Тёмный

କରିତକର୍ମା ଆଇଆଇସିଙ୍କ ମୁଣ୍ଡରେ ରହିଛି କାହା ହାତ ? || Indian Army Officer Assault Case || Odisha Reporter 

Odisha Reporter
Подписаться 2,5 млн
Просмотров 59 тыс.
50% 1

Опубликовано:

 

18 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 307   
@bijayasahoo6259
@bijayasahoo6259 День назад
ଏକୁ ଚାକିରୀ ରୁ ବହିଷ୍କାର କରାଯାଉ, ନିଲମ୍ବନ ଗୋଟେ ଦଣ୍ଡ, ୟା ଭଳିଆ ପୋଲିସ ଡିପାର୍ଟମେଣ୍ଟ ରେ ରହିବା ଉଚିତ ନୁହେଁ,, ସେମିତି ଲେଡ଼ିଜ ପୋଲିସ କୁ ମଧ୍ୟ ଦଣ୍ଡ ମିଳିବା ଦରକାର
@archanabarik2330
@archanabarik2330 День назад
Rajya pala pua paine Kan danda milila se Katha jani chhanti kii.....??
@_mr___rajput
@_mr___rajput День назад
​@@archanabarik2330 pari ku marithiba mla case kn hela ? Puhu ,itishree , bebina ,mama, case kn hela kuhantu
@sukantakumarmohanty4095
@sukantakumarmohanty4095 День назад
ତେବେ ୟେ ପୁରୁଣା ମୂଷା
@viralvideosfun382
@viralvideosfun382 День назад
Thik dharicha
@sushree5077
@sushree5077 День назад
କେଡେ ବଡ ପେଟ ଦେଖୁନ ଖୁବ୍ ଖାଇଚି, ଶଳା କୁ ଚାକିରି ରୁ ବାହାର କରି ଘରେ ବସା, ଭିଜିଲାନ୍ସ ରେଡ କର,ଲକକ୍ ଅଫ କିଛି ଦିନ ରଖ ବୁଦ୍ଧି ଆସିବ ତେବେ
@user-tw9le4mi8w
@user-tw9le4mi8w День назад
ପୋଲିସ କାହିଁ ଥାନାରେ କ୍ୟାମେରା ଲଗାଉନାହିଁ
@swadhikarbetaj3768
@swadhikarbetaj3768 День назад
ଏହାକୁ ମାଓବାଦୀଙ୍କ ଶାସନ ଦରକାର। ସିଧା ଏନକାଉଣ୍ଟର।
@Pankajkumarreddy
@Pankajkumarreddy День назад
Vla kahila he👍
@bijayapppradhan4563
@bijayapppradhan4563 День назад
ବିଜେପି ସରକାର ସବୁ ପୋଲିସ କୁ ବଦଳି କରିବା ଦରକାର। ପୂରା କଟକ ଭୁବନେଶ୍ୱର ବାହାରକୁ ଯିବା ଦରକାର।
@user-ph3vn6fn2h
@user-ph3vn6fn2h День назад
Rt
@Yediwqtydete
@Yediwqtydete День назад
Malkangiri pathei dele emane sabu thik hei jibe.....mohan sir thik kamo karibe boli asa achi...
