Тёмный

ଏ ମାନଙ୍କ ବେଳେ କୋଉଠି ଥିଲା ଆଇନ୍ କାନୁନ୍ // ପ୍ରକୁତ ଖଳନାୟକ ମଧୁ ଙ୍କ ମା ? // MR GAJPATI ROASTING // ODIA 

MR GAJPATI
Подписаться 252 тыс.
Просмотров 61 тыс.
50% 1

Опубликовано:

 

26 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 181   
@user-su7mi2ltra
@user-su7mi2ltra 2 месяца назад
Last line bhai wow👍✅
@Mrgajpati
@Mrgajpati 2 месяца назад
🙏♥️🙏
@chandansia7281
@chandansia7281 2 месяца назад
Thik katha bhai
@GaganbihariBalabantaray
@GaganbihariBalabantaray 2 месяца назад
ଝିଅ ଘର ଲୋକ ପୁରା ବଦମାସ୍ ଝିଅର ମା ଓ ତା ଭଉଣୀ ଏମାନେ ପୁଅକୁ ବ୍ୟବହାର କରୁଥିଲେ
@BraveHindustani9074
@BraveHindustani9074 2 месяца назад
ଆଦିତ୍ୟ କୁ ବିଦ୍ୟାଶ୍ରୀ ମାରିଚି, ପଇସା ଦେଇକି case ଚାପି ଦେଲେ, ବିଦ୍ୟାଶ୍ରୀ ର ବହୁତ ଭଲ higher level ରେ contact ଅଛି, ସେ victim କାର୍ଡ ଖେଳିଦେଲା
@prakashjena4812
@prakashjena4812 2 месяца назад
ଓଡ଼ିଶାର cm ମୋହନ ଚରଣ ମାଝୀ ସାର... ପୁରୁଷ କମିଶନର କରାଯାଉ... ଆଇନି ପୁଅ ହଉକି ଝିଅ ସମସ୍ତ ଙ୍କ ପାଇଁ ସମାନ ରଖାଯାଉ.... 👍👍👍👍
@bikrampradhan5560
@bikrampradhan5560 2 месяца назад
ସିଧା କଥା -ପୁଅ ସେ ଝିଅ ଘର ବନ୍ଧୁ ବାନ୍ଧବ ଥିଲା ସେ ଝିଅ ଘର ଲୋକ ଚାକିରୀଆ ଜ୍ବାଇଁ ପାଇବା ଲୋଭରେ ଟୋକାକୁ ଫସାଇ ଛନ୍ତି, ଟୋକା ସହିତ ମଧୁ ପାଞ୍ଚ ବର୍ଷ ରହିଛି ରିଲେସନ୍ ସିପ୍ ରେ ମଧୁ ଶବୁ ଜାଣିଛି, ମଧୁ ବହୁତ୍ ଚାହ୍ଲାକ୍ ଝିଅ ନିଶ୍ଚିତ ଟୋକାର କିଛି ଆପତି ଜନକ ଭିଡିଓ ରଖି ମଧୁ ଆଉ ତାହାର ପରିବାର ମିଶି ଟୋକାକୁ ଧମକ ଚମକ ଦେଇ ତା ମାଇପ କୁ ଛାଡ ପତ୍ର କରାଇ ଥିଲେ, ମଧୁ ସେ ଟୋକା କୁ ଜବର ଦସ୍ତ ବାହା ହୋଇ ଥିଲା ଯାହା ଫଳରେ ଶବୁ ବେଳେ ଝଗଡା ଚାଲୁ ଥିଲା, ମଧୁ ଟୋକାର ଯଦି କିଛି ତାଡି ଥାନ୍ତା ସେ ଟୋକା ବି ମଧୁର ତାଡିଥାନ୍ତା ଭିତିରି ଜିନିଷ ବାହାରି ଥାନ୍ତା ତେଣୁ ଏମିତି କିଛି ଭୁଲ୍ ଥିଲା ସେ ଟୋକା କୁ ପାରି ନଥାନ୍ତା ତେଣୁ ବଦନାମୀ ଭୟରେ ମଧୁ ମରିଛି ନଚେଚ୍ ଗୋଟେ ସାମ୍ବାଦିକ ହୋଇ ମରି ନଥାନ୍ତା ଗଲ୍ତି ନିଶ୍ଚିତ ଅଛି ମଧୁର,ସେ ଟୋକାର ପୂର୍ବ ସ୍ତ୍ରୀ ର ବୟାନ ନିଆ ଯାଉ ସବୁ ଧରା ପଡିବେ
