Тёмный
No video :(

କଳିଯୁଗ କଳା ମାଷ୍ଟର I KALIJUGA KALA MASTARA I SRICHARAN MOHANTY  

Music Today Odia
Подписаться 82 тыс.
Просмотров 5 млн
50% 1

Music Today Odia Presents a Special Odia Kaliyuga Chetavani Bhajan Song ( #ଓଡ଼ିଆ_କଳିଯୁଗ_ଚେତାବନୀ_ଭଜନ ) #Kalijuga_Kala_Mastara ( #କଳିଯୁଗ_କଳା_ମାଷ୍ଟର ) sung by our most popular Bhajan Singer Sricharan Mohanty, written & Music Recreation by JKSahu with very popular traditional odia music .
Waiting for your favourable response ,Do like subscribe, comments n share
• ହାତ ଥିଲେ ମିଳେ ପେଟକୁ ଭା...
#ଜୟ_ଜଗନ୍ନାଥ_ସ୍ବାମୀ #କଳିଯୁଗ_ଜଗନ୍ନାଥ
🎶 Song Credit
🎶 Song : Kalijuga Kala Mastara
🎶 Singer: Sricharan Mohanty
🎶 Lyrics: JK Sahu
🎶 Music :Traditional (ପୁରାତନ)
Music Recreation: JKSahu
🎶 Keyboard : Mitu
🎶 Rythim: Papuli
🎶 Recording & Mix : SR Studio, Cuttack (Kumar Likun)
🎶 DOP & Editing : Prashant Kumar
🎶 Banner: Music Today Odia
Connect with MUSIC TODAY ODIA
/ musictodayodia
#kalijuga_kala_Master #kalamaster #Bramhachapuda_song #Dharamachhada_song
#kalijuga_kalamaster_asachadhina_ghoda #Dharamachhadaku_diahe_gote_bramhachapuda #sricharan #sricharanmohanty #sricharanmohantybhajan #kalijugasong #chetavni_bhajan #kalijuga_chetavni_song
#kalijuga_Abadhane_Ho #kalijuga #kali #Kalijuga_Jaganatha #kalijuga_badhaneho #malika #malikabachana #odiabhaktisong #Chhatiabatasong #jagannathbhajan #kaliyuga #malika #malikabachana #kalki #kalkiavatar #jagannath #viral #KalijugaBhajana #chhatapaharasong #viralbhajan2023 #KalijugaBhagabata #Kalijugaviralsong#Kalijugajaganathaviral #Odiabhajan #Chhatiajibekisong#video #odiagahani #newbhajanodia #newodiasadsong #Bolehuntisong
#Musictodayodia #nehamaharana
#bhajan #odiabhajannew
#nehaodiasinger #nehaodiasong
#jksahusong
#music #odiamusic #song #songs#new #odiasongnew #odianews
Contact:
📞 9439014374
✉️ jaykrushna1975sahu@gmail.com
ANTI PIRACY WARNING
This content is copyright to Music Today Odia RU-vid channel.Any Un-authorized reproduction,Redistribution,Re-upload of this video is strictly Prohibited.Legal Action shall be taken against those who violate the copyright of this following material presented

Опубликовано:

 

