Тёмный

କାହିଁକି ଛାନିଆ ଏହି ତିନିଜଣ ଆଇଏଏସ୍ ଅଫିସର୍‌... ନୂଆ ସରକାରରେ କ’ଣ ହେବ ଏମାନଙ୍କ ଭାଗ୍ୟ? BJD BJP 

Odisha Bhaskar
Подписаться 2,6 млн
Просмотров 668 тыс.
50% 1

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 405   
@user-bv1jv2ck9j
@user-bv1jv2ck9j 2 месяца назад
ବିଜେଡି ଦଳର ସବୁ ନେତା ମନ୍ତ୍ରୀ ମାନଙ୍କୁ ଜାଂଚ କରାଯାଉ। ସରପଞ୍ଚ, ward member ମାନଙ୍କ ସମ୍ପତ୍ତି ଯାଞ୍ଚ କରାଯାଉ
@ashish87k
@ashish87k 2 месяца назад
ସବୁ IAS ଉପରେ ନଜର ରଖ, କିଛି ଟା ଉପରେ ରଖିଲେ କଣ ହେବ । OFS ଉପରେ ନଜର ରଖିବା କଥା
@rabirajcreatar
@rabirajcreatar 2 месяца назад
ସବୁ ଆଇଏଏସ ofs all officer ku change କରାଯାଉ ଜୟ ବିଜେପି ସରକାର ଜୟ ମୋହନ ମାଝି ବେଷ୍ଟ ଓଡ଼ିଶା ସରକାର 🎉🎉🎉🎉🎉 ଜୟ ବିଜେପି ସରକାର 🎉🎉🎉
@Official_B.kanhar7289
@Official_B.kanhar7289 2 месяца назад
ସରକାର ପରିବର୍ତ୍ତନ ହେଲା ସବୁ ଚାକିରିଆ ମାନଙ୍କୁ ପରିବର୍ତ୍ତନ କରା ଯାଉ । ନଚେତ୍ ତାଙ୍କ ଉପରେ ଆକ୍ସନ ନିଅ ଯାଉ ।
@subhashota2480
@subhashota2480 2 месяца назад
ଏ ସବୁ ଖଣ୍ଟ ଆମ ରାଜ୍ୟଟାକୁ ଖୋଳ କରିଛନ୍ତି
@anandabehera2025
@anandabehera2025 2 месяца назад
CBI ରେଡକରାଯାଉ
@sumantakubehera5135
@sumantakubehera5135 2 месяца назад
ଏମାନଙ୍କୁ transfer କରିବା ଦାୟିତ୍ବ ଯେଉଁ ଅଧିକାରୀ ଙ୍କ ର ସେ କାହିଁକି ତାଙ୍କୁ transfer କଲେ ନାହିଁ ସେଥିପାଇଁ ତାଙ୍କ ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଆଯାଉ
@NewHorizon02
@NewHorizon02 2 месяца назад
Emanaku transfer karibaku kiye sahas karithanta?? CM and tanka right hand ta eyaku promote karuthile
@arvindagrawal4753
@arvindagrawal4753 2 месяца назад
Right
@tusarkantasahu1064
@tusarkantasahu1064 2 месяца назад
ପଶ୍ଚିମ ଓଡିଶାର ବିଜେପି ନେତା ମାନଙ୍କ କାର୍ଯ୍ୟ ପ୍ରଣାଳୀ, ପଦକ୍ଷେପ ଓ ସାହସ କୁ ଦେଖିଲେ ଖୁସି ଲାଗୁଛି... ଯା ହେଉ ଆଜି ପରିସ୍ଥିତି ବଦଳିଛି ଆଉ ଆଗ ଭଳି ତୋଷାମଦକାରୀ,, ଟେଣ୍ଟ, ଟ୍ରାଫିକ୍ ନେତା ନାହାଁନ୍ତି 👍
@user-jy6ct7db2p
@user-jy6ct7db2p 2 месяца назад
ବିଜେପି ଶାସନରେ ଗନତନ୍ତ୍ର ଶାସନ ଆରମ୍ଭ ହେଉ । ଏହାହିଁ ଓଡ଼ିଶାବାସୀ ଚାହାନ୍ତି ।
@basantibasanti3547
@basantibasanti3547 2 месяца назад
Thank you Majhi sir.
