Тёмный
No video :(

କାଣା ଅଭାବ ହେଲା ଜେ ଚନା ଝୋଳ ବିକୁଛନ ପଦ୍ମଶ୍ରୀ ହଲଧର ନାଗ ॥ 

GANADRUSTI ଗଣ ଦୃଷ୍ଟି
Подписаться 23 тыс.
Просмотров 141 тыс.
50% 1

Опубликовано:

 

24 авг 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 144   
@bhaktameher402
@bhaktameher402 21 день назад
କେଉଁ ବ୍ୟବସାୟ ଛୋଟ ବଡ ନୁହେଁ ବହୁତ ଧନ୍ୟବାଦ ହଳଧର ନାଗ ଆଜ୍ଞା 108🙏
@sureshdas7831
@sureshdas7831 Месяц назад
ଭାଇମାନେ ତୁମେମାନେ ବହୁତ ଭାଗ୍ୟବାନ ତାଙ୍କର ହାତର ଖାଦ୍ୟ ଦେବୀୟ ପ୍ରଶାଦ 🌹🙏🌹
@ganadrusti
@ganadrusti Месяц назад
ମତାମତ ଲାଗି ଧନ୍ୟବାଦ
@satyabannaik4539
@satyabannaik4539 Месяц назад
ପଦ୍ମଶ୍ରୀ ହଳଧର ନାଗ l ତାଙ୍କର ଚିନ୍ତାଧାରା ବହୁତ ବଢିଆ l ସେ ଚାହାଁନ୍ତି ତାଙ୍କ ଜୀବ ଦଶାରେ ବହୁ ପୁରାତନ କୋଶଲି ଭାଷା କୁ ସରକାରୀ ଭାବେ ଅଷ୍ଟମ ଅନୁଚ୍ଛେଦ ଅନୁଯାୟୀ ନିଶ୍ଚିତ ମାନ୍ୟତା ମିଳିବା ଦରକାର l ଦୃଢ଼ ଇଚ୍ଛା ଶକ୍ତି ଓ ସମୂହ ଭାବନା ଓ ଗଣଦୃଷ୍ଟି ର ପ୍ରୟାସ ଜାରି ରହୁ l ଧନ୍ୟବାଦ l
@ganadrusti
@ganadrusti Месяц назад
ମତାମତ ପାଇଁ ଧନ୍ୟବାଦ
@DebarajNaik-jh7nm
@DebarajNaik-jh7nm Месяц назад
ବହୁତ୍ ବହୁତ ଧନ୍ୟବାଦ ସାର୍
@snbbariha251
@snbbariha251 25 дней назад
❤❤❤❤❤❤❤️❤️👍👍👍👍👍👍👍👍👍👍👍👍 ବହୁତ୍ ଭଲ ପଦ୍ମ ଶ୍ରୀ ଜୁହାର 😮😮😮😮😮
@bhaktamahananda2605
@bhaktamahananda2605 Месяц назад
ଧନ୍ୟବାଦ ହଳଧର ନାଗଙ୍କୁ... ସୃଷ୍ଟିର ସୁଯୋଗ୍ୟ ସନ୍ତାନ
@shudhanshuofficialjunagarh9396
@shudhanshuofficialjunagarh9396 29 дней назад
ଧନ୍ୟ ତୁମେ ମହାପୁରୁଷ ଧନ୍ୟ ତୁମ ମହାନତା
@subashbehera9104
@subashbehera9104 Месяц назад
ଏମିତିକା ସରଳ ଓ ନିଷ୍କପଟ ମଣିଷ ବିରଳ ।
@purnachandrakumbhar3550
@purnachandrakumbhar3550 Месяц назад
ହେ ପ୍ରଶାସନ, ପଦ୍ମଶ୍ରୀ ଉପାଧିଧାରୀ ଙ୍କ ଏ କି ପରିଚୟ
@MRShark7
@MRShark7 Месяц назад
ଓଡ଼ିଶା ସରକାର ମାସକୁ ୧୦୦୦୦ ଦେଉଛନ୍ତି
@kapilasmahakur8371
@kapilasmahakur8371 Месяц назад
@@purnachandrakumbhar3550 kichhi asubidha nahi sie aneka dinaru khooshi re bikri karuchanti
@LalatJuliVlog
@LalatJuliVlog 28 дней назад
Pension 25000 milu thiba ..
