Тёмный
No video :(

କୁନି ପ୍ରବଚକ || Kuni Prabachak || Kesaba Das Dwitikrushna || kuni prabachan keshab das || Part - 1 

SK JATRA
Подписаться 525 тыс.
Просмотров 1,7 млн
50% 1

#kesabadas #ramabisaya #odiaprabachana #harikatha #kuniprabachaka #ajadhyakanda

Опубликовано:

 

3 ноя 2022

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 696   
@rudrabaitharu8132
@rudrabaitharu8132 Месяц назад
ଧନ୍ୟ ପ୍ରଭୁ କୁନି ପ୍ରବଚକ ଧନ୍ୟ ଆପଣଙ୍କ ପିତା ମାତା ,ସତରେ ଆପଣ ଜଣେ ଅବତରି । ପ୍ରଭୁ ହନୁମାନଙ୍କ ଇଛାରେ ରାମାୟଣ କରିବା ଇଛା ହୁଏ , ଆପଣଙ୍କ ଆଶିର୍ବାଦ ରହୁ।ଜୟ ଶ୍ରୀହନୁମାନ, ଜୟ ଶ୍ରୀରାମ, କୋଟି କୋଟି ପ୍ରଣାମ।🙏🙏🙏🌹🙏
@sukantakumarmalik6991
@sukantakumarmalik6991 Год назад
ବହୁତ ସୁନ୍ଦର ହୃଦୟକୁ ଛୁଇଁ ଯାଇଛୁ । ଦୟାକାରି ଯୋଗାଯୋଗ କରିବାକୁ ଚାହୁଛୁ । ଏହି ଭଳି ଏକ ପ୍ରବଚନ କାର୍ଯ୍ୟକ୍ରମର କୁନି ପ୍ରବଚକ ମହୋଦୟଙ୍କୁ ଆମତ୍ରଣ କାରିବା ପାଇଁ ଦୃଢ ଇଚ୍ଛା ।
@Jotrimay
@Jotrimay Год назад
କୋଠି କୋଠି ଜୁହାର ତୁମକୁ 🙏🙏🙏🙏 ଜୟ ଶ୍ରୀରାମ ରାମ 🙏🙏🙏🙏❤️❤️❤️❤️❤️❤️❤️❤️❤️👍👍💐💐💐
@ajayaacharya2297
@ajayaacharya2297 Год назад
ଧନ୍ୟ ତୁମ ପିତା ମାତା ଜେ ତୁମକୁ ଜନ୍ମ ଦେଇଛନ୍ତି ପ୍ରଭୁ ସବୁ ପିତା ମାତାଙ୍କୁ ତୁମ ପରି ପୁଅଟିଏ ଦିଅନ୍ତୁ ସାରା ସଂସାର ଅଯୋଧ୍ୟା ହେଇଜାଉ
@kunubanua5714
@kunubanua5714 Год назад
ଧନ୍ୟ ସେ କୁନି ପ୍ରବଚନ ର ବାପା, ମା, ଗୁରୁ ଙ୍କୁ 🙏🙏ଏହି ଭଳି ପୁଅ କୁ ଜନ୍ମ ଦେଇ ଥିବା ରୁ
@dhananjayanag912
@dhananjayanag912 Год назад
ଧନ୍ୟ ତୁମ ଜୀବନ ଏହା ଭଗବାନ ଙ୍କର ଏକ ଅବତାର
@ManmathPattnayak-pm9hu
@ManmathPattnayak-pm9hu Год назад
ଧନ୍ୟବାଦ ତୁମ ପିତା ମାତାଙ୍କୁ ପ୍ରଭୁ ଜଗନ୍ନାଥ ତୁମୁକୁ ସୁସ୍ଥ ଓ ଦୀର୍ଘାୟୁ କରନ୍ତୁ ମନକୁ ପବିତ୍ର କରିଦେଉଛି ଏହି କୁନି ପିଲାର ପ୍ରବଚନ
@RanjitPanda-gj5rj
@RanjitPanda-gj5rj 5 месяцев назад
Shriramnavami jankiyanomo❤
@mamatasahoo7489
@mamatasahoo7489 Год назад
ଧନ୍ୟବାଦ୍ ତୁମ୍ଭର ପିତା ଓ ମାତାଙ୍କୁ ଯେ ତୁମ ଭଳି ପୁତ୍ର କୁ ଜନ୍ମ ଦେଇଛନ୍ତି 🙏🙏🙏🙏🌅
@madhababehera4210
@madhababehera4210 Год назад
Contact parivar
@krupasindhumahakud8089
@krupasindhumahakud8089 Год назад
ଛୋଟ ପିଲାଙ୍କୁ ମୋବାଇଲ ରେ ଆଧ୍ୟାତ୍ମିକ ବିଷୟରେ ଦେଖ ନ୍ତୁ ଯେମିତି ଅଭ୍ୟାସ କରେଇବେ ସେମିତି ଶିଖିବେ
@krupasindhumahakud8089
@krupasindhumahakud8089 Год назад
