Тёмный

ଏ କଥା ଶୁଣନ୍ତୁ ! ଆମିଷ ଖାଇବେ କି ନାହିଁ ?ଜାଣି ପାରିବେ|| Gopal Das || 

Gopal Das
Подписаться 51 тыс.
Просмотров 53 тыс.
50% 1

ଜଙ୍ଗଲରେ ରହି କିଛି କଥା ମୋ ଯୁବ ପିଢିଙ୍କ ପାଇଁ କହିଲି । Subscribe କରି ଆମ ସହିତ ଯୋଡି ହୁଅନ୍ତୁ ।
Inspirational & spiritual talk by Gopal Das and If you like this do not forget to share and subscribe . This is A spiritual channel to provide life changing lessons through stories by Gopal Das . Gopal Das has been inspired from Pujya Pujaka Baba Baliaji Maharaj" (Tirtol Orissa, ) is a religious leader and social reformer and the founder of "Ananta Balia Trust" . ଏହା କେବଳ ଆଧ୍ୟାତ୍ମିକ ଜ୍ଞାନ ର ପ୍ରଚାର ପାଇଁ ଯେମିତି ଶ୍ରୀମଦ୍ ଭାଗବତ ,ଭଗବତ୍ ଗୀତା ,ରାମାୟଣ , ମହାଭାରତ , ବେଦାନ୍ତ ଦର୍ଶନ, ଯୋଗ ଦର୍ଶନ,ଓ ସାଧୁ ସନ୍ଥ ମାନକର ଉପ ଦେଶ ଉପରେ ଆଧାରିତ ଏହି ଚ୍ୟାନେଲ | ସତ୍ ଉପଦେଶ ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଜ୍ଞାନ ର ବିକାଶ ,ଲୋକମାନଙ୍କୁ ସତ୍ ମାର୍ଗରେ ପରିଚାଳିତ କରିବା ଆମର ପ୍ରୟାସ | "ନିଜେ ଶାନ୍ତିର ବଞ୍ଚ ଓ ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦିଅ" , ଯୁବ ସଂସ୍କାର କାର୍ଯ୍ୟକ୍ରମ ଓ ଯୁବପିଢିମାନଙ୍କ ପାଇଁ ଶାନ୍ତିର ସନ୍ଦେଶ ।
www.instagram.... 👈 କ୍ଲିକ୍ କରନ୍ତୁ। ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ- / 👈
Twitter Click - go... 👈 କ୍ଲିକ୍ କରନ୍ତୁ। Emil - gopaldasyoga@gmail.com
‪@GopalDasOdisha‬

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 112   
@rakeshmallick6567
@rakeshmallick6567 2 года назад
Finally ମୁଁ ଗୋଟିଏ ସୁନ୍ଦର video ଟିଏ ପାଇଲି । ଧନ୍ୟବାଦ ଆପଣଙ୍କୁ 🙏🙏🙏
@ranjitpradhan708
@ranjitpradhan708 2 года назад
ବହୁତ ସୁନ୍ଦର କଥା ।କିନ୍ତୁ ଏ ମଣିଷ ସମାଜ କେବେ ସୁଧୁରିବେ ନାହି
@jyotiradityamohapatra1214
@jyotiradityamohapatra1214 2 года назад
"ସଦଗୁରୁ ଯେବେ ମାରେ ଗୋଇଠା ‌‌ ଅନ୍ଧାର ରାତିରେ ଦିଶେ ବଇଠା " - ଅଚ୍ୟୁତ ମୋ ଅନୁସାରେ ଗୁରୁଙ୍କ କୃପା ଫଳରେ ଆପଣ ଆଜି ସମାଜ ପରିବର୍ତ୍ତନ ନିମନ୍ତେ ଅଗ୍ରସର । ଆପଣଙ୍କ ଚଲାପଥ ସେହି ଅନନ୍ତ ଗୋପାଳ ପ୍ରଭୁ କୁଶମିତ କରନ୍ତୁ । ଆପଣଙ୍କୁ ନିଜର ଲକ୍ଷ୍ୟ ପଥରେ ଅତି ଶିଘ୍ର ଉପସ୍ଥିତ ହୁଅନ୍ତୁ ।
@umeshkanharumeshkanhar1300