21 июл 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,7 тыс.   
@TheOD15Rider
@TheOD15Rider 11 месяцев назад
ହୃଦୟ କୁ ଛୁଇଁଗଲା ❤ ! ଏମିତି ଶିଖିବା ଗୀତ ଶୁଣିବା କଥା ଓ ଆମ ସଂସ୍କୃତି କୁ ବଞ୍ଚିତ ରଖିବା ! ଯେତେ ୟୁବା ଭାଇ ଓ ଭଉଣୀ ମାନେ ଏହା ଶୁଣିଲେ ମୋର ଆଶା କିଛି ପରିବର୍ତ୍ତନ ଆଣିବେ ଜୟ ଜଗନ୍ନାଥ 🙏🙏🙏
@sushanthkumarmahalik3187
@sushanthkumarmahalik3187 9 месяцев назад
Jai jagannnath
@bnmohanty2553
@bnmohanty2553 Год назад
ଅତି ସୁନ୍ଦର ... କଳିଯୁଗ କଳାମାଷ୍ଟର ଜୟ ଜଗନ୍ନାଥ ସ୍ବାମୀ 🙏🙏🙏
@chandanmahapatra6621
@chandanmahapatra6621 11 месяцев назад
ଜୟ ଜଗନ୍ନାଥ 🙏🏻❤ ଅତି ସୁନ୍ଦର ଗୀତ ଏ ସମାଯୋକୁ କିଛି ସିଖୋଉଚି ଏ ଗୀତ ଟି ଘୋର୍ କଳି କାଳ 😮 ହେ ପ୍ରଭୁ
@noblework1507
@noblework1507 11 месяцев назад
ଗୀତଟିକୁ ଲେଖିଥିବା ମହାନପୁରୁଷଙ୍କୁ ମୋର ହୃଦୟରୁ ପ୍ରଣାମ 🙏🙏🙏
@rajeshkumaracharya3677
@rajeshkumaracharya3677 Год назад
Jay Jagannath 🙏 ଚରଣ ଭାଇ ଅତି ସୁନ୍ଦର ଭଜନ ସଂସାରରେ ଘଟୁଥିବା ନିଛକ ସତ ଘଟଣା
@Abhimanyu97762
@Abhimanyu97762 Год назад
ଏହି ଗୀତ ପୁରା ଯାଇକି ବ୍ରହ୍ମ ରେ ବାଜିବ ଯିଏ ବୁଝିବା ଲୋକ ହିଁ ବୁଝିବେ ଜୟ ଜଗନ୍ନାଥ 🙏🙏🙏
@hariharmajhi2489
@hariharmajhi2489 11 месяцев назад
😂😂😂👍
@jinipattnayak1012
@jinipattnayak1012 2 месяца назад
✔️✅✔️
@ranjayakumardas1997
@ranjayakumardas1997 2 месяца назад
Kmàa❤​@@hariharmajhi2489
@thesamuraisfa
@thesamuraisfa 3 месяца назад
Bahut dina pare ete sundar Bhajan tie sunibaku paili. Mana ku shanti miligala. Jai Jagannath 🙏🙏🙏🙏
@SangramPinkuEdtx683
@SangramPinkuEdtx683 11 месяцев назад
ଜୟ ଜଗନ୍ନାଥ ମହାପ୍ରଭୁ 🌸 ହରେ କୃଷ୍ଣ ହରିବୋଲ 🙏ରାଧେ ରାଧେ 🙏
@binaymahakud432
@binaymahakud432 11 месяцев назад
ଭାଇ ଏ ଭିଡ଼ିଓ କୁ 18ରୁ 25 ବର୍ଷ ପିଲା କେତେ ଜଣ ଦେଖିଛ ଦେଖି ଭାଇ like 👍କର
@RitaNana444
@RitaNana444 4 месяца назад
😢😢😢 😢? ,? 😢😅😅😢🎉🎉🎉🎉😅++"+😢😅""🎉🎉🎉"🎉😢""🎉😢"😅""
@princeking8512
@princeking8512 10 месяцев назад
ଜୟ ଜଗନ୍ନାଥ 🙏🙏❤️❤️🥰🥰 ବହୁତ ଭଲ ଗୀତ ଆଜି କାଲି ର କଥା କଳିଯୁଗ ର କଥା
@biswajitchanda5969
@biswajitchanda5969 10 месяцев назад
ସମାଜକୁ ଶିକ୍ଷା ଦେବା ପାଇଁ ଏକ ସୁନ୍ଦର ଭଜନ, ବହୁତ ବହୁତ ଧନ୍ୟବାଦ
@anildhall8336
@anildhall8336 11 месяцев назад
ଜୀବନ ରେ ଘଟୁଥିବା ସବୁ କିଛି ଏ ଗୀତ ରେ ଲେଖା ଅଛି ବୋହୁତ ବଢିଆ ଲାଗିଲା ଶୁଣିଲି
@sidharthanaik329
@sidharthanaik329 5 месяцев назад
0:58 0:58 😊 1:00
@basantadakua9300
@basantadakua9300 8 месяцев назад
