୨୦୨୧ ମସିହା ଡ଼ିସେମ୍ବର ମାସ ୧୪/୧୫ ଦିନର ଏକ ସତ୍ୟ ଘଟଣା, ଯାହା ଅଙ୍ଗେ ନିଭେଇଛନ୍ତି ମହାପ୍ରଭୁଙ୍କ ସେବକ ଶିବ ଶଙ୍କର ଖୁଣ୍ଟିଆ। ଏମିତି ରହସ୍ୟମୟ ଘଟଣା ଯେ ଏବେ କଳି ଯୁଗରେ ଘଟୁଥିବ ତାହା ଆପଣ ନଶୁଣିଲେ ବିଶ୍ୱାସ କରିପାରିବେନି।
ଭଞ୍ଜନଗରର ଜଣେ ନାସ୍ତିକ ଭକ୍ତ କେମିତି ସମୟକ୍ରମେ ତାଙ୍କର ଆଖି ହରେଇ ବସୁଛନ୍ତି ଆଉ ଜୀବନରେ କେବେ ଦେଖିନଥିବା ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଆସୁଛନ୍ତି, ଆଉ ତାପରେ ଯେଉଁ ସବୁ ଘଟଣା ଘଟୁଛି ତାହା ହଉଛି ଏହି ଭିଡ଼ିଓର ବିଷୟବସ୍ତୁ।
Dr. Srikanta Parija
Shiba Shankar Khuntia
#jagannathmahima #drsrikantaparija #odisha365 #jagannath #puri #jagannathpuri
15 сен 2024