@Shree_7518
@Shree_7518 28 дней назад
ତାଙ୍କ ନାଁରେ ଅନାଥ ଆଶ୍ରମ ରେ ଥିବା ଛୁଆଙ୍କ ପାଇଁ ଏ ସବୁ କରୁଛନ୍ତି, ତାଙ୍କ bpl ଚାଉଳ ବି କେବେ କେବେ ଆଶ୍ରମ କୁ ଚାଲି ଯାଏ
@MRShark7
@MRShark7 28 дней назад
@@Shree_7518 hmmm
@dilipsahu6470
@dilipsahu6470 19 дней назад
ପଦ୍ମ ଶ୍ରୀ ସମ୍ମାନିତ ହଳଧର ନାଗ.... ଚନା ବିକୁଛନ୍.... ଅଞ୍ଚଳ ପାଇଁ ଦୁଃଖଦ ବିଷୟ.... ଲଜ୍ଜ୍ୟା ଜନକ ଓ ଦୁର୍ଭାଗ୍ୟ ବିଷୟ
@nuapadaspecial525
@nuapadaspecial525 Месяц назад
ଭାଇ ମାନେ ଇନୁ ବୁଝ ଜେ ଜଣେ ଏତେ ବଡ଼ ଉପାଧି ପାଇକରି ବି ମନ ଭିତ୍ରେ ଟିକେ ଅଭିମାନ , କି ଗର୍ବ ନେଇ ନା।
@abhimanyudash8360
@abhimanyudash8360 Месяц назад
Great heart..great person. Precious and good example person. Simplicity , humbleness, bourdenable person. Kosam basi follow him. It is God gifted person.
@prasantapattanaik862
@prasantapattanaik862 Месяц назад
ଅଭାବ କାଣା।ଗୁଟେ ସଉକ ପ୍ରଥମରୁ ଅଛେତ।
@rajeshmohantyindia
@rajeshmohantyindia 3 дня назад
ଠିକ କଥା
@soumendrajena9108
@soumendrajena9108 29 дней назад
ଧନ୍ୟବାଦ। ସବୁ ପେସା ସମାନ। କାମରେ କିଛି ବାରଣ‌ ନାହିଁ। ପଦ୍ମଶ୍ରୀ ସମ୍ମାନ ମିଳିଛି ତାଙ୍କୁ ଲେଖା ପାଇଁ। ବୃତ୍ତି ଓ ପ୍ରବୃତ୍ତି ଯଦି ଅଲଗା ହୁଏ ତେବେ ଚିନ୍ତା କରିବା କାହିଁକି।
@nuapadaspecial525
@nuapadaspecial525 Месяц назад
ଗ୍ରେଟ୍ ଶ୍ରୀ ଶ୍ରୀ ଶ୍ରୀ ହଳଧର ମହୋଦୟ ଭବିଷ୍ୟତ ରେ ରାଷ୍ଟ୍ରପତି ହେବାର ଯୋଗ୍ୟ ଏ
@bhupalchandrapujhari7377
@bhupalchandrapujhari7377 Месяц назад
ହଳଧର ନାଗ ଆମର ଗୌରବ
@bnmangaraj5301
@bnmangaraj5301 20 дней назад
ଧନ୍ୟ ଧନ୍ୟ ହଳଧର ନାଗ ମହାଶୟ, ଧନ୍ୟ ଆପଣଙ୍କ ମହାନତା, ଆପଣ ସମାଜ ପାଇଁ ଉଦାହରଣ
@user-uy3vq7bm8j
@user-uy3vq7bm8j Месяц назад
juhar hldhr nag❤❤
@soneenag
@soneenag 12 дней назад
ଇଟା କିଛି ସରମ ର କଥା ନି ସେ ମହାନ କବି ହେଲେ ବି ସେ ଜଣେ ସାଧାରଣ ଜୀବନ ଯାପନ କରୁଛନ୍, ବହୁତ ଭଲ ।
@user-im3sy1bp9v
@user-im3sy1bp9v 5 дней назад
Aapka baten bahut Achcha Laga
@internationalstar6026
@internationalstar6026 22 дня назад
ଧନ୍ୟବାଦ ସିଏ ଜାଣିଛନ୍ତି ଜିବନ ମାନେ କ'ଣ
@laxmankumardash9066
@laxmankumardash9066 Месяц назад
Jay Haldhar Nag ❤
@rupeshjojoofficial
@rupeshjojoofficial Месяц назад
Bahut val lagla Haldhar Sri kar katha suni kari 🥰❤️
@aspirantsourav504
@aspirantsourav504 Месяц назад
Padmasree upadhi re kichhi labhanahi masika 10000 tanka pensan debar katha sarkara