ଭାଇ ଗୀତ ଟି ଯିଏ ଲେଖିଛନ୍ତି ତାଙ୍କୁ ମୋ ହୃଦୟରୁ କୋଟି ପ୍ରଣାମ । ସତରେ ଭାଇ ଗୀତ ଟି ଶୁଣିଲା ପରେ ।ମୋ ଆଖିରୁ ଲୁହ ଆସିଲା ହେରି ।ଆଉ କେତେ ଗୀତ ଏମିତି କରନ୍ତୁ ସମାଜକୁ କିଛି ପ୍ରେରଣା ଦେଲା ପରି । ଧନ୍ୟବାଦ ଭାଇ
@Pratapkumarmaharana2518
@Pratapkumarmaharana2518 Год назад
ବାଃ... ଅତି ସୁନ୍ଦର ମାର୍ମିକ ଲେଖା, ସ୍ୱର ସଂଯୋଜନା, ବାଦ୍ୟ ବହୁତ ବଢିଆ 🌹ଜୟ ଜୟ ଜଗନ୍ନାଥ ମହାପ୍ରଭୁ 🙏
@Teddy_prank3033
@Teddy_prank3033 10 месяцев назад
😮😮😊😊😮😮😮😮😮😊
@amarendrasahoo9558
@amarendrasahoo9558 2 месяца назад
ସୁନ୍ଦର ଭଜନ... ଶ୍ରୀଚରଣ ଙ୍କ ଓଜନିଆ କଣ୍ଠ ରେ ଗୀତ ଟି ଆହୁରି ମନଛୁଆଁ ଲାଗୁଛି।
@user-rx2he3kd3y
@user-rx2he3kd3y 5 месяцев назад
🗼🗼🗼🗼🗼🌅🌅🌅🌅🌅🌅🥷🥷🥷🥷🥷🥷🏹🏹🏹🏹🏹🏹🛞🛞🛞🛞🛞🛞🪔🪔🪔🪔🪔🪔🛕🛕🛕🛕🛕🛕🚩🚩🚩🚩🚩🚩ଓଁ*****ଓମ୍ ନମଃ ଯୟ ଶ୍ରୀ ରାମ ଲକ୍ଷ୍ମଣ ସୀତା ମାତା ପିତା ନମଃ ନମଃ ନମଃ ନମଃ ନମଃ******ଓଁ🚩🚩🚩🚩🚩🚩🛕🛕🛕🛕🛕🛕🪔🪔🪔🪔🪔🪔🛞🛞🛞🛞🛞🛞🏹🏹🏹🏹🏹🏹🥷🥷🥷🥷🥷🥷🌄🌄🌄🌄🌄🌄🗼🗼🗼🗼🗼
@yoyocreation7535
@yoyocreation7535 11 месяцев назад
ବହୁତ ସୁନ୍ଦର ପଦକ୍ଷେପ, ଏ ନାରୀ ଜାତି ଯାହା ହଉଛନ୍ତି
@handerjhumarproduction
@handerjhumarproduction 4 месяца назад
Thanks
@biswajitmohapatra4266
@biswajitmohapatra4266 3 месяца назад
8
@rinkupradhan902
@rinkupradhan902 11 месяцев назад
ଅତି ସୁନ୍ଦର ଲାଗୁଚି ଶ୍ରୀ ଚରଣ ମହାନ୍ତି ଙ୍କ ର ଗୀତ ଶୁଣିବାକୁ
@bairagu2516
@bairagu2516 6 месяцев назад
Bahut sundar bujhila luka hai bujhi ba pura moo mana ku chuila
@praveenroutray1692
@praveenroutray1692 9 месяцев назад
ଅତି ସୁନ୍ଦର ଭଜନ.... ଆଉ ଏମିତିକା ଭଜନ ଆଗକୁ ପରିବେଷଣ କରନ୍ତୁ... ଏବଂ ସର୍ବଦା ଆପଣଙ୍କର ଉନ୍ନତି ତଥା ମଙ୍ଗଳ ହଉ....
@arabindadas6909
@arabindadas6909 11 месяцев назад
ଏ ଗୀତ ପାଇଁ କେବଳ ଗୋଟିଏ ଶବ୍ଦ ଚମତ୍କାର 👌
@trilochansahoo3732
@trilochansahoo3732 7 месяцев назад
Aa❤
@user-hl6jl2jt5u
@user-hl6jl2jt5u 7 месяцев назад
​5
@brajakumarnaik9338
@brajakumarnaik9338 7 месяцев назад
Hon bhai bromhochapuda
@debabehera-px9dz
@debabehera-px9dz 6 месяцев назад
​t @@user-hl6jl2jt5u
@maharshipradhan7617
@maharshipradhan7617 6 месяцев назад
ଅତି ସୁନ୍ଦର ହେଇଚି ଭଜନ ଗୀତ ଟିଏ 👌👌👌👌👌
@basantaanu9979
@basantaanu9979 11 месяцев назад
ଗୀତ ଭଳି ଗୀତ ହେଇଛି ହୃଦୟକୁ ଛୁଇଁଗଲା 🙏🏻 ଜୟ ଜଗନ୍ନାଥ🙏🏻
@rabindrabehera14
@rabindrabehera14 11 месяцев назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@suryaprakashnayak4094
@suryaprakashnayak4094 11 месяцев назад
ବହୁତ୍ ସୁନ୍ଦର୍ ସାମାଜିକ ଓଡ଼ିଆ ଭଜନ 🙏🏻
@bibhisanmenduli94
@bibhisanmenduli94 Год назад
