Тёмный

ଓଡ଼ିଶାର କେଉଁ କେଉଁ ଜିଲ୍ଲା ପାଣିରେ ବୁଡ଼ିଯିବ?Odisha ra Keun Keun Jilla Panire Budijiba || 

PRANAM ODIA TV
Подписаться 142 тыс.
Просмотров 1,6 млн
50% 1

Опубликовано:

 

2 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 582   
@jsm795
@jsm795 Год назад
ଶ୍ରୀ କୃଷ୍ଣ ଜାଣିଥିଲେ ମହାଭାରତ ଯୁଦ୍ଧ ହେବ ବୋଲି କିନ୍ତୁ ସେ କାହାକୁ କିଛି ଜଣାଇ ନଥିଲେ କାରଣ ଧର୍ମ ର ପୁନରୁଦ୍ଧାର ପାଇଁ. କୌଣସି କାମ କୁ ଡର ନାହିଁ କେବଳ ଭଗବାନ ଙ୍କ ନାମ ନିଅ ପଥର ଭଲି ଆସୁଥିବା ଅସୁବିଧା ଛୋଟ ଟେକା ଟିଏ ହେଇ ବାଜିବ ଜୟ ଜଗନ୍ନାଥ 🙏⭕❗⭕🙏
@pranamodiatv2639
@pranamodiatv2639 2 месяца назад
ଯଥାର୍ଥ ମନ୍ତବ୍ୟ ଧନ୍ୟବାଦ
@SurprisedBackpacker-sd6lg
@SurprisedBackpacker-sd6lg 4 часа назад
Jay Sri Ram
@srisaidesignvastu9209
@srisaidesignvastu9209 Год назад
କେହି ରହିନାହିଁ ରହି ବେଟି ନାହିଁ ଭବ ରଂଗ ଭୂମି ତଳେ ! ସର୍ବେ ନିଜ ନିଜ ଭଜନ କୀର୍ତ୍ତନ ସାରି ବାହୁଡ଼ି ବେ କାଳବଳେ ! ଯଦି ଆପଣ ବଞ୍ଚାଇ ପାରିବେ , ତେବେ ଉପାୟ କୁହନ୍ତୁ ,ଅଯଥା ଆମ ସମୟ ନଷ୍ଟ କରି ଆପଣ ଙ୍କ ପକେଟ୍ ଗରମ କରନ୍ତୁ ନାହିଁ !
@jagannathbaba4035
@jagannathbaba4035 3 месяца назад
ମହା ପ୍ରଭୁ ଜଗନ୍ନାଥଙ୍କ ପାଦ ପଦ୍ମ କୁ ଶରଣ ମାଗିବା
@jagannathbaba4035
@jagannathbaba4035 3 месяца назад
ଏଇଟା ତ ଦୁର୍ବଳତା ମଣିଷ ର ଭାଇ । ଯେତେବେଳ ଭଗବାନ କି ମହା ପୁରୁଷ ଙ୍କ କଥା ଆସେ ଆମକୁ ଶୁଣିବା ପାଇଁ ସମୟ ନାହିଁ କlଳ ତ ପିଛା କରିବ ହିଁ କରିବ
@dipudas5900
@dipudas5900 2 месяца назад
Pabitra karma kariba ku se kohuchanti .papa karmare jie budirahiba sie mrutu mukhare padiba .sethi pain se ama mana ku satarka kari dauchanti👍
@ଓଡ଼ିଆଅଭିନୟ
@ଓଡ଼ିଆଅଭିନୟ 8 месяцев назад
2012 ମସିହାକୁ ଏହି ଲୋକଟା ଏମିତି କହିଥିଲା ଯେ ଯେମିତି ସେହି ବର୍ଷ ପୃଥିବୀ ଧ୍ବଂସ ହେଇଯିବ l କିନ୍ତୁ କିଛି ହେଲାନି l ପ୍ରକାଣ୍ଡ ଗାଲୁଆ ଭଣ୍ଡ ଏଇଟା
@gokarnnashwardehuri2000
@gokarnnashwardehuri2000 Год назад
ଯାହା ବି ହେବ ତାହା ସଂସାର ର ମଙ୍ଗଳ ପାଇଁ ହିଁ ହେବ ଭୟଭୀତ ହେବାର କିଛି ଆବଶ୍ୟକ ନାହିଁ l ଜୟ ଶ୍ରୀ ରାମ 🙏
@pranamodiatv2639
@pranamodiatv2639 Год назад
ଜୟ ଜଗନ୍ନାଥ
@Allentertainment-ig8hy
@Allentertainment-ig8hy Год назад
ଆରେ ତମେ ମାନେ ଏସବୁ କଥା କହିକି ଲୋକ ମାନଙ୍କୁ ଭୟଭୀତ କାଇଁ କରାଉଚ୍ଚ ତମ ମାଳିକା ପରା କହୁଥିଲା ୨୦୧୨ରେ ପୃଥିବୀ ସଂହାର ହେବ 😡😡😡😡୨୦୧୨ସାରିକି ୨୦୨୩ଚାଲିଛି କାଇଁ ତମ ମାଳିକା ସାହିତ୍ୟ ଯେତେବେଳେ ଯାହା ହେବାର ଥିବା ତାହା ହବ ଯେ ପର୍ଯ୍ୟନ୍ତ ଭଗବାନ୍ ଚହୁଁ ନାହାନ୍ତି ତମେ ଶଳା କେତେଟା ଭଣ୍ଡ ବାବା ସାଧାରଣ ଲୋକଙ୍କ ମନରେ ଡର ପୁରାଇ ମାରୁଛ 😡😡😡😡😡
@sambitkumar628
@sambitkumar628 Год назад
ଆମ ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ପ୍ରିୟ ସ୍ଥାନ ଏହା କେବେ ବୁଡିବ ନାହିଁ
@laxmidharsingh-nl7rc
@laxmidharsingh-nl7rc Год назад
Dwarika bi budijaithila😊
@jayantibiswasdarshinirath4593
Jetebele karma fala ra hisab aase Narayan nijaku bi chhadantini Odisha loka mane kn punya Arjan karichanty
