Тёмный

ତାଡ଼ନା Tadana || Jagan Mohan Nag Superhit ||Christian Devotional Song || 

Jagan Mohan Nag Official
Подписаться 127 тыс.
Просмотров 86 тыс.
50% 1

ତାଡ଼ନା Tadana || Jagan Mohan Nag Superhit ||Christian Devotional Song ||
ଗୀତର track :05
• |Top Ten It Karoake Tr...
Spotify Link : open.spotify.c...
Jiosavaan : www.saavn.com/...
Wynk Music : Listen to the song: Tadana at open.wynk.in/V... on Wynk Music
Apple Music : music.apple.co...
ପ୍ରଭୁ ଯୀଶୁଙ୍କ ବହୁ ମୁଲ୍ୟ ନାମରେ ଆପଣ ମାନଙ୍କୁ ମୋର ଆନ୍ତରିକ ଖ୍ରୀଷ୍ଟୀୟ ନମସ୍କାର । ପ୍ରଭୁଙ୍କ ମହାନ ଅନୁଗ୍ରହ ହେତୁ ଏକ ସୁନ୍ଦର ଆଧ୍ୟାତ୍ମିକ ସଙ୍ଗୀତ ପ୍ରସ୍ତୁତି କରିପାରିଛୁ "ତାଡ଼ନା " ଯାହା ଭାଇ ହିମାଂଶୁ ନାୟକଙ୍କ ଦ୍ଵାରା ରଚିତ ।
ବାସ୍ତବରେ ପ୍ରିୟ ପ୍ରଭୁଙ୍କର ଲୋକ ମାନେ ପବିତ୍ର ଧର୍ମ ଶାସ୍ତ୍ର ମାଥିଉ 5 :11,12 ରେ ଲେଖାଯାଏ "ଲୋକେ ଯେବେ ତୁମ୍ଭମାନଙ୍କୁ ମୋʼ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ।"
ଖ୍ରୀଷ୍ଟ ରେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଖ୍ରୀଷ୍ଟଙ୍କ ସକାସୁ ଆଗକୁ ଆସୁଥିବା ସମସ୍ତ ପ୍ରକାର ନିନ୍ଦା ତାଡ଼ନା ସହ୍ୟ କରିବା ନିମନ୍ତେ ବଳବାନ ହେବା ସକାସୁ ଏହି ବାକ୍ଯ ଆଧାରିତ ସଙ୍ଗୀତ ପ୍ରସ୍ତୁତ କରିଛୁ । ଏହି ଗୀତ ମାଧ୍ୟମରେ ପ୍ରଭୁ ଆପଣ ମାନଙ୍କୁ ଆତ୍ମିକତା ରେ ବଡ଼ିବାରେ ସାହାଯ୍ୟ କରନ୍ତୁ ।
ଗୀତର ସମ୍ପୁର୍ଣ୍ଣ ଲେଖା ✍️ : 👇
ହେ ପରିଶ୍ରାନ୍ତ ଭାରେ ଆକ୍ରାନ୍ତ ଶୁଣ ଆହେ ବିଶ୍ୱବାସୀ
ଦୁଃଖେ ନ ରହି ରହୁ ଆମେ ସବୁବେଳେ ମନରେ ଖୁସି
ଜୀବନେ ଆସେ କେତେ ନିନ୍ଦା ତାଡ଼ନା
ତାଡ଼ନା ଆସିଲେ କରିବା ପ୍ରାର୍ଥନା
ଯୀଶୁ ହିଁ କେବଳ ଦିଅନ୍ତି ସାନ୍ତ୍ୱନା ...!! ଘୋଷା !!
