Тёмный

କିଏ ଖରାପ ନଜରରେ ଦେଖିଲେ - ନନ୍ଦିନୀ ବେହେରା | nandini behera Singer | anchor krishna kumar 

Anchor Krishna Kumar
Подписаться 389 тыс.
Просмотров 880 тыс.
50% 1

କିଏ ଖରାପ ନଜରରେ ଦେଖିଲେ - ନନ୍ଦିନୀ ବେହେରା
nandini behera Singer
anchor krishna kumar
next part - 👇👇👇
• ମୋ ସହିତ ଅନେକ ଘଟଣା ଘଟିଛ...
part 1st Nandini behera lifestyle 👇👇
video Link - • ସିଙ୍ଗର ନନ୍ଦିନୀ ଙ୍କ ସାକ...
part 2 nd nandini behera vlogs 👇👇
• ନନ୍ଦିନୀ ବେହେରା ସ୍ୱର ଓଡ...

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,3 тыс.   
@AnchorKrishnaKumar
@AnchorKrishnaKumar Год назад
ନନ୍ଦିନୀ କୁ କିଏ କିଏ ଭଲ ପାଆନ୍ତି ଲାଇକ୍ କରନ୍ତୁ👍👍👍 ଆପଣଙ୍କ କମେଣ୍ଟ ନନ୍ଦିନୀ ପଢୁଛନ୍ତି । ମନ କଥା ଖୋଲିକି କହିପାରିବେ 🙏🙏🙏🙏🙏
@kalulalatlalatbehera1189
@kalulalatlalatbehera1189 Год назад
Bhai Apana right news aanichnti👍
@archanadas5167
@archanadas5167 Год назад
Nandini madam is best singer in odisha
@daminikantapradhan5061
@daminikantapradhan5061 Год назад
God bless u sister
@rashmiranjansamal9204
@rashmiranjansamal9204 Год назад
ପ୍ରେସ ମିଟ କରନ୍ତୁ ଓଡ଼ିଶାର ଲୋକମାନେ ଏବିଷୟରେ ଜାଣନ୍ତୁ କେଉଁ ଭଦ୍ର ବ୍ୟକ୍ତି ନନ୍ଦିନୀଙ୍କୁ ମାରିଦେବାକୁ ଚେଷ୍ଟାକରୁଥିଲେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ସେ ମହାନ ବ୍ୟକ୍ତିଙ୍କ ନାମ କୁହନ୍ତୁ
@MechanicalGyan-l9l
@MechanicalGyan-l9l Год назад
Nandin bahut simlple jhia bhai Se loka yete kharap taku kukura khaiba katha But nandini bhauni tanku tame tame kahi sambodhana karuchhanti
@rakeshchandrapradhan114
@rakeshchandrapradhan114 Год назад
ନନ୍ଦିନୀ ଓଡିଶା ର ସବୁଠୁ ଉଚ୍ଚ କୋଟିର ଗାୟିକା 😍👌👌👌👌🙏🙏🙏🙏
@kailashmalik513
@kailashmalik513 Год назад
କ୍ରିଷ୍ଣା ବାବୁ ପ୍ରଥମେ ମୁଁ ଆପଣଙ୍କୁ ଧନ୍ୟବାଦ ଦେବି, ଯେହେତୁ ନନ୍ଦିନୀଙ୍କ ଜୀବନର କାହାଣୀକୁ ଆପଣ ସମସ୍ତଙ୍କ ନଜରକୁ ଆଣିଛନ୍ତି। ଅନେକ ଦିନ ବିତିଯାଇଥିଲେ ମଧ୍ଯ ଆଜି ଓଡିଶାବାସୀ ନନ୍ଦିନୀଙ୍କ ହୃଦୟର କଥା ଶୁଣିପାରିଛନ୍ତି 2014 ର ଘଟଣା ସେତେବେଳେ ସ୍ୱର ଓଡିଶା ପ୍ରୋଗ୍ରାମ ଚାଲିଥାଏ ନନ୍ଦିନୀ ଯେତେବେଳେ ଗୀତ ଗାଇଥିଲେ ମୁଁ ବସି ଟିଭି ଦେଖୁଥିଲି ସେହିଦିନ କହିଥିଲି ନନ୍ଦିନୀ ହିଁ ପ୍ରଥମ ହେବେ, ଆଉ ଯେତେବେଳେ ଜାଣିଲି ତାଙ୍କ ସମ୍ପୁର୍ଣ୍ଣ ନାମ "ନନ୍ଦିନୀ ବେହେରା" ସେହିଦିନ ବୁଝି ଯାଇଥିଲି ଯେ ଏ ପ୍ରଥମ ହୋଇ ପାରନ୍ତି କିନ୍ତୁ ତାଙ୍କୁ ଗୀତ ଗାଇବାର ସୁଯୋଗ ମିଳିବ ନାହିଁ ଏବଂ ତାହାହିଁ ଘଟିଥିଲା। ସେହିଦିନ ଠାରୁ କେବେ କେବେ ମନେ ପଡିଲେ ମୁଁ you tube ରେ ଖୋଜେ ତାଙ୍କ ନୁଆ ଗୀତ ହେଲେ ମିଳେନାହିଁ ଯାତ୍ରାରେ ଗାଇଲା ପରେ ତାଙ୍କୁ ଦେଖିବାକୁ ମିଳିଲା। ଓଡିଶାର ଫିଲ୍ମରୁ ଆରମ୍ଭ କରି ସଙ୍ଗୀତ ପର୍ଯ୍ୟନ୍ତ ଉଚ୍ଚ ନିଚ୍ଚର ମାନସିକତା ହିଁ ଅନେକ ପ୍ରତିଭାକୁ ଅଣଦେଖା କରିଛି କହିବାକୁ ତ ମନ ଭିତରେ ଅନେକ କିଛି ଅଛି କିନ୍ତୁ ତାହା ଲେଖା ମାଧ୍ୟମରେ ପ୍ରକାଶ କରିବା ସମ୍ଭବ ନୁହେଁ, ବହୁତ ଲୋକଙ୍କ comments ପଢିଲି କେହି କେହି ନମିତା ଅଗ୍ରୱାଲଙ୍କୁ ଦୋଷ ଦେଇଛନ୍ତି ଖାଲି ତାଙ୍କ ଦୋଷ ନୁହେଁ ମୁଁ କହିବି ପୁରା system ରେ ଉଚ୍ଚ ନୀଚ୍ଚ ମାନସିକତାର ଦୋଷ ସବୁଠାରୁ ବଡକଥା ହେଲା କେହି ବି ସାଥ ଦେଲେନାହିଁ ଆଗକୁ ବଢିବା ପାଇଁ, ସେଥିପାଇଁ ସେ ବହୁତ ପରିଶ୍ରମ କରି ସଫଳତା ପାଇଥିଲେ ମଧ୍ଯ ହାରି ଯାଇଥିଲେ। ଶେଷରେ ଏତିକି କହିବି କାହାର ଗଳା ଦବେଇ ପାର ସ୍ୱର ନୁହେଁ, ସେ ହାରି ନାହାନ୍ତି ବିକୃତ ମାନସିକତା ଧାରୀଙ୍କୁ ହରେଇବାକୁ ସଂଘର୍ଷ ଆରମ୍ଭ କରିଛନ୍ତି !! ଧନ୍ୟବାଦ Proud of you NANDINI...
