Тёмный

'କୋଟା' ପାଇଁ ଜଳୁଛି ଦେଶ | Bangladesh | Students Reservation | newsroom | 

News Room
Подписаться 142 тыс.
Просмотров 172 тыс.
50% 1

Опубликовано:

 

16 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,1 тыс.   
@makhamalsoy9158
@makhamalsoy9158 Месяц назад
ସଂଘମିତ୍ରା ଜେନା 🙏🙏🙏🙏👍👍👍👌👌👌 ଆପଣଙ୍କୁ ବହୁତ ଧନ୍ୟବାଦ
@tapankhura8440
@tapankhura8440 Месяц назад
ଧନ୍ୟବାଦ ସଂଘମିତ୍ରା ମେଡାମ
@sakuntalamajhi5425
@sakuntalamajhi5425 27 дней назад
Thanks sanghmitra mam
@ChanchalaBhoi-hm3ut
@ChanchalaBhoi-hm3ut 20 дней назад
Saghamitra. Madam.st sc. Bargara. Loka. Bahuttale. Achhanti. Madam. Thik. Kahichhanti. Thank. ​@@tapankhura8440 you
@user-ph2re6gr8n
@user-ph2re6gr8n 13 дней назад
Right medam
@bijayadas2491
@bijayadas2491 4 дня назад
Good sanghmitra
@premanandasuna7436
@premanandasuna7436 Месяц назад
ସଂଘମିତ୍ରା ଭଉଣୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଆମ ଦେଶର ଗର୍ବ। ଆପଣ ଏମିତି ଅଜ୍ଞାନୀ ମଣିଷ ପାଖରେ ତର୍କ ରଖି ନିଜର ବହୁମୂଲ୍ୟ ସମୟ ବର୍ବାଦ କରନ୍ତୁ ନାହିଁ । ଯାହାକୁ ଇତିହାସ ଜଣା ନାହିଁ ତା ସହିତ ତର୍କ କରି ଲାଭ କିଛି ନାହିଁ ।
@anjlinanandaanjlinananda5921
@anjlinanandaanjlinananda5921 Месяц назад
Paisa neiki jau chakiri dianti
@RajendraNarayanBehera
@RajendraNarayanBehera Месяц назад
Nice talking my sister,,, sea loka ta nehati boka au murkha be sala kechi janinahin sala plai acichi tark Kariba pain
@laxmankisku3478
@laxmankisku3478 Месяц назад
ମନୁଷ୍ୟର କ୍ରମବିକାଶ ହେଇଛି ଏ କଥା ଯିଏ ମାନି ବାକୁ ରାଜି ନୁହେଁ ଚାଂକ ସଂଗେ ତର୍କ କରି କିଛି ଲାଭ ନାହିଁ ।
@ramakantanayak5183
@ramakantanayak5183 27 дней назад
Sarangi babu whatsapp University ra student
@minatiojha3513
@minatiojha3513 27 дней назад
Quota uthu ba nauthu tame kaun jabaerdast karipariba habani kahi tamuku ghruna karunahNti
@wayfarerofaunthropology1015
@wayfarerofaunthropology1015 Месяц назад
ସଂଘମିତ୍ରା ମାମ୍ ନିରାଟ ସତ୍ୟ କହୁଛନ୍ତି,ସେ ଆମ ଭାରତର ପ୍ରକୃତ ରହସ୍ୟ ବୁଝିପାରି କହିଲେ, ସଂଘମିତ୍ରା ମାମ୍ କୁ ଅଶେଷ ଅଶେଷ ଧନ୍ୟବାଦ 🎉
@AbdulBasit-ve7hi
@AbdulBasit-ve7hi 19 дней назад
🙏👍
@nityanandanayak8717
@nityanandanayak8717 Месяц назад
ସଙ୍ଘମିତ୍ରା.. ତୁମେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ.. ଜାରି ରଖ ତୁମର ସଂଗ୍ରାମ..
@pradeeptadash6501
@pradeeptadash6501 29 дней назад
ବାଳ ନା.... 😡😡😡
@bhabanishankarpati466
@bhabanishankarpati466 24 дня назад
What a surprise joke
@007Gossipmusic
@007Gossipmusic 22 дня назад
Right sir mu agree 👍
@satyabanjena8080
@satyabanjena8080 Месяц назад
ସଂଗମିତ୍ରା ଦିଦି ଆପଣଙ୍କୁ ନମସ୍କାର ଆଉ request କରୁଛି ମୂର୍ଖ ଲୋକମାନଙ୍କ ସହିତ argument କରନ୍ତୁ ନାହିଁ please
@007Gossipmusic
@007Gossipmusic 22 дня назад
Right apano nko timewest karantu nahi ahi type ro murkhami lakha nko saha katha hei apano nku bahut bahut dhanyawad 🙏🙏 mam
@benudharmalik7954
@benudharmalik7954 Месяц назад
Liju madam ଏ ଦୀନବନ୍ଧୁ ଷଡଙ୍ଗୀ କୁ କିଛି ଇତିହାସ ଜଣାନାହିଁ, ସେଭଳି ପାଗଳ କୁ ଡାକି ବିଭ୍ରାନ୍ତ କରଣ କରନାହିଁ।
@user-bz6xb5nq4r
@user-bz6xb5nq4r Месяц назад
ଆଦିବାସୀ ହେଉଛନ୍ତି ଭାରତର ମୂଲ ବାସୀ
@bidyadharsahoo4897
@bidyadharsahoo4897 Месяц назад
ମୂଳବାସିତ ମହାରଣା ପ୍ରତାପ ଶିବାଜି ରାଣୀ laxmibai bhagat singh jetiki sabu bira ei mati pain ଲଢେଇ କରି ସ୍ଵର୍ଗବାସ କରିଛନ୍ତି ସେମାନେ କଣ ଉପରୁ ଖସିଥିଲେ? ସେମାନଙ୍କ ଯୋଗୁଁ ତୁମେ ଆଜି ମୂଳନିବସି ।ନହେଲେ ମୋଗଲ engrejinkara କ୍ରୀତଦାସ ହୋଇ ରହିଥାନ୍ତ।
@bhabanishankarpati466
@bhabanishankarpati466 24 дня назад
Bharata swadhinata re samastanka jogadan rahichhi..Realise kara bhai..