ତାଡ଼ନେ ଆମକୁ କରିବେ ପ୍ରସ୍ତର ଆଘାତ
କରିବେ ଆମକୁ ପୁଣି ଖଡ୍ଗରେ ନିହତ
ଭୋଗିବୁ ଜୀବନେ କେତେ ଯେ ଅଭାବ ଗ୍ରସ୍ତ
କରିବେ ଆମକୁ ଯୀଶୁଙ୍କ ପାଇଁ ନିର୍ଯ୍ୟାତିତ
ଲୌହ ଦଣ୍ଡେ ଦେବେ ଚକ୍ଷୁ ଉପାଡି଼
ନଳା ଫଟାଇ ହେବ ରକତ ନିଗାଡ଼ି
ଦିଅନ୍ତି ଯୀଶୁ ଆମକୁ ସାନ୍ତ୍ୱନା ......!! ୧ ପଦ !!
ଆସିଲେ ଭାଇ ଆମକୁ ଜୀବନେ ମହା ଯନ୍ତ୍ରଣା
ଦିଅନ୍ତି ଯୀଶୁ ଆମକୁ ତାଙ୍କରି ଅପାର କରୁଣା
ପାପର କ୍ଷଣିକ ସୁଖ ଭୋଗିବା ଅପେକ୍ଷା
ଦୁଃଖତ ଭୋଗିଲେ ଆତ୍ମାର ହୁଏ ସୁରକ୍ଷା
ଯାହାକୁ ପ୍ରଭୂ ଯୀଶୁ ଗ୍ରହଣ କରନ୍ତି
ତାହାକୁ ମଧ୍ୟ ସେ ପ୍ରହାର କରନ୍ତି
ଯୀଶୁ ହିଁ କେବଳ ଦିଅନ୍ତି ସାନ୍ତ୍ୱନା ...!! ୨ ପଦ !!
SONG CREDITS :
Lyrics : Brother Himansu Nayak
Music & Voice : Brother Jagan Mohan Nag
Music Arrangement : Bapi Samal
Special Thanks : Brother Firoz
Thumblin Deign : Rk Photograpy
Video & Edit : Subrat Mohani
Recordist : Soubhagya
Mixing & Mastering : Millon Studio Cuttack
You tube Partner : Shibu Nanda
#tadana #jaganmohannagsuperhit #christiandevotionalsong
#jaganmohannagbestsongs
#jaganmohannagodiyasongs
#jaganmohannagchristiansong
#heparisrantoodiyadevotional
#odiyachristiansong
#odiyachristiansong
#jaganmoannagbestodiyasong
#odiyawhatsappstatus
#latestchristiansong
#bestchristiansong
#latestchristiansong
#2022bestsongs
#a
#tadanatadana
CONTACT DETAILS
Whatssap: 09777874138 , 8637205771
face book link
/ jaganmohan.nag
Instagram link :
...
!!* ANTI- PIRACY WARNING *!!
This content is copyright to Jagan Mohan Nag Official .Any unauthorized reproduction redistribution ,re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented.
!!...FAIR - USE COPYRIGHT DISCLAIMER ....!!
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism,commenting,news reporting,teaching,scholarship,and research. Fair use is a use premitted by copyright statute that might otherwise be infringing. This video has no negative impact on the orginal works it would actually be positive for them .if any owners of the content clips would like us to remove the video,we have no problem with that and will do so as fast as possible .Please massage us on You Tube if you have any concerns..We believe these videos are fair use because : They are transformative in a positive sense,we use within them act as a catalyst to further reading ...................THAN YOU ALL
କିଛି ସୁନ୍ଦର ଅଡିଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଲିଂକ
ନିର୍ମାଣ କାରି • ନିର୍ମାଣ କାରୀ Nirmanoka...
ଗୋଲଗାଥା • ଗଲଗଥାରେ || Gal gathar...
ଧନ୍ୟବାଦ • || ଧନ୍ୟବାଦ || ଓଡ଼ିଆ ଆର...
ଏ କି ପ୍ରେମ • Ye Ki Prema |ଏ କି ପ୍ରେ...
ବାଟୋଇ • BATOI || ବାଟୋଇ || JAGA...