@bhabaniswain2225
@bhabaniswain2225 11 месяцев назад
Ye ହଉଛି ଆମର reality show, vagban
@nishikantsahoo7860
@nishikantsahoo7860 7 месяцев назад
Tume Chhota chintadhara chhada.tama bhali lokanka pain ucha nichara bhabana asuchi,ethi rajaniti Kari Alia karani
@sankarsansahoo47
@sankarsansahoo47 4 месяца назад
Right sir ❤❤❤❤
@lxboy2095
@lxboy2095 Год назад
ଗୋଟେ ନାରୀ ର ଚରିତ୍ର ହିଁ ତାର ସୁନ୍ଦରତା, ସମ୍ପତ୍ତି, you are great ✨i proud you sister 💛 Lv u ❤️
@krupasindhunaik6924
@krupasindhunaik6924 Год назад
ତୁଳସୀ ଗଣନାଟ୍ୟ ପରିବେଷଣ କରିଥିବା ଯାତ୍ରା ,ଅଧା ରାତିର ସାଥୀ ରେ ନନ୍ଦିନୀ ବେହେରା ଗାଇଥିବା ଗୀତ ହୃଦୟସ୍ପର୍ଷୀ ହୋଇଥିଲା ।
@muralidharbarik8022
@muralidharbarik8022 Год назад
ନନ୍ଦିନୀ ଭଉଣୀ ତମର ଏ ସଫଳତା ଦେଖି ସେ ଶଳା କୁକୁର ବହୁତ ଯନ୍ତ୍ରଣା ପାଉଥିବ । you are great
@prajnyabhusanpattnaik8020
@prajnyabhusanpattnaik8020 Год назад
Fir dela ki
@bilasinipradhan4997
@bilasinipradhan4997 Год назад
କଥା ଶୁଣିକି ବହୁତ ଦୁଃଖ ଲାଗୁଛି ଜୟ ଜଗନ୍ନାଥ ଆପଣ ଙ୍କୁ ଆଶୀର୍ବାଦ କରନ୍ତୁ
@rohitmalik1106
@rohitmalik1106 Год назад
Jay Jagannath
@firojkumarpradhan5518
@firojkumarpradhan5518 Год назад
Great
@kroutfamily1864
@kroutfamily1864 Год назад
ମୁଁ ପୁରା ଷ୍ଟୋରୀ ଶୁଣିଲି 🥲ହେଲେ ଦୁଃଖ ଲାଗିଲା।କିନ୍ତୁ ଆପଣ ବର୍ତ୍ତମାନ ଯେଉଁଠି ଅଛନ୍ତି ଭଲରେ ଥାଆନ୍ତୁ।best of luck 👍
@pabitranayak9893
@pabitranayak9893 Год назад
ନମିତା ଅଗ୍ରଓ୍ବାଲ ଭୟଭୀତ ହୋଇ ପଡ଼ିଥିବେ ନନ୍ଦିନୀ ଙ୍କର ଉପସ୍ଥିତ ରେ। ନିଶ୍ଚିତ ଭାବେ ନନ୍ଦିନୀ ଙ୍କର ଶୁଭ ସମୟ ଦିନେ ଆସିବି
@starryworld5179
@starryworld5179 8 месяцев назад
Se thare kahithila ki nandini taku copy karibaku chesta karuchi 😅
@akshaypradhan40
@akshaypradhan40 6 месяцев назад
​@@starryworld5179mu aji jaen jani parilini namita agarwala Gita sikhichi na amt hi gauchi😅😅😅😅😅
@Anytallent
@Anytallent 4 месяца назад
God bless her 🙏
@dhirendrakumarsahoo3362
@dhirendrakumarsahoo3362 Год назад
ବିଶ୍ୱାସ କରିବେନି ମୁଁ ସେଦିନ ଠୁ ଖୋଜି ଥିଲୁ ହେଲେ ଆଜି ଦେଖିକି ଖୁସି ଲାଗିଲା. God bless you ❤
@pradeepsahoo954
@pradeepsahoo954 Год назад
ସତରେ ମୁଁବି 😂
@lambodarnaik8234
@lambodarnaik8234 Год назад
ଯୁଦ୍ଧ ଜାରି ରହୁ ମା, ତୁମ ସୁମଧୁର ସ୍ୱର ଚାରି ଆଡେ ବିଛାଡ଼ି ହେଇ ପଡୁ। ଭଗବାନ ତମର ମଙ୍ଗଳ କରନ୍ତୁ ❤️
@tapanswain1812
@tapanswain1812 Год назад
ନନ୍ଦିନୀ ନିଜ ସୋର ପାଇଁ ଆଗକୁ ଯାଇଛି କାହା ଦୟାରେ ନୁହେଁ 👍👍👍💞
@prakashpa8718
@prakashpa8718 Год назад
Right
@nothingelse1521
@nothingelse1521 Год назад
ନନ୍ଦିନୀ ଦିଦି ଆପଣ ବହୁତ୍ ଭଲ ଗାୟିକା l ପ୍ରଭୁ ଜଗନ୍ନାଥ ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ କରନ୍ତୁ ଏତିକି ପ୍ରାର୍ଥନା ପ୍ରଭୁ ଙ୍କୁ ହୃଦୟରୁ 🙏🙏🙏.
@manonayak1452
@manonayak1452 Год назад
ତୋ ପ୍ରେମ ସବୁଠୁ ନୀଆରା ଗୀତ ମୋତେ ସବୁଠାରୁ ବେଶି ଭଲଲାଗେ ମୁଁ ବାରମ୍ବାର ସୁଣେ।
@sanjibkumarsinger5704
@sanjibkumarsinger5704 Год назад
Tumaku Jagannath Saha sister
@priyankabiswal8116
@priyankabiswal8116 Год назад
ସରଳ ହୃଦୟର ମଣିଷଙ୍କ ସହିତ ସବୁବେଳେ ଏମିତି ହିଁ ହୁଏ...
