Тёмный

ଏ ସବା ଖାଇ ଦିଦି, ମୋ ନାତିକୁ ବାଡ଼େଇଛି …| Teacher Beaten By Parents | Papu Pom Pom Comedy | Aeita Bayata 

Nandighosha TV
Подписаться 3,1 млн
Просмотров 279 тыс.
50% 1

#AeitaBayata #teacher #parents #viralvideo #odisha #nandighoshatv
ଏ ସବା ଖାଇ ଦିଦି, ମୋ ନାତିକୁ ବାଡ଼େଇଛି …| Teacher Beaten By Parents | Papu Pom Pom Comedy | Aeita Bayata
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 286   
@santoshmandal6164
@santoshmandal6164 Год назад
ମାନିବାକୁ ପଡିବ ପପୁ ଭାଇ ତୁମର ଚିନ୍ତା ଧାରା ଆଉ ତୁମର ଅଗାଧ ଜ୍ଞାନ.. 🙏ଏଇ ଛୋଟ ଭିଡ଼ିଓ ମାଧ୍ୟମ ରେ ସବୁ ବାପା ମା ମାନଙ୍କୁ ପ୍ରେରଣା..
@zevaneducational5753
@zevaneducational5753 Год назад
ବହୁତ ବଢିଆ ପ୍ରସଙ୍ଗ ଆଜ୍ଞା ହୃଦୟ କୁ ଛୁଇଁ ଗଲା.. ସତରେ ଆଉ ଶିକ୍ଷକ ଙ୍କୁ ସନମାନ ମିଳୁନି କି କୋଉ ଛୁଆ ଡରୁ ନାହାନ୍ତି.... ମୁଁ ବ ବହୁତ ଜାଗାରେ ଦେଖିଛି ବାପା ମା ମାନେ ଶିକ୍ଷକ ଙ୍କୁ ଦୋଷ ଦଉଛନ୍ତି.... ନିଜ ପିଲାଙ୍କ ଦୋଷ ଦେଖୁନାହାନ୍ତି 😢😢😢
@akshyajena226
@akshyajena226 Год назад
ପିଲା ସବୁ ମୂର୍ଖ ଏବଂ ଅମଣିଷ ହୋଇଯିବେ ସରକାର ଙ୍କୁ ମୋର ନିବେଦନ ସ୍କୁଲ ରୁ ଦଣ୍ଡମୁକ୍ତ ଅଚଳ କୁ ଉଠେଇ ଦିଆ ଯାଉ 🙏
@akashpanda8554
@akashpanda8554 Год назад
Right 👍
@kanhucharanmunda3770
@kanhucharanmunda3770 Год назад
Right 👍
@narendradhada5229
@narendradhada5229 Год назад
Right
@purnaxchandra
@purnaxchandra 9 месяцев назад
Right
@shibakalet219
@shibakalet219 Год назад
ଆଜି କାଲି ପିଲା ମାନଙ୍କୁ ସୁବିଧା ହଇ ଗଲା ଦଣ୍ଡ ମୁକ୍ତ ଅଞ୍ଚଳ ହଇ ଗଲା ଯଉଠୁ ଏ ମାନେ କେବେ ବି ମଣିସ ହେବେ ନି ଜେ ପର୍ଜନ୍ତ ଦଣ୍ଡମୁକ୍ତ ଉଠି ନି ସେ ପର୍ଜନ୍ତ୍ ଏଭଳି ଅସି କ୍ଷିତ ପିଲା ବାହା ରିବେ thanks ପପୁ sir God job sir
@gopalchandranayak9384
@gopalchandranayak9384 Год назад
ବହୁତ୍ ବଢିଆ ପ୍ରସଙ୍ଗ ଟେ ଦେଖେଇଲ,,,ଶିକ୍ଷା ବ୍ୟବସ୍ଥା ପୁରା ଭୁସୁଡ଼ିଗଲାନି ଆଜ୍ଞା 😢😢😢😢
@sandeepkar3005
@sandeepkar3005 Год назад
ପିଲା ବେଳ କଥା ମନେପକାଇ ଦେଲେ। ଛୋଟିଆ ଭୁଲ ପାଇଁ କେଉଁଭଳି ଦଣ୍ଡ ମିଳୁଥିଲା, Beautiful msg. 👏 Those things most mandatory in school life. 🏫 so that our rest life will be. Great 🎉
@sarojkumarnaik4474
@sarojkumarnaik4474 Год назад
One of the best episode ever in this channel. Always criticism in current affairs which has fault.