@poojaworld6715
@poojaworld6715 2 месяца назад
ପୁରା ଠିକ୍ କହିଛନ୍ତି ମୁଁ ପ୍ରଥମରୁ ଏ କଥା କହୁଛି ତା ପ୍ରଥମ ସ୍ତ୍ରୀ ର ବୟାନ ନିଶ୍ଚିତ ଆବଶ୍ୟକ। ଏ ଝିଅଘର ପୁରା ବଦମାସ୍ ଅଛନ୍ତି ଦେଖୁନ କାହା ଆଖିରେ ଟିକିଏ ଲୁହ ନାହିଁ... ପୂଳଖିଆ family
@rojalinayushmansatapathy1016
@rojalinayushmansatapathy1016 2 месяца назад
Right
@poojaworld6715
@poojaworld6715 2 месяца назад
ମଧୁ ଭାବୁଥିଲା mantu କେବଳ ମୋର ଆଉ ମୋ ପରିବାର ର.. ସେ ନିଜେ ଆଉ ତା family ପିଲା ଟାକୁ use କରୁଥିଲେ.. ସେ ତାଙ୍କ ବନ୍ଧୁବାନ୍ଧବ ପିଲା ଆଗରୁ marriage କରିଥିଲା ଜାଣି ନାହାନ୍ତି ଏମାନେ? ସବୁ ମିଛ କହୁଛନ୍ତି ଏ family ପାଇଁ ତାର divorce ହେଇଛି.. ମଧୁ କରେଇଛି divorce. 10 years marriage ପରେ divorce but ଏ ଝିଅ 5 years hela relationship ରେ ଅଛି ମାନେ ତା ସ୍ତ୍ରୀ ଥିଲା ବେଳେ ସମସ୍ତେ ତା ଟଙ୍କା ଖାଉଥିଲେ ତା ସ୍ତ୍ରୀ ଠୁ ଦୂରେଇ ରଖୁଥିଲେ.. ଖାଲି divorce ହୋଇନି ବୋଲି marriage କରିନଥିଲେ.. ତା ବାବାଜି ଭାଇ ଚାହୁଁ ନଥିଲା ଏମାନଙ୍କ marriage କାହିଁକି ନା ତାର ସ୍ତ୍ରୀ ଥିଲା ବୋଲି। ସେଥିପାଇଁ ଏମାନଙ୍କ ରାଗ ତା ବାବାଜୀ ଭାଇ କୁ। ସେ ଗିରଫ କେବେବି ହେବନି। ତାର ଭୁଲ କଣ। ଓଃ ଭାସ୍କର channel ଟା ତାଙ୍କର ନା। ଆରେ ସେ fraud କରିଥିଲେ ତା ସ୍ତ୍ରୀ କୁ ରଖିକି ବି ତାକୁ marriage କରି ପାରିଥାନ୍ତା.. ତା ସ୍ତ୍ରୀ ର ବୟାନ ନିହାତି ଦରକାର ଏଠି ଆଉ swagatika ର ବି। ମଧୁ ବିଷୟରେ ସେମାନେ କିଛି କହିପାରିବେ। ଝିଅ ଟା job କରୁଥିଲା ମରିବା କିଛି ଆବଶ୍ୟକ ନଥିଲା.. ସେ ପୁଅ ର କେହି ନାହିଁ ସେଥିପାଇଁ ଲଳିତା ବିଡା ମୁଣ୍ଡେଇ ଦେଲେ.. DCP ଉଚିତ୍ ତଦନ୍ତ କରନ୍ତୁ.. ସମସ୍ତେ ବି ଏକତରଫା ନ ହୋଇ ଉଚିତ୍ କଥା ବିଚାର କରନ୍ତୁ। ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ। ସେ ପୁଅ ହେଉ କି ଝିଅ ହେଉ..🙏🙏
@GHmusic732
@GHmusic732 2 месяца назад
ଭାଈ ଏହି ଝିଅ ପାଇଁ ଆଗ ସ୍ତ୍ରୀ divas ହେଇଚି। ଏହି ଝିଅ ୫ବର୍ଷା ରିଲେସନ ରେ ଏହି ଝଅ ପାଇଁ ତାର ଆଗ ସ୍ତ୍ରୀ ଜୀବନ ନଷ୍ଟ କରିଦେଇ ଛନ୍ତି ଅଙ୍କର ଫେମିଲି