@rajesdas4051
@rajesdas4051 6 месяцев назад
Seriously 😅Kia sarala seita Amit Jana padeni
@channelRadha
@channelRadha Год назад
ସତ୍ଯ ଓ ଧର୍ମର ଜୟ ସୁନିଶ୍ଚିତ। ଭଗବାନଙ୍କ ଭଲ ସମୟ ଟିକିଏ ଡେରି ରେ ଆସିବ, କିନ୍ତୁ ଦୀର୍ଘ ସ୍ଥାୟୀ ଏଥିରେ ଦ୍ବିମତ ନାହିଁ। ଧୈଯ୍ୟ ରଖ।
@rajendraprasaddebata6877
@rajendraprasaddebata6877 Год назад
Yes 👍
@manasbabuni5287
@manasbabuni5287 Год назад
Nandini madam କ୍ଷମା କରିବେ କାରଣ ମୁଁ ଭାବୁଥିଲି ଯାତ୍ରା ରେ ଅଧିକ ଟଙ୍କା ମିଳୁଛି ବୋଲି film ହେଉ କି albumରେ ଗୀତ ଗାଉନାହାନ୍ତି। ଆପଣ ଙ୍କ ଜୀବନରେ ଏତେ ବଡ଼ ଘଟଣା ର ସମ୍ମୁଖୀନ ହୋଇଛନ୍ତି।😔ମନ ଦୁଃଖକରନୀ ଆପଣ ଯେଉଁ ଠି ଅଛନ୍ତି ବହୁତ ଭଲ ଅଛନ୍ତି।ସାରା ରାଜ୍ୟ ଦେଖି ଛନ୍ତି ନନ୍ଦିନୀ ବେହେରା କଣ୍ଠଶ୍ବର କଣ । ଭଗବାନ ଙ୍କୁ ପ୍ରାର୍ଥନା ଆହୁରି ଆଗକୁ ଯାଅ ।ଜୟ ଜଗନ୍ନାଥ 🙏
@AnchorKrishnaKumar
@AnchorKrishnaKumar Год назад
tq
@bhabanireddy8152
@bhabanireddy8152 4 месяца назад
Nandini didi main aapko bahut mis kar raha tha❤❤❤ Main Jab Chhoti thi na tab main aapka gana sunte the aap audition Mein Gate the Na Main Hamesha dekhte hain Jab khatm Ho Gaya Main To Bahut Dukh Laga Kyunki Main aapko Nahin dekh Sakta jab mere pass mobile Aaya tab Maine aapka naam search kiya FIR Maine Dekha aap to Jatara mein Gate the FIR maine bola Koi film se gaya ho FIR Ek bhi gana Nahin Aaya maine bola aapko Shayad interest Nahin Hoga film bagara mein gane Maine yah Socha Tha Aaj Mujhe Pata Chala ki aapke Kyon nahin kar rahe ho film mein Main aapke liye bahut khush hun aapke man mein jo a raha hai vah kijiye aapko jo Achcha lag raha hai vah karne se aapko Achcha lagega Ham Hamesha aapke Sath Hain main aapko bahut bahut mis kar raha tha main aaj aapko Dekh Kar bahut khush hun❤❤❤❤❤❤❤❤❤❤❤❤
@narayanmohanty2049
@narayanmohanty2049 Год назад
She is brave girl and fantastic singer. I have personally listened her song on Jatra Pandal. I really appreciate her singing talent. Go on like this and God will be always with you.
@bijayjena9209
@bijayjena9209 Год назад
Namita Agarawal.goteRandi.Aau.ranndigiri.kari.odishare.Achi.Debashis.mahanti.gote.sala.vadua
@santoshbindhani4439
@santoshbindhani4439 Год назад
ନନ୍ଦିନିକୁ ଭଗବାନ ସାହା ହୁଅ ନ୍ତୁ ଯେଉଁ ମାନେ ତମକୁ ହଇରାଣ କରିଚନ୍ତି ସେମାେନ କେବେ ଭଲରେ ରହିବେନି ଜୟ ଜଗନ୍ନାଥ🙏🙏🙏🙏🙏🙏
@ajitbrahma343
@ajitbrahma343 Год назад
Thik katha vai
@pradeepsahoo954
@pradeepsahoo954 Год назад
😂 ସତରେ ବହୁତ୍ ଦୁଃଖ ଲାଗିଲା, ଠିକ୍ କହିଛ
@bishikeshandhupal2971
@bishikeshandhupal2971 Год назад
ସାନ ଭଉଣୀ ମୁଁ ତୁମର ବଡ ଭାଇ ହିସାବରେ କହୁଛି ମା ତୁମେ କିଛି ଚିନ୍ତା କରନାହିଁ ଆମେ ଗରିବ ହେଲେବି ଆମ ପାଖରେ ବଡ ଠାକୁର ଜଗନ୍ନାଥ ମୁହପଭୁ ଅଛନ୍ତି ତାଙ୍କୁ ଉଚିତ ଦଣ୍ଡ ଭୋଗିବାକୁ ପଡିବ ମା ଜୟ ଜଗନ୍ନାଥ
@firojkumarpradhan5518
@firojkumarpradhan5518 Год назад
Absolutely right bro
@user-os6wl4ld4p
@user-os6wl4ld4p 7 месяцев назад
Right ☝️👍 best of luck
@astikcreation3242
@astikcreation3242 Год назад
ବହୁତ ସୁନ୍ଦର ଗାୟିକା my fevorite singer 👌👌👌👌👌 (ମଣିଷ) ଗରିବ ହେଲେ ମରିବ ! ପଇସା ଵାଲା ଙ୍କ ପାଇଁ ସବୁ ଖୋଲା ଗରିବ ପାଇଁ ସବୁ କିଲା
@rajanikantajena1740
@rajanikantajena1740 Год назад
କ୍ରିଷ୍ଣା ଭାଇ ଆଜି ଯୋଉ ସତ ସାମ୍ନା କୁ ଆଣିଲ ଧନ୍ୟବାଦ୍ ତୁମେ ଠୁ ଶିଖି ମିଡ଼ିଆ ମାନେ କିଛି ତ ଶିଖିବେ.…... ଏଇ ହୋଉଛି ଆମ ଓଡ଼ିଆ news channel ମାନଙ୍କ ଗର୍ବ ସତ୍ୟ ର ସାମ୍ନା ..... ଆପଣଙ୍କ ସାଙ୍ଗରେ...... 🙏🙏🙏 Krishna bhai ଆଗ କୁ ଏମିତି vlgo ଆଣ 🔥🔥🔥news channel Bala nku ❤️❤️❤️dil se
@teachervloggerjunoon5867
@teachervloggerjunoon5867 Год назад
Yes..
@debendrashyanti5186
@debendrashyanti5186 Год назад
👍
@samir4500
@samir4500 Год назад
ଗୁଣ ଥିଲେ କିଛି ବି ଫରକ ପଡିବନି। ବହୁତ୍ ଆଗକୁ ଯାଅ 🎉❤ବହୁତ୍ ଭଲ ଗାୟିକା।ଯିଏ ବେଇମାନି କଲା ତା ପାଖକୁ କେବେ ବି ଯିବନି🙋‍♂
@girijaprasad6948
@girijaprasad6948 Год назад
ତମ କଥାଶୁଣି ବହୁତ ଦୁଃଖ ଲାଗିଲା. ଭଗବାନ ତମର ମଙ୍ଗଳ କରନ୍ତୁ ସବୁବେଳେ....🙏🙏🙏🙏
@ranjansethy9931
@ranjansethy9931 Год назад
ନନ୍ଦିନୀ ଙ୍କ କଣ୍ଠ ଯେମିତି ସୁନ୍ଦର ତାଙ୍କ କଥା ବି ବହୁତ ସରଳ ଓ ସୁନ୍ଦର ଭଲ ପଦକ୍ଷେପ ନେଇଛନ୍ତି ଯାତ୍ରା ରେ ଯାଇ ଗୋଟିଏ ପରିବାର ଭଳି ରହୁଛନ୍ତି
@NLrakesh
@NLrakesh Год назад
ଭଉଣୀ ବହୁ ଦିନ ପରେ ତୁମକୁ ଦେଖି ଭଲ ଲାଗିଲା ,,, ଭଗଵାନ ତୁମର ମଙ୍ଗଳ କରନ୍ତୁ ,,, ଯାହା ବି କରୁଛ ,,ବାସ୍ ନିଜ ଇଚ୍ଛା ଆଉ ସ୍ୱାଭିମାନ ରେ ରୁହ
@mrchandu8630
@mrchandu8630 Год назад
ଦେଖିଲେ ନନ୍ଦିନୀ ଗାଇଲେ ନମିତା ଅଗ୍ରୱାଲ କଟିବ ସେଥିପାଇଁ ଗୋଟେ ଷଡଯନ୍ତ୍ର ଚାଲିଲା ସାର୍ଥକ ଚାନେଲ ଵାଲାଙ୍କର
@prakashparida2606
@prakashparida2606 Год назад
Right
@bikashchandrapanda8116
@bikashchandrapanda8116 Год назад
100% right brother
@swadhinasahu9521
@swadhinasahu9521 Год назад
100% right
@babugouda9722
@babugouda9722 Год назад
Hmm bhai
@2rd251
@2rd251 Год назад
Right
@ashutoshmantry8963
@ashutoshmantry8963 Год назад
Melody Queen 👑 of Jollywood nd my all time favourite..
