Тёмный
No video :(

ଗାଇ ତ ଦେଲି.. କଣ ଭାସିଗଲା ! Ruku Suna | Human Sagar | shankar mada | khati 

Khati ( ଖଟି )
Подписаться 326 тыс.
Просмотров 81 тыс.
50% 1

ଗାଇ ତ ଦେଲି.. କଣ ଭାସିଗଲା ! Ruku Suna | Human Sagar | shankar mada | khati
Your Queries
odia news
breaking news odia
viral news odia
shankar mada
shankar om sharan
otv khabar
otv news
kanak news
kanak news headlines
news 7 news odia
Kolkata news
Kolkata rape case
Kolkata doctor news
damdar khabar
khabar aaj tak
suprabhat odisha
odia news channel
odia breaking
odisha bhaskar
pratidin tv
news today odisha
shankar om sharan news
shankar mada new video
shankar om sharan new video
mohan majhi news
vk pandian news
naveen pattnaik news
argus news
argus breaking news
argus news odia
argus podcast
argus podcast videos
viral news odia
mohan majhi news
sura routray news
vk pandian news
naveen pattnaik news
Congress news Odia
odisha Congress
odisha BJP
Odisha BJD
election news
political news
political news odia
accident case Odisha
bangladesi news odia
#bjd #odisha #arvindkejriwal #mohanmajhi #bjp #laxmibus #naveenpatnaik #vkpandian #newsheadlines #trendingnews #odishanews #breakingnews #latestnews #rahulgandhi #narendramodi #congress #shankaromsharan #shankarmada #odianews #khati

Опубликовано:

 

19 авг 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1 тыс.   
@TIKASoren-tq6gl
@TIKASoren-tq6gl Месяц назад
ଠିକ କହିଛନ୍ତି ଶଙ୍କର ଭାଇ 👌👌👌
@user-mn7by7xc3v
@user-mn7by7xc3v Месяц назад
Good
@abinashnayak8840
@abinashnayak8840 Месяц назад
ଏ ଭାଇ ଜଣକ ଭଲ ଭଲ କଥା ଶିଖିଛନ୍ତି ଆଉ ଠିକ୍ କଥା କହୁଛନ୍ତି Yes I SUPPORT u I SUPPORT your mentality
@DebendraPrasadMajhi-fk1qg
@DebendraPrasadMajhi-fk1qg Месяц назад
ହୁମାନ ସାଗରଙ୍କ TRP ବଢିଲା । ନମ୍ୱର୍ 1 ହ୍ୟୁମାନ ।
@Srujani-smile-Odisha4507
@Srujani-smile-Odisha4507 Месяц назад
ସତରେ, ଶଙ୍କର ଭାଇ ତମ ପରି ଲୋକ ସମାଜ ପାଇଁ ମିଳି ବେନି। ତମେ ଜଣେ ଇମାନଦାର ମନୁଷ୍ଯ। ସମସ୍ତ ଙ୍କୁ ସାଙ୍ଗ ରେ ନେଇ ଆଗକୁ ବଢ଼ିବା ର କ୍ଷମତା ଅଛି। ଏହି ପରି ଭଲ କାମ ଜୀବନ ସାରା ପାଇଁ ଜାରି ରଖ। ❤🎉❤🎉
@gopalpatra7018