@narasinghbadamundi1150
@narasinghbadamundi1150 2 месяца назад
କେବଳ IAS IPS ନୁହେଁ ସବୁ ବିଭାଗ ରେ ତଦନ୍ତ ହେଉ।
@debendranarayandash9040
@debendranarayandash9040 2 месяца назад
5t ତାମିଲ କଳାପାହାଡ଼ ଓଡ଼ିଶାକୁ ଲୁଣ୍ଠନ କରି ଖୋଳ କରିଦେଇଛି ନେତା ମନ୍ତ୍ରୀ ମାନଙ୍କୁ ଅଣଦେଖା କରାଗଲା ପ୍ରାସାସନିକ ଅଧିକାରୀ ତାମିଲ କଳାପାହାଡ଼ ମାଧ୍ୟମରେ ଓଡ଼ିଶାକୁ ଲୁଣ୍ଠନ କରି ଛନ୍ତି
@NilamaniAyurveda
@NilamaniAyurveda 2 месяца назад
Nabinbabu loves pandia and firingi language in spite know Odiya he often says Engragi
@bikramtoppo3577
@bikramtoppo3577 2 месяца назад
ଗଣତନ୍ତ୍ର ଶାସନ ଚାଲୁ । ଅଫିସର ଶାସନ ବନ୍ଦ କର
@prananathpati9976
@prananathpati9976 2 месяца назад
ଏମାନଙ୍କୁ ଓଡ଼ିଶା ବାହାରକୁ ପଠେଇ ଦିଅ। ଏମାନଙ୍କର ସମ୍ପତ୍ତି ତଦନ୍ତ କର।
@sanandasahu3511
@sanandasahu3511 2 месяца назад
India re BJP BJD sabu neta mananku tadanta karajau
@sanandasahu3511
@sanandasahu3511 2 месяца назад
Sabu chora BJP PURA KARIBA BAHUT DEITHIBA PRATISUTI
@daitaryjena6661
@daitaryjena6661 2 месяца назад
ସୁଜାତା କୁଶିଘ୍ର ଏରେଣ୍ଟ କରାଯାଉ ।
@jchoudhury274
@jchoudhury274 2 месяца назад
ବର୍ଷ ବର୍ଷ ରହି ଓଡ଼ିଶା କୁ ଲୁଟ୍ କରି ଚାଲି ଛନ୍ତି ଅଣ ଓଡ଼ିଆ ତାମିଲ ଅଫିସର୍ ଖାଲି ଅଫିସର୍ ରାଜ ଚାଲୁଥିଲା
@sudammarndi123
@sudammarndi123 2 месяца назад
ଡବଲ ଇଞ୍ଜିନ ସରକାର ସବୁ ଅଫିସର ସାବାଡ଼୍ ହେବେ🤫🤫🤫🤫🤫
@PadminiBhokta-om5ol
@PadminiBhokta-om5ol 2 месяца назад
Yes
@SatrughanNayak-qf1rt
@SatrughanNayak-qf1rt 2 месяца назад
ସେ ମାନଙ୍କୁ ଏମିତି ଛଡ଼ା ନଯାଉ ED,CBI IT ସବୁ ଯାଞ୍ଚ୍ ହେଉ କୋଟି କୋଟି ଟଙ୍କା ବାହାରିବ ସେମାନଙ୍କ ପାଖରେ
@pradiptadas1726
@pradiptadas1726 2 месяца назад
ଯିଏ ପାପ କରିଥିବ ସିଏ ଛାନିଆ ହେବା ସ୍ଵାଭାବିକ
@aratadhangad4374
@aratadhangad4374 2 месяца назад
😢😢😢😢😢
@DhanuramBeshra-pw1hz
@DhanuramBeshra-pw1hz 2 месяца назад
😂
@user-oc8fz9wn1r
@user-oc8fz9wn1r 2 месяца назад
C.M.,request Sir, immediately inquiry and necessary action.
