Тёмный

"ଝିଅଟେ କାନ୍ଦିଦେଲା ବୋଲି ଠିକ ହେଇଗଲା ,ଆଉ 3ଜଣ ଝିଅ ସସ୍ପେଣ୍ଡ ହେଲେ ତାଙ୍କର କିଛି ନାହିଁ"ତପି ମିଶ୍ରBhartpur Case 

Odisha Bhaskar
Подписаться 2,7 млн
Просмотров 49 тыс.
50% 1

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Odisha Bhaskar Online Presence:
linktr.ee/Odis...
RU-vid - www.youtube.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@sarattripathy3668
@sarattripathy3668 2 часа назад
very good lecture.
@Subrat_for_nation
@Subrat_for_nation 2 часа назад
ଏଇ ଝିଅ ପାଇଁ ଆଗାମୀ ଦିନ ରେ ବହୁତ ନିରୀହ ଝିଅ ବୋହୁ କୁ ବି ଲୋକ ନ୍ୟାୟ ଦେବାପାଇଁ ଆଗକୁ ଆସିବେନି.
@tukubabytukubaby7691
@tukubabytukubaby7691 2 часа назад
All my right
@radhamadhabacharya4202
@radhamadhabacharya4202 2 часа назад
You are right both side ru tadanta heba darkar
@udayamahanta4824
@udayamahanta4824 2 часа назад
@@radhamadhabacharya4202 thik katha but police jadipitiba kanun kn kariba
@Seturam789
@Seturam789 2 часа назад
ତଥାପି, କିଛି ବିବେକହୀନ ଲୋକଙ୍କର 😭😭😭 ଏ ଉଦଣ୍ଡି ଅଣ ଓଡ଼ିଆ ଝିଅ ପାଇଁ ବହୁତ ଦରଦ
@AbhishekPradhan-iv4xw
@AbhishekPradhan-iv4xw 2 часа назад
R8 bhai
@mrspanda4101
@mrspanda4101 Час назад
She is an odia girl.Ankita pradhan.
@santilatatripathy7375
@santilatatripathy7375 2 часа назад
ଆମେ ପ୍ରଥମେ ଭାବୁଥିଲୁ ସେ ଝିଅ ସହିତ ଅନ୍ୟାୟ ହୋଇଛି କିନ୍ତୁ ସବୁ ଦେଖି ଜାଣି ପାରୁଛୁ ସେ ଝିଅର ସବୁ ଭୁଲ ତେଣୁ ସେ ଝିଅ ସହିତ ସେ ମଦ ବାର ମାଲିକକୁ ଗିରଫ କରିବା ଉଚିତ.
@funtychannel3319
@funtychannel3319 2 часа назад
Aare bhai mada piela mane nuhain je Jane loka ta chatiki goitha mariba. 90% police hauchanti corrupt, ae katha ku Kan kie fanki dei pariba. Au CCTV gala kuage Tara bi investigation hau
@ramaniroutray2262
@ramaniroutray2262 2 часа назад
ତା ମାନେ ପୋଲିସ ଗୁଡା ସବୁ ସାଧୁ l ତାଙ୍କର ଟିକେ ବି ଭୁଲ ନାହିଁ l ଦୁଇ ସାଇଡ୍ ରୁ ଭୁଲ ହେଇଚି l ପୋଲିସର ବେଶୀ ଭୁଲ l
@HarasSethi-r7v
@HarasSethi-r7v 2 часа назад
Ta, swami, mejer, ta, daring, besi,, akshan, besi,, sabu, mada, ra, karan
@SATYARANJANPALL
@SATYARANJANPALL 2 часа назад
You are absolutely right
@rjrani1606
@rjrani1606 2 часа назад
Tame jaiki dekhithila ki jhia ta kahila boli kandiki tame mane sata micha bi janiparibani​@@funtychannel3319
@gajananabehera4577
@gajananabehera4577 Час назад
ଏମିତି କିଛି ସତ କହୁଥିବା ଲୋକ ବାହାରିଲେ ଦେଶ ଆଗେଇବ. 🙏🙏
@SudhirkumarPatra-mt6lj
@SudhirkumarPatra-mt6lj 2 часа назад
Police,ଯଦି ଭଲ କାମ କରିବେ ,,ଭଲ behavior public ସହିତ କରିବେ,,ତାହାହେଲେ ସବୁ ଠିକ ହେବ।
@mkumar4593
@mkumar4593 2 часа назад
Bhai police semanaka pani kharap jau mane bahare mada piu thibe , ba mada p ki gadi chalau thibe taku jadi police fine kar dela. Sethu police kharap hai gala Police ku loka ethi pani support karani ni police fine kare
@mishraeducationpoint
@mishraeducationpoint Час назад
Jou mane criminal semane police ku khrp kahibe
@tularambhatra-jj4sv
@tularambhatra-jj4sv 2 часа назад
Right 💯 ✔️
@smitaranipanda-x6z
@smitaranipanda-x6z 2 часа назад
bhaskar chgannel jaha hau bhala jinisa gote anilaa.. topi bhai tanks for telling logical truth ..
