Тёмный

ଚାଳ ଛପର ଘରେ ମଟନ ବିକି ,ଏତିକି ଟଙ୍କା ରୋଜଗାର କରୁଥିଲେ କିଶୋର ଭାଇନା 

Odisha Bhaskar
Подписаться 2,7 млн
Просмотров 203 тыс.
50% 1

Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
ANDROID APP- play.google.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Опубликовано:

 

18 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 307   
@MIXINDIA0
@MIXINDIA0 2 года назад
ତମେ ରିପୋର୍ଟିଂ ଛାଡିକି ଭିଜିଲାନ୍ସ ରେ କାମ କର ଭଲ 2 ପଇସା ପାଇବ ତା କର୍ମ କରୁଥିଲା ସେ ପଇସା ପାଇଲା ତମ ମାନଙ୍କ ପାଇଁ ତା ଦୋକାନ ଭାଙ୍ଗିଛି ଦେଇ ପରିବ ତମେ24 ଲୋକଙ୍କୁ ରୋଜଗାର ଫାଲତୁ ନ୍ୟୁଜ଼ ଦବା ବନ୍ଦ କର ତମ ରୋଜ଼ଗାର କଥା କହିଲେ ତମକୁ ଭଲ୍ ଲାଗିବ
@kumar-mi7rl
@kumar-mi7rl 2 года назад
taa karma karuthila but loka nka deha kharap kathaa kia bujhiba...., govt step nela kana asubidha hela......Govt kichi na karile loke kahibe kana naa govt kichi kalani....
@Grv_Snh_3105
@Grv_Snh_3105 2 года назад
Bala lokata tax evade karuthila sala malya heiki paleithanta bhala heichi
@Grv_Snh_3105
@Grv_Snh_3105 2 года назад
@@kumar-mi7rl karma kariki samaste tax diyanti se kana mundi? Salaku thik heichi
@chandanmusicfactory6097
@chandanmusicfactory6097 2 года назад
@@kumar-mi7rl ତା ଖାଇବା ଖାଇକି କେତେ କେହିବି ଅସୁସ୍ଥ ହେଇଛନ୍ତି କି?? ଯଦି ବି ସେ ଖରାପ ଖାଇବା ରୋଷଇ କରୁଥିଲା ତାହାଲେ ତମେ ମାନେ ତା ପାଖରୁ ଖାଉଥିଲ କଣ ପାଇଁ | ତମେ ମାନେ ହେଲ ଗୋଟେ ଗୋଟେ ଘର ଭଙ୍ଗା ଲୋକ
@nickreynold
@nickreynold 2 года назад
ବହୁଥର ଏମିତି ମୋର ଅଭିଜ୍ଞତା ଅଛି-ଛୋଟ ବ୍ୟବସାୟ ଥିଲା ବେଳେ ଲୋକ ଗୁଣମାନ ଠିକ ରଖନ୍ତି. ବ୍ୟବସାୟ ହଠାତ ବଢିଗଲେ କିମ୍ବା ବେଶୀ ବେପାର ହେଲେ ଲୋଭ ପଶେ,ଅପମିଶ୍ରଣ ଆରମ୍ଭ ହୁଏ,ଗୁଣମାନ କମିଯାଏ କାରଣ ଲାଭର ଲୋଭ ଘାରେ. ମୁଁ ଆଜିଯାଏଁ ଏମିତି ବହୁ ଜାଗାକୁ ଯାଇଛି,ଦୀର୍ଘ ୨୭ ବର୍ଷ ହେଲା ଯାଉଛି,ଗୁଣମାନ ଆଉ ନାହିଁ କାରଣ ବ୍ୟବସାୟ ବଢ଼ିଗଲାଣି. ଏବେ ରାଜଧାନୀର ଆଉ ଗୋଟେ ହୋଟେଲକୁ ଯାଇଥିଲି, ପ୍ରଥମଥର. ଓଡ଼ିଆ ଥାଳି ଆଉ ମଟନ ପାଇଁ ପ୍ରସିଦ୍ଧ.