Finally ପିଙ୍କି ରାଜି ହେଲେ ମ୍ୟୁଜିକ୍ ଭିଡିଓ ରେ ଅଭିନୟ କରିବା ପାଇଁ 🤩, ତାଙ୍କ ପାଇଁ ବନା ଯାଇଥିବା ଏହି ସୁନ୍ଦର୍ ରୋମାଣ୍ଟିକ୍ ଗୀତ #ଓ_ମାହୀ_ମେରେ_ସୂନ୍ _ଜରା କୁ ଗାଇଛନ୍ତି ଅସୀମା ପଣ୍ଡା ଓ ତାଙ୍କ ସହ ଗାଇଛନ୍ତି ? 🤩 ?
ଆପଣ ସମସ୍ତଙ୍କୁ ବହୁତ୍ ଧନ୍ୟବାଦ୍ 🙏 ଆପଣ ମାନେ ହିଁ ପିଙ୍କି ଙ୍କୁ ଏତେ ଭଲ ପାଇବା ଦେଇ ତାଙ୍କୁ ମ୍ୟୁଜିକ ଭିଡିଓ କରିବା ପାଇଁ ଉତ୍ସାହିତ କରିପାରିଛନ୍ତି 🙏,
ଆଶା କରୁଛି a ଗୀତ ଆପଣ ମାନଙ୍କୁ ଭଲ ଲାଗିବ,
ଆମେ ଚେଷ୍ଟା କରିବୁ ଯେତେ ଜଲ୍ଦୀ ଭିଡିଓ କୁ ପ୍ରସ୍ତୁତ କରିବା ପାଇଁ 🙏
ଧନ୍ୟବାଦ୍, ଜୟ ଜଗନ୍ନାଥ 🙏💞🥰
#pinkylaxmipriya #premdarshan
#aseemapanda #pinkypremvlogs
Please like, Coment, Share & Subscribe Us.... Thank you
22 сен 2024