@pranamodiatv2639
@pranamodiatv2639 Год назад
ଜଗନ୍ନାଥ ଭରସା ହୁଅନ୍ତୁ
@pranamodiatv2639
@pranamodiatv2639 Год назад
କିଏ କହିବ ତାର ମାୟା ସେ ଏକା ଭବଜଳେ ସାହା ll
@pranamodiatv2639
@pranamodiatv2639 Год назад
ସେ ଯେବେ ମାୟା ପ୍ରକଟିବ ବୁଡ଼ିବା ଦରବ ଭାସିବ ll ତା ମାୟା ରଚେ ଏ ସଂସାର ଏ ଜୀବ ନିମିତ୍ତ ମାତାର ll ନିଜେ ସେ କାଳ ରୂପ ଧରି ଧ୍ଵଂସ କରଇ ସର୍ବ ଶିରି ll କେବେ ନୂତନ ସୃଷ୍ଟି ପାଇଁ ଇଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ ll
@kalingaputra3089
@kalingaputra3089 Год назад
କର୍ମ କଢିଆ ଙ୍କ ପାଇଁ ମାଳିକା ଏକ ରୋଜଗାର ର ମାଧ୍ୟମ ପାଲଟିସାରିଲାଣି..ପ୍ରଭୁ ଏ ମାନଂକୁ ଆଗେ ନେଇଯାଅ
@jhulinayak6361
@jhulinayak6361 Год назад
😂😂😂😂😂😅😅😅
@PriyaranjanDash-yk9dj
@PriyaranjanDash-yk9dj Год назад
To sala parama _ bujhiluna😂
@gyanaranjanmohapatra3443
@gyanaranjanmohapatra3443 Год назад
ଏ ମନେ ମିଛରେ ଲୋକଙ୍କୁ ଡରାଉ ଛନ୍ତି
@manasranjanpradhan5470
@manasranjanpradhan5470 Год назад
Hadi dasa jhaa lekhichanti .
@SagarHansda9027
@SagarHansda9027 2 месяца назад
Nei jai nai ahuri bhikari hei jan emane
@prasantkumarsahoo4075
@prasantkumarsahoo4075 Год назад
ଯାହା ହବାର ଥିବ ତାହା ହବ.... ତମେ କଣ ତାକୁ ବଦଳାଇ ପାରିବ? ଯାହା ହଉଚି ସବୁ ତାଙ୍କ ଇଚ୍ଛା ରେ.... ଯାହା ଆଗକୁ ହବ ସବୁ ତାଙ୍କ ଇଚ୍ଛାରେ ହିଁ ହବ
@banamalinayak9917
@banamalinayak9917 Год назад
Nai bhai prathame aame parivartan hebaa. Jou besi jibajantu hatya kari bhoji karuchhe au. Nari nirjatanaa a sabu au karani sabuthik heijiba
@Sushanta18
@Sushanta18 Год назад
Just awareness
@gurumohanty8208
@gurumohanty8208 Год назад
Ee loka ta bhata kemiti khaiba na kale nataka???
@tmshortsmj2777
@tmshortsmj2777 Год назад
ଜୟ ଜଗନ୍ନାଥ
@anamika3227
@anamika3227 Год назад
Q1
@nabinkumar8181
@nabinkumar8181 Год назад
ଭାଇ ଖାଲି ଓଡ଼ିଶାର କଥା ମାଳିକା ରେ ଲେଖା ହୋଇଛି, ଖାଲି ଓଡ଼ିଶାରେ କଳିଯୁଗର ଶେଷ ହେବବୋଧେ, କାହିଁକି ସେମିତି ମିଛ ପ୍ରଚାର ପ୍ରସାର କରୁଛନ୍ତି?
@pratapchandrabarik3930
@pratapchandrabarik3930 Год назад
Astu namatu vastu janinu jadi apekya kare
@sunirmalgandhi6083
@sunirmalgandhi6083 Год назад
​@@pratapchandrabarik3930🎉🎉😂
@sunirmalgandhi6083
@sunirmalgandhi6083 Год назад
9oooo
@sunirmalgandhi6083
@sunirmalgandhi6083 Год назад
Oooooooooooooooo
@sunirmalgandhi6083
@sunirmalgandhi6083 Год назад
Oooo
@swarnalatasharma4715
@swarnalatasharma4715 Год назад
Sir ji 2011ru,appan loka nku darei darei asuchhanti bekaria katha kahi murkha loknu pandita Kari deleni sir appana nka make up re kete paisa kharcha hauchhi?laza laguni appana nku 😂😂😂😂😂😂😂
