Тёмный
No video :(

ତାରପୁର ଅପେରା ଓଡ଼ିଶାର ପୁରୁଣା ଯାତ୍ରା ପାର୍ଟି କାହିଁକି ବନ୍ଦ ହେଲା / jatra anchor Krishna Kumar 

Jatra Anchor Krishna kumar
Подписаться 66 тыс.
Просмотров 338 тыс.
50% 1

ତାରପୁର ଅପେରା ଓଡ଼ିଶାର ପୁରୁଣା ଯାତ୍ରା ପାର୍ଟି କାହିଁକି ବନ୍ଦ ହେଲା
jatra anchor Krishna Kumar
jatra vlogs
odia jatra interview
#anchorkrishnakumar #konarkgananatya #odiajatra
ନମସ୍କାର ବନ୍ଧୁଗଣ ,
ଆପଣଙ୍କୁ ଆମ ଚାନେଲ କୁ ସ୍ୱାଗତ ।
ଆପଣଙ୍କ ଭଲ ପାଇବା ଏକାନ୍ତ କାମ୍ୟ , ଯଦି ଆମ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଚି ତେବେ ଚାନେଲ କୁ subscribe କରନ୍ତୁ ଓ ପାଖରେ ଥିବା Bell Icon କୁ ଦବାଇ ଦିଅନ୍ତୁ ।
ଆଗକୁ ଆପଣ ମାନେ ନୂଆ ନୂଆ ଯାତ୍ରା ଭିଡ଼ିଓ ଦେଖି ପାରିବେ
so please like, share and subscribe 🙏🙏
#odiajatra
#konarkgananatya
#anchorkrishnakumar
#newjatravlogs
#odiablogs

Опубликовано:

 

21 июл 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 268   
@sarthaktvflashback4919
@sarthaktvflashback4919 Год назад
ଯାତ୍ରା ର ଏନ୍ତୁଡ଼ିଶାଳ ଜଗତସିଂହପୁର ମାଟିର ଅନୁଷ୍ଠାନ ଏବଂ ଓଡ଼ିଶାରେ ଯାତ୍ରା ର ଜନ୍ମଦାତା ହଉଚି ତାରପୁର ଅପେରା....❤
@bibhutibhusanbehera9731
@bibhutibhusanbehera9731 Год назад
ତାରାପୁର ଓପେରା ର ସବୁ ବହିର ଟାଇଟଲ ନାଁ,ବହୁତ୍ ସୁନ୍ଦର ଥିଲା👌👌👌
@user-yu7ez8hj7m
@user-yu7ez8hj7m Год назад
ବାବୁ ଅତି ସୁନ୍ଦର ମଣିଷ🙏 ତାରପୁର ଅପେରା ରୁ ସବୁ କଳାକାର ତିଆରି ହେଇଛନ୍ତି ସେତେବେଳର ନାଟକ ଏବେ ନାହିଁ ଜ୍ରୀଷ୍ଣାବାବୁ ତ ବହୁତ ଭଲ ଜୟକଳା ଜୟକଳାକାର🙏
@sumitkumarnaik4628
@sumitkumarnaik4628 Год назад
ଜହ୍ନଲୋ ତୋ ବାହାଘର କେବେ fantastic nataka mo jibana ra prathama jatra nataka dekhithili
@-kalakaraduniya8615
@-kalakaraduniya8615 Год назад
ସ୍ବର୍ଗତ ମନୋରମା ମା ଙ୍କୁ ଓ ତାଙ୍କରି ପାରିବାର, ର ସମସ୍ତ ସଦସ୍ୟ ଙ୍କୁ ଆମରି କୋଟି ନମସ୍ୟ 🙏🙏
@meenaksheepanda1631
@meenaksheepanda1631 Год назад
Khub sundar lagila episode। ବହୁତ୍ ଭଲ କଥା ସବୁ ଜାଣି ହେଲା।
@kishorkumar2125
@kishorkumar2125 9 дней назад
TarapurApera OlD is Gold
@paramanandabhoi7587
@paramanandabhoi7587 Год назад
କଳାକାର ତିଆରି କାରଖାନା ଥିଲା ତାରପୂର୍ ଅପେରା ଯାତ୍ରା କୁ ବଞ୍ଚାଇ ରଖିଛନ୍ତି ଏମାନେ 🙏🙏🙏🙏
@kedarkumar7570
@kedarkumar7570 Год назад
Tarapur opera one of the best jatra party in odisha jatra industry oldest Jatra party in jatra industry king of jagatsinghpur dist