@AnilKumarAnil-sl1ll
@AnilKumarAnil-sl1ll 2 месяца назад
ଭାଇ ଏଠି ଗୋଟେ ପିଲା କୁ ଏମିତି ଗୋଇଠା ମାରିବା ଭୁଲ | ଝିଅର ପରିବାର ଅଧିକ ପିଲା ଓପରେ ଅତ୍ୟାଚାର କରୁଛନ୍ତି|ଏଠି ଆଇନ ଅଛି ଆଇନ ତାଙ୍କ ପଦକ୍ଷେପ ନେବେ |
@manaskumar9259
@manaskumar9259 2 месяца назад
ସେ ଦୁଇଭାଇଙ୍କୁ ଦେଖିଲେ ଦୁଃଖ ଲାଗୁଛି ,ପ୍ରକୃତରେ ସେ ଦୁଇଭାଇ ନମ୍ର ଆଉ ଭଦ୍ର ବୋଲି ଆଜି ଫସିଗଲେ ,ଆଉ ସେପଟେ ଝିଅର ପରିବାରକୁ ଦେଖିଲେ ଜଣାପଡ଼ୁଛି ମା ଓ ଭଉଣୀ ଆଖିରେ ଚାଲିଯାଇଥିବା ଝିଅ ପାଇଁ ଟୋପାଏବି ଲୁହ ଝରୁନାହଁ ।ଏଥିରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଛି ନିଜ ମା' ଓ ଭଉଣୀ ସପରିବାର ମିଶି ଝିଅକୁ ଜ୍ବାଇଁର ଚାକିରି ଟଙ୍କା ହଡ଼ପ କରିବାକୁ ଚାପ ପକାଇ ଥିବେ ଏବଂ ପରେ ବିଫଳ ହେବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି ।
@RabindraHansdah-q2x
@RabindraHansdah-q2x 2 месяца назад
ଠିକ କହିଛନ୍ତି ଆପଣ
@fitnesshero2226
@fitnesshero2226 2 месяца назад
Sata katha bhai
@sankarsenapati7876
@sankarsenapati7876 2 месяца назад
Satha katha kahichanti apna bhai ❤❤❤❤❤
@SshantilatasorenLata-oj8sn
@SshantilatasorenLata-oj8sn 2 месяца назад
Right katha
@goutamchoudhury9180
@goutamchoudhury9180 2 месяца назад
Absolutely right
@mangalkumaryoutubechannel
@mangalkumaryoutubechannel 2 месяца назад
ଭାଇ ଗୋଟେ ଝିଅ ନିଜେ ଜୀବନ ହାରି deybo.ସେଇଟା ପୁଅ ର ଭୁଲ ନୁହେଁ. ଝିଅ ପାଇଁ ଯଦି ପୁଅ ଜୀବନ ହାରି ଦେଇ ଥାନ୍ତା ପୋଲିସ କୋଣ ଝିଅ କୁ ଆରେଟ କରି ଥାନ୍ତା,
@BishikeshanNayak-iu9sp
@BishikeshanNayak-iu9sp 2 месяца назад
ପୁଓ ପାଈଁ କେହିବି ନାହିଁ କିନ୍ତୁ ଝିଅ ପିଲା ପାଇଁ ଆଇନ କାନୁନ ସବୁ ଅଛି, ଧନ୍ୟ ରେ ସରକାର
@prakashjena4812
@prakashjena4812 2 месяца назад
ଯେତେବେଳେ Dj azex ସୁସାଇଡ କଲା କେତେ ଜଣ ବାହାରିଲେ...ସେ ଝିଅ ତାଙ୍କ ପାଇଁ ଗୋଟେ ଆଇନି.. ଆମ ପୁଅ ଙ୍କ ପାଇଁ ଗୋଟେ ଆଇନି.....