@bhabanisankar2704
@bhabanisankar2704 Год назад
Mora b , bahut fevorite ❤️❤️❤️❤️
@happyallindiajayhind698
@happyallindiajayhind698 Год назад
ଏମିତି ବହୁତ ନଦିନୀ ଶିଖାର ହଉଛନ୍ତି
@firojkumarpradhan5518
@firojkumarpradhan5518 Год назад
@debasisvlog3964
@debasisvlog3964 Год назад
ଭଉଣୀ ଆପଣ ନୀରବ ବୋଲି ଛାଡ଼ି ଦେଲେ ଆଉ କିଏ ହୋଇଥିଲେ ତାଙ୍କ ରଙ୍ଗ ଛଡେଇ ଦେଇଥାନ୍ତେ.... ଏବେବି ସମୟ ଅଛି ସେମାନଙ୍କୁ ଦଣ୍ଡ ମିଳିବ ଥରେ ମୁହଁ ଖୋଲି ଦେଖ
@Radhekrishnaa222
@Radhekrishnaa222 Год назад
ସମୟ ଚକ୍ର ସବୁବେଳେ ବୁଲେ... ଆଜି ଯଦି ତୁମ ବେଳା ଖରାପ ପଡିଛି, ଭଲ ଦିନ ଆସିବ ତୁମେ ଅପେକ୍ଷା କର ଆଉ ଧର୍ଯ୍ୟ ଧର❤️❤️❤️❤️
@mantubehera2263
@mantubehera2263 Год назад
ସାର୍ଥକ ଟିଭି ନାଁରେ କେସ୍ ଦେବା କଥା ମୁଁ ତୁମର ଭଲ ଚାହେଁ ନନ୍ଦିନୀ ❤❤❤❤
@sankarsansahoo47
@sankarsansahoo47 4 месяца назад
Right sir
@Deepakmallik888
@Deepakmallik888 Год назад
ନନ୍ଦିନୀ ଦିଦି ସବୁ ଦିନ ପାଇଁ ଆମ ମନରେ ରହିବେ |ସେ ଗୀତ ବୋଲନ୍ତୁ କି ନ ବୋଲନ୍ତୁ |god bless u.
@rabindrasethy3276
@rabindrasethy3276 Год назад
Nandini sister don't worry...pure gold doesn't fear the flame..u r the pure gold..GOD BLESS YOU NANDINI..ALL WE ARE WITH YOU...FOR THOSE PERSONS ODISHA IS GOING TO BACK...U R THE PROUD OF ODISHA...
@sudhansusekharpanda8015
@sudhansusekharpanda8015 Год назад
Really you are a brave girl Nandini, Don't worry whole world is your... Keep growing keep motivating and keep giving blockbuster playbacks
@papunjena6677
@papunjena6677 Год назад
Tq mo suna bouni🙏⚘⚘⚘⚘
@gourangcharanrath701
@gourangcharanrath701 Год назад
Nandini is a great singer,GOD BLESS him forever.
@jayaprakashmohapatra5644
@jayaprakashmohapatra5644 Год назад
ସୀତାରାମ ଅଗରବାଳ ଚିନ୍ତା କଲା ଯେ ନନ୍ଦିନୀ ବେହାରା ମାର୍କେଟ କୁ ଆସିଲେ ତା ମାଇପ ନମିତା ଦାସ ଅଗରବାଳ ର ଚାହିଦା କମିବ ତେଣୁ କରି ସେ ଚକ୍ରାନ୍ତ କରି ଦବେଇ ଦେଲେ
@jatraloversarat1460
@jatraloversarat1460 Год назад
ତୁମେ ବହୁତ ଭଲ ଗୀତିକାର ଭଉଣୀ, ତୁମ କଥା ଶୁଣି ସାରିବା ପରେ, ମୋର ଅଭିନୟ ରେ ପାଦ ଦବାକୁ ଇଛା ଥିଲେ ହେଁ, ମୋତେ ଡର ଲାଗୁଚି,
@sonaliofficialvloge4911
@sonaliofficialvloge4911 Год назад
ଓଡ଼ିଆ ଯାତ୍ରା ର ଆଗ ଧାଡିର ସିଙ୍ଗର ନନ୍ଦିନୀ ଭଉଣୀ l ଜୟ ଜଗନ୍ନାଥ... ଭଗବାନ ତମର ମଙ୍ଗଳ କରନ୍ତୁ l
@maminamallick9550
@maminamallick9550 Год назад
Namdini Tumaku Jagannath SadaSahaya. Huantu
@urmilabehera2660
@urmilabehera2660 Год назад
Mu b vabuthili swara odisara winnor why not singing janigali
@sudiptasethi7553
@sudiptasethi7553 Год назад
She is such a nice singer . Thanks for bringing up this interview. She should be a front line singer now . I was searching her songs in RU-vid. She must and must be a frontline playback singer .
@beingaspirant0505
@beingaspirant0505 Год назад
So humble and matured girl from jollywood industry...
@dipakkumarsahoo9129
@dipakkumarsahoo9129 Год назад
I have watched so many stage show of Nandini madam in jatra and my personal view she is one of the best singer as well as a clear hearted honest and down to earth personality.
@bijayaroy9097
@bijayaroy9097 Год назад
ନନ୍ଦିନୀ ମାମ୍ , ଜଣେ ବହୁତ ବହୁତ ସୁନ୍ଦର କଣ୍ଠଶିଳ୍ପୀ ଯଦି ସେ ସାର୍ଥକ ଚାନେଲ ରେ ସୁଯୋଗ ପାଇଥାନ୍ତେ ତେବେ , ନମିତା ଆଗ୍ରୱାଲ ଙ୍କ ସ୍ଥିତି ଶୋଚନୀୟ 😄 ତେଣୁ ସାର୍ଥକ Tv ସେତେବେଳେ ଚାହିଁଲା ନଦିନୀଙ୍କୁ ରାସ୍ତାରୁ ହଟାଇବାକୁ ଆଉ କଣ ପ୍ରତିଭା କୁ କେହି ରୋକି ପାରିବେନି ମୁଁ ନଦିନୀଙ୍କର ଜଣେ ବଡ଼ ପ୍ରଶଂସକ 👍🏿
@rupashreepriyadarsinimohap3778
Oi ur af ax
@subashdalai8893
@subashdalai8893 Год назад
Right
@sudiptasethi7553
@sudiptasethi7553 Год назад
Politics bhai , because she is a versatile singer . She could have been the heart of odisha by her singing talent . Wish to see you on top among all the present singers. God bless you .
