ଗାଁ ରାସ୍ତା ନା ମାଛ ପୋଖରୀ 🐬🐬🐳🐳 // 😂😂🙏🙏
ଆମ ଗାଁ ରାସ୍ତା ଘାଟ ରେ କିଛି କାମ ହଉ ନି 🙏🙏 ଯଦି ହଉଛି ବି କାମ ଠିକ୍ ସେ ହଉନି !!
ଏ ହଉଛି ଆମ ଓଡ଼ିଶା 🥰🥰 !!
କିଛି କାମ ଠିକ୍ ସେ ହଉନି କି !! ହବ ବି ନାଇଁ ଏ ହଉଛି ଓଡ଼ିଶା ମୟୂରଭଞ୍ଜ ର ଗୋଟିଏ ଛୋଟ ଗାଁ !!
ଗାଁ :- ଟାଙ୍ଗିଆ !!
#trending
#sukruli
#trending
#odisha
#mayurbhanj
#love
#village
10 окт 2024