@iloveodisha6003
@iloveodisha6003 2 месяца назад
ଆଦିତ୍ୟ ଦାସ ଏହିଭଳି ମରି ଟ୍ରେନ ଲାଇନ ରେ ପଡିଥିଲା, କିନ୍ତୁ ତା ସ୍ତ୍ର ର କିଛି ହେଲାନି ଆଜି ସେ ସମାଜ ସେବି ହୋଇଛି
@birendramishra1970
@birendramishra1970 2 месяца назад
Bhai. Apananku dhanyabada, avali pratibada kari purusa comission gathana karantu
@samratmohanty-zq2on
@samratmohanty-zq2on 2 месяца назад
Gajapati Bhai Ra Mu Bhaut Bada Fan. Mo district Kendrapara Rajkanika Block village kendusahi❤❤❤❤
@litumohanty1606
@litumohanty1606 2 месяца назад
Bahut badhia kahila bhai. Jay jagannath 🙏🙏🙏
@kusajena
@kusajena 2 месяца назад
A.bhai.ka.katha.bhaut.bhal.laguche.thik.katha.kahau.chante
@dhaneswartripathy1994
@dhaneswartripathy1994 2 месяца назад
Bhai re tate dil ru salute ..... Nice work bro..... Carry on ❤❤❤❤
@susanta659
@susanta659 2 месяца назад
Mr gajapati thik kahicha. Sa jhio ro maa sangara sa pau ro love relationship. Thila ❤❤❤
@juluchsahu7279
@juluchsahu7279 2 месяца назад
Advocate sir is good advice👍
@KabitaNayak-m3v
@KabitaNayak-m3v 2 месяца назад
ଗୋଟେ ଝିଅ ମରିଗଲେ ପୁଅ ଯିବ ଥାନାକୁ ଆଉ ଗୋଟେ ପୁଅ ମରିଗଲେ ଝିଅ କାହିଁକି ଜୀବନୀ
@BiswamitadeoBiswamitadeo
@BiswamitadeoBiswamitadeo 2 месяца назад
ଭାଇ କି କଥା ଶୁଣି ହସ ଲାଗୁଛି 😂😂😅😅
@snehalatachampatiray2576
@snehalatachampatiray2576 2 месяца назад
Bhai Bhai 😄😄👍
@mayadhar_express
@mayadhar_express 2 месяца назад
ପୁରୁଷ କମିସନର ହେବା ନିହାତି ଦରକାର 👍👍
@KabitaNayak-m3v
@KabitaNayak-m3v 2 месяца назад
ଭାଇ ଯଦି ସିଧର ଭାଇ ଜେଲେ ଯିବେ ତାହେଲେ ସୋନାଲିବି ଯିବା କଥା ନା ସେବୀ ତ ଗୋଟେ ଝିଅ ପାଇ ମରିଗଲେ
@Decipline_Life
@Decipline_Life 2 месяца назад
ସମ୍ମାନ ପାଇବା ଲୋକ କୁ ହିଁ ସମ୍ମାନ ଦେବା ଉଚିତ୍,
@anilbehera7022
@anilbehera7022 2 месяца назад
ପୁରୁଷ କମିଶନ ହେବା ନିହାତି ଦରକାର . ନହେଲେ କଳିଯୁଗର କେତେକ ନାରୀ ମାନଙ୍କ ପାଇଁ ଖାଲି ରାଜ୍ୟ ନୁହଁ ପୁରା ଦେଶ ନଷ୍ଟ ହେଇଯିବ। ଲଙ୍କା ନାଶ ନାରୀ ପାଇଁ ମହାଭାରତ ସେଇ ନାରୀ ପାଇଁ କଳିଯୁଗ ନାଶ ବି ନାରୀ ପାଇଁ ହବ
@lipunraj7114
@lipunraj7114 2 месяца назад
Badhia
@kamalineemohanty6608
@kamalineemohanty6608 2 месяца назад
5 year live in re thila ta mane ye jhia madhupain nhi tara pratham divorce heichi
@deepakbehera901
@deepakbehera901 2 месяца назад
Kichi bujhihaoni 😮😮 Hey prabhu jaganath amana dekhntu
@gitanjalirout9774
@gitanjalirout9774 2 месяца назад
Hmm sabu case katha mane achi hele puo manaku Naya mililani somya 😢
@kamalineemohanty6608
@kamalineemohanty6608 2 месяца назад
Jhia ghara loka hauchhanti badmas
@Kabitasahoo801