@durgamadhabmohanty6790
@durgamadhabmohanty6790 Год назад
😂
@ajitrath2270
@ajitrath2270 Год назад
ମିଛ। ୧୩ ଟି ଜିଲ୍ଲା ରୁ ଏ ୬ ଜିଲ୍ଲା ଆସିଲା କୁଆଡୁ? ମାଳିକାରେ ୨୪ ନିର୍ବାଚନ କଣ ହେବ କହିବକି? ଲୋକଙ୍କୁ ଭୁଆଁ ବୁଲାଉଛ।
@hrushikeshsuna676
@hrushikeshsuna676 Год назад
ଲୋକଙ୍କୁ ବିଭ୍ରାନ୍ତ କରୁଛ କ'ଣ ନାଟକ ଲାଗିଛି। ଆଗରୁ କହିପାରୁନ। କିଛି ଗୋଟିଏ ଘଟିଲେ ଅମକ ହେବ ଢମକ ହେବ ବୋଲି ପାଲା ଲଗେଇ ଛ।
@dasharathivlogs1327
@dasharathivlogs1327 Год назад
Right
@ranjubalapradhan901
@ranjubalapradhan901 Год назад
Point
@Sahubisipalia
@Sahubisipalia Год назад
କିଏ ପାଲା ଲଗେଇ ଛେ ରେ
@Sahubisipalia
@Sahubisipalia Год назад
କେନ ଗାଁ ଟୁଇ ରେ
@banamalinayak9917
@banamalinayak9917 Год назад
Bt se kahibar kathaa jou enjoy pain papa karichalichha.. Taku sudhurijibaku helaa
@sambhunathmahapatra1528
@sambhunathmahapatra1528 Год назад
କିଏ ମରୁତ ନ ମରୁ ତୁମେ ମାନେ ଡରେଇ ଡରେଇ ମାରିଦିଏ
@SUBHA767
@SUBHA767 Год назад
Right 👍🏽
@gyanaranjanmohapatra3443
@gyanaranjanmohapatra3443 Год назад
ମାଳିକା ସତ କିନ୍ତୁ ଏ ମାନେ ଲୋକଙ୍କୁ ଡରାଉଛନ୍ତି କିଛି ଜାଣିନାହାନ୍ତି ପ୍ରଭୁ ଜଗନ୍ନାଥ ଅଛନ୍ତି କିଛି ହେବନି ଯାହାର ପ୍ରଭୁ ଅଛନ୍ତି ତାର କଣ ହେବ
@Supriya002
@Supriya002 Год назад
Manisa janma neichi Mane se ta Mariba na... Papa bahut badhigalani Abe au bhagban rakhya karibe nahi. Se bi ta tankna kama karibe na
@niharikaparida2514
@niharikaparida2514 Год назад
ଓଡିଶା ବୁଡିବ ଜଳ ମଗ୍ନ ହବ, ସାଡୁ ଓପରୁ ଖସି ଲାଣି ପାଣି ପାହାଡ଼ ଅଞ୍ଚଳରୁ ସମୁଦ୍ର କୁ ଯିବ ପାଣି, ନଦୀ ପାଣି ଖସିଲାଣି ତଳକୁ, ଆଉ ରାସ୍ତା ନାହିଁ ନଦୀ ସବୁ ଏକ ହେଲେଣି ମିସିକିରି ବର୍ଷା ପାଣି ବୋଝେଇ, ପାଣି ର ଆଉ ଆକାର ନାହିଁ, ବୁଡି ବୁଡିକା ପୋତି ପୋତିକା ଆସୁଛି ପାଣି, ମିଶିବେ ସବୁ ସମୁଦ୍ର ରେ, ହୀରାକୁଦ ବନ୍ଧ ଫଟେଇ ଲାଣି ପାଣି ପଶିବ ଓଡିଶା ରେ ବୁଡିବ ଓଡିଶା, କେମିତି କଣ ରହିବ ଜଳ ମୟ ହବ ଓଡିଶା ସମ୍ଭାଳ ନିଜ ନିଜ ବେଡ଼ିଙ୍ଗ ପତ୍ର, ଓପୁରୁ ଖଶୁଚି ପାଣି ପାହାଡ଼ ପର୍ବତ ଆଡୁ, ଯିବ ସମୁଦ୍ର କୁ, ନଦୀ ସବୁ ଏକ ହେଲେଣି ଇଣ୍ଡିଆ ବୁଡିବ ସେଥି ପାଇଁ ପାଣି କି କାଟି ଦେଲେ ସମୁଦ୍ର କୁ ଯାଉ, ଏବେ ବର୍ତ୍ତମାନ ପାଣି ଆସି ହୀରାକୁଦ ପାଖା ପାଖି ହେଲାଣି, ବାଡେଇଲାଣି ପାଣି ହୀରାକୁଦ ବନ୍ଧ କୁ, ଭାଙ୍ଗିବ ବନ୍ଧ ପଶିବ ଓଡିଶା ରେ ମିଶିବ ସମୁଦ୍ର ରେ, ତା-ନ-ହେଲେ ଇଣ୍ଡିଆ ବୁଡିବ, (ଗାଁ ପାଣି ନାଳ କୁ ଛାଡ଼, ନାଳ ପାଣି ନଦୀ କି ଛାଡ଼, ନଦୀ ପାଣି ସମୁଦ୍ର କୁ ଛାଡ଼, ତା-ନହେଲେ ବୁଡ଼ିବ ଇଣ୍ଡିଆ, ବୁଡ଼ିବ ଓଡିଶା) ବର୍ଷା ପାଣି ବୋଝେଇ ହେଲାଣି ଇଣ୍ଡିଆ ରେ, ହୀରାକୁଦ ନଦୀ କି ଫଟେଇ ପଶିବ ଓଡିଶା ରେ, ପାଣିକି କାଟ କୁଆଡୁକୁ ଛାଡ଼.
@donbunty4849
@donbunty4849 Год назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-1i_c6rLqxjw.html
@santoshbeheratuku7482
@santoshbeheratuku7482 Год назад
Jaha hau tamy falau karucha
@shishirkumarbudek7970
@shishirkumarbudek7970 Год назад
1!❤1qaqq!😊😊😊😊😊😊😊.