@susantbehera1840
@susantbehera1840 Год назад
ନନ୍ଦିନୀ ଙ୍କ ଗୀତ ନମିତା ଅଗ୍ରୱାଲ ଙ୍କ ଗୀତ କୁ ଟକର ଦେଵା ର ଭୟ
@mitanjalidei1167
@mitanjalidei1167 Год назад
Sata katha
@jyotiranjanswain386
@jyotiranjanswain386 Год назад
Right👍👍
@mansisamal9787
@mansisamal9787 Год назад
Right
@rameshmalik5485
@rameshmalik5485 Год назад
Right
@sarojinisahoo2652
@sarojinisahoo2652 Год назад
Right
@khusientertenment1444
@khusientertenment1444 Год назад
ଭଲ ଗାୟକ/ଗାୟିକା ଙ୍କୁ ନିଶ୍ଚିତ ସୁଯୋଗ ମିଳିବ..... ଭଗବାନ ଙ୍କ କେବେ କାହାକୁ ନିରାଶ କରିବେନି.... ତୁମେ ମଧ୍ୟ ଆଶା ଛାଡ଼ନୀ....
@sonalisahoo4402
@sonalisahoo4402 6 месяцев назад
Really nandini u r great Aji ka dt re kehi emti sata kahiba paain sahas karibeni jemti tame karicha Au rahila Tama Gita katha U r also a very good singer So tame darani Tamara prativa achhi So channel re hau ki jaatra re jouthi b hele Tama prativa phutiki bahariba God achhanti Vala loka nka saha sabubele vala hin haba ok God bless u my sister Luv u
@mrrana4933
@mrrana4933 Год назад
Proud of you Nandini dd ତଥାପି ଲୋକେ ଯାତ୍ରା କୁ ଖରାପ କହୁଛନ୍ତି chanel ରେ କଣ ହଉଛି ଲୋକେ ଦେଖି ପାରୁନାହାନ୍ତି Thank you Krishna Bhai Love from କବିସୂର୍ଯ୍ୟନଗର
@AnchorKrishnaKumar
@AnchorKrishnaKumar Год назад
tqqq
@srabankumarsethy2661
@srabankumarsethy2661 Год назад
Right 👍
@mrrana4933
@mrrana4933 Год назад
@@AnchorKrishnaKumar ପ୍ରଥମେ ଆପଣଙ୍କୁ thank you Krishna ଭାଇ ଏମିତି ନୂଆଁ ନୂଆଁ ଭିଡ଼ିଓ ପାଈଁ god bless you my bro ଆପଣଙ୍କ jorny emti ସୂପଥ ହଉ ପୁଣି କେବେ ଦେଖା ହେବା ଜୟ ଜଗନ୍ନାଥ
@binayakumar7753
@binayakumar7753 Год назад
Thank you bro for bringing this fact in front of people of Odisha. Nandini is best talent
@rajacreations7762
@rajacreations7762 Год назад
ନମିତା ଅଗ୍ରୱାଲ ଠୁ nidene କ voice ଭଲ ସେଥିପାଇଁ fiml ରେ ଗୀତ ଗାଇବା ପାଇଁ ଦଉ ନଥିଲେ ଆଉ ମାରିବା ପାଇଁ ଚାହୁଁ ଥିଲେ ହେଁ ଜଗତ ର ଜଗନ୍ନାଥ ତୁମେ ହିଁ ସାହା ଭରଷା love you nidene didi ❤️🙏🙏🙏🎂
@sibaprasadmuni1261
@sibaprasadmuni1261 Год назад
ଦିଦି ଆପଣଙ୍କ ପ୍ରତି ସାର୍ଥକ ଚ୍ଯାନେଲ୍ ବାଲାଙ୍କ ଇର୍ଷା ହେଉଛି । କାଳେ ନମିତା ମ୍ୟାମ୍ ଙ୍କ ଠୁ ଆପଣବଳି ଜିବେ ବୋଲି ! ଆପଣ ଆମ ଗଞ୍ଜାମ୍ ପିଲା ବୋଲି ମଧ୍ୟ ହୋଇଥାଏ ପାରେ..
@dhireshch.mohanty5855
@dhireshch.mohanty5855 Год назад
ନନ୍ଦିନୀ ଦିଦି ତୁମେ ଆମ ଓଡ଼ିଶା ମାଟି ପାଇଁ ଚିର ଅମର ହୋଇ ସବୁଦିନ ରହିବ , you are great of utkal , I am your big fan didi
@santoshsahoo1600
@santoshsahoo1600 Год назад
ନନ୍ଦିନୀ ତମେ ଗୋଟେ ଭଲ ସିଙ୍ଗର ଆମ ଗଞ୍ଜାମ ଜିଲ୍ଲା ପାଇଁ ଗୌରବର କଥା.... ହାତ ଧରି ଚାଲୁ ଥିବ ଜଉ ଗୀତଟି ଗାଇଥିଲେ ମୋତେ ବହୁତ ଭଲ ଲାଗିଥିଲା ବହୁତ ସୁନ୍ଦର voice ଆପଣଙ୍କର ଏମିତି ଗୀତ ଗାଉ ଥାନ୍ତୁ ଭଗବାନ ଆପଣଙ୍କଙ୍କୁ ସର୍ବଦା ଭଲରେ ରଖନ୍ତୁ....... ଆଉ ଜଉ ୟୁଟୁବ ଚାନେଲ ରେ ନନ୍ଦିନୀ ବିଷୟରେ ଦେଖେଇଛନ୍ତି ତାଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଜଣାଉ ଅଛି 🙏🙏🙏🙏🙏
@baishnabachisahu5835
@baishnabachisahu5835 Год назад
ନନ୍ଦିନୀ ଭୁବନେଶ୍ୱର ଝିଅ ହୋଇଥିଲେ ତାକୁ ଏତେ କଷ୍ଟ ସହିବାକୁ ପଡ଼ିନଥାନ୍ତା ଯେହେତୁ ସେ ଗଞ୍ଜାମ ଝିଅ ତେଣୁ ତାକୁ ଏପରି କରାଗଲା.... ରାଜନୀତି.... ଭଗବାନ ତୁମର ମଙ୍ଗଳ କରନ୍ତୁ... ଜୟ ଜଗନ୍ନାଥ 🙏🙏🙏
@amulyamukhimla7531
@amulyamukhimla7531 Год назад
ଏଠି ସବୁ ଷଡଯନ୍ତ୍ର ସଳା ହାରାମି ସବୁ ନନ୍ଦିନୀ ଭଉଣୀ ଗୀତ ଗାଇଲେ ଅନ୍ୟ ମାନେ ଚାନ୍ସ ପାଇବେନି ସେଥିପାଇଁ ହାରାମି ମାନଙ୍କ ଏମିତି କାମ ତମେ ବହୁତ ଆଗ କୁ ନନ୍ଦିନୀ ଭଉଣୀ ଜୟ ଜଗନ୍ନାଥ
@subashdalai8893
@subashdalai8893 Год назад
Naa semiti nuha Nandini ku Namita Agrawal agaku badhi Baku deleni au jeu mane swara Odisha re second third hei thile tanku chance milila lancha pain
@deepakkumarpradhan7026
@deepakkumarpradhan7026 Год назад
Nandini mam 🙏 you are great 👍 so strong, Love you 🙏 God bless you and your family 🙏 Thanks Krishna Bhai 🙏 Jay Jagannath 🙏
@gourangcharanrath701
@gourangcharanrath701 Год назад
As a childhood singer i like nandini beheras song very much
@AjayaKumarMishra-nf8rr
@AjayaKumarMishra-nf8rr 6 месяцев назад
ଏଗୁଡା ବଦମାସ ଗୁଡା ରେ, ଏମାନେ ରାକ୍ଷସ ଗୁଡା, ଆମ ପିଲା ଙ୍କ ସହ ଏମାନେ ଖେଳୁଛନ୍ତି, ଜୟ ଜଗନ୍ନାଥ 🙏🙏🙏
@kapilachandra1816
@kapilachandra1816 Год назад
ଦୁନିଆ ଜାଣେ ଏ ଭଳି ଝିଅ ଅଛନ୍ତି ମୁ ୫୫ବର୍ଷ ଭିତରେ ଦେଖିନି good ଝିଅ ମୁ ତାଙ୍କର ଜୀବନ ସୁଖ ମୟ ହେଉ ମୋର ଏତିକି ପ୍ରାର୍ଥନା ଜୟ ଜଗନ୍ନାଥ
@2rd251
@2rd251 Год назад
God bless 🙏🙏🙏you Nandini Behera.. Oneday people know you all India🇮🇳🇮🇳🇮🇳🇮🇳.. Cute voice.. Jatra Golden singer👩‍🎤👩‍🎤
@-kalakaraduniya8615
@-kalakaraduniya8615 Год назад
ମୋ ଗାଁ ର ସୁନା ଭଊଣୀ ପାଇଁ ମୁ ବହୁତ୍ ଦୁଖିତ, କଳାକାର ଜୀଵନ ର ଦୁଃଖ ବୁଝୁଛି କିଏ," ସବୁ ପର ଏଠି ଖାଲି ଲୁହ ହିଁ ନିଜର" 🙏
@rudraprasadbeherarudrapras4420
U r great
@manoranjansahu4067
@manoranjansahu4067 Год назад
Pathara ki
@debdashmallick6079
@debdashmallick6079 11 месяцев назад
I listened your story from Utube and I have seen your reality show. You got first position. You are a brave girl and God bless you Thank you.