@JatadharMarndi
@JatadharMarndi Месяц назад
ମଦିର ରେ ଆଦିବାସି ହରିଜନ ଲୋକ ପୂଜକ ହଅନତୁ ଆଦିଵାସି ହରିଜନ ଲୋକ general ପୁଅଝିଅ ମଧ୍ଯ ରେ ବିବାହ କରନ୍ତୁ ତା ହେଲେ cota ଆବଶ୍ଯକ ହବନି
@don_56633dsss
@don_56633dsss Месяц назад
Harijan toki da mu baha hebi😂😂😂😂😂😂😂😂😂
@kshetrabasidas9682
@kshetrabasidas9682 Месяц назад
💯👌
@krushnamohantripathy3785
@krushnamohantripathy3785 Месяц назад
@@JatadharMarndi That's the story.
@krushnamohantripathy3785
@krushnamohantripathy3785 Месяц назад
@@don_56633dsss That's the story..
@krushnamohantripathy3785
@krushnamohantripathy3785 Месяц назад
@@JatadharMarndi That's the story.
@satyabanjena8080
@satyabanjena8080 Месяц назад
ସଂଗମିତ୍ରା ଦିଦି u so great ଆଉ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ କେବଳ ନିଚ୍ଛକ ଅକାଟ୍ୟ ସତ୍ୟତାର ଉପସ୍ଥାପନା କରିଛନ୍ତି
@hiralalmohanta2443
@hiralalmohanta2443 Месяц назад
. ଯିଏ ଦରିଦ୍ର ସେ ସରକାରୀ ସୁବିଧା ପାଉ
@subratmalik3627
@subratmalik3627 27 дней назад
Didi 1number❤
@Santaligoldmusic7596
@Santaligoldmusic7596 Месяц назад
ଷଡ଼ଙ୍ଗୀ ସାରଙ୍କ ଗାୟନ ନାହାନ୍ତି, ସଂଘମିତ୍ରା ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣ ମୂର୍ଖ ସହ ବେକାର ଯୁକ୍ତି କରନ୍ତ୍ ନାହିଁ..!
@sanjaybehera26
@sanjaybehera26 Месяц назад
Sangamitra madam your argument is very excellent for our sc and st category.
@ranjitpati5265
@ranjitpati5265 Месяц назад
ଯେ ପର୍ଯ୍ୟନ୍ତ ଲୋକଙ୍କ ମାନସିକତା ବଦଳି ନାହିଁ ଜାତି ଥିବ ସରକାର କିଛି କରି ପାରିବ ନାହିଁ
@satyabanjena8080
@satyabanjena8080 Месяц назад
ମୂର୍ଖ କହୁଛି ବିଶ୍ବର ଜ୍ଞାନର ପ୍ରତୀକ ଆମ୍ବେଦକର ଙ୍କୁ ସେ ଭୁଲ କରିଛନ୍ତି
@SabyasachiSatapathy-p9t
@SabyasachiSatapathy-p9t 27 дней назад
Tanku ta Congress ru Bahiskar karajaithila Karan ta kuha
@jagannathpiripaka5002
@jagannathpiripaka5002 Месяц назад
Sanghomitra mem u r absolutely right we all r always with u ..........👏 We are Because He (B.R Ambedkar) was 👏👏(((Simbol of knowledge ))))👏 Sadangi sir ଆପଣ ସେ ମହାମାନବ ବିଷୟରେ ଓ ସମ୍ବିଧାନ କୁ ପଢନ୍ତୁ ।
@Being7762
@Being7762 Месяц назад
Sanghamitra didi jindabad jindabad 🎉 kam age re b ete bhala experience apanakoro 🙏 salute 💯
@akshayakumarbehera3502
@akshayakumarbehera3502 Месяц назад
ଷଡ଼ଙ୍ଗୀ ବାବୁ,ଆପଣଙ୍କର ସମାଜ ବିଷୟରେ ଜ୍ଞାନ କିଛି ନାହିଁ.
@SoberBabuni
@SoberBabuni Месяц назад
ସଂଘମିତ୍ରା ଜେନା 🙏👌👍 ଆପଣଙ୍କୁ ନମସ୍କାର
@krushnamohantripathy3785
@krushnamohantripathy3785 Месяц назад
What for.
@SoberBabuni
@SoberBabuni Месяц назад
@@krushnamohantripathy3785 For Her Good Speech
@krushnamohantripathy3785
@krushnamohantripathy3785 Месяц назад
@@SoberBabuni Did you get any speeches ? What are good speeches ?