@rahulmohanty8417
@rahulmohanty8417 2 месяца назад
They transformed Odisha. Anyway
@user-td6lp4wm1x
@user-td6lp4wm1x 2 месяца назад
ଏହି ସଲା ଅଫିସର ମାନଙ୍କୁ ତୁରନ୍ତ ପଦକ୍ଷେପ ନେଇ ବାହାର କରାଯାଉ ନ ହେଲେ ଏମାନେ ଓଡ଼ିଶାକୁ ଖାଇଦେବେ 🎉🎉
@BhubaneswarBehera-nr8ir
@BhubaneswarBehera-nr8ir 2 месяца назад
ନବୀନ ବୁଢା ଏଥିପାଇଁ ଦାୟୀ, ଓଡିଶାକୁ ବର୍ବାଦ କରିଦେଲା.
@btsarmyforever5612
@btsarmyforever5612 2 месяца назад
ସବୁ ବିକିଦେଇଛନ୍ତି ଆଉକିଛି ନାହିଁ
@user-xi7jj8ci4q
@user-xi7jj8ci4q 2 месяца назад
ଜନସାଧାରଣ ଙ୍କ ଉନ୍ନତି କର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅନ୍ତୁ,IAS ଅଫିସର ମାନେ କଣ ଯୋର୍ ଜବରଦସ୍ତ ପଦବୀ ରେ ଅଛନ୍ତି
@JhasaketanBarik-gd5bg
@JhasaketanBarik-gd5bg 2 месяца назад
ଏମାନଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯାଉ
@villageboyentertainment7700
@villageboyentertainment7700 2 месяца назад
Quick action
@haraprasadmajhi4269
@haraprasadmajhi4269 2 месяца назад
ମୂଳରୁ ଉପୁଡିବା ନିହାତି ଦରକାର
@debarajnanda7130
@debarajnanda7130 2 месяца назад
ଯଦି pc ହଟିବ ତାହେଲେ ବିଜେପି ଗୋଟିଏ ଭଲ ସରକାର ବୋଲି ଧରାଯିବ
@Nature-and_educational-S.H
@Nature-and_educational-S.H 2 месяца назад
ରାଜ୍ୟର ସରକାରଙ୍କୁ ଅନୁରୋଧ ଯେ ଦୀର୍ଘ ଦିନ ହେଲା ଗୋଟିଏ ଜାଗାରେ ଥିବା ସରକାରୀ ଅଧିକାରୀଙ୍କ ବଦଳି ଯଥା ଶୀଘ୍ର କରାଯାଇ ତାଙ୍କ କାର୍ଯ୍ୟର ସମୀକ୍ଷା କରାଯାଉ।। ସବୁ ଜାଗାରେ ପ୍ରତ୍ୟେକ ବିଭାଗ ରେ ସ୍ୱଚ୍ଛତା ଅଣାଯାଉ।। ରାଜ୍ୟ ହିତ ଓ ଜନ ସାଧାରଣ ଙ୍କ ହିତ ପାଇଁ ଯାହା ଆବଶ୍ୟକ ତାହା କରାଯାଉ।।
@user-hu7vf4tt6k
@user-hu7vf4tt6k 2 месяца назад
ଏ ସବୁ ଜାଣି ବି ମୁଖ୍ୟମନ୍ତ୍ରୀ ଚୁପ ରହୁଥିଲେ କାହିଙ୍କି...
