Тёмный

ଡର ନା ଏକଛତ୍ରବାଦ? | THE Quiver 

THE Quiver News
Подписаться 223 тыс.
Просмотров 305 тыс.
50% 1

କ୍ଷମତା ଲୋଭ କାଳେ ଅନ୍ଧ କରିଦେଇଛି ଝାରସୁଗୁଡ଼ା ବିଧାୟିକା ଦୀପାଳୀ ଦାସଙ୍କୁ । କ୍ଷମତା ଚାଲିଯିବା ଭୟରେ ସେ କାଳେ ବିଳବିଳେଇ ହେଉଛନ୍ତି । ପ୍ରତିପକ୍ଷର ଜନସମର୍ଥନ ବଢ଼ିଯିବା ୟଭ ତାଙ୍କୁ ଘାରିଛି । ତେଣୁ ସେ ରାମ୍ପି ବିଦାରି ହେଉଛନ୍ତି ଓ ହିଂସାକୁ ଆପଣଉଛନ୍ତି । #latestupdate #thequiver #bjd #latestnews #naveenpatnaik #vkpandian #dipalidas #odisha #odianews
ବି:ଦ୍ର- ଅନଇଚ୍ଛାକୃତ ତୃଟି । ଟଙ୍କଧର ତ୍ରିପାଠୀଙ୍କ ସ୍ଥାନରେ ଟଙ୍କଧର ପ୍ରଧାନ ହୋଇଯାଇଛି। ଏହି ଅନଇଚ୍ଛାକୃତ ତୃଟି ପାଇଁ ଆମେ କ୍ଷମା ମାଗୁଛୁ।
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in RU-vid! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 163   
@Vinood900
@Vinood900 6 месяцев назад
ବାପ ର ହତ୍ୟାକାରୀ ସହ ଅଛି। ଇଏ ଲୋକଙ୍କ ନେତା।
@Vinood900
@Vinood900 6 месяцев назад
BJD ବିଧାୟକ ମାନେ ତ ସେମାନଙ୍କ ନେତା ହେବାର ଯୋଗ୍ୟତା ହରେଇ ସାରିଛନ୍ତି। କଉ ମୁହଁ ରେ ଲୋକଙ୍କୁ vote ମାଗିବାକୁ ଯିବେ।
@RameshchandrPradhan
@RameshchandrPradhan 6 месяцев назад
Dipali ra Dipa livigiba 2024 election re jago Odisha basi jago
@mysarthakcreations
@mysarthakcreations 6 месяцев назад
Agaru heini bhai aau kn agaku haba boli bhabuchanti ki?
@kamallochannayak9660
@kamallochannayak9660 6 месяцев назад
Deepali Das Ra Deepa Libhijiba
@janardankiro6874
@janardankiro6874 6 месяцев назад
ଟଙ୍କଧର ପ୍ରଧାନ ନୁହେଁ ଟଙ୍କଧର ତ୍ରିପାଠୀ ନାଁ କୁ ଭଲ କରି ଜାଣି ସମ୍ବାଦ ପରିବେଷଣ କରନ୍ତୁ
@harekrishnaratha6376
@harekrishnaratha6376 6 месяцев назад
ବାପା ଝିଅ କୁ ଦଳ ବଦଳି ଆଦର୍ଶ ଶିଖାଇଛନ୍ତି,ପାଣି ଯୁଆଡେ ଛତା ସିଆଡେ।
@Sambalpur955
@Sambalpur955 6 месяцев назад
ଏଥର ପରିବର୍ତନ ହେବ, ରାଜ୍ୟରେ ବିଜେପି ସରକାର ଆସିବ। ଓଡ଼ିଶାରେ ମୋଦି ଗ୍ୟାରେଣ୍ଟି ଆସିବ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ
@anjananayak747
@anjananayak747 5 месяцев назад
ଆମେ କଂଗ୍ରେସ କୁ ଭୋଟ ଦେବୁ ❤❤❤ ଆମେ କଂଗ୍ରେସ କୁ ଭୋଟ ଦେବୁ ❤ ଆମେ କଂଗ୍ରେସ କୁ ଭୋଟ ଦେବୁ ଆମେ କଂଗ୍ରେସ କୁ ଭୋଟ ଦେବୁ
