Тёмный

କେବେ ଖୋଲିବ ରତ୍ନଭଣ୍ଡାର ? | Odisha Reporter 

Odisha Reporter
Подписаться 2,4 млн
Просмотров 77 тыс.
50% 1

ଦିନକୁ ଦିନ ରତ୍ନଭଣ୍ଡାରକୁ ନେଇ ଅନେକ ଉତ୍କଣ୍ଠା, ଅନେକ କଳ୍ପନା ଜଳ୍ପନା। 2018 ମସିହାରୁ ପ୍ରଶାସନ ଜାଣିଥିଲା ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ସମ୍ପର୍କରେ, ତେବେ ଏହାର ତୁରନ୍ତ ମରାମତି ନ କରାଯିବା, ଏତେ ଦିନ ଧରି ଏ ସମ୍ପର୍କରେ କୌଣସି ପଦକ୍ଷେପ ନ ନିଆଯିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ରତ୍ନଭଣ୍ଡାର ଏବଂ ପରିକ୍ରମା ପ୍ରକଳ୍ପକୁ ନେଇ ଆମ ସହିତ ଅଧିକ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaReporteronRU-vid
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #Ratnabhandar #puri #JagannathDham #puritemple #odisha #news #interview #SudarshanPatnaik #odishareporter

Опубликовано:

 

20 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 145   
@prafullachandrasahoo9688
@prafullachandrasahoo9688 Месяц назад
ଏ ବାବୁ ଆଗରୁ କିଛିଯାଣିନଥିଲେ, ଏବେ ସବୁ ଜାଣିଲେ. କି ସୁନ୍ଦର ଅଭିନୟ. ଏମାନେ ସମସ୍ତେ ପଣ୍ଡିୟାନ ଙ୍କ ଭୟରେ ସବୁଚୁପ ରହିଥିଲେ.ଆପଣ ପରା କେବଳ ପୁରୀବାସୀଙ୍କ ବାବଦରେ ଖୋଲିବା ପାଇଁ ଧାରଣା ରେ ବସିଥିଲେ.
@prafullamohanty5557
@prafullamohanty5557 Месяц назад
BJD penthia
@akashtraditionalhandicraft4161
@akashtraditionalhandicraft4161 Месяц назад
ବାବୁଙ୍କର ଇଚ୍ଛା ଥିଲା ରାଜ୍ୟସଭା ଯିବାପାଇଁ ବିଜେଡି ରୁ ସେଇଟା ହେଲାନି ବୋଲି ଆଜି କହୁଛନ୍ତି
@shakaharipruthivi8696
@shakaharipruthivi8696 Месяц назад
ଦୁଇଟା ମତ କାମ କରେ ଗୋଟେ ମତ ଜଗନ୍ନାଥଙ୍କୁ କାଠ ଭାବେ ଲୁଣ୍ଠନ କୁ ମଜା ଭାବେ। ଆଉଗୋଟେ ମତ ସର୍ବଶକ୍ତିମାନ ପୂର୍ଣ୍ଣ ବ୍ରହ୍ମ ଭାବେ। କାହିଁ କେଉଁ କାଳରୁ ରାଜା ଶାସନ ଗଢ଼ିଲା। ମନ୍ତ୍ରୀ ଶାସନ ଲୁଣ୍ଠନ ର ପରାକାଷ୍ଠା ଖାଲି ଦେଖାଇଲା ନାହିଁ ବରଂ ଠାକୁରଙ୍କୁ ଚାଲେଞ୍ଚ କଲା। ଫଳ କଣ ହେଲା ? ଶାସନ ର ଭୟଙ୍କର ପରିବର୍ତ୍ତନ ହେଲା ଓ ପରବର୍ତ୍ତୀ ସମୟରେ ଯାହା ହେଉଛି ତାହା ପାଇଁ ଏ ଆଲୋଚନା। କେହି ଜାଣି ନ ଥିଲେ କି କେବେ ମିଡିଆ ରେ ଆଲୋଚନା ହେବ। ଅସୁର ଶାସକ ହେଲେ ଏ ସବୁ ହୁଏ। ଏବେ ଲୁଣ୍ଠିତ ଜିନିଷ ଆଣିବା ଓ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବା ଦରକାର୍। ଏ ସରକାର ର ବ୍ୟବସ୍ଥା ରେ ମୃତ୍ୟୁ ଦଣ୍ଡ ନ ଥିଲେ ଦୈବୀ ଦଣ୍ଡ ଦ୍ଵାରା ସବୁ ମରିବେ। କଳ୍କୀ ଅବତାର ରେ ଠାକୁର ଅଛନ୍ତି ଓ ତାର ପ୍ରମାଣ ସମୟ କ୍ରମେ ମିଳି ଯିବ।