ଏ ସମାଜ ପାଇଁ ଏକ ସୁନ୍ଦର ସଂଗୀତ, ଶ୍ରୀଚରଣ ସାର 👌👌👌🙏🙏♥️
@GitanjaliBehera-us5hv
@GitanjaliBehera-us5hv 10 месяцев назад
Hrrudaya chunila charana sir e juga pani emiti gita thik
@BasavaHantal-bz9wi
@BasavaHantal-bz9wi 10 месяцев назад
କୋରାପୁଟ ଜିଲ୍ଲା ରେ ଗୋଟିଏ ଗ୍ରାମରେ ୩ଜଣ ପାପୀମାନେ ଅଛନ୍ତି ସେମାନେ ନିଜକୁ ଭଗବାନ ଭାବନ୍ତି ପ୍ରକୃତ ରେ ରାକ୍ଷସ ବଲ ଲୋକଙ୍କୁ ଘାତରେ ଠେଲି ଦେହୀ ସେମାନେ ରାଜ୍ କରୁଛନ୍ତି ସେହି ପାପୀମାନଙ୍କୁ କେଉଁ ଦଣ୍ଡ ଦେବା ଉଛିତ ଭାଇ
@s...kstatus.....4686
@s...kstatus.....4686 11 месяцев назад
କାଳୀ ଯୁଗ ପାଇଁ ଏହି ଜଗନ୍ନାଥ ଭଜନ ହୃଦୟ ରୁ ଆପଣ ଙ୍କୁ ନମସ୍କା ର ଜୟ ଜଗନ୍ନାଥ
@sujitdehuri2310
@sujitdehuri2310 11 месяцев назад
ଭାରି ବଢିଆ ହେଇଛି ସମାଜ ପାଇଁ ହିତକାରୀ ଗୀତଟିଏ ମୋର ମନକୁ ଛୁଇଁ ଗୋଲା Thank you
@pradeepnaik1993
@pradeepnaik1993 11 месяцев назад
ବହୁତ ସୁନଦର ଗୀତ ଜୟ ଜଗନ୍ନାଥ
@kabitakrishna
@kabitakrishna Год назад
ଅତି ସୁନ୍ଦର ଭଜନ 👌👌
@alokdas9331
@alokdas9331 11 месяцев назад
ଚରଣ ସାର ଙ୍କୁ ବହୁତ ବହୁତ ଧନ୍ୟବାଦ ଭଜନ ଟି ବହୁତ ଭଲ ଲାଗିଲା
@user-hz9ox5rf1k
@user-hz9ox5rf1k 3 месяца назад
ହରି ମାରେ ହରି ତାରେ ହରି ହିଁ ସମସ୍ତ ହରି ବିନୁ ଗତି ନାହିଁ ଏହା କହେ ଶାସ୍ତ୍ର । ଜୟ ଶ୍ରୀ ଜଗନ୍ନାଥ 🚩🚩🚩🚩🚩🚩🚩🚩🚩🚩🚩🚩🚩
@subhalakhminath2459
@subhalakhminath2459 10 месяцев назад
ସତରେ ଏ ଭଜନ ଟିକୁ ଯିଏ ଲେଖିଛି ତା ଚରଣ ତଳେ ସତ ସତ ସତ ପ୍ରଣିପାତ । ବହୁତ୍ ସୁନ୍ଦର ହୋଇଛି ।
@tapankumarswain6515
@tapankumarswain6515 11 месяцев назад
ଭଲ ଶିକ୍ଷା ସଂସ୍କୃତି ସଚେତନତା ଉପରେ ଆଧାରିତ ଭଜନ
@sibanayak9252
@sibanayak9252 11 месяцев назад
ହୃଦୟ କୁ ଛୁଇଁଲା 👍🙏🙏🙏🙏ଜୟ ଜଗନ୍ନାଥ🙏🙏🙏ଜୟ ପଞ୍ଚସଖା 🙏🙏🙏🙏🙏
@user-rx6vv5nr9m
@user-rx6vv5nr9m 11 месяцев назад
ବହୁତ ସୁନ୍ଦର ହେଇଛି ଗୀତ ଟିଏ ❤
@mahatabsingh8024
@mahatabsingh8024 3 месяца назад
ଜୟ ଜଗନ୍ନାଥ 💕🙏🙏
@manashsahoo713
@manashsahoo713 11 месяцев назад
ବହୁତ ସୁନ୍ଦର ଗୀତ। ଜୟ ଜଗନ୍ନାଥ।
@sudhakarjena3461
@sudhakarjena3461 11 месяцев назад
111111
@kamanayek9179
@kamanayek9179 11 месяцев назад
1:05
@bikashrout2812
@bikashrout2812 11 месяцев назад
😊😊😊😊😊😊😊😊😊😊😊
@s...kstatus.....4686
@s...kstatus.....4686 11 месяцев назад
ବହୁତ ସୁନ୍ଦର ଭଜନ ହେଇଛି ଚରଣ ଭାଇ ଜୟ ଜଗନ୍ନାଥ
@advocatebikash7634
@advocatebikash7634 11 месяцев назад
ସାରା ଓଡିଶା ରେ ଏ ଗୀତ ଏବେ ଘରେ ଘରେ ପରିଚିତ ହେଇ ପାରିଛି ଏତେ ମର୍ମ କଥା ଗୁଡିଏ ଭରି ରହିଛି ଏ ଗୀତ ରେ
@pabitrabisoyee5451
@pabitrabisoyee5451 10 месяцев назад
ଜୟ ଜଗନ୍ନାଥ 🙏🚩🙏🚩🙏🚩🙏🚩🙏🚩 ବହୁତ ସୁନ୍ଦର ଭଜନ ଗୀତ ହେଇଛି