@armanoj4812
@armanoj4812 Месяц назад
Dinabandhu apana gaonre pacharantu
@santoshsabar-rq4lg
@santoshsabar-rq4lg Месяц назад
Bala na
@prakeshkumarnag7286
@prakeshkumarnag7286 29 дней назад
Salute sanghamitra sister
@LalmaniLugun
@LalmaniLugun Месяц назад
Thank you so much Sangha Mitra Jena sister you r right 👍
@umeshjena5495
@umeshjena5495 Месяц назад
ଗାଆଁ ରେ ଏବେବି ଜାତିପ୍ରଥା ଚାଲିଛି
@ramakantanayak5183
@ramakantanayak5183 27 дней назад
Kain sahara re hauni ki. Sabuthi hauchi
@radhuhansda3510
@radhuhansda3510 25 дней назад
Hansda MARNDI jagare kn panda, mohanty lekhibuna kn
@radhuhansda3510
@radhuhansda3510 25 дней назад
Ame st ta ame st hin lekhibuna General ki OBC ta lekhibuni...
@radhuhansda3510
@radhuhansda3510 25 дней назад
Sanghamitra didi thik kahuchhanti
@bhabanishankarpati466
@bhabanishankarpati466 24 дня назад
​@@radhuhansda3510 Bhai kia kahuchhi lekhibaku modern society re all are equal so Reservation system kn pai ..stop all that
@brajamohansethi2780
@brajamohansethi2780 Месяц назад
ଦୀନବନ୍ଧୁ ଷଡ଼ଙ୍ଗୀ ତୁମର ଝିଅ କୁ ମୋ ଭାଇ ସାଙ୍ଗେ ବାହା କରିବ କି ଆମେ ଧୋବା ଜାତି ର, ବାହା ଦେବେ ଯଦି ହଁ କରୁଛନ୍ତି କହିବେ
@santosh_sk45
@santosh_sk45 Месяц назад
ତୁମର ଯଦି ବ୍ରତଘର କରିପାରିବ ତାହେଲେ no problem ସେ ଦେଇଦେବେ।।
@jivanpattanayak6120
@jivanpattanayak6120 29 дней назад
@@brajamohansethi2780 Hadi kimba pana ghare tama bhauni ku deipariba ki?Baha ghara badyanadhakata re hueni.Nija ichhare hue.Jadi jane brahmana dhoba kimba hadi jhia ku pasand kare se baha heba ethire asubidha kan achhi?Emiti anek bahaghara bi heuchhi.
@SanatanBehera-j3h
@SanatanBehera-j3h Месяц назад
, ସ ଘଂ ମିତ୍ରୀ ତୁମେଜଣେ ଭଗବାନ ବାବାସାହେବଙ୍କ ଦ୍ୱିତୀୟ ରୂପ ଧନ୍ୟବାଦ
@kalicharanhansdah8349
@kalicharanhansdah8349 Месяц назад
Sanghamitra didi raghit
@susantatandia4539
@susantatandia4539 Месяц назад
Thank you so much sanghmitra
@bidyadharpatra9522
@bidyadharpatra9522 Месяц назад
ସାଙ୍ଗମିତ୍ରା ଭଉଣୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 👍. ଏ ଅଣ୍ଡିରା କୁ ଚପଲ ମାଧ୍ୟମରେ ବୁଝନ୍ତୁ ।
@Jasmine-tc7sg
@Jasmine-tc7sg 23 дня назад
ସଂଘମିତ୍ରା madam,ବହୁତ୍ ସୁନ୍ଦର୍ ଭାବରେ ଆପଣ ଉପସ୍ଥାପନ କରିଛନ୍ତି
@jyotiranjanjena5850
@jyotiranjanjena5850 Месяц назад
100% Right Sanghamitra Madam
@padmalochansoy5961
@padmalochansoy5961 Месяц назад
ମୁଁ ସଂଘମିତ୍ରା ଙ୍କୁ ଶତପ୍ରତିଶତ ମାନୁଛି। ଯାହା କହୁଛନ୍ତି ସବୁ ସତ କଥା।
@jivanpattanayak6120
@jivanpattanayak6120 Месяц назад
@@padmalochansoy5961 ହଁ ସବୁ ଠିକ୍ କହୁଛନ୍ତି ।ତାଙ୍କ ମା ହରିଜନ ଘରକୁ ଯାଇ ତାକୁ ଜନ୍ମ କରିଥିଵ।
@shyama4185
@shyama4185 Месяц назад
ଷଡ଼ଙ୍ଗୀ ବାବୁ ତୁମକୁ ଜ୍ଞାନ ର ଆବଶ୍ୟକ ତୁମେ ପଢ଼ ତୁମର ସମାଜ ବିଷୟ ଜ୍ଞାନ ନାହିଁ
@SidharthMishra99
@SidharthMishra99 Месяц назад
@@shyama4185 tumara achi ???
@subratkar5851
@subratkar5851 Месяц назад
Tamara bahut achi
@Bansiraja744
@Bansiraja744 Месяц назад
ଷଡ଼ଙ୍ଗୀ ସେ ବ୍ରାହ୍ମଣ ସେ କିଛି ବୁଝି ପlରିବନି ଶହ ଶହ ବର୍ଷ ଧରି ଦଳିତ ଆଦିବାସୀ ଙ୍କ ଉପରେ ଅତ୍ୟାଚାର ହେଇଛି। ସମାନ ସ୍ତର କୁ ଆଣିବା ପାଇଁ reservation ର ଏବେ ବି ଦରକାର ଅଛି।
@SidharthMishra99
@SidharthMishra99 Месяц назад
@@Bansiraja744 setebele Kouthi thila? Reservation re jadi benefitted haucha tahele aau kana darkar ??Jadi haunaha tahele deiki lava kana?? Jadi kichi matra re unnati heichi tahele reservation% kameile ba Creamy layer anile tahele ta equality asiba Jou mane reality re reservation pai eligible tanku chance miliba. Matra 2 Or 3 yr jae Reservation hateikk dekha jau tama original level jana padiba ta pare jadi semiti problem asila puni lagi karidaba asubidha kana achi?? R u ready for this game 🎮 ???