ମୋ ସାନ ଭାଇ ବିଦେଶରେ ରହୁଛି,ସେ ଆସିଲେ ୧-୨ ଥର ସେଠିକି ଯାଇଥିଲା. ଏଥର ଆମେ ୨ ଜଣ ଗଲୁ. ମୋର ସ୍ପେସିଆଲ ଥାଳି ୩୫୦ରେ କେବଳ ସାଧା ଘାଣ୍ଟ ହିଁ ଠିକ ଥିଲା ବାକି ସବୁ ବେକାର. ସାନ ଭାଇ ମଟନ ଖାଇକି କହିଲା-ବେକାର,ଜମାରୁ ଟେଷ୍ଟ ନାହିଁ. ଏଇ ହୋଟେଲକୁ ରାଜ୍ୟ ଭିତର ଆଉ ବାହାରୁ ବିଭିନ୍ନ ଫୂଡ଼ ଚାନେଲ ଆସିକି ବହୁ ପ୍ରଶଂସା କରିଛନ୍ତି ଖାସ କରି ମଟନ ପାଇଁ. ଖାସ କରି ଯେବେ ମାଳମାଳ ଫୂଡ଼ ଚାନେଲ ଖୋଲିଗଲା,ଯିଏ ନାହିଁ ସିଏ ଯାଇକି ଭିଡ଼ିଓ ବନେଇକି ପକେଇଲା. ଜଣେ ମେଣ୍ଢା ଭଳିଆ ଯୋଉଠିକି ଗଲା,ସମସ୍ତେ ସେଠିକି ପଶିଲେ. ବହୁତ କମ ଲୋକ ଛୋଟ ଛୋଟ ଅନାମଧେୟ ଜାଗାକୁ ଯାଇକି ଭିଡ଼ିଓ ବନେଇ ଲୋକଙ୍କୁ ଜଣାଉଛନ୍ତି. ଏମିତି କିଛି ଲୋକଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜଣେ ତେଣୁ ମୁଁ ତାଙ୍କ କଥାରେ ବିଶ୍ୱାସ କରେ,ସେ ଜାଗାକୁ ବି ଯାଇଛି,ଭଲ ମନ୍ଦ ଅଭିଜ୍ଞତା ଅଛି.ଏପରିକି ବିଦେଶରେ ମୁଁ ଯାଇଛି ଆଉ ସେ ହୋଟେଲରେ ଖାଇଛି ମୋ ସାନ ଭାଇ ଘର ପାଖରେ, ଓଡ଼ିଆ ରୋଷେଇୟା,ଦୁଇ ଭାଇ,ଜଗତସିଂପୁରରୁ. ଭଲ ରୋଷେଇ କରନ୍ତି,ବିରିୟାନୀ ଏତେ ଭଲ ଯେ ଥରେ ସେଠି ଭେଟେରାନ ସିରିଜ ହେଉଥିଲା,ବିରିୟାନୀ ଖାଇବାକୁ ରଣତୁନଂଗା ଏବଂ ଜୟସୂରିଆ ଆସିଥିଲେ. ଏମିତି କିଛି ବଡ ହୋଟେଲ ନୁହେଁ ପୁରା ସାଧାରଣ କିନ୍ତୁ
@Soumyaranjan112
@Soumyaranjan112 2 года назад
କେବଳ ନିଉଜ ଚନେଲ ପାଇଁ କିଶୋର ଭାଇନା ଦୋକାନ ଭାଙ୍ଗିଲା 😕 TRP ବଢାଇ ବା ପାଇଁ ଏତେ ତଳକୁ ଖସି ଗଲ ଛି
@satya_satya656
@satya_satya656 2 года назад
Right
@darkkiranod6116
@darkkiranod6116 2 года назад
Sata katha news sala harami
@borunsmi143
@borunsmi143 2 года назад
ସସିଆଲ୍ ମିଡିଆରେ ଉପରକୁ ଉଠିଲା । ଛେଳି ମାନଙ୍କ ଅଭିଷାପ ପଡିଲା , ଏବେ....👌👌👌👌👍👍
@sujitkumarbiswal3966
@sujitkumarbiswal3966 2 года назад
Tame bodhe khauna cheli mansa
@borunsmi143
@borunsmi143 2 года назад
@@sujitkumarbiswal3966 NO.
@sagarpradhan1000
@sagarpradhan1000 2 года назад
No
@Grv_Snh_3105
@Grv_Snh_3105 2 года назад
Sala tax dabuni nama ne
@Grv_Snh_3105
@Grv_Snh_3105 2 года назад
Bopa jagate khole sarkar jagare nuha
@asutoshacharya1597
@asutoshacharya1597 2 года назад
ଭାସ୍କର ମାଲିକ ଚିଟ୍ ଫଣ୍ଡ ଦୁର୍ନୀତି ରେ ଜେଲ ଯାଇଥିଲା। କେତେ ଖାଉଥିଲା ?