@gopalpatra7018 Месяц назад
ଭାଈ ପାଇହସ କରିବା video ଦେଖିନ ବଦେ ଅନୀୟ ଧର୍ମ ର ଲକେ ଯଦି ପରିହାସ କରିବା ଠିକ୍ କି
@tribikrambehera3945
@tribikrambehera3945 Месяц назад
୧୦୦% ସତ କଥା କହିଛନ୍ତି ଭାଇ । " ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ "
@LipuBaliarsingh
@LipuBaliarsingh Месяц назад
ଏ ସବୁ ଫାଲତୁ କାମ ଅନ୍ଧ ଭକ୍ତ ମାନଙ୍କର
@sunadhangond6007
@sunadhangond6007 Месяц назад
Mg tar BJD Congress dala bi kauchanti
@maheshkumar-fn4gc
@maheshkumar-fn4gc Месяц назад
ଆଉ ଯେତେବେଳେ ଖରାପ ଗୀତ ଗାଇଥିଲେ ଆଲୋ ଘୋଡା ଗେହି ଖଟ ନ ମିଳିଲେ ନାହିଁ ,,,,,, ସେତେବେଳେ କୋଉଠି ଗାଣ୍ଡି ମରଉଥିଲେ ସବୁ
@NABAKISHORERAVAN
@NABAKISHORERAVAN Месяц назад
ସେଇଟା କାନକୁ ବଢିଆଲାଗୁଥିଲା
@satyaswarupnayak4381
@satyaswarupnayak4381 Месяц назад
Absolutely right 👍👍👍 Pita piti pain janam mohar b*a dekha ghoda*ehi 😂😂😂😂
@radheradhe0803
@radheradhe0803 Месяц назад
Right sir
@umeshkumarchhatria9995
@umeshkumarchhatria9995 Месяц назад
ସେଇଟା ଗୋଟେ ବି ଭଜନ ଥିଲା ଭାଇ ଅନ୍ଧ ଭକ୍ତଙ୍କ ପାଇଁ 😮
@Uttamrajhans7159
@Uttamrajhans7159 Месяц назад
ବହୁତ୍ ବଢ଼ିଆ ଭିଡିଓ
@pintu4651
@pintu4651 Месяц назад
ନିସା ମହାରଣା କୁ ଗୋଟେ ଦିଅ ଭାଇ ସେ ବେଶି ଛୋଡ଼ି ହଉଛି ଆଉ mgh ଗଜପତି ପାନେ ଦିଅ
@omkarmajhi9623
@omkarmajhi9623 Месяц назад
ଠିକ କହିଛ ଭାଇ ନିଶା କୁ ପାନେ ଦେବା କଥା
@RASHMIRANJANKUMAR-ik3oi
@RASHMIRANJANKUMAR-ik3oi Месяц назад
ସେଟା ଗାଇ ନାହାନ୍ତି ଶଙ୍କର ଭାଇ ସେଟା ମିମିକ୍ରି କରା ହେଇଛି ବେଳେ ଇ ଗୀତକୁ ଶାନ୍ତନୁ ଗାଇଲେ ହେଲେ ଏଇଟା ସେ ଗୀତ ଢାଞ୍ଚା ରେ ଗାଇଲେ କେମିତି ହେଇ ଥାଆନ୍ତା ବୋଲି କୁହା ଯାଇଛି ଭଲ କରି ଶଙ୍କର ଭାଇ କହିଦି ଅନ୍ତୁ ଶୁଣିବେ କିମ୍ବା ଦେଖିବେ
@iconix3146
@iconix3146 Месяц назад
Thik katha bhai ame song ku virodha karunu. karu6u kanhiki song gaibara gote saili a6i sei saili re kanhiki gainahati se .jaha vi gaichanti semita pura mimikri karila pari gaichanti .eaita ta amara odisha ra Sanskar nuha na bhai
@HariharaGomango-ck6cq
@HariharaGomango-ck6cq Месяц назад
Bolbom gitare Adhunik gitaku kapi karanajau
@tarjannag5732
@tarjannag5732 Месяц назад
Apanaka lakyana andha bjakta ra lakyana
@user-yt3hs2ko7l
@user-yt3hs2ko7l Месяц назад
