Тёмный

ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ | E Mati Odisha E Jati Odia | Utkal Divas | Full Video Song | Prem Anand 

Amara Muzik Odia
Подписаться 2,9 млн
Просмотров 321 тыс.
50% 1

ଆମେ ଗର୍ବିତ ଆମ ମାଟି ପାଇଁ
ଆମେ ଗର୍ବିତ ଆମ ଜାତି ପାଇଁ
This Utkal Divas Watch E Mati Odisha E Jati Odia
Watch the Full Video Song of E Mati Odisha E Jati Odisha. Amara Muzik is the Official Music Label of E Mati Odisha E Jati Odisha.
ନିର୍ମାତା
ପ୍ରତ୍ୟେକ ଓଡ଼ିଆ ଓ ଓଡିଶା ବାସୀ
ଆମ ପାଇଁ ଗର୍ବ ଓ ଗୌରବ
ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ
ବିଶେଷ କୃତଜ୍ଞତା
ଜି ଏସ୍ ପଟ୍ଟନାୟକ
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପଦ୍ମଶ୍ରୀ ଦିଲୀପ ତିର୍କି
ଦେବାଶିଷ ମହାନ୍ତି
ଦୁତୀ ଚାନ୍ଦ
ପରିକଳ୍ପନା
ଶାଶ୍ଵତୀ ଆଚାର୍ଯ୍ୟ
ନିର୍ଦ୍ଦେଶକ
ଜୟା ବିଶ୍ବାସ
ସଙ୍ଗୀତ
ପ୍ରେମ୍ ଆନନ୍ଦ୍
ଗୀତିକାର
ବସନ୍ତ ରାଜ ସାମଲ
କଣ୍ଠଶିଳ୍ପୀ
ହ୍ୟୁମାନ ସାଗର
ଅନନ୍ୟା ଶ୍ରୀତମ ନନ୍ଦ
ଆଶୁତୋଷ ମହାନ୍ତି
ଶ୍ରୀ ଚରଣ ମହାନ୍ତି
ସବିଶେଷ ମିଶ୍ର
ଶଶାଙ୍କ ଶେଖର
ପ୍ରଜ୍ଞା ପ୍ରସ୍ମିତା ହୋତା
ବିଶ୍ୱଜିତ୍ ମହାପାତ୍ର
ଦେବକୃପା ମିଶ୍ର
ଅଳକା ଅଭିଲେଖା
ସମୀକ୍ଷା ମିଶ୍ର
ଲୋପାମୁଦ୍ରା ଦାଶ
ଶ୍ରୀୟା ମିଶ୍ର
ସୋନମ୍ ଦାଶ
ଅଶେଷ ଧନ୍ୟବାଦ
ଦିଲୀପ ସାହୁ
ବିଦେଶୀ ଦାସ
କୈବଲ୍ୟ ମହାନ୍ତି
Song Credits:
Song Name : E Mati Odisha E Jati Odia
Singers: Humane Sagar,Ananya Sritam Nanda,Ashutosh Mohanty,Sricharan Mohanty,Sabisesh Mishra,Shasank Shekhar,Pragyan Hota,Biswajit Mohapatra,Debakrupa Mishra,Alaka Avilekha,Samikshya Mishra,Lopamudra Dash,Sriya Mishra,Sonam Dash
Director : Jaya Biswas
Music Director : Prem Anand
Lyrics : Basant Raj Samal
Concept : Saswati Acharya
Dubbing : Somesh Studio
Mixing Mastering : Rupak Thakur (Click Studios Mumbai)
DOP : Rabindra Behera, Sarbeswar Dash
Editor : Manas Kumar Sahoo
Post production head : Himadri Tanaya Das
Colorist : Manoj Biswal
Graphics: Aswin Jena
Camera assistant: Dibyalok, Sanjay
Associate directors : Prafulla, Rakesh
Post Production : Camera Queen Production
Drone operator-Arun
Camera assistants: Ramesh
Special Thanks:Dilip Sahu,Bideshi Das,Kaibalya Mohanty,G S Patnaik,Padmashree Sudarsan Pattnaik,Padmashree Dilip Tirkey,Debasish Mohanty,Dutee Chand
Made by : All Odia and People Of Odisha
With Honourable Governor Prof. Ganeshi Lal
And Honorable Chief Minister Of Odisha Shri. Naveen Patnaik
Listen to the Song/Album now on :
JioSaavn : bit.ly/31zd2Lf
Gaana : bit.ly/3rOzx9L
Wynk : bit.ly/3cFbMfZ
Amazon Music : amzn.to/3rOAfnr
Apple Music : apple.co/3cCBeCK
Hungama : bit.ly/31zrCSH
Resso : m.resso.app/ZS...