@akashtraditionalhandicraft4161
@akashtraditionalhandicraft4161 Месяц назад
ଏବେ କହୁଛନ୍ତି ଆଗରୁ ସରକାରଙ୍କ ମଲେଇ ଖାଉଥିଲେ
@loveforvillage4208
@loveforvillage4208 Месяц назад
ଆରେ ବେହିଆ ମାନେ ଯେଉଁମାନେ ସୁଦର୍ଶନ sir ଙ୍କୁ ଗାଳି ଦଉଚ ଥରେ ଚିନ୍ତା କର ତାଙ୍କର ଓଡିଶା ପାଇଁ ଅବଦାନ କଣ ଆଉ ତୁମେ ରାଜନୀତି ଛଡା ଆଉ କଣ ଜାନ ଏଠି କୌଣସି ଦଳ କଥା ନୁହେଁ ଆମ ମହାପ୍ରଭୁ ଙ୍କ କଥା
@sritamkumar7488
@sritamkumar7488 Месяц назад
Right Bhai
@loveforvillage4208
@loveforvillage4208 Месяц назад
@@sritamkumar7488 🙏🙏
@chittaranjansahu8113
@chittaranjansahu8113 Месяц назад
ଠିକ୍ କହିଲେ
@chittaranjansahu8113
@chittaranjansahu8113 Месяц назад
ସୁଦର୍ଶନ ଭାବୁ ଜଣେ ସଛୋଟ ଏବଂ ଭଲ ମଣିଷ l କୌଣସି ରାଜନୀତି ଅଭିସନ୍ଧି ନାହିଁ l
@Sanju7ic5c
@Sanju7ic5c 24 дня назад
Right Katha
@biswanathsahoo6775
@biswanathsahoo6775 Месяц назад
ଶ୍ରୀ sudershan Pattnaik ଙ୍କ ଦ୍ଵାରା କରାଯାଇ ଥିବା ଶ୍ରୀ ମନ୍ଦିର ବିଷୟର ବର୍ଣ୍ଣନା ଅନୁସାରେ ମୁଁ ସଦା ସର୍ବଦା ଲାଳାୟିତ କିପରି ଭାବରେ ପ୍ରଭୂ ଜଗତର ନାଥ ଜଗନ୍ନାଥ କୃପାରୁ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲୁ ଓ ସମସ୍ତ ସୋର୍ଣ୍ଣ ଅଳଙ୍କାର ସୁରକ୍ଷିତ ଅବସ୍ଥାରେ ଥାଉ ଓ ରତ୍ନଭଣ୍ଡାର ରେ କିଛି କ୍ଷତି ହୋଇ ନା ଥାଉ ମୋର ପ୍ରଭୁ ଙ୍କ ନିକଟରେ କାମନା😢
@akashtraditionalhandicraft4161
@akashtraditionalhandicraft4161 Месяц назад
ଏବେ ନୂତନ ସରକାରଙ୍କୁ ତେଲ ମାରୁଛନ୍ତି
@ghanashyamswain4941
@ghanashyamswain4941 Месяц назад
ଠିକ ପ୍ରଶ୍ନ, ଆଜି ଯାଏ ବାବୁ ସୋଇଥିଲେ l bjd ସରକାର ଯିବାପରେ ନିଦ ଭାଙ୍ଗିଲା l କମିଟି ମେମ୍ବର ଯଦି ଜାଣିପାରୁନାହାନ୍ତି, ଅଲଗା ଲୋକ କେମିତି ଜାଣିବେ
@hemantkumarpattnaik2481
@hemantkumarpattnaik2481 Месяц назад
ଓଡ଼ିଶା କଳାକୁ ଏମାନେ ବର୍ବାଦ କରିଛନ୍ତି ହେ ପ୍ରଭୁ!
@ramakantachhotaray1002
@ramakantachhotaray1002 16 дней назад
Namaskar Sudarshan Sir. Pravu Sri Jagannath apananku ashirbad karantu. Thanks, Ramakanta Chhotaray ---From -Odisha -khordha -At po-Sagadabhanga
@OdishaMusicAcademy
@OdishaMusicAcademy Месяц назад
ଜାଣି......