ଏକଧମ tik କଥା sir.... ଅନ୍ଦ ବକ୍ତ ମାନେ ହିଁ ହୁମାନ ଙ୍କୁ ବିରୋଧ କରବେ.....
@user-pu9qo1sg6p
@user-pu9qo1sg6p Месяц назад
ଆଜ୍ଞା,ଏ ପ୍ରକାରର ସମାଲୋଚନା ହାସ୍ୟାସ୍ପଦ ଛଡା ଆଉ କିଛି ନୁହେଁ। ହୀନମନ୍ୟ ସମାଲୋଚକ କୁହାଯିବ। ଲଜ୍ଜ୍ୟା।
@abayab8071
@abayab8071 Месяц назад
ଏ ସବୁକୁ ଅନ୍ଧ ଭକ୍ତ ମାନେ ବିରୋଧ କରିବେ ରୁକୁ ସୁନା human ଠିକ୍ ଗାଇଛନ୍ତି
@AJITSIN-li4xv
@AJITSIN-li4xv Месяц назад
ଅନ୍ଧଭକ୍ତ କଣ ଗେହି ଦେଇଛି କି
@user-mn7by7xc3v
@user-mn7by7xc3v Месяц назад
Right
@AkeshKumarmahakur-cb5eg
@AkeshKumarmahakur-cb5eg Месяц назад
​@@AJITSIN-li4xvtate gihei dei chhe bujhu lu phusi
@Daspasta
@Daspasta Месяц назад
Tu sala bhul Gita gaichu
@kalingaveera3424
@kalingaveera3424 Месяц назад
Andhabhkata tote emiti karuchhanti aau aagaku bi karibe
@abhiramkadraka4324
@abhiramkadraka4324 Месяц назад
ଠିକ କହିଛନ୍ତି ମହା ଶଙ୍କର ଆଜ୍ଞା ଆମକୁ ଏହି ଭଳି ଆମ ମାନଙ୍କର ଭଲ ଉପସ୍ଥାପନା କହୁଥିବ ଆଗକୁ ଆହୁରି ଏମିତି ଅନେକ ଅନେକ ଭଲ ଉପସ୍ଥାପନାର ଜଣାଇ ଥିବାରୁ ଆମେ ବହୁତ ଖୁସି ଆପଣ ମଧ୍ୟ ବହୁତ ଖୁସି ଗୀତ ସଂକଳ୍ପ
@steminarani5803
@steminarani5803 Месяц назад
ଆପଣ ସବୁ ବେଳେ ଠିକ୍ ସମୟରେ ଠିକ୍ କଥା କହୁଛନ୍ତି ଭାଇ ଆପଣ ଙ୍କୁ ହୃଦୟ ରୁ ଧନ୍ୟବାଦ thank you ❤❤❤❤🎉🎉🎉
@rohitkumarnayak8136
@rohitkumarnayak8136 Месяц назад
ଭାଇ ତମେ ବିରୋଧୀ ଦଳ ନେତା ହଵା କଥା ।।।।ସମସ୍ତଙ୍କର ଝୋଳ ବାହାର କରିଦେବ ।।।।।genuine point
@user-hq2zw2pw4j
@user-hq2zw2pw4j Месяц назад
ଏମାନେ ଖୋଲି ପାରିବେନି ନି ଭାଇ ଶିକ୍ଷା ମନ୍ତ୍ରିର
@mrbikkiofficial3599
@mrbikkiofficial3599 Месяц назад
ବହୁତ ଭଲ କଥା କହିଛ ଶଙ୍କର ଦାଦା 👉ନଳିଆ ତଳେ ବଳିଆ ଝୁରି ଗିତ ର ସ୍ୱର ରେ ବୋଲବମ ଗିତ ବି ଅଛି ଦାଦା ସେଇଟା ଟିକେ ଦେଖେଇ ଦିଅ ଏ ମୂର୍ଖ ମାନଙ୍କୁ ଏଥି ପାଇଁ ଆମ ଓଡିଶା ଏତେ ପଛରେ ଅଛି
@gopabandhubehera453
@gopabandhubehera453 Месяц назад
ଶଙ୍କର ମାଡ ଠିକ୍ କଥା କହିଛ ଦଳେ ଭାଡୁଆ ରାଣ୍ଡୁଆ ଜେଉଁ ମାନଙ୍କର କିଛି କାମ ଧନ୍ଦା ନାହିଁ ନିଜକୁ ଲୋକଙ୍କ ସାମନାରେ ସ୍ଵେଚ୍ଛାସେବୀ ବୋଲେଇବାପାଇଁ ଥାନାରେ ଜାଇକି ଗୋଟେ ରିପୋଟଟେ କରିଦେଇକି ନିଜକୁନିଜେ ବଡ ସମାଜସେବୀ ବୋଲିକି ଦେଖେଇହବାକଥା
@jashobantadigal861
@jashobantadigal861 Месяц назад
❤. 100%ଠିକ କଥା ଶଙ୍କର ବାବୁ
@pinturbofficial8544
@pinturbofficial8544 Месяц назад
Dil se love you bhai jay maa samalei 🌺🌺🙏 Jay Jagannath ⭕‼️⭕
@BibhutiDalei-hz7xs