@RamiyaSahu-jv3ms
@RamiyaSahu-jv3ms Год назад
ବହୁତ ବଢିଆ Episode
@haibapi
@haibapi Год назад
ଭାଇ ଥରେ outsourcing ଚାକିରି topic ଉପରେ ଗୋଟେ episode କରନ୍ତୁ
@balaramkrishnamahanta854
@balaramkrishnamahanta854 Год назад
Statement of the episode "ଅନୁଶାସନ ଯୁକ୍ତ ଅଞ୍ଚଳ"❤
@RupNarayanMajhi
@RupNarayanMajhi 10 месяцев назад
ଦଣ୍ଡ ଯୁକ୍ତ ମାନେ ନୁହଁ ଯେ teacher ଘର ଝଗଡ଼ା ପିଲାଙ୍କ ଉପରେ ଉତାରିବା । Exercisal punishment ବ୍ୟବସ୍ଥା ହେବା ଦରକାର୍ । Like 100 ଥର ଉଠାବସ ଦଣ୍ଡ ଡରରେ ପିଲା ଆପେ ସୁଧୁରି ଯିବେ ।
@nibeditamohapatra1612
@nibeditamohapatra1612 Год назад
ସବୁ ଠିକ ପପୁ ବାବୁ l ପରୀକ୍ଷା ଫଳ ବାହାରିଲେ ବାପା ମାଙ୍କ ପରେ ଶିକ୍ଷକ ଅଧିକ ଖୁସି ହୁଅନ୍ତି l କିନ୍ତୁ ଏ ଭଳି କାର୍ଯ୍ୟ ଅତି ନିନ୍ଦନୀୟ l
@papunpatra3304
@papunpatra3304 Год назад
ପପୁ ଭାଇ ଯାହା କହିଲେ ସବୁ ସତ କଥା ଯାହା ପୁରୁଣା କଥା କହିଲେ ଏମିତି ହେବା ଦରକାର
@dayanidhibehera3873
@dayanidhibehera3873 Год назад
ଆମ ଗମେଣ୍ଟ ଙ୍କୁ ଅନୁରୋଧ ଦଣ୍ଡ ମୁକ୍ତ ଉଠେଇ ଦିୟ ପିଲା ମାନଙ୍କୁ ଶାସନ କର 🙏🙏🙏🙏🙏🙏🙏😭😭😭😭😭
@funnyShortvideo978
@funnyShortvideo978 Год назад
ମୁ ତୁମ କଥାରେ ଏକ ମତ 🙏🙏
@RupNarayanMajhi
@RupNarayanMajhi 10 месяцев назад
ଶାସନ ନୁହେଁ, ଅନୁଶାସନ ଦରକାର୍ ।
@ame_odia
@ame_odia Год назад
Eha saha prateka class room ebam school re cctv camera laga jau jaha falare pila bhul kale kimba sikhyka bhule kale jana padi pariba jay Jagannath 🚩
@janhabisamal1045
@janhabisamal1045 Год назад
Teacher is God so please kindly respect all teachers
@djdillipjagugroup1380
@djdillipjagugroup1380 Год назад
ଏହିଭଳି ପିଲାଙ୍କୁ ଆଉ ଏମିତି ଜେଜେ ମା ଙ୍କୁ ଖୁବ୍ ବିରୋଧ କରାଯାଉ।
@DrRashmirekhajena
@DrRashmirekhajena Год назад
Nice presentation.thank you papu bhai n ur team for a fantastic episode
@sambitkumardas6805
@sambitkumardas6805 Год назад
Agaru ete hard syllabus thila... Ete Mada khaiki chua educated hauthile.. But ebe km syllabus pare chua na padhi khali batara chatara hauchanti....