@bapass4984
@bapass4984 2 года назад
କି ବାଳ ହିସାବ କରୁଛ ବେ,, 200 kg ମଟନ ରେ ତେଲ, ମସଲା, ପିଆଜ ରସୁଣ, ଅଦା, ଟମାଟୋ, କାଠ ଜାଳ, ଟେମ୍ପୋ ଗାଡି ଖର୍ଚ 2000 ଟଙ୍କାରେ ହେଇଯିବ?????,,,ତମ ଚଉଦ ପୁରୁଷ ରେ କିଏ ମଟନ ବନେଇଥିଲା ଶଳେ news ଵାଲା।।।
@kumar-mi7rl
@kumar-mi7rl 2 года назад
tuma munda re pasibani hisaba.....bcz u r BA pass
@manoranjanmtb3040
@manoranjanmtb3040 2 года назад
Bhaskar news ku boycott kara bhai mane sala Khali ghara bhanga news kahuchi
@bapass4984
@bapass4984 2 года назад
@@kumar-mi7rl Tume ta PhD holder,,,tume hisab kari kuha...2000 rs re 200 kg mutton kou way re prepare haba....200 kg pai requirement:: 1. Minimum 60 kg onion- 1800/ 2. Garlic 25 kg- 2500/ 3. Ginger- 40 kg- 3200/ 4. Oil- 25 litre- 5000/ 5. Haldi powder- 2 kg - 400/ 6. Chilly powder 7. Garam masala- 8. Elaichi, jaitri etc 9. Wood Hisab kara....😎😀
@domprakashachary201
@domprakashachary201 2 года назад
@@bapass4984 main point se hard work vi karuthile seita hisaba kie daba kichi news channel ku ban kariba katha
@pradeeprout1476
@pradeeprout1476 2 года назад
Jay jagannath🙏 ja jagannath🙏
@saratsaratchandra4895
@saratsaratchandra4895 2 года назад
ତାଙ୍କର ଏତେ ଲାଭ ହେଲା ବୋଲି ତୁମ ଭାସ୍କର ମାଲିକ ସହି ପାରିଲେନି
@odiajhiasubha8681
@odiajhiasubha8681 2 года назад
🤣🤣🤣
@darkkiranod6116
@darkkiranod6116 2 года назад
Restauran jaeki pachara masaku kete income hewchi gote plat moton kishor bhaina 150 neba bele bahare 300 newchanti au 150 kn pani extra newchanti
@bikrambehera7978
@bikrambehera7978 2 года назад
ତମେ କୋଉ ସ୍କୁଲ ରେ ବୋଧେ ଅଙ୍କ ମାଷ୍ଟର ଥିଲା ଜଣା ପଡୁଛି।ଭଲ ହିସାବ କରୁଛ।୨୦୦kgମଟନ ପାଇଁ ୨୦୦୦ ଟଙ୍କା ର ମସଲା ହେଇଯିବ ।ତେଲ ଦର ପା ୨୦୦ ଟଙ୍କା । ଯଦି ୧kg ମଟନ ପାଇଁ ୧୦୦ଗ୍ରାମ ଲାଗିବ ତେବେ ୨୦୦କେଜି ରେ କେତେ ତେଲ ଲାଗିବ ତମେ ଟା ହିସାବ କରି ଜାଣିପାରିଥିବ। ମୁଁ ଆଉ ହିସାବ ଦେବି କଣ ତୁମେ ତ ଅଙ୍କ ମାଷ୍ଟର ହିସାବ କରି କି ତେଲ ରେଟ କୁହ।
@iswarpradhan2326
@iswarpradhan2326 2 года назад
Maghia adhika chhodi heuchu,,,sala Kishore gai manusa miseiki die,,,tu janinuaghia chup raha🤣🤣🤣
@chandanmusicfactory6097
@chandanmusicfactory6097 2 года назад
@@iswarpradhan2326 tu ta jaiki khaichhu sala kukura
@iswarpradhan2326
@iswarpradhan2326 2 года назад
@@chandanmusicfactory6097 tu maghia adhika chhodi heuchu sala,, gandire jetiki balo nahi,,,setiki chhodi. Heuchu maghhia😎😎😍
@satyasundarpati3325
@satyasundarpati3325 2 года назад
ଯେତିକି ଟଙ୍କା ଅଛି ମଲା ପଯ୍ୟନ୍ତ ସରିବନି ତାଙ୍କର,,,ବାସ ଏବେ ବିଶ୍ରାମ ନେବା ର ସମୟ
@amulyakumarsahoo3896
@amulyakumarsahoo3896 2 года назад
ଯାହା ସବୁ କହିଲ ନିରାଟ ସତ କଥା ପରି ଲାଗୁଛି ।
@ajaybadjena6799
@ajaybadjena6799 2 года назад
କିଶୋର କେତେଦିନ ପାପ ଆଉ କରିଥାନ୍ତ. ଶେଷରେ ସତ୍ୟ ପଦାକୁ ଆସିଲା ଧର୍ମର ଜୟ ହେଲା.
@borntobeaboss6834
@borntobeaboss6834 2 года назад
Tu bodhe Bhubaneswar ra gote hotel malika????