@lalitamohanmallick5779
@lalitamohanmallick5779 2 месяца назад
ଏମାନଙ୍କୁ ତୁରନ୍ତ କେନ୍ଦ୍ରକୁ ବଦଳି କରାଯାଉ. ଏମାନଙ୍କୁ ସିକିମ, ମଣିପୁର ତଥା ମିଜୋରାମ ରାଜ୍ୟ କୁ ବଦଳି କରାଯାଉ
@jiyamishra7777
@jiyamishra7777 2 месяца назад
ଦାଦନ ଶ୍ରମିକ ମାନଙ୍କୁ ଆଣି ଏ ଅଧିକାରୀ ମାନଙ୍କ ସ୍ଥାନରେ ସରକାର ବସାନ୍ତୁ।
@sanjaytripathy9675
@sanjaytripathy9675 2 месяца назад
ଏ ମାଗିହା ଙ୍କୁ ଚାକିରିରୁ ବିଦାକରି ଦରମା ବନ୍ଦ କର।
@lalpatimohanta571
@lalpatimohanta571 2 месяца назад
ବଡ ବଡ ଅଫିସର୍ manku ୧୦୦ଦିନ ଅନ୍ତରରେ ଜିଲ୍ଲାରୁ ଜିଲ୍ଲାକୁ ବଦଳି କରାଯାଉ ।
@nirakarsahoo7004
@nirakarsahoo7004 2 месяца назад
ବନ୍ଧୁ , ଆପଣ ଜାଣି ରଖିବା ଉଚିତ ଯେ ଜିଲ୍ଲା ମାନଙ୍କରେ ବଡ଼ ବଡ଼ ଅଫିସର ଙ୍କ ପାଇଁ ପଦ ପଦବୀ ନଥାଏ , ଜିଲ୍ଲାରେ ସବୁଠାରୁ ବଡ଼ ଅଧିକାରୀ ହେଉଛନ୍ତି କଲେକ୍ଟର ବା ଜିଲ୍ଲାପାଳ ଏବଂ ସେ ଜଣେ ଆଇ ଏ ଏସ୍ ସ୍ତରରେ ନିମ୍ନ ସ୍ତରର ଅଧିକାରୀ ଅଟନ୍ତି ।
@laxmidhardas6096
@laxmidhardas6096 2 месяца назад
ସଳେ ଗାଦି ଛାଡ଼ି ନାହାନ୍ତି
@jagannathsahoo6022
@jagannathsahoo6022 2 месяца назад
CBI ଲଗାନ୍ତୁ ଆରେଷ୍ଟ କରନ୍ତୁ.
@driverdas6496
@driverdas6496 2 месяца назад
BJD ପାଇଁ ଭୋଟ କରୁଥିଲେ, ଏହାର ତୁରନ୍ତ CBI ତଦନ୍ତ ହେଉ 🎉
@jagannathpatnaik8409
@jagannathpatnaik8409 2 месяца назад
ଥାଉ ଏମାନଙ୍କ ଅନୁଭୂତି ଅଛି ବିଜେପି ପାଇଁ କାମ କରିବେ
@RanjanKumar-mx1ki
@RanjanKumar-mx1ki 2 месяца назад
ବଡ଼ ଘୋଟଲା ହୋଇଛି 100%
@gopabandhukumbhar6864
@gopabandhukumbhar6864 2 месяца назад
ପ୍ରତ୍ୟେକ ବିଭାଗର 10 ବର୍ଷରୁ ଅଧିକ କାଳ ପର୍ଯ୍ୟନ୍ତ ରହିଥିବା କର୍ମ ଚାରୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସରକାରଙ୍କ ପାଇଁ ମଙ୍ଗଳ ଦାୟକ ଅଟେ .