@umeshkanharumeshkanhar1300 Год назад
ବହୁତ ସୁନ୍ଦର କଥା,ଏସବୁ କଥା ମାନିବା ପୂର୍ବରୁ ଆମକୁ ଉତ୍ତମ ଶାସ୍ତ୍ର ଏବଂ ସତସଙ୍ଗର ନିଶ୍ଚୟ ଆବଶ୍ୟକ, ଧନ୍ୟବାଦ ଗୋପାଳ ସାର. 🙏🙏🙏
@suryanaranyakhuntia4642
@suryanaranyakhuntia4642 2 года назад
ଜୟ ଜଗନ୍ନାଥ ଜୟ ମା ଶାରଳା ଜୟ ଶିଶୁଅନନ୍ତ ରାଜାରାମ ଜୟ ସତ୍ୟ ସନାତନ କଲ୍କିରମ 🙏🏻 ବାବା ବଳିଆ ଙ୍କୁ ମୋର ପ୍ରଣାମ 🙏🏻 ଆପଣ ସମସ୍ତଙ୍କୁ 🙏🏻 ସତ କହିଲ ସର୍ବ ଦେହେବାସକରେ ନାରାୟଣ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@golakbiharimohapatra2904
@golakbiharimohapatra2904 2 года назад
ଓଁ ଶ୍ରୀ ଗୁଦେବାୟ ନମଃ 🌹🙏🌹🙏🌹🙏. ବହୁତ ସୁନ୍ଦର କାହାଣୀ, କାହାଣୀଟି ସମସ୍ତଙ୍କ ପାଇଁ ପ୍ରଯୁର୍ଯ୍ୟ ବୋଲି ମୁଁ ଭାବୁଛି.
@sanjibnayakpurnanandaparib2098
ଓଁ ଶ୍ରୀ ଗୁରୁ ସୁନ୍ଦର ଉପସ୍ଥାପନ ।
@ଗୁରୁକୃପା
@ଗୁରୁକୃପା 2 года назад
ଜୟ ଶିଶୁଅନନ୍ତ 🙏 ଗୋପାଳ ଭାଇ ତୁଳସୀ ମାଳି ପିନ୍ଧିବା ର କେଉଁ ନିୟମାବଳୀ ଆବଶ୍ୟକ।
@GopalDasOdisha
@GopalDasOdisha 2 года назад
ଧନ୍ୟବାଦ 💐💐 ନିଶ୍ଚୟ ଏକ ଭିଡିଓ ତିଆରି କରି ସମସ୍ତ ଙ୍କ ପାଇଁ ଉପହାର ଦେବି ।
@subhashreejena7540
@subhashreejena7540 2 года назад
🙏 bohut Sundar sikhya
@krushnachandrapanigrahy6675
@krushnachandrapanigrahy6675 2 года назад
Jai jagannath
@bisumuduli8102
@bisumuduli8102 2 года назад
ରାଧେ ରାଧେ ଗୁରୁଜୀ ଆପଣଙ୍କ ମଚ କୋଉଠି
@sunilglobe
@sunilglobe 2 года назад
Gopalbhai apan nku bhagwan yuga parivartan sakti deichanti apan emiti anmol katha prachar karichalantu...jay gurudev anant balia 🙏🙏🙏🙏🙏🙏🙏🙏🙏
@rashmimishra7108
@rashmimishra7108 2 года назад
ମୋ ଭାଇ ଙ୍କ କଥା ସବୁବେଳେ ଯୁବକ ଯୁବତୀ ମାନଙ୍କ ପାଇଁ ଠିକ୍ କଥା କୁହନ୍ତି
@ANJANDASDHARIUBADAS-co8nx
@ANJANDASDHARIUBADAS-co8nx 20 дней назад
Bahut sundar Lagila
@kunjamohanmishra69
@kunjamohanmishra69 2 года назад
ଗୋପାଳ ଜି ଏହା ଅତ୍ୟନ୍ତ ଉପାଦେୟ କଥା।କିନ୍ତୁ କେତେ ଜଣ ଏହାକୁ କାମରେ ଲଗାଇବେ ତାହାହିଁ ଦେଖିବାର କଥା। ଯଦି ସମସ୍ତେ ଏ କଥା ବୁଝି ପରି ଏହାକୁ କାମରେ ଲଗାଇବେ ତାହେଲେ ଆମ ଦେଶ ରାମ ରାଜ୍ୟ ପାଲଟି ଯିବ।ଜୟ ଜଗନ୍ନାଥ।
@sanjibsahu7565
@sanjibsahu7565 2 года назад
Bahut sundarkatha jayaguru jayajagannath
@kushaachary4399
