍ୟବାଦ ସାର ଭାଇ କୁ କିଛିସମୟ ଦେଇଥିବାରୁ ଭଗବାନ ଅପଣଙ୍କୁ ପରିବାରକୁ ସୁଖ ପ୍ରଦନ କରନ୍ତୁ ! Jai jagannath
@msdaraitailoringtech1615
@msdaraitailoringtech1615 4 месяца назад
ଓଡ଼ିଆ ପରିବାରଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍ ଜଗନ୍ନାଥ ତାଙ୍କୁ ଭଲରେ ରଖନ୍ତୁ, ଜୟ ଜଗନ୍ନାଥ
@chandramanimahanta8332
@chandramanimahanta8332 4 месяца назад
ବହୁତ ସୁନ୍ଦର ଲାଗିଲା ଓଡିଆ ଫେମିଲି ଙ୍କୁ ଭେଟକଲ ଛୁଆ ଦୁଇଟି ମଧ୍ୟ କିଉଟ ଅଛନ୍ତି ଜୟ ଜଗନ୍ନାଥ ସ୍ବାମୀ
@hemantabahera8047
@hemantabahera8047 4 месяца назад
ଶୁଭ ସକାଳ ଋଷିଆ ରେ ଆମ ଓଡ଼ିଶାର ବ୍ରହ୍ମପୁର ସହର ଲୋକ ସେଟେଲ ମାନିବା କୁ ପଢ଼ିବ ତାଙ୍କୁ ମୋତରଫରୁ ଶୁଭେଚ୍ଛା ବହୁତ୍ ହି ଭଲଲାଗିଲା ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤
@anupamadas6512
@anupamadas6512 4 месяца назад
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ରୁଷିଆ ରେ ଅଡିଶା ର ଓଡିଆ ଫେମିଲି ଦେଖି ଭାରି ଖୁସି ଲାଗିଲା । ତୁମେ କାହାର ଖରାପ କମେଣଟ୍ ପଢ ନାହିଁ କାରଣ ଖରାପ ଲୋକ ପଛକୁ ଟାଣିବେ। ଭଗବାନ ତୁମକୁ କୋଟି ପରମାଯୂଂ ଦିଅନ୍ତୁ ବହୁତ ଭଲରେ ରଖନ୍ତୁ ।
@asahelbilung4817
@asahelbilung4817 3 месяца назад
Bhai Russia re desi miluchhi?
@jadunathtudu1973
@jadunathtudu1973 4 месяца назад
ବହୁତ ଭଲ ଯାହା ବି ହେଉ ଠାକୁରଙ୍କ ନାମ ଭୁଲ ନାହିଁ ସେଜିଏବି ହେଓ ଯେକୌସି ଜାତି ଅଜାତି ହେଓ ହୃଦୟରୁ କୁହ ତୁମର ଚୋଲାପଥ ସୁଗମ ଓ ସରଳ ହେବ ଜୟ ଜଗନ୍ନାଥ
@RohitVlogs2.0
@RohitVlogs2.0 4 месяца назад
Thank you ଲବ ଭାଇ ଆମ ପାରଳାଖେମୁଣ୍ଡି ଗଜପତି ଲୋକ ଙ୍କ ସହ ଦେଖା କରି ଆମକୁ ବହୁତ ଖୁସି ଲାଗିଲା କୃଷ୍ଣ ଚନ୍ଦ୍ର ମହାରାଜ କି ଜୟ
@bibhudattabhuyan655
@bibhudattabhuyan655 4 месяца назад
ଭାଇ ପାରଳାଖେମୁଣ୍ଡିରୁ ସେଠି ଅଛନ୍ତି ଶୁଣିକି ବହୁତ୍ ଖୁସି ଲାଗିଲା ❤
@phinyalatabhuyan789
@phinyalatabhuyan789 4 месяца назад
ବହୁତ ବହୁତ ଧନ୍ୟବାଦ ଲବ ଭାଇ, ଆଉ ମୁ ଗଜପତି ପାରଳାଖେମୁଣ୍ଡିରୁ, ❤ ଏଇ ବିଡିଓ ରେ ଉତ୍ତମ ପରିବାର ସହିତ ସାକ୍ଷାତ କରାଇଥିବାରୁ ବହୁତ ବହୁତ ଧନ୍ୟବାଦ ❤❤
@pradeepdeo4023
@pradeepdeo4023 4 месяца назад
Hello bhai mu bi paralakhamundi ru
@pradeepdeo4023
@pradeepdeo4023 4 месяца назад
Hello bhai mu bi paralakhamundi ru dekhuchi
@SiluBarik-db3hv
@SiluBarik-db3hv 4 месяца назад
ଜୟ ଜଗନ୍ନାଥ ⭕‼️⭕🙏
@PramodSha-e1w