@chandanmusicfactory6097
@chandanmusicfactory6097 2 года назад
କଣ ପାପ କଲା କିରେ ତମେ ମାନେ ଖାଉଛ ବୋଲି ସେ ସେ ରୋଷଇ କରେ ତୁ ବୋଧେ କିଛି ଖାଉନଥିବୁ ତୋ ବଉ କୁ ଟିକେ ପଚାରିବୁ ସେ କଣ କରୁଛନ୍ତି ସବୁଦିନ
@subalkumarswain1457
@subalkumarswain1457 2 года назад
Good news odisha bhaskar 👍
@harprasadsenapati3945
@harprasadsenapati3945 2 года назад
Prathame prathame bhala kale ta pare dhire dhire chita katiba arambha kale.
@manoranjanjena7289
@manoranjanjena7289 2 года назад
Municipal tax and licence fee should be paid but he was avoiding all, not only him many people are getting profit at BBSR, he had registered as a gupchup bepari. Ok good action by BMC, Thanks BMC
@Grv_Snh_3105
@Grv_Snh_3105 2 года назад
Dhanyavad sala kichi apathua eyi katha bujhanti emanaka pain ama desha daridra....tax evade houchi main prob
@upendrabeshra3394
@upendrabeshra3394 2 года назад
Tumor o subidha hela ko
@upendrabeshra3394
@upendrabeshra3394 2 года назад
Year ..........m...n ...y
@westernexplorer9208
@westernexplorer9208 2 года назад
Bmc 100% right
@subharout2333
@subharout2333 2 года назад
Kisor na mo Bala bhai 😁😃😁😁
@ambarishswain3233
@ambarishswain3233 2 года назад
Hisab bhul, tela, masala, chaula,katha kana 2 qntl mutton pain 2000.
@nickreynold
@nickreynold 2 года назад
ଲୋକତ ମେଣ୍ଢା ଭଳିଆ ଲାଇନ ଲଗେଇଲେ ଆଉ ଘୁଷୁରୀ ଭଳିଆ ଗିଳିଗଲେ.ସେ କାହିଁକି ମନା କରିବା? ଯାହା ଅଛି ଠେଲି ଦେବ. ମୋର ଜଣେ ଜଣାଶୁଣା ପିଲା ଗାଁରୁ ନୂଆ କରିକି ରାଜଧାନୀ ଆସିଥିଲା. ମୋ ସହ ଗୋଟେ ଦୋକାନକୁ ଗଲା,ପ୍ରଥମ ଥର ଚିକେନ ପେଟିସ ଖାଇଲା(ମୁଁ ନିରାମିଷ ଵାଲା) ଆଉ ମୋ ଦେଖା ଦେଖି କୋଲା ଏବଂ ଫାଣ୍ଟା ମିକ୍ସ କରିକି ପିଇଗଲା. ଏମିତି ନିଶା ଧରିଲା ଯେ ଭଉଣୀ ଘଡିରୁ ପଇସା ଚୋରିକରି ସବୁଦିନ ଚିକେନ ପେଟିସ ଆଉ ମିକ୍ସ କୋଲଡ ଡ୍ରିଂକ୍ସ ଗିଳିଗଲା. ଦିନେ ଦେହ ଖରାପ ହେଇକି ଡାକ୍ତରଖାନାରେ ଝାଡା ବାନ୍ତି ହେଇକି ପଡିଲା. ମୁଁ ଦେଖିବାକୁ ଗଲି,ମୋତେ କହିଲା-ସେ ମୋତେ ସଢା ଚିକେନ ପେଟିସ ଦେଇଦେଲା. ମୁଁ କହିଲି-ତୁ ଘୁଷୁରୀ ଭଳିଆ ଗିଳିବାକୁ ଯିବୁ ସବୁଦିନ,ସେ ବି ଦେଖିଲା ପେଣ୍ଡିଆ ଗରାଖ,କାହିଁକି ମନା କରିବି,ଠେଲି ଦେଲା ଯୋଉଟା ଫୋପାଡ଼ିଦେଇଥାନ୍ତା.
@dhrudanandareddy3351
@dhrudanandareddy3351 2 года назад
Good. Gheei. Bedha. News team. Tumoo. Boonusoo. Boa. Yuma. Goosthi Ree. Gia
@manashrgdavlogs
@manashrgdavlogs 2 года назад
ଏତେ ସବୁ ଅସୁବିଧା ଥିଲା ତୋ ଲୋକେ କଣ ପାଇଁ ଯାଉଥିଲେ?
@amiyaranjan5138
@amiyaranjan5138 2 года назад
100% sata Katha ye loka mane kichhi bujhi nahanti Khali kishor bhai ra pela jhola khai ba pain baya.
@skr...