@kushaachary4399 2 месяца назад
Hare krushna
@anjanpallai5646
@anjanpallai5646 2 года назад
ପ୍ରଣାମ ମହାରାଜ🙏🙏🙏ଜୟ ଗୁରୁ ଦେବ ଜୟ ଜଗନ୍ନାଥ ଜୟ ଶିଶୁ ଅନନ୍ତ।🙏🙏🙏
@Aster-mv3ww
@Aster-mv3ww 6 месяцев назад
ଜୟ ଜଗନ୍ନାଥ ହରିବୋଲ 🙏🚩 ବହୁତ ସୁନ୍ଦର 😢😢😢
@tapankumarmohanty2355
@tapankumarmohanty2355 2 года назад
Omm shree krishna🙏🙏🙏
@pradyumnkumarmaharana7481
@pradyumnkumarmaharana7481 2 года назад
ଚମତ୍କାର ଉପସ୍ଥାପନ କଲୁରେ ଭାଇ ମୋର....!! ଈଶ୍ବରଙ୍କ ସୃଷ୍ଟିର ପ୍ରତ୍ୟେକ ଜୀବଙ୍କୁ ସୁରକ୍ଷା ଆଉ ଦୟା ପ୍ରଦର୍ଶନ କରିବା ନିହାତି ଜରୁରୀ...!!
@adhirakumarnath5138
@adhirakumarnath5138 2 года назад
ହୃଦୟକୁ ଛୁଈଁଲା ଜୀଵେଥାଉ ଦୟା 🙏
@srikantkumar3689
@srikantkumar3689 2 года назад
Radhe radhe
@ANJANDASDHARIUBADAS-co8nx
@ANJANDASDHARIUBADAS-co8nx 20 дней назад
Thanks
@indianyouth815
@indianyouth815 2 года назад
ବହୁତ ସୁନ୍ଦର କଥା 🙏🙏
@haridas5442
@haridas5442 2 года назад
ଜୟ ବଳିଆ ଯେଜେ
@madhusudanbehera6363
@madhusudanbehera6363 3 месяца назад
Jay gaganath
@pujatiria2546
@pujatiria2546 2 года назад
so nc Video 👌👌🙏🙏tq sir
@duryodhondandsena779
@duryodhondandsena779 2 года назад
ok God advice
@Rohan12555
@Rohan12555 2 года назад
Jay hoo Gopal Das ... You are great
@SimanchalTripathy-v8p
@SimanchalTripathy-v8p 2 месяца назад
Bhuta sundar
@debabratanayak230
@debabratanayak230 Год назад
JOY GURU 🙏 THANKS FOR THIS VIDEO
@niytanandaswain7258
@niytanandaswain7258 10 месяцев назад
beautiful
@subhralok4320
@subhralok4320 2 года назад
Fantastic information & we real appreciate 🙏🙏👍👍👍👍👍💐💐💐💐💐💐
@debanandsa5563
@debanandsa5563 2 года назад
Bahut sundar sir
@Rohan12555
@Rohan12555 2 года назад
Pranam Gopal Das
@alekhnayak130
@alekhnayak130 Год назад
ଜୟ ଜଗନ୍ନାଥ
@pabitradalai6888
@pabitradalai6888 2 года назад
Jay maa adishakti bandhu ati sundra banni🙏🙏🙏🪔🪔🪔🚩🚩🚩
@itishreebohidar3814
@itishreebohidar3814 2 года назад
Bhai pranam 🙏 Jay Guru 🙏🙏
@sandhyaranipradhan8923