RU-vid Music : bit.ly/3sLfV7y
To set the song as your caller tune :
Dua Re Choti E Mati Odisha E Jati Odia
Airtel users can set your caller tunes from Wynk app
Jio users can set the caller tunes from JioSaavn
Vodafone Users: Dial 53712409838
Idea Users: Dial 5678912409838
Bsnl Users: SMS BT 12409838 to 56700
E Mati Odisha E Jati Odia
Airtel users can set your caller tunes from Wynk app
Jio users can set the caller tunes from JioSaavn
Vodafone Users: Dial 53712409837
Idea Users: Dial 5678912409837
Bsnl Users: SMS BT 12409837 to 56700
🔔 Get alerts when we release any new video. TURN ON THE BELL ICON on the channel! 🔔
SUBSCRIBE to Amara Muzik channel for Odia Songs and movie videos
bit.ly/2am9M9E
Connect with us on
♦ Facebook: / amaramuzik
♦ Instagram: / amaramuzik
♦ Twitter: / amaramuzik​
#AmaraMuzik #EMatiOdishaEJatiOdia #ଏମାଟିଓଡିଶାଏଜାତିଓଡିଆ #UtkalDivas
© Amara Muzik 2021
* ANTI-PIRACY WARNING *
This content is Copyright to Amara Muzik. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
Odia | Odia Songs | Odia Music | Odia Album | Odia Movie | Ollywood | Odisha | Odia Gita | Odia Song | Odia Music Video | Odia bhajan | Amara Muzik | Amara Muzik Odia | Odia Sad Song | Odia Romantic Song | Odia Video | Odia Full Film | New Odia Song

Опубликовано:

 

22 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@sabyasachi_actor
@sabyasachi_actor 3 года назад
ବନ୍ଦେ ଉତ୍କଳ ଜନନୀ 🙏
@crazydeepakkumar
@crazydeepakkumar 3 года назад
ବନ୍ଦେ ଉତ୍କଳ ଜନନୀ
@jamesrinku6493
@jamesrinku6493 3 года назад
Sir bande utkala janani
@sumitradas9857
@sumitradas9857 3 года назад
Bande utkal janani🙏🙏🙏🙏🙏
@jayganeshmahakhuda9123
@jayganeshmahakhuda9123 3 года назад
ବନ୍ଦେ ଉତ୍କଳ ଜନନୀ । ଜୟ ଜଗନ୍ନାଥ ।
@Amaramuzikodia
@Amaramuzikodia 3 года назад
ବନ୍ଦେ ଉତ୍କଳ ଜନନୀ 🙏🏻
@sannyasinayak9169
@sannyasinayak9169 3 года назад
ମୁଁ ଗର୍ବିତ ଏହି ଗୀତ ଲାଗି... ମୁଁ କୃତଜ୍ଞତା ଜଣାଉଛି ସମସ୍ତଙ୍କୁ ଯେଉଁମାନେ ଏହି ଗୀତକୁ ତିଆରି କରିଛନ୍ତି... ଗୋଟେ ମାଇଲଖୁଣ୍ଟ ହୋଇ ଏ ଗୀତ ଚିରଦିନ ପାଇଁ ରହିବ... ଧନ୍ୟବାଦ
@jayganeshmahakhuda9123
@jayganeshmahakhuda9123 3 года назад
ବନ୍ଦେ ଉତ୍କଳ ଜନନୀ
@happyodiavlogs
@happyodiavlogs 3 года назад
ଓଡ଼ିଆ ହୋଇଥିବାରୁ ମୁଁ ଗର୍ବିତ 🙏 ବନ୍ଦେ ଉତ୍କଳ ଜନନୀ 🙏
@EZUFLIQ
@EZUFLIQ 3 года назад
ବନ୍ଦେ ଉତ୍କଳଜନନୀ 🙏ମୁଁ ଓଡ଼ିଆ ବୋଲି ଗର୍ବିତ
@subhammohantys3179
@subhammohantys3179 3 года назад
ଜୟ ଓଡ଼ିଶା ଜୟ ଓଡ଼ିଆ , ଏ ମାଟିର କଳା ସଂସ୍କୃତି ପାଇକ ଠାଣି କେତେ ବଢିଆ।❤️❤️❤️❤️
@prangyaparamitasahoo9079
@prangyaparamitasahoo9079 3 года назад
Really proud to be an Odia girl 🙏 ବନ୍ଦେ ଉତ୍କଳ ଜନନୀ 🙏🙏
@BiswajitDas-pq4cg
@BiswajitDas-pq4cg 3 года назад
ମୁଁ ଓଡ଼ିଆ ହୋଇଥିବାରୁ ମୁଁ ଗର୍ବିତ ମୋତେ ଏହି ଗୀତ ଟି ବହୁତ୍ ବହୁତ୍ ଭଲ ଲାଗିଲା ଏହି ଗୀତ ଟି ଶୁଣି emotional ହୋଇ କାନ୍ଦିଛି 😭😭 Thank you all & spl thanks to ପ୍ରେମାନନ୍ଦ sir Love you all ଜୟ ଜଗନ୍ନାଥ ଏ ମାଟି ଓଡିଶା = ଏ ଜାତି ଓଡ଼ିଆ ଏବଂ ଗୀତଟି ର ଲେଖକ ମହାଶୟ ଙ୍କୁ ଅନେକ୍ ଅନେକ୍ ଧନ୍ୟବାଦ୍ 🙏🙏
@officialsritam7654
@officialsritam7654 3 года назад
ମୋତେ actually ବହୁତ ଭଲ ଲାଗିଲା Bande utkal janani
@adityakiranpatnaik599
@adityakiranpatnaik599 3 года назад
I really love this song.... ବନ୍ଦେ ଉତ୍କଳଜନନୀ....🙏🙏🙏
@sibasankarsahoo9559
@sibasankarsahoo9559 3 года назад
Thanks for Premanand sir to fill to proud & making this type of song really hatsup...ମୁ ଏ ଗୀତ ଶୁଣି ମୋ ଆଖିରେ ଲୁହ ଆସି ଗଲା...