@Kabitasahoo801 2 месяца назад
Bhai video bhala thila au thik thila
@SanjuSahu1234
@SanjuSahu1234 2 месяца назад
Right 👍👍👍
@Rakesh_99_sr
@Rakesh_99_sr 2 месяца назад
Bhai mu bi tumo saha Comedy video karibi bhai Mu Rakesh Please Reply kariba ❤❤😊😅
@kausalyasahu3748
@kausalyasahu3748 2 месяца назад
Pura trajedy ku comedy re convert kari dela bhai😂😂.
@jhilimallick8602
@jhilimallick8602 2 месяца назад
Maa hasiki Katha heuchi nilajiki laja nahi chhi
@ashwinsahoo1098
@ashwinsahoo1098 2 месяца назад
Sir...thik kahisanti......actually jhia ghara paka khelali thile
@niharkantabehera9776
@niharkantabehera9776 2 месяца назад
Jay Jagannath 🚩🇮🇳🙏
@niharkantabehera9776
@niharkantabehera9776 2 месяца назад
Bharat mata ki jai 🙏🚩🚩🚩 Jay Jagannath 🚩🇮🇳🇮🇳🙏
@mamojkumarmuduli5336
@mamojkumarmuduli5336 2 месяца назад
Very good big brother
@chandasscandu4166
@chandasscandu4166 2 месяца назад
Maneachhi. Vai. Sabu. Case. .maneachhi
@durlabhagitaanjali6735
@durlabhagitaanjali6735 2 месяца назад
Purusha pai ghor anyaa.
@beautysingh27
@beautysingh27 2 месяца назад
Bina kichhi dosare kehi Nija ra hatya kribani nischaya badhithiba
@SONALI-mj8dr
@SONALI-mj8dr 2 месяца назад
Bhai lo tm video dekhile satare hasi hasi rahuchhi
@rasmitaswain3216
@rasmitaswain3216 2 месяца назад
Right
@LaxmiGudia-t1e
@LaxmiGudia-t1e 2 месяца назад
👍👍
@kushaparida9381
@kushaparida9381 2 месяца назад
ମହିଳା ମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆ ଯାଉ ଥିବାରୁ ଏଇଟା ସେମାନଙ୍କ ପାଇଁ - "ପୁରୁଷ ମାନଙ୍କ ପଟୁ ଯଦି କିଛିଟା ଲୋକ ନ ବାହାରିବେ ତାହେଲେ ଏହି ନାରୀ ମାନେ ପୁରୁଷ ମାନଙ୍କୁ ଚୁଡ଼ି ପିନ୍ଧେଇକି ଘରେ ବସେଇବେ ବୋଲି ବୋଧେ ଲାଗୁଛି।
@SujataRoyDailyVlogs
@SujataRoyDailyVlogs 2 месяца назад
Purusa mane pratibada ra swara utheiba darkar.
@Jyoti.entertainment
@Jyoti.entertainment 2 месяца назад
Hn Right bro
@BayaBehera-wb5sd
@BayaBehera-wb5sd 2 месяца назад
Bhai sabu maneachhi kehi nya paeleni
@sahupriyanka2673
@sahupriyanka2673 2 месяца назад
Aama gaan ra duhi bhai...a bhai bohut kasta kari patha padhi chhanti....lekin tankar bhul se alga relationship rakhile
@snehalatachampatiray2576
@snehalatachampatiray2576 2 месяца назад
I love you Bhai 😊
@sashibhusantripathy7048
@sashibhusantripathy7048 2 месяца назад
Purus commission badly required. There is no law to protect male person. Chia jete bhul Kaleb bi ta pain kichi danda ra bybasta nahi. This is the constitution.