@ramakantanayak5183
@ramakantanayak5183 27 дней назад
Sarangi babu amara whatsapp graduate
@prasantakumaroram1366
@prasantakumaroram1366 29 дней назад
Sangamitra mam absolutely 100% right ....... God bless you mam
@MahendraMeher-u1o
@MahendraMeher-u1o Месяц назад
ଆମ ସମ୍ବିଧାନ ହିଁ ଓଲଟା ଲେଖା ହେଇଛି. କାହାକୁ ବା ଦୋଷ ଦେବା. ଏଠାରେ, M A, B A, BCom ଯାହା ପଢିଥାଉ ନା କାହିଁକି, ମାଟ୍ରିକ ପଢିଥିବା MLA କୁ ନମସ୍କାର କରୁଛି. ଆଉ ଜାଣିଛ ଏହି ମାଟ୍ରିକ ପଢିଥିବା ଲୋକ ନିୟମ ଗଢିବେ, ଯାହାକୁ kalekter ପାଠ ପଢିଲେ ବି ମାନିବାକୁ ବାଧ୍ୟ.
@nirupamadas3191
@nirupamadas3191 Месяц назад
ଦୀନବନ୍ଧୁ ଙ୍କୁ ପାଗଳ କୁକୁର କାମୁଡି chi
@jitenbarwa325
@jitenbarwa325 21 день назад
Chabichi
@amulyabhuyan4145
@amulyabhuyan4145 Месяц назад
ସଙ୍ଘମିତ୍ରା ମ୍ୟାଡମ୍ ଯାହା ମନ୍ତବ୍ଯ ଦେଇଛନ୍ତି ତାହା 100%right
@brajamohansethi2780
@brajamohansethi2780 Месяц назад
ଭାବିଚିନ୍ତି ସଂଘମିତ୍ରା ନାନୀ ସାଙ୍ଗେ କଥା ଲାଗୁନ୍ତୁ ଆଜ୍ଞା ନାଇଁ ହେଲେ ନିଆଁ ଲାଗିବ ଷଡ଼ଙ୍ଗୀ ବାବୁ
@niyatiranjansamal6361
@niyatiranjansamal6361 Месяц назад
ସଂଘମିତ୍ରା ଙ୍କ ମତରେ ମୁଁ ଶତ ପ୍ରତିଶତ ଏକମତ।ଆଉ ଏ କିଏ ବାବୁ ଜଣକ ଙ୍କର ନାଁ କଣ ମୁଁ ଜାଣିନି ତାଙ୍କର ଆଦୋୖ ଅନୁଭୂତି ନାହିଁ। ଭୁଷୁଣ୍ଡା ବୁଦ୍ଧି ଭଳି ଲାଗୁଛି।
@007Gossipmusic
@007Gossipmusic 22 дня назад
😂😂😂😂😂 right sir
@ratanbhue8232
@ratanbhue8232 Месяц назад
ଆଛା କହିଲ ଜାତି କିଏ ତିଆରି କଲା ତାହା ପୁଣି ଉଚ୍ଚ ନୀଚ... ଏଇଟା କେବଳ ସେମାନେ ହିଁ ତିଆରି କରିଛନ୍ତି ଯେଉଁମାନେ ନିଜକୁ ଉଚ୍ଚ ବୋଲି କୁହନ୍ତି.. ଯିଏ ଅନ୍ୟ ମାନଙ୍କ ପାଇଁ ଗାତ ଖୋଲେ ସେହି ଗାତରେ ସେ ହିଁ ପଡ଼େ ଆଜି ତାଙ୍କର ସେଇ ଦଶା... ସେମାନେ ନିଜ ସ୍ବାର୍ଥ ପାଇଁ ଛୁଆଁ ଅଛୁଆଁ ଜାତି ତିଆରି କରିଥିଲେ ତାହା ଆଜି ତାଙ୍କ ପାଇଁ ଓଲଟା ହେଲା ସବୁ ଦେଖୁଛି ଉପରବାଲା.....
@desialoversstudio3874
@desialoversstudio3874 Месяц назад
Thank you sangamitra madam ❤
@Highschoolclasses-o2n
@Highschoolclasses-o2n Месяц назад
Sanghamitra didi 100% Right ❤
@nirmalprasad4154
@nirmalprasad4154 Месяц назад
ଦୀନବନ୍ଧୁ ବାବୁ ମୂଲ୍ୟହୀନ ତର୍କ କଣ ପାଇଁ କରୁଛନ୍ତି
@GouraChJal
@GouraChJal 27 дней назад
ଜାତିପ୍ରଥା ମୁଖ୍ଯ ସମସ୍ଯା। ଆଗ ଏହାକୁୁ ଦୁର କର। Intercaste marriage is one of the solution. First of all promote it for abolish of caste system. There will be no need of RESERVATION SYSTEM. Sanghamitra mem is absolutely right.. Hat's Up... Beautiful explanation.. 👌👌👏👏👏
@JitendraBarik-wu2ld
@JitendraBarik-wu2ld 28 дней назад
ଆମ୍ବେଦକର ଙ୍କୁ ଅଶେଷ ଧନ୍ୟବାଦ୍
@satyasing6873
@satyasing6873 Месяц назад
sanghaitra didi nku mu salute karuchhi
@aratibhoi9091
@aratibhoi9091 Месяц назад
Very good nice sangamitra jena
@SoberBabuni
@SoberBabuni Месяц назад
ସବୁ ଝିଅ ମାନଙ୍କ ଆଦର୍ଶ ହେଉଛନ୍ତି # ସଂଘମିତ୍ରା ଜେନା 🙏👍
@sanvi5540
@sanvi5540 Месяц назад
kuadu aaicha sabu jhianku bodhe tame janma deicha
@hezalhezal5345
@hezalhezal5345 28 дней назад
Sanghamitra ma'am , nice argument.