ପ୍ରଥମେ ପିତା ମାତା ଶିଖିବା କଥା ତାପରେ ପିତା ମାତାଙ୍କ ପାଖରୁ ଦେଖିକି ଶିଖିବେ ଜୟ ଶ୍ରୀରାମ
@sanatanbehera857
@sanatanbehera857 Год назад
​@@madhababehera4210 😊😊😊😊😊
@tulugouda7970
@tulugouda7970 Год назад
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ
@biswajitbhoi7621
@biswajitbhoi7621 Год назад
ଧନ୍ଯ ତୋ ପିତାମାତା, ତାଙ୍କୁ କୋଟି କୋଟି ପ୍ରଣାମ
@jitendrakumarmaharana9687
@jitendrakumarmaharana9687 Год назад
ଧନ୍ୟ ହେ ଦିତିକୃଷ୍ଣ ! ଧନ୍ୟ ତୁମ୍ଭ ପିତା ମାତା । ଏଇଠୁ ଜୁହାର ହେ ରାମ ଠାକୁର ଜି🙏
@shashikantashashi1590
@shashikantashashi1590 Год назад
Jay Jagannath 🙏🙏🙏⚫❗⚫
@riteshfoji2821
@riteshfoji2821 Год назад
Odisha pila kichi sikha ki sastra e pila ra muha ra jay jagannath 😍😍😍
@jhilibaladas7284
@jhilibaladas7284 Год назад
ଅତି ସୁନ୍ଦର ତୁମକୁ ଜନ୍ମ ଦେଇଥିବା ପିତା ମାତା ଙ୍କୁ କୋଟି କୋଟି ପ୍ରଣାମ।ତୁମ ପ୍ରବଚନ ଶୁଣି ଆତ୍ମ ପରମାତ୍ମ ଆନନ୍ଦ ରେ ଭରି ଯାଉଛି ।
@sipusahoo7253
@sipusahoo7253 Год назад
Sadswzex
@naraharisethi9786
@naraharisethi9786 Год назад
Sarbe vabantu sukhinah 🙏 Jay Shree Ram. 🌺🙏🌺
@naraharisethi9786
@naraharisethi9786 Год назад
Ram Name ki ras achhi Pan Kala loka shina janichhi 🌺🙏🌺
@kishorthankspadhan9571
@kishorthankspadhan9571 8 месяцев назад
@kishorthankspadhan9571
@kishorthankspadhan9571 8 месяцев назад
Jaya jagannatha🙏🙏🙏🙏🙏🙏🙏
@abhisheksamal2102
@abhisheksamal2102 Год назад
ଅତି ସୁନ୍ଦର ♥️😍🔥🔥🔥
@durgadas2502
@durgadas2502 Год назад
U r blessed by Supreme Power 🔋 U r unique. 👏👏👏👏👏
@kasarihikaka7693
@kasarihikaka7693 Год назад
ଜୟ ଜଗନ୍ନାଥ, ଜୟ ରାଧେ କୃଷ୍ଣ, ଧନ୍ୟ ତୁମର ମାତା ପିତା ଓ କୁଳାଧିପତି ! ଜୟ ବାଳକ ସଦଗୁରୁ ମହାଦେବ କି ଜୟ ! କଟି ପ୍ରଣାମ ଜଣାଉଛି !🙏🙏🙏🙏🙏🙏🙏 ସାଧୁ,ସାଧୁ, ସାଧୁ ସନ୍ଥମାନେ ନମସ୍କାର 🙏
@tusharnahak3468
@tusharnahak3468 Год назад
Jl
@fitboyjagan3447
@fitboyjagan3447 Год назад
@@tusharnahak3468 I'm
@kisamanipatel5950
@kisamanipatel5950 5 месяцев назад
😊
@zyaphysh973
@zyaphysh973 4 месяца назад
​@@kisamanipatel59507 8%060 हाइपो
@SusantaBiswal-qr3cl
@SusantaBiswal-qr3cl 3 месяца назад
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@dileswarmukhi1186