@PramodSha-e1w 4 месяца назад
ଭାଇ ମୁଁ ପ୍ରମୋଦ odisha kendujhar Anandapur ଭାଇ ଟିକେ ସପଟ କର ମତେ ❤❤
@SADBAYBANTI
@SADBAYBANTI 4 месяца назад
Ama be Keonjhar anandapur
@bapun3213
@bapun3213 4 месяца назад
Tume nija godare chida hua. Ete sasta bata kn pai khujucha
@sibilsagaiofficial7481
@sibilsagaiofficial7481 4 месяца назад
Ame bi anandapur
@bkvlogger24
@bkvlogger24 4 месяца назад
Bro madichaliba aagaku success miliba
@jagatbhai286
@jagatbhai286 4 месяца назад
ପଇସା ଦେ😂😂
@Skweb-bz5vo
@Skweb-bz5vo 4 месяца назад
ଜୟ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ଭାଇ ଆମ ପାଇଁ ତମେ ଗର୍ବ I love you bhai jay maa tarini ghatangaon
@sarbeswarasisa1810
@sarbeswarasisa1810 4 месяца назад
ଭାଈ ଯିଏ ତମକୁ ଖରାପ କହୁଛି ସିଏ ତମଟୁ ଜଳୁଛି ❤ from koraput odisha
@Ameshpradhan143
@Ameshpradhan143 4 месяца назад
ତମେ ଠିକ କହିଛ ଭାଇ
@Arjunsabar1
@Arjunsabar1 4 месяца назад
Thank you brother you a great man gajapati District
@bindunayak2980
@bindunayak2980 4 месяца назад
ସପରିବାର ଙ୍କୁ ମୋ ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍। 🙏🙏🙏 ସର୍ବଦା ତୁମ ପରିବାର ରେ ସୁଖ ଶାନ୍ତି ଏକତା ବଜାୟ ରହୁ। ପରିବାର ର ସମୃଦ୍ଧି ହେଉ ମୋର ଇଶ୍ଵର ଙ୍କ ପାଖରେ ଏତିକି ପ୍ରାର୍ଥନା।।।।।
@morutisenasocialworker
@morutisenasocialworker 4 месяца назад
କିଛି ନାୟ ତୁମେ ଟେନସନ ହୁଅନି, କହିବା ଲୋକ ସବୁ କହିବେ, ତୁମେ ତୁମୋ କାମ କରି ଚାଲ 👌👌👌👌👌🌹🌹🌹🌹
@mangulubishoimangulubishoi2
@mangulubishoimangulubishoi2 4 месяца назад
75years ହେଲାଣି ବଡଲୋକ ବଡ଼ ହେବ କଳାଧନ ସେମାନେ ଖାଇ ବଡ଼ ଲୋକ କିଛି ବି କରିଲ ଲାଞ୍ଚ ଦରକାର ସେଇଠି ପାଇଁ ଆମେ ମାନେ ପଛର
@pinkipradhan6486
@pinkipradhan6486 4 месяца назад
Hn thik kahichanti
@ranjitkumarsbr5759
@ranjitkumarsbr5759 4 месяца назад
ଯାହା ହଉ ଋଷିଆ ମସ୍କୋ ରେ ଆମ ଗଜପତି ପାରଳାଖେମୁଣ୍ଡି ଲୋକଙ୍କୁ ଦେଖି ବହୁତ୍ ଖୁସି ଲାଗିଲା
@birendranaik8354
@birendranaik8354 2 месяца назад
Laba Bhai is real hero
@Act_world99
@Act_world99 4 месяца назад
Right 👍 କଥା ଭାଇ କହିଛନ୍ତି ଆମ govt ହିଁ ଚାହୁନି ଆମେ devlop କରୁ
@sudarsanbarik5230