@Jagannath-oc9ht
@Jagannath-oc9ht Месяц назад
ରତ୍ନ ଭଣ୍ଡାରର କ୍ଷତି ହୋଇଥାଆନ୍ତା ଭୁଷୁଡି ପଡିଥାଆନ୍ତା ସେତେବେଳେ ବଳକା ଯାହାଅଛି ସବୁ ନେଇ ଯାଇଥାଆନ୍ତେ ଏବଂ ରୁପା ଇଟା ବିଭିନ୍ନ ମୂର୍ତ୍ତି ଯେମିତି ଗାଏବ୍ ହେଲା ଠିକ୍ ସେହିପରି କରୀ ଥାଆନ୍ତେ । ପ୍ରଭୁ ଜଗନ୍ନାଥ କଲେ ନବିନ ସରକାର ଗଲା। ବର୍ତମାନ୍ ତାକତ୍ ଅଛି ଯଦି ଏହି ସରକାର ସବୁ ଖୋଳତାଡ୍ କରି ବାହାର କରୁ।
@AshokBehuria-ou6tu
@AshokBehuria-ou6tu Месяц назад
ରତ୍ନ ଭଣ୍ଡାର ଚାବି କେନ୍ଦୁଝର ରେ ଅଛି 🌹
@subratmeher3658
@subratmeher3658 Месяц назад
ଖାଲି ନାଁ ରେ ପରିଚାଳନା କମିଟି ଅଛି କିଛି କାମ କରୁନାହାନ୍ତି
@avisiontowardsspiritualism4929
@avisiontowardsspiritualism4929 Месяц назад
ରାଜନେତା ମାନେ ନିଜ ଆସନ ପାଇଁ କେବଳ ଚିନ୍ତା କରୁ ଥିଲେ. ଏମାନେ ତଦ୍ରୁପ l
@nisithkumargoswami974
@nisithkumargoswami974 Месяц назад
It's very sad. BJD has devastated everything. Mahaprabhu will not spare anyone. Jay Jagannath 🙏
@dillipkumarsahoo1133
@dillipkumarsahoo1133 Месяц назад
ବିରୀ ମାଡ଼ ଦେଖି କୋଳଥ ଚୋପା 😭😭🤪😂🤣 ହେ ପ୍ରଭୁ ପରିଚାଳନ କମିଟିକୁ ସତ୍ ବୁଦ୍ଧି ଦିଅ 🙏🛕
@user-um7gb1ol1z
@user-um7gb1ol1z Месяц назад
From this discussion,itt is very clear how we respect to Lord Jagannath. Ganeswar Rout.
@nrupamajhi9654
@nrupamajhi9654 Месяц назад
Great sir
@nutanmohanty5225
@nutanmohanty5225 Месяц назад
Good morning
@jenasrinibash8841
@jenasrinibash8841 Месяц назад
ଶୁଣରେ ଗାଲୁଆ ଦଳ -ୟେ କଥା ଶୁଣିଲେ କଣ ଲାଗୁଛି କୁହ. ଆତ୍ମହତ୍ୟା କରିକି ମର
@sureshakumarnayak7953
@sureshakumarnayak7953 Месяц назад
JAY JAGANNATH
@bijaykumarparida1936
@bijaykumarparida1936 Месяц назад
Thank thank thank sudarshan bhai
@dharanidharbehera3204
@dharanidharbehera3204 Месяц назад
Please discuss about employment
@amiyajena6222
@amiyajena6222 Месяц назад
Joy jagannath
@santoshkumarmishra2620
@santoshkumarmishra2620 Месяц назад
ଯଦି ଗଜପତି ଙ୍କ କଥାକୁ ଅମାନ୍ଯ କରାଗଲା ସେ ମନ୍ଦିରକୁ ନଆସି ଛେରାପହଁରା ନକରି ନିଜ ନଅର ରେ ନୀତି କରିଲେନି କାହିଁକି.?
@kamallochannayak9660
@kamallochannayak9660 Месяц назад
Jey Jagannath Swami
@atmaramdasatmaramdas3879
@atmaramdasatmaramdas3879 Месяц назад
ଜୟ ଶ୍ରୀ ଜଗନ୍ନାଥ 🙏🚩
@Meetsrikanta1
@Meetsrikanta1 Месяц назад
Gajapati Maharaj must be vocal and take strong and firm stand on issues related to Mahaprabhu and Sri mandir
@anjaliray1011
@anjaliray1011 Месяц назад
ଏତେ ରୂପା ଇଟା।ଗଲା କୁଆଡେ଼ ତଦନ୍ତ କରାଯାଉ
@user-gz6yy2fd6e
@user-gz6yy2fd6e Месяц назад
ଏ ବେହ୍ୟା ଜଣକ ଯାଇଥାନ୍ତେ ରାଜ୍ୟ ସଭା ବିଜେଡି ପଠେଇଲେନିତ ସେଥିପାଇଁ. ଗଲୁ ମାରୁଛନ୍ତି.