@dileswarmukhi1186 Год назад
🙏🏽🙏🏽 ଧନ୍ୟବାଦ 🙏🏽🙏🏽 ଜୟ ଶ୍ରୀ ରାମ.................... କି..... ଜୟ....... ହୋ....... ହରିବୋଲ......... 🙏🏽🙏🏽🙏🏽
@sureshchandrabhoi5337
@sureshchandrabhoi5337 Год назад
Jay Shree Ram heart touching prabachan proud to kuni prabachak dwitikrushna 🙏
@gyanaranjan9309
@gyanaranjan9309 Год назад
ପ୍ରବଚନ ଅତି ସୁନ୍ଦର, ସାରଥି ଭଳି ନିଜେ ନିଜକୁ ଭଗବାନ ନ କହୁ ଏତିକି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା
@jitusutar3092
@jitusutar3092 Год назад
Tk sanman daei katha barta kara abhadra bhala katha kuhani
@MunaBhai-qh9fl
@MunaBhai-qh9fl Год назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭାବତୁମେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ
@pramodbhoi6210
@pramodbhoi6210 Год назад
କୋଟି କୋଟି ଜୁହାର ପୂଜ୍ୟ ଶ୍ରୀବକ୍ତା ଠାକୁର ଜୀ ବ୍ୟଶ୍ୟଆସ୍ଥାନ ଠାକୁର ଜୀ ଙ୍କ ଚରଣ ରେ କୋଟି ପ୍ରଣିପାତ ଜୁହାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଭକ୍ତ ହର ହର ମହାଦେବ ଜୟ ଜଗନ୍ନାଥ
@sushreesangita4827
@sushreesangita4827 Год назад
ଜୟ ଜଗନ୍ନାଥ। ❤️🙏 ଅଲୌକିକ ପ୍ରତିଭାଧାରୀ ଆପଣ।
@MayurBuzz
@MayurBuzz 10 месяцев назад
ବହୁତ୍ ସୁନ୍ଦର୍ ପ୍ରବଚନ
@sarojchandradalabehera1568
@sarojchandradalabehera1568 Год назад
Hare Krishna Hare Ram Jay sree Jagannath Radhe Radhe pranam guruji 🙏🙏🙏❤️❤️❤️ Satya meba jayate 🚩🚩🚩
@patitakumarchoudhury9855
@patitakumarchoudhury9855 Год назад
❤ପଣ୍ଡିତ ଚାରଣ ରାମଦାସ ଙ୍କ ଉତ୍ତର ଅଧିକାରୀ ❤ ❤❤❤❤❤❤❤❤❤❤❤❤❤❤
@SMART_BOY_ASHOK
@SMART_BOY_ASHOK 6 дней назад
ବହୁତୁ ସୁନ୍ଦର ପ୍ରବଚନ 🤗👌👌 ଜୟ ଶ୍ରୀ ଜଗନ୍ନାଥ
@user-mq5ft7cm2q
@user-mq5ft7cm2q 8 месяцев назад
,🙏🙏🙏🙏🙏 ଜୟୀ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ
@sanghamitrapanda3809
@sanghamitrapanda3809 Год назад
ଅତି ସୁନ୍ଦର କୁନି ଠାକୁର ଙ୍କ ପରିବେଷଣ ।
@gobindaapaswari7115
@gobindaapaswari7115 Год назад
ଜୟ ଶ୍ରୀ ରାମ
@hemantjena5026
@hemantjena5026 Год назад
Kuni prabachak my god of knowledge
@bijaynaik65
@bijaynaik65 Год назад
Dhanya tumar pita and mata. Bhagaban tumaku dirghajibi karantu. Tume bhagabanankar ati priy bhakta.