@dillipnaik1875
@dillipnaik1875 11 месяцев назад
ହୃଦୟ କୁ ଛୁଇଁଲା ଚରଣ sir ମୁଁ ଆପଣଙ୍କ ର ଗୀତ ସବୁବେଳେ ଶୁଣେ 🙏🙏 Exelleant voice ❤️❤️
@mahaveerbhaktimusic3272
@mahaveerbhaktimusic3272 Год назад
ବହୁତ ସୁନ୍ଦର ହୃଦୟସ୍ପର୍ଶୀ ରଚନା
@mahaveerbhaktimusic3272
@mahaveerbhaktimusic3272 Год назад
Jay Jagannath Mo song ku Chance miliba ki bhai
@jitureddy3342
@jitureddy3342 11 месяцев назад
ମନ ପାଇଗଲା ❤❤❤
@premanandasahoo7240
@premanandasahoo7240 11 месяцев назад
ଜୟ ଜଗନ୍ନାଥ🙏🙏🙏 ବହୁତ ବହୁତ ସୁନ୍ଦର ଲାଗିଲା ଯେତେଥର ଶୁଣୀଲେ ଆହୁରି ଶୁଣିବାକୁ ଇଚ୍ଛା ହଉଚି ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ 🙏
@homepaintingdesign5859
@homepaintingdesign5859 11 месяцев назад
ସବୁ ପ୍ରଶ୍ନର ଉତ୍ତର ଦେବା ସମୟ ଆସୁଛି!! ସବୁ ଅପେକ୍ଷାର ଅନ୍ତ ଜଗନ୍ନାଥ ଙ୍କର ହାତରେ
@jitendrabarik1960
@jitendrabarik1960 11 месяцев назад
ଜୟ ଜଗନ୍ନାଥ 🙏🙏🙏 ଏଇ ଗୀତରେ ଜଡିତଥିବା ସମସ୍ତ କଳାକାର ଙ୍କୁ ସତ ସତ ନମନ 🙏🙏🙏
@desitokaanil6671
@desitokaanil6671 11 месяцев назад
ଭାଉତୁ ସୁନ୍ଦର .... ଜୟ ଜଗନ୍ନାଥ
@tophanmahanta5911
@tophanmahanta5911 10 месяцев назад
ବହୁତ ସୁନ୍ଦର ଲେଖା ଆଉ ଶ୍ରୀ ଚରଣ ଭାଇ ଙ୍କ କଣ୍ଠ ରେ ❤👌
@kunakuna7913
@kunakuna7913 9 месяцев назад
O
@user-jf4xk5kp3d
@user-jf4xk5kp3d 11 месяцев назад
ବହୁତ ସୁନ୍ଦର ଭଜନ ବହୁତ ବହୁତ ଧନ୍ୟବାଦ
@shankarpanda8545
@shankarpanda8545 11 месяцев назад
ଏ ଗୀତ ମାଧ୍ୟମରେ ଭାଇ ତୁମେ ହିଁ ଆଜିର ଏ ମଣିଷ କୁ ବ୍ରହ୍ମ ଚାପୁଡ଼ା ମାରିଲେ।ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।
@SunilMaharana-so2uc
@SunilMaharana-so2uc 8 месяцев назад
ଜୟ ଜଗନ୍ନାଥ ଅତି ସୁନ୍ଦର ଭଜନ
@DharanidharNaik-cu5kc
@DharanidharNaik-cu5kc 5 месяцев назад
ଭାଇ ଏ ଗୀତ ଦିନି ସକାଳୁ ସୁଣୁଛି ବହୁତ ସୁନ୍ଦର ଯାହା କୁ ଜେମିନ୍ତି ଲାଗୁ ମୋ ପାଇଁ ସୁନ୍ଦର
@ajaynath898
@ajaynath898 11 месяцев назад
ହୃଦୟକୁ ଛୁଇଁଲା ଭୋଳି ଗୀତଟିଏ, ଅତି ସୁନ୍ଦର ହୋଇଚି।
@sukantrout2805
@sukantrout2805 11 месяцев назад
11😊11
@manoranjangiri759
@manoranjangiri759 11 месяцев назад
​@@sukantrout28051❤
@sureshchandrabhoi5337
@sureshchandrabhoi5337 Год назад
ବହୁତ ସୁନ୍ଦର ଭଜନ ଭଲ ଲାଗୁଛି ଧନ୍ୟବାଦ 👍
@balaramsethi2987
@balaramsethi2987 11 месяцев назад
ଅତି ସୁନ୍ଦର ଜୟ ଜଗନ୍ନାଥ 🙏🙏
@tiluallinone6542
@tiluallinone6542 11 месяцев назад
ବହୁତ ସୁନ୍ଦର ଶ୍ରୀଚରଣ sir
@BasantaRout-su5jh
@BasantaRout-su5jh Год назад
ସୁନ୍ଦର ଗୀତ ବହୁତ ସୁନ୍ଦର ଜୟ ଜଗନ୍ନାଥ
@aswinsenapati3534