@BibhutiDalei-hz7xs Месяц назад
ସେଇ ଧର୍ମେନ୍ଦ୍ର ପ୍ରଧାନ ନିଟ୍ ପରୀକ୍ଷା ଦୁର୍ନୀତି ଆରୋପି , ମଣିଷକୁ ଜଗନ୍ନାଥ ଙ୍କ ସହ ତୁଳନା ପରି ଧୃଷ୍ଟତା କରି ମଧ୍ୟ ସବୁ ଚୁପ୍ ରହି ପୁଣି ତାଙ୍କୁ କିଛି ଅଇଁଠା ଖିଆ କୁହନ୍ତି ଧର୍ମେନ୍ଦ୍ର ଗ୍ରେଟ୍ !!!!😂😂😂😂😂
@SUSHILKUMAR-xi4kf
@SUSHILKUMAR-xi4kf Месяц назад
I love Human and Ruka❤❤❤❤❤
@dkmedia4307
@dkmedia4307 Месяц назад
ବହୁତ୍ ଭଲ କହିଲା ଭାଇ , ମୋ ମୁହଁ କଥା କହିଦେଲ ❤
@arunkumarmohanty6292
@arunkumarmohanty6292 Месяц назад
ଭାଇ, ଏହା ହେଉଛି ଆତ୍ମଘୋଷିତ ଧର୍ମ ରକ୍ଷକ ମାନଙ୍କ କାମ. ଏମାନେ ଧର୍ମକୁ ରକ୍ଷ୍ୟା କରିବା ବାହାନାରେ ସାମ୍ପ୍ରଦାୟିକ ଦଙ୍ଗାର ଚାରା ବୁଣୁଛନ୍ତି. ଆଉ ରହିଲା ଘରୋଇ ମିଡ଼ିଆଙ୍କ କଥା. ସମସ୍ତେ ଜାଣନ୍ତି ଯେ ଆଜିର ମିଡ଼ିଆର ଭୂମିକା କଣ !ଦର୍ଶକ ଏବେ ନିଜ ନିଜ ପସନ୍ଦର ମିଡ଼ିଆକୁ ଦେଖୁଛନ୍ତି. ଯଦି ଅନ୍ଧ ଭକ୍ତମାନେ ଥରେ ଏମିତି ତର୍ଜମା ଦେଖନ୍ତେ, ତେବେ ବୁଝି ପାରନ୍ତେ ଯେ ସେମାନେ ସମୟ ନଷ୍ଟକରି ଓ ଭାଉଚର ପକାଇ କେବଳ ସେଇ ଦଲାଲ ଚାନେଲ ଗୁଡିକୁ ପୋଷୁଛନ୍ତି. କିନ୍ତୁ ସେମାନେ ତାହା କରିବେନି. କାରଣ ଅନ୍ଧସମର୍ଥକ ମାନଙ୍କୁ ତାଙ୍କ ବିରୋଧୀ ଚାନେଲ ଦେଖିଲେ ଛୁରୀ ମାରିଲା ପରି ଲାଗିବ. ଏହା ହେଉଛି ଆଜିର ବିଡମ୍ବନା 🤔🤔🤔
@NABAKISHORERAVAN
@NABAKISHORERAVAN Месяц назад
❤❤❤❤❤❤ ସୁନ୍ଦର ମତା ମତ
@user-yt3hs2ko7l
@user-yt3hs2ko7l Месяц назад
👍👍👍👍👌👌👌👌ଭାଇ... Praise the Lord...
@SandeepMandal443
@SandeepMandal443 Месяц назад
Right sir
@MrbaudiaCreation
@MrbaudiaCreation Месяц назад
ମାଧବ ହେ ମାଧବ ଗୀତ କୁ 2019 ନିର୍ବାଚନ ପ୍ରଚାର ସମୟରେ ଭୋଟର ହେ ଭୋଟର କରିକି BJP party ବଜାଉ ଥିଲେ ସେତେବେଲେ ଧର୍ମ ଖରାପ ନଥିଲା
@SusantaKumarPanda-vc7bl
@SusantaKumarPanda-vc7bl Месяц назад
Bhae thik re suna
@ijikioraita6562
@ijikioraita6562 Месяц назад
ଠିକ କଥା ଭାଇ 👌👌👌👌
@NABAKISHORERAVAN
@NABAKISHORERAVAN Месяц назад
ମୁଁ ତ କହିବି ଶଙ୍କର ଭାଇ ଜଗନ୍ନାଥଙ୍କୁ ଅପମାନ ସେହିମାନେ କରୁଛନ୍ତି ଯୋଉମାନେ ଜଗନ୍ନାଥ ଙ୍କୁ ନେଇ ରାଜନୀତି କରୁଛନ୍ତି ସେମାନେ fake ଜଗନ୍ନାଥ ପ୍ରେମୀ କାରଣ ଜଗନ୍ନାଥ ନାଁ ରେ ଏଭଳି ପ୍ରଚାର ପ୍ରସାର କରିବା ନଫରଟ କରିବା କଣ ଜଗନ୍ନାଥଙ୍କୁ ଅପମାନ ନୁହଁ କି ଭାଇରାଲ ହେବାପାଇଁ ଏମାନଙ୍କ ପାଖରେ ଆଉ କିଛି ଗୁଣ ନାହିଁ ଜଗନ୍ନାଥ ନାଁ ରେ ଗୋଟେ ଫାର୍ସ ଚାଲେଇଛନ୍ତି
@PadmaBhoi_0202
@PadmaBhoi_0202 Месяц назад
Jete bayeman BJP party re achhan
@rabindrasahoo7528
@rabindrasahoo7528 Месяц назад
ଦୋଷ ଧୋଇବାପାଇଁ ଫୁଲ washing machine ଦରକାର .....