@gyanaranjankar2
@gyanaranjankar2 3 года назад
ମୁଁ ଓଡ଼ିଆ ,ଓଡ଼ିଶା ପାଇଁ ମୁଁ ଗର୍ବିତ 🙏🏼 ବନ୍ଦେ ଉତ୍କଳଜନନୀ ❤️ ଗୀତ ଟି ଅତ୍ୟନ୍ତ ସୁମଧୁର ଏବଂ ହୃଦୟସ୍ପର୍ଶୀ ❤️ ଜୟ ଜଗନ୍ନାଥ 🙏🏼
@jeevanjyoti4885
@jeevanjyoti4885 3 года назад
ବହୁତ ସୁନ୍ଦର....👌👌👌💐💐💐 ବନ୍ଦେ ଉତ୍କଳ ଜନନୀ....
@sahoochittaranjan5973
@sahoochittaranjan5973 3 года назад
ଏ ମାଟି ଓଡ଼ିଶାର ଏ ଜାତି ଓଡ଼ିଆ ହୃଦୟରେ କମ୍ପନ ସୃଷ୍ଟି କରୁଛି ,ଉତ୍କଳ ଦିବସର ଅଭିନନ୍ଦନ,
@siddharthgoutamraja8226
@siddharthgoutamraja8226 3 года назад
Perfect song.. ଗରବେ କହିବା ଆମେ ଓଡ଼ିଆ
@ranjansahoo5311
@ranjansahoo5311 3 года назад
ମନ ଖୁସି ହୋଇଗଲା ।ବହୁତ ସୁନ୍ଦର
@studenthobbiesexpress8126
@studenthobbiesexpress8126 3 года назад
ଓଡିଶା ସଂସ୍କୃତି ଓ ପରମ୍ପରା ର ଗୋଟେ ଅତି ସୁନ୍ଦର ପରିଭାଷା.....
@sameerranjanpati8946
@sameerranjanpati8946 3 года назад
ବନ୍ଦେ ଉତ୍କଳ ଜନନୀ.... ଗର୍ବିତ ମୁଁ ଓଡ଼ିଆ ବୋଲି...🙏
@manaskumarpattnaik7725
@manaskumarpattnaik7725 3 года назад
ବନ୍ଦେ ଉତ୍କଳ ଜନନୀ 🙏🙏🙏🙏ମୁଁ ନିଜକୁ ଗର୍ବ ଅନୁଭବ କରେ କାରଣ ମୁଁ ଓଡ଼ିଆ l ମୋ ମା ଓଡିଶା 🙏🙏🙏🙏🙏🙏
@rabindrakumarpanigrahi7168
@rabindrakumarpanigrahi7168 3 года назад
ଏକ ମାସ ଧରି ଅପେକ୍ଷା କରିଥିଲି ଏହିଗୀତକୁ । ବହୁତ ଭଲ ହେଇଛି । ଉକୂଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
@chandrapratapsahoo8539
@chandrapratapsahoo8539 3 года назад
ବନ୍ଦେ ଉତ୍କଳ ଜନନୀ....ଆମେ ଓଡ଼ିଆ
@munamallik3986
@munamallik3986 3 года назад
ଉତ୍କଳ ଦିବସର ହାର୍ଦିକ ଅଭିନନ୍ଦନ । ମୁ ଓଡିଆ ଭାରି ବଢିଆ । # ଏ ମାଟି ଓଡିଶା ଏ ଜାତି ଓଡିଆ ❤❤❤❤
@goutamdalai1712
@goutamdalai1712 3 года назад
ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ ବନ୍ଦେ ଉତ୍କଳ ଜନନୀ| ଜୟ ଜଗନ୍ନାଥ |
@pehchanparesh3180
@pehchanparesh3180 3 года назад
ସତରେ ଗର୍ବ ଲାଗୁଛି ମୁଁ ଓଡ଼ିଆ ବୋଲି ❤️❤️❤️🙏🙏🙏🙏🙏🙏ବେଶି ଗର୍ବ ଲାଗୁଛି ମୁଁ ଜଗା ପାଖେ ରହୁଛି 🙏🙏🙏🙏
@jagannnathsahoo6934
@jagannnathsahoo6934 3 года назад
ବହୁତ ସୁନ୍ଦର ହେଇଛି ❤️❤️❤️ ଗର୍ବ ରେ କୁହନ୍ତୁ ଆମେ ଓଡ଼ିଆ ❤️
@himanshusahoo9443
@himanshusahoo9443 3 года назад