@rajendranayak735
@rajendranayak735 2 часа назад
ସେ ନାରୀ ବିଶୃଙ୍ଖଳିତ.. Car ରେ ଆସିଲା ବେଳେ ବିପକ୍ଷ ପିଲା ମାନଙ୍କୁ ଆଙ୍ଗୁଳି ଦେଖେଇବା, ଜୋତା ଦେଖେଇବା, କେତେ ଦୂର ଠିକ୍ ଥିଲା? ଥାନା ଭିତରେ ଏଭଳି ବ୍ଯବହାର କେତେଦୂର ଠିକ୍?
@The_one_and_onlyyyy
@The_one_and_onlyyyy 2 часа назад
ଯଦି ବି ମିଛ କେସ୍ ରେ ପୋଲିସ ମାନେ ଫସିଛନ୍ତି, ତାହେଲେ ବି ଭଲ ହେଇଛି.. ପୋଲିସ ମାନେ ବି କେତେ ନିରୀହ ଲୋକ ମାନଙ୍କ ନାମରେ ମିଛ କେସ କରି ତାଂକ ପରିବାର କୁ ଛାରଖାର କରିଦିଅନ୍ତି। ଆଉ ଏବେ ନିଜ ଉପରେ ଘଟିବାରୁ ପୋଲିସ୍ ଛଟପଟ ହେଉଚି..
@StephenDominick-r1k
@StephenDominick-r1k 2 часа назад
Bhai jadi kei police kahaku atyachara karuchi ta pai ta tame au kou police ku danda dabani simple jinisa
@ratikantasahoo1627
@ratikantasahoo1627 2 часа назад
Micha case se kahidele hela ki investigation hele Jana padiba jadi micha heithnta police khinki adha video chadila full video chadilani jou khuchnti e jhia kamudi dela cctv footage kahin nhn police daily loka nku atyachar kruchi tara kn se iic nare kete ta allegation asuchi kete hairana karichi se loka nku e kn khiba ta bisayre nighty pindhi khin onduty police basiba
@Seturam789
@Seturam789 2 часа назад
କିନ୍ତୁ ନିରିହ ପୁଲିସମାନେ କ'ଣ କରିଛନ୍ତି? ଯେଉଁ ପୁଲିସର ଦୋଷ ନ ଥିବ ସେ ପୁଲିସ୍ କାହିଁକି ଦଣ୍ଡ ପାଇବ?? ଆମେ ଦେଖିଛେ କିଛି ଆର୍ମି ଜବାନ୍ ପାକିସ୍ତାନର honey trap ରେ ପଡ଼ି ଦେଶର ସନ୍ଦିଗ୍ଧ ତଥ୍ଯ ଲିକ୍ କରିଦେଇଛନ୍ତି.. ତ.. ତା'ବୋଲି ପୁରା ଆର୍ମିକୁ ହିଁ ସସ୍ ପେଣ୍ଡ କରିଦେବା .??? କି ?? ଦୟାକରି Common sense ର ସହ କଥା ହୁଅନ୍ତୁ, କମେଣ୍ଟ ଲେଖନ୍ତୁ.. ମହାଶୟ
@naminamrata4206
@naminamrata4206 Час назад
Ebe time nuhe police ku blame kariba ta..jie bhul se nihati punish heba katha..but police ku emiti kahiki nija state ku tale pakantuni...ebe time nija state pain thia heba ra..e topic ebe kebala state vitare nahi pura india re..so it's time to support our state...🙏🙏🙏
@IraJi-b6d
@IraJi-b6d Час назад
@@Seturam789 clap 👏 👏
@dukhabandhudehury4075
@dukhabandhudehury4075 Час назад
ଓଡିଶା ପୋଲିସ କୁ ବଦନାମ କରାଯାଉ ନାହିଁ, କେବଳ ସେହି ଅଯୋଗ୍ୟ ପୋଲିସ ମାନଙ୍କୁ ବଦନାମ କରା ଯାଇଛି..... ଆ ହୁରି କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ....
@adityakumarpattanaik6014
@adityakumarpattanaik6014 36 минут назад
Au kichhi habani case sarila
@SkAman-o1j
@SkAman-o1j 33 минуты назад
Ru kie re
@guruprasaddash1086
@guruprasaddash1086 10 минут назад
Ajogya kie au kemti tk explain kla
@nimaimohapatra7186
@nimaimohapatra7186 2 часа назад
100%right. ସେ ଝିଅ ସମ୍ପୂର୍ଣ villain
@AnirudhaBiswal-q5w
@AnirudhaBiswal-q5w 2 часа назад
Thanks Bhai
@panky5150
@panky5150 2 часа назад
100% correct
@a.r.sgamer4051
@a.r.sgamer4051 2 часа назад
ଯିଏ ଯାହା କହିଲା ଠିକ୍,ମହିଳାର ମୁହଁମାଡରେ ଫାଟି ଛି ଗୋଡ଼ଖରାପ ହୋଇଛିଠିକ କୋଟଚାଲାଣ ଠିକ , ଅଭିଯୋଗକାରୀଣି କ୍ରିମିନାଲ କି?କ'ଣ ପାଇଁ ବାଡେଇବ ପୋଲିସ ଥାନାର ଘମଣ୍ଡପାଇଁ ନା ଆଉ କ'ଣ ଭାବିଚିନ୍ତି ବୟାନ ଦେଲେ ଭଲହୁଅନ୍ତା
@Mamatakumari-h7b
@Mamatakumari-h7b Час назад
Tu kichi janinu correct kn kahuchu😊
@sushilbehera1273
@sushilbehera1273 Час назад
@panky5150
@panky5150 Час назад
@@a.r.sgamer4051 that lady malingering..