@funwithlittlejoy9939
@funwithlittlejoy9939 29 дней назад
Thik katha madam
@JanardhanMandal-n4f
@JanardhanMandal-n4f Месяц назад
ଯେଉଁ ପ୍ରକାର st sc ଦଳିତ ଜାତିକୁ କିପରି ଅନ୍ୟାୟ କରାଗଲା, ତାହା ଦେଖି ଆମ୍ବେଦକର ଠିକ ସମ୍ବିଧାନ ଲେଖିଛନ୍ତି , ଆମ୍ବଦକର କିଛି ଭୋଲ କରି ନାହାନ୍ତି
@subhakantadayasagarsamal3116
@subhakantadayasagarsamal3116 Месяц назад
It is not mean in Madical science,teacher
@SidharthMishra99
@SidharthMishra99 Месяц назад
@@JanardhanMandal-n4f tahele election haruthile kahiki ???
@susantatandia4539
@susantatandia4539 Месяц назад
Right sir
@SidharthMishra99
@SidharthMishra99 Месяц назад
@@JanardhanMandal-n4f Quota concept Gandhi anithile not Ambedkar.Ambedkr Separate Electorate chahuthile
@uttamkumarpradhan3646
@uttamkumarpradhan3646 Месяц назад
ବହୁତ ସୁନ୍ଦର କଥା ସଂଘମିତ୍ରା ମେମ୍...
@sukantamalik5248
@sukantamalik5248 Месяц назад
ସଂଘମିତ୍ରା ମାଡାମ୍ ଆପଣଙ୍କ ର ପୁରାଣା ଜୋତା ଥିବ, ଗୋଟେ ପଟ ଜୋତା ଷଡ଼ଙ୍ଗୀ କୁ ଦେବେ ସେ ନେଇ ପୂଜା କରିବ ତାର ଟିକେ ଜ୍ଞାନ ହବ ।
@basantakumardas9059
@basantakumardas9059 Месяц назад
Sanghamitra Madam is 100 Percent is right
@DirjydhanJena
@DirjydhanJena Месяц назад
Sister Sanghmitra you are Great you are light of India.
@KshirodaBhoi-r3t
@KshirodaBhoi-r3t Месяц назад
Great Sanghimita didi
@gandharbsennayak2714
@gandharbsennayak2714 Месяц назад
Sanghamitra madam right
@krushnamohantripathy3785
@krushnamohantripathy3785 Месяц назад
@@gandharbsennayak2714 How
@shatrugnasethi625
@shatrugnasethi625 Месяц назад
ସଂଘମିତ୍ରା madam ବହୁତ ସୁନ୍ଦର କଥା ।
@RudraKumarnayak-g7v
@RudraKumarnayak-g7v Месяц назад
ଷଡ଼ଙ୍ଗୀ ବାବୁ ଆପଣ ଙ୍କ ପାଖରେ ଟିକେ ଜ୍ଞାନ ର ଅଭାବ ଅଛି...........
@sizzlinglife8198
@sizzlinglife8198 Месяц назад
Tk nai ...pura gaja murkha ta Kahuchi kn na mu samvidhan padhni ki padhibini .... Puni asichi debate Kariba pain
@susantatandia4539
@susantatandia4539 Месяц назад
Right
@007Gossipmusic
@007Gossipmusic 22 дня назад
😂😂😂 u r right bro
@KrushnachandraDeep
@KrushnachandraDeep 29 дней назад
Dhanyabad,sanghara,madam,apana,nkara,jay,hou
@selapatharparishad7723
@selapatharparishad7723 Месяц назад
ସଂଘମିତ୍ରା ଭଉଣୀ ଜିନ୍ଦାବାଦ ମୂର୍ଖମାନଙ୍କୁ ନ ବୁଝାଇ ନିଜର ଜାତିର ଲୋକଙ୍କୁ ସଚେତନ କରାନ୍ତୁ ସଂଗଠିତ କରାନ୍ତୁ। ସ୍ୱଳ୍ପ ସଂଖ୍ୟକ ଲୋକ ସବୁ ସମ୍ପତି ଉପଭୋଗ କରିବେ ଓ ବହୁଲୋକ ତଳିତଳାନ୍ତ ହେବେ ମାନସିକ ନିର୍ଯ୍ୟାତନାର ଶିକାର ହେବେ ଏହା କେତେଦିନ ଚାଲିବ
@nirmalmallickmallick6210
@nirmalmallickmallick6210 Месяц назад
ଦୀନବନ୍ଧୁ ତୁମେ ଠିକ ଭାବେ କିଛି ବୁଝିନାହଁ ନିଜେ ଦଳିତ ହେଲେ ଜାଣି ପାରିବ
@subhacreation1078
@subhacreation1078 Месяц назад
ଜାତି ମଣିଷ ସୃଷ୍ଟି କରିଛି ବେଇମନ୍ ମଣିଷ ସବୁ ର କାରଣ
@paduramgond3007
@paduramgond3007 Месяц назад
ଜଣେ ମୂର୍ଖ ସହ ତର୍କ କରିବାର କୌଣସି ଦରକାର ନାହିଁ, ସଂଘମିତ୍ରା mem 👍🏻
@upendrabhue6913
@upendrabhue6913 Месяц назад
U r Good thinking, Sister
@laxmanmurmu3077
@laxmanmurmu3077 Месяц назад
ନିହାତି ପାଗଳ ଯିଏ ବାବା ସାହେବଙ୍କୁ ଭୁଲ୍‌ ବୁଝୁଛନ୍ତି।
@kedarnathnayak7680
@kedarnathnayak7680 Месяц назад
Sanghamitra madam 100% right kahichhanti and tanka anubhab ru kahuchhanti thankyou madam.