@satyasankar1
@satyasankar1 День назад
ପ୍ରାୟ ସମସ୍ତ Police ବାଲାଙ୍କର କାର୍ଯ୍ୟ ଏହିପରି, ସେମାନେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ହଇରାଣ ହରକତ ହିଁ କରନ୍ତି, ତେଣୁ କିଛି ନୂଆ କଥା ନୁହେଁ। Army ଲୋକ ବୋଲି ସସପେଣ୍ଡ ହୋଇଗଲେ, ନହେଲେ ପ୍ରୋମୋସନ ପାଇଥାନ୍ତେ ଏହିପରି ଘୃଣିତ କାମ ପାଇଁ। ଏପରି Police ମାନଙ୍କୁ ଆଜୀବନ କାରାଦଣ୍ଡ ଦରକାର।
@alokbehera6804
@alokbehera6804 День назад
ତାର ସମ୍ପତି କେତେ କେତେ ତଦନ୍ତ କରାଜାଉ ତାର କେତେ account କେତେ ତଦନ୍ତ କରାଜାଉ
@StatusWorld-mp6gj
@StatusWorld-mp6gj День назад
ଶଳା କୁ ଜୋତା ରେ ବାଡା
@ManoranjanKanar-y9p
@ManoranjanKanar-y9p День назад
ଆଜିକାଲି Police ନିରୀହ ଲୋକଙ୍କୁ ବହୁତ ହଇରାଣ କରୁଛି ଏଇ ଭଳିଆ police ମାନଙ୍କୁ suspend କରାଯାଉ
@RupNarayanMajhi
@RupNarayanMajhi День назад
Terminated from service
@itsbikram24
@itsbikram24 День назад
ସାଧାରଣ ଲୋକ ଥିଲେ କେହି କିଛି କହିନଥାନ୍ତେ ସବୁ ଚୁପ୍ ଏଠି ଲୋକ ବି ଲୋକ ଦେଖି ପ୍ରତିକ୍ରିୟା ଦିଅନ୍ତି। ସାଧାରଣ ଲୋକ ଥିଲେ ଏବେ ଜେଲ ରେ ଆଉ ତାଙ୍କ ପରିବାର ନାୟ ପାଇଁ ଲଢ଼ିଥାନ୍ତେ।
@BikramLenka-iw2gq
@BikramLenka-iw2gq 7 часов назад
Right bro
@Kiila-b9p
@Kiila-b9p День назад
ଏହିଭଳି IIC କେତେଜଣ ଓଡିଶା ପୋଲିସ ଅଛନ୍ତି DGP ଙ୍କ ଅଫିସ ରେ ଏମାନଙ୍କ ଲିଷ୍ଟ ରହୁ, ନୂଆ DGP ଆସିଲେ ଜାଣିପାରିବେ.
@laxmiprasadrana5970
@laxmiprasadrana5970 День назад
ED Red Kara jau
@amareshamohanty69
@amareshamohanty69 День назад
ଏ କିଛି ନୂଆ କଥା ନୁହେଁ । କିଛି ସରକାରୀ ଉଚ ପଦସ୍ଥ ଅଫିସରଙ୍କର କଟକ ରୁ ଭୁବନେଶ୍ବର ଏବଂ ଭୁବନେଶ୍ବର ରୁ କଟକ ବଦଳି ହୁଏ । ଆଉ ଏବେ ବି ଚାଲିଛି ।
@Lovely143Dipti
@Lovely143Dipti День назад
ଏ ଶଳା କୁ Dismiss କରନ୍ତୁ ଓଡ଼ିଶା ସରକାର, ନହେଲେ ନିଆଁ ଜଳିବ ଏଇ ଲୋକ ପାଇଁ
@MaminaNali
@MaminaNali День назад
Right
@debabajubandho2556
@debabajubandho2556 День назад
Vigilance require that iic.
@RupNarayanMajhi
@RupNarayanMajhi День назад
Vigilance state police under ରେ, ତ ନିରପେକ୍ଷ ତଦନ୍ତର ସମ୍ଭାବନା ନାହିଁ । ଏ case ର ତଦନ୍ତ CBI କରନ୍ତୁ କିମ୍ବା High court କରନ୍ତୁ ।
@subashsahoo3527
@subashsahoo3527 13 часов назад
ସବୁ ଥାନାରେ ଭିତରି ବେପାର ଆମ ପାହାଳ ଥାନାରେ ଭିତରି କାରବାର ଚାଲିଛି ଅପେକ୍ଷା କର ସବୁ ଜାଲରେ ପଡିବେ ଜୟ ଶ୍ରୀ ରାମ 🙏🙏🚩
@Rama-u3g
@Rama-u3g День назад
ପୋଲିସ କଲେ ଲୀଳା ଜନତା କଲେ କିଲା
@manoranjanparida7874
@manoranjanparida7874 День назад
କଳାହାଣ୍ଡି ରେ ରହିବା ବ୍ୟବସ୍ଥା ହେଉ କିଛି ବର୍ଷ , ଅଧା ଦରମା ରେ ,ଘରେ ରହିବା ହେଉ ,, କିଛି କାମ ଦିଅନ୍ତୁ ନାହିଁ
@susantahembrum631
@susantahembrum631 День назад
ଏବେ ନାମ ନେ 😂 IIC
@readmcq1451
@readmcq1451 День назад
ଏଇ ଶଳା ଏତେ ମୁଟୁ.... ପୋଲିସ ଚାକିରୀ କେମିତି ପାଇଲା ?????
