Тёмный

ଓଡିଆ ସାହିତ୍ୟର ଅପାସୋରା କାବ୍ୟ | Bidagdha Chintamani Ep-01 | 8th February 2021 | Prathana Tv 

Prarthana TV
Подписаться 2 млн
Просмотров 22 тыс.
50% 1

ବିଦଗ୍ଧ ଚିନ୍ତାମଣି, ରୀତି ଯୁଗୀୟ ସାହିତ୍ୟର ଏକ ଅଭୂଲା ଅଧ୍ୟାୟ।
ବୈଷ୍ଣବ ସମ୍ପ୍ରଦାୟର ମହାନ କବି ଅଭିମନ୍ୟୁ ସାମନ୍ତସିଂହାର, ଓଡିଆ ସାହିତ୍ୟରେ ତାଙ୍କର ଯୁଗାନ୍ତକାରି କାବ୍ୟସୃଷ୍ଟି "ବିଦଗ୍ଧ ଚିନ୍ତାମଣି"କୁ ନେଇ ପ୍ରାର୍ଥନାର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 54   
@umeshbiswal2471
@umeshbiswal2471 9 месяцев назад
ବହୁତ ସୁନ୍ଦର..... ଉଚ୍ଚ କୋଟିର ଆଲୋଚନା
@bibhutiparida4601
@bibhutiparida4601 3 года назад
କାବ୍ୟ ବିଦଗ୍ଧ ଚିନ୍ତାମଣି ଚିତ୍ତ ବିମୁଗ୍ଧ ତାହା ଶୁଣି । ସାମନ୍ତ ସିଂହାର ସର୍ଜନା ତୁମ୍ଭର ନିତ୍ୟ କାଳ କାଳାନ୍ତର ।
@RahuluddinGandhy
@RahuluddinGandhy 2 года назад
Thanks a lot ♥️♥️♥️♥️♥️
@ashismohapatra9159
@ashismohapatra9159 3 года назад
କେତେ ସୁନ୍ଦର ଭାବେ ବୁଝେଇଛନ୍ତି ହେ ମହାତ୍ମା,ଆପଣଙ୍କୁ ମୋର ବିନମ୍ର ଅନୁରାଧ ବିଦଗ୍ଧଚିନ୍ତାମଣି ପୁସ୍ତକ ଶେଷ ପର୍ଯ୍ୟନ୍ତ ଚାଲୁ ରଖିବେ,ବହୁତ ସୁନ୍ଦର ଲାଗୁଛି ଆପଣଙ୍କ ବୁଝାଇବା ର ଶୈଳି 🙏🙏🙏🙏🙏
@ajitdas6497
@ajitdas6497 2 года назад
ବିଦଗ୍ଧ ଚିନ୍ତାମଣି କାବ୍ୟ ଅପୂର୍ବ କାହାଣୀ ଧନ୍ଯ ଧନ୍ଯ ହେ ସ୍ରଷ୍ଟା ଯାଯପୁର ବାଳିଆ ନିବାସୀ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଜୟ ରାଧାକ୍ରିଷ୍ଣ🙏🙏🙏🙏🙏🙏🙏
@Manu-nz8gx
@Manu-nz8gx 25 дней назад
ନମ
@jyotilaxmijena4557
@jyotilaxmijena4557 2 года назад
🙏🙏🙏🙏🙏..... ଆପଣ ମାନଙ୍କ କଣ୍ଠ ରୁ ଅମୃତ ରସ ନିର୍ଗତ ହେଉଛି । ଗାୟନ ଶୈଳୀ ଏବଂ ବ୍ଯାଖ୍ଯା ଅତି ଉଚ୍ଚକୋଟୀର । ଜୟ ଜଗନ୍ନାଥ।🙏🙏🙏🙏🙏
@prabhashchandratoltia2086
@prabhashchandratoltia2086 3 года назад
ପ୍ରକୃତରେ ଏ ମଧ୍ୟଯୁଗୀୟ କାବ୍ୟ ଅମୃତମୟ , ଆନନ୍ଦ ଦାୟକ
@Manu-nz8gx
@Manu-nz8gx 25 дней назад
ଧନ୍ୟ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ମହାଶୟ ।
@niharjena4099
@niharjena4099 10 месяцев назад
Jay Shree Radhe RadheKrishna
@sunitarautaray3381
@sunitarautaray3381 2 года назад
Bahut sundar 🙏🙏🙏🙏🙏
@puspamanjaribehera8529
@puspamanjaribehera8529 2 года назад
କେତେ ମାର୍କ ରହିଲା ?