@arunsatapathy9126
@arunsatapathy9126 Месяц назад
Good message by OTV
@laxmansahoo4681
@laxmansahoo4681 Месяц назад
ରତ୍ନ ଭଣ୍ଡାରରେ କିଛି ନ ଥିବ 🎉
@manojpattanaik592
@manojpattanaik592 Месяц назад
ମୂର୍ତ୍ତି ସବୁ ଥିଲା ନିଜାମ ସ୍ଟୋନ୍ perheps so its gayeb
@prafullamohanty5557
@prafullamohanty5557 Месяц назад
ସତ୍ୟ ମେବ ଜୟ ତେ
@jaishree1391
@jaishree1391 Месяц назад
ପୂର୍ବ ଓ ପଶ୍ଚିମ ଦ୍ୱାର ହିଁ କେବଳ ସାଧୁ ସନ୍ଥ, ସାଧାରଣ ଭକ୍ତ ଓ ମାନସିକ ଧାରି ବ୍ୟବହାର ହୁଏ ଆଊ ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର କେବଳ ରଜା ମହାରାଜ ଓ ଦେବତା ମାନଙ୍କ ପାଇଁ ବ୍ୟବହାର ହୁଏ ତେଣୁ ଦ୍ୱାର କେଉଁ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହେବ ତାହା ଜାଣି ଦ୍ୱାର ଗୁଡିକ ବ୍ୟବହାର କରିବା ଉଚିତ l
@jenasrinibash8841
@jenasrinibash8841 Месяц назад
ଆଛା ଆମ ୟେ ନବୀନ ବାବୁ, ବିଜୁ ପଟନାୟକ ଙ୍କ ପୁଅ ତ! କେମିତି. କିଛି ବୁଝି ପାରୁ ନାହାନ୍ତି? ଆମକୁ ୟେ କଥା ଶୁଣିଲା ବେଳକୁ ଲଜ୍ୟା ଲାଗୁଛି, କେମିତି ଚୁପ ବସିଛି ୟେ ଲୋକ? ଛି ଛି ଛି...........
@bhagabataparida1273
@bhagabataparida1273 Месяц назад
Bala interview
@prafulasingh2267
@prafulasingh2267 Месяц назад
ଏ ସମସ୍ତ ପାଇଁ ଦାୟୀ କିଏ ?
@arunkumarbehera9271
@arunkumarbehera9271 Месяц назад
TKU. S. Sir
@jnanadiptasamantaray1562
@jnanadiptasamantaray1562 Месяц назад
ଆଳସ୍ୟତା, ଆତ୍ମ-ମ୍ଭରିତା ଓ ପ୍ରଭୁ ଙ୍କ ପ୍ରତି ଅକୃତଜ୍ଞତା ସଂପୂର୍ଣ୍ଣ ଟିମ୍ ଦାୟୀ । କାରଣ ଆଦର୍ଶ ର ଅଭାବ । ଭଗବାନ ଙ୍କୁ ଭଲ ପାଇବା ର ଅଭିନୟ ସୁନ୍ଦର କରି ପାରୁଛନ୍ତି, କିନ୍ତୁ ବାସ୍ତବତା ରୁ ଅନେକ ଦୂର । ଭକ୍ତି ଓ ପ୍ରେମ ଏତେ ସହଜ ନୁହେଁ । କେବଳ ସାଲବେଗ, ଦାସିଆ, ବଂଧୁ ମହାନ୍ତି ପ୍ରଭୂତି ଙ୍କୁ ଜଣା ....
@SarojKumar-ym4ie
@SarojKumar-ym4ie Месяц назад
A meeting ta bahut agaru karibar thila .
@santoshkumarmishra2620
@santoshkumarmishra2620 Месяц назад
ମହାପ୍ରଭୁ କିଛି କରନ୍ତି ନାହିଁ. ଏହା ଏକ ଡହରାମି. ଯେତେବେଳେ ବିଜେଡି ସରକାର ଦ୍ବାର ବନ୍ଦ କଲେ ତତ୍କ୍ଷଣାତ୍ ଜଗନ୍ନାଥ ଦ୍ବାର ଫିଟେଇ ଦେଲେନି. ଏଠି ମଣିଷ ଯାହା ଚାହିଁବ ତାହା କରିବ. ନବୀନ୍ ବନ୍ଦ କଲେ ମୋହନ ଖୋଲିଦେଲେ.
@Meetsrikanta1
@Meetsrikanta1 Месяц назад
Also the developmental activities for Sevayata at Intellectual, social and economical level, nobody is discussing.