ଆମେ ଓଡ଼ିଆ, ବହୁତ ବଢିଆ । ଜୟ ଜଗନ୍ନାଥ ❤️❤️❤️
@musicloverraja9117
@musicloverraja9117 3 года назад
Bahut badhia song loved it.. Bande utkala janani
@jamesroy4701
@jamesroy4701 3 года назад
ବନ୍ଦେ ଉତ୍କଳ ଜନନୀ 🙏🙏🙏 ଏ ମାଟି ଓଡ଼ିଶା ଏ‌ ଜାତି ଓଡ଼ିଆ ଏହି ସଙ୍ଗୀତ ଗାଇଥିବା ସଙ୍ଗୀତକାର ମାନଙ୍କୁ ମୋର କୋଟି କୋଟି ନମସ୍କାର 🙏🙏🙏 ବନ୍ଦେ ଉତ୍କଳ ଜନନୀ 🙏🙏🙏
@manassahu6817
@manassahu6817 3 года назад
ବନ୍ଦେ ଉତ୍କଳ ଜନନୀ ❤️❤️❤️
@BRAJESHKUMAR-gf1zv
@BRAJESHKUMAR-gf1zv 3 года назад
ଓଡିଆ ଭାରି ବଢିଆ❤ ବନ୍ଦେ ଉତ୍କଳ ଜନନୀ❤❤❤❤ Love u odisha ❤❤❤
@saritalenka1564
@saritalenka1564 3 года назад
Really amazing fantastic 👍 song.. Thanks every singer..... Of our odisha..... ବନ୍ଦେ ଉତ୍କଳ ଜନନୀ
@chittaranjansahoo4179
@chittaranjansahoo4179 3 года назад
ମୁଁ ଓଡ଼ିଆ, ମୋ ଭାଷା ବଢିଆ। ଜୟ ଜଗନ୍ନାଥ 🙏
@nrgliveevents1
@nrgliveevents1 3 года назад
*_ମୋ ମାଟି ଓଡ଼ିଶା, ମୋ ଜାତି ଓଡ଼ିଆ_*__...ଏହି ଗୀତ ସହ ଯୋଡିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ହୃଦୟରୁ ପ୍ରଣାମ...ଜୟ ଜଗନ୍ନାଥ... __*_ବନ୍ଦେ ଉତ୍କଳ ଜନନୀ_*
@pravakarsasmal4206
@pravakarsasmal4206 7 месяцев назад
ପୋଖରୀ ତୁଠେ ସୁନୁ ଶନିଆଁ ଶାଗ... କି lyrics yarr... Beautifulll♥️
@sailajasankarsadangi56
@sailajasankarsadangi56 3 года назад
ପ୍ରକୃତିରେ ପୂର୍ଣ୍ଣ ମୋରି ଜନ୍ମ ମାଟି... କଳା ଓ ସଂସ୍କୃତିକୁ ରଖିଛି ସାଉଁଟି। 🙏🙏🙏 ବନ୍ଦେ ଉତ୍କଳ ଜନନୀ ଆମେ ଓଡ଼ିଆ
@sahooj611
@sahooj611 3 года назад
❤️ସୁନ୍ଦର ଏ ସଂରଚନା❤️ ପ୍ରେମ ର ପରିଭାଷା ବାରି ହୋଇପଡୁଛି ଏ ସଙ୍ଗୀତ ରେ ❤️ମନ ମୁଗ୍ଧକର❤️ 🙏ବନ୍ଦେ ଉତ୍କଳ ଜନନୀ🙏
@Barad99Sridhara
@Barad99Sridhara 2 года назад
❤️❤️❤️ ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ ମୋ ଜାତି ଓଡ଼ିଆ ❤️ ବୋଲି ଗର୍ବ କରେ
@somnathmohanty3557
@somnathmohanty3557 3 года назад
ଅତି ସୁନ୍ଦର ଭାବ.. ଜୟ ଜଗନ୍ନାଥ 🙏
@jitendrakumarsahoo3662
@jitendrakumarsahoo3662 3 года назад
ବହୁତ୍ ସୁନ୍ଦର୍.. ଜୟ ଓଡ଼ିଆ
@dayanidhiparida393
@dayanidhiparida393 3 года назад
ବନ୍ଦେ ଉତ୍କଳ ଜନନୀ, ମୋ ଓଡ଼ିଶା କଥା.....