@santoshsethy1237
@santoshsethy1237 Месяц назад
Right Katha kahicha brother God bless you very very thanks 🙏🙏🙏🙏🙏 apanna agaku madichal apanna darantu nahi apanna God upare bharasa rakhantu
@basantakumarbehera821
@basantakumarbehera821 Месяц назад
You are right Bhai.
@rrrskptrupda9715
@rrrskptrupda9715 Месяц назад
ଭାଇ ସତରେ ତୁମେ ନ୍ୟାୟରେ ହିଁ ସବୁକିଛି କୁହ ❤ from kalahandi
@SurendraSurendra-ym8mi
@SurendraSurendra-ym8mi Месяц назад
Right katha bhai
@kalingaranjan2074
@kalingaranjan2074 Месяц назад
ଏହା ଅନୁମାନ କରାଯାଇପାରେ ଯେପରି ବିଗତ ଦଶ ବର୍ଷ ମଧ୍ୟରେ ପ୍ରାୟ 90 ପ୍ରତିଶତରୁ ଅଧିକ ଗଣମାଧ୍ୟମ ନ୍ୟୁଜ୍ ମିଡିଆ ଚ୍ୟାନେଲ, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଟ୍ୱିଟର, ଫେସବୁକ୍ ବ୍ୟବସ୍ଥିତ ଭାବରେ ବିଜେପିକୁ ବିକ୍ରି ହୋଇସାରିଛି।
@JOHANBAGHA-cf1sw
@JOHANBAGHA-cf1sw Месяц назад
ତମେ ସତରେ ଭାଇ.......... right kotha bhai
@jyotiindrakumardas841
@jyotiindrakumardas841 Месяц назад
You Are Right Brother👍
@sunardigal8476
@sunardigal8476 Месяц назад
Bhai tome jone sabubele thik Katha kuhanti,,, maanibaku podiba tomoku , patara antara Jamaa nai tomothi , thanks do much,
@RabiJakaka-rd2cr
@RabiJakaka-rd2cr Месяц назад
ଭାଇ ଯୋଉଅନେ ଥାନା ରେ ଯାଇଥିଲେ ଭୁଲ ଚିନ୍ତାଧାରା ପଚିମ୍ ଓଡ଼ିଶା ପାଇଁ ବିରୋଧୀ ଦଳ।
@tribenipatra3213
@tribenipatra3213 Месяц назад
Thik katha
@dibyaranjanmajhi9255
@dibyaranjanmajhi9255 Месяц назад
ସଫା ସଫା ବୁଝେଇ ଦେଲେ | ଯେତେ roster କଲେ ବି ଆପଣ ପୁରା ସଫା ସଫା ବୁଝେଇ ଦେଲେ thankyou ଭାଇ 👍👍👍👍
@Manojmahananda-st7fd
@Manojmahananda-st7fd Месяц назад
ଧନ୍ୟବାଦ ଓମ ଭାଇ ତମେ ହିଁ ମଣିଷ ଟେ ବାକି ସବୁ ପଶୁ
@NABINPRADHAN-dc7wc
@NABINPRADHAN-dc7wc Месяц назад
ଏକଦମ୍ ଠିକ୍ କଥା କହିଛ ଭାଇ,ମୂର୍ଖ ମାନେ ହିଁ ଛୋଟ ଛୋଟ କଥାକୁ ନେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥାନ୍ତି
@jeetuseetuofficial
@jeetuseetuofficial Месяц назад
💯 TO 💯 TOLD TRUTH MIND BLOWING SAYING
@suryakantanag5554
@suryakantanag5554 Месяц назад
ଶଙ୍କର ଭାଈ ❤❤❤❤❤ really u r absolutely great
@nprcreations6773
@nprcreations6773 Месяц назад
ମାଡ ସବୁ ଅଜାଗାରେ ବାଜୁଛି 😂😂😂😂😂😂
@premanandasuna7436
@premanandasuna7436 Месяц назад
Sankar Bhai your great 👍👍
@user-jm2gr1ln2g
@user-jm2gr1ln2g Месяц назад
Very nice ❤❤♥️♥️♥️♥️♥️ଭାଇ ଜାଗାରେ ମାଡ଼ 🌹
@rahulbag2795
@rahulbag2795 Месяц назад
Shankara bhai ❤ Love from Sambalpur Odisha 🥰
@KhatiNo1
@KhatiNo1 Месяц назад
Love you 🌹🌹
@BalaramNayak-cx5jh
@BalaramNayak-cx5jh Месяц назад