@niharikaparida2514
@niharikaparida2514 Год назад
@@santoshbeheratuku7482 ଆମର ଏପଟ ତଳ ମାଳ ସମୁଦ୍ର କୁଳ ଅଞ୍ଚଳ ଓଡିଶା, ତାଙ୍କର ସେପଟ ଓପର ମାଳ ଅଞ୍ଚଳ ଉଚା ସ୍ଥାନ ପାହାଡ଼ ପର୍ବତ ହିମାଚଳ ଉତ୍ତରାଖଣ୍ଡ କାଶ୍ମୀର ଏ ସବୁ ପାହାଡ଼ ଅଚଳ ଉଚା ସ୍ଥାନ, ଓପର ମାଳ ଅଞ୍ଚଳ, ତାଙ୍କର ନଦୀ ଅଛି, ସେପଟେ ଆମର ବନ୍ଧ ହୀରାକୁଦ, ସେଇ ରାସ୍ତା ଦେଇ ପଶିବ ଓଡିଶା କୁ,(ଯାହାକୁ ରଖିବେ ହରୀ ତାକୁ କେ ପାରିବ ମାରି)
@Pradeep-hx3do
@Pradeep-hx3do Год назад
​@@niharikaparida2514hii
@kumarasiq1434
@kumarasiq1434 Год назад
କଣ ପାଇଁ ମିଛ ପ୍ରଚାର କରୁଛ, ଲାଜ ଲାଗୁନି କି ଜଗନ୍ନାଥ କୁ ନିନ୍ଦା ଅପମାନ କରୁଚ, ଛି ର ତୁମର ମଣିଷ ପଣିଆ, ଓଡିଶା ଲୋକ ହେଇ, କିଛି ହେବନି ଭାଇ,,,, ଜୟ ଜଗନ୍ନାଥ
@mamataranidas3803
@mamataranidas3803 Год назад
ଲୋକମାନଙ୍କୁ ସାକାର ଆତ୍ମ କ ବିଚାର ଧାରା ର ପ୍ରବଚନ ଦେଲେ ଆପଣ ମାନଙ୍କ ର ଉନ୍ନତି ହେବା ସହିତ ଜଗତ ବାସୀ ଙ୍କ ର ମଂଗଳ ହୁଅନ୍ତା ଭାବୁଛି ।,🎉
@pranamodiatv2639
@pranamodiatv2639 Год назад
ଜୟ ଜଗନ୍ନାଥ
@biswajitpradhan4263
@biswajitpradhan4263 Год назад
ମାଳିକା ରେ ଯାହା ଲେଖା ହେଇଛି ସେ ସେଇ କଥା କହୁଛନ୍ତି ନା କି ମନ ଇଛା ଲୋକ ଙ୍କୁ ଭ୍ରମିତ କରୁଛନ୍ତି🙏🏻
@narashinasunani2958
@narashinasunani2958 Год назад
ଆମେ ମରିଗଲେ ହିଁ ଜାଣିବୁ କୀ କଳିଯୁଗ ଶେଷ ହେଲା ବୋଲି......
@JBarts-ml2wb
@JBarts-ml2wb Год назад
Veryyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyy nice bro ☺️☺️😁☺️😁
@RanjibKumar-o1m
@RanjibKumar-o1m Год назад
Right
@kamalinimeher5237
@kamalinimeher5237 Год назад
😂😂😂
@sibasambhu9804
@sibasambhu9804 Год назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹
@uddhabsethi5291
@uddhabsethi5291 Год назад
Jay jaganath swami nayan patha gami
@gopalbhanja3023
@gopalbhanja3023 Год назад
ଜୟ ଜଗନ୍ନାଥ 🌺🌺🙏🙏🙏🙏🙏
@bansidharpanda2202
@bansidharpanda2202 Год назад
ଆଉ କ'ଣ କ'ଣ ବୈଜ୍ଞାନିକ ଉଦ୍ଭାବନ ଆବିଷ୍କାର ହେବ ମାଳିକା ରେ ଲେଖା ହୋଇଥିଲେ ଜଣାଇବେ । ଖାଲି ଲୋକଙ୍କୁ ଡରାଉଛନ୍ତି । ଫେସବୁକ, ଟ୍ବିଟର, ୟୁଟ୍ୟୁବ, କୃତ୍ରିମ ବୁଦ୍ଧିମତ୍ତା ଭଳି ଆଉ କିଛି ଉପଯୋଗୀ ଜିନିଷ ଭବିଷ୍ୟତରେ ଆସିବ ଟିକେ ଜଣେଇବେ ।
@minaketan5562
@minaketan5562 2 месяца назад
ଏ bjp ସରକାର 33 ଜିଲ୍ଲା କେବେ କରିବ ନା ନାହିଁ ତୁମ ହାତ ରେ 6 ଜିଲ୍ଲା କୁ ଉଦାର କରିବା ନା ଜଳ ରେ ବସେଇବ । ଏଇ ସରକାର ଯେବେ ପୁରୀ ପ୍ରସିଦ୍ଧ ମନ୍ଦିର ନୀଳମାଧବ କୁ ରପ୍ତାନି କରିବେ ସେତେବେଳେ ଓଡ଼ିଶା ଜଳ ମଗ୍ନ ହେବେ । ଜୟ ଜଗନ୍ନାଥ
@rskbmohapatra2364
@rskbmohapatra2364 Год назад
ଉତ୍ତର ପ୍ରଦେଶରେ କିଛି ବନ୍ଧ ନଥାଇ ଗଙ୍ଗା ନଦୀ ରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।ଏଣୁ ଭୟ କରିବାର କିଛି ନାହିଁ।
@odiaJatrakhalanayak
@odiaJatrakhalanayak Год назад
ଜୟ ଜଗନ୍ନାଥ 🙏🙏🙏
@pranamodiatv2639
@pranamodiatv2639 2 месяца назад
ଜୟ ଜଗନ୍ନାଥ
@amulyabal6773
@amulyabal6773 Год назад
JAY JAGANNATH SWAMI NAYANA PATHA GAAMI BHABA TUME 🙏🙏🙏Jay panchasakha🙏🙏🙏🙏
@SabitaTanty-xr4sl
@SabitaTanty-xr4sl Год назад
କେତେ ତାରିଖ କେଉଁ ମାସରେ କେତେ ମସିହାରେ ଅଙ୍କ ଗଣନା ଜାଣିଛନ୍ତି ତ, ବହି ପଢିବା ତ ସମସ୍ତେ ପଢୁଛନ୍ତି କିନ୍ତୁ ବୁଝି ପାରୁ ନାହାନ୍ତି ।
@SabitaTanty-xr4sl
@SabitaTanty-xr4sl Год назад