@Sonalispeaks
@Sonalispeaks Месяц назад
25000/- pension mile
@nottoday3045
@nottoday3045 8 дней назад
creator create creativity🎉
@kumari02-m3n
@kumari02-m3n Месяц назад
ଜୟ ମା ଭଗବତୀ ଜୟ ଜଗନ୍ନାଥ,ହଳଧର ନାଗଙ୍କୂ ମା ଭଗବତୀ ଘଣ୍ଟ ଘୋଡେ଼ଇ ରଖି ଥାନ୍ତୁ
@PapunSeth-qc7ht
@PapunSeth-qc7ht Месяц назад
ତମକେ କୁଟି କୁଟି ଜୁହାର ଆଜ୍ଞା
@user-sl5xm4if5s
@user-sl5xm4if5s Месяц назад
odishar mohanbyakati. pranam
@kamalseth1522
@kamalseth1522 Месяц назад
Jay koshal
@ratanbiswal1297
@ratanbiswal1297 Месяц назад
great men sir
@jayramnag2317
@jayramnag2317 Месяц назад
ସର୍‌କରୀ ଅଫିସର୍‌ ମାନ୍‌କୁଁ ସର୍‌କାର୍‌ ଲାଖ୍‌ଲାଖ୍‌ ଟଁକା ଦର୍‌ମା ଦେଇପାରୁଛନ୍‌ ଲେକିନ୍‌ ପଦ୍ମଶ୍ରୀ ଭଲିଆ ହେଡ଼୍‌କି ଉପାଧି ପାଇଥିବାର୍‌ ଲୋକ୍‌କୁ ମାସ୍‌କ ଟଁକା ୧୦୦୦୦ ଦେବାର୍‌ ଲାଗି ସର୍‌କାର୍‌ ପାଖେଁ ପଏସା ନାଇନ
@MRShark7
@MRShark7 Месяц назад
10000 govt douchi
@siddhesahu8462
@siddhesahu8462 Месяц назад
Kan kari se photo hauche neta mankar sange
@debasmitaparida2072
@debasmitaparida2072 23 дня назад
Padma puraskar prapta byakti mananku masaku 25000 pension miluchi.
@tejameher6175
@tejameher6175 17 дней назад
Haladhar nag tume mahan odisa maa ra su santan tume tumanku mor juhar
@mahendrajayasingh6221
@mahendrajayasingh6221 Месяц назад
Dukhar katha Jay Jagannath
@ashokmallik-cg9tr
@ashokmallik-cg9tr 6 дней назад
Proud of odisha
@bnmangaraj5301
@bnmangaraj5301 20 дней назад
ଆପଣଙ୍କୁ ମୋ ଅନ୍ତରରୁ ଜୁହାର
@pratappanda1819
@pratappanda1819 Месяц назад
Yehi Atmanirbhar Bharat
@bmart87
@bmart87 10 дней назад
ପେଟ ପାଇଁ ରୋଜଗାର କରିବା କିଛି ଭୂଲ ନୁହେଁ। କାମ କେବେ ଛୋଟ ବଡ ହୁଏନା । ଏଇଟା ତ ହଲଧର ଆଜ୍ଞା ଙ୍କ ର ମହାନତା କି ତାଙ୍କର ମନରେ ଇ ସବୁ ସେ ଚିନ୍ତା ବି କରି ନଥିବେ। ଏକଥା ସରକାର ବା ପ୍ରଶାସନ ବୁଝିବା କଥା ଯେ ଭାରତ ବର୍ଷର ଜଣେ ପଦ୍ମଶ୍ରୀ କେମିତି ବଞ୍ଚିବେ,ତାଙ୍କର ରହଣି ସହଣି କେମିତି ହେବାକଥା। ଯଦି ସେସବୁ କରିବା ସମ୍ଭବ ନୁହେଁ,ତେବେ ପଦ୍ମଶ୍ରୀ ଦେଇ ନଥାନ୍ତ। ଅନେକ ଭାବନ୍ତି ଯେ ପଦ୍ମଶ୍ରୀ ପୁରସ୍କାର ପାଇଁ କିଛି ଅର୍ଥ ମିଳେ। ପ୍ରକୃତରେ କିଛି ମିଳେ ନାହିଁ। କେବଳ ପୁରସ୍କାର ଗ୍ରହଣ କରିଯିବା ସମୟରେ ଯିବାଆସିବା ଖର୍ଚ୍ଚ ମିଳେ। କେବଳ ହଳଧର ଆଜ୍ଞା ନୁହେଁ,ଭାରତ ବର୍ଷରେ ଏମିତି ଅନେକ ପଦ୍ମ ପୁରସ୍କାର ପ୍ରାପ୍ତ କବି,ଖେଳାଳି,କଳାକାର ମଧ୍ଯ ଅଛନ୍ତି। ହେ ସରକାର ଧ୍ୟାନ ଦିଅନ୍ତୁ।