@shrinibassahoo1500
@shrinibassahoo1500 3 года назад
ମୁଁ ଓଡ଼ିଆ ଭବେ ଗର୍ବିତ 🙏
@pratapheprika5780
@pratapheprika5780 3 года назад
ସବୁଠାରୁ ନିଆରା ଆମ ଓଡ଼ିଆ ଜାତି ଓଡ଼ିଆ ଭାଷା ସଂସ୍କୃତି ଓ ପରମ୍ପରା ବନ୍ଦେ ଉତ୍କଳ ଜନନୀ
@mystatus6176
@mystatus6176 2 года назад
Nabin pattanyak odia kahi ni janbar hethirar lagi niaara . Jay koshal
@Ghanashyam_Kisan34
@Ghanashyam_Kisan34 2 года назад
😂😂😂 odia fusi gehi
@rtutureddy2195
@rtutureddy2195 3 года назад
Beautiful..thanku prem Ananda sir
@mrutunjayadakua24
@mrutunjayadakua24 3 года назад
ମନକୁ ଛୁଇଁଗଲା... ଜଣେ ସ୍ୱାଭିମାନି ଓଡ଼ିଆ ଓ ଜଣେ ଲେଖକ ଭାବରେ ଏହି ଗୀତ ରଚନା କୁ ମୁଁ ହୃଦୟ ରୁ ଅଭିନନ୍ଦନ ଜଣାଉଛି 🙏। ସଂଗୀତ ସଂଯୋଜନା ଓ ଚିତ୍ର ଉତ୍ତୋଳନ ଉଚ୍ଚ କୋଟିର । ଜୟ ଓଡ଼ିଶା ❤️🙏🙏
@Gudu3339
@Gudu3339 3 года назад
ଗର୍ବ ରେ କୁହେ ମୁଁ ଓଡ଼ିଆ ❤️
@shri99
@shri99 3 года назад
This song will be for forever like Odisha mo Odisha song.... ବନ୍ଦେ ଉତ୍କଳଜନନୀ
@Mansinag19
@Mansinag19 3 года назад
ଖୁସି ରେ ଲୁହ ଆସିଗଲା ❤❤❤🙏🙏🙏🙏ଜୟ ଜଗନ୍ନାଥ ଜୟ maa ସମଲେଇ 🙏🙏❤❤❤❤❤❤❤❤
@mrubiquitous7872
@mrubiquitous7872 3 года назад
ଵନ୍ଦେ ଉତ୍କଳ ଜନନୀ।। 🙏🙏ଜୟ ଜଗନ୍ନାଥ 🙏🙏
@trinathofficials
@trinathofficials 2 года назад
Best composition... ବନ୍ଦେ ଉତ୍କଳଜନନୀ 🙏
@sambitsubhasishsahu3357
@sambitsubhasishsahu3357 3 года назад
ପ୍ରକୃତରେ ହୃଦୟକୁ ଛୁଇଁ ଲା ପରି ଏକ ସୁନ୍ଦର ଓଡ଼ିଆର ଗୀତ ......
@ExceptionalKalinga
@ExceptionalKalinga 3 года назад
ଜଣେ ଓଡ଼ିଆ ଭାବେ ମୁଁ ଗର୍ବୀତ,,ବନ୍ଦେ ଉତ୍କଳ ଜନନୀ✊✊✊
@himansusekhar1297
@himansusekhar1297 3 года назад
ବନ୍ଦେ ଉତ୍କଳ ଜନନୀ 🙏🏻❤️
@UK_creation1999
@UK_creation1999 3 года назад
ମୁ ଓଡିଆ ଭାରି ବଢିଆ🙏
@anilbehera8954
@anilbehera8954 3 года назад
Bande Utkal Janani 🙏🙏🙏 A mati Odisha A jati Odia Mu garbita mu Jane Odia Awesome Music 👍👍👍 Excellent 💐💐💐💐
@sanmitadawadkar8814
@sanmitadawadkar8814 3 года назад
Debakrupa bhai 🙌🏻🔥🔥❤️
@payalshuvankarirout3547
@payalshuvankarirout3547 3 года назад
ମୋ ଓଡ଼ିଶା ମହାନ୍ 🙏 ଓଡ଼ିଆ ପରମ୍ପରା ଓ ସଂସ୍କୃତି ସବୁକିଛି ଏ ଗୀତରେ ସ୍ଥାନ ପାଇଛି🙏ଅତି ସୁନ୍ଦର।
@sabisesh2478
@sabisesh2478 3 года назад