@sasanksekharaswain9208
@sasanksekharaswain9208 День назад
ବାବୁ ଫସିବେ
@manaromaswain9328
@manaromaswain9328 16 часов назад
ଉପର ଅଫିସର ଙ୍କୁ ମାଲ ଦେଇ ସବୁ ଚପାଇ ଦେଉଛି ଏ ଲୋକଟି , କରିତ୍ କର୍ମା ଅଫିସର
@Eagleeye774
@Eagleeye774 День назад
ଦୀନକୃଷ୍ଣ ମିଶ୍ର ନହୋଇ ଯଦି ମାଝୀ ହୋଇଥାନ୍ତା ସମାଜର ବଡ଼ପଣ୍ଡାମାନେ ଆକ୍ଷେପ କରି କହିଥାନ୍ତେ କୋଟାରେ ଚାକିରୀ ପାଇଛି ବୋଲି.. ଏବେ ସେ ଜ୍ଞାନୀମାନେ କେଉଁଠି..?
@sagarsahu5937
@sagarsahu5937 День назад
ଶଳା ପୁରୁଣା ମୂଷାଟା ଆଉ।
@dukhabandhusahoo-o2c
@dukhabandhusahoo-o2c День назад
Bjd ra gelhapua thile,vigilance tadanta karajau,kete kala sampati achhi janajiba
@sadanandasahoo3707
@sadanandasahoo3707 День назад
ପଚାର ତୁମ ଗୃହମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ଙ୍କୁ। ସବୁ କଥାରେ ନବୀନଙ୍କୁ ଆକ୍ରମଣ କରୁଥିବା ଏ ଗଣମାଧ୍ୟମ ସରକାର କି ମୂଖ୍ୟମନ୍ତ୍ରୀ ଙ୍କ ବିରୁଦ୍ଧରେ କହିବାକୁ ଡର ନା ତେଲ?
@dineshsahu2947
@dineshsahu2947 День назад
Govt should take strict action on that nonsense...
@saratrath2523
@saratrath2523 День назад
Yethi 2ta question, 1, kemiti durbuta 2 jana nku hairana kale,, se puni bbsr re,, Police ra roll yethi sandeha
@SkynetCyber
@SkynetCyber День назад
durbuta against re complaint dele false case kariki badeibe & au durbuta besi hairan karibeni ki ?
@NirakarBiswal-zg4tn
@NirakarBiswal-zg4tn День назад
ଭାଇ ତମେ ସବୁ ଜାଣିକି କହୁଛନ୍ତି ଆଙ୍କ ମୁଣ୍ଡ ଉପରେ କାହାର ହାତ? ବଟି ଆଦାୟ କରି ଯାହାକୁ ଦେଉଥିବେ?
@premkishorpanda9587
@premkishorpanda9587 День назад
Suspend is. not a punishment.they should dismissed.