@SmilingForest-wq7te
@SmilingForest-wq7te Месяц назад
Haldhar Babu bahut bhal lokte.ann jay jagannath
@yasheducation5837
@yasheducation5837 Месяц назад
Koti koti juhar
@govindachandramajhi7254
@govindachandramajhi7254 Месяц назад
Great haldhar sir
@raturazzsalma1130
@raturazzsalma1130 Месяц назад
ଜୟ ଯାଦବ 🙏
@tufanchandradas1060
@tufanchandradas1060 13 дней назад
କିଛି କରିବା ଖରାପ ନୂହେଁ , ପେଟା କୌଣସି କାମ ଛୋଟ ନୂହେଁ ।
@lie2349
@lie2349 24 дня назад
Tanka pai pension karajau😢.. he is proud of us
@debasmitaparida2072
@debasmitaparida2072 23 дня назад
Padmasri puraskar paithiba byaktinku 25000 pension miluchi
@ajitbag9146
@ajitbag9146 Месяц назад
Great person haldhar nag sir
@ersambitrout5185
@ersambitrout5185 14 дней назад
ଭଲ
@ashokkumbhar1879
@ashokkumbhar1879 Месяц назад
❤❤❤❤❤ val manisa ra hat ra khana lok ke bahut mitha lagsi
@kamalakshyasahoo1457
@kamalakshyasahoo1457 Месяц назад
Sambalpur chana jhol ebang chattni ra bikalpanahi
@ganadrusti
@ganadrusti Месяц назад
ମତାମତ ଲାଗି ଧନ୍ୟବାଦ
@kidstv0016
@kidstv0016 6 дней назад
Padmashree chana aae
@user-sv2qe8fv8x
@user-sv2qe8fv8x 29 дней назад
Good. Jay shree ram. Jay ho modi ji. Paschim Odisha ko pahchan Diya.jayho
@anantakumarsahoo5237
@anantakumarsahoo5237 Месяц назад
Sir pranaam, emiti loka jagate nahin
@MDKTUTORIAL
@MDKTUTORIAL Месяц назад
ଏଭଳି ଚରିତ୍ର ଚିର ନମସ୍ୟ ।
@skdash7467
@skdash7467 Месяц назад
Excellent personality
@sadanandapadhan7580
@sadanandapadhan7580 Месяц назад
Jay Haldhar Jay koshal...
@anandasahu472
@anandasahu472 Месяц назад
Jay koshal 🚩
@Nitish86858
@Nitish86858 Месяц назад
India government please help
@prasantapattanaik862
@prasantapattanaik862 Месяц назад
ରାଗଚନାର ଝୋଲ୍ ଅସଲ ଆଏ।
@santoshkumarmohapatra78
@santoshkumarmohapatra78 27 дней назад
ସୁନ୍ଦର ନାଟକ
@kabirajbhoi7876
@kabirajbhoi7876 Месяц назад
Great speech sir🙏🙏
@skdash7467
@skdash7467 Месяц назад
Government should help him
@Sonalispeaks
@Sonalispeaks Месяц назад
ଆଉ କେତେ କରିବ !! ପଦ୍ମଶ୍ରୀ ପୁରସ୍କାର ସହ 25 lakhs ମିଳେ ,monthly 25000/- pension also the awardee gets .