@rasmitajena8275
@rasmitajena8275 2 года назад
ମୁଁ ବିଦଗ୍ଧ ମାଟିର ସନ୍ତାନ ବୋଲି ସବୁବେଳେ ଗର୍ବିତ ମନେ କରେ 🙏❤️❤️🙏😘😘🙏
@Manu-nz8gx
@Manu-nz8gx 25 дней назад
@bksushantcuttack884
@bksushantcuttack884 3 года назад
Bahuta dhanyabad RU-vid re chhadi thibaru 🙏
@PinakiSwain
@PinakiSwain 2 года назад
ଖୁବ୍ ସୁନ୍ଦର ପ୍ରସ୍ତୁତି।
@rabindragiri268
@rabindragiri268 7 месяцев назад
So heart touching
@kamalinibehera6706
@kamalinibehera6706 3 года назад
ଜୟ ଶ୍ରୀ କୃଷ୍ଣ 🙏🙏🙏
@sadananabarik2037
@sadananabarik2037 3 года назад
Odia sanskru mahan
@bibhunayak9709
@bibhunayak9709 9 дней назад
Amazing. Mind blowing
@binodini499
@binodini499 3 года назад
ଅତି ସୁନ୍ଦର
@basantarout9538
@basantarout9538 2 года назад
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
@haripriyasethy9521
@haripriyasethy9521 2 года назад
🙏
@yourprogress2417
@yourprogress2417 3 года назад
Jaya jagannath 🙏
@rashmiranjannayak4676
@rashmiranjannayak4676 3 года назад
Sabas👏🙏
@bijayakumarpandit9784
@bijayakumarpandit9784 3 года назад
Jaya Radhekrishna
@bishwaranjanpal2360
@bishwaranjanpal2360 3 года назад
Jay shree radhamohan A Balia Phar
@mohitkabi123
@mohitkabi123 3 года назад
Good 👍 prathana chenal.....
@padmanavtripathy4506
@padmanavtripathy4506 3 года назад
Dhanyabad Namaskar😇🙏👏
@JayStudyCenters
@JayStudyCenters 2 года назад
ଲୁବ୍ଧକ ତାରକ - ଶବର ଜରା ଶବର
@soubhagyaranjannayak2280
@soubhagyaranjannayak2280 3 года назад
Jay Jagannatha
@rashmisubudhi3310
@rashmisubudhi3310 3 года назад
Jay jaganath 🙏🙏🙏🌼🌼🌼 sonice
@dhananjayjena451
@dhananjayjena451 11 месяцев назад
Very nice 😢
@prabhashchandratoltia2086
@prabhashchandratoltia2086 3 года назад
ରସ କଲ୍ଲୋଳ କାବ୍ୟକୁ ମଧ୍ୟ ଏଭଳି ଵ୍ୟାଖ୍ୟା କରନ୍ତୁ ଆମେ ଚିରରୁଣୀ ହେବୁ
@swatisangitadash5172
@swatisangitadash5172 Год назад
Hei sarichi
@kamalinibehera6706
@kamalinibehera6706 3 года назад
Plz sir baidehisa bilasa ra apisod chadantu
@arjunmaninag8950
@arjunmaninag8950 2 года назад
Thainksyou
@akashsahu9396
@akashsahu9396 2 года назад
ଲାବଣ୍ୟବତୀ କାବ୍ୟଟିକୁ ମଧ୍ଯ ଏଭଳି ବ୍ୟାଖ୍ୟା କରନ୍ତୁ ଆମେ ଚିରରୁଣି ହେବୁ ମୁ କଳାହାଣ୍ଡି ରୁ ଆକାଶ ସାହୁ କହୁଚି ଆଜ୍ଞା ଆପଣଙ୍କୁ ଅନୁରୋଧ କରୁଛି ମା ମାଣିକେଶ୍ବରୀ ଙ୍କ ଠାରେ ଆପଣଙ୍କ ନା ରେ ପୂଜା କରିବି ଆପଣଙ୍କ ଫୋନ୍ ନମ୍ବର ଟିକେ ଦିଅନ୍ତୁ ଆଜ୍ଞା
@priyadarshiniofficialvlogs9897
Labanyabati gote kalpanika kabya
@Manu-nz8gx
@Manu-nz8gx 25 дней назад
ଧନ୍ୟ ଓଡ଼ିଆ !
