ଏହି ଭିଡିଓ ରେ ଓଡ଼ିଶା ପୋଲିସ ରେ job ଆଶାୟୀ ପିଲା ମାନେ କେମିତି ବୟସ କୋହଳ ପାଇଁ ହଇରାଣ ହରକତ ହେଉଛନ୍ତି,, ତାହା ସମସ୍ତଙ୍କୁ ଅବଗତ କରାଇବା ପାଈଁ ମୋର ଏକ ଛୋଟିଆ ପ୍ରୟାସ,, ଯାହା ଦ୍ଵାରା department କିଛି ସ୍ଥାୟୀ ସମାଧାନ ବାହାର କରୁ ଏହାହିଁ ଆଶା,, ସାରା ଓଡ଼ିଶା ପିଲାଙ୍କର,,
ଯଦି କିଛି କିହିବାର ଥାଏ mail id 👉 jobfmhelp@gmail.com
#odishapolice
#fmmanoj
#odishanews
#odishajobagerelaxation
8 окт 2024