@pritikar5409
@pritikar5409 Год назад
ଆଜି ଲାଗିଲା ଯେ ଜଣେ ଯାତ୍ରା ଦଳର ମାଲିକ କେମିତି ।ତାରପୁର ଅପେରା ମାନେ ନାଁ ହିଁ ଯଥେଷ୍ଟ । ମୁଁ ଓଝା ପାର୍ଟି ବେଣିରାମପୁର ଅମଳରୁ ଯାତ୍ରା ଦେଖି ଆସୁଛି ଏବେ ବି ଦେଖୁଛି ।ଯାତ୍ରା ବିଷୟରେ ଆଲୋଚନା ସମାଲୋଚନା କରିବା ରେ ମୁଁ ନିଜକୁ କମ୍ ଭାବେ ନାହିଁ ।ଅନେକ ଯାତ୍ରା କଳାକାର ଓ ମାଲିକ ମ୍ୟାନେଜର ମୋର ଚିହ୍ନା । ଦାଶ ବାବୁ ଙ୍କ ସହିତ ମଧ୍ୟ ଦେଖା ହେଇଥିଲା । ଯଦି ଘରେ ରହୁଛନ୍ତି ନିହାତି ଦେଖା ହେବ । ମୁଁ ପ୍ରାୟ ଜଗତସିଂହପୁର ଅଞ୍ଚଳ କୁ ଯାଏ । ସତ୍ୟ ପ୍ରକାଶ କର, କେରା, ଚକ୍ରଧରପୁର ,ପଶ୍ଚିମ ସିଂହଭୂମି, ଝାଡ଼ଖଣ୍ଡ ।
@Gopi_Geeti
@Gopi_Geeti 9 месяцев назад
ସୁନ୍ଦର ସାକ୍ଷାତକାର। ଭଲ ଲାଗିଲା।
@Ramakanta447
@Ramakanta447 Год назад
ସବୁଠାରୁ ଏହି episode ଭଲ ଲାଗିଲା, sir ଙ୍କ କଥାଶୁଣି ଭଲଲାଗିଲା
@nishakarbarik1849
@nishakarbarik1849 Год назад
Like karo please
@dileswarmukhi1186
@dileswarmukhi1186 Год назад
ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ପୁଣି ଥରେ ତାରାପୁର ଅପେରା କୁ ଆଗକୁ ଆଣନ୍ତୁ, ମୋର ବିଶେଷ ଅନୁରୋଧ ମହାଶୟ, ଦୟାକରି ଓଡିଶା ର ଗୌରବ ଫେରେଇ ଆଣନ୍ତୁ ପ୍ଲିଜ଼ l 🙏🏽🙏🏽🥰🥰ଅନୁରୋଧ ରହିଲା.... Sir....
@sanjayabhoi247
@sanjayabhoi247 Год назад
ମାଲିକ ହେବ ତୋ ତାରାପୁର ଅପେରା ପାର୍ଟି ପରି ସତରେ ଭାଇ ଆପଣ ଙ୍କ କଥା ଶୁଣି ମୁଁ ଭାବୁଛି ଆପଣ ଙ୍କ ପରି ମାଲିକ ନାହିଁ 🎉🎉🎉🎉🎉🎉
@rameshchandradash4605
@rameshchandradash4605 Год назад
Really tarapur opera very old age party ,
@ajentertainment6798
@ajentertainment6798 Год назад
I m very happy for tarapur. Best hero debi ratha
@hkmishramishra851
@hkmishramishra851 Год назад
RAJ RANPUR RE PADITHILA RAJABATIRE O BOLAGARH 1992 RE SANJAY SIR, MAHENDRA SIR, RAVI SIR, PRATAP SIR, EXCELLENT🙏
@-kalakaraduniya8615
@-kalakaraduniya8615 Год назад
ବାଃ ,ବାବୁ ଆପଣ ଙ୍କୁ ମୋର ଶ୍ରଷ୍ଟlଙ୍ଗ ପ୍ରଣାମ 🙏🙏🙏 ଆପଣ ଙ୍କ ସ୍ୱାସ୍ଥ୍ୟ ଓ ଆପଣ ଙ୍କ ଜୀବନ ଚଲା ପଥ ଟି ସଦା ସର୍ବଦା ମଙ୍ଗଳ ମୟ ହେଉ 🙏
@diptimayeedash2194
@diptimayeedash2194 Год назад
ନାଲି ସଊଇଟର ନେପାଳୀ ଝିଅ ସବୁଠାରୁ ବେଷ୍ଟ୍
@sonukhansonukhan8387
@sonukhansonukhan8387 9 месяцев назад
Old. Is gold. Welcome. Tarpur. Dibakar. Babu. KOTI. KOTI. Pranam. First. Last
@saradadash9832
@saradadash9832 Год назад
Bhai bahut bahut dhanyabad kichhi puruna tathya jani khushi lagila
@yasobantanag2513
@yasobantanag2513 Год назад