@deepakjali4591
@deepakjali4591 Месяц назад
ସଂଘମିତ୍ରା ଭଉଣୀ right
@thevlooger2223
@thevlooger2223 Месяц назад
Thanks sanghamitra mam you are so great 👍
@ntrprasant7386
@ntrprasant7386 Месяц назад
Thanks u sister
@phagutudu9108
@phagutudu9108 Месяц назад
ଷଡ଼ଙ୍ଗୀ କୁ ପାଗଳ କୁକୁର କମୁଡ଼ିଚି , ନହେଲେ ଏମିତି ଯୁକ୍ତି କରିନଥାନ୍ତି।
@ByamokeshRath-fb3cj
@ByamokeshRath-fb3cj Месяц назад
mr.sadangi is fully right.
@user-fh8yj9cl7u
@user-fh8yj9cl7u Месяц назад
@@phagutudu9108 ଷଡଙ୍ଗୀ sir Ekdum right ଅଛନ୍ତି.... Bedha ସଂଘମିତ୍ରା leftist ଏଜେଣ୍ଡା ଚଳାଉଛି.. Congres ବିଷୟରେ ଗୁଣ ଗାନ କରୁଛି
@krushnamohantripathy3785
@krushnamohantripathy3785 Месяц назад
Oak,Very fine.
@krushnamohantripathy3785
@krushnamohantripathy3785 Месяц назад
Tudu,To you must have been bitten by a mad dog.But,not to sarangi.
@Finestkitchen
@Finestkitchen Месяц назад
​@@user-fh8yj9cl7u to bhauni bedha sasura pua
@rinkuruler2298
@rinkuruler2298 Месяц назад
Wow what a spectacular speech of sangamitra madam. Is right . Sc st peoples fight for your justice
@ashokkumarnayak3300
@ashokkumarnayak3300 Месяц назад
😂 ଷଡ଼ଙ୍ଗୀ ପାଖରେ କିଛି ଉତ୍ତର ନାହିଁ ଖାଲି ଗାଲୁ 😂 ।। Thanks to Sangamitra jena🎉🎉
@himanshudigal1490
@himanshudigal1490 25 дней назад
Hn bhai😂
@PurnimaPattnayak-j9j
@PurnimaPattnayak-j9j Месяц назад
THANK YOU SISTER 100,% CORRECT
@JitendraBarik-wu2ld
@JitendraBarik-wu2ld 28 дней назад
ସରକାରଙ୍କୁ ଅନୁରୋଧ ହରିଜନ ଏବଂ ଆଦିବାସୀଙ୍କ ପାଇଁ କିଛି ସହାୟ ଅସୁନି
@PurendraPingua
@PurendraPingua Месяц назад
ସଡ଼ଙ୍ଗି ବାବୁ କହିବେ କି ଜଣେ ବାପର ୧୦ ଜଣ ପୁଅ ଥିଲେ । ସେଥିମଧ୍ୟର ୭ ଜଣ ଶିକ୍ଷିତ ହେଲେ ୩ ଜଣ ମୁର୍ଖ ହେଲେ ତେବେ ବାପର ସଂପତି କଣ ୭ଜଣ ହିଁ ନେବେ ଆଉ ୩ ଜଣ କଣ ମୁର୍ଖ ବୋଲି ବାପର ସଂପତି ପାଇବେ ନାହିଁ ।
@gajendranaik1900
@gajendranaik1900 Месяц назад
Good example
@ambedakarhumanresearch1238
@ambedakarhumanresearch1238 Месяц назад
ସଂଘମିତ୍ରା ଉପସ୍ଥାପନା 100% ସତ୍ୟ
@Deepak-yq1he
@Deepak-yq1he Месяц назад
100./.
@BanambarPanigrahi
@BanambarPanigrahi Месяц назад
Kiebesala tu
@sashikanthota1477
@sashikanthota1477 Месяц назад
ହଁ ରେ ଭାଇ କଙ୍କଡା କୁ ଗୋଳିପାଣି ସୁହାଏ।
@krushnamohantripathy3785
@krushnamohantripathy3785 Месяц назад
@@ambedakarhumanresearch1238 Mr Sarangi is right. Sanghamitra's presentation is not true at all.
@krushnamohantripathy3785
@krushnamohantripathy3785 Месяц назад
@@sashikanthota1477 Right.
@sanjikumar3729
@sanjikumar3729 Месяц назад
ଷଡଙ୍ଗୀ ସାର ଆପଣଙ୍କ ଝିଅ st ପୁଅକୁ ବିବାହ କରିବା ପାଇ ସୁଯୋଗ ଦେବେକି ?