@skr... 2 года назад
ତମ ମାନଙ୍କୁ ମାଗଣା ରେ ଦେଲାନି ବୋଧେ ସେଥିପାଇଁ ତା ପଛରେ ପଡିଗଲ ବିକଳା ଗୁଡାକ....ଲାଭ କ୍ଷତି ହିସାବ ଚାଲିଛି... ଯାଉନ ଅମ୍ବାନୀ ର ଲାଭ କ୍ଷତି ହିସାବ କରିବ..... News ଦେଖେଇବ...ଦମ ଅଛି . ତମ ପଛପଟୁ ସେ ଦୋରୁଆ ବାହାର କରିଦେବ.... ଭାବିଲନି ଯୋଉ 25ଟା ଲୋକ କାମ କରୁଛନ୍ତି ସେ କଣ କରିବେ... ତମରି ପାଇଁ ସେମାନେ ଚୋରି କରିବେ... ଡକାୟତି କରିବେ .... Job ରଖିଛ ଯଦି ଦଉନ ତାଙ୍କୁ....
@bhaskarsethy390
@bhaskarsethy390 2 года назад
ତମେ ଖାଲି ଅନୁମାନ କରୁଛ ନା ସତରେ ଏତିକି ଇନକ ହୁଏ
@bhaskarsethy390
@bhaskarsethy390 2 года назад
ତମେ ଜେତିକି ଅନୁମାନ କଲଣି ତକୁତ incomtax ବାଲା ଧରିବେ
@mukeshsahoo7257
@mukeshsahoo7257 2 года назад
Only 100 rupees ra license kariki dinaku 1lakh income wows..good decision by BMC
@borntobeaboss6834
@borntobeaboss6834 2 года назад
Tora magia bahut fatuchi????? To ghare khaibaku achi ta?
@mukeshsahoo7257
@mukeshsahoo7257 2 года назад
@@borntobeaboss6834 maghia to Ghare nahi boli sethi se banda kahiba khauchu
@borntobeaboss6834
@borntobeaboss6834 2 года назад
Heire maghia 200 tanka dei khauthili tora kain fatuchi tu daunu boli tora fatuchi
@satyajeetbarik8995
@satyajeetbarik8995 2 года назад
Vala hisab daucha comarce paduthile acount ting
@MRbeheravlogs263
@MRbeheravlogs263 2 года назад
Eita ku mu agree karuchi because hisab karile taw seia hi asuchi per day jou dina sie dokan kholanti profit 2lakhs upare
@rankanayak9953
@rankanayak9953 10 месяцев назад
ଭୁବନେଶ୍ବର ସ୍ଥିତ ଜଦୁପୁରଠାରୁ ଆଣୁଥିଲେ ଗୋମଂସ
@prasantapattanaik862
@prasantapattanaik862 6 месяцев назад
ଝୋଳରେ ପାନ ପିକ ପକେଇ ଦେଉଥିଲା।ତମେ ଖାଉଥିଲ।କଣ ଖାସ୍ ଲାଗୁଥିଲା।ତମ ଘରେ କଣ ଭଲ ରାନ୍ଧି ଜାଣନ୍ତି ନାହିଁ?
@akshayranjandash4321
@akshayranjandash4321 2 года назад
Dine Bhaskar news channel b emiti budi jiba ......maa
@mrsanjuentertainment5959
@mrsanjuentertainment5959 2 года назад
Oo mast diloge
@suryakantabehera7396
@suryakantabehera7396 2 года назад
Bhaskar news kn tara details kahuchi, Bhaskar news kete tanka paichu kaha emiti kahibaku
@dr.sklenka
@dr.sklenka 3 месяца назад
Tax କେତେ ଦେଉଥିଲେ ଭାଇନା? ଯଥେଷ୍ଟ analysis କରିଛନ୍ତି ଆପଣ |
@djdebu5231
@djdebu5231 2 года назад
Madam 2 3ta bada hotel ku jaiki cheak karanti food quality
@barendramallick7182
@barendramallick7182 2 года назад
Good action
@tukunanahak4865
@tukunanahak4865 2 года назад
Apana mane reporting chhadi gote hotel Kholi diantu 1000 Loka pain 2000 tankara chaula heijiba bekaria hisab chhadi Jeun news necessary se Sabu dekhantu
@sudarsansingh6401
@sudarsansingh6401 2 года назад
ଯାହା ହେଉ ତା ତାଟିଆ ଟା ମାନିବାକୁ ହେବ
@pluv6688
@pluv6688 2 года назад
Media Bala kichi calculation janinahanti kiea aukou repoter karila
@D2Dclassroom
@D2Dclassroom 2 года назад
Oo reporting madam Tk kahib ତୁମ ଦରମା ଯଦି 20000 ହୁଏ ବର୍ଷକୁ 12x 20000=240000 ତୁମର ଖର୍ଚ୍ଚ ମାସିକ 4000 ଧରିକି ଚାଲ saving 16k yearly saving 16x12କ=192000 ତୁମର ଅଛି ତ୍
@BSunil-sq9im
@BSunil-sq9im 2 года назад
Media bhai mananku miligala big update!