@janardanpanda5378
@janardanpanda5378 6 месяцев назад
ଏମାନଙ୍କ ପାଖରେ କିଛି ଅଫସନ ନାହିଁ ଏମାନେ ଖାଲି ଦାଦାଗିରି ଛଡ଼ା ଆଉ କିଛି ବାଟ ନାହିଁ
@narendrabaskey1830
@narendrabaskey1830 6 месяцев назад
Bay bay Nobin Odisha 🐚🦮🤪
@rajendratv6073
@rajendratv6073 6 месяцев назад
ନିଜ ଜନ୍ମ କଲା ବାପା ନିଜର ହେଲେ ନାହିଁ ଆଉ ଏଜନତା ହେବାକାଏଁ। ସେତ ନବୀନ ର😂😂😂
@AkshayKumar-jz3zs
@AkshayKumar-jz3zs 6 месяцев назад
Baapaa nku nyaaya deipaarinaahaanti ta Jonataa nku kemiti nyaaya debe Dipaali
@purnameher4953
@purnameher4953 5 месяцев назад
ଜୟ କୋଶଳ ଦରକାର ଆଉ କିଛି ନାହିଁ
@avayakumarbarik2882
@avayakumarbarik2882 6 месяцев назад
ବିଲେଇ ରାଗିଲେ ଆମ୍ପୁଡ଼ିବା ଛଡା ଆଉ କଣ କରିବ।
@pabitrapradhan9008
@pabitrapradhan9008 6 месяцев назад
Right katha bapa thila jaha jiha tara kapi
@sameermajhi8166
@sameermajhi8166 6 месяцев назад
ଦୁଇ ଦଳ ସବୁ ଚୋର ଏହି ଦୁଇ ଦଳ କଦାପି ଭଲ ନୁହନ୍ତି ଆପଣ ମାନେ ଜାଣିଛନ୍ତି ମୋ ମତରେ ଶହେ ଗୁଣ ରୁ କଂଗ୍ରେସ ଦଳ ଶହେ ଶହେ ରୁ ଭଲ ଆମେ ସମସ୍ତେ କଂଗ୍ରେସ ଦଳ କୁ ଭଲ ପାଉ କାହିଁକି ନା କଂଗ୍ରେସ ସରକାର ଥିଲା ବେଳେ ମୋ ଅଞ୍ଚଳ ର ଗୋଟିଏ ଗରିବ ନିରିହ ଅନାହାର ଙ୍କୁ ସାହାଯ୍ୟ କରିଥିଲେ
@bidyadharpadhan1355
@bidyadharpadhan1355 6 месяцев назад
ଦୀପାଳି ନିଜେ ମାରିଚି ତା ବାପାକୁ
@jaganmohanpatnaik7489
@jaganmohanpatnaik7489 6 месяцев назад
Depaliku. Ticket. Deonahi
@prasanta-jg1vd
@prasanta-jg1vd 6 месяцев назад
ଧିକ୍ ତୋ ଜୀଵନ, ତୋ ବାପ ର , ଖୁନି ମାନଙ୍କ ସlଥ୍ ଦଉଛୁ, ଦମ୍ ଅଛି ତ ବିରୋଧ ରେ କାମ କରି ଦେଖା
@HareKrushna-f3d
@HareKrushna-f3d 6 месяцев назад
ଏଥର ମରେଇଦେ B J D ଦଳ ।
@BhagirathiMohanty-e7z
@BhagirathiMohanty-e7z 6 месяцев назад
ବିଜେପି ସରକାରକୁ ଆସିଲେ ନବଦାସ ଘରଉପରେ ସିବିଆଇ ଚଢ଼ାଉ ହେବ,
@sangram4855
@sangram4855 6 месяцев назад
ଜୟ ଜଗନ୍ନାଥ କୁହ ଜୟ ନବୀନ ନୁହଁ ଆମ ଓଡ଼ିଶା ଜଗନ୍ନାଥଙ୍କ ଓଡ଼ିଶା କାହିଁକି ଏମିତି ହେଉଛ ୨୦୧୪ ବିଜେଡ଼ି ଆଉ ନାହିଁ ଓଡ଼ିଶାରେ ଏଧର ଓଡ଼ିଶା ରେ BJP ସରକାର
@mohapatrasubhranshusekhar7545
@mohapatrasubhranshusekhar7545 6 месяцев назад
Voter thick utara debe .