@santoshpradhanfoodvlogs
@santoshpradhanfoodvlogs Месяц назад
Budhi ra gunu .. padmashree sir 🙏🙏
@ManmohanDash-gr9xk
@ManmohanDash-gr9xk 25 дней назад
🙏🙏 padmashree Haldhar Nag
@anitjayapuria2913
@anitjayapuria2913 19 дней назад
Jay haldar nag
@manashnayak2794
@manashnayak2794 Месяц назад
ଝାଲ ମୁଢ଼ି଼ ଖାଇବ ଆସ ପାଟିକି ଟେଷ୍ଟି ଟେଷ୍ଟି ହଳ ଦଳ ମଉସାଙ୍କ ଚଟ ପଟା ଖାଇବା 💯👌
@gelharamsahu4519
@gelharamsahu4519 Месяц назад
Mahamanaba ❤🙏
@sushantanaik9262
@sushantanaik9262 Месяц назад
Good
@jayashreebehera6951
@jayashreebehera6951 28 дней назад
God bless you
@pramodakumarsahu
@pramodakumarsahu 25 дней назад
Saakhyaat Bhagwaan🙏
@gourangasa6027
@gourangasa6027 Месяц назад
ଗଣ ଦୃଷ୍ଟି ତ ନୁହେଁ ପାଗଲ ଦୃଷ୍ଟି।
@ganadrusti
@ganadrusti Месяц назад
ମତାମତ ପାଇଁ ଧନ୍ୟବାଦ
@dr.bhojrajsahu8483
@dr.bhojrajsahu8483 Месяц назад
Koti koti Juhar
@kapilasmahakur8371
@kapilasmahakur8371 Месяц назад
Aaji nuhe ho bhai kettni dinu bikuchan,
@the-evil-boy.
@the-evil-boy. Месяц назад
Santosh. Best N nag🎉🎉🎉🎉🎉🎉
@radhakantameher2775
@radhakantameher2775 Месяц назад
Jay haldhar nag❤
@Mpstarvlog
@Mpstarvlog Месяц назад
Koshal state hebar katha
@jagannathdurga2313
@jagannathdurga2313 Месяц назад
Gret sir
@panditsing924
@panditsing924 Месяц назад
Koi bhi Kam chota nahi hota, Modi bhi chai🎉🎉🎉
@ajayatandi3064
@ajayatandi3064 Месяц назад
Hae ho agya gala to vll kari tk lamba shoting tk kari thita agyaa r kathaa sunbaa laagi kete lok tarsu thisan he
@indianprasadvlogs9583
@indianprasadvlogs9583 Месяц назад
କାଏ ନିକ୍ଲାର୍ କୋଶଳି ଆମର୍ ସମଲ୍ ପୁରୀ ଭାଷା ଆଏ
@dipunapatra1993
@dipunapatra1993 Месяц назад
Background soud edit kariki upload kale bhala huanta
@ganadrusti
@ganadrusti Месяц назад
ଏହା ଆଗରୁ ବିନା ମ୍ୟୁଜିକ ରେ ତାଂକର ଗୋଟିଏ ଭିଡିଓ ଦିଆଯାଇଛି
@jyotiranjanmohanty3221
@jyotiranjanmohanty3221 Месяц назад
Namaskar.....