@mHansda369
@mHansda369 Месяц назад
ଠିକ କଥା କହିଛନ୍ତି 🙏
@VideoVira78
@VideoVira78 Месяц назад
Aso debu .kintu mu b tom jhio marriage koribi debe to
@takuraazS
@takuraazS Месяц назад
​@@VideoVira78Nou na ame dobu
@VideoVira78
@VideoVira78 Месяц назад
@@takuraazS debo to mu govt job koruni
@TaraniJakesika
@TaraniJakesika Месяц назад
👌
@SwadharmaOdisha
@SwadharmaOdisha 26 дней назад
ସମ୍ବିଧାନରେ କିଛିଟା ଭୁଲ ରହିଛି ଯାହା ପାଇଁ ଆଜି ଏ ସମସ୍ୟା ହେଉଛି।
@gitanjalijena730
@gitanjalijena730 18 дней назад
This debate proved that women are educated properly... thanks our government who are giving freedom to all..🎉
@SanatanBehera-j3h
@SanatanBehera-j3h Месяц назад
ମାଆ ତୁମେ ଜଣେ ଦେବୀ
@dillipmallik7047
@dillipmallik7047 Месяц назад
ଧନ୍ୟବାଦ୍ ସଂଘମିତ୍ରା
@DurgaSingh-d2n
@DurgaSingh-d2n Месяц назад
ଆରେ ମୁର୍ଖ! ବି ଆର୍ ଆମ୍ବେଦକରଙ୍କ ଆମ୍ ସମ୍ବିଧାନ ର ଜନ୍ମଦାତା ତୁ ତାଙ୍କ ତୁଳନାରେ ଗୁଣ୍ଡୁଚିମୂଷା ବି ନୁହେଁ
@SURESHMANDAL-vr7dx
@SURESHMANDAL-vr7dx Месяц назад
😅😅😅
@upendrabhue6913
@upendrabhue6913 Месяц назад
ବ୍ରାହ୍ମଣ ଓ ଇଂରେଜ ମାନଙ୍କର ରକ୍ତ ସମାନ... I
@santosh_sk45
@santosh_sk45 Месяц назад
Apana blood test karuchanti bodhe ??
@ratikantakreputaka3647
@ratikantakreputaka3647 29 дней назад
ସଂଘମିତ୍ରା ମେଡ଼ାମ୍ ନମସ୍କାର୍, ଆପଣ ଠିକ୍ କହିଛନ୍ତି । ସେ ସାର୍ ଯୋଉ କଥା କହୁଛନ୍ତି ସେ ସାମ୍ବିଧାନିକ ପାଠ ପଢ଼ି ନାହାନ୍ତି ବୋଧେ ସେ RSS ପାଠ ପଢ଼ଛନ୍ତି । ସେ ବାଇଟ୍ ଦେଲାବେଳେ ସେ ଯେମିତି କହୁଛନ୍ତି ତାଙ୍କର କଥାରୁ ମିଛ କହୁଥିବା ଜଣାପଡୁଛି ।
@lingarajbhoi2752
@lingarajbhoi2752 Месяц назад
ଜାତିବାଦୀ ଦୀନବନ୍ଧୁ କୁ କିଛି ଜଣା ନାହିଁ l
@Santaligoldmusic7596
@Santaligoldmusic7596 Месяц назад
Thank you madam Sangha Mitra...
@akshayakumardhupal3615
@akshayakumardhupal3615 Месяц назад
Sanghamitra 100%Correct.
@PSSD-p4
@PSSD-p4 16 дней назад
Madam 100% good speech , very nice madam
@LambodarNayak-qo5gj
@LambodarNayak-qo5gj 23 дня назад
Great thanks to our wisest sister Sangha Mitra
@BTSJK906
@BTSJK906 Месяц назад
Thank you so much didi
@pranayachintada8283
@pranayachintada8283 Месяц назад
ବାବା ସାହେବ୍ ଆମ୍ବେଦକର ଭୁଲ୍ କରିଛନ୍ତି କହୁଛି ୟେ ଲୋକ ଆରେ ଭାଇ ଆଜି ତମେ ତମ ନିତ୍ୟ ଜୀବନ ରେ ଯାହା ବି କରୁଛ ସବୁ ସେଇ ଆମ୍ବେଦକର ଙ୍କ ଦେବା ଜିନିଷ 🤦🤦 କି ଲୋକ ମାନେ ଅଛନ୍ତି ଆମ ଓଡ଼ିଶା ରେ ...
@SusantaKumarpattayat
@SusantaKumarpattayat Месяц назад
ଦିନବନ୍ଧୁ ବାବୁ ଆପଣ ଆଗ ସମ୍ବିଧାନ ରଚନା କରନ୍ତୁ, କେତେ ଭେଜା ଜଣାପଡ଼ିବ । ଆମ୍ବେଦକର ଭୂଲ କହୁଛ ପାଗଳ ନା କ'ଣ
@krushnamohantripathy3785
@krushnamohantripathy3785 Месяц назад
@@SusantaKumarpattayat You go ahead.
@urvashirani7
@urvashirani7 Месяц назад
Ek dam right 🙏
@SURESHMANDAL-vr7dx
@SURESHMANDAL-vr7dx Месяц назад
😂😂😂😂😂😂
@SrikantaBehera-nn1mf
@SrikantaBehera-nn1mf Месяц назад
Thanks madam
@NX_sameer_27
@NX_sameer_27 Месяц назад
Thank you mem
@AmareswarKandi-h1m
@AmareswarKandi-h1m Месяц назад
Thank you sister sanghamitra your argument
@pragyasinibehera9500
@pragyasinibehera9500 Месяц назад
100% right sanghamitra jena.. True indian. Hatss of.. Long way to go... She iss just extremely honest
@ritanjalimahar7448
@ritanjalimahar7448 Месяц назад
ମୁଁ ଜାତିରେ ହାଡି,ହାଡି ସାହିରେ ଘର କିନ୍ତୁ ମୋ ଘର ପଟାରେ ହାଡି ବୋଲି ଲେଖା ନାହିଁ କି ମୋ ଜାତିର ପ୍ରମାଣ ପତ୍ର ନାହିଁ। କିନ୍ତୁ ଆମ ଗାଁ ରେ ମନ୍ଦିର କୁ ପ୍ରବେଶ ନାହିଁ, ପୋଖରୀ ତୁଠ ରେ ଏକାଠି ଗାଦେବା ମନା, ଗାଁ ରେ ଚୁଳ କାଟିବା ମନା।
@DipeshKumarDash-fd1of
@DipeshKumarDash-fd1of Месяц назад
Tu muslim
@jivanpattanayak6120
@jivanpattanayak6120 Месяц назад
@@ritanjalimahar7448 Documents au patta re ta jati lekha hue.