@bipinpradhan4996
@bipinpradhan4996 День назад
सवि पुलिस स्टेशन का स्टाफ को नौकरी से बरकत होना चाहिए
@ArunDas-hc5zz
@ArunDas-hc5zz 15 часов назад
ଖାଲି କ୍ରାଇମ୍ ବ୍ରାଞ୍ଚ ନୁହେଁ,ଭିଜିଲାନ୍ସ ମଧ୍ୟ ତଦନ୍ତ କରୁ । ଏହାଙ୍କୁ ଚାକିରିରୁ ବହିଷ୍କାର କରାଯାଉ ।
@srikantsahoo6563
@srikantsahoo6563 17 часов назад
ଚାନ୍ଦା ଆଦାୟ କରୁଥିବା ପୋଲିସ କାହା ସ୍ୱାର୍ଥରେ ଆଜି ପର୍ଯନ୍ତ୍ ଚାକିରୀରେ ଅଛନ୍ତି। ତଦନ୍ତ ହେବା ଦରକାର।
@madhabas6709
@madhabas6709 День назад
Jay jaban Jay kisan
@MasterGulu1
@MasterGulu1 5 часов назад
ମାଲକାନଗିରି ପଠେଇ ଦିଅନ୍ତୁ l ବ୍ରାହ୍ମଣ ନା ସେଥିପାଇଁ ଭିକ ମାଗୁଛି ସାଇକେଲ ଷ୍ଟାଣ୍ଡ ରୁ ❤
@PrasantNayak-vm6xf
@PrasantNayak-vm6xf День назад
ରାଜନେତା ମାନଂକର ବଳ ଦେଖେଉଛୁ କେରେ ମାଗିହା ରାଜନେତା ମାନଂକର ଭଗବାନ ହେଉଛନ ଜନତା ତୋର ରାଜନେତା ମାନକେ ଆଣ୍ଠେଇୟୀ ଗେହିବେ ଥରେ ତାର ନା ନେ ପରେ ଦେଖି ବୁ ତାର କଣ ଅବସ୍ଥା ହେବ
@RameshA-o9c
@RameshA-o9c День назад
इसको सीबीआई जांच करना चाहिए इसका बहुत संपत्ति है इसको सब चीज करना चाहिए
@NishikanthRana
@NishikanthRana День назад
Good👍🎉🎉
@ArupamaBiswal-f7k
@ArupamaBiswal-f7k День назад
Should be dismissed Seeds proper enquiry before Charge sheeted
@ManojBeher-ic3ys
@ManojBeher-ic3ys День назад
Odisha public Jago and take action
@gaharai_depth
@gaharai_depth 14 часов назад
ଓଡ଼ିଶା ପୋଲିସ ର tution ଦରକାର!
@KulamaniPanda-r3r
@KulamaniPanda-r3r День назад
ଛି ଛି ଛି ଛି ଛି ch
@KapilSamal-i8c
@KapilSamal-i8c 14 часов назад
ଓଡିଶା ରେ ଯୋଗି ଶାସନ ଦରକାର ,ଏହି ପାଞ୍ଚ ଜଣଙ୍କର ସମ୍ପତ୍ତି ଆଇନ ପରିସର କୁ ନିଆଯାଉ l buldrozer action ଦରକାର.
@rajanikantabiswal2669
@rajanikantabiswal2669 4 часа назад
ଯଦି ଗିରଫ ନହେବେ ପରିସ୍ଥିତି ଭୟଙ୍କର ହେବ
@sarjankumaracharya4750
@sarjankumaracharya4750 23 часа назад
ମାଗିହା କୁ ବିନା ବରଡ଼ି ରେ ଛାଡ଼ନ୍ତୁ ତ ଦେଖି ବା ସବୁ ମାଗିହା ମିଶି ଛନ୍ତି.. Cp ହେଉ କି sp ହେଉ
@jitendrameher3096
@jitendrameher3096 День назад
ଏଟା ଗୋଟିଏ ପୋଲିସ ନା ରେ କଳଙ୍କ. ୟାକୁ ଜନତା ମାଡ ଦରକାର.
@purnapradhan1549
@purnapradhan1549 4 часа назад
Suspend is not correct step,dismissal from service may some extend justifiable.
@HelloCrypto-t1v
@HelloCrypto-t1v 12 часов назад
Very.good.polish.thank.u
@babulasahoo7453
@babulasahoo7453 16 часов назад
Badhia heichi
@madanbag3358
@madanbag3358 17 часов назад
ସବୁ ମାଗିହା ପୋଲିସ ଦାଦା ଗିରି କରୁଛନ୍ ସଲେକୁ ମାଡ ଦରକାର୍
@FsuajaagHsiavavv
@FsuajaagHsiavavv 11 часов назад
ଵଦଳି ଠିକ୍ ନୁହେଁ ଚାକିରି ରୁ ବାହାର କରାଯାଉ
@Hsahu-k1f
@Hsahu-k1f День назад
E m g ku bahar kara
@gaharai_depth
@gaharai_depth 14 часов назад
ଯିବ ଯିବ ...