@aswinsenapati3534 11 месяцев назад
ଯେତେ ଚିନ୍ତା ରେ ଥିଲେ ବି ଏହି ଭଜନ ଟିକୁ ଶୁଣିଲେ ବହୁତ ଆନନ୍ଦ ଲାଗୁଛି ,, ଅତି ସୁନ୍ଦର ଭଜନ ଟିଏ ,, ଜୟ ଜଗନ୍ନାଥ 🙏
@sasmitabiswal1873
@sasmitabiswal1873 10 месяцев назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏
@Vloger826
@Vloger826 8 месяцев назад
ଶ୍ରୀଚରଣ ଦାଦା ର ନୂଆ ସୁପର ହିଟ ଭଜନ ମୋ ହୃଦୟ କୁ ଛୁଇଁଗଲା
@anupamajena1912
@anupamajena1912 5 месяцев назад
😊😊
@manasmishra8974
@manasmishra8974 Год назад
ବହୁତ୍ ସୁନ୍ଦର ଭଜନ ଏ ଭିତର ଗ୍ୟାନ
@Rajbapiminuvlog
@Rajbapiminuvlog 11 месяцев назад
ଗୀତ ବହୁତ ସୁନ୍ଦର ହେଇଚି ❤❤❤❤❤❤
@user-zr2zs2qo7h
@user-zr2zs2qo7h 5 месяцев назад
ଭାଇ‌ ଏ‌ ଗୀତ ଟି‌ ଜେତେ ଥର‌ ସୁଣୁଛି‌ ମୋ‌ ଦେହ‌ ସିତେଇ‌ ପଡୁଛି‌ ❤
@sagarmirdha751
@sagarmirdha751 10 месяцев назад
ହୃଦୟ କୁ ଛୁଇଲା ଭଳି ଗୀତ ❤! ଅମିତି ଗୀତ ଶୁଣିବା ଓ ଆମ ସା°ସ୍କୃତିକୁ ବୟାୟ କୁ ବଞ୍ଚିତ ରଖିବା ଆବଶ୍ୟକ! ଯେତେ young ଭାଇ ଓ ଭଉଣୀ ମାନେ ଅଛନ୍ତି ଏହା ଶୁଣି ନିଜର ସାମାଜିକ ସଂସ୍କୃତି କୁ ପରିବର୍ତ୍ତନ କରିପାରିବେ 🙏🙏
@user-vw6jq7je9w
@user-vw6jq7je9w 11 месяцев назад
ଧନ୍ୟବାଦ ଭାଇ ନମସ୍କାର 🙏🙏🙏🙏ଏଗୀତପାଇଁ
@narayanadas5825
@narayanadas5825 Год назад
ସୁପର ଅସ୍ତ୍ର ଏହି ସମାଜକୁ ଚେତନା ଧନ୍ୟବାଦ
@ChandanMahakud-se8ez
@ChandanMahakud-se8ez Год назад
😅
@pabitraharijan4894
@pabitraharijan4894 7 месяцев назад
ମୋର favourite singer sricharan mohanty ତାଙ୍କ voice re boli ଏ ଗୀତ ଭଲ heichi 🙏🙏🙏 lyrics jako ବହୁତ ଭଲ heichi
@007mtanti
@007mtanti 11 месяцев назад
ଆପଣ ହିଁ ଏହି ଗୀତ ମାଧ୍ୟମରେ ଆଜିର ଏଇ ସମାଜ କୁ ବ୍ରହ୍ମ ଚାପୁଡ଼ା ଦେଉଛନ୍ତି👍🙏
@digambarchoudhury9635
@digambarchoudhury9635 11 месяцев назад
You also helped to Charan throughout your valuable comment
@bapinabehera4987
@bapinabehera4987 11 месяцев назад
ଏ ଗୀତ ଟି ଜୋଉ ସାରେ ଲେଖିଛନ୍ତି ତାଙ୍କ ପାଦକୁ 100ଜୁହାର ସାରେ ଏଇ ଭଳିଆ ଆଉ ଲେଖିଛନ୍ତୁ ତା ହେଲେ ଏ ସମାଜ ସୁଧିରିବ
@bapinabehera4987
@bapinabehera4987 11 месяцев назад
Thank you sir
@user-hw2jy1xf1k
@user-hw2jy1xf1k 11 месяцев назад
Hmm Bhai
@prasantanayak4074
@prasantanayak4074 11 месяцев назад
Cca. ;;;! BB
@umafanpoorna9794
@umafanpoorna9794 Год назад
ବହୁତ୍ ବଢିଆ ଭଜନ ଗୀତ ଟେ, ଗୀତ ଭିତରେ ଅଛି ବହୁତ୍ ଟେ ଜ୍ଞାନ
@KGR_SOLUTIONS
@KGR_SOLUTIONS 11 месяцев назад
ବହୁତ୍ ବଢିଆ ଲାଗୁଛି, ବର୍ଣ୍ଣନା ଅତି ଉଚ୍ଚ କୋଟିର ହୋଇଛି । ଏହା ଏକ ସତ୍ୟ ଘଟଣା। Thanks 👍 u for creating this types of song । I oblised .