@dipakmuduli2628
@dipakmuduli2628 3 года назад
Jay Jagannath 🙏
@firegirl394
@firegirl394 2 года назад
Bimugdha
@PurusottamSahu
@PurusottamSahu 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-QT5UQRP87eA.html ଶୁଣନ୍ତୁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତିଂହାରଙ୍କ ଜୀବନୀ, ରଚନା ଏବଂ ଅନ୍ତିମ ସମୟ।
@rasmitajena8275
@rasmitajena8275 2 года назад
Mo school re a prathana bola ja 🙏❤️❤️🙏🙏❤️❤️❤️
@Manu-nz8gx
@Manu-nz8gx 25 дней назад
ଦୟାକରି ବିଦ୍ୟାଳୟ ପରିଚୟ ଦିଅନ୍ତୁ ।
@AbhaykumarBhol-qx7im
@AbhaykumarBhol-qx7im Месяц назад
Kavita heuchi kalpanmayi abo chetanyat jibanar sankhipata atacha jibaner pratichchhabi.kaljai kabi abhimanyu samantsinhar Mohapatra saraon saraon saraon
@ramakantadas4982
@ramakantadas4982 2 года назад
prarthana has discovered a gold mine in shape of Padmanav Tripathy. Thanks him
@brilliantacademy2877
@brilliantacademy2877 11 месяцев назад
ଲୁବ୍ଧକ ଅର୍ଥ ଶବର ବୋଲି ଲେଖା ରହିଛି ଦେବେନ୍ଦ୍ର ମହାନ୍ତି ବହିରେ
@abhaybholabhaybhol5003
@abhaybholabhaybhol5003 3 года назад
Jatikul a mana harai.chinta uchanna Ratan kinai.nirate krapa fala bhunge
@jillranimahakud6442
@jillranimahakud6442 2 года назад
Oikl
@tarangaranjansagar6434
@tarangaranjansagar6434 3 года назад
ଆପଣ ମାନଙ୍କୁ କୋଟି କୋଟି ସାଷ୍ଟାଙ୍ଗ ପ୍ରଣାମ।
@subratswain2034
@subratswain2034 Год назад
Apana bujhhauchhanti boli jani heuchhi nahale kia ame.
@mukeshrana8796
@mukeshrana8796 3 года назад
Raganugabhakti kana
@AbhaykumarBhol-qx7im
@AbhaykumarBhol-qx7im Месяц назад
Maa nishad pratistatuam tum sasuati sama jatrakauncha mithunadeka mabadhi Kamohitam jatrakauncha mithunadeka kam mohite
Далее
연준 (YEONJUN) ‘GGUM’ Official MV
02:44
Просмотров 9 млн
Powerful Vishnu Sahasranamam by ms subbalakshmi
29:59
7PM Bulletin || 21st September 2024 || Kanak News
27:56