@sudarsanbarik5230 3 месяца назад
Jay Jagannath
@kilogram382
@kilogram382 4 месяца назад
Sir ମୁଁ ପାରଳାଖେମୁଣ୍ଡି ଗୁମ୍ମା ବ୍ଲକ ରୁ ଆପଣଙ୍କୁ ମୋର ସମସ୍ତଙ୍କୁ ନମସ୍କାର।🤝🤝 ଲବ ଭାଇ ଧନ୍ୟବାଦ।
@User.no.420
@User.no.420 4 месяца назад
କିଛି ଭୁଲ ନାହି।ବହୁତ୍ ଭଲ ଭିଡିଓ।୧୦୦% ଭଲ ଶୁଣିବା ଆମ ଦେଶରେ ହେବିନି।ତେଣୁ ସେସବୁ କୁ ignore କର। ଓଡ଼ିଆ ଟୋକା ଲବ❤
@judhisthiranaik2503
@judhisthiranaik2503 4 месяца назад
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଓଡ଼ିଆ ଫାମିଲିଙ୍କ ସହିତ ଭେଟ ହୋଇ ରୋଷିୟା ବିଷୟରେ ବହୁତ କିଛି କଥାବାର୍ତ୍ତା ହେଲେ, ବହୁତ ଖୁସି ଲାଗିଲା, କିଏ କଣ କହିଲା ସେ କଥାକୁ ବିଶେଷ ଗୁରୁତ୍ୱ ନ ଦେଇ ଆଗକୁ ବଢ଼ି ଚାଲନ୍ତୁ, ଆପଣ ବାହାର କଣ୍ଟ୍ରିରେ କେତେ ଘଟପ୍ରତିଘାତକୁ ଖାତିର ନ କରି ଆମ ମାନଙ୍କୁ ସୁନ୍ଦର ସୁନ୍ଦର ଭିଡ଼ିଓ ଭେଟି ଦେଉ ଥିବାରୁ ବହୁତ ବହୁତ ଧନ୍ୟବାଦ l ଜୟ ଜଗନ୍ନାଥ l
@dharmarajnayak8118
@dharmarajnayak8118 4 месяца назад
ଭାଇ ପାରଳାଖେମୁଣ୍ଡି ବୋଲି କହୁଛନ୍ତି ଆମର ବି. ଗଜପତି ଭାଇ
@odialifestyleinodisha4649
@odialifestyleinodisha4649 4 месяца назад
ବହୁତ ଭଲ ❤❤❤❤ଧନ୍ୟବାଦ 🙏🙏ଆମକୁ ନୁଆଁ ନୁଆଁ କଥା ଜାଗା ବିଷୟରେ ଜଣାଇଥିବାରୁ 🙏🙏ww
@namitahembram784
@namitahembram784 4 месяца назад
😮😮
@hrudanandasankhua5824
@hrudanandasankhua5824 4 месяца назад
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@vivekanandashikshakendra5409
@vivekanandashikshakendra5409 4 месяца назад
ଧନ୍ୟବାଦ ଭାଇ, ଆପଣଙ୍କ ପ୍ରତ୍ୟେକ ଦେଶ ବୁଲିବା ହେଉ, ବିଦେଶ ର ଚଳଣି ଓ ସଂସ୍କୃତି ବିଷୟରେ ଅବଗତ କରାଉଛନ୍ତି, ସେଥିପାଇଁ ଆଉ ଥରେ ଧନ୍ୟବାଦ
@MunaBhai-sj3pq
@MunaBhai-sj3pq 4 месяца назад
ଫାଷ୍ଟ ଲାଇକ ❤
@RadhamahanSahu
@RadhamahanSahu 4 месяца назад
Aama gaa medam
@ODIA_TOKA_SOMYA
@ODIA_TOKA_SOMYA 4 месяца назад
ଭାଇ ତୁମେ ଭଲ ଭିଡ଼ିଓ କରୁଛ ସେଥିପାଇଁ ଧନ୍ୟବାଦ ❤️❤️ ଦୟାକରି ରାଜନୀତି କରନ୍ତୁ ନାହିଁ 🙏🙏
@sailabalaofficialvlog9752
@sailabalaofficialvlog9752 4 месяца назад
India family Laba Bhai nku ete respect karuchanti dekhiki bahut khusi lagila♥️♥️♥️
@ramachandrakerai7453
@ramachandrakerai7453 4 месяца назад
Sir and Madam nku bahut bahut thanks Laba bhaiku apanka lunch re samil kari thibaru.God bless you.