@krushnachandradash4327
@krushnachandradash4327 Месяц назад
ମୂର୍ତ୍ତି ସଵୁ କୁଆଡେ ଗଲା ବୋଲି ସୁଦର୍ଶନ ବାବୁ କହୁଛନ୍ତି।ପାଣ୍ଡିଆନ‌ ସର୍ବେ ସର୍ବା ଥିଲେ ଏଣୁ ମୂର୍ତ୍ତି କୁଆଡେ ଗଲା ପାଣ୍ଡିଆନ ନିଶ୍ଚୟ ଜାଣିଥିବେ ଏକଥା ଜଣେ ଜଣେ ସାଧାରଣ କୃଷକ, ଶ୍ରମିକ ରିକ୍ସା ଚାଳକ ମଧ୍ୟ କହିଵ।ଆଉ ଆପଣ କିପରି ଜଣେ ବୁଦ୍ଧିମାନ ଲୋକ ହୋଇ ଜାଣି ନଜାଣିଲା ପରି ରହିଛନ୍ତି।
@bhabanemallick1801
@bhabanemallick1801 Месяц назад
Wright sir
@kritibasthati6433
@kritibasthati6433 Месяц назад
ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାର ସର୍ବ ପ୍ରଥମେ ଶ୍ରୀମନ୍ଦିରର ସୁରକ୍ଷା କରିବା ସାଙ୍ଗେ ସାଙ୍ଗେ ରତ୍ନ ଭଣ୍ଡାର ଖୋଲି ସମସ୍ତ ତଥ୍ୟ ସାର୍ଵ ଜନୀନ କରନ୍ତୁ l ଏହା ହେଲେହିଁ ସାଢେ 4 କୋଟି ଓଡ଼ିଆଙ୍କର ଭାବାବେଗ ସହିତ ହୋଇଥିବା ଅନ୍ୟାୟ ର ଅନ୍ତ ଘଟିବ l ଜୟ ଜଗନାଥ
@srinibaspal6574
@srinibaspal6574 Месяц назад
କଣ କରିବା ଦୁଃଖର ବିଷୟ ଯେ ଓଡ଼ିଶା ବାସୀ ଙ୍କୁ କିଛି ମାଗଣା ଖିଆ ଯୋଜନା କରି ଚୁପ୍ କରି ଲୁଟି ନେଲେ ଯିଏ କହିଲା ତା ପାଟି ଚୁପ୍ କରାଗଲା,,,,
@debasisbag7099
@debasisbag7099 Месяц назад
Oiling for new goverment
@DipunSahoo-jl7pj
@DipunSahoo-jl7pj Месяц назад
Sudarshn sirnku samalochana nakari akatha upare chinta karantu
@DilipDhala
@DilipDhala Месяц назад
Mr S Pattanayak after knowing all these u should have to resign or giving bite against bjd government or sri mandir parichalana committe
@niksharma-ol8ii
@niksharma-ol8ii Месяц назад
Agree.. but aji ka date re govt. against re jiba ete easy nuhein. Govt. Jaha hata re police, media and sabu kichi achi .... Tanka against re jiba and semane kichi karibeni ?
@pratapchandrasamal2396
@pratapchandrasamal2396 Месяц назад
ଆପଣ ସାକ୍ଷାତକାର ନାଁରେ ଲୋକଙ୍କୁ କାହିଁକି ବିଭ୍ରାନ୍ତ କରୁଛନ୍ତି। ଯଦି ସବୁ କଥାରେ ମହାପ୍ରଭୁଙ୍କ ଇଚ୍ଛା ବୋଲି କହୁଛନ୍ତି ତେବେ ଆଉ କାହାକୁ ଦୋଷ କାହିଁକି ଦେଉଛନ୍ତି। ଏବେ ତ ASI ରତ୍ନ ଭଣ୍ଡାର ଖୋଲିବା ପାଇଁ ତାରିଖ ଘୋଷଣା କଲା। ତାକୁ କାହିଁକି ବନ୍ଦ କରାଗଲା। ପୂର୍ବ ସରକାର ଯଦି ସବୁ ଭୁଲ କାମ କରିଥିଲେ ଏବେ ସୁଧାରିବା ପାଇଁ ଚେଷ୍ଟା କରାଯାଉ। ଅଯଥା ରାଜନୀତି କରା ନଯାଉ।
@sureshchandradas88
@sureshchandradas88 Месяц назад
Mr Patnaik ji, some sevayats claim that a terrible roaring sound comes from the Ratna Bhandar. Is it true or false ? Or a preplan not to open ?