@dhubareddy790
@dhubareddy790 Год назад
Amiti video darkar sir ❤❤❤❤❤
@narsinghpadhan4682
@narsinghpadhan4682 Год назад
Lovely massage Papu Bhai
@sabkamaalikekhai
@sabkamaalikekhai Год назад
This is the good advice to our society and odisha Government
@parthsarathi5613
@parthsarathi5613 Год назад
Beautiful message And the laday who dit yhe teacher role is very bold and did a great role Feeling Proud ❤👻
@arunkumarmishra9212
@arunkumarmishra9212 Год назад
ବହୁତ୍ ବଢିଆ, ଏକଥା ସମସ୍ତେ ବୁଝିବା ଆବଶ୍ୟକ ରହିଛି
@satyajitjethi8083
@satyajitjethi8083 Год назад
Mu papu bhai tamara sabu episode dekhichi A episode sabuthu niara prabhu tumara Mangala karantu
@MANA-ff5jc
@MANA-ff5jc Год назад
ମୁଁ ବିଭିନ୍ନ ନାମରେ ନାମିତ ମୁଁ କ୍ୟାନ୍ସର ରୋଗର ସଙ୍ଗାତ ମୁଁ ସଫଳ କୁ ମୁଁ ମିନାଜି ଲୋକେ ଆସନ୍ତି ମତେ ଖୋଜି ଖୋଜି.. ପାନ ବଦଳରେ କରନ୍ତି ମତେ ଆଦର ସାନରୁ ବଡ଼ କରନ୍ତି ପ୍ରଶଂସା ଯେ ମୋର ଛାତି ପକଟରେ ଯେ ମୋହରି ଘର ମୋ କପଡା ଚିରି ଲୋକେ ପାଟିରେ କରନ୍ତି ଆହାର... ଷ୍ଟାଇଲି ମାରି ଉଡ଼ନ୍ତି ମୋହରି ଧୂଳିକୁ ଧନ୍ୟବାଦ ମୋର ସେହି ଲୋକ ମାନଙ୍କୁ ସବୁଠି ପାଇବେ ମତେ ଆପଣ ଦେଖିବାକୁ ମୁଁ ଲାଲା କରିଦିଏ ସମସ୍ତିଙ୍କ କାନ୍ଥକୁ... ମତେ ଧରିକି ନାଚନ୍ତି ଫିଲ୍ମ ଷ୍ଟାର ଛକରେ ଲାଗିଛି ମୋର ବଡ଼ ପୋଷ୍ଟର ନାମକୁ ରୋକ ଲଗେଇଛନ୍ତି ସରକାର ସବୁଠି ସବୁ ସ୍ଥାନରେ ରହିଛି ମୋ ଅଧିକାର... ପାଟି କରିଦେବି ମୁଁ ତୁମର ଛୋଟ ରଙ୍ଗୀନ କରିଦିଏ ଢ଼ଳେଇର ବାଟ ମୋ ବିନା ତୁମ ପାଟି ସବୁ ଫିକା ମୋ ନାମଟି ହେଲା ଗୁଡୁକା.......ମାନା,,,
@bapinapradhansinu4636
@bapinapradhansinu4636 Год назад
@anilkumarmaharana2206
@anilkumarmaharana2206 Год назад
❤❤❤❤❤
@pradeepbhuyan4289
@pradeepbhuyan4289 Год назад
Beautiful message for this uncivilized parent and child
@khuntiasudhanshu07
@khuntiasudhanshu07 Год назад
You are great sir A episode tiku nabi patnayak ji dekhiba nihari darakara
@rakeshmishra4012
@rakeshmishra4012 Год назад
This is best episode.....punishment must be required in a student life....
@pradiptarout8715
@pradiptarout8715 Год назад
Suggestion of papu bhai is right. (Danda mukta Anchala).
@ramachandratripathy8404
@ramachandratripathy8404 Год назад
Right point papu bhai
@khordhabhaina7348
@khordhabhaina7348 Год назад
Right 👍 Papu bhai
@suryanarayanmallick9967
@suryanarayanmallick9967 Год назад
Papu bhai mun feel kariparuchi apanku kete kasta dauchi 🙏😢🙏
@djdillipjagugroup1380
@djdillipjagugroup1380 Год назад
ସାର ଏଥି ପାଇଁ କିଛି ଗୋଟେ ଉଚିତ୍ ପଦକ୍ଷେପ ନିଆ ଯାଉ। ଆପଣଙ୍କ ସହ ମୁଁ ବି ଏକମତ ଯଦି ମୁଁ କୋଉ ଉଚ୍ଚା ପଦପିଧିଆରି ହୁଅନ୍ତି ତାହାଲେ ଏହା ମୁଁ ଏକା ସମ୍ଭବ କରନ୍ତି
@sudhanshuranjanojha1811
@sudhanshuranjanojha1811 Год назад
Nice message to society.