@sureshmajhi4280
@sureshmajhi4280 4 месяца назад
ଆମ ଓଡ଼ିଶାର ଓଡ଼ିଆ ପରିବାର ଯାଇ ଥିବାରୁ ବହୁତ ବହୁତ ଧନ୍ୟବାଦ ସାର , ଲବ ଭାଇ ଆପଣ ଆମକୁ ଦେଖାଇ ଥିବା ରୁ ବହୁତ ଭଲ ଲାଗିଲା ଭିଡିଓ ଦେଖିଲାରୁ ଜୟ ଜଗନ୍ନାଥ ଜୟ ଭାରତ ଏବଂ ଋଷିଆ🎉
@stvillagecookingrahulbabu5755
@stvillagecookingrahulbabu5755 4 месяца назад
Odia family dekha Kari thibaru video bahut bhalo lagila
@Sonubhai45678
@Sonubhai45678 4 месяца назад
Jia Jaha kahuchhi Don't mind agaku Madi chalo Laba bhai full support❤❤❤❤❤
@sasmitanayak3130
@sasmitanayak3130 4 месяца назад
Bhai tame ete ମହାନ କେମିତି ତମକୁ ଥରେ real re ଦେଖିବାକୁ ଇଚ୍ଛା ହେଉଛି ❤❤😊
@Suyanshi_8351
@Suyanshi_8351 3 месяца назад
Korea ❤❤❤❤❤❤
@SambitKumarVlog
@SambitKumarVlog 4 месяца назад
Odisha ru ସମସ୍ତେ like କର Jay Jagannath
@bhimamarndi7817
@bhimamarndi7817 3 месяца назад
Labo hansdah is energetic hero❤❤❤❤❤❤...real hero
@andriyaraita-nk7bb
@andriyaraita-nk7bb 4 месяца назад
Love u from parlakhemundi gajapati laba bhai
@gopinathsahu9510
@gopinathsahu9510 4 месяца назад
ବହୁତ୍ ସୁନ୍ଦର୍ କଥା ଭାଇ ❤
@laxmanmurmu3285
@laxmanmurmu3285 4 месяца назад
Tume jaha karucha thik achhi vai.loko duniare sabu Loko saman nuhanti so samostanko katha suniba au agoku madichalo tomora mongalo hou.thanks love you ❤
@nirmalkumarbehuria6411
@nirmalkumarbehuria6411 4 месяца назад
Owh ସୁନ୍ଦର ଖାଇବା ପୁରା ଆମ ଓଡ଼ିଆ ଖାଇବା Thanks to odia family 🙏🏽
@Creater174
@Creater174 4 месяца назад
Love from odisha laba bhai ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ Dhenkanal
@LEO_BLODDYSWEET
@LEO_BLODDYSWEET 4 месяца назад
ମୁଁ ବ୍ରହ୍ମପୁର ରୁ ଏଇ ଭିଡିଓ ଦେଖୁଛି | ଗଞ୍ଜାମରୁ କିଏ ଅଛ ❤ ଲାଇକ୍ କର |
@santoshimuduli7147
@santoshimuduli7147 3 месяца назад
Ganjam jila ra kou gan tamar
@Bikash_creation45
@Bikash_creation45 3 месяца назад
@@santoshimuduli7147 hinjilicut
@FATEGARHTOKA
@FATEGARHTOKA 2 месяца назад
​@@santoshimuduli7147 Tate Gahi Puru 😂
@rajanimohanty7160