@sscreations5449
@sscreations5449 Год назад
ଭଉଣୀ ମୁଁ ଗୋଟିଏ ସାଧାରଣ କଣ୍ଠଶିଳ୍ପୀ ହିସାବରେ ଜଗନ୍ନାଥ ନିକଟରେ ପାର୍ଥନା କରୁଛି ଆପଣ ଆଗକୁ ବହୁତ ଉର୍ନତି କରନ୍ତୁ ଆଉ ଏ ସଂଗୀତ ଜଗତ ଆପଣଙ୍କ ପାଇଁ ଗର୍ବ ଅନୁଭବ କରୁ. ଜୟ ଜଗନ୍ନାଥ 🙏🏽
@shisirkumarpradhan4938
@shisirkumarpradhan4938 Год назад
ନନ୍ଦିନୀ ଦୀ ସତରେ ମୁଁ ସବବେଳେ ତୁମ ଗୀତ ଶୁଣିବାକୁ ଅନେଇ ବସିଥାଏ ଗୋଟେ ଗୀତ ତୁମର ଆସିଥିଲା ଧୀରେ ଧୀରେ ବେଷ୍ଟ ଗୀତ ଥିଲା
@villain9934
@villain9934 Год назад
ସେ ସଳାଙ୍କୁ ଲୋକ ଲଗେଇ ବାଡାଅ,,, ଦିଦି,,,, ତମ କଥା ସୁଣି ମତେ ବହୁତୁ ଦୁଖ ଲାଗିଲା ଦିଦି, ତମ ଭଏସ ମତେ ବହୁତୁ ଭଲ ଲାଗେ ଦିଦି,,
@cookwithpriyankarana
@cookwithpriyankarana Год назад
Mote bi😊
@madhababehera4070
@madhababehera4070 Год назад
ନନ୍ଦିନୀ, ମୋ ଭଉଣୀ ଆଗକୁ ମାଡି ଚାଲ ,ତୋ ଭବିଷ୍ୟତ ଉଜଲ ମୟ, ସୁନ୍ଦର କଣ୍ଠ ଭଗବାନ ଦାନ ଭାବେ ତୋତେ ଦେ଼ଇ ଛନ୍ତି
@Jyoshna494
@Jyoshna494 10 месяцев назад
ନନ୍ଦିନୀ ଦିଦି ତମେ ଯାହା କରିଚ ଭଲ କରିଚ। ତମକୁ ମୋ ବାପା ବୋଉ ବହୁତ୍ ଭଲ ପାଆନ୍ତି। ଏମିତି ତମେ ଆମ ହୃଦୟ ଭିତରେ ରହି ଥାଅ। Miss u Di ❤❤
@anupamabishi5444
@anupamabishi5444 Год назад
Really I am a great fan of Nandini. She is a top level singer of Odisha. God bless her.
@pratapsahoo270
@pratapsahoo270 Год назад
ଏଭଳି କଥା ଆମେ ଶୁଣିଥିଲୁ ଯେ ଡାଇରେକ୍ଟର ପ୍ରଡୁସର ମାନେ ଏପରି କରନ୍ତି ବୋଲି, କିନ୍ତୁ ଭଉଣୀ ଏ କାହାଣୀ ଶୁଣି ଅତି ଦୁଃଖ ଲାଗୁଛି ଯେ ଲୋକମାନେ ଏତେ ତଳକୁ ଯାଇପାରନ୍ତି, ଗୋଟେ କଥା କହିବି ଭଉଣୀ ତୁମେ ଯେଉଁ ଡିସିସନ୍ ନେଇଛନ୍ତି ଏକଦମ୍ ରାଇଟ୍ 🙏 ଜୟ ଜଗନ୍ନାଥ 🙏
@teachervloggerjunoon5867
@teachervloggerjunoon5867 Год назад
ମୁଁ ସବୁବେଳେ ଆପଣଙ୍କ ଯାତ୍ରାରେ ଗୀତ ଗାଇବା ଦେଖିକି ଆପଣଙ୍କ face କୁ ଦେଖିକି ଭାବେ କିଛି ତ story ଥିବ..finally ମୋ doubt ସତ ହେଲା, stay strong, stay blessed, ଭଲ ଲୋକଙ୍କର ଯୁଗ ଯୁଗ ଜୟ ହୁଏ💜
@aditiyatripathy645
@aditiyatripathy645 Год назад
ନନ୍ଦିନୀ ବହୁତ ଦୁଃଖ ଲାଗିଲା ତମ ସହିତ ହୋଇଥିବା ଅତ୍ୟାଚାର ପାଇଁ ,ଦୁନିଆ ରେ ବହୁତ ମୁଖା ପିନ୍ଧା ଭଦ୍ର ଲୋକ ଅଛନ୍ତି, ଜଗନ୍ନାଥ ଙ୍କ କରୁଣାରୁ ତମେ ଠୀକ୍ ଅଛ ଓ ଠୀକ ଜାଗାରେ ଜୀବନ ଗଢି ପାରିଛ ,ବହୁତ ବହୁତ ଧନ୍ୟବାଦ ,କିନ୍ତୁ ଏତେ ପରେ ବି ସେ କୁକୁର ର ନାଁ କହୁନାହଁ ତମ ଧର୍ଯ୍ୟ କୁ ସଲାମ ।
@satyanayak4271
@satyanayak4271 Год назад
ହଁ ଭାଇ
@teachervloggerjunoon5867
@teachervloggerjunoon5867 Год назад
R8
@cutecow3125
@cutecow3125 Год назад
Se kukura janaka hela debasish
@monalishasahu3267
@monalishasahu3267 4 месяца назад
Nandini Di Hauchanti ama gaon r ☺i am so proud her 💯🙏Bhagawaan sabu bele khushi re rakhantu🙏Jay Jagannath... ❤
@AnchorKrishnaKumar
@AnchorKrishnaKumar 4 месяца назад
tqq
@ଓଡ଼ିଆO
@ଓଡ଼ିଆO 4 месяца назад
ନନ୍ଦିନୀ ଦିଦି ଙ୍କର ଗଞ୍ଜାମ ର କୋଉ ଜାଗା ❤
@jogeswarnayak5560
@jogeswarnayak5560 Год назад
Krishna bhai, I Love you.Reality dekhaiba pain.god bless you bhai.Emiti sata odisha basinku always dekhatu.