@anjananayak747
@anjananayak747 5 месяцев назад
ମିଛେ଼ଇ ମିଛେ଼ଇ ମିଛେ଼ଇ ସାମ୍ବାଦିକ
@mamatamana
@mamatamana 6 месяцев назад
B j p jinda bad
@prasnasathpathy9818
@prasnasathpathy9818 6 месяцев назад
Bjd hatao,odisa bachao😊
@PrasantaBiswal-r5g
@PrasantaBiswal-r5g 6 месяцев назад
ହେ ସାମ୍ବାଦିକ ଗଣ, ଗୋଟେ ନର୍ଭିକ ବିଧାୟିକା ଙ୍କୁ କାହିଁକି ବଦନାମ କରୁଛ, କେତେଟଙ୍କା ସରକାର ଠାରୁ ନେଇଛ. ତୁମମାନଙ୍କର କଣ ଗତିବିଧି ଆମେ ଜାଣିଛୁ. ଏ ପ୍ରକାର ସମ୍ବାଦ ପରିବେଷଣ ରୁ ନିବୃତ ରୁହନ୍ତୁ, ଅନୁରୋଧ କରୁଛି
@ajayturuk5646
@ajayturuk5646 6 месяцев назад
Sister go to Congress
@premmahakul
@premmahakul 4 месяца назад
Right 💯
@Rajababu-xh6ek
@Rajababu-xh6ek 6 месяцев назад
ଦୀପାଳୀ ଏନକାଉଣ୍ଟର ହେବ
@anjananayak747
@anjananayak747 5 месяцев назад
କିଏ କରିବ
@sopanabadek5696
@sopanabadek5696 6 месяцев назад
ଟଙ୍କଧର ପ୍ରଧାନ ନୁହେଁ ! "ଟଙ୍କଧର ତ୍ରିପାଠ" !
@LipadasDas-oy1wy
@LipadasDas-oy1wy 6 месяцев назад
ଇଏ ସବୁ ବିଜେଡିର ଚାଲ ବିଜେଡି ନିଜେ ଦାଦାଗିରି କରୁଚୁ
@SudhakarJena-x4v
@SudhakarJena-x4v 5 месяцев назад
Good
@Rohankumar-gp7fg
@Rohankumar-gp7fg 6 месяцев назад
Bjd govt and pandian ku hatao odisha banchao 🙏 jai jagannath 🙏🚩
@kshidropatel6453
@kshidropatel6453 5 месяцев назад
Deepali 1 no
@NarahariSa-lv1eo
@NarahariSa-lv1eo 5 месяцев назад
ଗୋପାଳ ଦାସ ଭଲ କରିଛି
@RashmiNaik-f4h
@RashmiNaik-f4h 6 месяцев назад
Good news 🙏🙏🙏
@jhashketangardia3674
@jhashketangardia3674 6 месяцев назад
Vari gd
@khageswarseth5834
@khageswarseth5834 6 месяцев назад
❤ dharma ra heba jay Jay shree ram❤
@prabhakarsenapati1721
@prabhakarsenapati1721 6 месяцев назад
This time, vote for Congress.
@prabhasnayak1419
@prabhasnayak1419 6 месяцев назад
U good
@EagerMacawBird-be4dn
@EagerMacawBird-be4dn 3 месяца назад
Yse
@dinabandhubhoi3214
@dinabandhubhoi3214 4 месяца назад
Jai jagannath jai bjp
@drgoutambiswal6717
@drgoutambiswal6717 6 месяцев назад
ଉପଯୁକ୍ତ ବାପା ର ଉପଯୁକ୍ତ ବୁହିତା ଦିପଳ ଜ୍ ଭୋଟ
@Gjjggiijgyf4iy
@Gjjggiijgyf4iy 5 месяцев назад
😮😮😮
@BuddhadevKarmi
@BuddhadevKarmi 6 месяцев назад
Tanka babu bahut vote jitibe
@RabindraJena-q2u
@RabindraJena-q2u 6 месяцев назад
Quit BJD
@sushantabehera4160
@sushantabehera4160 4 месяца назад
Jay sree ram
@chakradharjena4499
@chakradharjena4499 6 месяцев назад
Only for Congress
@HareKrushna-f3d
@HareKrushna-f3d 6 месяцев назад
ନିଜେ ନବିନ ବି ଏଥର ଗଡିବେ ଏ ଧାର୍ଯ କଥା ଆଉ ଗୁଣି ଟୁଣି କାମ କରିବନି ।
@abhijtipatro69
@abhijtipatro69 6 месяцев назад
Jay shree Ram
@shesadevpati7290
@shesadevpati7290 4 месяца назад
Depali ku kebe b vote debe nahin or kebe b BJP re accept karibe nahin .