ଶଳା ଓଡ଼ିଶାରେ ପ୍ରଭୁ ଆରାଧ୍ୟା ଦେବ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କୁ ନେଇ ରାଜନୀତିରେ ପରିଚୟ କଲେ ଏହା କିଛି ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପାଇଁ କିଛି ଅପମାନିତ ହେଲା ନାହିଁ କାରଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିଆନ୍ ମିସି ପ୍ରଭୁଙ୍କ ଦ୍ବାରା ଓଡ଼ିଶା ର ବାର ଦୁଆରେ ଭିକ ମଗେଇ ଥିଲେ ଏହା କିଛି ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପାଇଁ ଅପମାନିତ ନୁହେଁ କାହିଁକି ପାଞ୍ଚ ଟଙ୍କିଆ କଥା କୁ ହଜାର ଟଙ୍କାର କଥା କରୁଛ ଓଡ଼ିଶା ବାସୀ,,, ବୋଲ ଜୟ ଜୟ ଶ୍ରୀ ରାମ ଜୟ ବିଜେପି ଜୟ ନରେନ୍ଦ୍ର ମୋଦୀ ଜୀ ସରକାର
@priyacharandas653
@priyacharandas653 19 дней назад
ଜୟ ଶ୍ରୀ ଜଗନ୍ନାଥ
@padmanjal2446
@padmanjal2446 Месяц назад
You are actually a good person brother
@suchismitalenka3586
@suchismitalenka3586 Месяц назад
Right katha
@THE_KMP_FAIL_S
@THE_KMP_FAIL_S Месяц назад
Right bhai ❤ love you ❤
@LambodarBhoi-rl8fm
@LambodarBhoi-rl8fm 29 дней назад
ଶଙ୍କର ଭାଇ ଆପଣ ସବୁ କିଛି ବୁଝି ଛନ୍ତି ଆଉ ଜାଣି ଛନ୍ତି ଭାଇ ଆପଣ ରାଇଟ କଥା କହୁଛନ୍ତି ଭାଇ ତୁମକୁ ମୋ ତର ଫରୁ ବହୁତ ବହୁତ ଧନ୍ୟବାଦ ❤❤❤❤❤❤❤
@ArjunSethy-jg9xd
@ArjunSethy-jg9xd Месяц назад
Right kahila bhai
@pratapjena1991
@pratapjena1991 Месяц назад
Sankar bhai i welcome
@mu_daringbadi_vlogger
@mu_daringbadi_vlogger Месяц назад
ବୁଝିବା ଲୋକ ଠିକ୍ ବୁଝିବେ ❤
@user-hi6hc8zb7k
@user-hi6hc8zb7k Месяц назад
U r great brother
@subarnanayak7761
@subarnanayak7761 Месяц назад
U r right. Keep continue.... We r always with u. 100 % salute your argue.
@bhofficial8312
@bhofficial8312 Месяц назад
U r right sir
@mantujhodiayoutubechannel7872
@mantujhodiayoutubechannel7872 Месяц назад
Ek dam right 👍 sir
@pritamsiddharth5052
@pritamsiddharth5052 Месяц назад
ଶଙ୍କର ଭାଇ ଆପଣ ଠିକ୍ କହିଛନ୍ତି। ଆପଣ ହିଁ ଅଛନ୍ତି ଯେ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତଳନ କରନ୍ତି ଓ ନ୍ୟାୟର କଥା କୁହନ୍ତି। ଆମେ ଆପଣଙ୍କ ପାଇଁ ଗର୍ବିତ।
@vlogdisbilitybapunu
@vlogdisbilitybapunu Месяц назад
Ld ହଁ ଠିକ କଥା. ଆଉ ସବୁ ଆଧୁନିକ ଗୀତରୁ ଭଜନ ହୋଉଛି. କଥା ଭିନ୍ନକ୍ଷମ typ ରେ ଗୀତ ବୋଲିଛନ୍ତି. ରୁକୁସୁନା.
@diptisatpathy2799
@diptisatpathy2799 Месяц назад
Right .asala kathahela human Sagara BJD tarafaru gota gaile.bjp bala kichi bjd ku badnam kariba pain upaya khojuchanti
@babum9362
@babum9362 Месяц назад
Right Katha Bhai 🙏🙏🙏
@bhagabatprasad9442
@bhagabatprasad9442 24 дня назад
ସଲିଡ଼ ଜାଗାରେ ବଜେଇଛ ଭାଇ, ଧନ୍ୟବାଦ 🙏🙏🙏
@tanujamishra7704
@tanujamishra7704 Месяц назад
Hm satakatha.......dharmendra pradhan jagannath balavadra suvadra nka saha tulana kale mohan pravati au kb nku taku nei media nka pati re cellotap madaheigala au....