ପାଉଁଶତଳର ନିଆଁ ରେ ପ୍ରତାପରାଉତ ଙ୍କ ଅଭିନୟ ବହୁତ ସୁନ୍ଦର ଥିଲା
@JatraAnchorKrishnakumar
@JatraAnchorKrishnakumar Год назад
Tq
@sarojgardia1856
@sarojgardia1856 Год назад
​@@JatraAnchorKrishnakumaree😮
@prasantgajendra-kp9rf
@prasantgajendra-kp9rf Год назад
​@@sarojgardia1856😊
@pramodkhatua5230
@pramodkhatua5230 5 месяцев назад
Jagath Singhpur party 🎉 iam proud.great party ..
@monajpradhan857
@monajpradhan857 Год назад
Jay Jagannath Krishna bhai namaskari tarpur Opera bahut Sundar party targotia nataka Swami devasur diyara Bara bahut Jabardast natak
@dillipdasdilu4101
@dillipdasdilu4101 Год назад
ସୁଦାମ ବତି ଅପେରା ର ମାଲିକ ଙ୍କ ସାକ୍ଷାତ କରନ୍ତୁ ଉତ୍ତର କୂଳ
@srikantaharichandan1464
@srikantaharichandan1464 Год назад
ଆପଣ ବହୁତ୍ ବିଶାଳ ହୁଦୟର ମଣିଷ।
@ramakantanayakmantu3971
@ramakantanayakmantu3971 4 месяца назад
Mana kalikata deha odisha natak mast bhai
@143Bikram
@143Bikram Год назад
ବାଟ ଛାଡ ଷଣ୍ଢ ଆସୁଛି ସୁପର ହିଟ୍ ନାଟକ
@chandsanjay3216
@chandsanjay3216 Год назад
Bhai jaa heu mu bi jani nathili sir nku Bhai tama nku thank you ❤
@raghunathchandan5840
@raghunathchandan5840 Год назад
ନିଶ୍ଚିତ ଭାଇ ମୁଁ ତାର ପୁର ଅପେରା ର ସମସ୍ତ ଅପଡେଟ ଜାଣିବା ପାଇଁ ବହୁତ ଚେଷ୍ଟା କରିଥିଲେ ଓ ଆଜି ପାଇଲି ବହୁତ ଖୁସୀ ଓ ତାରାପୁର ଅପେରାର ସବୁ ଏପିସୋଟ ସେତେବେଳେ dd ଓଡ଼ିଆରେ ପ୍ରସାର ହେଉଥିଲା ମୁ ପୋଚ୍ଚି ଦେଲି। ଅପା ସିନ୍ଦୁର ଧନ୍ୟବାଦ
@laxminarayanbhue3833
@laxminarayanbhue3833 9 месяцев назад
ତାରାପୁର ଅପରାରୁଆମେବହୁତଭାଲରେଜାନିଛୁ
@djchandankumar5950
@djchandankumar5950 Год назад
କ୍ରୀଷ୍ଣା ଭାଇ ଭିଡିଓ ଟି ପୁରା ହୃଦୟ କୁ ଛୁଇଁ ଗଲା ଏମିତି ଭିଡିଓ ସବୁବେଳେ ଆଣ ନ୍ତୁ ଧନ୍ୟବାଦ୍ ଭାଇ ୨୬ ରେ ଦେଖା ହେବ ଆମ ଭୁବନ ରେ ଜୟ ଜଗନ୍ନାଥ 🙏
@JatraAnchorKrishnakumar
@JatraAnchorKrishnakumar Год назад
jay Jagannath
@pintudas-yr8te
@pintudas-yr8te Год назад
ତାରପୁର ଅପେରା ମୋ ଗାଁ ଅନୁଷ୍ଠାନ ଥିଲା , "ତୋ ମୁଁହ ଆଉ ଚାହିଁବି ନାହିଁ" ଆଉ "ମୟାବିନୀ" ସବୁଠୁ ପ୍ରିୟ ନାଟକ।
@SmArTmUnA1
@SmArTmUnA1 Год назад
No baneswari
@purnachandraupadhyaya
@purnachandraupadhyaya Год назад
ବହୁତ ସୁନ୍ଦର ଲାଗିଲା
@bijayramsenapati
@bijayramsenapati 9 месяцев назад
କଳାର କିମ୍ବଦନ୍ତୀ ତାରପୁର ଅପେରା ପୁନର୍ଜୀବିତ ହେଉ ବୋଲି ଦର୍ଶକ ମାନଙ୍କର ଆଶା......