@subhasinirout9542
@subhasinirout9542 2 часа назад
ବହୁତ ଭଲ କଥା କହିଲେ ଭାଇ
@akrushnapradhan6352
@akrushnapradhan6352 29 минут назад
Ok
@kisubanki6564
@kisubanki6564 2 часа назад
ଭାଇରେ ପୁରା ଠିକ କହିଲ... ଯିଏ ଟିକେ କାନ୍ଦିଲା ସେ ଲୋକଙ୍କ ମନକୁ ଜିତିଲା
@Kapuramurmu-m5p
@Kapuramurmu-m5p Час назад
Parfect kotha Bhai
@ultimatemotivation1723
@ultimatemotivation1723 2 часа назад
A big salute to you Sir for your true words ....we support you.
@Linga-x2w
@Linga-x2w 2 часа назад
ସେ ଝିଅଟା ଗୋଟେ ଅଭଦ୍ର....nonsense...ପୁରା ମିଛେଇ
@SrustiSampadSahu
@SrustiSampadSahu Час назад
Exactly bhai 👏👏 thick kahila ଏକଦମ୍ ଠିକ୍ କହିଲ ସେ ଗୋଟେ ଝିଅ ବୋଲି ଆଉ ସେ କାନ୍ଦିଲା ବୋଲି ଏମିତି ସବୁ ପୋଲିସ କୁ suspend କରିବା ଠିକ୍ ନୁହଁ
@bagelkumarnaik3652
@bagelkumarnaik3652 Час назад
Right bro
@subash-fe1mg
@subash-fe1mg 2 часа назад
ଭାଇ ତମ ସ୍ଥିତି ଠିକ୍ ନୁହେଁ ତମେ କଣ ୟୁଟୁବୁ ଚ୍ୟାନେଲ ରେ ଭାଷଣ ଦେଉଛ
@Rohit-q5m2s
@Rohit-q5m2s 2 часа назад
😂
@MamuniMamu-cw2cb
@MamuniMamu-cw2cb 2 часа назад
You r right brother
@saiadarshapress5909
@saiadarshapress5909 2 часа назад
ତପି ବାବୁ ବାସ୍ତବ ଠାରୁ ବହୁତ ଦୂରରେ, ବାଇଶାଳିନୀ ପଣ୍ଡା ଜଣେ ଅଭ୍ୟାସୟଗତ ଦୃନୀତି ପୋଲିସ, କିଛି ପଇସା ଲୋଭ ପାଇଁ ବହୁତ ତଳ କୁ ସେ ଖସି ଯାଆନ୍ତି, ମୁ ଜୀବନରେ କେବେ ପୋଲିସ ଥାନା କୁ ଯାଇ ନାହିଁ, ଆସାମୀଙ୍କ ବିରୋଧରେ ସବୁ ପ୍ରମାଣ ଦେଲା ପରେ, ଏହି ଚୁତିଆ ମହିଳା ବାଇଶାଳିନୀ କିଛି ଟଙ୍କା ପାଇଁ ଓଲଟ ମୋ ନାମରେ ମିଛ କେଶ କରି, ମୋ ମୋବାଇଲ ରୁ ସମସ୍ତ ପ୍ରମାଣଜନିତ ଭିଡ଼ିଓ delet କରି ଦେଇଥିଲି, ମୁ ତାଙ୍କୁ କହିଥିଲି, ଜଣେ ସଚୋଟ ପିଲା କୁ ମିଛ କେଶ କରିବା, ନିଛିନ୍ତ ଭଗବାନ ଆପଣଙ୍କୁ ଦଣ୍ଡ ଦେବେ, ସତରେ ଭଗବାନ ତାର ଫଳ ଦେଇଛନ୍ତି, ଯେଉଁଦିନ ସେ ନିଲମ୍ବିତ ହେଲେ, ସେହି ଦିନ ମୁ ତାଙ୍କ ମୋବାଇଲ କୁ whatsup ମାଧ୍ୟମରେ ମୁ କହିଥିବା କଥା କୁ ମେସେଜ୍ ମାଧ୍ୟ୍ୟମରେ ଜଣାଇଛି, ସେ ପୋଲିସ ଚାକିରୀ କରିବା ଉପଯୁକ୍ତ ନୁହେଁ କାରଣ ଭୋଗିଥିବା ଲୋକ ଜାଣିଛି, ବାଇଶାଳିନୀ ପଣ୍ଡା କେତେ ଚୁତିଆ ମହିଳା,
@debendratripathy7602
@debendratripathy7602 2 часа назад
100% Right.