@mohantyranjankumar
@mohantyranjankumar 2 года назад
୨୦୦ ଗ୍ରାମ କଞ୍ଚା ମଟନ୍ ର ଦାମ ୧୫୦ ଟଙ୍କା।ତା ସହିତ ଭାତ , ସାଲାଡ଼ ଓ ଅନ୍ୟାନ୍ୟ ଜିନିଷ ସହିତ ୨୦୦ ଟଙ୍କା କେମିତି ସମ୍ଭବ? ସେ ଯା ହେଉ ଏବେ ସେ ହିସାବର କଣ ଆବଶ୍ୟକତା? ସେ କେତେ ବେପାର କରୁଛନ୍ତି ସେଇଟା ତାଙ୍କର ପାରିବାପଣିଆ ମାତ୍ର ଜନ ହିତରେ ଯଦି ମିଡିଆ ହାଉସ ଗୁଡିକ ଥାଆନ୍ତେ ତେବେ ଆଗରୁ ପ୍ରଶ୍ନ କରିଥାନ୍ତେ ସେ ଦେଶର ବା ରାଜ୍ୟ ର ନିୟମ ପାଳନ କରି କି କି ଟିକସ ଭରୁଛନ୍ତି।
@Grv_Snh_3105
@Grv_Snh_3105 2 года назад
Se 200 gram rate re kineni sala boka choda
@goutamcreationjcb331
@goutamcreationjcb331 2 года назад
Dear news reporter moton 200 kg masala tela rice Kan 2000 tame news karucha...laja laguni emit news daoucha.
@rony9637
@rony9637 2 года назад
per day 250 kg Mutton sales per mutton meal 200. suppose 1kg mutton eats 5 person 250 kg mutton @ 5 person per 1 kg total person average eatting 250 kg mutton= 1250 person 1250 plate @200 = 250000.00 per day 30 days @ 250000= 7500000.00 pura sarijaichi...
@sukantakumarpanda9395
@sukantakumarpanda9395 Год назад
ଆରେ ସେ ତ ନୂଆ ଦୋକାନ ଖୋଲିଲେ ସେଠି ବିକ୍ରି ବି ଭଲ ଚାଲିଛି ଆଉ ଅସୁବିଧା କଣ ବର୍ତମାନ ର କିଶୋର ଭାଇନା ଙ୍କ ସ୍ଥିତି ନେଇ video ଆଣିଲେ ଭଲ ହୁଅନ୍ତା
@DipuLucky
@DipuLucky 2 года назад
ଗୋଟିଏ kg ମଟନ୍ 5 ଜଣ ଖାଇଲେ,, 200kg ମଟନ୍ କୁ କେତେଜଣ ଖାଇବେ ,, ମସଲା କେତେ ଟଙ୍କା ତେଲ ଆଉ ଆଳୁ ଖାଲି ହିସାବ କରନ୍ତୁ,, ମାଛ କଙ୍କଡା ଚିକେନ, ସେଟା ପରେ ହିସାବ କରିବ,, BMC ର କେତେ ଜାଗାକୁ ମାଡିବସିଚି,, ଏମିତି କିସୋର ଭାଇ କଲେ ଆଉ ଅନ୍ୟ ମାନେ କୁଆଡେ ଜିବେ କହୁନା,, ତା ପୁଣି ବିନା ଲାଇସେନ୍ସ ରେ,,, CBI ଲାଗିଲେ ସେ ଫସିଜିବେ,, ସେ ଛେଳି ମାଂସ କି ଆଉ କଣ ତମେ ଜାଣିଚ,, ,, ନା ଖାଲି କହିବେ ଟେଷ୍ଟ ଲାଗିଲା,, ଛୁଆକୁ ଚକିଲେଟ କୁରୁକୁରି ଭଲ ଲାଗେ ତା ମାନେ ସେଇୟା କୁ ସବୁବେଳ ଦେବା ଛୁଆମାନଙ୍କୁ,, କୁହ
@kapilasmahakur8371
@kapilasmahakur8371 2 года назад
News miligala bhaskar TV nku, 15din chaliba yei topic 🤣🤣
@simasai4177
@simasai4177 2 года назад
Mora gote question jou 30 jana loka se dokana ru chaluthile semane abe kemite chalibe
@manasamaharana1483
@manasamaharana1483 2 года назад
ତମ news ମାଲିକଙ୍କୁ କୁହ ଗୋଟେ ଖୋଲି ତମ ମାନଙ୍କୁ ଚାକିରିଦେବେ
@tribhubandas7839
@tribhubandas7839 2 года назад
ତୁମେ ମିଡିଆ ବାଲା ମିଛ କାହିଁକି କୁହ ମଟନ ଥାଳି 2000ନୁହେଁ 150ଟଂକା ରେ ବୀକୁଥିଲେ
@narendrabaskey1830
@narendrabaskey1830 2 года назад
Mendha geha Moton mill rs- 150 rupes
@SagarKumar-cv6un
@SagarKumar-cv6un 2 года назад
ଭାସ୍କର କୁ ଗୋଟିଏ ବି ମିଳୁନଥିଲା
@satyajeetbarik8995
@satyajeetbarik8995 2 года назад
Jate jaha kaile kn haba sabu upar Bala khela jahaku jatiki luck sath dela seta dina chaliba
@Khan4gufran
@Khan4gufran 2 года назад
Really funny way of reporting 🙂,
@teksundarbehera1336
@teksundarbehera1336 2 года назад
1.5 Quintal mutton 2000tanka re kemiti rosei heba tame kala dekhiba