@jivanpattanayak6120
@jivanpattanayak6120 Месяц назад
@@ritanjalimahar7448 Hmm semiti hue .Aji kali abashya kete jana mananti nahin jabardasti general tuthare pashi jaanti.Sete bele anya mane kichhi na kahi tutharu bahari jaanti.
@jivanpattanayak6120
@jivanpattanayak6120 Месяц назад
@@ritanjalimahar7448 keun barika chula katiba se basanda heijiba
@rajlaxmigiri7483
@rajlaxmigiri7483 Месяц назад
Sir khoyma koribe mu gote kotha kohibi jatibad bohuto bodo samasya kintu gote hadi kahiki goru gaei molapore chomoda utaruchi,
@maheswarpatra3595
@maheswarpatra3595 Месяц назад
Nice Sanghamitra Madam
@sridharakumarbag5417
@sridharakumarbag5417 Месяц назад
Madam u r great great 💯
@SujitSethi-zt2gx
@SujitSethi-zt2gx Месяц назад
ସଂଘମିତ୍ରା ଙ୍କ ଯୁକ୍ତି ଅକାଟ୍ୟ ଏବଂ ବାସ୍ତବ ଉପରେ ଆଧାରିତ ଦୀନବନ୍ଧୁ ବାବୁ ଟିକେ ବୁଝି ସୁଝି ମନ୍ତବ୍ୟ ଦିଅନ୍ତୁ ନିଜ ସ୍ୱାର୍ଥ ପାଇଁ ଏପରି ନାକୁହନ୍ତୁ ଦଳିତ ଙ୍କ ବିଷୟରେ ଅନୁଧ୍ୟାନ କରନ୍ତୁ ନିଜେ ଉଚ୍ଚ ବର୍ଗ ର ହୋୟୀ ଅନ୍ୟ ର ଦୁଃଖ ବୁଝିବା କୁହେଲେ ଅଧିକ ତର୍ଜମା ର ଆବଶ୍ୟତା ଅଛି
@kishanhembram1300
@kishanhembram1300 Месяц назад
Madam right speak
@HemantaPal-q3b
@HemantaPal-q3b Месяц назад
Nice decision mam you are great
@SujataRout-b9h
@SujataRout-b9h Месяц назад
ଆଜିକାଲି ସବୁ ହରିଜନ ଗରୀବ ନୁହଁନ୍ତି ତେଣୁ ହରିଜନଙ୍କ ପାଇଁ କୋଟା ମାଧ୍ୟମରେ ସବୁ ସୁବିଧା ସୁଯୋଗ ଦେବାର ମନୋବୃତ୍ତି ଏକ ହୀନ ମାନସିକତା ସୃଷ୍ଟି କରି ଚାଲିଛି ଏବଂ ଗରୀବ ଶ୍ରେଣୀ ଭଳି ଏକ ମାରାତ୍ମକ ସମସ୍ୟାକୁ ଜନ୍ମ ଦେବାକୁ ଯାଉଛି ଏକଥା ପାଇଁ ଦିନେ ଭାରତରେ ସାଧାରଣ ବର୍ଗର ଯୋଗ୍ୟ ନାଗରିକ ଆନ୍ଦୋଳନ କରିବେ, ଯେଉଁମାନେ ଯୋଗ୍ୟ ହୋଇବି ହରିଜନ କୋଟା ସରଂକ୍ଷଣ ନୀତି ପାଇଁ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି lସେତେବେଳେ ଏହି ଦେଶର ସ୍ଥିତି ପାଇଁ ସେହିମାନେ ଦାୟୀ ରହିବେ, ଯେଉଁମାନେ ହରିଜନ କୋଟା ସପକ୍ଷରେ ଯୁକ୍ତି ବଢୁଛନ୍ତି lକେବଳ କୋଟା ମାଧ୍ୟମରେ କଣ ଜାତିଆଣ ଭେଦଭାବ ଦୂର ହୋଇ ପାରିବ ନା ଆଉ ଗୋଟେ ନୂତନ ସମସ୍ୟା ଆମ ସମାଜପାଇଁ ସୃଷ୍ଟି କରିବ ଏକଥା ଆଜିର ସମୟରେ ବୁଦ୍ଧିଜୀବି ମାନଙ୍କର ଚିନ୍ତା କରିବାର ସମୟ ଆସିଛି lତେଣୁ କୋଟା ଭିତରେ କୋଟା ଏକ ସ୍ୱାଗତଯୋଗ୍ୟ ସଂଶୋଧିତ ଆଇନ l
@pradeeptadash6501
@pradeeptadash6501 29 дней назад
🙏🙏🙏👍👍👍👍ଠିକ
@keshabbisoyi8030
@keshabbisoyi8030 29 дней назад
Obc general nka pai bohuta Anaya heuchi andalana karibu agaku sabadhan hua
@pradeeptadash6501
@pradeeptadash6501 28 дней назад
@@keshabbisoyi8030 ଠିକ କହିଛନ୍ତି 🙏🙏💐
@astamasira3273
@astamasira3273 26 дней назад
Thank you mam .
Далее
Inside Out 2: BABY JOY VS SHIN SONIC
00:19
Просмотров 2,2 млн