@animoongkteck8659
@animoongkteck8659 2 месяца назад
Bhai,, tama mananka katha suni,,, amaku sahas miluchhi
@SamaiMarndi-y1u
@SamaiMarndi-y1u 2 месяца назад
Sir mayurbhanj rebi kichhi masa purbaru jane panti pati ratire saithiba bele petrol dhali nia lagai kabata lock kari perar hai thila phalare puatir death hai thila .puati govt job karithile.
@marndiagrimachinerysolutio2369
@marndiagrimachinerysolutio2369 2 месяца назад
Sata kotha Bhai
@bijaypanda1843
@bijaypanda1843 2 месяца назад
ସୌମ୍ୟ କେଶ କଥା କଣ ହେଲା
@mamunisamapikarout1658
@mamunisamapikarout1658 2 месяца назад
I nd we demand purus commision.
@rabindrajena9190
@rabindrajena9190 2 месяца назад
Namaskar bhai❤
@sudhirpanda1666
@sudhirpanda1666 2 месяца назад
Nare nhue kahare❤
@manashdas1953
@manashdas1953 2 месяца назад
Bro Tama katha thika kahucha
@OnlyOne-p1m
@OnlyOne-p1m 2 месяца назад
Right bhai 😢
@kamalineemohanty6608
@kamalineemohanty6608 2 месяца назад
Total madhu aau ta family misiki, se puara life taku poision karidele
@PriyankaDas-rs6ql
@PriyankaDas-rs6ql 2 месяца назад
ରାଇଟ
@manarakathamokabita176
@manarakathamokabita176 2 месяца назад
ଠିକ୍ କଥା କହିଲେ ଆପଣ
@TikiGochhayat-m7h
@TikiGochhayat-m7h 2 месяца назад
Mo bhai kn kahilo mo❤❤
@jitendraSatapathy315
@jitendraSatapathy315 2 месяца назад
Bomyakash Sir I love you. N"-1
@krishnaprasadrath
@krishnaprasadrath 2 месяца назад
🙏 Jai ♥️🇮🇳🔥 Hind 🙏
@mohinally7187
@mohinally7187 2 месяца назад
Nice 👍
@BijayYadav-ik9jy
@BijayYadav-ik9jy 2 месяца назад
Right sir
@kusajena
@kusajena 2 месяца назад
Bhai.tuma.video.dekhi.baku.bhala.laguche
@aishaavilipsha4807
@aishaavilipsha4807 2 месяца назад
You areRight sir
@sanamatipujhari
@sanamatipujhari 2 месяца назад
Vai eduniare bhala Manisha nku nyaya nahi. samaste kharap Manisha nku hin sapot karibe. duniya ba semiti
@madhusmitabehera6474
@madhusmitabehera6474 2 месяца назад
Sabu jhio kharap nuhanti ki sabu puo khap nahanti jeun puo jhio manare rakhyas pasi Jaa o tankar vibek hajira Jaa sei puo jhio a ku karma karanti joy jagannath
@sangitasahu9409
@sangitasahu9409 2 месяца назад
Justice above boys or girls,even I am a girl
@odiadancecity6261
@odiadancecity6261 2 месяца назад
ଭାଇ ସତ କଥା ହଉଚି ସେ ଦି ଭାଇ ବହୁତୁ ଶାନ୍ତ ସେ ସେଥି ପାଇଁ ଫସି ଗଲେ ସେ ଝିଅ ର ସାନ ଭଉଣୀ ଭାରି ଚୋଡି ହଉଥିଲା ତାକୁ ନେଇକି ଗୋଟେ video ଆଶୁ
@sumitraekka7557
@sumitraekka7557 2 месяца назад
Right kotha
@sahupriyanka2673
@sahupriyanka2673 2 месяца назад
Ra bhai
@Flexify007
@Flexify007 2 месяца назад
Bhagaban karantu jhia ra Atma ra sadgati hou...kintu jehetu jhia 5 barsa ra live in rahiki baha heichi with famit permission.Nischita bhaba re ta paribara ra involvement achi... Swami au stree vita re jaha b problem heithiba ta paribar dayi.....jhia paribara hni dosi...