@sureshchandradash6900
@sureshchandradash6900 2 месяца назад
ଖାଲି ବଦଳି କଲେ କିଛି ଲାଭ ନାହିଁ, ତଦନ୍ତ ପରେ ବଦଳି ନିତ୍ୟାତ ଆବଶ୍ୟକ
@kalyanpanda5885
@kalyanpanda5885 2 месяца назад
ଦଲାଲ ସମସ୍ତେ
@pabitramohandas6943
@pabitramohandas6943 2 месяца назад
ଓଡ଼ିଶାର ଲୋକେ ତ ଦୀର୍ଘ ବର୍ଷ ଧରି ଜଣକୁ କ୍ଷମତା ସମର୍ପି ଦେଇଥିଲେ l ତେଣୁ ମନମୁଖୀ ଶାସନ ଚାଲି ଆସିଛି l
@user-vx6ob6pl6b
@user-vx6ob6pl6b 2 месяца назад
ଏମାନଙ୍କୁ ଯଥାଶୀଘ୍ର ବଦଳି କରାଯାଉ
@user-re8jt4gp4s
@user-re8jt4gp4s 2 месяца назад
ସବୁ ଆଫିସର ପଛରେ C B I ଲଗାନୁ
@kalakarsatapathy15
@kalakarsatapathy15 2 месяца назад
Immediately issue posting orders
@pradipkumarnayak1522
@pradipkumarnayak1522 2 месяца назад
ମୋ ମତରେ ଓଡିଶା ବାହାରକୁ ପଠାନ୍ତୁ ସବୁ ହିସାବ ନେଇସାରି ।
@padminibankara8222
@padminibankara8222 2 месяца назад
ଗୋଟିଏ ଯୋଡିଏ officer ବଦଳିଲେ ହେବ ନାହିଁ ତୃଣ ମୂଲ ସ୍ତରରୁ ସମସ୍ତଙ୍କୁ badla jau
@NewHorizon02
@NewHorizon02 2 месяца назад
Upara ade badali hele Tala loko sabu sawad heyi jibe
@babym8259
@babym8259 2 месяца назад
Urban officer ଙ୍କ ନା କହିଲେ ଆଉ rural ର ଅଫିସର ମାନଙ୍କୁ କାଇଁ ଛାଡିଲେ.. ସେମାନଙ୍କୁ ଭି ଦେଖନ୍ତୁ ଗୋଟେ ଗୋଟେ ofc ରେ କେତେ ଦିନ ରହିଲେଣି ଅଫିସର ମାନେ
@Imjm001
@Imjm001 2 месяца назад
ଏମାନଂକୁ ଭାରତ ସରକାର ଙ୍କୁ ଦିଅନ୍ତୁ ଓ ନୂଆ ଆଣନ୍ତୁ ସେଠାରୁ
@user-tk9cw3ws3p
@user-tk9cw3ws3p 2 месяца назад
ଵାଵୁ ମାନଙ୍କୁ ଶିଘ୍ର ଜଳଖିଆ ଦେବା ଦରକାର
@benudharpatra9256
@benudharpatra9256 2 месяца назад
ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ତୁରନ୍ତ ।
@brajakishorepadhi4022
@brajakishorepadhi4022 2 месяца назад
ୟେ ସଳା କୁଂ ବିଲକୁଲ ଛାଡନି। ଗୋଡେଇ ଗୋଡେଇ ପେଲ। ତାଂକ ସଂପତି ଜବତ ହେଉ।
@biswanathpanda8228
@biswanathpanda8228 2 месяца назад
ଏମାନଙ୍କୁ ନିହାତି ସ୍ଥାନାନ୍ତରିତ କରିବା ଦରକାର କାରଣ ଦୁନିର୍ତ୍ତି ର ଶୀର୍ଷ ସୀମାରେ ,
@subhashchandrapadhi7177
@subhashchandrapadhi7177 2 месяца назад
CBI SHOULD ENQUIRE THE VEDTED INTEREST THAT IS EXISTING BEHIND LONG ANCHOR ING
@ajitakumarsahoo9458
@ajitakumarsahoo9458 2 месяца назад
ଡକାୟତ ନବୀନ ପଟ୍ଟନାୟକ କୁ ଗିରଫ କରାଯାଉ
@rameshsethi1280
@rameshsethi1280 2 месяца назад
👌👌👌🙏🙏
@sandeephota97
@sandeephota97 2 месяца назад
Se gote bada dakayat au ta bjd sabu mla mane
@srustidhardey5817
@srustidhardey5817 2 месяца назад
ଏ ମାନଙ୍କୁ malakanagiri transfer immediately ❤❤if you not transfer corruption highly। ❤❤ please transfer all teacher lecturer IAS IPS officer transfer immediately ❤❤❤❤❤
@sunakarbeja7409
@sunakarbeja7409 2 месяца назад
Jago odia jago
@Jena7053
@Jena7053 2 месяца назад
Right katha
@bhabanisankarnayak3537
@bhabanisankarnayak3537 2 месяца назад
'ସରକାର' ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ଚାଲିବ ।
@susantakupanda
@susantakupanda 2 месяца назад
Please send to jail 😢🙏
@Swap3331
@Swap3331 2 месяца назад
Pura system ku change kara tapare jaha !