@reeyarajani9752
@reeyarajani9752 Месяц назад
Chana recipe r video tike daun please NAG sir 🙏
@badaamajatrakathaa6385
@badaamajatrakathaa6385 4 дня назад
ବିଜେପି ଆସ୍ ଲା, ବିଜେଡି ଗଲାରେ, ପଦ୍ମ ଶ୍ରୀ କବି ବଲଲା,social media ର ଗାଣ୍ଡୀ ଫାଟିଲା,ବୁଝ,,ଲ
@skeleton_thi_roster-
@skeleton_thi_roster- Месяц назад
Very good
@It_Is_Indian_Era
@It_Is_Indian_Era Месяц назад
😢😢😢😢❤🙏🙏🙏🤗
@Sonalispeaks
@Sonalispeaks Месяц назад
ପଦ୍ମଶ୍ରୀ ପୁରସ୍କାର ସହ ପଚିଶି ଲକ୍ଷ ଟଙ୍କା ବି ମିଳେ ,ମାସକୁ 25000/- ପେନସନ ବି ମିଳୁଥିବ । ତେଣୁ ଏସବୁ କି ଭଳି ଅତିରଞ୍ଜିତ ଖବର !!!😂😂
@ganadrusti
@ganadrusti Месяц назад
ପଦ୍ମଶ୍ରୀ ହଲଧର ନାଗ ଅଭାବ ରେ ଏହି କାମ କରୁନାହାନ୍ତି । ତାଂକର ଅଭାବ ସମୟର କଥା କୁ ମନେ ରଖିବା ପାଇଁ ବର୍ଷକୁ ଗୋଟିଏ ଦିନ ରଥ ଯାତ୍ରା ସମୟରେ ଚଣା ତିଆରି କରି ବିକରି କରିଥାନ୍ତି ॥ ଏତେ ବଡ ସମ୍ମାନ ର ଅଧିକାରୀ ହୋଇଟିଲେ ମଧ୍ୟ ତାଙ୍କ ମନରେ ଟିକିଏ ବି ଗର୍ବ କି ଅହଂକାର ନାହୀନ ଏହା ତାହାର ସଠିକ ଉଦାହରଣ ॥
@keshabasatyamgejo528
@keshabasatyamgejo528 Месяц назад
​@@ganadrustikatkia manku kete bujhaba dada chhada hemane amar sambalpuria manku nai sahan
@Silentgirlmamata1999
@Silentgirlmamata1999 Месяц назад
❤❤🤗🤗👌👌🥰🥰
@user-so3ql7bx2f
@user-so3ql7bx2f 22 дня назад
Hats off to Padmashri Haldhar Nag for promoting the dignity of labour.
@jharanajhankar7335
@jharanajhankar7335 Месяц назад
Kana kanna masla de San sir batale valheta
@SAHUYOUTUB
@SAHUYOUTUB Месяц назад
❤❤
@prabhatkisan8203
@prabhatkisan8203 Месяц назад
Heis agreatperson
@Priyankanath8565.
@Priyankanath8565. Месяц назад
Sir acha video dekhaye iam from jamsedpur se hum tata
@arjunmohanoram9928
@arjunmohanoram9928 Месяц назад
ମଦ ଓ ଶିକାର ଚାଖନା ବିକ ହୋ ଭଲ ଦୁଇଟା ପଇସା ହେବା
@Graphicreations0_7
@Graphicreations0_7 23 дня назад
Contact for thumbnail design, video editing
@siddhesahu8462
@siddhesahu8462 Месяц назад
Haldarnag juhar gret kabi.baki neta mankar sange photo ne huantu sir
@jaydevadha488
@jaydevadha488 Месяц назад
🙏
@debanandabariha
@debanandabariha Месяц назад
Cana ni biki kari ☕ baki besi income heba
@user-yd3nx2dy4t
@user-yd3nx2dy4t Месяц назад
Tame kana dela ho, khali v d o banala kne
@ganadrusti
@ganadrusti Месяц назад
@@user-yd3nx2dy4t ତାକର୍ ଆଶ୍ରମ ର ପିଲା ମାନକର୍ ଲାଗି ବଜା ସାରେ ଦେବାର୍ ଲାଗି କହିଛନ୍। ଆମେ ଢୋଲ, ନିଶାନ୍, ତାସା ଆଉ ମୁହୁରି ଘିନି କରି ଆଶ୍ରମ କେ ପହଁଚେଇ ଦେମୁ ଆଜ୍ଞା
@hiteshdeep9180
@hiteshdeep9180 Месяц назад
🙏🫡
@satyaorissarkl
@satyaorissarkl Месяц назад
Sambalpuri kete mitha
@santoshpradhanfoodvlogs
@santoshpradhanfoodvlogs Месяц назад
Padmashree raa medal odisha sarkar Kay dekhai deyun ..nua sarkar Kay biki deyun..aur kahun mui eta dekhe Kari kaana karbi..
@PrasantNayak-vm6xf
@PrasantNayak-vm6xf Месяц назад
Social service karuche boli kahuchan haldhar nag nei suni parlki tame
@haresh69
@haresh69 Месяц назад
Dekhta, Dhekta…..Padmashree Kenta Thermocol plate re chana Badhi Deuchan. Aji chana lagi number kalke cancer ward re lamba line lagithibena putarke.
@RabindraKumarBehera-c4f
@RabindraKumarBehera-c4f 28 дней назад
mobile number sirnka diantu sir
Далее
Padmashree Haldhar Nag Kabi Kutir // Ghensh // PP Vlog
21:30