@Sahooramakanta-yj4vx
@Sahooramakanta-yj4vx Месяц назад
Immediately court
@ranajitjena4668
@ranajitjena4668 Месяц назад
ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ଯୋଜନା ସରିଥିଲା, ନିର୍ବାଚନ ସମୟରେ ତମର ଏହି ଗୋଲାମ ଗଣମାଧ୍ୟମ ସଂସ୍ଥା ମଧ୍ୟ୍ୟ ଓଡିଶା ଜନସାଧାରଣଙ୍କ ପାଖରେ ବିଭ୍ରାନ୍ତକର ଖବର ରଖୁଥିଲା ଏବେ ତମ ଗୋଲାମ ବିଜେପି ଦଳର କଣ ହେଲା ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି, ଏହି ଖବର ପ୍ରସାର ପାଇଁ କଣ ତମ ମୁହଁରେ ତୁଣ୍ଡି ବନ୍ଧା ହୋଇଛି ଭଡୁଆ ସାମ୍ବାଦିକ
@dhirendranathrout3005
@dhirendranathrout3005 Месяц назад
Ahiଏହି ପ୍ରସଙ୍ଗ ରେ ସେତେବେଳର ମୁଖ୍ୟ ମାନଙ୍କୁ ଧରି ପର୍ଦାଫାସ୍ କରାଯାଉ।
@SsPix23
@SsPix23 Месяц назад
Jai Mohan ❤
@kishorchsrichandan307
@kishorchsrichandan307 Месяц назад
Those who are doing politics on the name of Sri Jagarnath they will be punished by Lord Jagarnath.
@biswajitdash6022
@biswajitdash6022 Месяц назад
ଏ ଭଳି ଏବେ ଜଣେ ବ୍ୟକ୍ତି ପୁରୀରେ ବାହାରିଛନ୍ତି ସେ ହେଲେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ .. 2018 ରୁ 2024 ଯାଏଁ ସେ ଗୋଟେ ରିପୋର୍ଟ ଟେ ତାଙ୍କ ପାଖରେ ରଖିଥିଲେ ହେଲେ ସେ ରିପୋର୍ଟ ଟିକୁ ଫାଇବ ଟି ପର୍ଯ୍ୟନ୍ତ ନେଇ ପାରିଲେ ନାହିଁ ..ଆଉ ଏବେ ସେ କହୁଛନ୍ତି କାଲି ସଂଗେ ସଂଗେ ରତ୍ନ ଭଣ୍ଡାର ଖୋଲା ଯାଉ .. ସେ ରତ୍ନ ର ହିସାବ କର ନାହିଁ ? ପ୍ରଶ୍ନ ହେଲା ଯଦି 2018 ରୁ 2024 ମଧ୍ୟରେ ମନ୍ଦିର ଭୁଶୁଡି ଗଲାନାହିଁ ତେବେ july 8 ତାରିଖରେ ମନ୍ଦିର କେମିତି ଭୁସିଡ଼ି ଯିବ ..ଜଣା ସୁଦର୍ଶନ ପଟ୍ଟନାୟକ ବିଜେଡି ଠୁ କିଛି ପାଉଥିଲେ ସେଥିପାଇଁ ଚୁପ ଥିଲେ ଆଉ ଏବେ ସାହାଯ୍ୟ ମିଳିବା ବନ୍ଦ ହେଲା ନୂଆ ସରକାର ଉପରେ ଚାପ ସୃଷ୍ଟି କରିବାରେ ତତ୍ପର ଦେଖାଉଛନ୍ତି . ତମେ ଯଦି ସବୁ ଜାଣିଥିଲା ପିକୁ ଭାଇଙ୍କ ଜଗନ୍ନାଥ ସେନା ଆବାହକ ପରି ସ୍ୱର୍ ଉତୋଳନ କରିଥାନ୍ତ ହେଲେ ତମେ ମୁହଁରେ କନା ବାନ୍ଧି ରହିଲ।। ତମେ BJD ର ହେଲେ ମହାପ୍ରଭୁଙ୍କ ପାଇଁ ତମ ଅନ୍ତ୍ରରୁ ଥରେ ବି ଡାକ ବାହାରିଲାଣି ।। ଆଉ ଏବେ ପରାମର୍ଶ ଦଉଚ ।। କି ଲଜ୍ଜା କଥା ।। ଧୀକ ତମକୁ ଲାଗିବା କଥା .. ଆଜି ଯାଏଁ ସୁଦର୍ଶନ ବାବୁ କୁମ୍ଭକର୍ଣ୍ଣ ନିଦରେ ଥିଲେ . ବିଜେଡି ହାରିବା ପରେ ମନେ ପଡିଲା ...ଯୋଉ ଜଗନ୍ନାଥଙ୍କ ପାଇଁ ସବୁ କିଛି ପାଇଛ ତାଙ୍କୁ ବି ମାଟିରେ ମିଶେଇ ଦେଲ..ଆଉ ଆଜି ଭଲେଇ ଦେଖେଇ ହଉଛ ... ଜୟନ୍ତ ବାବୁ କେବେ ଦେଖାହେଲେ ଏ ପ୍ରଶ୍ନ ଟା ନିଶ୍ଚିତ କରିବ 2018 ରୁ 2024 ସେ ପୁରୀରେ ରହୁଥିଲେ ନା ବିଦେଶ ଗ୍ରସ୍ତ ରେ ଯେ ସ୍ୱର ଉତ୍ତାଳନ କରିପାରିଲେ ନାହିଁ ???