ନିବେଦନ • ନିବେଦନ |Nibedono |Odiy...
କେଡେ ସୁନ୍ଦର ଲାଗେ • କେଡ଼େସୁନ୍ଦର || KEDE SUN...
କେତେ ଭଲ ମୋର ଯୀଶୁ • || KETE BHALA MORO JIS...
କରିଛି ପାପ • କରିିିଛି ପାପ | ODIA CHR...
ଜୀବନ ଜୀବନ • NEW LATEST || 2020 || ...
ମକେ ଶାନ୍ତି ମିଲି ଗଲା • ମକେ ଶାନ୍ତିମିଲିଗଲା | MO...
ଯୀଶୁମର ପ୍ରାଣ ଧନ • JISUMORO PRANO DHONO [...
ପ୍ରସଂଶା ନିବାସୀ • ପ୍ରସଂଶା ନିଵାସୀ || PRAS...
ତୁମ ବିନା ବଞ୍ଚି ପାରେନା • ତୁମବିନାବଞ୍ଚିପାରେନା ||...
କିଏ ପଛି ଦେବ • KIAPOCHIDEBO || କିଏ ପୋ...
ଅଭିମାନ • ଅଭିମାନ || ABHIMANO ||...
ଯୀଶୁରାଜା ଦାକ୍ସି ଆଚେ • JISURAJA DAKSI ACHE ||...
ହେ ସଦା ପ୍ରଭୁ / 4g1dg1x

Опубликовано:

 

18 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 280   
@reshmasuna6536
@reshmasuna6536 2 года назад
Praise god ପ୍ରଭୁଙ୍କ ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକେ ଧନ୍ୟ କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର amen 🙌🙌🙌
@silentqueen9677
@silentqueen9677 2 года назад
Praise the lord 🙏
@daviddigal9574
@daviddigal9574 2 года назад
ବର୍ତ୍ତମାନ ର ତାଡ଼ନା ସମୟରେ ଅତି ସୁନ୍ଦର ଆଶ୍ବାସନା ର ଭକ୍ତି ସଙ୍ଗୀତ ସମସ୍ତ ଆୟୋଜନ କରିଥିବା ଭାଇ ମାନେ ଏବଂ ଜଗନ୍ ଭାଇ ଙ୍କୁ ଧନ୍ଯବାଦ୍ ଏହି ଭଳି ଅନେକ ସଙ୍ଗୀତ ପ୍ରସ୍ତୁତ କରିବାରେ ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରନ୍ତୁ
@riderboykarthik481
@riderboykarthik481 2 года назад
Praise the lord 👍🏻🙏🏻⛪⛪
@rabindrabihariji6538
@rabindrabihariji6538 2 года назад
ନିଶ୍ଚିତ ଭାବେ ଏହି ଦିନ ମାନଙ୍କରେ ଆମକୁ ସଜାଗ ରହିବାକୁ ପଡିବ, ନ ହେଲେ ଲକ୍ଷ ବ୍ରଷ୍ଟ ହେଇଯିବ, ଧନ୍ୟବାଦ୍ ଭାଇ କି ସୁନ୍ଦର ଗୀତ ରଚନା କରି ଦେଇ ଥିବାରୁ 🌹🙏
@niranjanbagh5036
@niranjanbagh5036 2 года назад
Hallelujah hallelujah
@sanatanmajhi4076
@sanatanmajhi4076 2 года назад
ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ
@krushna.majhi.official.986
@krushna.majhi.official.986 2 года назад
Praise the lord , ଲୋକେ ଯେବେ ତୁମ୍ଭମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି ,ପୁଣି ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି ,ତେବେ ତୁମ୍ଭେମାନେ ଧନ୍ୟ ।
@Blessedwithjesus
@Blessedwithjesus Год назад
HALLELUJAH ✝️🙂 praise the Lord 😘✝️😔🙂
@siyyariravichandra9133
@siyyariravichandra9133 2 года назад
Praise the LORD
@kujurofficialstatus494
@kujurofficialstatus494 2 года назад
Wow nice song 👌 👏👏👏👏👏 Jai mashi ki God bless you Thank you Jesus
@maheshakpradhancreation
@maheshakpradhancreation 2 года назад
Super song So nice praise the lord brother
@neheraofficial2053
@neheraofficial2053 2 года назад
Praise the Lord...