@judhisthiramohanta5862
@judhisthiramohanta5862 Час назад
ଥାନା କଣ ତାର ଘର nighty ରେ ରହିବ, ମୂର୍ଖ ଭଳିଆ କଥା କହୁଛୁ
@gopinathsoren9216
@gopinathsoren9216 10 минут назад
System bisayare jana tk ta pare comments deba
@BIBHANSUODIAVLOG
@BIBHANSUODIAVLOG 2 часа назад
U r right sir
@jyostna1268
@jyostna1268 2 часа назад
You r right but uniform should be there in the police station as per law ....
@biranchisrichandan8411
@biranchisrichandan8411 2 часа назад
ଥାନାରେ ସାଧାରଣ ଜନତାକୁ ପୋଲିସ ଠିକ୍ ବ୍ୟବହାର ଦେଖାଉଛି କି ?
@Seturam789
@Seturam789 Час назад
@@biranchisrichandan8411 ଆପଣଙ୍କର ଯଦି ବିବେକ ଜ୍ଞାନ ଥାଆନ୍ତା ତାହେଲେ, ପୁରା ପୁଲିସ୍ ଡିପାର୍ଟମେଣ୍ଟକୁ ନିନ୍ଦା କରନ୍ତନ , ସମସ୍ତ ପୁଲିସ୍ ସମାନ ନା କ'ଣ ?
@thesensible42
@thesensible42 Час назад
Jeu sadharana janata micha kesh neiki jibe taku semiti behaviour dekhae
@rashmiranjanpanda0205
@rashmiranjanpanda0205 2 часа назад
Perfect katha bhai kahila 👍👍👍
@hemantaswain1421
@hemantaswain1421 Час назад
At last one brave man spoke the truth . Thanks
@sinu.sonubaral3550
@sinu.sonubaral3550 Час назад
Tq bhai
@narayanbadatya2463
@narayanbadatya2463 2 часа назад
Right sr
@rabindranathmaharana334
@rabindranathmaharana334 2 часа назад
ତୁମେ ଥରେ ଥାନାକୁ ଯାଅ ତୁମ ଡାଇଲଗ ପୁରା ପୁରୀ ଚେଞ୍ଜ ହୋଇଜିବ l
@ajayanayak1027
@ajayanayak1027 2 часа назад
Thanks Sir
@BijoyKumarDas-rc1ss
@BijoyKumarDas-rc1ss Час назад
ଭାସ୍କର ନିଉଜ ଅବଶ୍ୟ କେବଳ ପୋଲିସ ଙ୍କ ପାଇଁ ବାହାରିଛି.
@ranjanjena6454
@ranjanjena6454 2 часа назад
R8 vai 🙏
@pabitraparida5549
@pabitraparida5549 2 часа назад
Right bro.
@pradiptamohanty1364
@pradiptamohanty1364 2 часа назад
Right, Se lady drinks kari sabukichhi bhul karichhi, Emitiki road re bi semane gunda gardi kari asichhanti..... Sampurna bhul se lady ra.....
@binaypenthei729
@binaypenthei729 2 часа назад
Thik kahila bhai
@kishorchsrichandan307
@kishorchsrichandan307 Час назад
ସେନା କ୍ୟାମ୍ପସ ରେ ମଦ ଓ ନାଚ ସାଧାରଣ କଥା। ଆମ ସଭ୍ୟ ସମାଜ ରେ ରାତି ଦୁଇଟାରେ ମଦ ପିଇ ରାସ୍ତାରେ ଝଗଡ଼ା ନ କରି ଭଲରେ ଘରକୁ ଯିବାର ଥିଲା। ସତ ସାମ୍ନା କୁ ଆଣି ଥିବାରୁ ଧନ୍ୟବାଦ।
@nabakishorebarik24
@nabakishorebarik24 46 минут назад
ଆପଣଙ୍କ ସଭ୍ୟ ସମାଜରେ କାହିଁକି ମଦ ବାର ରାତି 12 ପର୍ଯ୍ୟନ୍ତ ଖୋଲା ରହୁଛି। ସେଠି କଣ ସମସ୍ତେ ସେନା ବାହିନୀ ମଦ ପିଇ କରି ନାଚୁଛନ୍ତି। ଏହି ସମାଜ ର ଲୋକ ମାନେ ତ ବାର ରେ ନଚିବା ଭିଡ଼ିଓ ଦେଖା ଯାଉଛି। ପୋଲିସ କାହିଁକି ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ permission ଦେଇଛି।କଣ କିଛି ଆଦାୟ କରି ମଦ ବାର ଖୋଲା ଛlଡିଛନ୍ତି।???