@rkmusicvlogs6729
@rkmusicvlogs6729 Месяц назад
Sankar bhai bahut khus karidela
@kantatandi4937
@kantatandi4937 Месяц назад
ଏବେ ଦିନ ଦି ଦିନର କଥା ବଲିଉଡର ଅଭିନେତା ମୁକେଶ ଖାନ୍ନା ଓଡ଼ିଶାର ଲୋକ ମୂର୍ଖ ବୋଲି କହିଦେଲେ ତା ଉପରେ କେତେଜଣ FIR କରିବ ଭାଇ..
@Durjay-rz2wo
@Durjay-rz2wo Месяц назад
Tomo sahasaku mu selut kore rajoniti onaiyo sabu birodho ku mu prasansha Kore thanks bhai
@gopalchandradigal8590
@gopalchandradigal8590 Месяц назад
Shankar bhai thick kahichanti ସେ ta jagannathnkara na neini khali gaichi ta swarare ethi bhule kauthi rahila
@AnantaMohanty-bl3sv
@AnantaMohanty-bl3sv Месяц назад
ସେହି ସ୍ୱରରେ ଆଧୁନିକ ଗୀତ ବୋଲିବାରେ କିଛି ଅସୁବିଧା ନାହିଁ କିନ୍ତୁ ସେହି ଗୀତକୁ ଯେପରି ଭାବରେ ବ୍ୟଙ୍ଗ କରି ଗାଉଛନ୍ତି ତାହାକୁ ପ୍ରତିବାଦ କରିବା କଥା।
@tribenipatra3213
@tribenipatra3213 Месяц назад
Comedy karibare kn achhi amiti comedy Gita instare kete gauchhanti sethita badhia like dia houchhi .amane gaile asubidha kn pain
@avaypattnaik7965
@avaypattnaik7965 Месяц назад
ଶିବ କୁ ନେଇ ଅତି କଦ୍ରଜ୍ୟ ଇଙ୍ଗିତ କରି ଯେଉଁ ଗୀତ ଲେଖା ହୋଇଛି ତା ପାଇଁ କଣ କରିଛନ୍ତି କହିବେକୀ /
@ranjitdigal2495
@ranjitdigal2495 19 дней назад
ଶଙ୍କର ଭାଇ ଆପଣ ଠିକ୍ କହିଛନ୍ତି ଧନ୍ୟବାଦ୍ ଭାଇ 👍
@padlamgouda-ky6hu
@padlamgouda-ky6hu Месяц назад
Right Bhai kotha
@amarapradhan6890
@amarapradhan6890 Месяц назад
Thik kathaa sir
@amulyaratnasahu4600
@amulyaratnasahu4600 16 дней назад
ନା ନା ହୂମାନ ସାଗର ଓ ରୁକୁ ସୁନା ଏମାନେ ହେଲେ ପଶ୍ଚିମ ଓଡ଼ିଶାର ଲୋକ ବୋଲିକରି ତାଙ୍କୁ ବିରୋଧ କରା ଯାଉଛି ଏଇଟା 100%ସତକଥା
@jagadishmahananda1988
@jagadishmahananda1988 18 дней назад
ବହୁତ ବଢିଆ କଥା ଆଜ୍ଞା
@papupradhan3442
@papupradhan3442 Месяц назад
Right katha Shankar bhai
@steminarani5803
@steminarani5803 Месяц назад
ଭାଇ ବହୁତ ବହୁତ ଧନ୍ୟବାଦ୍ ସାର୍ ❤❤❤🎉🎉
@tapansemerlia400
@tapansemerlia400 Месяц назад
You Are Really Right Speaking Sir 💯💯👍👍 Thank You Sir 🙏
@BharatSuna-vp2qj
@BharatSuna-vp2qj Месяц назад
Thank you Sankar dada
@KumbharElotrinics
@KumbharElotrinics Месяц назад
ଯେତେବେଳେ ପୁରୀରେ ରଥ ଟଣାଯାଉଛି ସେହି ସମୟରେ ବଡପଣ୍ଡାମାନେ ସେମାନେ ଅଭଦ୍ର ଭାଷାରେ ଷୋଧୁଛି ଓ ରଥଟଣା ହେଉଛି ତାହା ଏତେ କଦର୍ୟ୍ଯ ଭାଷା ଯେ ତାହାକୁ କୌଣସି ଜାଗାରେ କହିହେବ ନାହିଁ । ଯଦି କହିବ ତମକୁ ଲୋକେ ପିଟି ପିଟି ମାରି ଦେବେ । ସେହି ପଣ୍ଡା ମାନଙ୍କୁ କାହିଁକି କିଛି କୁହାଯାଉ ନାହିଁ । ତାହା ବହୁତ ସୁନ୍ଦର ଲାଗୁଛି ହିତକର ଭାଷା ମନକୁ ମୋହିତ କରିଦେଉଛି । ସେଇଥିପାଇଁ ନିଲ୍ଜଜ ମାନଙ୍କ ମୁହଁରୁ କିଛି ବାହାରୁ ନାହିଁ । ପପୁ ଗାଇ ଥିବା ଗୀତ ବହୁତ ଭଲ ଲାଗୁଛି ,
@lrluha2421
@lrluha2421 Месяц назад
Thik kahuchanti
@gulshankumarofficial1595
@gulshankumarofficial1595 Месяц назад
Right kotha Sankar maad bro 👍👍👍
@diamondmusic222
@diamondmusic222 Месяц назад
Exactly sata katha kahile sir
@gtechnical5527
@gtechnical5527 Месяц назад
ଜାହା ଭୁଲ୍ ହେଇଛି ଭଗବାନ ଦଣ୍ଡ ଦେବା କଥା ଦେବେ ଲକେ ହେଉଚୁ
@bhiramkumbhar7310
@bhiramkumbhar7310 Месяц назад
You are great bro . We like your justice
@memoriesofpast198
@memoriesofpast198 Месяц назад
u r 100%correct.continue.