@dinabandhuofficial9128
@dinabandhuofficial9128 2 года назад
ବହୁତ୍ ସୁନ୍ଦର ଗୀତ ଭାଇ ପ୍ରଭୁଙ୍କ ଗୌରବ ହେଉ ଖ୍ରୀଷ୍ଟରେ ବିଶ୍ୱାସ ସ୍ରତା ଭାଇ ମନେ ଶୁଣନ୍ତୁ ଅନ୍ୟ କୁ ମଧ୍ୟ shear କରନ୍ତୁ ପ୍ରଭୁ ସମସ୍ତଙ୍କୁ ଅଶ୍ରିବାଦ କରନ୍ତୁ ଆମେନ୍
@sumanjubli6980
@sumanjubli6980 2 года назад
Amen ❤️
@SusantaNayak-in6ym
@SusantaNayak-in6ym 2 года назад
Praise the Lord 🙏🙏🙏beauti ful Song👈👌amen🙏🏼🙏🏼🙏🏼
@miltonnaik
@miltonnaik 2 года назад
Praise the Lord Music Composition And Very Nice Singin Jagan Sir ପ୍ରଭୁଙ୍କ ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକେ କାରଣ ସ୍ୱର୍ଗ ରାଜ୍ୟ ସେମାଙ୍କର ସନିକଟ Ameen🙏🙏
@abijohnmusic9915
@abijohnmusic9915 2 года назад
Praise the Lord ବହୁତ ଭଲ music composition and Very nice singing Jagan sir ପ୍ରଭୁଙ୍କ ନିମନ୍ତେ ତାଳନ ପ୍ରାପ୍ତ ଲୋକେ ଧନ୍ୟ କାରଣ ସ୍ବର୍ଗ ରାଜ୍ୟ ସେମାନଙ୍କର ସନ୍ନିକଟ Amen 🙏
@RKsingh-pb7jd
@RKsingh-pb7jd 2 года назад
🙏 Hallelujah 🙏 praise the lord 🙏 glory to God 🙏 thank you my lord Jesus Christ 🙏 thank you my holy spirit 🙏✨🕊️📖❤️✝️
@AjitKumar-cc1pc
@AjitKumar-cc1pc 2 года назад
Praise the lord sir
@jayajay8678
@jayajay8678 2 года назад
God bless you abundantly brother Jagan Ji and your team's family ministries always quiet voice bro stay blessed amen thank you Jesus 🙏👏
@mithunelmajhi5349
@mithunelmajhi5349 2 года назад
Praise the lord nice song
@sumitrakilaka67
@sumitrakilaka67 2 года назад
Prise the Lord brother very nice song 👍💖👌👏
@ashithpradhan8019
@ashithpradhan8019 2 года назад
Very nice sri
@anantavlogger
@anantavlogger 2 года назад
Praise the Lord sir, go ahead & may God Bless you
@snkarjeeofficial8882
@snkarjeeofficial8882 2 года назад
Praise the lord Hallelujah very nice describe song bro GOD bless you
@bharatnayakkuren6115
@bharatnayakkuren6115 2 года назад
ବହୁତ ବହୁତ ଭଲ ହେଇଛି।।।। ଆଶ୍ବାସନାର ଗୀତ ଖ୍ରୀଷ୍ଟିଆନ ଭାଇ ଓ ଭଉଣୀମାନଙ୍କ ଆତ୍ମିକ ଜୀବନରେ ଏକ ବିଶେଷ ଉପହାର ସ୍ବରୂପେ ଆଣିଛନ୍ତି। ।।। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ
@SantoshKumar-df6uq
@SantoshKumar-df6uq 2 года назад
Glory Glory Glory thank Jesus for this song
@anukasabar6402
@anukasabar6402 2 года назад
Beautiful song ❤️❤️ Praise the Lord
@alinarath4729
@alinarath4729 2 года назад
Beautiful song 😍👍 Praise the lord 🙏
@MantuKumar-music
@MantuKumar-music 2 года назад
Praise the lord beautiful song very nice lyrics and composition good voice
@prakashrath4962
@prakashrath4962 2 года назад
Glory be to GOD Hallelujah 🙏
@buduramsantaofficial5652
@buduramsantaofficial5652 2 года назад
Nice ଗୀତ sir heart touching praise the lord sir
@maansing4604
@maansing4604 2 года назад
Beautiful and heart touching song ,God bless you and your team, thank you