@sandhyaranipradhan8923 2 года назад
Bahut Sundar Katha
@smilesatyajit4335
@smilesatyajit4335 2 года назад
Emiti pravu nama japichalantu gopala bhai ....jay balia baba 🙏🙏🙏🙏
@sureshhanuman7714
@sureshhanuman7714 2 года назад
Bahuta bhala bani
@charamnathafamily4317
@charamnathafamily4317 2 года назад
Bahut sundara katha 🙏
@Sisej12574
@Sisej12574 2 года назад
ବହୁତ୍ ସୁନ୍ଦର୍ 🙏🙏
@kunirana4682
@kunirana4682 2 года назад
Jay jagannth🌼 dhanya wad bahut sundar barta bujhai thibaru bahut. 🌼samastank mana rahu balia bad padma re 🌼🌹🌼🙏🙏🙏🙏
@asitrout7659
@asitrout7659 2 года назад
🙏🙏🌹ପ୍ରଣାମ
@sushirkumarmahapatra3221
@sushirkumarmahapatra3221 2 года назад
pranam jay jagannath
@rajibkumar6644
@rajibkumar6644 2 года назад
Jay jagannath 🌹🙏🙏🙏
@chandrakantasarangi3831
@chandrakantasarangi3831 2 года назад
💯💯💯
@anantagopaltv
@anantagopaltv 2 года назад
Great my brother
@janmejayasahoo7376
@janmejayasahoo7376 2 года назад
Nice sar
@anantasahu7452
@anantasahu7452 2 года назад
କୋଟି କୋଟି ନମନ 🙏
@lingarajdalai2575
@lingarajdalai2575 2 года назад
ଏହି ଭିଡିଓଟି ମୋର ବହୁ ପସନ୍ଦ ,,।ଓମ୍ ସାଇରାମ୍,👍🏼👍🏼👍🏼👍🏼👍🏼
@chaitanyachaitanya8103
@chaitanyachaitanya8103 2 года назад
ହରେ କୃଷ୍ଣ ହରେ ରାମ ବୋହୁତ ସୁନ୍ଦର କଥା
@diptimayeesahoo8551
@diptimayeesahoo8551 10 месяцев назад
🙏🙏🙏🙏
@rintunaik2745
@rintunaik2745 2 года назад
👍 nice
@prakashkumar1695
@prakashkumar1695 2 года назад
Hare Krishna prabhuji 🙏❤️
@bhagabanbehera8573
@bhagabanbehera8573 2 года назад
Sundarkatha
@chandrasennayak1021
@chandrasennayak1021 2 года назад
Jay Jagannath Swami Narayan peth gaming Baba tu meinbautablaktaati, Danny bada
@rajendralenka5523
@rajendralenka5523 2 года назад
ଜୟ ଗୁରୁଦେବ 🙏🙏🙏🙏💖💖
@Lttilartist143
@Lttilartist143 2 года назад
Good
@SanjayDas-lr4wx
@SanjayDas-lr4wx 2 года назад
Sundar
@sharatchandramallick3178
@sharatchandramallick3178 2 года назад
Very nice .