@brahmajyotikar1513
@brahmajyotikar1513 Год назад
One Of Your Great Video
@Nigam94
@Nigam94 Год назад
Always respect teacher....❤🙏
@SupportSNK-st1ry
@SupportSNK-st1ry Год назад
Ea video dekhiba pare mo ae maa katha mane padigala I miss you ar maa😭😭😭😭
@rbrajashaan8508
@rbrajashaan8508 Год назад
❤Beautifull message papu sir❤
@lipisadas1730
@lipisadas1730 Год назад
Mo vala lagila gote dialogue ct kale kan heba job nahi😂😂😂😂
@rstutorial6095
@rstutorial6095 Год назад
Absolutely correct
@Lalkrishnakata
@Lalkrishnakata Год назад
Teacher is pinnacle of every student they build future in there hands great message for society
@ramakrushnagiri6082
@ramakrushnagiri6082 Год назад
Very useful message for the current situation. Actually we should request our government to write "ଅନୁଶାସିତ ଅନ୍ଚଲ"
@luckyvision8083
@luckyvision8083 Год назад
Ati sunder katha tia
@parthsarathi5613
@parthsarathi5613 Год назад
Feeling Proud So so proud 🎉😮
@koushiksworld3937
@koushiksworld3937 Год назад
Satare school manankare dandamukta hata jai danda jukta anchala lekhajiba uchit... Heart touching message 🙏🙏
@satyajeetdalai4285
@satyajeetdalai4285 Год назад
I respect this video, kindly share
@chamelinpattanayak-ln4pt
@chamelinpattanayak-ln4pt Год назад
Nice msg.respect to all teachers 🙏🙏
@sashibhubannaik7030
@sashibhubannaik7030 Год назад
Papu bhai thanks.
@rameshsahu8640
@rameshsahu8640 Год назад
Thanks Papu Bhai
@niranjankhanda1417
@niranjankhanda1417 Год назад
Great episode.. Great message to society....
@ashokchand6098
@ashokchand6098 Год назад
ପପୁଭାଇ ତୁମ ଚିନ୍ତା ଧାରା ମାନିବାକୁ ପଡ଼ିବ
@susabhai8038
@susabhai8038 Год назад
❤❤❤
@goutamswain7251
@goutamswain7251 Год назад
Beautiful message for our society
@sibanisankar6328
@sibanisankar6328 Год назад
ପାପ ବେସି ଦିନ ଲୁଚି ର ହେନି ସମସ୍ତଙ୍କୁ ଜାଣିବା ଦରକାର
@uniquevideobypravas
@uniquevideobypravas Год назад
Right ek dam perfect
@chaturbhujamahanta9490
@chaturbhujamahanta9490 Год назад
ପପୁ ଭାଇ ଏକଦମ ଠିକ କହିଲେ 🙏
@niharranjanb1094
@niharranjanb1094 Год назад
Papu bhai bahut sunder re bujhidele
@LGGYAN2
@LGGYAN2 Год назад
Nice
@gopalsena4089
@gopalsena4089 Год назад
Right papu bhai
@swarnapradhan3193
@swarnapradhan3193 Год назад
Satare papu sir and au kehi teacher hebaku chanhu nahanti
@baabulasingh200
@baabulasingh200 Год назад
Perfect natural acting by Tukuna Bhai ❤❤❤❤
@MamataSahoo-d4m
@MamataSahoo-d4m Год назад
Concept bht Vala lagila Ati Sundar msg deichanti society ku....