@_bapi___303
@_bapi___303 2 года назад
ତମର କାହିଁକି ବିନ୍ଧୁ ଛି କିଏ ଉପରକୁ ଉଠିଲେ
@uttampradhan8372
@uttampradhan8372 2 года назад
ଏ କହୁଥିବା ଲେଡି ମୁଁ ଡରି ଗଲି 😂
@daichi9578
@daichi9578 2 года назад
Bhala heichi 😡😡😡
@sknaziruddin8260
@sknaziruddin8260 2 года назад
Duplicate chocolate and jelly shop ray read hou
@suryapati7069
@suryapati7069 2 года назад
Everybody knows earning crores of rupees.. nobody rights use govt land life long..NH thousands shop earning money long years now all will leave places due to NH extension 6th lane also accident road block..so town NH side shop time over
@srpower3341
@srpower3341 2 года назад
Atibesire 100gram motton ki Budhi cheli....
@simasai4177
@simasai4177 2 года назад
kete Jana paribara caluthile janichaa
@darkkiranod6116
@darkkiranod6116 2 года назад
Restauran jaeki pachara monthly kete income hewchi gote plat moton kishor bhaina 150 neba bele bahare 300 newchanti au 150 kn pani extra newchanti
@chandanmusicfactory6097
@chandanmusicfactory6097 2 года назад
ଏ ଫଲତୁ କଥା ବନ୍ଦ କର
@ranjanbehera7358
@ranjanbehera7358 2 года назад
income tax ku bhi fanku thile
@licsureshbabbupradhan3412
@licsureshbabbupradhan3412 2 года назад
Bmc masak aagaru kahiba darakar tilAa 24 jank paribar kata Bmc gotia dinare bujidela thanks Bmc
@nirmalnayak4160
@nirmalnayak4160 2 года назад
Tame Bhaskar news channel ku chadiki kishor bhaina pakhare kama kara bhala money milliba news channel tharu
@f.msodia2468
@f.msodia2468 2 года назад
Jadi media thik kahuchi taha hele ete din pare kahiki ea topic uttuchi jete bere BMC raid kala taa purbaru media bala kishor motun dukan ku kahiki coverage kala nahi food bloggers mane free re khauthile au mutton ra tarif karuthile BMC jaha kala thik kintu eha regular monthly raid kari ba darkar (der aea durust aye)
@timepasscreative6794
@timepasscreative6794 2 года назад
Sabu thik hele kishor Bhai chori ki crime kari tanka rojogar karunothile hok jhala buha parisrama
@ab_animesh
@ab_animesh 2 года назад
Tame kn pani misa tela kinucha ki 2000 tanka ra masala au tela kini aniba
@D2Dclassroom
@D2Dclassroom 2 года назад
ୟେ reporting madam nku tanka Malik 2000 tanka deiki 2kg mutton Kariba pain kahithile j mana kale b
@sadanandsahu3196
@sadanandsahu3196 2 года назад
Lebar or katha masala or anny saman to make gehuthile gudagehi
@ସତକହିବାକୁକିଆଁଡରିବି
କିଶୋର ତୁ ଦିନେ କଡେଇରେ ପଡି ତରକାରୀ ହବୁ ପପି
@SamsungJ-qz9ox
@SamsungJ-qz9ox 2 года назад
Please full video viral 👇
@sumitrakhanda3773
@sumitrakhanda3773 2 года назад
Badabadiankara hishaba karunathaiba?
