Тёмный

ଗୁରୁବାଦ କଥାରେ ବାପା ଓ ମା ବଞ୍ଚି ଥାଇ ଶ୍ରାଦ୍ଧ ?ଶାରୀରିକ ଅକ୍ଷମ ବାପାଙ୍କୁ ସନ୍ନ୍ୟାସ ?ସତରେ କ'ଣ ଏମିତି ହେଇପାରେ ? 

biswanath panigrahi
Подписаться 10 тыс.
Просмотров 484
50% 1

ଗୁରୁବାଦ କଥାରେ ବାପା ଓ ମା ବଞ୍ଚି ଥାଇ ଶ୍ରାଦ୍ଧ ହୋଇପରେ କି ? ଶାରୀରିକ ଅକ୍ଷମ ବାପାଙ୍କୁ ସନ୍ନ୍ୟାସ ? ସତରେ କ'ଣ ଏମିତି ହେଇପାରେ ? ବିଚାର ଆପଣଙ୍କ comment ରେ ଜାଣିବେ। ଦର୍ଶକ ବନ୍ଧୁ ଜାଣିବାକୁ ଚାହିଁବେ କିଏ ଏହି ବ୍ୟକ୍ତି ।ତେବେ ଅପେକ୍ଷା କରନ୍ତୁ ଯିଏ dislike କରିବେ ଓ ଅନ୍ୟ ଦ୍ଵାରା କରେଇବେ ସେଇ ମାନେ ଏକ ବଡ଼ group ଅଛନ୍ତି। ଆଛା କୁହନ୍ତୁ ହିନ୍ଦୁ ସମ୍ପ୍ରଦାୟ ରେ ଏମିତି ଅଛିକି ନା ସନାତନ ଧର୍ମରେ ଏମିତି ଅଛି ? comments ନିଶ୍ଚିତ ଜଣେଇବାକୁ ଅନୁରୋଧ।
#gurubani #guruji #gurudev #gurubadh#nemalo #achyutanandamalika #jyasthapurnima
#malika #kalijugamalika #kalijugaanka #kalikalpamalika #kalimalika #shivakalpamalika #padmakalpamalika ##malika_hidden_truth#pagalababa #malikabachana #malikakatha #jaganathmalika #achyutanandamalika #kalikalpamalika #balarammalika #hadidasmalika #worldmalika #endofkalyug #kalyug #rama #dhundaram_maharaj #nalibaba #ratnakuda #malikapleace #hirakuddyam #hirakuddam #hirakud #hirakudvlogger #hirakudnews #hirakudmaliktathya #tretayug #dwaparyug #rama_mandira_prana_pratistha #world_femous_ram_ mandir #rammandira #ramlala #rambhajan #kalpatarubaba #bhakta_kalpataru_baba #femousrammandir #bigrammandir #kalkiavatar #nagasadhu #malikabichara #malikarahasyakaliyuga #ram #ramrajya #rammandir #rammandirinayodhya #granth #beda #hariom #hariombaba #kalijugaanka #purana #bansibaba #ujjain #ujjainmahakal #ujjainmahakalstatus #ujjainmahakaleswar #ujjainmahakalmandir #madhyapradesh #goushaladham #omkareshwar #maadakhineswari #maabhagwati #maabhagbatipahari #ayodhya #ayodhyarammandir #puri #jaganath #jagannathtemple #brundaban #kasi #chardham #vaisnodevi #maadakhinakali #odiavlog #odiamalikabachana #odiavlogger #sanatandharma #sanatani #santanihindu #shivshankar #sanatandharm #hindu #sastra #biswanathpanigrahi #trendingvideo #viralvideo #ytviralvideo #ଓଡ଼ିଆspecialvlogger #nemalo #ଓଡ଼ିଆyoutubevlog #ଓଡ଼ିଆସାଧୁବାଣୀ #ଓଡ଼ିଆନୀତିବାଣୀ #ଓଡ଼ିଆspecialvlog #ଓଡ଼ିଆspecialvlogge #hindi #hindivlog #hindivlogs #baba #khandagiri #khandagirimela #khandagirinews #kumbhamela #

Опубликовано:

 

10 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 24   
@nibeditamohanty3351
@nibeditamohanty3351 21 день назад
ଆହେ ଭଦ୍ର ପଣ୍ଡିତ ମହାଶୟ ଲାଗୁଚି ଶାସ୍ତ୍ର ଜ୍ଞାନ ବିଷୟରେ ଆପଣଙ୍କ ଜ୍ଞାନ ପ୍ରବଳ।ଯଦି ଆପଣ ଗୁରୁ କରିଥିବେ ତେବେ ଆପଣଙ୍କ ଗୁରୁ କଣ ଆପଣଙ୍କୁ ଶିଖେଇଛନ୍ତି ଆପଣ ଜଣେ ବ୍ରାହ୍ମଣ ହୋଇ ଜଣେ ସାଧୁଙ୍କୁ ଅପମାନ କରିବା।ଯିଏ ଏ କର୍ମ କଲେ ତାଙ୍କ କଥା ସେ ବୁଝିବେ।ଆପଣ ଙ୍କର କାଇଁ ପୋଡା ହଉଚି।ଆପଣ କଣ ଯାଇ ତାଙ୍କ ଘର ଚଳାଉଥିଲେ ନା ତାଙ୍କ ଦିବ୍ୟାଙ୍ଗ ବାପା ଙ୍କର ସେବା କରୁଥିଲେ ଯେ ଆପଣଙ୍କୁ ଏତେ ବାଧୁଛି।ଆପଣଙ୍କ ଘରେ ଏତେ ଶୃଙ୍ଖଳିତ ଆପଣଙ୍କ ପରିବାର।ଆପଣଙ୍କ ବାଣୀ ରୁ ଜଣାପଡୁଛି ଆପଣଙ୍କ ଘରେ କେହି ଆପଣଙ୍କୁ ସମ୍ମାନ ଦେଉନଥିବେ ସେଥିପାଇଁ ପର ଘରେ ମୁଣ୍ଡ ପୁରାଉଛନ୍ତି।ତାଙ୍କ କିଳା ସେ ସମ୍ଭାଳୁଛନ୍ତି ହାରାମୀ ତୋର କାଇଁ ଫାଟୁଛି ବେ।ଶଳା ତୁ ପଦବାଚ୍ୟ ତୁ ତତେ ଆପଣ କହିଲେ ପାପ ଲାଗିବ। ଶ୍ରୀ ଗୁରୁ ଅର୍ଥ କିଛି ଜାଣିଚୁ ଗୁରୁ ଙ୍କୁ ନିନ୍ଦୁଛୁ ।ମାଙ୍କଡ଼ ମୁଁହା ଅଲାଜୁକ ବେହିଆ ଆଗ ତୋର ପତନ ହବ।ତୁ କିଏ ବେ ଅନ୍ୟକୁ ଆଙ୍ଗୁଠି ଉଠେଇବାକୁ।ତତେ କେତେ ଜଣା ଶାସ୍ତ୍ର ବିଷୟରେ।ତୁ କଣ କହୁଚୁ ଗୁରୁ ତୋ ସାମ୍ନା କୁ ଆସିବେନି ତୋର ଔକାତ ଅଛି ଗୁରୁଙ୍କ ସାମ୍ନାରେ ଛିଡା ହେବାକୁ ।ଗୁରୁ ତୋ ସାମ୍ନା କୁ କଣ ପାଇଁ ଯିବେ ତୁ କିଏ କି।ତୁ ଖାଲି ମୋ ସାମ୍ନା ରେ ପଡ଼ିଥାନ୍ତୁ ବିଶ୍ୱାସ କର ରେ ହାରାମୀ ତତେ କଞ୍ଚା ଚୋବେଇ ଦେଇଥାନ୍ତି।ତୋର ଏତେ ଦୁଃସାହସ ତୁ ଗୁରୁଙ୍କୁ ନିନ୍ଦିବୁ, ଗୁରୁ ପରମ୍ପରା ବିଷୟରେ ସମାଲୋଚନା କରିବୁ।ଅଳପ ଦିନରେ ତୋର ପତନ ରେ।ସୁଧୁରିଜା।ସେଇ ଗୁରୁ ହିଁ ଜାଣନ୍ତି ତୋର କଣ ହେବ।
@HarapriyaSahoo-pi6is