@pabitrachampati5239
@pabitrachampati5239 2 месяца назад
They should be punishable. Jay Jagannath.
@govinddash5213
@govinddash5213 2 месяца назад
ଏମାନେ ବହୁତ କିଛି ଭୁଲ କରିଛନ୍ତି.
@lifeentertainment6898
@lifeentertainment6898 2 месяца назад
BJD ta ଲୋକଙ୍କୁ ରଖିଥିଲା BJP ta nija loka nku ରଖିବ ସାଧାରଣ ଲୋକଙ୍କ ଆଗରେ ଭଲେଇ ହବା କଥା
@sarojinimohanty6701
@sarojinimohanty6701 2 месяца назад
ନବୀନ କୁ ପଚାରି ବୁଝି ଏମାନଙ୍କୁ ରାଜ୍ୟ ବାହାରକୁ ପଠାଇଦିଅନ୍ତୁ
@rajibparida9672
@rajibparida9672 2 месяца назад
We Need Proper Enquiry, Punishment..(Full Action)
@prasantakumarnayak5298
@prasantakumarnayak5298 2 месяца назад
ଏମାନଙ୍କୁ ମୂଳରୁ ଦୁଃନୀତି ଉତ୍ପାଟନ କରିବା ଉଚିତ୍
@prasantapattanaik862
@prasantapattanaik862 2 месяца назад
ରାଜ୍ୟ ରେ ବିଜେପି ସରକାର। ରାଜ୍ୟ ରେ ରାଜ୍ୟପାଳ ବି ବିଜେପି। କେନ୍ଦ୍ର ରେ ବି ବିଜେପି। କାହାକୁ କହିବ। କୁଆଡେ ଯିଵ। କାହାକୁ କହିବ। ସାଧାରଣ ଜନତା ସହିତ ସମସ୍ତେ କାନ୍ଦିବେ।
@gouriprasaddash2951
@gouriprasaddash2951 2 месяца назад
Kandile bi luha pochhiba bjp
@gouriprasaddash2951
@gouriprasaddash2951 2 месяца назад
Chinta karani bhai sabu thik heba
@suryakantsahu4154
@suryakantsahu4154 2 месяца назад
25 years kandila 1 years bi kandi paribani are pandu chadi chatta..
@user-zs2tc8kf3v
@user-zs2tc8kf3v 2 месяца назад
Buhut kandichhu 24 barsa, ebe kebala durnitigasta kandibe
@mastikipathsala7946
@mastikipathsala7946 2 месяца назад
ଶଳା ମାନଙ୍କ ସମ୍ପତି ବାଜ୍ୟାପ୍ତି କରାଯାଉ
@rasikagiri5227
@rasikagiri5227 2 месяца назад
Quick action to all Officers.Jay Jagannath.
