Тёмный

ଝାରସୁଗୁଡାନେ ଦିନଦାହାଡେ ହେଇଗଲେ ମର୍ଡର, କିଏ, କେନ୍ତା ମାରଲା କିଛି ଜନା ନାଇଁ 

Paharaa
Подписаться 267 тыс.
Просмотров 372 тыс.
50% 1

ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଗ୍ରୀଣ୍ଡୋଲା ପାଖର ଝାରସୁଗୁଡା- ସୁନ୍ଦରଗଡ ରାସ୍ତା ମଝି ଝନକଁର୍ ମଲାଦେହେ ପଡିଛେ । ପିଲା ଝନକଁର୍ ହାତ ଗୋଡ ବନ୍ଧା ହେଇଛେ । ମର୍ଡର ହେଇଥିବାର୍ ଅନୁମାନ୍ କରି ତଦନ୍ତ ମୁଲ କରିଛେ ଲଖନପୁର ପୁଲିସ । ସାଇଣ୍ଟିଫି ଟିମ୍ ବି ପହଞ୍ଚି କରି ତଦନ୍ତ କରୁଛେ । ଇ ବାବଦେ ପୁଲିସର ପ୍ରତିକ୍ରିୟା କିନ୍ତୁ ନାଇଁ ମିଲିପାରି ।
About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
ଜୁହାର 🙏
Subscriber If you are watching this video on RU-vid, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

Опубликовано:

 

16 дек 2020

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии    
Далее
Ромарио стал Ромой
00:46
Просмотров 201 тыс.
එච්චරයි....
37:54
Просмотров 185 тыс.