@prakashdakua706
@prakashdakua706 Год назад
ଅଦ୍ ଭୂତ ବାଳକ, ଜୟ ଶ୍ରୀ ରାମ 🙏🙏
@jagajjibandas2979
@jagajjibandas2979 Год назад
ବହୁତ୍ ସୁନ୍ଦର ପ୍ରବଚନ,ବହୁତ୍ ଭଲ ଲାଗିଲା ଶ୍ରବଣ କରି ।ଜୟ ଜଗନ୍ନାଥ 🙏🙏🙏ଜୟ ଶ୍ରୀରାମ 🙏🙏🙏
@mithunasahoo9244
@mithunasahoo9244 6 месяцев назад
😂🎉😢❤😢😮😅😊
@lababehera6765
@lababehera6765 Год назад
ଜୟ ସୀତା ରାମ
@rameshnayak5171
@rameshnayak5171 Год назад
Jay sita ram
@rameshpangi5296
@rameshpangi5296 8 месяцев назад
ଅତି ଆନନ୍ଦଦାୟକ ଏହି କୁନି ପ୍ରବଚନର ଅଭିଭାଷଣ ତାଙ୍କ ଶ୍ରୀ ଚରଣରେ କୋଟି କୋଟି 🙏🙏❤️❤️❤️
@sandhyaranipatra9221
@sandhyaranipatra9221 Год назад
ଜୟ ଜଗନ୍ନାଥ 🙏 ବହୁତ ସୁନ୍ଦର 👏👏ସମସ୍ତଙ୍କ ହୃଦୟକୁ ଭକ୍ତି ମାର୍ଗକୁ ଟାଣି ନେଉଛ ମୋ କୁନି ପୁଅ🤗😘😘 ଅତି ସୁନ୍ଦର 👌 ଆତ୍ମାକୁ ଶାନ୍ତି ମିଳି ଯାଉଛି 🤗🤗🙌🙌🙌
@tusharkantimohapatra3515
@tusharkantimohapatra3515 Год назад
Madhurak
@gobindajena3432
@gobindajena3432 Год назад
Yes didi
@niharranjanmohanty7563
@niharranjanmohanty7563 Год назад
U r god gifted,koti koti pranam
@payodhimama673
@payodhimama673 Год назад
Acharya, Jay Jagannath, Dhanya Mo Odisha Tama Bhali, Prativa Ama Odisha re Janma Nei chanti... Apanakara Pita Matanku Mora koti Koti Pranaam.....
@shibaprasadbehera2722
@shibaprasadbehera2722 Год назад
It's amazing to give such a beautiful speech and analyze God's word so beautifully at such a young age, I can't believe it.