@rajendranayak9582
@rajendranayak9582 Час назад
ଏ ଶଳା ଟା ଚୁର 😅😮😢 ପୋଲସ ସପୁଟ ପାଇଁ ଭାଷଣ ଦଉଛି ଫିଲ୍ମ ଲାଇନ ରେ ମଦ ପି କେତେ ଜଣକ ଶହ ଖରାପ କାମ କରିଛି ଏଇ କଥାରୁ ଜଣା ପଡୁଛି ହାଇଲାଇଟ ହେବା ପାଇଁ ଭାଷଣ ଭାଷଣ ଦଉଛି😅😊😅😮😢
@K.Siladityavlogs
@K.Siladityavlogs 2 часа назад
Perfect sir 🙏🙏 hatsoff
@himansuchandramohanta
@himansuchandramohanta Час назад
ମୁଖ୍ୟମନ୍ତ୍ରୀ ଙ୍କ ସହ ଯାହା ଘଟିଥିଲା ତାହେଲେ ତା ବାବଦରେ ଟିକେ କୁହନ୍ତୁ ???
@JayJagannath-g2k
@JayJagannath-g2k 2 часа назад
Are you correct❤
@AnsumanRout-s4d
@AnsumanRout-s4d Час назад
Thank you sir
@ManojDreamVlogs
@ManojDreamVlogs 2 часа назад
Correct bhai 100% Support you
@rjrani1606
@rjrani1606 2 часа назад
Right
@Mamatakumari-h7b
@Mamatakumari-h7b Час назад
Balata support you
@santoshpatra4234
@santoshpatra4234 Час назад
Perfect👍
@gitanjalitripathy3784
@gitanjalitripathy3784 2 часа назад
Right bro
@Gourisironlineclass
@Gourisironlineclass 2 часа назад
ଭାଇ ଏକଦମ ଠିକ କଥା କହୁଛନ୍ତି 🙏
@MohanPradhan-m4p
@MohanPradhan-m4p Час назад
ବହୁତ ବଢିଆ 👍
@pratapkumarmartha4877
@pratapkumarmartha4877 2 часа назад
All right bro❤
@kanhucharan5798
@kanhucharan5798 2 часа назад
Right pro
@nirakarrout8260
@nirakarrout8260 2 часа назад
ପୋଲିସ ର ବିନା ସହମତି ରେ ବାର୍ ରାତି ଦୁଇଟା ରେ ଖୋଲାଥିଲା କି
@SuryaKumar-mz1uh
@SuryaKumar-mz1uh 2 часа назад
Thank you brother.. 💯.
@GoutamKumar-cr6sd
@GoutamKumar-cr6sd 2 часа назад
Good 👍, thik katha
@PratapMajhi-y5b
@PratapMajhi-y5b 2 часа назад
ସେ ଝିଅକୁ ମାଡ କିଏ ମାରିଲେ କହ ଭାଇ,
@prasantkanhar2145
@prasantkanhar2145 2 часа назад
Ok
@omsahoo4370
@omsahoo4370 2 часа назад
Kehi mari nahanti ,
@Gitavlog111
@Gitavlog111 2 часа назад
ଆଉ ଗୋଟେ vdo viral ହେଇଚି ଦେଖ bhai ହସ୍ପିଟାଲ ର... ଠିକ ଥିଲା ହଟାତ ତାର ସବୁ ଭାଙ୍ଗି ଗଲା... ସବୁ ମିଛ ଡ୍ରାମା
@haiderallikhan9787
@haiderallikhan9787 2 часа назад
Perfect katha ❤
@basantarout9538
@basantarout9538 52 минуты назад
କିଛି ଜଣା ନାହିଁ.. ସବୁ ଯଦି ତଦନ୍ତ ତଦନ୍ତ ତେବେ ତମେ ଏତେ ଗୁଡା କଥା କହୁଛ କଣ ପାଇଁ..ଏଇ ପୁଲିସ ଦିନେ ବର୍ତ୍ତମାନ ର ମୂକ୍ଷ୍ୟ ମନ୍ତ୍ରୀ ଙ୍କୁ ଖରାପ ବ୍ୟବହାର କରିଥିଲା.. ପୁଲିସ ସପକ୍ଷ ରେ ଓକିଲାତି କରିବାକୁ ବାହାରି ଆସିଲା 😃😃😃
