Arabinda Sahoo
Krushi Sampada
Mango Cleft grafting
କଲିମି ଆମ୍ବ ଚାରା କିପରି କରିବେ
ଆମ୍ବ ର ଚାରା ପ୍ରସ୍ତୁତ କରିବା ପାଇଁ Cleft grafting ଏକ ସହଜ ସଫଳ ଓ ସବୁଠାରେ ଆଦୃତ କଲମି ପଦ୍ଧତି
ଏକ ଉର୍ଣ୍ଣତ କିସମ ର ସୁସ୍ଥ ସବଳ ରୋଗ ମୁକ୍ତ ଡାଳ ବା scion କୁ ଏକ ସାଧାରଣ ଆମ୍ବ ଚାରା ରେ ଯୋଡିବା କୁ grafting କୁହାଯାଏ
ସାଧାରଣ ଗଛର ଆମ୍ବ ଟାକୁଆ 6-10ମାସର ବା କାଣି ଆଙ୍ଗୁଠି ମୋଟର ହୋଇଥିବା ଦରକାର
ସେହିପରି Scion ବା ଡାଳ ଅଧିକ ଅମଳ କ୍ଷମ ସୁସ୍ଥ ଓ ନିରୋଗ ଓ ନିୟମିତ ଫଳ ଆସୁଥିବା ଭଲ କିସମ ର ହୋଇଥିବା ଦରକାର
Grafting ଛୁରୀରେ ଆମ୍ବ ଚାରା ବା Root stock ମାଟି ଠାରୁ 30cm ଉପରକୁ ରଖି କାଟି ଦିଆଯାଏ
ସେହିପରି Scion ର ତଳ ଭାଗ କୁ 3-5cm ଲମ୍ବର slope ହିସାବରେ 2କଡ଼ରୁ କଟାଯାଏ
Scion କୁ root stock ରେ କଟାଯାଇଥିବା ସ୍ଥାନ ରେ ଯୋଡ଼ାଯାଏ ଓ ପ୍ଲାଷ୍ଟିକ ରେ ଭଲ ଭାବରେ ବନ୍ଧା ଯାଏ
ତା ଉପରେ ଏକ polythene ଖୋଲ ଢାଙ୍କି ଦିଆଯାଏ
ଅଦ୍ରତା ରକ୍ଷା କରିବା ପାଇଁ ପାଣି ସ୍ପ୍ରେ କରାଯାଏ
7-8ଦିନରେ Root stock ଓ Scion ଯୋଡି ହୋଇଥାଏ
JAGARNNATH NURSERY
Contact number :
9937148915
9937682816
Thank you
Krushi Sampada
WATCH NEXT:
ଆମ୍ବ କଷି ଝଡ଼ିବା
• MANGO FRUIT DROP ଆମ...
Leaf minor
• Leaf minor control an...
Waste Decomposer
• WASTE DECOMPOSER ୱେଷ୍...
Leaf curl
• LEAF CURL DISEASE CHIL...
#cleftgrafting #mangografting #grafting #ambakalami #ambachas #krushisampada #krushi #krusak #odia
16 сен 2024