@baliarsingh-jn7iu
@baliarsingh-jn7iu 2 месяца назад
ସାର ଆମ ପୁରୀ ଶୀସେତୁ ପାଖଶୁଛି ଜାଗା ଉପରେ ନଳା କରାଯା ଉ ଆମ ମାନଙ୍କ ଘରେ ପାଣି ପ
@IndiraPatra-bh3to
@IndiraPatra-bh3to 2 месяца назад
Subha sarma ଶିଶୁ ବିକାଶ ବିଭାଗ ର ସଚିବ ଙ୍କୁ ଧନ୍ତୁ ଆମକୁ ମାରିଲେନି 😭🙏
@nirakarsahoo7004
@nirakarsahoo7004 2 месяца назад
ଗଣତନ୍ତ୍ର ଶାସନ ରେ ନିର୍ବାଚିତ ପ୍ରତିନିଧି ହିଁ ସରକାର କୁ ଚଳାଇ ଥାଆନ୍ତି , କିନ୍ତୁ ଆମ ରାଜ୍ୟରେ କିଛି ବର୍ଷ ହେଲା ବିଚିତ୍ର ଶାସନ ବ୍ୟବସ୍ଥା ଚାଲି ଆସିଥିଲା ଏବଂ ତାହା ଥିଲା ଅଗଣତାନ୍ତ୍ରିକ, ଯାହାର କି ପରି ସମାପ୍ତି ଘଟି ସାରିଛି ।
@bijayprakashpanda6583
@bijayprakashpanda6583 2 месяца назад
ଖୁବ୍ ଶୀଘ୍ର ଏମାନେ ସିଧା ହୋଇଯିବେ।
@ddebashish1763
@ddebashish1763 2 месяца назад
South Indian officers are very close to Pandian
@himansudash9149
@himansudash9149 2 месяца назад
ସରକାର କେବଳ ତଳ କର୍ମଚାରୀ ଂକୁ ଡରାଇବ। ଆଇ ଏ ଏସ୍ ମାନଂକର ବାଳ ବଂକା କରିପାରିବ ନାହିଁ। କେବଳ ବଦଳି, ସେମିତି ବି IAS ଚାହିଁେଲ ଛୁଟି ନେଇକି ଦରମା ନେବେ ସରକାର ଂକୁ ଭକୁଆ କରିଦେବେ। ବାଚଷ୍ପତି ଶରତ କର ଜଣେ ଅଫିସର କୁ ସସ୍ େପନ୍ଡ କରିଥିଲେ ସେ ମାନିଲେନି ଏ କିଛିବି କରିପାରିଲେନି।
@rajeshkumarpradhan4928
@rajeshkumarpradhan4928 2 месяца назад
ବିଦାୟ କରାଯାଉ ଅଫିସର ଙ୍କୁ
@ashokkumarsahoo4432
@ashokkumarsahoo4432 2 месяца назад
ନବୀନ ସରକାରର ପୁରା ଟିମ ପରିବର୍ତନ କରାଯିବା ଉଚିତ
@rameshchandranayak575
@rameshchandranayak575 2 месяца назад
ଏହି ମାନଙ୍କୁ ED ଲାଗିବ। ଏମାନଙ୍କ ସମ୍ପତି ଯାଞ୍ଚ ହେବ।
@sanjauakumar8999
@sanjauakumar8999 2 месяца назад
ଜିଲାପାଳ କରି ଜିଲ୍ଲା କୁ ପଠାଇ ଦିଆଯାଉ
@surathachandrajena9514
@surathachandrajena9514 2 месяца назад
ଜଣେ କରପ୍ ଟେଡ୍ ସରକାରର ଜ୍ୱଳନ୍ତ ଉଦାହରଣ ତିନି ଅଫିସର । ସନ୍ଦେହ ଘେରରେ ।। ଦୁର୍ନୀତିର ଚେର କେତେ ଲମ୍ବା କେବଳ ଜାଣିବାକୁ ବାକି ରହିଲା ।।😮
@santoshineekarmi6805
@santoshineekarmi6805 2 месяца назад
ଅଫିସର ମାନୁନଥିଳେ ଦୋଷୀ କୁ ଦଣ୍ଡ ଦିଆଯାଉ
@sarojinibagh1990
@sarojinibagh1990 2 месяца назад
Mohan sarkar jindabad
@utkalbharattv5910
@utkalbharattv5910 2 месяца назад
ତୁରନ୍ତ ବିଦା କରନ୍ତୁ 🙏
@shivshankardehury5604
@shivshankardehury5604 2 месяца назад