ଦୟାକରି ତାରିଖ କୁହନ୍ତୁ
@RajanikantMallick-s4g
@RajanikantMallick-s4g Месяц назад
2050/8/25 night 9:30pm okay🎉🎉​@@SabitaTanty-xr4sl
@eaglearts770
@eaglearts770 Год назад
ଏ ସବୁ କିଛି ହେବାରେ ନାହିଁ, ମାଳିକା ବଚନ ପୁସ୍ତକଟି କିଏ ଲେଖିଛି, ସତେ ଜାଣିଲା ଭଳି। ବେକାର କଥା, ଆଜି ପର୍ଯ୍ୟନ୍ତ କିଛି ଘଟୁ ନାହିଁ।
@pranamodiatv2639
@pranamodiatv2639 Год назад
ଅପେକ୍ଷା କରନ୍ତି ହୁଏତ ଆପଣଙ୍କ ପୁତ୍ର କନ୍ୟା ମାନେ ଦେଖିବେ
@eaglearts770
@eaglearts770 Год назад
@@pranamodiatv2639 ବେକାର କଥା କହି ଲୋକମାନଙ୍କୁ ଟେଂସନ କାହିଁକି ଦେଉଛନ୍ତି।
@eaglearts770
@eaglearts770 Год назад
ବେକାର କଥା କହି ଲୋକମାନଙ୍କୁ ଟେଂସନ କାହିଁକି ଦେଉଛନ୍ତି।
@abtechnical5639
@abtechnical5639 Год назад
ଆବେ ଚୁତୀୟା ଇକୋ କଣ ପାଇଁ କରିଛୁ।
@rajkishorrout2108
@rajkishorrout2108 Год назад
ଯୋଉଠି ବୁଡୁ ନ ବୁଡୁ ତୁମ ଭଳିଆ ମାଳିକା ଗାଲୁଆଙ୍କ ଘର ନିଶ୍ଚିତ ବୁଡିବ। ଆରେ ମୂର୍ଖ ମହା ପ୍ରଳୟ ହେଲେ ଯୁଗ ପରିବର୍ତ୍ତନ ହେବ। ସେମିତି ନ ହୋଇଥିଲେ ମହା ପ୍ରଭୁଙ୍କ ଦାରୁ ବାଙ୍କି ମୁହାଣରେ କେମିତି ଲାଗି ଥାଆନ୍ତା। କେବେ ମାଳିକା ଲେଖା ହୋଇଥିଲା ସତ କି ମିଛ ଠିକ୍ ନାହିଁ। ଇତି ମଧ୍ୟରେ କେତେ ବନ୍ୟା ବାତ୍ୟା ଗଲାଣି ସେସବୁ ସାଇତି ହୋଇଥିଲା ପଢିକି ବଖାଣି ପକେଇଲ। ଉଇ ପିମ୍ପୁଡ଼ିଙ୍କୁ ଦେଖା ଯାଉ ନଥିଲା। ତୁମ ଭଳି ଟାଉଟରଙ୍କ ଲାଗି ବଖାଣିବାକୁ ସାଇତିକି ରଖି ଥିଲେ। ବନ୍ୟାରେ ବି ପାଣି ଛାଣି ହେଇକି ପଟୁ ଆସୁ ନଥିଲା। ଅଲଜ୍ୟା ଦଳ ଲାଜ ଲାଗୁନି ଟାଉଟରି ମାଳିକା ଗପ ଶୁଣୋଉଚ। ମାଳିକା ରେ ପା ଲେଖା ହେଇଥିଲା ରୁଷିଆ ବଡ଼ ଠାକୁରଙ୍କୁ ନେଇଯିବ। ରୁଷିଆପା ୟୁକ୍ରେନ ଭଳି ଦେଶ ସାଙ୍ଗରେ ଲାଗିକି ତା ଅବସ୍ଥା ଆଉ କିଛି ଦିନ ପରେ ଖାଇବାକୁ ପାରବ କି ନା ସନ୍ଦେହ।ଯୋଉ ୟୁକ୍ରେନ କୁ ଆମ ଓଡ଼ିଶା ମିଲିଟାରୀ ୩ ଥର ପାଣି ପେଇବ ତାକୁ ରୁଷିଆ ନ ପାରି ନିଜେ ପାଣି ପିଇଲାଣି। ସିଏ ପୁଣି ମୋ ଦେଶରୁ ନେଇଯିବ। ଅଲଜ୍ୟା ଦଳ ସେ ମାଳିକା ଗଞ୍ଜେଇ ଖିଆ ଗାଲୁ ଗପ ନ ଶୁଣେଇ କାମ କରି ଖାଇବା ଶିଖ। ଯଦି ମୁଣ୍ଡରେ ଥିବ ଠିକ୍ ବୁଝି ପାରିବ। ଗଞ୍ଜୋଡ ଗପକୁ ବଖାଣି ବାହାଦୁରି ମାରୁଥିବା ଲୋକଙ୍କ ମୁଣ୍ଡରେ ଥିଲା ଭଳି ଲାଗୁନି।
@durgamadhabmohanty6790
@durgamadhabmohanty6790 Год назад
Agree with you 👍👍
@DibakarPrusty-rb7ry
@DibakarPrusty-rb7ry Год назад
ତାହେଲେ ଯଦି ସରକାର 32ଜିଲ୍ଲା ପରେ 34ଜିଲ୍ଲା କରନ୍ତେ ତାହେଲେ ଆଉ ପ୍ରଳୟ ହେବନି
@manorama3684
@manorama3684 Год назад
ଆଜ୍ଞା କାହିଁକି କେଜାଣି ଆପଣଙ୍କ ମାଳିକା ସଉଣଈଵଆ ସମୟରେ ମୋ ଆଖିରୁ ଲୁହ ଝରୁଥିବା ମୁଁ ପ୍ରଥମ ଥର ଭୟ ଅନୁଭଵ କରୁଛି। ବାବା ଆମ ଓଡ଼ିଶା ନାରଖାର ହୋଇଯିବ ୟାର କିଛି ଉପାୟ କ'ଣ ଆମ ଯଗନ୍ନାଥ ବାହାର ବାହାର କରିବେନି ସମସ୍ତେ ହିଁ ଶ୍ର ହେଇ ଗଲେଣି ଆଉ କହି କାହାକୁ ଖୁସୀରେ କଥା ହେଉ ନାହାନ୍ତି ସମସ୍ତେ ସମସ୍ତଙ୍କର ଅମଙ୍ଗଳ ଚିନ୍ତା କରିବା ମୁଁ ଦେଖିବାକୁ ପାଉଛୀ ଭାଇ ଭାଇକୁ ଘରେ ରହିବାକୁ ଦ ଉ ନୀ ତା,ର ସବୁ କିଛି ଲୁଟି ନ ଆଇ ଉଛି କହିଲେ ଛୁରୀ ଦେଖାଉଛୀ 😂 କହିଲେ ମାରି ବା ଧମକ ଦେଉଛୀ ଵାଵା ଧର୍ମର ଜୟ ନିଶ୍ଚୟ ନିଶ୍ଚୟ ହେବ । ଯ ୟ ପଞ୍ଚସଖା ଯ୍ୟ ମାଳିକା।
@pranamodiatv2639
@pranamodiatv2639 Год назад
ଜୟ ଜଗନ୍ନାଥ ଧନ୍ୟବାଦ
@bimalkumartahal9517
@bimalkumartahal9517 Год назад
ଆସିଲା ଭବିଷ୍ୟବାଣୀ ମୋ ବଳନା ଭଣ୍ଡ ବାବା ସାରଥୀ ହେବ ଇଏ 😂😂
@Hiteshkumar01
@Hiteshkumar01 Год назад
🙏🙏🙏Jay Jagannath 🙏🙏🙏
@bhaskarkhadiratna4027
@bhaskarkhadiratna4027 Год назад
ବକିବା ପାଁଇ କେତେ ନେଉଛ.