@alokkumarswain4507
@alokkumarswain4507 2 года назад
Really true
@ranjitabarik9762
@ranjitabarik9762 2 года назад
nanaa bahuta sundra katha
@surendradas8959
@surendradas8959 2 года назад
Joyyyyyy shree Radhe Krishna
@pradiptanath7015
@pradiptanath7015 2 года назад
🌹🌹🌹ନନା ପ୍ରଣାମ 🌹🌹🌹
@debadattasahoo1891
@debadattasahoo1891 2 года назад
Nice example
@Ranijena207rani
@Ranijena207rani 2 года назад
Right speach
@gulamanisahu9330
@gulamanisahu9330 2 года назад
Good advice
@puspaguru9117
@puspaguru9117 Год назад
🌹🌹🙏🙏🌹🌹
@pramodmishra7291
@pramodmishra7291 2 месяца назад
ସବୁ ଠିକ ଯେ ପିତୃ ଶ୍ରା ଦ୍ଧ ରେ ମିରିଙ୍ଗ କୁ ମ ରା ଯାଏ କାହିଁକି ସେ କଣ ଜୀବନୁହେଁ
@chakradharnayak1399
@chakradharnayak1399 2 года назад
ଭଲ କଥାଟିଏ
@herambasenapati6509
@herambasenapati6509 2 года назад
ଆମିଷ କଣ ପୌରାଣିକ ଯୁଗରେ ମହାପୁରୁଷ, ମୁନିଋଷି ମାନେ ଖାଉ ନ ଥିଲେ? ଆପଣମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଲଷ୍ମୀ ପୁରାଣ ପଢ଼ିଥିବେ, ଜଗନ୍ନାଥ ଓ ବଳଭାଦ୍ର ମୃଗୟା କାହିଁକି ଯାଇଥିଲେ?
@ranjanpanigrahi6447
@ranjanpanigrahi6447 2 года назад
Beautiful
@krishnaprasad1237
@krishnaprasad1237 2 года назад
Very nice story
@pramilakisan7027
@pramilakisan7027 2 года назад
Jay jagannath 🙏🏻🙏🏻
@rajendrarajput8469
@rajendrarajput8469 2 года назад
Very nice and Beautiful
@bapibehera630
@bapibehera630 2 года назад
Sri Guru daba Nam
@ranjitbastia5576
@ranjitbastia5576 2 года назад
Right talking god bless you
@nimaicharansaraf9181
@nimaicharansaraf9181 2 года назад
Jay Jagannath
@ashokturuk310
@ashokturuk310 2 года назад
କିଏ ମଣିଷକୁ ତିଆରି କଲେ ଓ ମଣିଷ କାହିଁରେ ତିଆରୀ
@ashokturuk310
@ashokturuk310 2 года назад
ମୋଣିଷକୁ ଭଗଵାନ କେତେଦୀନରେ ନିର୍ମାଣ କଲେ
@ommomm4648
@ommomm4648 2 года назад
Thank u.