@sareefaadmi7983
@sareefaadmi7983 Год назад
ଶ୍ରୀ ଚରଣ ଦାସଂକ ଆଭାସ ହେଉଛି ।
@bsskkeonjhar
@bsskkeonjhar Год назад
ଦେଖରେ ହେତୁ ବାଦୀ... କୁନି ପୂଅକୁ.. ଜୟ ଶ୍ରୀ ରାମ
@puspanjalibhati7359
@puspanjalibhati7359 Год назад
Jay siya ram chandra ke Jay👏👏👏👏👏👏👏👏👏👏👏 chhota pekech bada dhamaka ❤ mo jibana Dhanya hei gala radhe siya ram🙏🙏🙏🙏🙏
@Adayasha
@Adayasha 2 месяца назад
Jay Sita ram
@goutamsabar2908
@goutamsabar2908 Год назад
ଜୟ ଶ୍ରୀ ରାମ ଜୟ ହନୁମାନ
@basantpadhiari843
@basantpadhiari843 Год назад
ଧନ୍ୟବାଦ ତୁମ ପିତା ମାତାଙ୍କୁ ପୂଜନ ପାଇଁ ତତ୍ ସଂଲଗ୍ନ ଏକ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏
@BijayKumar-mg4dn
@BijayKumar-mg4dn Год назад
ଧନ୍ୟ ମୋ ପ୍ରଭୁ ଧନ୍ଯ ତା ଲୀଳା। ଜୟ ଜଗନ୍ନାଥ 🙏🙏🙏🙏🙏🙏
@FMROHITBAGARTTICREATION
@FMROHITBAGARTTICREATION Год назад
ଜୟ ଶ୍ରୀ କୃଷ୍ଣ
@tofanmuni850
@tofanmuni850 Год назад
It's amazing hearing such beautiful preach from this godly boy, great is that parents who brought this great soul on this earth. Jai jagannath
@madhabanandarout340
@madhabanandarout340 Год назад
Very nice
@manojseth4780
@manojseth4780 7 месяцев назад
​@@madhabanandarout340l
@user-fr3vn8kp4m
@user-fr3vn8kp4m 8 месяцев назад
ତୁମକୁ ଧନ୍ଯବାଦ
@satyajitkanungo1870
@satyajitkanungo1870 Год назад
ଜୟ ଜୟ 💐🙏
@chittaranjanchetan7820
@chittaranjanchetan7820 Год назад
Mana Khushi heigala ama desha ra bhabisyata 💪 Jay jagnath 🙏
@bipranjanpradhan6328
@bipranjanpradhan6328 14 дней назад
ବହୁତ ସୁନ୍ଦର କଥା ମନ ପରିବର୍ତ୍ତନ କରିବା ଧନ୍ୟବାଦ ବାବା
@INDIAELECTRICAL7751
@INDIAELECTRICAL7751 Год назад
Guru Swami 🙏
@labtechnician8858
@labtechnician8858 Год назад
Such a great little star.. Or great voice 👌👌
@bidulatamahapatra7070
@bidulatamahapatra7070 Год назад
Really great
@bishnusamal8761
@bishnusamal8761 Год назад
Star neinn sir bada sanatan sebak ji Maharaj
@adikandabehera4987
@adikandabehera4987 Год назад
Om namah Bhagabate Basudevay namah 🙏🙏🙏
@srikantamohanta4554
@srikantamohanta4554 Год назад
Jay jagannath.jayguruswamikesabanarayan
@theadvanture4068
@theadvanture4068 Месяц назад
JAY JAGANNATH
@alekhchandrabeja5578
@alekhchandrabeja5578 Год назад
ଆମେ ତୁମ ପାଇଁ ଗର୍ବିତ।ଆମ ଓଡ଼ିଆ ସଂସ୍କୃତିର ତୁମେ ଗର୍ବ ଓ ଗୌରବ। ତୁମ ପିତା ମାତା ଙ୍କୁ କୋଟି କୋଟି ପ୍ରଣାମ ।
@user-vo4we7hd2o
@user-vo4we7hd2o 5 месяцев назад
You are the real hero in Odisha as like Up Cm Aditya nath Yogi
@hotelvishalresidency179
@hotelvishalresidency179 Год назад
Kuni Babu,tuma upare Mo Prabhu Shree Jagannath nkara apara karuna,apara dayaa achhi.Na hele ete Chhota bayasa re ki bak Shakti tumara.🙏
@FMROHITBAGARTTICREATION
@FMROHITBAGARTTICREATION Год назад
ଜୟ ଶ୍ରୀ ରାମ 🙏🙏🙏
@rabindrakumarsamal5044
@rabindrakumarsamal5044 Год назад
Jai Shree Ram Jai Shree Ram Jai Sita Ram very grateful & heart touching pravachan of God blessed with a suprime power to this people & great parents 🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏
@debabratpattnaik2474
@debabratpattnaik2474 Год назад
🙏🙏🙏🙏kuni pravachan ku mor pranam..