@HarapriyaSahoo-pi6is 14 дней назад
ଜୟ ଜଗନ୍ନାଥ। ମହାଶୟ ଆପଣ ଯେଉଁ ଗୁରୁ ବାଦ ଉପରେ ସମାଲୋଚନା କରୁଛନ୍ତି, ଯାହା ଜଣା ପଡ଼ୁଛି ଆପଣଙ୍କୁ ଗୁରୁବାଦ ଉପରେ କିଛି ଜଣା ନାହିଁ। ଆରେ ମୂର୍ଖ ଆମେ ବି ସେ episode ଦେଖିଛୁ ଆଉ ଗୁରୁ ବାଦ ଉପରେ ଆମକୁ ମଧ୍ୟ କିଛି ଜଣିଅଛି। ଯିଏ ସନ୍ନ୍ୟାସ ନିଏ ଅବା ବାନପ୍ରସ୍ଥ ହୁଏ ସେ ସାତ ପୁରୁଷ କୁ ପିଣ୍ଡ ଦେଇ ମା ଠାରୁ ଭିକ୍ଷା ଗ୍ରହଣ କରି ସନ୍ୟାସୀ ଜୀବନ ଅବଲମ୍ବନ କରେ। ଏହି channel re ଆପଣ ଯାହା କହିଲେ, ଯାହା ଜଣା ପଡ଼ୁଛି channel ବାଲା ଆପଣଙ୍କ ଠାରୁ କିଛି ପଇସା ପାଇ ବୋଧେ ତାଙ୍କୁ blame କରିବା ପାଇଁ ଏ episode କରିଛି। ଏଥିରେ ସେ ଏକଲା ଅଛି ନା ଆଉ କୌଣସି ବ୍ୟକ୍ତି ଯୋଡ଼ି ହୋଇଛନ୍ତି? Channel ମାଧ୍ୟମ ରେ ଯାହା ଦେଖାଉଛ ଜନ ସମାଜକୁ ସତ୍ୟ ଘଟଣା ଦେଖନ୍ତୁ। କେତେଟା ଟଙ୍କା ପାଇଁ ନିଜକୁ ବିକନି କି କୌଣସି ଧର୍ମ କୁ ନିନ୍ଦା କରନି। ସେ ମୂର୍ଖ ଲୋକ ଯିଏ ସନ୍ନ୍ୟାସ ଧର୍ମ କୁ ନିନ୍ଦା କଲା ସେ ନିମକ ହାରମ୍ ର ଚଉଦ ପୁରୁଷ ରେ ବୋଧେ କେହି ଗୁରୁ କରି ନାହାନ୍ତି। ଯଦି ସେ ମୂର୍ଖ ସାମ୍ନା କୁ ଆସିଥାନ୍ତା ତାହେଲେ ଗୁରୁ ବାଦ ଉପରେ ତା ଗାଲରେ ପାଞ୍ଚ ଚଟକଣା ମାରି ଆମେ ବୁଝାଇଥାନ୍ତୁ। ଏହି channel ମାଧ୍ୟମ ରେ ସେ ବୁଢା ଯାହା କହିଛି ଭଲ ଭାବରେ ସେ ଛାଡ଼ିଥିବା ଭିଡିଓ କି ଭଲ ଭାବରେ ଦେଖୁ ଆଉ କାହାର ବ୍ୟକ୍ତିଗତ କଥାରେ ମୁଣ୍ଡ ନ ପୁରାଇ ନିଜର ମୁକ୍ତି କଥା ଭାବୁ। ଆଉ ଯଦି ତାର ପୁଅ ଥିବ ସେ ଏଇ ମୂର୍ଖ ବୁଢ଼ା ମୁହଁ ରେ ନିଆଁ ଦେବା କି ନାହିଁ ସେ ଚିନ୍ତା କରୁ। ଆଉ ଏ ଯେଉଁ channel re କହିଚୁ channel bala କୁ କେତେ ଟଙ୍କା ଦେଇଛୁ ସେଇଟା ଟିକେ ଜନାଇଲୁ ନାହିଁ। ଯାହା ଜଣା ପଡ଼ୁଛି ବୁଢ଼ାର ମରଣ କାଳେ ବିପରୀତ ବୁଦ୍ଧି।
@rabindrajena6102
@rabindrajena6102 21 день назад
ବାବା ପ୍ରଣାମ, ବାବା ଠିକ କହିଛନ୍ତି, ଭୁଲ୍ କୁ ପ୍ରତିବାଦ କରିବା ଆବଶ୍ୟକ
@ratnamanjarirana4115
@ratnamanjarirana4115 14 дней назад
ଗୁରୁ ଶବ୍ଦର ପ୍ରକୃତ ଅର୍ଥ ନ ଜାଣି ଗୁରୁ ନିନ୍ଦା କରିଛ ସେଥିପାଇଁ ତମକୁ ନର୍କରେଵିଯାଗା ମିଳିବନି ଏହା ସତ୍ୟ
@ChandanKumar-km3vh
@ChandanKumar-km3vh 14 дней назад
ଜୟ ମା କିଚକେ ଶ୍ଵରୀ ମା ମା ମଣୀ ନାଗେ ଶ୍ଵରୀ ତ୍ରାହି ମାମ୍ ମା ରକ୍ଷା କର ମା 🎉🎉🎉🎉🎉ଧନ୍ୟବାଦ ତ୍ରାହି ନିରାକାର ଶୁନ୍ଯ ବାସି
@Rahuljt8ol
@Rahuljt8ol 21 день назад