@prakashraaz7901
@prakashraaz7901 2 года назад
Blessed be the Name of the Lord Jesus Christ for this inspiring song. Glory to almighty God
@meghanathmahananda2933
@meghanathmahananda2933 2 года назад
Praise the Lord jisu song nice
@abelmajhi226
@abelmajhi226 2 года назад
Very beautiful song sir 🙏🙏🙏... Praise the lord 🙏🙏
@sarojjubli7501
@sarojjubli7501 2 года назад
Praise the lord
@harapriyamallick661
@harapriyamallick661 2 года назад
Bahuta sundara song suni ki bahuta bhala lagila thanks
@kklakraofficial7662
@kklakraofficial7662 Год назад
Praise the Lord brother Alleluia Amen. Very nice song 👌👌👌. Nice tune
@malayakumar1234
@malayakumar1234 2 года назад
Praise God
@sabatpradhan7411
@sabatpradhan7411 2 года назад
Praise the Lord This is so beautiful song sir...
@tarjandigal7457
@tarjandigal7457 2 года назад
Praise the Lord ସୁନ୍ଦର ରଚନା Himangnsu ଭାଇ ପ୍ରଭୁଙ୍କ ଗୌରବ ନିମନ୍ତେ ଆହୁରି ପ୍ରଭୁ ବ୍ୟବହାର କରନ୍ତୁ... 👍
@h.bachanofficial858
@h.bachanofficial858 2 года назад
Bahut sundara heichi ❤️ Jai masih ki ❤️
@JohnDarjee.
@JohnDarjee. 2 года назад
Blessed song 🎧
@sushantibagh8970
@sushantibagh8970 2 года назад
Praise the Lord 🙏 miningfull song
@debanandahantal9923
@debanandahantal9923 2 года назад
Praise the lord🙏🙏.. Very nc hurt touching song... Dear jagan Sir... God bless you❤❤
@Pr-D.K.Pradeep
@Pr-D.K.Pradeep 2 года назад
Super heart touching meaningful Song bro jagan Mohan, May God bless you abundantly
@Jayabnk
@Jayabnk 2 года назад
Beautiful 🥰 song God always with you 😍 i love this song ❤️🤞❤️
@roshanprinceofficial2170
@roshanprinceofficial2170 Год назад
Praise the lord sir halleluja halleluja ameen ❤️❤️❤️❤️🙏🙏🙏🙏🙏🙏🙏🙏🙏🙏🙏
@jeebanjena5322
@jeebanjena5322 2 года назад
So beautiful song, praise the Lord
@shramikpatamajhi8535
@shramikpatamajhi8535 2 года назад
Nice lyrics 👍👍👍👍 Glory to God 🙏🙏🙏🙏
@rabindrabagh8198
@rabindrabagh8198 2 года назад
hallelujah
@uttamblg
@uttamblg 2 года назад
ତାଡ଼ନାପଇବା ଲୋକେ ଧନ୍ୟକାରଣ ସରଗ ସେମାନଙ୍କର
@ratikantasingh4325
@ratikantasingh4325 Год назад
ପ୍ରଭୁ ଯୀଶୁଙ୍କ ପ୍ରେମ ମହାନ ଓ ଗଭୀର ❤❤❤
@jharanahial
@jharanahial Год назад
I love this song... Praise the lord
@DannyDavid4
@DannyDavid4 2 года назад
Praise The KING LORD JESUS 👑 Awesome Song Brother 💖🙏🕊️ God Bless You All 💖
@kumarisanta2991
@kumarisanta2991 Год назад
Please subscrib me #Nilendrasurya
@sabirhial6513
@sabirhial6513 2 года назад
Glory to God 🙏🙏
@simongomang.2623
@simongomang.2623 2 года назад
Really it's very attractive song for the believers.. PRAISE THE LORD...AMEN... Thanks br.jagamohan...