@soumyaranjanswain8855
@soumyaranjanswain8855 18 часов назад
ଏ ହେ ରକ୍ଷା ଆମେ ତୁମେ ହୋଇଥିଲେ ଲୁଙ୍ଗି ପିନ୍ଧି କି ଶେଖି ଥାନ୍ତେ ବାପ ରେ କି ମାଡ଼
@bhagyadharanayak
@bhagyadharanayak 15 часов назад
ଠିକ୍ ଲୋକ ହାବୁଡ଼ରେ.......
@ashutoshsahu2361
@ashutoshsahu2361 День назад
Ye officerku Malkanagiri pathhajau, nachet janapadibaje neta yanka pachhare achhanti.
@pabitramohandalai8348
@pabitramohandalai8348 14 часов назад
ୟେ ସମସ୍ତଙ୍କ ଉପରେ ଦିଟା ହାରାମି ଙ୍କ ହାତ l
@srikanta671
@srikanta671 День назад
ବିଜେଡି ପୋଲିସ,, ଏ ମାଗିଆ କୁ ଏନ୍ କାଉଣ୍ଟର କରିଦିଅ,,, ବାଣ୍ଡ ସସପେଣ୍ଡ ଆଇ ଆଇସି ସିସିଟିଭି କ୍ୟାମେରା କାଢି ଦେଇଛି,,, ଏଭଳି ମାଗିଆ କୁ ପୋଲିସ ଚାକିରୀ,କିଏ, ଦେଇଛି, ବିଜେଡି
@Munu572
@Munu572 День назад
Not only suspension take strict action against him by the court
@sudhansusekharpattanayak3246
@sudhansusekharpattanayak3246 День назад
We respect our army.
@sabitasahoo8530
@sabitasahoo8530 День назад
ତାଙ୍କୁ suspend କଣ ଚାକିରୀ ରୁ terminate କରିବା କଥା ।
@khageswarmahanta7319
@khageswarmahanta7319 День назад
IIC ku abe volo se ..... Karajau
@ShibangiPradhan
@ShibangiPradhan День назад
Major sahab jadi 5000 thanare dei thante tebe police tanku help Kari thanta
@gks9572
@gks9572 День назад
Jota mara
@nareshchadarasahu9844
@nareshchadarasahu9844 15 часов назад
Good news
@manoharmahanta5276
@manoharmahanta5276 21 минуту назад
ଏବେ କିଲା ନେବ, ୟାକୁ କଳାହାଣ୍ଡି କିମ୍ବା ମାଲକାନଗିରି transfer କରା ଯାଉ
@prasantkudas3438
@prasantkudas3438 День назад
ଓଡ଼ିଶା ପୋଲିସ ସାରା ଭାରତରେ ଶସ୍ତା ପୋଲିସ
@swarnalatabehera8905
@swarnalatabehera8905 День назад
କୋଉଦିନ ଜୟେନ୍ କରିବ ସେ ବଷୟରେ କୁହ
@lokanathmoharana2345
@lokanathmoharana2345 День назад
That IIC looking like a criminal
@Always-n3t
@Always-n3t День назад
ବିଜେଡିର ଗେହ୍ଲା ପୁଅ ଏବେ କିଳା ନେଇଛି
@TPMSTAR
@TPMSTAR 14 часов назад
Iic nku encounter kara jau
@manasranjanmohanty3270
@manasranjanmohanty3270 День назад
ଚୋରଙ୍କ ହାତ ରହିଛ 😄 ପରମ ମାଘ୍ୟା ଟା ଜାତି ତ ସେଇଆ 😄😄😄 ହବ କେମିତି 😄 ଖାଲି ଘରେ ପଶି ମାର ସେ ମାଘ୍ୟା ପୋଲିସ କୁ
@viralvideosfun382
@viralvideosfun382 День назад
Suspend with jail
@babupati8067
@babupati8067 День назад
Political leader hand
@akshayakumarbhol4132
@akshayakumarbhol4132 23 часа назад
ସେ ଶଳା ଆଇ ଆଇ ସି କୁ ଲଙ୍ଗଳା କରି ପିଟ ରେ ।
@PritiRanjanJena-lz1ol
@PritiRanjanJena-lz1ol 2 часа назад
ଚର୍ବିଲଗା ପୋଲିସ ବାବୁ
@rdas9015
@rdas9015 23 часа назад
Best police award 2024 re present govt thanku deba darkar.