ଜୟ ଜଗନ୍ନାଥ ଏ କୁ ଲୋକକୁ କିଛି ଜଣାନାହିଁ ୟାର ଜ୍ଞାନ ଘର ସୁନ ଗୁରୁ ବଦ ଉପରେ କିଛି ଜନାହିଁ ଆଗ ନିଜେ ଜଣେ ଗୁରୁ ବାଦ କଣ
@rabindrajena6102
@rabindrajena6102 21 день назад
ଜୟ ଜଗନ୍ନାଥ,, ଜୟ ପଞ୍ଚସଖା , ତ୍ରାହି ଅଚ୍ୟୁତ
@biswabhusanrath2814
@biswabhusanrath2814 14 дней назад
Jay Jagannath. 🙏
@user-xp2gz1vy3w
@user-xp2gz1vy3w 21 день назад
ଶଡଙ୍ଗୀ ବାବୁ ତମେ ଶୀଗୁରୁ କରିଚ ତମ ଗୁରୁଙ୍କ ନାମ କଣ ତମ ନାମ କଣ ତମଗୁରୁଙ୍କ ଗୁରୁନାମକଣ ତମେ ଆଗକୁହ ତାପରେଗୁରୁବାଦ ଉପରେକହିବ ତୁ କିଏ ନିନ୍ଦାକରିବା କୁ ତୋରକାହିକିଗାଣ୍ଡି ପୋଡୁଚି ତୁତ ବିପ୍ର ହେଇ ସାଧୁଙ୍କୁ ନିନ୍ଦା କରୁଚୁ ତୋତେଏଅଧିକାର ଦେଲା କିଏ ତୁତ ସନ୍ୟାସମାନେକଣ ଜାଣିନାହୁଁ ତୁ କିଏ ସାଧୂ ସନ୍ୟାସିଙ୍କିନିନ୍ଦା କରିବାକୁ ତୋଚୋଉଦ ପୁରୁସ ରେ କିଏଗୁରୁ କରିନଥିବେ ତୁକଣଗୁରୁବାଦ ଉପରେ କହିବୁ ତୁବୋଧେ ତାଙ୍କ ଠାରୁ ଠକିକିରି ଖାଉଥିଲୁ ଆଉଠକିପାରିବୁନାହୀ ସେଥିପାଇଁତ ତୋରଗାଣ୍ଡି ପୋଡୁଚି ତୁତ ଦିଜ କି ବିପ୍ର ହେଇଥିବୁ ତୁ ବ୍ରାମଣ ନୁହ ତୁକଣଗୁରୁବାଦ ଉପରେ କହିବୁ ତୁତ ଚଣ୍ଡାଳ ତୋତେମୁ କଣ କହିବି
@BhaskarRoy-z7v
@BhaskarRoy-z7v 14 дней назад
ସମସ୍ତଙ୍କୁ ଅନୁରୋଧ ସୁଧୁରି ଯାନ୍ତୁ ବଳଭଦ୍ର ମହାପ୍ରଭୁ
@ratnamanjarirana4115
@ratnamanjarirana4115 14 дней назад
Ahe Munda pandita mahasaya tume jahanku guru boli kahi ninda karucha sekebala guru nuhanti jagatguru Sara bisworaguru tume aka nuhn Sara jagat dekhiba a katha ame kahunu thakurer e tanka Malika sastrare lekhijaichanti autume ta se chakhyu paina sastra adhayana karina atevhasana deucha? Tumaku bramha hatya paparebhagi heba mhamayinka khaparare pratam palire tume padiba aha Satya* abebi samaya achi jadi maha pravunka sarnare asiba tahele kincit kshyama milipare kahikina kede dayasila sevabagrahi nachet Tora samaya sarigala boli Jana
@umakantswain7689
@umakantswain7689 21 день назад
Goutam budha kiye aau budha kemiti hele tanko babadare kichi mana pakaile kichi budhi kholi jai pare ...