@tapanpanda4419
@tapanpanda4419 Год назад
ସମୁଦ୍ର କୂଳରେ କଣ କେବଳ ଓଡ଼ିଶା ଅବସ୍ଥିତ
@SUBHA767
@SUBHA767 Год назад
ସମସ୍ତେ କହୁଛନ୍ତି କି ମାଳିକା ଯାହା ଲେଖିଛି ତାହା ହବ ହେଲେ ଏ ମଣିଷ କେବେବି ନିଜ ଦୋଷ ନଉନି . ଭଗବାନ୍ ଆମକୁ ଗୋଡ଼ ହାତ ଦେଇଛନ୍ତି ଆମେ ଯଦି କାମ ନକରିବା ତା ହେଲେ ଆମକୁ ଖାଇବାକୁ ମିଳିବନି, ତା ଅର୍ଥ ଆମେ କଣ କହିବା କି ଆମକୁ ଭଗବାନ୍ ଦେଇ ନାହାନ୍ତି ବୋଲି ଆଉ ଆମ ଭାଗ୍ୟରେ ନାହିଁ ବୋଲି,,, ଆରେ ପ୍ରଥମେ ନିଜ ଭୁଲ ଦେଖ ତା ପରେ ଭଗବାନ୍ କି ଭାଗ୍ୟ କୁ ଦୋଷ ଦବା ହେଲା,,, ଆମେ ଜାଣି ଶୁଣି କାଦୁଅ ରେ ଗୋଡ଼ ପୁରେଇବା,, ଗୋଡ଼ କାଦୁଅ ହେଇ ଗଲେ ପରେ କହିବା କି ଆମ ଭାଗ୍ୟରେ ଥିଲା ଇଏ ହଉଛି ମଣିଷ ର ମଣିଷ ପଣିଆ 🙏🙏🙏🙏🙏
@Mo-bn3iq
@Mo-bn3iq Месяц назад
ମାଳିକା ରେ ଖାଲି ଓଡିଶା ରେ ସବୁ ହେବ ଲେଖା ଅଛି ମାଳିକା ରେ କିଛି ବି ସତ ନାହିଁ
@pranamodiatv2639
@pranamodiatv2639 Месяц назад
ଏମିତି କି କଥା ଭାଇ
@bablunayak752
@bablunayak752 Год назад
ଭାଇ ଏ ସଂସାର ରେ ଯଦି ଜନ୍ମ ହେଇଛେ ମରିବା ତ ଦିନେ ନା ଦିନେ ଏତେ ମାଳିକା ସୁନିକି ଡରିବl କାହିଁକି ଆମ ଜଗନ୍ନାଥ ଙ୍କ ପାଦ ତଳେ ନିଜକୁ ସମର୍ପିତ କରିଦେବା ଯାହା ହବ ସେ ଜଗା ବୁଝିବ ମାଳିକା ସୁନିକି କିଛି ଲାଭ ନାହିଁ
@bisudj6732
@bisudj6732 2 месяца назад
Jay Shri Ram Jay Jay Shri Ram Jay Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉
@namitaroutnami1292
@namitaroutnami1292 Год назад
ଆପଣ ମାନେ ସମସ୍ତେ negative coment କାଇଁ ଦେଉଛନ୍ତି ମାଳିକା କଥା ସତ ହଉଛି କି ନାହିଁ ଆପଣ ମାନେ ଜାଣିପାରୁନାହାନ୍ତି, ଯୋଉଟା ହବ takuତ ପୁଣି କିଏ ଜଣେ ପଢିକି ଶୁଣେଇବେ ନା ଶୁଣେଇଲେ ଦୋଷ ସତରେ ଇଏ କଳି ଯୁଗ, ମଣିଷ ମୁହଁରେ ତୁଣ୍ଡି ବାନ୍ଧିବେ ବୋଲି ମାଳିକା କହୁଥିଲା, covid time ରେ kn ଆପଣମାନେ ମାକ୍ସ ବାନ୍ଧିଲେନି କି
@jyotirmayasahu9950
@jyotirmayasahu9950 Год назад
Jay jagannath Swami Nayana patha gami bhaba tume🙏🙏
@Rupeshkumar-ew5pf
@Rupeshkumar-ew5pf Год назад
ଜୟ ଜଗନ୍ନାଥ ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏 ଜୟ ଜଗନ୍ନାଥ 🙏🙏 ଜୟ ପଞ୍ଚସଖା 🙏🙏
@parameswarmuduli9288
@parameswarmuduli9288 Год назад
କିଛି ବାଳ କାମ ନାହିଁ ଖାଲି ଭାଙ୍ଗିବ ବୁଡିବ ମାରିବେ ଆଉ ବାଳ କିଛି ଜାଣିନି କାହିଁ ସେ ଫାଲତୁ ପ୍ରବଚନ କରୁଛ ଗାଲୁଆ ଗପୁରା
@sachidanandamalik2332
@sachidanandamalik2332 Год назад
ମରଣ କାଳେ ବିପରିତ ବୁଦ୍ଧି ସମୟ ଆସିବ ସତ କଣ ମିଛ କଣ ଜଣା ପଡ଼ିଛିବ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@jsm795
@jsm795 Год назад
Absolutely right
@pallavisahoo3724
@pallavisahoo3724 Год назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ ପ୍ରଭୁ all the sir ଙ୍କୁ nena ଙ୍କୁ ମୋର ପ୍ରଣାମ 🙏 Facebook All 🙏 sir ମାଡାମ୍ ଙ୍କୁ ମୋର ପ୍ରଣାମ 🙏 🌹 🙏
@pranamodiatv2639
@pranamodiatv2639 Год назад
ଜୟ ଜଗନ୍ନାଥ
@kiranmohanty7307
@kiranmohanty7307 Год назад
Jai jagannath 🙏🙏
@mohanmajhi2967
@mohanmajhi2967 Год назад
ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ବି ଅଛି
@nikitasahu402
@nikitasahu402 Год назад
ଯେବେ ଯ‌ଉଟା ହେବା ର ଥିବ‌ ତେବେ ତାହା ହେବ ତାହାକୁ କେହି ରୋକି ପାରିବନି ତାହା ଖାଲି ଈଶ୍ୱର ହିଁ ରୋକିପାରି ବେ 🙏ଜୟ ଜଗନ୍ନାଥ 🙏
@SunyaBasi-q4e
@SunyaBasi-q4e Год назад
Shree guru mahima Alekha 🙏❤️🙏
@abinashbehera5248
@abinashbehera5248 Год назад
Guru mahima alekha🙏