@premalatasagar9820
@premalatasagar9820 Год назад
PRAISE THE LORD SIR PRABHU AAPANANKU PRACHURA BHABARE AURI AURI AURI ANUGRAHA ASIRBADHA KORONTHU AMEN AMEN AMEN
@lukantmalik5110
@lukantmalik5110 2 года назад
Very nice Jagan bhai
@rajancreationofficial4194
@rajancreationofficial4194 2 года назад
Nyc song
@rabindrabagh8198
@rabindrabagh8198 2 года назад
Amen
@banabaspatra3865
@banabaspatra3865 2 года назад
Nice Song Prise the Lord
@manojcreationyoutubechanne6025
@manojcreationyoutubechanne6025 2 года назад
Praise the lord amen God bless you all ream
@gloriousofgodslt844
@gloriousofgodslt844 2 года назад
Praise the Lord 🙏🙂!!!!!!
@godlovesyou8184
@godlovesyou8184 2 года назад
Let's say praise the Lord, really it's absolutely true and wonderful song, and it's Encouragement to live a faithful Christian life, it's great in the Lord Jesus Christ your work for His kingdom,God bless you more, let's share the Good news of Gospel....of our Lord Jesus Christ, God bless you more again
@debarajpradhan3450
@debarajpradhan3450 2 года назад
Nice song amen
@jisayamajhi
@jisayamajhi Год назад
Jagon sir ଆପଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। !!!
@prafullanayak9579
@prafullanayak9579 2 года назад
Beautyfull song Praise The Lord
@ngmstarthetiger6568
@ngmstarthetiger6568 2 года назад
ବହୁତ୍ ବଢିଆ ହେଇଛି god bless you all team
@AmitPaul7217
@AmitPaul7217 2 года назад
Beautiful song
@narayanhantal1993
@narayanhantal1993 2 года назад
Super super songs
@ssb7678
@ssb7678 2 года назад
wow...very beautiful, heart touching and very very peaceful song,Praise the Lord 🙌👍
@andrewofficial2623
@andrewofficial2623 2 года назад
Praise the lord sir, Very very nice song, I Like this song
@nirajkumaryt4341
@nirajkumaryt4341 2 года назад
Mind blowing song
@manojkumarsarbhang2574
@manojkumarsarbhang2574 2 года назад
Glory to God, praise the lord bhai, nice song really heart touching ,God bless you and your family.