@bibekanandaparida6279
@bibekanandaparida6279 Год назад
ହରି ଅନନ୍ତ ହରି କଥା ଅନନ୍ତ 🙏🙏🙏
@AnilSingh-hy7mv
@AnilSingh-hy7mv Год назад
Jay Jagannath Prabhu Pranam 🥰💚💖🌻🙏
@badalchampati493
@badalchampati493 Год назад
Jay sri rama ❤️🙏
@Tapeshwarofficial8374
@Tapeshwarofficial8374 Год назад
ଅତି ସୁନ୍ଦର ଭକ୍ତି ଗାଥା ପରିବେଷଣ କରୁଛନ୍ତି କୁନି ପ୍ରବଚକ
@khirodchandrapanigrahi3421
@khirodchandrapanigrahi3421 Год назад
ତୁମ ପ୍ରବଚନ ଆନନ୍ଦ ଦାୟକ।। ଭଗବାନଙ୍କ ଆଶୀର୍ବାଦ ସଦାବେଳେ ରହିଥାଉ।
@kanhamajhi123
@kanhamajhi123 Год назад
God blessings you .jai jagannath
@manojbarik...8636
@manojbarik...8636 Год назад
ବହୁତ୍ ସୁନ୍ଦର୍ ପ୍ରବଚନ୍ ଧନ୍ୟବାଦ୍ ଜୟ ରାଧେ
@rameshmallick2644
@rameshmallick2644 Год назад
Jaya Sri kesaba thakura Ki jaya
@sumanrout6223
@sumanrout6223 Год назад
Jay sree Ram 🙏🙏 Ate Sundar prabacha .. god bless you. Koti koti pranam aapnanka nku
@akshayakumar8712
@akshayakumar8712 Год назад
ଜୟ ଶ୍ରୀ ରାମ 🙏🙏🙏🙏🙏
@user-gk2ut7nb9y
@user-gk2ut7nb9y Год назад
ବହୁତ ସୁନ୍ଦର ମନ ଶାନ୍ତି ହୋଇଯାଇଛି ଧନ୍ୟବାଦ ଆପଣଙ୍କ ଙ୍କୁ ଜଗନ୍ନାଥଙ୍କ ଆପଣଙ୍କୁ ବହୁତ ଭଲ ରେ ରକାନ୍ତୁ
@susamapadhi9052
@susamapadhi9052 4 месяца назад
ଜୟ ସୀତା ରାମ❤❤❤❤❤❤❤❤❤
@pradiptasamal303
@pradiptasamal303 Год назад
କୁନି ପ୍ରବଚନଙ୍କ ଅତି ସୁନ୍ଦର ଭକ୍ତି ଗାଥା ପରିବେଷଣ 🙏
@pradiptapradhan.nicestory1373
Satre advut gyan tumer🙏🙏🙏🙏🙏
@gobardhanmishra1753
@gobardhanmishra1753 Год назад
Wonderful prabachan.Bhagaban Rama certainly blessed this boy. In future' this boy will do miracles.