Dhanya bad
@PriyankaMahakud-be9jc
@PriyankaMahakud-be9jc 2 месяца назад
420. Officer. Go to jail
@ashokkumarsahoo7041
@ashokkumarsahoo7041 2 месяца назад
ଏମାନଙ୍କୁ ଚାକିରୀରୁ ବହିଷ୍କାର କରାଯାଉ ଏବଂ ଟଙ୍କା ତାଙ୍କ ଦରମାରୁ recovery କରାଯାଉ
@madhabimajhi8476
@madhabimajhi8476 2 месяца назад
ସବୁ କିଛି ବଦଳିବା କଥା ଶୁଣି ସାନନ୍ଦ ଳାଗୁଛି
@suchitrasahu1042
@suchitrasahu1042 2 месяца назад
ଯେଉଁ ମାନେ ଲାଞ୍ଚ ଦେଇ ଚାକିରି କରିଛନ୍ତି ଦୟାକରି, duplicate certificate ରେ ଚାକିରି karichhanti ସେମାନଙ୍କୁ ବାହାର କରାଯାଉ
@pratappradhan9455
@pratappradhan9455 2 месяца назад
କିଛି ହେବନି ବହୁତ ହେଲେ ବିଭାଗ ବଦଳିବ
@rabindranathjena6052
@rabindranathjena6052 2 месяца назад
WB ଭଳି ଏଇଠି ବି ବହୁତ ଦୁନିର୍ତି, ଟିଚର ପୋଷ୍ଟିଙ୍ଗ ବେଳେ ଏମିତି କଥା ଉଠିଥିଲା l ଚାକିରିପାଇଁ ପନ୍ଦର ଲକ୍ଷ !!!😊
@santoshkumarmishra2620
@santoshkumarmishra2620 2 месяца назад
ଯଏ ଗୋଲାମୀ କରିପାରିବ ସେ ବହୁଦିନ ରହିପାରିବ.
@dillipbehera7781
@dillipbehera7781 2 месяца назад
ଏମାନେ ନବୀନସକାର standed ଦଲାଲ
@jeebitgomango3435
@jeebitgomango3435 2 месяца назад
Hon'ble New CM will bring big changes in Odisha .... great.....keep it up Sir . ......bring out all illegal activities in officers
@SushilKumarVlogs-bb6yx
@SushilKumarVlogs-bb6yx 2 месяца назад
Don't loss time. ...1st take direct action and receive all property then arrest themes for miss use public money . That should be an example for others....
@devanandnag58
@devanandnag58 2 месяца назад
କେନ୍ଦ୍ର କୁ ଡେପୁଟେଶନ ରେ ପଠେ ଇ ଦେବା କଥା।
@patitakumarchoudhury9855
@patitakumarchoudhury9855 2 месяца назад
ଛାନିଆ ହବାର କିଛିବି ନାହିଁ, ଯଉ ସରକାର ଯେମିତି କହିବେ ସେମିତି କାମ କରିବେ,
@hrudayaragita7961
@hrudayaragita7961 2 месяца назад
ଡ୍ୟୁଟି ସମସ୍ତଙ୍କୁ କରିବାକୁ ପଡିବ। ସେ ,ମନ୍ତ୍ରୀ କିମ୍ବା ଅଫିସର।
@bijoykumardas4173
@bijoykumardas4173 2 месяца назад
କିଛି ହେଵନି । ନେତା ଆଉ ଏ IAS ଭିତିରିଆ ମିଶିଯିଵେ ଆଉMr.clean ହୋଇଯିଵେ .
Далее
সন্ত্রাস
19:45
Просмотров 26 тыс.