@mochashamohasa6398
@mochashamohasa6398 Год назад
Good bless you Jay jagannath sir
@dillippradhan4180
@dillippradhan4180 Год назад
You are great
@shantanyurout9445
@shantanyurout9445 Год назад
Bohut bhala lagila.Ama pila dinara katha mane padi jauchhi.
@bijayramsenapati
@bijayramsenapati 8 месяцев назад
"ଶତାବ୍ଦୀ ର ଯନ୍ତ୍ରଣା" ଦେଇଗଲା ଆମ ମାନଙ୍କୁ ଏପରି ଅନୁଷ୍ଠାନ ଭାଙ୍ଗି ଗଲା ପରେ.....
@jitendrabehera8706
@jitendrabehera8706 Год назад
ସତରେ ଆମେ ଜାଣିଛୁ ଏକ ଟଙ୍କା ତାରାପୁର ପାଟିର ଆଡଭାନସ୍, ମୁଁ କେତେଥର ବୁକ୍ କରିଥିଲି,ଆଉ ତାରାପୁର ମାଲିକ ଅତି ଭଦ୍ର ଲୋକ 🙏🙏
@dkumar4967
@dkumar4967 Год назад
ମୋର ଯାତ୍ରାପାର୍ଟି ପ୍ରଥମ ଚାକିରୀ ତାରପୁର ଅପେରା
@purnachandrapradhan9799
@purnachandrapradhan9799 Год назад
Ohh...So Fantastic...Blog.. Art & Culture...born From TarapurIpera......Thankyou Krishna Bro ..I, " am From Digapahandi....Ganjam
@lxboy2095
@lxboy2095 10 месяцев назад
ତାରାପୁର୍ ଅପେରା ଆମ ଗାଁ ରେ ଥରେ ହେଇଥିଲା ମୁଁ ଛୋଟ ବେଳେ ଦେଖିଛି
@nrushingasethi581
@nrushingasethi581 Год назад
Jay Jagannath 🙏🏻🙏🏻🙏🏻
@alekhameher2514
@alekhameher2514 Год назад
congratulations sir ❤❤❤❤❤❤❤❤
@user-sx1fe4uq3h
@user-sx1fe4uq3h 6 месяцев назад
ତାରପୁରୁ ଅପେରାର ପ୍ରଭାସ ଯଜ୍ଞ 👌
@vinayaknayak8421
@vinayaknayak8421 17 дней назад
Janhalo to bahaghar kebe mu bablu role Kiri thili amaa gaan drama re 22/23 basrh purbaru khalnayak TelangaBhai Bahut hi badhia suparhit natak
@sinanirekhasuperfast
@sinanirekhasuperfast 11 месяцев назад
ଓ ଏମ୍ ପି ଛକରେ ଝିଅଟି କିଏ.......ଏ ନାଟକ ଟି ଛୋଟ ଵେଳେ ବହୁତ ସୁଣିଛୁ
@dayaanddaya1920
@dayaanddaya1920 Год назад
ତାରାପୁର ଅପେରା ର ପ୍ରତ୍ୟେକ ନାଟକ ହିଟ.......ସେ ସମୟରେ ନିୟତୀ ,ଓ ତାରାପୁର ର ନାଟକ ଗୁଡିକ ଭଲ ଥିଲା !