@usmusicofficial7880
@usmusicofficial7880 Год назад
Jay Jagannath swami
@jeetabehera3812
@jeetabehera3812 Год назад
ରାମଙ୍କ କଥା କୁହ ପ୍ରବଚନରେ ଜିଲ୍ଲା ଗନାଉଚ୍ଚ
@jagannathbaba4035
@jagannathbaba4035 3 месяца назад
ମହା ପ୍ରଭୁ ଜଗନ୍ନାଥଙ୍କ ନାମ ନିଅ କିଛି ଅସୁବିଧା ହେବନି ରାଧା ରାଣୀ ଙ୍କ ନାମ ନିଅ କିଛି ଅସୁବିଧା ସ୍ପର୍ଶ କରି ପାରିବ ନାହିଁ
@rabindrabehera4561
@rabindrabehera4561 Год назад
ରକ୍ଷ୍ୟମାମ୍ ମହାପୁରୁଷ କଳ୍କୀ ଅବତାରମ୍
@ManjulataPati-q3p
@ManjulataPati-q3p Месяц назад
ଲୋକ ଯଦି ଭା ସିଯିବ କିଏ କବାଟ କରିବ, ଚିତଳ machar
@rohitabisoyi1703
@rohitabisoyi1703 Год назад
Jay jagannath orissa basi 🙏🚩🌹🚩🙏
@nalinibarik1689
@nalinibarik1689 Год назад
Amane sabu Malika nama biki Kari tanka rojagara karuchanti bekari samasya re Amana nku Bhala pantha tia milijaichhi
@minatisundaray7180
@minatisundaray7180 Год назад
Thank you so much sir I easily remember 30 distrit
@bijayapanda9689
@bijayapanda9689 Год назад
Sure to be happened as Kaliyug is at ending stage and also clearly forecast by Supreme Soul Siva Baba. OM.
@pranamodiatv2639
@pranamodiatv2639 2 месяца назад
All are in blank
@harishchandramahanta2496
@harishchandramahanta2496 Год назад
ବୁଡିବାର ଚାନ୍ସ ନାହିଁ ହୋ କଂକ୍ରିଟ ଡ୍ୟାମ ହୋଇଯିବ
@jayashreebadi4847
@jayashreebadi4847 Год назад
Swapna dekha
@durgamadhabmohanty6790
@durgamadhabmohanty6790 Год назад
😄😄😄
@SanatanSona-b4i
@SanatanSona-b4i Год назад
ଯାହା ହବାର ଥିବ ହବ ସେ କଥା କୁ ଆଲୋଚନା କରି ଲାଭ କଣ ଲୋକ ମାନକୁଂ ଭୟଭୀତ କଣ ପାଇଁକରୁଛ
@labanayak7784
@labanayak7784 Год назад
Jay Jagannath 🙏
@dhirensahu1165
@dhirensahu1165 Год назад
ମରି ସାରିଲାଠୁ ଉଠିକି ଶଉବୁକି ଭକୁଆ
@sulochanamajhi6907
@sulochanamajhi6907 Год назад
ଭଲରେ ଯଦି ରହିବାକୁ ଚାହୁଁଛନ୍ତି ଜଗନ୍ନାଥଙ୍କୁ ମାନ ନ୍ୟାୟ
@smrutiranjan8407
@smrutiranjan8407 Год назад
ଆପଣଙ୍କ କଥା ଅପେକ୍ଷା ମ୍ୟୁଜିକ ବେଶୀ ଶୁଭୁଚି
@DeeplykumarNayak
@DeeplykumarNayak 3 месяца назад
🙏Hai prabhu aapananku koti koti pranaam prabhu aapana hi brahmanda ra sarba sreshta prabhu aapana nathile aame nathantu aapana a manusyaku budhi bibeka sabu kichhi manusya ku pradana karichhanti a jagata kebala aapanankara aapana pita mata sabukichhi prabhu aapana prabhu manusya rupare tharute aashi jete papi manusya hau ba bhala manusya hau prabhu mu b hele b tharute sesa thara pain ei jagatare paada pakei janaidiantu je ki a brahmanda srushti kebala sanatana dhrama pain heichi saara srusti aapankara natamastaka heijibe prabhu 🙏🙏🙏jai jagnnath mahaprabhu 🙏🙏🙏
@subodhabarik9182
@subodhabarik9182 Год назад
its wrong...lord shiv born in pattamundai...i m rain man concept in earth...i cannot do this...
@shenuroutrout4877
@shenuroutrout4877 Год назад
Jay shree Jagarnnath
@gurudeva-l6z
@gurudeva-l6z Год назад
Namaste. Malika statements total fakes and false .please read satyarth prakash.