@rajanimohanty7160 22 дня назад
​@@santoshimuduli7147kamasasan
@namitamandal7225
@namitamandal7225 4 месяца назад
ଲଵ ବେଟା ଆମ ଓଡ଼ିଶା ଲୋକ ଙ୍କୁ ଟିକେ ଆଳୁ ରୋଗ ଅଛି ଏହା ହେଲା "ଈର୍ଷାଳୁ" ଏହା ଦ୍ବାରା ଆମେ କାହାରି ଉନ୍ନତି ଆଉ ଖୁସି ଦେଖି ସହି ପାରୁନୁ ଏ ରୋଗ ଛାଡ଼ିଲେ ନିସ୍ଚୟ ଆମେ ଉନ୍ନତି କରିବୁ ବେଟା ମୁଁ କିନ୍ତୁ ତୁମକୁ ଉତ୍ସାହ ତେଉଛି ତୁମେ ଆଗକୁ ବଢ଼ 😊
@sushilchakisushil557
@sushilchakisushil557 4 месяца назад
❤❤❤❤ 💯% right 👍👍
@Vlogs-R-U
@Vlogs-R-U 4 месяца назад
Love odisha ❤
@debasisnayak1658
@debasisnayak1658 4 месяца назад
ଲବ ଭାଈ ମୁଁ କେନ୍ଦୁଝର ଘଟଗାଁ ତୁମର ସବୁ ଭିଡ଼ିଓ ଭଲ ଲାଗୁଛି ଜୟ ମା ତାରିଣୀ ଘଟଗାଁ ରାଣୀ ଲବ ଭାଈ ଭଲ ରେ ଥାଅ
@Sulochanavlogs1234
@Sulochanavlogs1234 4 месяца назад
Thanks ganjam family 👪 ❤
@BaishnabcharanaSwain
@BaishnabcharanaSwain 4 месяца назад
Mu traveler bahut badhia idia you are real hero
@Chandrakantigiri
@Chandrakantigiri 4 месяца назад
Bahutt badhiya video vai agei chalantu
@prakashmohanty83
@prakashmohanty83 4 месяца назад
Jay jagannath 😊
@tinyboygamer7302
@tinyboygamer7302 4 месяца назад
Mu first time dekhuchi best video compression to India 😊😊😊😊😊❤❤❤❤❤❤🎉🎉🎉🎉🎉
@nothingelse1521
@nothingelse1521 4 месяца назад
ଯିଏ ଯାହା କହୁଛି କହୁ ଢୋ 😂😂😂😂. ତମେ ମାଡି ଚାଲ ମ 😊😊😊😊😊.
@indiansouraboy
@indiansouraboy 4 месяца назад
Mujhe Bhi Jena Hai Russian Love From Odisha Gajapati District India 🇮🇳
@footballdamotivation4108
@footballdamotivation4108 4 месяца назад
Good bless you you all....final laba met odia family. ...thanks laba da...for this..and the odia family to give some time to laba hansdah
@dwitikrushnadora7661
@dwitikrushnadora7661 4 месяца назад
ତୁମ ଭିଡିଓ ଦେଖିଲେ ବହୁତ ଭଲ ଲାଗୁଛି, ତୁମ ଯୋଗୁଁ ଆମେ ବାହାର ଦୁନିଆ/ସଂସୃତି ଦେଖିପାରୁଛୁ
@murmubgmcreation1157
@murmubgmcreation1157 4 месяца назад
Jhio pila 2 jon bahut cute laguchhanti
@debrajbhuyan7246
@debrajbhuyan7246 2 месяца назад
ଭାଇ ... ଭଲ କାମକରି ଚାଲ... ଭଗବାନଙ୍କ ଆଶୀର୍ବାଦ ତୁମ ଉପରେ ସଦାବେଳେ ଏମିତି ଥାଉ.