@kuvichristiansong
@kuvichristiansong 2 года назад
Very nice song 👌👌
@user-ki4dt1hq5v
@user-ki4dt1hq5v 9 месяцев назад
praise the Lord🙏
@jaganmohannagofficial6527
@jaganmohannagofficial6527 9 месяцев назад
Praise the lord
@suranjitajani768
@suranjitajani768 2 года назад
ବହୁତହୃଦୟ ସ୍ବର୍ଶୀ ହେଇଛି ଏହି ଗୀତ ଶୁଣି ମତେ ସାନ୍ତପାନ ପାଇଲି ଧନ୍ୟବାଦ sir 🙏❤🙏
@barnabapradhan6423
@barnabapradhan6423 2 года назад
ପ୍ରଭୁଙ୍କ ମହିମା ହେଉ ବହୁତ ସୁନ୍ଦର ସଙ୍ଗୀତ 🎺 ବାସ୍ତବରେ ଯେଉଁମାନେ ପ୍ରଭୁଙ୍କ ତାଡ଼ନା ପାଆନ୍ତି ସେମାନଙ୍କ ଓ ଆମ ସମସ୍ତଙ୍କ ନିମନ୍ତେ ଉତ୍ସାହ ଜନକ ସଙ୍ଗୀତ ❣️,,, Aaammeeennn 🙏🤝
@Yesbhaii
@Yesbhaii 2 года назад
Super song bro
@msmasiyaofficial1084
@msmasiyaofficial1084 2 года назад
ତାଡନା ପ୍ରାପ୍ତ ଲୋକେ ଧନ୍ୟ କାରଣ ସ୍ୱର୍ଗ ରାଜ୍ୟ ସେ ମାନଙ୍କର
@amannayak7075
@amannayak7075 2 года назад
Beautiful.Song God Bless You.prieas The lord
@silparanikuldip8958
@silparanikuldip8958 2 года назад
👌👌👌👌❤️❤️❤️❤️... God bless you sir
@sudanbaliarsingh1019
@sudanbaliarsingh1019 2 года назад
Super
@Nirantara8895
@Nirantara8895 2 года назад
Very nice song God bless you
@movietime4669
@movietime4669 2 года назад
Nice song God bless you brother
@phagurammurmu131
@phagurammurmu131 2 года назад
Praise the lord, i love Jesus Christ,!!!!??
@danielgandaofficial1665
@danielgandaofficial1665 2 года назад
Excellent mind blowing super song Jagan bhai na ❤️❤️❤️❤️❤️👌🏻👌🏻👌🏻👌🏻👌🏻👌🏻👌🏻👌🏻
@gladsonnayak6782
@gladsonnayak6782 2 года назад
Praise the lord ହୃଦୟସପର୍ଶୀ ଗୀତ
@sankar7790
@sankar7790 2 года назад
Soulful song God bless you
@Manojkumar-lr4cx
@Manojkumar-lr4cx 2 года назад
Mora priya PRABHU tama sabunku ashshrivad karantu
@justinsingh6272
@justinsingh6272 2 года назад
I love this song praise the lord bhai 🙏
@basantasirika3770
@basantasirika3770 2 года назад
Nice sir
@danielchhetriofficial6215
@danielchhetriofficial6215 2 года назад
Though I don't understand the language.. but the song n music directly touches heart 💓💓 so beautiful n soothing ❤️❤️❤️ congratulations brother Jagan n team 🎉🎉🎉🎉🎉
@kumamahanandia
@kumamahanandia 2 года назад
Praise the lord sir good song sir🙏🙏🙏
@spiritual_struggles
@spiritual_struggles 2 года назад
Very nice👏👏👏👌👌 heart❤ touching song bhai God bless you🙌🙌🙌
@merimeri2330
@merimeri2330 2 года назад
Beautiful song 😍
@GSAdabHikabadi
@GSAdabHikabadi 2 года назад
Praise the LORD brother it's really hearts touching & meaning full devotional song. Thank so much for this song May god BLESS YOU abundantly.
@mangogamanga9361
@mangogamanga9361 2 года назад
Praise the LORD sir snd karake
@debashishmallick4936
@debashishmallick4936 2 года назад
So verry nice song 💞💞💞
Далее
Какой звук фальшивый?
00:32
Просмотров 972 тыс.
Prank Orchestra
00:10
Просмотров 1,7 млн
A Samaya Tora
6:04
Просмотров 64 тыс.
Какой звук фальшивый?
00:32
Просмотров 972 тыс.