ବନ୍ଦେ ଉତ୍କଳ ଜନନୀ। ଏ ମାଟି ଓଡିଶା ,ଏ ଜାତି ଓଡ଼ିଆ ଏବଂ ମୁଁ ଜଣେ ଓଡ଼ିଆ ବୋଲି ଗର୍ବିତ😊
@dibyashreenayak9776
@dibyashreenayak9776 3 года назад
ସତରେ ଏଇ ଗୀତ ଶୁଣି ମୁଁ ବହୁତ୍ ଗର୍ବିତ କାରଣ ଏଇ ଓଡ଼ିଶା ମୋର ଜନ୍ମଭୂମି 🙏🙏❤️❤️❤️
@chittaranjanbarik7514
@chittaranjanbarik7514 3 года назад
ବନ୍ଦେ ଉତ୍କଳ ଜନନୀ 🙏 ଜଣେ ଓଡ଼ିଆ ଭାବେ ମୁଁ ଗର୍ବିତ ।
@RainQueenBarish
@RainQueenBarish 3 года назад
ଆମ ଓଡିଶାକୁ ନେଇ ଆଜି ଉତ୍କଳ ଦିବସରେ ବହୁତ ସୁନ୍ଦର ଗୀତ ଟି ଆସିଛି....❤❤❤
@chandanmaharana1775
@chandanmaharana1775 3 года назад
ମୁଁ ଗର୍ବ କରୁଛି ଜଣେ ଓଡ଼ିଆ ଭାବେ ,,,,, ବହୁତ୍ ସୁନ୍ଦର ଗୀତ ,,,ବେଶ୍ ମନ ଛୁଆଁ ,,,,👍
@truptiranjan863
@truptiranjan863 3 года назад
ଜୟ ଜଗନ୍ନାଥ .....🙏ବନ୍ଦେ ଉତ୍କଳ ଜନନୀ🙏 ମୁଁ ଓଡ଼ିଆ ବୋଲି ଗର୍ବିତ
@itzcashok6449
@itzcashok6449 3 года назад
ମୁଁ ଓଡ଼ିଆ 🙏🏻🙏🏻🙏🏻 ବନ୍ଦେ ଉତ୍କଳ ଜନନୀ
@oyerati1483
@oyerati1483 3 года назад
ବନ୍ଦେ ଉତ୍କଳ ଜନନୀ 👍👍ଜୟ 👏👏ଜଗନ୍ନାଥ
@jyotiranjannayakvlogs367
@jyotiranjannayakvlogs367 3 года назад
ଆମେ ଓଡ଼ିଆ ଭାରି ବଢିଆ ❤
@HR_ROUT
@HR_ROUT 3 года назад
ମୋ ଭାଷା ମୋ ରାଜ୍ୟ ମୋ ସଂସ୍କୃତି ପାଇଁ ମୁଁ ଗର୍ବିତ ! ଏ ଭଳି ସୁନ୍ଦର ପରିକଳ୍ପନା କରିଥିବାରୁ ଆପଣ ମାନଙ୍କ ଅନେକ ଅନେକ ଧନ୍ୟବାଦ୍ 🙏🙏🙏 "ଏ ମାଟି ଓଡ଼ିଶା..... ଏ ଜାତି ଓଡ଼ିଆ....
@kcscreation3427
@kcscreation3427 3 года назад
Mnu aaji bahut graba karuchiki je aama odishara rajya pal nkar voice ru mo mati odishara duipada suni baku milila i love odisha i love ganeshilal sir
@alokbisi1029
@alokbisi1029 3 года назад
Proud to be an odia..... Jai Jagannath 🙏🙏🙏🙏 ବନ୍ଦେ ଉତ୍କଳ ଜନନୀ
@sucharitatripathy1636
@sucharitatripathy1636 3 года назад
ବହୁତ୍ ସୁନ୍ଦର। ହୃଦୟସ୍ପର୍ଶୀ ❤️
@kabitasahoo6362
@kabitasahoo6362 3 года назад
ବନ୍ଦେ ଉତ୍କଳ ଜନନୀ 🙏🙏🙏ମନକୁ ପୁରା ଛୁଇଁ ଦେଲା ଏ ଗୀତ🙏🙏🙏
@nihare-news.9703
@nihare-news.9703 3 года назад
Proud to be a Odissa culture ...... ବନ୍ଦେ ଉତ୍କଳ ଜନନୀ 🙏🏻
@sambitgiri7527
@sambitgiri7527 Год назад
I love odisha
@PaltuVines
@PaltuVines 3 года назад
Proud to be a Samabalpuria❤ Jay Maa Samleiswari 🙏
@rashmiranjanbaliyarsingh8364
Are Sambalpuria not Odia?