@gajendraprasadsahu703
@gajendraprasadsahu703 4 месяца назад
Bahut sundar video.tama video ru bahut kichhi janibaku miluchhi n bhala bhala place bhi dekhibaku miluchhi..chhada Kia kn kahuchhi..kahiba loka bahut achhanti.. thank you labo..❤️❤️❤️🪷🪷🪷
@grgmslifestyle
@grgmslifestyle 4 месяца назад
Bhai tome kahar Katha ଶୁଣନି tome continue video ବନାଅ ame waiting re achu ଦେଖିବା ପାଇଁ, ❤dil se ur great Bhai, god bless u
@manu796
@manu796 4 месяца назад
Good and bad things will happen Lobo brother 👍🏻 keep it up God bless you lots ❤️ love from West Bengal 🇮🇳 we believe God is with you that's why you successful youtuber
@black_devil_100_
@black_devil_100_ 3 месяца назад
3:14 right bhai 👍
@theChinmayvlogger
@theChinmayvlogger 4 месяца назад
Right katha kahichhnti laba bhai
@RameshRaita-pb3eu
@RameshRaita-pb3eu 3 месяца назад
I from Gajapati dt ...I my dt men meet. I am grateful... good job Laba bhai...I miss you all odisha...m & f
@main_hoon_saikrupa
@main_hoon_saikrupa 4 месяца назад
ନୟାଗଡ଼ରୁ କିଏ କିଏ ଦେଖୁଛନ୍ତି ❤️❤️❤️
@TinkuBodra-w6w
@TinkuBodra-w6w 4 месяца назад
Bhai tume bahut bhala kama karucha, mu tuma pai garbita aau kie. Kana bhabuchi mora kichi jae nahi,i love u all the time for u.
@anandsahoo7932
@anandsahoo7932 4 месяца назад
ଲବ ଭାଇ gd mrng ଜୟ ଜଗନ୍ନାଥ 🙏🙏🙏
@Priyasingh-sb7qi
@Priyasingh-sb7qi 4 месяца назад
Bahut vala
@SantoshDas-nq8gv
@SantoshDas-nq8gv 4 месяца назад
ବହୁତ୍ ଭଲ ଲାଗିଲା ଭାଇ ।। ❤
@NagenBhoi-c8x
@NagenBhoi-c8x 4 месяца назад
ATI bhala
@Mr_Mukund...
@Mr_Mukund... 4 месяца назад
Thik kahila Bhai amo govt chauni loko development ହୁଅନ୍ତି ଭଳି
@avilashmohanty9071
@avilashmohanty9071 4 месяца назад
Beautiful video bhai ❤❤❤ Super ❤❤❤ Great Great Great 🙏🙏Jay Jagannath🙏🙏
@odishaculture151
@odishaculture151 4 месяца назад
ପୁରୀ ଜିଲ୍ଲା ରୁ କିଏ ଦେଖୁଛନ୍ତି ଲାଇକ ହଉ ⭕️‼️⭕️
@jagannathdash7877
@jagannathdash7877 4 месяца назад
Bhai mu achi
@santoshkumarbehera6448
@santoshkumarbehera6448 4 месяца назад
Like kain karibu re bhai tate 😄😄😄. Tame ta viewer mu bi viewer 😂😂😂
@sridharkumarbehera726
@sridharkumarbehera726 2 месяца назад
Puri pila mu bi
@Artwith_Payal_
@Artwith_Payal_ 6 дней назад
Mu bi puri jilaru❤
@MRJMOfficial
@MRJMOfficial 4 месяца назад
ଭାଇ ମୋର ଓଡ଼ିଶା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ମୋହନା ବ୍ଲକ୍ ମୋର ଭାଇ ତମର video ଗୁଡିକ ବହୁତ୍ ଭଲ ଲାଗୁଛି ।❤❤❤👌👌👌