@Pralambari
@Pralambari 21 день назад
ଆଜ୍ଞା ମହାଶୟ ଦ୍ଵିଜ ବର ଆପଣଙ୍କୁ ସହୃଦୟରୁ ପ୍ରଣାମ। ଆପଣ ବେଦ ପାଠ କରିଥିବା ବିଦ୍ୱାନ ନା ଚୋକଡ ଖାଇଥିବା ବିଦ୍ୱାନ? ବିଶ୍ଵନାଥ ବାବୁ ଆପଣ ଏ ଯେଉଁ ଲୋକକୁ channel ସାମ୍ନାରେ ବସେଇଛନ୍ତି ସେ ମହାଶୟ ରୁକବେଦ ପଢ଼ିଛନ୍ତି ତ? ଯଦି ପଢ଼ି ଥାନ୍ତେ ତାହେଲେ ସନାତନ ଧର୍ମ ରେ ଥିବା ଚାରି ଆଶ୍ରମ କୁ ଏମିତି କଦର୍ଯ୍ୟ କରି କହି ନଥାନ୍ତେ। ସେ ମହାଶୟ ବିଦ୍ୱାନ ଶାସ୍ତ୍ର ପଢ଼ିଛନ୍ତି ତ? ବ୍ରାହ୍ମଣ କାହାକୁ କୁହନ୍ତି ଯିଏ ସ୍ୱାହା ସ୍ୱାହା କରେ ନା ଯିଏ ସମସ୍ତଙ୍କ ଭିତରେ ସେ ବ୍ରହ୍ମ କୁ ଦେଖେ। ସେ ମହାଶୟ କହିଲେ କି ଜଣେ ଯଦି ଜଣଙ୍କୁ ଗୁରୁ କଲା ସେ ଆଉ ଜଣଙ୍କ ଠାରୁ କିପରି ସନ୍ନ୍ୟାସ ଗ୍ରହଣ କରିପାରିବ? ସନାତନ ଧର୍ମ ରେ ପାଞ୍ଚ ଗୁରୁ କଣ ଜଣେ ବ୍ୟକ୍ତି ହୋଇ ପାରିବେ? ଏହା କି ପ୍ରକାର ବାଚାଳାମି। ସନାତନ ଧର୍ମ ରେ ଯିଏ ସନ୍ନ୍ୟାସ ନିଅନ୍ତି ସେ ତାଙ୍କ ପିତୃ ଋଣ ରୁ ମୁକ୍ତ ହେବା ପାଇଁ ତାଙ୍କ ସପ୍ତ ପୁରୁଷଙ୍କୁ ପିଣ୍ଡ ଦାନ କରିଥାନ୍ତି। କଣ ଏ କଥା ମହାଶୟ ଙ୍କୁ ଜଣା ନାହିଁ? ମହାଶୟ ଏ କଥା ଜାଣିଛନ୍ତି ତ ଜଣେ ମନୁଷ୍ୟ ନିଜ ଜୀବନରେ କେତୋଟି ଋଣ ଶୁଝିବ। ଯଦି ସମସ୍ତେ ମୂର୍ଖ ତାହେଲେ ମହର୍ଷି ଯାଜ୍ଞବଳ୍କ କ'ଣ ପାଇଁ ସନ୍ନ୍ୟାସ ଧାରଣ କଲେ। କଣ ଏ ମହାଶୟ ତାଙ୍କ ଠାରୁ ମଧ୍ୟ ମହା ଜ୍ଞାନୀ ମହା ପଣ୍ଡିତ? ଆମକୁ ତ ଆଶ୍ଚର୍ଯ୍ୟ ଲାଗୁଛି ଏ ମହା ଜ୍ଞାନୀ ରୁକ୍ ବେଦ ରେ ଥିବା ଶ୍ଲୋକକୁ ପଢ଼ିଛନ୍ତି କି ନାହିଁ -
@umakantswain7689
@umakantswain7689 21 день назад
Biswanath bhai ame adham Amaro Gyan nahi pratham to khiyama karibe .ye maha saya ku pacharantu ki tanko guru kiye aau se guru ko kathan bachan kichi pustak achi ki .jadi nahi to kichi nahi kintu jadi achi ta hele tanku kuhantu tike pustak ku adhyan karibaku ta hele sathik marg miliba .jete Malika guru badi tanku ye adham ro prasna he prabhunka ra charan wa pada khetra kauthi se jaga kauthi ..jete bada pandita achanti Malika gobesaka achanti tanki ye adham ro prasna .tanku prasna aamo thakura jadi mastak sri khetra ate ta hele tanko pado kauthi.....se jagha ta kauthi ....aau prabhu ko charan jauthi se jagha re kau devi devta achanti.....jiye kahiba janibi tanko pakhore guru gyana achi