@sunilkumarpalai3563
@sunilkumarpalai3563 2 года назад
1 Kg ku 7 jana Mutton mass re kini le 650 tanka padiba
@tapaswinimadhusmitarout1453
@tapaswinimadhusmitarout1453 2 года назад
ତମର କଣ ଅସୁବିଧା ହେଲା ତମେ କରୁନ mutton business କିଏ ମନା କରୁଛି
@bhaskarmahapatra8941
@bhaskarmahapatra8941 2 года назад
Quality... 0
@simasai4177
@simasai4177 2 года назад
au sara kara jaha karuchi odisha ku Sabu jana
@nirmalnayak4160
@nirmalnayak4160 2 года назад
Au jau kahuna 1.5 crore lava hue seita ta mehenut ra lava sie crore pati hei parichi tame salla sei jaga re pahanchi paribani
@techconcepts4you850
@techconcepts4you850 2 года назад
Ta deha mansa kata..then he come to know the pain of innocent animals.
@dhirendashdhirendash5559
@dhirendashdhirendash5559 2 года назад
Bhaskar media Bala kete tanka lancha khaichi ai Katha kahiba pain
@susantashadangi7519
@susantashadangi7519 2 года назад
News bala kamiti kouchathi dekhunha bhai mane public support kara sabu thik haba
@kunaprasad5058
@kunaprasad5058 2 года назад
ଭିଜିଲାନ୍ସ ନା ତମେ ପ୍ରଜା କୋର୍ଟ କାହିଁକି channel ଏହିଭଳି news କରୁଛ। nonsense news।
@Odsuraj847
@Odsuraj847 2 года назад
Bhaskar news channel pai ,kesor hotel loss hela, Jadi kicchi add karithile ta ketuta case face ku asichi ,asini ,ta uupri paiba pai APNA mane falsh re gote new🚫
@biswojitnayak5975
@biswojitnayak5975 2 года назад
150 tanka
@prabirkumarmahanta8897
@prabirkumarmahanta8897 2 года назад
Bhala kahucha
@dhaneswarchalan8842
@dhaneswarchalan8842 2 года назад
Faltu news
@padmacharanpaikaray1075
@padmacharanpaikaray1075 2 года назад
Income tax red kara jau!!!
@kumarsubhendudas9880
@kumarsubhendudas9880 2 года назад
Income tax raid kara jau
@sarojrout3867
@sarojrout3867 2 года назад
ଯାହା କୁହ ଆଜ୍ଞା ଆପଣ ଙ୍କ ଚାନେଲ ଆଉ ପ୍ରତିଦିନ ଚ୍ୟାନେଲ ପାଇଁ ହିଁ ତାଙ୍କ ହୋଟେଲ ଭାଂଗିଲା
@Grv_Snh_3105
@Grv_Snh_3105 2 года назад
Bhala hela
@harprasadsenapati3945
@harprasadsenapati3945 2 года назад
Jaha heichi thik hoichi.
@ashokbadajena8568
@ashokbadajena8568 2 года назад
,200kg matton re 2000 tanka kharcha hele,1kg matton re kharcha kn 10 tanka ? Be kou-School re padhichu be ? Nije Raandhichu kebe matton naa khali kahuchu?
@niharranjan1413
@niharranjan1413 2 года назад
Bhaskar Vai apana new channel..ra val new kichi nahi ..Bala news karucha
@syashmisvlog9405
@syashmisvlog9405 2 года назад
Wow e loka tahale koti pati 🤣
@santoshsamal1845
@santoshsamal1845 2 года назад
He bhagwaan thik jadi tame daeba bidhata harta karta a news bala nku samistanku maridia a 30jananka dana ku au 1000lokankara subidha khaebaku band karidele a prithibi re news bala nkara jaga nanhi 🙏😭🙏😭 please 🙏😭he bhagwan anku turanta maridia 🙏😭🙏😭kete khusi re thile hotel re kama kariki tanka ghara posuthile kana paela 🙏😭 chhi tamaku a pruthibi re jaga nanhi re 🙏😭😭😭🙏😭
@simasai4177
@simasai4177 2 года назад
30 jana katha kebe bhabichha khali kahile hebani
@moonmatters...3857
@moonmatters...3857 2 года назад
Ta hele Tu gote mutton hotel kholunu
@badalrath2106
@badalrath2106 2 года назад
Besi edit hauchhi chi chi Bhaskar tv Thu thu😀😀😀
@chetu9504
@chetu9504 Год назад
Chhi mutton jemeti badhuchi
@80zsk
@80zsk 2 года назад
Nirav modi, Bijay malya.... So many fraudster looted d nation wat is in dis matter?
@lipsalenka8382
@lipsalenka8382 2 года назад
Bekar news band kara... Kishore bhaina good man.... Tanka rojagara dekhi kichhi Loka Angara hei jalijauchhanti...
@iswarpradhan2326
@iswarpradhan2326 2 года назад
Bepara kariba boli sala basi jinisa ,,,deba ,,, colour,,,debo bhala auuu,,
@nirmalnayak4160
@nirmalnayak4160 2 года назад
Kahi tame gote hotel kholuna name deba Bhaskar hotel
Далее