@bindasbandhurrt8828
@bindasbandhurrt8828 3 года назад
ଧନ୍ୟବାଦ ପ୍ରେମ ଆନନ୍ଦ ମହୋଦୟ ଏବଂ ସମସ୍ତ କର୍ମକର୍ତା.... ଆମର ମିଉଜିକ
@samirpradhan3774
@samirpradhan3774 3 года назад
ଆମ ଭାଷା ବଢିଆ , ଆମେ ଓଡ଼ିଆ । ଜୟ ଜଗନ୍ନାଥ 🙏 ବନ୍ଦେ ଉତ୍କଳ ଜନନୀ 🙏
@odiateachingpoint-gopaband4199
@odiateachingpoint-gopaband4199 3 года назад
ବହୁତ ସୁନ୍ଦର.... ଏହି ଗୀତ ଓଡ଼ିଶାର ଗର୍ବ ଓ ଗୌରବ... ଓଡିଶାର ସମସ୍ତ ଚିତ୍ର ଓ ଚରିତ୍ରକୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି । ଏହା ଗୀତ ନୁହେଁ ,ଏହା ଓଡ଼ିଶାବସୀଙ୍କ ମନର ଏକ ଆବେଗ ।।।
@bandanamishra1728
@bandanamishra1728 3 года назад
ମୋ ଓଡିଶା ପାଇଁ ମୁଁ ଗର୍ବିତ ବନ୍ଦେ ଉତ୍କଳ ଜନନୀ ❤️😇
@Kalki-2
@Kalki-2 3 года назад
ମୋ ଓଡ଼ିଶା ❤️ ମୋ ଜାତି ମୋ ମାଟି ମୋ ଭାଷା ❤️ ମୁ ଗର୍ବିତ ଆଜି ❤️
@ambikanandanmattam155
@ambikanandanmattam155 3 года назад
ମୋ ଜାତି ଓଡ଼ିଆ,ମୋ ଜଗନ୍ନାଥ .....ମୋ ପୋଖାଳ ସବୁଠୁ ବଢିଆ🙏🙏🙏🙏🙏
@prabinapradhan5322
@prabinapradhan5322 3 года назад
ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ ଗୀତ ମୋତେ ବହୁତ ଭଲ ଲାଗିଲା ମୁଁ ଗର୍ବିତ ମନେକରୁଛି
@rhitvrma1217
@rhitvrma1217 3 года назад
beautiful part of this song - Governor voice 'ଏଇ ମାଟି ଓଡ଼ିଶା , ଏଇ ଜାତି ଓଡ଼ିଆ❤️ that really touch heart
@dr.bharat
@dr.bharat Месяц назад
Spiritual Soul @ Governor Ganeshi Lal ji
@RONITFORYOU
@RONITFORYOU 3 года назад
ପ୍ରଥମ ଥର କଉ ଗୀତ ନିଜକୁ ଓଡ଼ିଆ ବୋଲି ଆଖିରୁ ଲୁହ ବାହାର କଲା। ମୁଁ ଗର୍ବିତ ମୁଁ ଓଡ଼ିଶାରେ ଜନ୍ମିତ। ଏ ମାଟି ଓଡ଼ିଶା ଏ ଜାତି ଓଡ଼ିଆ।
@samirkanhar23
@samirkanhar23 3 года назад
ଏ ଗୀତ ରେ ଏମିତି ଏକ ଯାଦୁ ରହିଛି ଯାହା ବାରମ୍ୱାର ଶୁଣିବାକୁ ଇଚ୍ଛା ହେଉଛି। ବନ୍ଦେ ଉତ୍କଳ ଜନନୀ। ଜୟ ଜଗନ୍ନାଥ।
@Vlog-yk6zh
@Vlog-yk6zh 3 года назад
କେଡେ ସୁନ୍ଦର ରାଇଜ ମୋର କେଡେ ମିଠା ମୋ ଭାଷା।।।। ଓଡିଶା ମୋ ଓଡିଶା।।।
@rrrahulofficial615
@rrrahulofficial615 3 года назад
ମୋ ଓଡିଶା ମୋ ଭାଷା ସବୁଠୁ ମହାନ ଜୟ ଜଗନ୍ନାଥ 🙏🙏🙏
@biswajitsasmal9072
@biswajitsasmal9072 3 года назад
ମୁଁ ହେଇଥିବାରୁ ଗର୍ବ ଅନୁଭବ କରୁଛି ❤️❤️❤️❤️ ଜୟ ଜଗନ୍ନାଥ 🙏🙏🙏🙏
@rudrarana6372
@rudrarana6372 3 года назад
ବନ୍ଦେ ଉତ୍କଳଜନନୀ🙏ଜୟ ଜଗନ୍ନାଥ 🙏 ଆମେ ଓଡ଼ିଆ ଭାରି ବଢ଼ିଆ ରହିଥିବା ଆମେ ରିରଦିନିଆ ଆମ ଶାଗ ପଖାଳ ଖିଆ ମନରେ ଶାନ୍ତି ଭରିଦିଏ ଶ୍ୱାଦ ତାର ଲାଗେ ନୁଆ କେତେ ଯେ ଜାନି ଯାତରା ମନ ହୁଏ ଆତ୍ମଭରା
@rameshchandrasahu402
@rameshchandrasahu402 3 года назад
Proud to be an odia.Excellent creation. Thanks to all artists. 🙏ବନ୍ଦେ ଉତ୍କଳ ଜନନୀ 🙏
@ajay5665
@ajay5665 3 года назад
I can't blv.. 60 dislike on this kind of song...!!! Who r they....??? Superb song.. Love from Assam.. Proud to be a Odia...