@pravasinimangaraj2490
@pravasinimangaraj2490 11 месяцев назад
Bhari badhia hoichhi
@user-vb3ch7di8l
@user-vb3ch7di8l 11 месяцев назад
ବହୁତ ସୁନ୍ଦର ଗୀତ ହୋଇଛି, ଯେତେ ଥର ଶୁଣିଲେ ବି ମନ ବୁଝୁନି ଆହୁରି ଶୁଣିବାକୁ ଇଛା ହେଉଛି
@NarendraGouda-kf3ws
@NarendraGouda-kf3ws 11 месяцев назад
ବହୁତ ସୁନ୍ଦର ଗୀତ ହୋଇ ଛିଶୁଣିଵାକୁଇଛା ହୋଇ ଉଛି
@susantamallick7437
@susantamallick7437 11 месяцев назад
@@NarendraGouda-kf3ws we. Ff V.
@ganeshprasadmohapatra2339
@ganeshprasadmohapatra2339 10 месяцев назад
Bahut sundar
@gopinathmohanty2700
@gopinathmohanty2700 10 месяцев назад
Jay Jaganath🙏🙏🙏🙏
@user-cp4iz1ko8z
@user-cp4iz1ko8z 9 месяцев назад
​@@NarendraGouda-kf3ws1yhvxhxihfcyghop Vgg
@soumendrapanda6102
@soumendrapanda6102 11 месяцев назад
ଓଡ଼ିଆ ଭକ୍ତି ଭାବପୂର୍ଣ୍ଣ ସଙ୍ଗୀତ ର ଏକ ସୁଦକ୍ଷ ଅତି ନିପୁଣ ଯାହାଙ୍କର କଣ୍ଠରେ ଭରି ରହିଛି ଓଡ଼ିଆ ଜାତିର ଗର୍ବ ଓ ଗୌରବର ଗାରିମା ଆପଣଙ୍କ କଣ୍ଠରେ ଏହି ସଙ୍ଗୀତ ଟି ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି ଶ୍ରୀ ଚରଣ sir
@papalipapali9198
@papalipapali9198 10 месяцев назад
LnnnjA
@ballavpatra4501
@ballavpatra4501 11 месяцев назад
ବହୁତ ସୁନ୍ଦର ଭଜନ ହୋଇଛି ଧନ୍ୟବାଦ ଚରନ୍ ସାର୍ ର୍ହୁଦୟ ଆପଣଙ୍କୁ ନମସ୍କାର କରୁଛି ଜୟ ଜଗନ୍ନାଥ
@gkrpradhan3929
@gkrpradhan3929 11 месяцев назад
ଭାଇନା କେତେଆମ ଆଖିରୁ ଲୂହଗଡଡାଇବ
@anantakusulia03
@anantakusulia03 11 месяцев назад
ଅତି ସୁନ୍ଦର ସାର୍ @ଜୟ ଜଗନ୍ନାଥ
@pplovestatus8092
@pplovestatus8092 10 месяцев назад
⭕‼️⭕ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 👏👏👏
@mrganeshdesikalakarcollect9884
@mrganeshdesikalakarcollect9884 11 месяцев назад
ବହୁତ୍ ବଢିଆ ଲାଗିଲା ❤
@Kumarajit1775
@Kumarajit1775 11 месяцев назад
ଗିତଟି ବହୁତ ବଢିଆ 🙏🙏🙏
@jeetendramajhi6881
@jeetendramajhi6881 11 месяцев назад
ବହୁତ ସୁନ୍ଦର ସଂଗୀତ ଟିଏ 🙏👌💐
@alomanilohar
@alomanilohar 11 месяцев назад
ବହୁତ ସୁନ୍ଦର ହେଇଛି ଗୀତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍
@runumalik7939
@runumalik7939 10 месяцев назад
ଶ୍ରୀଚରଣ ଭାଈଙ୍କ ଅତି ସୁନ୍ଦର ସ୍ବର....👌👌👌
@prakashchandrasahu7151
@prakashchandrasahu7151 Год назад
ବହୁତ ବହୁତ ବଢିଆ ଗୀତ ଟେ ଭାଇ.....କଳିଯୁଗ ପାଇଁ ଗୋଟେ ଖୁବ ସୁନ୍ଦର ଉପଦେଶ 🙏🏼🙏🏼
@prasantraita7738
@prasantraita7738 Год назад
ଗୀତ , ସଂଗୀତ, କଣ୍ଠ ସତରେ ବହୁତ ଧାରାବାହିକ ବିବରଣୀ
@mahendranahak863
@mahendranahak863 6 месяцев назад