@pritikar5409
@pritikar5409 Год назад
East and West In Jollywood Nandini is best. ଫିଲ୍ମ ଏବଂ ପାର୍ଶ୍ଵବର୍ତ୍ତୀ ସବୁଠି ଝିଅ ମାନଙ୍କ ପ୍ରତି ଦୁର୍ବ୍ୟବହାର ।ଯିଏ ସାଲିସ କଲା ଭଲ ନହେଲେ ଖରାପ ।
@nilkamalrout8915
@nilkamalrout8915 Год назад
ଭଗବାନ ଆପଣକୁ ଭଲ ରେ ରଖନ୍ତୁ ଓ ଆହୁରି ଉନ୍ନତି କରୁ ଥାଅ ଜୟ 🙏🏼🙏🏼ଜଗନ୍ନାଥ 🙏🏼🙏🏼
@laxmidharaparida8353
@laxmidharaparida8353 Год назад
ଜଗରନାଥ ଙ୍କ ଆଶୀର୍ବାଦ ତୁମପାଖରେ ଅଛି ମା ମଙ୍ଗଳା ତୁମକୁ ଶକ୍ତି ଦେଇସାରିଛନ୍ତି ତୁମର କିଛି ହବନାଇ ଆଗକୁ ତୁମେ ଆହୁରି ଶକ୍ତିମଇ ହୋଇ ସମସ୍ତଙ୍କୁ ଦେଖା ହବ 👍👍👍👍
@SureshNayak-hl7gt
@SureshNayak-hl7gt Год назад
Best motivation
@binaykumarkatikia463
@binaykumarkatikia463 Год назад
ଝିଅ କିଛି ଲୋକଙ୍କ ଅସଲି ଚେହେରା ବହୁତ ଭଲ ହୋଇଥାଏ ବାହାର କୁ,, କିନ୍ତୁ ତାଙ୍କ ର ରାକ୍ଷସ ଜଳନ୍ଧର ରୂପ ଭିତରେ ଲୁଚି ରୁହେ, ସେତେବେଳେ ମଣିଷ ତାଙ୍କୁ ଦଣ୍ଡ ଦେଇ ନ ଥାଆନ୍ତି ରେ ,,ମା ,,, ତାଙ୍କ ପାଇଁ ସ୍ୱୟଂ ଭଗବାନ ଦଣ୍ଡ ଦେବାପାଇଁ ଆସନ୍ତି,, ତୁମ କୁ ଭଗବାନ ଙ୍କ ର ଆଶ୍ରିବାଦ ରହିଛି ରେ ମା, ତମେ ନିଶ୍ଚିତ ଭାବରେ ଜଣେ ଭଲ ମଣିଷ ହେବ,, ଏହାହିଁ ମୋର କାମନା ପ୍ରଭୁ ଜଗନ୍ନାଥଙ୍କ ନିକଟରେ,,,
@ankitmohanty8190
@ankitmohanty8190 Год назад
Ate bada 3rd grade loka a duniare achhanti chhi.but i like nandini very much because she is a original talented singer.
@badaldkl7921
@badaldkl7921 Год назад
ଏଇ ଶଳା ସିଦ୍ଧାର୍ଥ ମାଲିକ ସୀତାରାମ, ନମିତା ବଡ଼ ମା....ଶଳା ବେ...ଛୁଆ ଗୁରା।ଜୀବନରେ ଏମିତି କରି ଆଗକୁ ଯାଇଛି।ଶଳା ସେଥିପାଇଁ ସାର୍ଥକ ଚାନେଲ ବିକିଲୁ।ଶଳା ପରମ ହାରାମି
@sanjaykumarmanjhi3762
@sanjaykumarmanjhi3762 Год назад
Great Nandini. U r Maa Durga. U r Jhansi Rani Laxmi. Bai. I understood. What they wanted. I proud of you Nandini.
@AnchorKrishnaKumar
@AnchorKrishnaKumar Год назад
tqq
@abakashraut2377
@abakashraut2377 Год назад
,,
@abakashraut2377
@abakashraut2377 Год назад
6
@abakashraut2377
@abakashraut2377 Год назад
6
@abakashraut2377
@abakashraut2377 Год назад
:
@PramirMalik
@PramirMalik 6 месяцев назад
Jatara my favourite singer nandini didi
@debanandabishi7417
@debanandabishi7417 Месяц назад
Love this singer so cute voice🎉🎉🎉
@a.difficultresearch..boy.7729
your great nandin didi....ନନ୍ଦିନୀ ଦିଦି ଅପଣ‌ ଏଥିରେ ଜଣେଇଦେଲେ‌‌ ଯେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯଦି ଆଗକୁ ଜିବାର ଅଛି ତା ହେଲେ ନିଜ ଇଜ୍ଜତ ନିଲାମ କରିବାକୁ ପଡ଼ିବ।ତା ହେଲେ ସବୁ ହିରୋଇନ୍ ଓ ଝିଅ ସିଂଗର ମାନଂକୁ ଏପରି କରିବାକୁ ବାଧ୍ୟ।।ଛିଃ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି।
@satyabratasahoo1015
@satyabratasahoo1015 Год назад
Bhoguchi pintu nanda
@mallick1066
@mallick1066 Год назад
ଭଗବାନ ଅଛନ୍ତି, ବ୍ୟସ୍ତ ହୁଅନି ଲୋକ money & face value ଦେଖନ୍ତି । "God bless you "
@AnchorKrishnaKumar
@AnchorKrishnaKumar Год назад
tq
@sibaramgouda6223
@sibaramgouda6223 6 месяцев назад
Bhai ,ama Ganjam jhia se tuma Sana bhaoni bhali ,sabu problem solve kar .big fan of both of yours
@satrughnasial7404
@satrughnasial7404 Год назад
Best voice jay jagannath 🙏🙏
@kumarjitu403
@kumarjitu403 Год назад
ମହା ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରୁଚି, ତମ ଜୀବନ ସୁଖ ମୟ ହଉ🙏🙏🙏...... ତମ କଥା ଶୁଣି ବହୁତ ଦୁଃଖ ଲାଗୁଚି..... 😔😔😔😔
@papuvvlog123
@papuvvlog123 Год назад
ଭଗବାନ ଙ୍କ ଆଶିର୍ବାଦ ତମ ଉପରେ ଏମିତି ସଦାସର୍ବଦା ଥାଉ ଜୀବନ ଯୁଦ୍ଧରେ ତମେ ଏମିତି ଆଗକୁ ଆଗକୁ ମାଡିଚାଲ ଆଉ ଯେଉଁମାନେ ତମ ସାଥିରେ ଏମିତି ଦୁର୍ବବ୍ୟବହାର କରିଛନ୍ତି ଭଗବାନ ନିଶ୍ଚୟ ତାଙ୍କୁ ଦଣ୍ଡ ଦେବେ ... I am so proud my sister god bless for you
@sudarsanpradhan6782
@sudarsanpradhan6782 Год назад
ଏମିତି ଆଗକୁ ବଢ଼ି ଚାଲ ନନ୍ଦିନୀ ଭଗବାନ ତୁମ ପଛରେ ଅଛନ୍ତି ଜୟ ଜଗନ୍ନାଥ
@pradeepkumardas2824
@pradeepkumardas2824 Год назад
Nandini, jatra tuma pain bahut bhala. Sethi randua nahanti.