@Meetsrikanta1
@Meetsrikanta1 Месяц назад
Apart from this one more thing we are all ignoring the discipline of Rituals of Mahaprabhu in the temple. That is very important .noboday is discussing about that
@dhaneswarpanda9
@dhaneswarpanda9 Месяц назад
In three political parties are working in lord jagannath temple.
@purnapradhan9553
@purnapradhan9553 28 дней назад
❤ଜୟ ଜଗନ୍ନାଥ ❤ଡବଲ ଇଞ୍ଜିନ ସରକାର ସବୁଠିକ କରିଦେବେ ଧର୍ଯ୍ୟ ଧରନ୍ତୁ ❤
@satyabansahoo7932
@satyabansahoo7932 Месяц назад
BJD ତରଫରୁ ରାଜ୍ୟ ସଭାକୁ ଯିବାର ଥିଲା
@santoshk5841
@santoshk5841 Месяц назад
Right oil melilane
@swarnamohanty3121
@swarnamohanty3121 Месяц назад
Ratnabhadar kholile sarkar bhangijiba.
@SarojKumar-ym4ie
@SarojKumar-ym4ie Месяц назад
Naveen sir pakhare high label meeting kaleni
@rajeshbiswal819
@rajeshbiswal819 Месяц назад
Hey prabhu sanghatik issue
@user-tb3en8jw3t
@user-tb3en8jw3t Месяц назад
Ratna bhandarare ratna achita....sabu chora pandian bhayare....patikholunathile....abe pandian nahina... seithipain..aeeya kariba katha.karithile.bhala.heithanta....kahuchanti. Kan Bagha thila.kahibaku.dadruthila. Sabu.patimara.nija.nijara.swartha.hasala.pain.bata.khojuthile....aha.nirat.satya..Jay.Jay.Jagannath.
@tanujamishra2999
@tanujamishra2999 Месяц назад
Somanatha nka darshana pari kale heba
@sthitapragyannanda7486
@sthitapragyannanda7486 Месяц назад
Now why he is saying
@annadasankar5165
@annadasankar5165 Месяц назад
Ratna Vandara khola hau
@sworldcreations1549
@sworldcreations1549 Месяц назад
ବହୁତ ଦୁଃଖ ଲାଗୁଛି ସୁଣିକି ସବୁ l ଅlମର ପୁରୁଣା ଐତିହ ସବୁ ନଷ୍ଟ କରିଦେଲା bjd ସରକାର l ଆମେ ସମସ୍ତେ ଦୋଷୀ l
@rakeshkumarjena8824
@rakeshkumarjena8824 Месяц назад
Bhala acting karuchhanti,chhadama odisha basi jananti kete chatukara..apana nka kala pain apananka prati sammana achhi
@gajindrapradhan1028
@gajindrapradhan1028 Месяц назад
Why everybody is saying charidwara ? What the total temple was closed?
@susantamishra5862
@susantamishra5862 Месяц назад
Sir 6 barsa agaru kahni muhna kholinathile
@skaifoundation8120
@skaifoundation8120 Месяц назад
🙏❤ Mahaprabhunka sange khelantu nahin please 🙏. Prabhu Kahuku chadibeni. My 2cents. Prabhu 🙏.
@biswanathbehera7960
@biswanathbehera7960 Месяц назад
ସୁଦର୍ଶନ ବାବୁ କୋର୍ଟ ର ଆଶ୍ରୟ ନିଅନ୍ତୁ। ବିଳମ୍ବ କର ନାହିଁ।
@pratapjena1193
@pratapjena1193 Месяц назад
ବିଜେଡି ପ୍ରେମ୍ ନୀଶା ଏବେ ଛାଡି ଗଲା ,ଏବେ ସ୍ୱାଭିମାନ ବାହାରିଲା
@bhabanemallick1801
@bhabanemallick1801 Месяц назад
Nabin. Pattnayak. O. Pandinku. Dhariki. Badadandare. 4years. Antheidia
@srinibaspal6574
@srinibaspal6574 Месяц назад
କଣ କରିବା ଦୁଃଖର ବିଷୟ ଯେ ଓଡ଼ିଶା ବାସୀ ଙ୍କୁ ଭକୁଆ ବନେଇ ରଖା ଯାଇଛି ଓ ଯିଏ କହିଅଛି ତା କଥା କୁ ଅଣ ଦେଖା କରା ଯାଇଛି
@Stutee24
@Stutee24 Месяц назад
Sudarshana babuknku Khali doshi kahile chalibani,ethi ta samaste chup basithile kaha muharu kichibi baharu nathila, ethipain X sakar hi dayi,bahara loka upare sabu chadidei chup hei basithile pura achitare,Samaste nija nija swartha re busy.Mora question daitapati manaknku.....tike tike kathare prabhuknka nitikanti bandh karideuthile....ete bada katha pain kahiki chup basithile????Gote pala chaleichanti .Rajaniti bhitare mahaprabhu knku neiki jaha bi heichi kichi bhala heini.Pratyeka odia manankara bhababega sahita khelichanti.Jete jaldi heba Ratna bhandara kholiki ta bhitara maramati karajau.Samasta odisha basi eia hi chaunchanti.JAY JAGANNATH🙏🙏🙏🙏🙏
@energyindia5530
@energyindia5530 Месяц назад
Jie Anyaya ku dekhi chup rahu thile sabu Aparadhi
@ashishsarangi5966
@ashishsarangi5966 Месяц назад
ସୁଦର୍ଶନ ବାବୁ ଆପଣ ଜଣେ ଡରୁଆ ଲୋକ. ଏତେ ଦିନ ଧରି କୋଉଠି ଥିଲେ . ଶଳା ବେଲଜ୍ଜ୍ୟା
@sibakalyanmohanty3552
@sibakalyanmohanty3552 Месяц назад
ସେଇ ପାଣ୍ଡୁ କୁ ପଚାର ଦ୍ଵାର ବନ୍ଦ idea ଟା ସେ ଭାଟିକାନ pop ର ନଥିଲାତ??