@subhakantasahoo6807
@subhakantasahoo6807 2 часа назад
Correct
@AlekhPadhan-r5q
@AlekhPadhan-r5q 45 минут назад
କମେନ୍ଟ କହିଛନ୍ତି ମୋ କଥା ଶୁଣ‌ ଏଭାଇନା ଜାହା କହୁଛନ୍ତି ରାତିରେ ୧ବାଜିଥିଲା ପପ୍ ଭିତରେ ତାହେଲେ ବାଟରେ ରୋଡ଼ ରୋମିଓ ୧୦ଟାରେ କେମିତି ଠେଳାପେଳା କରିଥିଲେ 😢😊
@pinkysethi7537
@pinkysethi7537 2 часа назад
ମଦ ପିଇବା ଆଉ ନାଚିବା ଅପରାଧ ନୁହଁ। ମୋହନ ସରକାର ଚୋରା ମଦ କୁ ବାନ କରିଛନ୍ତି। ମଦ ରେ କିଛି ନାହିଁ, କହିଛନ୍ତି।
@BijoyKumarDas-rc1ss
@BijoyKumarDas-rc1ss Час назад
ଏଇ ବାଇଟ ଦେଉଥିବା ଲୋକ ଟା ସବୁ ଜାନ ତା ଲୋକ. ଆରେ ଭାଇ ସେ ଏକୁଟିଆ ମଦ ପିଉଥିଲେ ନାଁ ପୋଲିସ ପ୍ରଶାସନିକ ଲୋକ ବି ପିଉ ଛନ୍ତି. ଆରେ ଭାଇ ପିଉନି କିଏ, ଥାନା ପୋଲିସ ଙ୍କ କଥା ଉପରେ ବିବରଣୀ ଦିଅନି, ତୁମକୁ ପାଗଳ କହିବେ, ଅଧାରୁ କୁହନାହିଁ. ତୁମକୁ ଅଦାଲତ ର ବିଚାରପତି କରି ଦେବା କଥା. ତଦନ୍ତ ଭାର ତୁମେ ନିଅ ଭଲ ହେବ,
@TBrother4527
@TBrother4527 Час назад
ନାଇଁ ଆପଣ ନିୟନ୍ତୁ, ଭଲ ହେବ 😂
@abhinandansutar197
@abhinandansutar197 Час назад
ଯଦି ଝିଅ ଦୋଷୀ ତମ କହିବା ଅନୁସାରେ ପୋଲିସ ତାହେଲେ ସସ୍ପେଣ୍ଡ କଣ ପାଇଁ ହେଲେ ଯଦି ସେମାନଙ୍କର ଦୋଷ କିଛି ନାହିଁ? ଯିଏ ତଦନ୍ତ କରୁଛି ସିଏ ଆଉ ସରକାର କଣ ପାଇଁ ତାହେଲେ suspend କଲେ କୋଉ କାରଣ ପାଇଁ? ତୁମେ ଯାଅ ତଦନ୍ତ କର ତାହେଲେ
@budhirambiswal3871
@budhirambiswal3871 2 часа назад
ସତ କଥା ଭାଇ ଭଲ କଲେ ଖରାପ ଭାବୁଛନ୍ତି ନେତା ମନ୍ତ୍ରୀ ଖାଇକି ଦେଶ ବୁଡ଼େଇବାକୁ ବସିଲେଣି କିନ୍ତୁ ଲୋକ ସେଇ ନେତା କଥାରେ ଚଳୁଛନ୍ତି ଧନ୍ୟ!
@JayantkumarSethi
@JayantkumarSethi Час назад
ଏ ଓକିଲାତି କାହା ପାଇଁ? 😂😂😂 ବୋଧେ ସେ ମହିଳା ପୋଲିସ ର .... କିଛି ହବ ..! ପୋଲିସ ମାନେ ସେ ମହିଳା ହଉ କୁ ପୁରୁଷ ହଉ କଣ ସମସ୍ତେ ଜାଣନ୍ତି 😂😂😂
@BenudharMajhi-oj2dd
@BenudharMajhi-oj2dd 2 часа назад
ଏଇଟା ପାଗଳ ଟା ଏଇ ମାଗିହା କୁ କିଏ ବାଇଟ ଦେବାକୁ କହୁଛନ୍ତି। ଥରେ ଅଧେ ଥାନା କୁ ଜା। ତୁ ଜାଣିବୁ ପୋଲିସ କେତେ ନିଷ୍ଠୁର। ଏଇଟା କୁ ରାଞ୍ଚି ନିଆଯାଉ ଏବଂ ୫ଜଣ ପୋଲିସ କୁ ଜେଲ୍ ପଠାଯାଉ।
@pareshmishra612
@pareshmishra612 Час назад
To upare pita ଦରକାର
@TBrother4527
@TBrother4527 Час назад
ଆପଣଂକ ଭାଷା ଜ୍ଞାନରୁ ଜଣାପଡୁଛି, ଆପଣ କେତେ ଭଦ୍ରଘରର ପିଲା ବୋଲି, ଧନ୍ୟବାଦ 🙏
@Sky-c2s
@Sky-c2s Час назад
Jia Police ro otyachar paicchhi sia janichhi police kemiti koronti
@sangramdas3472
@sangramdas3472 Час назад
Police କାହିଁକି ଏମିତି, ଯିଏ ବି join କଲା ସେମିତି ହେଇଯାଉଛି, ନିଜ ସମ୍ପକୀୟ ଯିଏ ଚାକିରୀ କରିଛି police ରେ ସେ ବି ସେୟା