@ActorRama1234
@ActorRama1234 Месяц назад
ଜୟ ଜଗନ୍ନାଥ || ଶଙ୍କର ଭାଇ ନମ ସ୍କାର ତମେ ଠିକ୍ କହିଚ || ଭଗବାନ ତମକୁ ଭଲରେ ରଖନ୍ତୁ
@DISCORD25
@DISCORD25 Месяц назад
ବହୁତ ଭଲ କଥା କହେଲେ🎉🎉🎉🎉🎉🎉🎉
@jbjmotivetion123
@jbjmotivetion123 Месяц назад
ଶଙ୍କର ଭାଇ ତମ କଥାରେ କିଛି ସଠିକତା ଅଛି, ନାଲି ଗାମୁଛା ଓପରେ କିଛି କୁହ 😅😅 ଅଷ୍ଟମ ପୁରୀ କଥାଟି ଠିକ, 👍👍 ଦୁନିଆରେ ଯାହାକହିବ ସତ କହିବ, ସତ କହିକି ଦୋଷୀ ହେଲେ ହବ, 🙏
@yadavminni
@yadavminni Месяц назад
Ek number da, ହେ ମୂର୍ଖ ଗିହାଲି ମାନେ କଣ ଜାଣିବେ
@sanjayraita4623
@sanjayraita4623 Месяц назад
ଏ ମାନେ ସବୁ ଅନ୍ଧ ଭକ୍ତ ବେକାର ଯୋଉମାନେ human କୁ ରୁକୁ ସୁନା କୁ ଦୁଷ ଦିଅନ୍ତି ମୁନ୍ଧରେ ଗୁବର ଅଛି
@HariHarijan-n7f
@HariHarijan-n7f Месяц назад
Akdam rights sir
@jitendrahial2120
@jitendrahial2120 24 дня назад
ଶଙ୍କର ଭାଇ ଧନ୍ୟବାଦ୍
@bbmofficial6234
@bbmofficial6234 Месяц назад
Thank you ଭାଇ
@kunudip2885
@kunudip2885 Месяц назад
Sir bahuta bhala kahi chhanti dhanyabad,
@DhrubaLuha
@DhrubaLuha Месяц назад
ପ୍ରଥମେ ନିଶା ମହାରଣା କୁ ରୂକୁ ସୁନା ଆଉ ହୁମନ୍ ସାଗର ଗିହନ୍ତୁ ସବୁ ସମାଧାନ ହେବ
@jakubananda6418
@jakubananda6418 Месяц назад
Very good Shankar brother for your comments
@PanchananParida-ot8cx
@PanchananParida-ot8cx Месяц назад
Very very interesting topic. Thanks Sir.
@bkarankumar8952
@bkarankumar8952 Месяц назад
ସଂପୂର୍ଣ୍ଣ ଠିକ୍ କଥା ଶଙ୍କର ଦାଦା ❤❤❤
@pkentertainment3375
@pkentertainment3375 11 дней назад
ସରକାର କଲେ ପୁରସ୍କାର 😮😮 କଳାକାର କଲେ ତିରସ୍କାର😮😮 ଓଡ଼ିଶାରେ ସବୁ ଚମତ୍କାର 😛😛
Далее
human sagar vs nisha maharana | viral video |dd koshal
10:09