#seven7 #SAMALESWARI # DARSHAN
ମୋରପ୍ରିୟ ଦର୍ଶକବନ୍ଧୁ,
ମୋର ଏ ଛୋଟ ପ୍ରୟାସ ରେ ବିଶ୍ୱାବନ୍ଦିନୀ ମା ସମଲେଶ୍ୱରୀ ଙ୍କ କିଛି ଅଲୌକିକ କଥା ଏବଂ ମା ଙ୍କ ପୂଜା ପାର୍ବଣ ର କିଛି ଅଂଶ ଉପସ୍ଥାପନା କରୁଛି,
ମୋର ଉଦ୍ଦେଶ୍ୟ ପର୍ଯ୍ୟଟନ ଏବଂ ପରିବେଶ ର ବିକାଶ କରିବା, ନା କି କୌଣସି ଧର୍ମ ବା ବ୍ୟକ୍ତବିଶେଷଙ୍କୁ ଆଘାତ ଦେବା, ଯଦିବି କାହାକୁ ଆଘାତ ଲାଗିଥାଏ,
ସ ହୃଦୟେ କ୍ଷମା ପ୍ରଥାନା ଲୋଡୁଛି
10 окт 2024