@omgod33779
@omgod33779 4 месяца назад
ଅଲେଖ ମ‌ହିମା 🙏🙏ଆପଣଙ୍କର channel କୁ 10m ନେବେ ଭାଇ ଆଗକୁ ବଡ🙏🙏🙏🙏💐💯💯💯💯
@ranjanmanuexpress
@ranjanmanuexpress 4 месяца назад
welcome labo bhai,grate work
@pabitrafun1344
@pabitrafun1344 4 месяца назад
twins chhua ku dekhi khus lagila 😊😊
@MrSopi.009
@MrSopi.009 4 месяца назад
ଯିଏ ଯାହା କହିବା କଥା କୁହନ୍ତୁ ସେ ସବୁକୁ mind ରୁ ବାହାର କରିଦିଅନ୍ତୁ ଲୋକ ମାନେ ଅଲଗା କୁ ଦେଖି ଜଳୁଛନ୍ତି, ଆପଣଙ୍କ କାମ ବଜାୟ ରଖନ୍ତୁ....ଆଗକୁ ବଡ଼ନ୍ତୁ
@durjyakumarsabar5032
@durjyakumarsabar5032 4 месяца назад
କିଏ କିଏ ଲବ ଭାଇ ର video ଅପେକ୍ଷା କରି ରହୁଛ ❤❤❤
@krushnanayak473
@krushnanayak473 4 месяца назад
Mu krushna saporta karuchi sanapadar
@ramakantapatra9385
@ramakantapatra9385 4 месяца назад
Very much respect n thanks to PRINCIPAL sir, Panda sir and to Madam
@MunaBhai-sj3pq
@MunaBhai-sj3pq 4 месяца назад
ଲବ ଦାଦା ଜୁହାର ❤❤❤
@Jagathevloggar
@Jagathevloggar 4 месяца назад
ଲବଭାଇ ଭଉତ ଭଲ ଲାଗିଲା ଭିଦିଓ ରୋଷିଆ ଭଳି ଜାଗାରେ ଆମ ଓଡ଼ିଶାର ଗଞ୍ଜାମ ଆଉ ଗଜପତି ର ଓଡ଼ିଆ ଲୋକଙ୍କୁ ଦେଖିକି ❤dill se love you loba bhai ❤❤ ଭାଇ ଗଜପତିରୁ ନମସ୍କାର 🙏🙏
@babuhansda784
@babuhansda784 4 месяца назад
ଦାଦା ଜହାର୍ ଗେ
@manumurmu4511
@manumurmu4511 4 месяца назад
Sir ଙ୍କୁ ବହୁତ ବହୁତ ଧନ୍ୟବାଦ
@harishvillagecooking
@harishvillagecooking 4 месяца назад
Bahut accha lagta hai hamare india ke log videos me rahte dekhkar 🎉❤
@stylishmaahi
@stylishmaahi 4 месяца назад
ବହୁତ ଖୁସି ଲାଗୁଚି ଭାଇ ତମକୁ ଦେଖିଲେ
@rajusahoo6819
@rajusahoo6819 4 месяца назад
Dhenkanal ra all members like karantu ❤u
@manasbehera-mr3wi
@manasbehera-mr3wi 4 месяца назад
Tamar sabu video mui dekhuchi aau bahut bhala laguchi,
@ODIA_FF_EDITZ
@ODIA_FF_EDITZ 4 месяца назад
Ganjam ରୁ କିଏ ଦେଖୁଛନ୍ତି
@Harikrishna6371-zu7ki
@Harikrishna6371-zu7ki 4 месяца назад
Yes✅
@santoshgouda4890
@santoshgouda4890 4 месяца назад
Yes
@HembramBabu-ne7ef
@HembramBabu-ne7ef 4 месяца назад
Me
@OmSahu-od1wq
@OmSahu-od1wq 4 месяца назад
Im
@munnagameing1360
@munnagameing1360 4 месяца назад
Mu
@LovelyBread-mf5xr
@LovelyBread-mf5xr 3 месяца назад
ଭାଇ ମୁଁ କ୍ଷୀରସାଗର କଳାହାଣ୍ଡି ରୁ ଏହି ଭିଡ଼ିଓ ଦେଖୁଛି
@Santhali-vlogger
@Santhali-vlogger 4 месяца назад
Labo Bhai gote like karo 🙂
Далее
Part 5. Roblox trend☠️
00:13
Просмотров 2,7 млн
Grand Final | IEM RIO 2024 | BO5 | КРNВОЙ ЭФИР
6:35:24
Home Tour...
5:29
Просмотров 404