@bapipalai1771
@bapipalai1771 Час назад
ନାଇଟି ଘରେ ପିନ୍ଧିବେ ଡୁଟୀ ସମୟ ରେ ନୁହ। ଯଦି ଝିଅ ଦୋଷୀ ତାହାଲେ ଝିଅ ର ମୋାଇଲ୍ ଗଲା କୁଆଡେ। ତା ପରେ ସବୁ ଜଣା ପଡ଼ିଯିବ
@Vinood900
@Vinood900 Час назад
14.20 impressive. ଯଦି ଓଡ଼ିଶା ପୋଲିସ୍ ଠିକ୍ ଥାଆନ୍ତା, ଯଦି ଓଡ଼ିଶା ପୋଲିସ୍ ସାଧାରଣ ଲୋକଙ୍କୁ ଠିକ୍ ବ୍ୟବହାର କରି ଥାଆନ୍ତା ତାହାଲେ ୧୦୦% ସାଧାରଣ ଲୋକ ଆଜି ଓଡ଼ିଶା ପୋଲିସ୍ ସହ ଛିଡ଼ା ହେଇ ଥାଆନ୍ତେ। ସରକାର ପୋଲିସ୍ ମାନଙ୍କୁ sufficient ଦରମା ଦେଉଛନ୍ତି ତାପରେ ବି ପୋଲିସ୍ ମାନେ ସାଧାରଣ ଲୋକଙ୍କ ଠାରୁ ପ୍ରତି କେସ ରେ ବଟି ଲାଞ୍ଚ କାହିଁକି ନେବେ। Undoughtedly DCP ଜଣେ ଭଲ ଅଫିସର କିନ୍ତୁ ଘଟଣା ର ତର୍ଜମା ନ କରି ଏତେ ଶୀଘ୍ର ପୋଲିସ୍ କୁ clean chit ଦେଲେ କାହିଁକି। ପୋଲିସ୍ ର ନିଜ ଭୁଲ ବ୍ୟବହାର ପାଇଁ ଆଜି ସାଧାରଣ ଲୋକ ପୋଲିସ୍ କୁ ଘୃଣା କରୁଛନ୍ତି। ପୋଲିସ୍ Department ରେ ନିଜ ଭୁଲ ର ତର୍ଜମା ର ଆବଶ୍ୟକତା ରହିଛି।
@pramodjena8849
@pramodjena8849 4 минуты назад
ସେଝିଅର ବାପ ହେଉଛି ଏକ ନମ୍ବରଭାତୁଆ ତା ଝିଅହଉଛି ମାଳିସାହି ରାଣ୍ଡି ମେଜର ମାଗିହାକୁ ଜେଲେ ହବା ଦରକାର ଓ ସେ ବେଧେଇ ରାଣ୍ଡିକୁ ବି
@saradanayak856
@saradanayak856 2 часа назад
Good massage
@heerakkanungo7599
@heerakkanungo7599 2 часа назад
Excellent Analysis, 😮
@SankerMeher
@SankerMeher 2 часа назад
Jaha Bi hau satare ama odisa police kete bhala............?
@Royalking75912
@Royalking75912 2 часа назад
ଭାସ୍କର ଭାଇ ତମେ ଏ ଲୋକ କୁ କେତେ ଟଙ୍କା ଦେଇଛ,,,ଏଇଟା ଗୋଟେ ଗଞ୍ଜୋଡ ଟା ,, ଏ କୋଉ ବାଣ୍ଡ ଲୋକ ଯେ କଣ ଜାଣିଛି ଏ ଆଇନ୍ ବିଷୟ ରେ
@tunadash4955
@tunadash4955 2 часа назад
Bhai INVESTIGATE chalichi, tu bhari sachut
@upendrapatra4395
@upendrapatra4395 2 часа назад
ତମେ ଯେଉଁ ଭାଷଣ ମାରୁଛ କଣ ପାଇଁ
@manojkumarjena8968
@manojkumarjena8968 2 часа назад
Very good massage for all
@himansuchandramohanta
@himansuchandramohanta Час назад
ଆପଣଙ୍କ କହିବା କଥା ରାତିରେ ସମସ୍ତେ ଡରିବେ ବୁଲିବା ପାଇଁ ।
@nirakarrout8260
@nirakarrout8260 2 часа назад
ପୋଲିସ ମଦ ପିଇ ନ ଥିଲେ?? ଆପଣ କହିପାରିବେ
@TBrother4527
@TBrother4527 Час назад
ଠିକ କଥା but ମେଜର ଆଉ ବାନ୍ଧବୀ କାହିଁ କି ବ୍ଳଓଡ଼ sample ଦେବା ପାଇଁ ମନା କଲେ, ସେ ଯଦି ଠିକ ଥିଲେ
@JeevanAnandApartments
@JeevanAnandApartments Час назад
ମଦ ପିଇବା ବ୍ଯାନ କି? ମଦ ପିଇଥିବା ଲୋକର FIR police ନେବ ନାହିଁ କି? ମଦ ପିଇକି victim ହେଇଥିଲେ, ପୋଲିସ harass କରୁବକି? ପିଟିବକି?