@timajena7234
@timajena7234 Год назад
Jay Jaganath Swami Rakhya Kar
@namitadasadhikari1886
@namitadasadhikari1886 Год назад
Om namah shivaya 🙏🙏Jay Jagannath 🙏🙏
@sulatakutty9684
@sulatakutty9684 Год назад
Jay Jagannath
@bhaskarkhadiratna4027
@bhaskarkhadiratna4027 Год назад
ଅପ ପ୍ରଚାର ବନ୍ଦ କର. ସବୁ ମିଛ.
@1kjaydev
@1kjaydev Год назад
😮😮😮😮 😊
@pranamodiatv2639
@pranamodiatv2639 Год назад
ଜୟ ଜଗନ୍ନାଥ ଧନ୍ୟବାଦ
@sanatanvlog6041
@sanatanvlog6041 Год назад
Jay jagannath Jay panchasakha ⭕❗⭕
@nirupamapanda5940
@nirupamapanda5940 Год назад
Sir,namaskar🙏🙏🙏Balasore hau ki Bhadrak,sabu jalamagna heigale sabuthi kichi kichi bhakta achanti,tebe semene kemiti uddhara paibe🤔🤔🤔
@jasminepradhan4505
@jasminepradhan4505 Год назад
Jay shree Krishna
@MuralidharMulia
@MuralidharMulia Месяц назад
ମଲ୍ଲିକା ପୁରା ମିଛ। ଏ ଠକ ମାନକୁ ସାବଧାନ ।
@jasminepradhan4505
@jasminepradhan4505 Год назад
Jay ma Mangala
@ommff8745
@ommff8745 Год назад
2023 ru malika ra bachana arambha hela ni
@sanjuktaranimisra7480
@sanjuktaranimisra7480 Год назад
Jahahou ame banchigalu . Ganjam Gajapati basi. G mandala ru Geology manji patha.🙏 Sarthaka heigala mo bapa manka Jibana mate Geology padheiki. Ja hata dharili se v Jane dikya badi. Mojina v sarthaka heigala. 🙏 Jayguru 🙏
@rahulrou395
@rahulrou395 Год назад
ଵାଲା ଗୀତ ନ ଗାଈ ଭଲରେ କୁହ
@damolifestylevlog4086
@damolifestylevlog4086 Год назад
Jay Jagananat 🙏
@pranamodiatv2639
@pranamodiatv2639 Год назад
ଜୟ ଜଗନ୍ନାଥ ଧନ୍ୟବାଦ
@BasantaPanda-s7v
@BasantaPanda-s7v 3 месяца назад
Hmm.heu.tume kichi byasta huani
@satyaranjansahu1044
@satyaranjansahu1044 Год назад
ହେ ପ୍ରଭୁ ଏ ସୃଷ୍ଟି କୁ ରଖ୍ୟା କରନ୍ତୁ 😢😢😢
@pranamodiatv2639
@pranamodiatv2639 Год назад
ଜୟ ଜଗନ୍ନାଥ
@bikashchandranayak135
@bikashchandranayak135 Год назад
Jay jagannath 🙏🙏
@pranamodiatv2639
@pranamodiatv2639 Год назад
ଜୟ ଜଗନ୍ନାଥ ଧନ୍ୟବାଦ
@santuvlogs9858
@santuvlogs9858 Год назад
Malika tamaku kolo re baseiki kahithiba bujhilu....
@ramachandramahanty4122
@ramachandramahanty4122 Год назад
Sure haba
@pranamodiatv2639
@pranamodiatv2639 Год назад
ଜୟ ଜଗନ୍ନାଥ ଧନ୍ୟବାଦ
@rajeshkumardas3922
@rajeshkumardas3922 Год назад
Ame paleibu mayurbhanja jila ku
@harprasadsenapati3945
@harprasadsenapati3945 Год назад
Bhagaban jaha karanti pranira mangal pai bhagabana nka pakhare maribata gotia niyama ba nimisha matra gotia juga dhonsa hele au gotia juga gadhi uthiba
@ladlytwinkle8661
@ladlytwinkle8661 Год назад
Jaha haba dakha jiba no tension
@sanjuktaranimisra7480
@sanjuktaranimisra7480 Год назад
After Ganga Rusikulyan is the sisters of Ganga.7 janma Gita saranam sara. Om namah vagabate Basudevya.🙏
@statusandsongsforu6208
@statusandsongsforu6208 Год назад
Tame ae katha re bi maja nia baza bajei ki
@S.manoram
@S.manoram Год назад
When it will happen ? Do you have any guideline given by your studies or a readymade story ?
@sasmitarawat3971
@sasmitarawat3971 Год назад
Jai jagannath
@pradipkumarsahoo3323
@pradipkumarsahoo3323 Год назад
ମାଳିକା ଲେଖିଲା ବେଳେ ମହାଶୟ କେତୋଟି ଜିଲ୍ଲା ଥିଲା?
@upendrarana4674
@upendrarana4674 Год назад
Jay jagannatha
@anitakumbhar8526
@anitakumbhar8526 Год назад
Agaku 33 Jilla heba Jay mahapurusa jasobanta Swami Jay koilimalika pranam vaktabrunda
@rammishra5781
@rammishra5781 2 месяца назад
ଫାଲତୁ କଥା। ଶସ୍ତା ଲୋକପ୍ରିୟତା ପାଇଁ ନାଟ।
@pranamodiatv2639
@pranamodiatv2639 2 месяца назад
Jay jagannath
@kknewton
@kknewton Год назад
Paakhandi
@sugribsahu3413
@sugribsahu3413 Год назад
Jai jagannath
@rajendramahanta
@rajendramahanta Год назад
ସାରଥି ବାବାଙ୍କୁ ମୂଖ୍ୟ ମନ୍ତ୍ରୀ କର ସବୁ ଠିକ୍ ହେବ। ଏହା ମୋର ଭବିଷ୍ୟତ ବାଣୀ।
@dusmantabehera6543
@dusmantabehera6543 Год назад
😂😂😂
Далее
МАЛОЙ ГАИШНИК
00:35
Просмотров 402 тыс.