@ashokturuk310
@ashokturuk310 2 года назад
ଯମ୍ଲ ନୋ ହେଉଣୁ କିଏ ମୃତ୍ଯୁ ବରଣ କରିଥିଲେ
@saritajena697
@saritajena697 2 года назад
Bhai apana samasta nku emiti bala bataku anantu
@debadattasahoo1891
@debadattasahoo1891 2 года назад
Jibe daya a utikti bhala
@debadattasahoo1891
@debadattasahoo1891 2 года назад
Thanks brother
@mousamarya2701
@mousamarya2701 2 года назад
ଦିନ କୃଷ୍ଣ ଦାସଙ୍କର ଗୋଟିଏ ପଦ କୁହଇ କୁରଙ୍ଗି ନେତ୍ରୀ ଯେ ଯାହାର କର୍ମ ହୋ କରିଲେ ହୁଅଇ ଧର୍ମ। ନ କଲେ ଅଧର୍ମ ସତ କର୍ମ କରି ଧର୍ମ କୁ ପ୍ରତିଫଳିତ କରିବ ଉଚିତ୍ କର୍ମ ଭୁଲ୍ କଲେ ଅଧର୍ମ ବୋଲି କହିଛନ୍ତ Do the good deeds then everything happen good And live life happily। Otherwise no one there in the world save you Respect to everyone's Don't hurt to anyone
@Spiritual88867
@Spiritual88867 2 года назад
ପ୍ରଭୁଜି ମୁଁ ଆଧ୍ୟାତ୍ମିକ ମାର୍ଗରେ ଯିବା ପାଇଁ ମନରେ ଅନେକ ଇଚ୍ଛା, କିନ୍ତୁ କର୍ମକ୍ଷେତ୍ର ବ୍ଯସ୍ତତା ମଧ୍ଯରେ ହାରି ଯାଉଛି। ଜୟ ସଦଗୁରୁ ବାବା ବଳିଆଙ୍କୁ ଦର୍ଶନ କରିବା ପାଇଁଁ ଓ ମନର ବିଚଳତା ଏବଂ ଅନେକ ପ୍ରଶ୍ନରୁ ଶାନ୍ତି ପାଇବା ପାଇଁ ଆଶ୍ରମକୁ ଯେବେ ବି ଯାଉଛି ଗୁରୁଦେବ ବଳିଆଙ୍କୁ🙏 ଦର୍ଶନ କରିପାରୁ ନାହିଁ। ଏହା ମୋର "ପାପ କି ଦୁର୍ଭାଗ୍ୟ" ତାହା ତ' ଜାଣି ନାହିଁ। ପ୍ରଭୁଜି ଗୁରୁଦେବ ବଳିଆଙ୍କୁ ମୋର ପ୍ରଣାମ🙏 ଜଣାଇ ଦେବେ। ବାବାଙ୍କ ଠାରୁ ଶିଷ୍ଯର ଦୀକ୍ଷା ତ' ନେଇନାହିଁ। କିନ୍ତୁ ମୁଁ ମୋର ମନରେ ବାବାଙ୍କୁ ଗୁରୁ ବୋଲି ମାନିସାରିଛି।
@GopalDasOdisha
@GopalDasOdisha 2 года назад
ଆପଣଙ୍କ ନାମ ଏବଂ ପରିଚୟ ଦେଲେ ଆମେ ଖୁସି WhatsApp - 7894485289
@ranjankumasahoo8649
@ranjankumasahoo8649 2 года назад
Ph no debe ki plz
@arunkumarswain2419
@arunkumarswain2419 2 года назад
ବହୁତ ସୁନ୍ଦର କଥା।କିନ୍ତୁ କାର୍ୟ୍ଯ କରିବା କଷ୍ଟ। କାରଣ ଆମ ସମସ୍ତେ ମାୟାରେ ଅଛୁ। ଜୟ ଜଗନ୍ନାଥ।
@sanyasirout7843
@sanyasirout7843 2 года назад
Jai jagannath
@indianyouth815
@indianyouth815 2 года назад
ବହୁତ ସୁନ୍ଦର କଥା 🙏🙏
@sanatanuneti2410
@sanatanuneti2410 2 года назад
Jay Guru dev..
@simachalamahapatra3293
@simachalamahapatra3293 10 месяцев назад
🙏🙏🙏
@arjunaswain9771
@arjunaswain9771 2 года назад
Thanks
@Parikhita...9842
@Parikhita...9842 2 года назад
ଜୟ ଗୁରୁ ଜୟ ଶିଶୁ ଅନନ୍ତ
@drbs8483
@drbs8483 2 года назад
Very nice 👍
@basudevprusty6317
@basudevprusty6317 2 года назад
ଜୟ ଜଗନ୍ନାଥ
@sanjibsahu7565
@sanjibsahu7565 2 года назад
Bahut sundarkatha jayaguru jayajagannath
@dibyajibanasangha1342
@dibyajibanasangha1342 2 года назад
Hare Krishna
Далее
У НАС ДОМА ЗАВЕЛАСЬ КРЫСА 🐀
01:00