@sureshcreation8424
@sureshcreation8424 Год назад
କାହାକୁ ସବୁ ଏଇ ଭିଡିଓ ଭଲ ଲାଗିଲା like ଦିଅ
@damrubhatra96
@damrubhatra96 Год назад
Nice episode
@bholanathmallick5168
@bholanathmallick5168 Год назад
papu bhai best king comedy papu bhai
@sibanipradhan1701
@sibanipradhan1701 Год назад
Right sir mada kamijibathu pila sabu bigidi galeni
@suvakantamohapatra4295
@suvakantamohapatra4295 Год назад
Really a great concept
@sudarsanmohanty1774
@sudarsanmohanty1774 Год назад
ବୁଝିବାକୁ ଚେଷ୍ଟାକର ଶିକ୍ଷକ ସ୍ତାନ ବହୁତୁଉପରେ 🙏🙏ଜଣେ ଶିକ୍ଷକ ଙ୍କୁ ରାସ୍ତାମଝିରେ ହାତଉଠେଇବା କେତେ ଠିକି. ତାହା ମାରିଥିବା ବେକ୍ତି ବୁଝିବା ଦରକାର. କାଲି ସେ ପିଲା ଆପଣକୁ ମାନିବନି. ସମୟ ର ସିନା ପରିବର୍ତନ ହେଇଛି କିନ୍ତୁ ସଂସ୍କାର ରେ ପରିବର୍ତନ କରନ୍ତୁ ନାହିଁ ଓ ସ୍ୱାଭିମାନରେ ବଂଚିବା ଶିଖନ୍ତୁ 🙏🙏ଜୟ ଜଗନ୍ନାଥ 🙏🙏
@odishadarshantv3282
@odishadarshantv3282 Год назад
ସରକାର ଜା କରିଛନ୍ତି ଭଲ କରିଛନ୍ତି ସରକାର ଜାଣିଛତୀ ଆମ ଶିକ୍ଷକ ମାନସିକତା ଆଜି ଯଦି ସ୍କୁଲ ରେ ଦଣ୍ଡ ମୁକତ କରିନଥାଏ ଆଜି ବି ସ୍କୁଲ ଯିବାକୁ ପିଲା ଡରତେ ଏନେକ୍ ଜାଗାରେ ଶିକ୍ଷକ ବି ମାଡ଼ ଖାଇଥାତେ ଯିଏ ସାରା ରାଜ୍ୟ ଚଳାଉଛି ସେ କଣ କୁଣ୍ଡା ଖାଇକି ନିୟମ କରିଥିଲା
@abhilashnanda1269
@abhilashnanda1269 Год назад
Good Message 👍
@meenakshipadhy3136
@meenakshipadhy3136 Год назад
Excellent Papu bhai
@13bdk30
@13bdk30 Год назад
ବର୍ତ୍ତମାନ ପରିସ୍ଥିତି ଯାହା , ପିଲାଙ୍କୁ ନୁହେଁ ନିଜକୁ ସୁଧାରିବା ହେଉଛି ବୁଦ୍ଧିମାନର କାମ
@Kareena433
@Kareena433 Год назад
Good service ❤❤❤😂🎉
@dehurydillip
@dehurydillip Год назад
Papu Bhai good
@kunmun8066
@kunmun8066 Год назад
I love you popu bahi
@makramohanta1047
@makramohanta1047 Год назад
Super very nice
@okgoogl7335
@okgoogl7335 Год назад
Govermt school 🏫 ଚୁଆ ଯିବେନି ଆମ ଗାଁ ରେ ସ୍ school ବହୁତ୍ sir ମାନେ ଆମ ଗାଆଁ ଗାଁ ରେ ବୁଲି ବୁଲି ଚୁଆ ନେଉଛନ୍ତି
@sudhirparida5165
@sudhirparida5165 Год назад
Nice concept ❤❤
@pallysurya271
@pallysurya271 Год назад
"ବିନ୍ଦି ଲଗେଇବା ରୁ ଟିଚର୍ ବାଡେଇଲେ, ଛାତ୍ରୀ ମୃତ୍ୟୁ।" ଏ ଖବର ଉପରେ କଣ କହିବେ ପପୁ ଭାଈନା। ମୁଦ୍ରା ର ଦୁଇ ପାର୍ଶ୍ଵ ଦେଖାନ୍ତୁ। ଆଜି କାଲି ଶିକ୍ଷକ ମାନେ ବି ନୀତି ଆଦର୍ଶ ଭୂଲି ସାରିଲେଣି।
@Princy2001-m5v
@Princy2001-m5v Год назад
ହଁ, ମୁଁ ବି ଏ ନ୍ୟୁଜ୍ ଦେଖୁଥିଲି। ବଡ ଦୁଃଖ ଲାଗିଲା। ଏମିତି ଲୋକ ମାନେ ଟିଚର୍ ହେବା ଯୋଗ୍ୟ ନୁହେଁ। ସାମାନ୍ୟ ବିନ୍ଦି ଲଗେଇବା ରୁ ଝିଅ କୁ ମାରିଦେଲେ। ଏଇଟା ତ ଆମ ସଂସ୍କୃତି। ସମସ୍ତେ ମୁଣ୍ଡ ରେ ଟିପା ଲଗେଇବା। ସେଥିରେ ପିଲା କୁ ମାରିବା କଣ ଦରକାର। ଏଭଳି ଲୋକ କୁ ଜେଲ୍ ହେବା ଦରକାର।