@jagadanandajena6482
@jagadanandajena6482 Год назад
ମୋର କିଛି ଭାଇ ମାନଙ୍କୁ ଅନୁରୋଧ କି କେହି କଳାକାର ଯଦି କହେ କି ମୋର liver ଖରାପ ହୋଇଯାଇଛି କି cancer ହୋଇ ଛି ମୋ ତେ ଟିକେ ସାହାଯ୍ୟ କର ଭାଇମାନେ ଆପଣ କହିବେ ଢେଙ୍କାନାଳ ନିଜ ଗାଣ୍ଡି ନିଜେ ସମ୍ବାଲ । ସାହାଯ୍ୟ କରିବାର ଅଛି ତ ନିଜ ନିଜ ଗ୍ରାମ ରେ ବହୁତ ଗରିବ ଲୋକ ଅଛନ୍ତି ଯେଉଁମାନେ କିଛି ଟଙ୍କା ପାଇଁ ମେଡିକାଲ ଯାଇପାରୁ ନାହାନ୍ତି ସେମାନଙ୍କୁ ସାହାଯ୍ୟ କର ଜୀବନ ଥିଲା ଯାଏଁ ମନେ ରଖିବେ ।
@ARUNARUN-lz1ov
@ARUNARUN-lz1ov Год назад
ଏ କାହାଣୀ ଶୁଣି ବହୁତ ଦୁଃଖ ଲାଗିଲା। ଏ ସାର୍ଥକ ରେ ହୋଇଥିବା ସମସ୍ତ ରିୟାଲିଟ ସୋ "ରଜ କୁଇନ ",ମୁଁ ବି ନମିତା ଅଗ୍ରୱାଲ ହେବି, ସବୁ ଝିଅ ମାନେ କିଛି ନା କିଛି Sacrifice କରି ଫାଇନାଲ କୁ ଯାଇଥିବେ ବୋଲି ସଂଦେହ ହେବା ସ୍ୱାଭାବିକ। ଲୋକଙ୍କ ସଂଦେହ ଧିରେ ସତ ହେଉଛି। ଏଭଳି ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି। ଏବେ ବି ସମୟ ଅଛି
@pareshkumar7850
@pareshkumar7850 Год назад
Bhai right
@NadiniTandi
@NadiniTandi Год назад
You are right bro chup rahiba katha nuha emananka against re complain Kariba katha
@sharatkumarpradhanyuvi5798
@sharatkumarpradhanyuvi5798 Год назад
Jaha nka pakhare skill au God gifted sweety voice achi tankara se sabu bajye things darkar nahi sister apana jatra jagata ra q9 God bless you infinite keep smiling and keep doing God jobs
@lijadas1547
@lijadas1547 Год назад
Bahut simple aau sweet tame.kali paga jatra re dekhithili mate bahut bhala lagila Tama voice .God bless you sister.Bahut aagaku jae
@AnchorKrishnaKumar
@AnchorKrishnaKumar Год назад
Tq
@srikantapattanaik9825
@srikantapattanaik9825 Год назад
Many thanks Nandini you have saved by the mercy of God
@p.sentertainment.4604
@p.sentertainment.4604 Год назад
ନନ୍ଦିନୀ ଙ୍କ ଗୀତ ବହୁତ୍ ସୁନ୍ଦର୍ ସେ ଦିନେ ନା ଦିନେ ଓଡ଼ିଆ ଆଲବମ୍ ଜଗତରେ ଗୀତ ଗାଇବେ l
@RAMApapu73811
@RAMApapu73811 Год назад
ସେଇ କଥା ଆଉ କୁହନ୍ତୁ ନାହିଁ।
@DEVR21
@DEVR21 Год назад
Krishna Bhai jay jagannath. Nandini madam ଙ୍କୁ ଜୟଗୁରୁ . ଠାକୁର ଅନକୁଳ ଚନ୍ଦ୍ର ଙ୍କ ସତ୍ ନାମ୍ ଗ୍ରହଣ କରିଛନ୍ତି ବୋଲି ଯେତେ ବାଧା ବିଘ୍ନ ଆସିଲେ ବି କିଛି ଅସୁବିଧା ହେବନାହିଁ । ମାଡାମ୍ ଠାକୁର ଙ୍କୁ ଧରି ଆମେ ଏତିକି ଜାଣିଛୁ ଯେଉଁ ବେକ୍ତି ଖରାପ କର୍ମ କରିବାକୁ ପଛାଏ ନାହିଁ ତାଙ୍କ ମୃତ୍ୟୁ ଟା ଅତି ଶିଘ୍ର (କର୍କଟ ରୋଗରେ)।ଠାକୁର ଙ୍କ ନିକଟରେ ଏତିକି ପ୍ରାର୍ଥନା ନନ୍ଦିନୀ ମାଡାମ୍ ଙ୍କ ପାରିବାରିକ ଜୀବନ ସୁଖମୟ ହୋଇ ଉଠୁ। Krishna Bhai please request you Thhakur Anukulchandra Any song voice for Nandini madam .""" JOYGURU"""
@bindashmusic143
@bindashmusic143 Год назад
Jayguru 🙏🙏
@prakashpa8718
@prakashpa8718 Год назад
Good singer nandini.didi
@BhoomiNaik-c3g
@BhoomiNaik-c3g 7 месяцев назад
👌👌👌👌👌👌 singer Dee God bless you Love you didi
@bhabanisankar2704
@bhabanisankar2704 Год назад
Nandini dii winner hela pare ame apananku bahut khojichu ,nandini di nka giata Kain asuni, satare ete dabu katha kete kasta apana manare chapi rakhichhanti, bhagaban sabubele bhalare rakhantu, 🙏🙌 ଆହୁରି ଆଗକୁ ଜାଅ ଓଡ଼ିଶା ତମ ସାଙ୍ଗରେ ଅଛି, ଧର୍ମର ସବୁବେଳେ ଜୟ ହେଵ ❤️❤️❤️
@prakashparida2606
@prakashparida2606 Год назад
She Has A Unique Voice
@prafullaparida221
@prafullaparida221 Год назад
Strong action should be taken against the channel.I have seen all the episodes of Nandini madam on sarthak channel, after final I was thinking why Nandini is not singing songs? today I realised it.Go ahed madam.
@puspanjalinaik164
@puspanjalinaik164 Год назад
Prabhu Jagannatha apana nku bhalare rakhantu. Mam apana ka geeta mu bahut bhala pae. ❤❤❤❤❤
@jayantapatra3168
@jayantapatra3168 9 месяцев назад
Realy brave girl, Nandin dont worry whole odisha with u.
@aratiray6331
@aratiray6331 Год назад
Really brave girl n Exellent singer
Далее
БЕЛКА РОЖАЕТ? #cat
00:24
Просмотров 388 тыс.
Pranam Odisha: Singer Lopita Behera | NandighoshaTV
35:40
Nandini Singer | Super Hit Jatra Song #nandini
34:58
Просмотров 896 тыс.