@sudarsan0143
@sudarsan0143 3 года назад
ଓଡ଼ିଆ ସବୁ ଜାଗାରେ ବଢିଆ। ବନ୍ଦେ ଉତ୍କଳ ଜନନୀ
@pushpak229
@pushpak229 3 года назад
ବହୁତ ବଢ଼ିଆ... ଓଡ଼ିଆ ଭାରି ବଢ଼ିଆ
@learningfest
@learningfest 3 года назад
ଏ ମାଟି ଓଡ଼ିଶା , ଏ ଜାତି ଓଡ଼ିଆ , ମୋ ଗର୍ବ ଗୌରବ ଓଡ଼ିଶା ❤️ ମୋ ଭଲ ପାଇବା ଓଡ଼ିଶା 🙏🏻👍🏻
@djchittacreation
@djchittacreation 3 года назад
Bahut Sundar Heichi Song ❤& Truth I Love Odisha❤/Happy Utkal Divas ❤
@mukeshmartha3954
@mukeshmartha3954 3 года назад
...💞...ମାତୃ ଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନି ଗଣରେ ଗଣିବା ଅଜ୍ଞାନ ରୋହୀବେ କାହିଁ...💞... 💞✨ ବନ୍ଦେ ଉତ୍କଳ ଜନନୀ✨💞
@ManasKar623
@ManasKar623 3 года назад
My soil is Oriya, my caste is Oriya, my language is Oriya. I am proud to have been born on this soil. 🙏ଜୟ ଜଗନ୍ନାଥ 🙏
@Hi-hm2tl
@Hi-hm2tl 3 года назад
*odia
@RBM-B
@RBM-B 3 года назад
ଆମେ ଓଡ଼ିଆ❤️ ସବୁଠୁ ବଡିଆ 😀 ମୁଁ ଓଡ଼ିଆ ବୋଲି ଗର୍ବ କରେ ଆମ ଭାଷା ନିଆରା, ଆମ ସଂସ୍କୃତି ଓ ପରମ୍ପରା ନିଆରା🙏 ବନ୍ଦେ ଉତ୍କଳଜନନୀ ଜୟ ଜଗନ୍ନାଥ 🙏🙏
@officialkaibalya
@officialkaibalya 3 года назад
Just superb ...... Kudos to all team members 🙏 ବନ୍ଦେ ଉତ୍କଳ ଜନନୀ।
@sushantakumarnayak7501
@sushantakumarnayak7501 3 года назад
ଧନ୍ୟବାଦ!ଆମର MUSIC, ଏପରି ସୁନ୍ଦର ଗୀତ ଆମକୁ ଭେଟିଦେଇଥିବାରୁ👌👌👌👌👌👌👌
@sanghamitrapollai8882
@sanghamitrapollai8882 Год назад
Bahut badhiya 👍👍 My all time fav Premanand sir and also all singers 🙏🙏
@sjsahu9329
@sjsahu9329 3 года назад
Heart ରୁ କହୁଛି, 10 th ରେ ପଢ଼ିଥିଲି ଗୋଟେ କବିତା ଗ୍ରାମପଥ. ତା ଠୁ ବି ଏ କବିତା ଭଲ ଲାଗିଲା
@suvenduswain9753
@suvenduswain9753 3 года назад
ସତରେ ଗୀତଟି ପ୍ରତେକ ଓଡ଼ିଆ ବାସୀଙ୍କ ହୃଦୟକୁ କମ୍ପର୍ଣ୍ଣ କରୁଛି।
@sonalisethi4304
@sonalisethi4304 3 года назад
E Gita suniki prana Kandi uthuchi..ete Sundar Gita sabda nahi mo pakhare Prakash karibaku😭💜💜💜
Далее
O’zim bilib ketvotudima😅
01:00
Просмотров 947 тыс.
Папины Дочки Наоборот!
24:57
Просмотров 483 тыс.
How A Poor Boy Built Oberoi Hotels
17:18
Просмотров 2,1 млн
Tribal Anthem | Culture of Odisha
5:14
Просмотров 1,5 млн
O’zim bilib ketvotudima😅
01:00
Просмотров 947 тыс.