@archanachhotray2820
@archanachhotray2820 Месяц назад
Due to corona. Bhakua understand
@rakeshkumarjena8824
@rakeshkumarjena8824 Месяц назад
Gote jinisa apana kari parithante seita apana kaleni..apana baluka stupa te tiari kariparithante ratna bhandar khola jau message lekhi ki but apana kaleni
@animaparida700
@animaparida700 Месяц назад
Sir namaskar Ate Dina Kaine chup rahithele Bjd govt ATI garba karuthela
@SarojKumar-ym4ie
@SarojKumar-ym4ie Месяц назад
Mandir bhitare ate kharap achi report re achi late kahije hela
@abhiabhi2511
@abhiabhi2511 Месяц назад
ଆଗରୁତ କାହିଁ ତମ ପାଟିଫିଟୁନଥିଲା... ରାଜ୍ୟସଭା ମିଳିଲାନି ବୋଲି ଏବେ ପାଟି ଫିଟୁଛି
@aprameya6623
@aprameya6623 Месяц назад
Sabu murti bikri hei jaichi 😢 to foreign museum 😢
@rakeshmuduli6773
@rakeshmuduli6773 Месяц назад
Apna soithile kouthi aji prjnta nida bhangila bodhe ebe
@narayanpradhan2325
@narayanpradhan2325 Месяц назад
Yanka katha kichi bhala laguni. Mahapravu sabu karibe time kana Mahapravunka upare padi katha kahicha. swartha chalana purna katha
@bhagabataparida1273
@bhagabataparida1273 Месяц назад
Tebe kie karan kahunu kanhi
@gajendranathjena356
@gajendranathjena356 Месяц назад
ବିଜେଡି ନବିନ ପଟ୍ଟନାୟକ ଏବଂ ପାଣ୍ଡିଆନ ବାଜେ ମଣିଷ ଚବିଶ ବର୍ଷ ଓଡିଶାର ଧର୍ମକର୍ମ ମାନ ମହତ ସବୁନଷ୍ଟ କରିଛି ନବିନଜଗନ୍ନାଥଙ୍କୁ ବି ବାହ ହେଇନି ବାଜେ ମଣିଷ ନବିନ ବିଜେଡିର ସବୁ ଗୁଡାକ ବେଇମାନ ନବିନ ସରକାର ବାଜେ ପାଣ୍ଡିଆନ ଅଭକ୍ତ ଅମଣିଷ ଛିଛିଛି ସରକାରନବିଜ
@narendrabarik9855
@narendrabarik9855 Месяц назад
Sudarsan Thik Kahuni
@user-sg4do6dy9n
@user-sg4do6dy9n Месяц назад
❤️👌❤️
@manojkumarrout4694
@manojkumarrout4694 Месяц назад
Sunre Odia
@SarojKumar-ym4ie
@SarojKumar-ym4ie Месяц назад
A ta barsa kahike late kale
@jaikumarminz2335
@jaikumarminz2335 Месяц назад
Nedi guda kahuni ku bohiba pare muha kholuchhanti , ki lava heba.
@rangaballavrout8226
@rangaballavrout8226 Месяц назад
Janatha.bjhibe.manis.kana.karibe
@shailendrabiswasray3538
@shailendrabiswasray3538 Месяц назад
Meeting re kana Banda chukuthila magia regine deikari andolan kaluni
Далее