Charan bhai always best, ସତରେ ଭାଇ ଏହି ଗୀତ ପୁରା ହୃଦୟ କୁ ଛୁଈଁ ଗଲା 👍👍 Good massege for society 👌👌
@user-jy7fb8hy4x
@user-jy7fb8hy4x 10 месяцев назад
ଜୟ ଜଗନ୍ନାଥ ବହୁତ ବଢିଆ
@rajeshkumarnahak2008
@rajeshkumarnahak2008 11 месяцев назад
ବୋହୁତ ସୁନ୍ଦର ହୋଇଛି ଭିଡିଓ ଯେମିତି ଚାଲିଛି କଳି ଯୁଗରେ ଯୁଗରେ semiti ଚାଲିଛି ଜୟ ଜଗନ୍ନାଥ ସ୍ଵାମୀ
@prabhanjansamal1388
@prabhanjansamal1388 Год назад
Thanks writer Thanks singer shree Charan bhai🎉🎉🎉🎉🎉🎉🎉🎉🎉🎉 🎉🎉🎉🎉🎉🎉🎉🎉
@kumar_boss8526
@kumar_boss8526 11 месяцев назад
❤❤ lovely 😊😊😊😊 Jay sambhu 🙏
@shivsankar2185
@shivsankar2185 10 месяцев назад
Kete sunile au kete sunibe…..kintu jiye sunile,bujhile,janile au Maanile siye Sabu dukha kasta ry paari paijibe baaki Sabu eithi phasi jibe..👏🏽👏🏽 Jai Jagannath 👏🏽👏🏽
@muziclover576
@muziclover576 11 месяцев назад
ସତରେ କଳାମାଷ୍ଟର କହିଲେ କାଳିଆଠାକୁର ବୋଲି ଆଜି ଜାଣିଲି 🥰🥰🥰🥰🥰🙏🙏🙏🙏🙏 ସୁନ୍ଦର ଅତି ସୁନ୍ଦର ❤❤❤❤❤
@sujatakedia6222
@sujatakedia6222 Год назад
Super song❤ jay jagannath 🙏🙏
@rameshrath7626
@rameshrath7626 11 месяцев назад
ବହୁତ ସୁନ୍ଦର ଗୀତ
@ranjeetnayak2451
@ranjeetnayak2451 11 месяцев назад
ସତରେ ଆମ ଏ ସମାଜ କେତେଯେ ମଳିନ ହୋଇଯାଇଛି, ତାହା ଏ ଗୀତ ମାଧ୍ୟମରେ ଗାଈ ଶୁଣାଇଲେ ଆମ ଦାଦା, ଜୟ ଜଗନ୍ନାଥ 🙏🙏🙏
@sumantabehera6663
@sumantabehera6663 Год назад
ବହୁତ ଉତ୍ତମ ଶିଖ୍ୟା ଦିଆଯାଇଛି ଧନ୍ୟବାଦ
@ranjitdigal5357
@ranjitdigal5357 9 месяцев назад
ଅତି ସୁନ୍ଦର ଜୟ ଜଗନ୍ନାଥ ହରିବୋଲ 🎉
@bapiparida9850
@bapiparida9850 10 месяцев назад
ସୁନ୍ଦର ଗୀତ ଗାନ ଏଥିରେ କିଛି ଶିଖିବାକୁ ମିଳୁଚି,, ଜୟ ଜଗନ୍ନାଥ ❤
@krushnachandradas-tl9rr
@krushnachandradas-tl9rr 11 месяцев назад
The song is gold bhanja is a 💯 true love 💕 voice great 👍 singer❤ salute
@prashantpanda5936
@prashantpanda5936 11 месяцев назад
Pop pop pop pop me a message pop ppllp
@prashantpanda5936
@prashantpanda5936 11 месяцев назад
Sir I'm your faan
@user-vu7ok8nq7g
@user-vu7ok8nq7g 11 месяцев назад
ଜୟ ଜଗନ୍ନାଥ ଗୀତ ଟି ଯାହା ହେଉଛି ତାହା ହରି ହରି
@biswaranjanparida203
@biswaranjanparida203 11 месяцев назад
ଅତି ସୁନ୍ଦର ଗୀତ ଟି
@jogendrapradhan22
@jogendrapradhan22 Год назад
ଜୟ ଜଗନ୍ନାଥ ଶ୍ରୀ ଚରଣ ସାର୍ କଳିଯୁଗ ରେ ବ୍ରହ୍ମ ଚାପୁଡ଼ା ମାରିଲେ କିନ୍ତୁ ମନୀଷ ବୁଝି ପାରୁ ନାହାନ୍ତି 😢 ଜୟ ଜଗନ୍ନାଥ 🙏
@pradeepkumarrout8027
@pradeepkumarrout8027 11 месяцев назад
ବହୁତ ବହୁତ ସୁନ୍ଦର
Далее