@prasanta-jg1vd
@prasanta-jg1vd 6 месяцев назад
ଏଠି ଗୋପାଳ ଦାସ ଠିଆ ହବ
@dinabandhumendili7019
@dinabandhumendili7019 6 месяцев назад
Jay sri ram
@dhrubacharan913
@dhrubacharan913 6 месяцев назад
❤❤❤
@milanbairagi3122
@milanbairagi3122 6 месяцев назад
Bjd hatao ODISHA banchao
@PrasantaBiswal-r5g
@PrasantaBiswal-r5g 6 месяцев назад
କାହିଁକି ଅଯଥା ରେ ଦୀପାଳିଙ୍କୁ ସମାଜରେ ବଦନାମ କରୁଛ, ବିଜେଡି ର କଳାକାରନାମା ଖୋଲିଦେବୋଲି, ମୁଁ ଦୀପାଳିମକୁ ଧନ୍ୟବାଦ ଦେଉଛି, ଯାହାକାଉଛନ୍ତି ଠିକ, ବଦନାମ କରିବାକୁ ଇଏ ଗୋଟେ ମାଧ୍ୟମ.
@ଜୟଜଗନ୍ନାଥ-ଠ8ଡ
@ଜୟଜଗନ୍ନାଥ-ଠ8ଡ 6 месяцев назад
ଦୀପାଳି ଟିକେଟ ପାଇବନି...
@Sankirtanpunji-td4qg
@Sankirtanpunji-td4qg 6 месяцев назад
Modi...jiki..Jaya...ho
@sujit_sahoo
@sujit_sahoo 6 месяцев назад
Odisha ru BJD ku out kara jaau
@mishra_com4611
@mishra_com4611 6 месяцев назад
Deepali ra gute vote gute rati soiba voters pakhare
@SUBHANARAYANRATH
@SUBHANARAYANRATH 6 месяцев назад
Bichara 'Naba Das' Jhiara Acharana dekhi ta ma ku sandeha karuthiba.
@PurnachandraBindhani-t8m
@PurnachandraBindhani-t8m 6 месяцев назад
Odisha re kejriwal darkar
@truckloversbirabhaivlogs
@truckloversbirabhaivlogs 6 месяцев назад
ସମୟ କୁ ଅପେକ୍ଷା କର
@shubhatech7822
@shubhatech7822 6 месяцев назад
Ebe se aau asibani
@Gjkjgghnkg15425
@Gjkjgghnkg15425 6 месяцев назад
Bjp 2024
@DayanidhiNahakNahakdayanidhi
@DayanidhiNahakNahakdayanidhi 6 месяцев назад
Jay bjp Jay Odisha
@prakashmohanty5051
@prakashmohanty5051 5 месяцев назад
ଦିପାଲି ବେଧେଇ 😂😂😂
@bhajanasahu
@bhajanasahu 6 месяцев назад
ଓକେ
@jpenjoy0849
@jpenjoy0849 5 месяцев назад
Bala netri dekhauchi
@kingraja971
@kingraja971 6 месяцев назад
Vote Congress & stay Safe. This is the only party for the welfare of Odisha.
@KalucharanSahoo-ps9mm
@KalucharanSahoo-ps9mm 6 месяцев назад
Jagannath nka prati asanman kari thiba bjd ra ahankar ra patan 2024 election re suniscita ,jay Jagannath
@bhismadevbag4103
@bhismadevbag4103 6 месяцев назад
DEEPALI KU HATA AA TAKU POWER DARKAR.NABA DAS FAMILY KU HATAA PANDIAN SIR.ALAGA LOKA KU TICKET DIYA.
@RejinapradhanRpradhan
@RejinapradhanRpradhan 6 месяцев назад
ଆରେ ଆରେ ଏ କ'ଣ ହେଲା ଦୁଇଟି କ'ଣ ର ଦୁଇଟି ମୁଦ୍ରା ବର୍ତ୍ତମାନ ତ ମେଣ୍ଟ କରିଲେ ଏ ଦଳକୁ ଘୁଡେଇ ଘୁଡେଇ ହାଣିବା କଥା ନିଜ ନିଜ ପାଇଁ ଯେଏ ଭାବନ୍ତି ସେମିତି ସରକାର ଙ୍କୁ ବା ଲୋକମାନଙ୍କୁ ସଫା କରିବା କଥା ହେଲା ମୋ ଜନସାଧାରଣ ଲୋକମାନଙ୍କୁ ହଇରାଣ ହରକତ କରୁଛନ୍ତି ବିଜେଡି ବିଜେପି ଫାଲତୁ ସରକାର
@sankarlaljena2096
@sankarlaljena2096 6 месяцев назад
ଛି ଛି MLA
@abhimanyurout4574
@abhimanyurout4574 6 месяцев назад
ବିଜେଡ଼ିକୁ,ଲାଗିଛିପାଗାଳାମି,ମରଣ,ଭୟ
@prasantasahoo4833
@prasantasahoo4833 6 месяцев назад
ଆଉ ଭଲ ଲାଗିଲାନି...ବୋପା ତ ଗୋଟେ ...ଆଉ...