@JATRAKALAKARA
@JATRAKALAKARA Год назад
Apana jadi kichi question pachari Baku chauncha tebe (chatrapur ganjam) channel re pachari paribe
@pradyushranjan3225
@pradyushranjan3225 Год назад
Jay sri ram
@SankarPatra-xd3bv
@SankarPatra-xd3bv 9 месяцев назад
କୁନି ପ୍ରବଚକ ❤❤❤❤❤
@makarnath2355
@makarnath2355 10 месяцев назад
ଜୟଜଗନାଥ
@theadvanture4068
@theadvanture4068 Месяц назад
JAY JAGANNATH
@satishsatya6661
@satishsatya6661 Год назад
ଜୟ ସୀତାରାମ 🚩🚩🚩🚩🚩🚩🚩🚩🚩ଏ ଅଧମ ଦାସ ର ଇଶ୍ୱର ଙ୍କ ପଦ୍ମ ପୟରରେ ଅନନ୍ତ ଗୋଟି ଦଣ୍ଡବତ 🙏🙏🙏🙏🙏🙏🙏...... 🌹🌹🌹🌹🌹💞💞💞💞💞🚩🚩🚩🚩
@susilkumardalai8134
@susilkumardalai8134 Год назад
Jay jagannatha pravu 🙏
@dayasethu9390
@dayasethu9390 Год назад
Hare krishna Hare krishna krishna krishna Hare Hare🌷Hare Rama Hare Rama Rama Rama Hare Hare 🌷🌷🌷🌷🌷🌷🌷🌷🌷
@ChhabilaMunda
@ChhabilaMunda 3 месяца назад
ତୁମକୁ ସତ୍ ସତ୍ ପ୍ରଣାମ 🙏
@subasrana4835
@subasrana4835 Год назад
Apananku mora 🙏🙏🙏
@BhaskarChandraJena-du1bd
@BhaskarChandraJena-du1bd Год назад
ଜୟ ଜଗନ୍ନାଥ ଧନ୍ୟ ତୁମ ମାତା,ପିତା ତାଙ୍କୁକୋଟି ପ୍ରଣାମ 🙏🏻
@mithunasahoo9244
@mithunasahoo9244 6 месяцев назад
❤❤❤🎉❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂😂❤❤❤❤❤❤❤❤❤
@FMROHITBAGARTTICREATION
@FMROHITBAGARTTICREATION Год назад
ଜୟ ଜଗନ୍ନାଥ 🙏🙏🙏
@odiajhiainAustralia
@odiajhiainAustralia Год назад
Jai sri Ram🙏
@babiromijagat8697
@babiromijagat8697 Год назад
God bless u bro very nice
@satyajitkanungo1870
@satyajitkanungo1870 Год назад
ଜୟ ଜଗନ୍ନାଥ 💐🙏🙏🙏
@MunaBhai-qh9fl
@MunaBhai-qh9fl Год назад
ବହୁତ ସୁନ୍ଦର କେଶବ ଜୟ ଜଗନ୍ନାଥ ରାମ ସୀତା ରାମ
@nirojpanda3441
@nirojpanda3441 Год назад
Beautiful beautiful Jai jagannath Swami ji ki
@JATRAKALAKARA
@JATRAKALAKARA Год назад
Apana jadi kichi question pachari Baku chauncha tebe (chatrapur ganjam) channel re pachari paribe
@kedarnathmohanty8629
@kedarnathmohanty8629 Год назад
Vary nice video
@subratkumar1722
@subratkumar1722 Год назад
Jay shree ram ji ki jai
@ashishtandi6982
@ashishtandi6982 Год назад
Jai shree ram Jai shree hanuman ji 🙏🙏🙏
@sidhitumpuli
@sidhitumpuli Год назад
Pranam to your parents
@jitanshuray9056
@jitanshuray9056 Год назад
Jay shree ram 🌺🙏🏻🌺🙏🏻
@likunsahu-3267
@likunsahu-3267 Год назад
Jay shree ram 🙏
@saratpradhan5425
@saratpradhan5425 Год назад
ଜୟ ଶ୍ରୀ ରାମ,
@susantakumardalei
@susantakumardalei Год назад
Jay Shree Ram... 🙏🙏🙏
@gobindaapaswari7115
@gobindaapaswari7115 Год назад
ଜୟ ଶ୍ରୀ ରାମ
@debendraswain2555
@debendraswain2555 Год назад
Tame a jugara bhagabana 🙏🙏🙏
@kshirasagar5460
@kshirasagar5460 Год назад
Om dwiti Krishnay Namah .🙏👍
@binodinisethy9776
@binodinisethy9776 Год назад
🌹🌹🌹🌹🌹🌹🌹🌹🌹🌹🌹 ତୁମେ ମୋ କୂନୀ ପୁଅ ତୁମକୁ ମୋର ଆଶୀର୍ବାଦ
@tanmayadhir4556
@tanmayadhir4556 Год назад
ଜୟ ଶ୍ରୀ ରାମ 🙏
Далее