@BanamaliBaba
@BanamaliBaba 14 дней назад
ତମେ ବି ପଢିକି କହୁଛ ନପଡ଼ି କୋଉଠୁ ଆଣିଲ 🤣🤣🤣🤣😜 ଯଦି ତୁମେ ସାଧନା କରିଛ ଅନ୍ୟର ନିନ୍ଦା କରିବା ଠିକ୍ ନୁହେଁ
@slayeropbolte2978
@slayeropbolte2978 14 дней назад
7 din samaya diagala jaldi mo sabu prasna ra utter dia.kana vabucha nijaku .birachi babu chanel karibaku jadi icha achi jaldi taku kuha nija vul swikar karu. Chanel re vul magu.
@umakantswain7689
@umakantswain7689 14 дней назад
Nona pura bhul kahu chanti ..hasile kharab kahile ragiba ye Nona tumaku prathna karile amoku papo lagilba ye bhai panigrahi .ye maha murkha Nona ..ame kahile bado ku kharap kintu ye Nona ko se bisayare gyano nahi .jadi tume Satya ta hele ye bhul Katha kahi no thanto are Nona jiye sanyasi grahan karile siye tanko 7to purusha ku pinda Dano karile na aau kiye ye Katha jani cho na mone mone jaha tunda ku asila yaha kahi gole he Nona ..tomo ku Nona kahi na bhi mona ....amo ku kharap lagu chi ye bhali ek pakhiya chenal aau swarthi brahman ku katha hauchu kintu Satya kichi ye Nona marg dabaru hi agaru apana jaha sat marg dai thile sethi pai Nona tike atma chintan karantu ..no hele Malika apana bhi padhi thibe .. micha guru ko Pali aasi gola bali bhaba ...aau aaji thu apan ka gyana nasta bhali lagi Lani aago ku dekho hauchi kon
@sambitrout4125
@sambitrout4125 14 дней назад
Jahara guru nahi taku pacharile ahibahali ku sikhya samaja ku dianti bipra jatira kalanka a loka
@d.rajeebpradhan5946
@d.rajeebpradhan5946 14 дней назад
Bhai emiti lokankra video banantu nahi karana apankara video jaka vla vla jana suna gyani loka dekhuchanti gote pagala .gurudrohi .nigura manaku baseiki videos kariba ta tamara aka videos jaka tamara chanel upare kharap pravaba padiba 😂😂😂😂
Далее
Good deed #standoff #meme
00:15
Просмотров 682 тыс.