@sumedhadas8456
@sumedhadas8456 6 месяцев назад
ଆମେ ତମ ମାନଙ୍କୁ VOTE ଦେବା କାହିଁକି ତିନୋଟି କାରଣ କହିବେକି ୧... ୨... ୩.... ଆଉ ମୁଁ ତମକୁ VOTE ନ ଦେବାର ୩୦ ଟି କାରଣ କହିବି । ଶୁଣି ପାରିବା । ସହି ପାରିବ BJD ବାଲା। ଲାଯ୍ୟା ଲାଗୁନି ତମକୁ VOTE ମାଗିବାକୁ ଆସୁଛ।
@kuanrtudu9960
@kuanrtudu9960 6 месяцев назад
ଦିପାଳି କୁବୀ ଗୁଳି କରିବେ ।
@BhubaneswarBehera-nr8ir
@BhubaneswarBehera-nr8ir 6 месяцев назад
ଗୁଣ୍ଡାରାଜ BJD ସରକାର ହଟାଅ ଓଡିଶା ବଞ୍ଚାଅ 🙏
@basudevsahoo7219
@basudevsahoo7219 4 месяца назад
Khali eithi nuhe Pura odisha re bahu jaga re hauchhi tenu sarkar change haba Naihati darkar
@DusmantDurga
@DusmantDurga 6 месяцев назад
Jai bhim
@queenofhearts7691
@queenofhearts7691 6 месяцев назад
ଯିଏ କଲେ ବି bjd କୁ ଦୋଷ ଦେଉଛ କି ଖେଳ🤣🤣🤣
@AzadMahakur
@AzadMahakur 5 месяцев назад
Bay bay Nabin odisha
@anjananayak747
@anjananayak747 5 месяцев назад
BJP hatao Desh bachao BJP hatao Desh bachao BJP hatao Desh bachao BJP hatao Desh bachao
@jogendrapradhan9216
@jogendrapradhan9216 4 месяца назад
Please don't bjd
@harishchandradash7590
@harishchandradash7590 6 месяцев назад
Tankadhar Tripathy ku Tankadhar Pradhan Kahinki Kahuchha?
@bivisenkata8282
@bivisenkata8282 6 месяцев назад
Laja nahi dipali . Dipali tate dhanya re tor
@chandrakantabayee1021
@chandrakantabayee1021 6 месяцев назад
Rip BJD
@santoshsatapathy4249
@santoshsatapathy4249 6 месяцев назад
Bansabadare bahuta ajogya byakti rajanitiku asuchhanti
@SaidebidattaRay
@SaidebidattaRay 2 месяца назад
Naba das jhia ku thhare geidia. Sia bi alina bhalia thhanda padijiba
@gggamer5478
@gggamer5478 6 месяцев назад
Deepali ku Deepa karidiya...taku firing heba darkar❤❤
@sarojparida3565
@sarojparida3565 6 месяцев назад
Chora chhua chora heba
@dibyalochanjena7098
@dibyalochanjena7098 6 месяцев назад
Bjp bnd bhai bhai hele bnd ki bjp ku deinba hasyaspads.
@tribenimajhi2611
@tribenimajhi2611 6 месяцев назад
Tankadhar pradhan nuhan Tripathi kuha
@SantoshKisan-ee5vz
@SantoshKisan-ee5vz 6 месяцев назад
Bjd out
@chhabindramansingh73
@chhabindramansingh73 6 месяцев назад
ଗୁଣ୍ଡା ଝିଅ ଚୋରଣୀ ଠୁ କଣ ଆଶାକରାଯାଏ, bjd ଜିବ ସମୁଦ୍ର
@bkmangaraj1651
@bkmangaraj1651 6 месяцев назад
Nabina gala
@vdkumar7305
@vdkumar7305 6 месяцев назад
BJP jindabad
@dearcomradeshakti9911
@dearcomradeshakti9911 6 месяцев назад
Police gopal asiba seti
@SUSHILARJUNNDAS
@SUSHILARJUNNDAS 6 месяцев назад
🌻🌻🌻🌻🌻🙏🙏🙏🙏🙏🙏🌻🌻🌻🌻🌻🌻
Далее
Running With Bigger And Bigger Lunchlys
00:18
Просмотров 31 млн
LIFEHACK😳 Rate our backpacks 1-10 😜🔥🎒
00:13