@SantoshGiri-go8ty
@SantoshGiri-go8ty Год назад
Papu bhai mu tuma sabu komedi dekhe
@KanhuMallick-xr8dh
@KanhuMallick-xr8dh Год назад
ଗୁଟୁଖା ଛାଡ ଆଜିକାଲି ଜୁ ସାର ମାନେ ଜୁ ଛାତ୍ରୀ ମାନଙ୍କ ସୋହିତ ସେକ୍ସ କୋରୁ ଛନ୍ତି ସେ ବିଷଯ଼ରେ କଣ କୋହିବ
@aparajitaparida3031
@aparajitaparida3031 Год назад
Right👉
@bapinayak6960
@bapinayak6960 Год назад
Tukuna bhai is best
@binodnayak3344
@binodnayak3344 Год назад
ନନ୍ଦିଘୋଷ ଚେନାଲ ବେଷ୍ଟ ଚେନାଲ୍
@pradeepnayak3310
@pradeepnayak3310 Год назад
Always proper advice with fun ❤❤🎉🎉
@ashoksahoo734
@ashoksahoo734 Год назад
👏👏👏👏💐💐♥️♥️
@umeshsahoo9496
@umeshsahoo9496 Год назад
Right
@biranchiswain5902
@biranchiswain5902 Год назад
Super ❤️
@badrinarayansahoo7744
@badrinarayansahoo7744 Год назад
Nice massage for society
@KaliaBisoyi-fw3hs
@KaliaBisoyi-fw3hs Год назад
👌👌👌👌👌
@piyushnkc6693
@piyushnkc6693 Год назад
Papu bhai jaha kahuchhanti pura thik 🙏🙏🙏
@haricreations8783
@haricreations8783 Год назад
Bhai bhari dukha lagila.
@chinmaykumarroutray9252
@chinmaykumarroutray9252 Год назад
Energetic Content ❤
@taranisen-xr9ov
@taranisen-xr9ov Год назад
Comedy king 👑
@ajayKumar-hw6ye
@ajayKumar-hw6ye 7 месяцев назад
❤❤ very beautiful show
@chhabinaik4197
@chhabinaik4197 Год назад
Best episode for society❤
@RKMUNA-cp3jx
@RKMUNA-cp3jx Год назад
ପୁରା ଥିକି କହିଲ ଆଜିର ପିଲା ପୁରା ନସ୍ଟ ହେଇଗଲାଣି
@BIKASH_RATH
@BIKASH_RATH Год назад
Aie act best.
@sukantasahoo2740
@sukantasahoo2740 Год назад
Papu bhai, I like you and respect you a lot.Please think about what fear can do to a child, we should be progressive. There are many good things in our culture, like getting up early, drinking water from the earth, etc. But we shouldn't promote pseudoscience, it will make our society backward. We should learn from the Japanese why they have banned corporal punishment. They also have an ancient civilisation and culture like ours.
@manojkumarrout1692
@manojkumarrout1692 Год назад
Love u papu bhai
Далее
Running With Bigger And Bigger Lunchlys
00:18
Просмотров 15 млн
WHO IS MORE GREEDY?!
00:18
Просмотров 1,2 млн