@BayijantiPingua-rf8sk
@BayijantiPingua-rf8sk 2 месяца назад
Samasta nku nyaya miliba darkar aditya nku ate mane pakauchhanti jadi kahi dushinku khuji parunahanti kahiki bhai amebi Aditya bhainku mane pakauchhu
@sukantaparida362
@sukantaparida362 2 месяца назад
Bhai balua news chhada
@krishnakumarpatra2963
@krishnakumarpatra2963 2 месяца назад
Bhai Tama ku maniba ku padiba pura perfect katha kahicha
@Decipline_Life
@Decipline_Life 2 месяца назад
ପୁଅ ଭୁଲ୍ କଲେ ତାକୁ ରଣ୍ଡୁଆ ଭାଡୁଆ ଏ ସବୁ କହି ହେବ, କିନ୍ତୁ ଝିଅ ମାନଂକ ପାଇଁ କେବଳ ସ୍ଵାଧୀନତା
@bloodxabhaya7832
@bloodxabhaya7832 2 месяца назад
Jhia Mane hele kala naguni
@manaskumar9259
@manaskumar9259 2 месяца назад
👍👍👍🙏🙏🙏
@PraphulPatra-su5ql
@PraphulPatra-su5ql 2 месяца назад
Thanks
@pritilataswain1378
@pritilataswain1378 2 месяца назад
Se jhia thiki nuha .mariba thiki nathila.ta bhaisa gala boli ragiki marigala .ta bhaisa gala bili.aripai se aga stree aripaijaichhi
@kamalineemohanty6608
@kamalineemohanty6608 2 месяца назад
Para ghara vangile nija ghara bidhata vangiba
@ShradhaDash-n1f
@ShradhaDash-n1f 2 месяца назад
Right bhai kahuchanti
@niranjanpanda1360
@niranjanpanda1360 2 месяца назад
Gajapati bhai thik video te karicha
@msvlog605
@msvlog605 2 месяца назад
Aapana mane samaste misi e ashahaya pila tk tk baharaku aanibaku chesta karantu
@ranjitbhoi4973
@ranjitbhoi4973 2 месяца назад
ମୁଁ କିଛି କୁହନ୍ତି କିନ୍ତୁ କହିବି ନାଇ ମୋ mazburi
@chandasscandu4166
@chandasscandu4166 2 месяца назад
Byimakesha. Sir. Jaha. Kahichanti. Sabu. 👍👍👍👍. Katha
@AmolMinj-m1u
@AmolMinj-m1u 2 месяца назад
Yes paisa labha
@ganeshchoudhury768
@ganeshchoudhury768 2 месяца назад
Thik kohichati kebolo purusa maney hi dosi mahilamey soti sabitri
@animoongkteck8659
@animoongkteck8659 2 месяца назад
Bhai, tama saha mu achhi
@susanta659
@susanta659 2 месяца назад
Basi marana sa marijiba 3 thra maricha sathike thau. Jhio mariba jagu ta maa au ta bhaune pura dai tanka akhira tika kuha nahi
@blessedgirl9946
@blessedgirl9946 2 месяца назад
Thik nahele ta ma saja hei bite dauchu😅
@Ananda_giri
@Ananda_giri 2 месяца назад
ବେମକେସ୍ ସାରକଂ ସବୁ କଥା କୁ ଲାଇକି କରେ
@saikrishnamurudi209
@saikrishnamurudi209 2 месяца назад
Nija gharu Kia marithila amiti.....
@BayijantiPingua-rf8sk
@BayijantiPingua-rf8sk 2 месяца назад
Bhai bidyasree jadi dushinku khujuchhanti tiketa janapadithane
Далее
бабл ти гель для душа // Eva mash
01:00
бабл ти гель для душа // Eva mash
01:00