@ManojSahoo-x1e
@ManojSahoo-x1e День назад
Emedelty Arresting
@VictyMan
@VictyMan 21 час назад
Arrest kara au jharpada jail pathao DG sir
@user-de8fy6vq3k
@user-de8fy6vq3k День назад
They should Dismissed
@Nomadic1988
@Nomadic1988 День назад
This type of police officer should be dismissed not only suspend.
@bipinbiharinayak5973
@bipinbiharinayak5973 9 часов назад
Tautor bhali disuchhi but higher officer kia kholasa kar
@santoshkumarjena4060
@santoshkumarjena4060 День назад
Suspend hele kichhi habani Mada derkar
@debanandasahu7298
@debanandasahu7298 16 часов назад
A odissa ra sabu police same se commissioner kisi dgp
@BINDUMATINAYAK-uu8cl
@BINDUMATINAYAK-uu8cl 11 часов назад
Jail
@govindSingh-q4p
@govindSingh-q4p День назад
ଏ ବଉଣୀ ଗିହା ଦିନା ମିଶ୍ର କୁ ବାହାରେ ଦେଖିଲେ ପିଟ ବେଧ ପିଲା କୁ
@deepakranjanmishra3
@deepakranjanmishra3 2 часа назад
IIC is a good person as I have met him in same police station. Not sure what happened in this case.
@srikantakumarhota6134
@srikantakumarhota6134 День назад
ସବୁ ମାଗିହା ଚୋର।
@jitendersahu8468
@jitendersahu8468 День назад
କେବଳ ଫାଶୀ ଆବଶ୍ୟକ
@suryakant_Lifestyle
@suryakant_Lifestyle 17 часов назад
ED : May I Come in sir?😅
@PrasantNayak-vm6xf
@PrasantNayak-vm6xf День назад
ଘୁଷୁରୀ ଭଳିଆ ଦେଖା ଯାଉଥିବା କୁକୁର କୁ କିଏ ଦେଇ ଥିଲା ପୋଲିସ ଚାକିରୀ
@nrusinghacharanbehera3920
@nrusinghacharanbehera3920 6 часов назад
So sad
@mangulubishoimangulubishoi2
@mangulubishoimangulubishoi2 День назад
Taa ra muhna ti dekhuna kemiti dekhajauchi chora nkara bapaa bhali tankaa diya chakiri hele amiti
@hrithikanayak8822
@hrithikanayak8822 5 часов назад
Job ru retrenchment karajau suspend nuha
@loveandfeelings5788
@loveandfeelings5788 День назад
Na anusare Kamta alaga ye salaku Khali public nka mada suspend nuhain dismissed ❤❤❤
@abinashpuhan6579
@abinashpuhan6579 День назад
Odisha police jindabaad
@ashokdash3968
@ashokdash3968 День назад
Without knowledge of DCP was this happened
@bansidharpatra4251
@bansidharpatra4251 12 часов назад
This Dinakrishna Mishra, IIC Bharatpur Police Station may be dismissed from his post. He has no deserve for this post. anymore..
@debasishjena4375
@debasishjena4375 16 часов назад
Resignation dau se police.
Далее
Ice Bear would appreciate some cheese 🧀
00:18
Просмотров 13 млн
⚡ #RodrygoGoes ✖️ #Mbappé ⚽ #UCL
00:11
Просмотров 558 тыс.