@diptisahoo4421
@diptisahoo4421 Час назад
Mada pie ki jagada kariba ta vul
@prafullakumarsahoo1917
@prafullakumarsahoo1917 2 часа назад
ହଇରେ ଗଜମୂର୍ଖ ତୋକଥା ହଉ ଯଦିଶେ ମହିଳା ଜଣଙ୍କ ମଦ ପିଇଥିଲେ ପୋଲିସ ର ଡିଉଟି କଣ ଥିଲା ତା ପାଟିରେ ଫୁଙ୍କୁନଳା ପୁରେଇ 500 ଫାଇନି ପକେଇ ଥାନ୍ତା ତାପରେ ତା ଅଭିଯୋଗ ସତ କି ମିଛ ଘଟଣା ସ୍ଥଳ କୁ ଯାଇଥାନ୍ତା ତାହାନକରି ତାର ଭିଡିଓ କରୁଥିଲା କଣପାଇଁ ମୁଁ ଭାବୁଛି ସେ ପୋଲିସ ଵାଲା ମଦ ପିଇକି ଥାନାରେ ଡିଉଟି କରୁଥିଲେ ତୁ ବୋକା କିଛି ଜାଣିନୁ କାହିଁ ବଲ ବଲ ହଉଛୁ
@LizaraniRout-qi8np
@LizaraniRout-qi8np Час назад
ତୁ କାଡେ ଝିଅ ବେପାରୀ 😂 ଆମେ ନୁହଁ ବବି ମିଶ୍ର କହୁଥିଲା 😎😎😎
@letstalkwithpk
@letstalkwithpk Час назад
Perfect Bhai
@anshumanchanel1042
@anshumanchanel1042 2 часа назад
You are 100 percent correct 👍👍👍👍👍
@arunmajhi-pj
@arunmajhi-pj 2 часа назад
100℅ correct
@arunmalik9974
@arunmalik9974 2 часа назад
ଚାକିରୀ ଛାଡ଼ି ଦେଅ , ପିଲା ଅନେକ ଅଛନ୍ତି
@mishraeducationpoint
@mishraeducationpoint Час назад
Setiki talented boli semane loka nka dukha bujhuchanti mate laguchi tame bi form pakaethila hele kati jaecha....🤣
@prakashsamal8479
@prakashsamal8479 2 часа назад
ୟେ ମାଗିଆ ଭାସ୍କର tv କଉଁଦିନ ଠୁ ଏମିତି ଭଲ report ଦେଖାଇ ଲାଣି ତାର ତ କଉ ମାଗିଆ କାହାକୁ ଗେଇଲା କଉ ଭାଉଜ କାହାକୁ ଧଇଲା ଏୟା ଦେଖାଉ ଥିଲା ଆଜି କଣ ଏତେ ଭଦ୍ର ଗେହି ଟିଭି ରିପୋର୍ଟର
@BirGazal_Kola
@BirGazal_Kola Час назад
ୟାକୁ ଖାଲି ବବି ମିଶ୍ର ଦରକାର ସେ ହିଁ ୟାକୁ ଠିକ କରି ପାରିବ.. ଭାଡୁଆ କଉଠିକାର 😂😂
@soumyabehera2320
@soumyabehera2320 2 часа назад
100% right bhai
@subhransudalai8360
@subhransudalai8360 2 часа назад
କିଏ ଏହି ଜ୍ଞାନ କୂହଳିଆ ଜ୍ଞାନୀ, ସସ୍ପେଣ୍ଡ ହେଲେ duty ରେ ଅବହେଳା ଦୁର୍ବ୍ୟବହାର ପାଇଁ, ସେ ଝିଅ କଣ କଲା ତା ମାନେ ପୋଲିସ ବି ସେମିତି କରିବ ଦୁର୍ବ୍ୟବହାର କରିବା କେଉଁ ଯୁକ୍ତିସଙ୍ଗତ କଥା
@sasmitabhuyan8913
@sasmitabhuyan8913 14 минут назад
କିଛି ଜାଣୁ ନାହଁ ଭାଇ ପୋଲିସ ବି ମଣିଷ ସେ ଝିଅ ର ସବୁ ଭୁଲ
@GaluRamMajhi
@GaluRamMajhi 2 часа назад
ଏ ଭଦ୍ରବ୍ୟକ୍ତି କିଏ ମୁଁ ଜାଣିନି, ବେଶୀ ଗପୁଛି
@damodarmallik73
@damodarmallik73 2 часа назад
Tnq u very good analysis
@biswabandhumohanty761
@biswabandhumohanty761 2 часа назад
❤ all major points covered. Very good sir ❤.
@gyanaranjan3268
@gyanaranjan3268 2 часа назад
So right bhaii , so maal piaa toki baar wali jogu sabu hungama
@rudradevblog2186
@rudradevblog2186 2 часа назад
ଏ ଶଳା ନାଥିଆ କିଏ....
@omsahoo4370
@omsahoo4370 2 часа назад
Right kahila bhai
@anupamabhoi6062
@anupamabhoi6062 2 часа назад
Thank very much Sir for nice moment
@pradiptaswain6450
@pradiptaswain6450 2 часа назад
Thank you bhai
@apaadi9193
@apaadi9193 2 часа назад
ତୁ salati Boby Mishra ସହିତ ମଦ ଖାଇ ଗଣ୍ଡଗୋଳ କରି ପୋଲିସ station ଯାଇଥିଲୁ , ତୂ କୋଉ bhalata
@jayantakumarmohapatra9534
@jayantakumarmohapatra9534 2 часа назад
Very good. Thanks
Далее
Распаковка Monster High Potions #monsterhigh
01:00
Распаковка Monster High Potions #monsterhigh
01:00