@hkmishramishra851
@hkmishramishra851 Год назад
KRISHNA SIRNKU KOTIPRANAM🙏
@Maa_Hiraneela_Melody
@Maa_Hiraneela_Melody Год назад
Nice Video Krishna sir
@balarammallik8766
@balarammallik8766 Год назад
Wow super Bhai ❤❤❤
@kalkicreations9459
@kalkicreations9459 Год назад
ଏବେ ବି ମୁ ଖୋଜୁଛି ତରପୁରୁ ଅପେରା ର ଏକ ନାଟକ ସେଇ ଦିନୁ ଜାଗା ଦାସ ଗାଁ କୁ ଫେରିନି. ଗାଁ ର ନା ପ୍ରୀତିପୁର ଝିଅ ର ନା ରାଧା
@alekhachandramalika8155
@alekhachandramalika8155 4 месяца назад
ଈଶ୍ୱର ତାରାପୁର ଅପେରା କୁ ପୁନର୍ଜନ୍ମ ଦିଅନ୍ତୁ
@rakeshdehury4893
@rakeshdehury4893 Год назад
Love you bro from core of my heart
@pravatkumarsahoo1439
@pravatkumarsahoo1439 Год назад
My favorite party Tarapur opera .
@debesbabu9114
@debesbabu9114 Год назад
Very nice 👍
@jugalmishra9110
@jugalmishra9110 Год назад
ମୁ ପୋଛି ଦେଲି ମୋ ଅପା ସିନ୍ଦୁର, ମନ କଲିକତା ଦେହ ଓଡିଶା, ଓଁ. ମ୍. ପି ଛକ ରେ ଝିଅ ଟି କେଏ, ଏ ନାଟକ ମୁ ଦେଖିଚି, ବହୁତ ଭଲ ଲାଗଲା, ଏମେତି ନାଟକ ଲେଖା ହଉ
@suryakantasahoo8568
@suryakantasahoo8568 Год назад
Jay Jagannath
@ashisdalai2064
@ashisdalai2064 Год назад
Bhai aaji video bahut bahut bhala lagila
@chitrasenpradhan2224
@chitrasenpradhan2224 Год назад
Anchor ମହୋଦୟ ଭଲ anchorring ଭଲ କରୁଛନ୍ତି
@girivishvanath4823
@girivishvanath4823 Год назад
Number One jatraparty of Orissa. . Tara pur. . ❤❤❤ Uttarkul oppra. . kans Oppra
@jatraloversibun
@jatraloversibun Год назад
Jay Jagannath 🙏🙏🙏 Bahutu sundar video bahutu khushi lagila ajira vlogs 🥰🥰🥰🥰👍👍👍🙏🙏🙏 bhai
@ranjitmallik4388
@ranjitmallik4388 9 месяцев назад
❤❤❤sir ame pachim odissa adist samblpur attbira diki tilo vanga koto ri re jhia ta kie super hit suspen nataka
@vimleshwarsingh1621
@vimleshwarsingh1621 Месяц назад
ପୁରୁଣା ସମୟ ରେ ତାରାପୁର ଯାତ୍ରା ପାର୍ଟି ର ବହୁତ୍ ବଡ ଆର୍ତିଷ୍ଟ ଥିଲେ ଆରତ ବନ୍ଧୁ ରାଉତରାୟ , ତାଙ୍କ ନାଁ ରେ ଯାତ୍ରା ଚାଲୁ ଥିଲା।
@NarendrakumarPanda-uk2rp
@NarendrakumarPanda-uk2rp Год назад
ସର୍ପ ଯଜ୍ଞ ଓ ସମ୍ପୂର୍ଣ୍ଣ ମହାଭାରତ ନାଟକ ମୁ ଛୋଟ ବେଳେ ଦେଖିଛି। ତା ପରେ ଜେଲ୍ tiger ନାଟକ ଟି ବହୁତ୍ ବଢିଆ ହେଉଥିଲା।ଆଉ ଗୋଟିଏ ନାଟକ ଥିଲା ଡି ମିରି ଫୁଲ।
@SagarRanjanMohanty
@SagarRanjanMohanty Год назад
Really the owner is a beautiful personality.🙏
@bishnumajhi8233
@bishnumajhi8233 Год назад
Bahut sundar episode
@nareshmaharana2571
@nareshmaharana2571 4 месяца назад
ବାଟ ଛାଡ଼ ଷଣ୍ଡ ଆସୁଛି ରି ମେକ ସାର 🙏🙏🙏🙏🙏🙏🙏🙏🙏🙏🙏
@satyanandasahoo9212
@satyanandasahoo9212 Год назад
Krishna Bhai basiki kathha heithhile babunka sahita bhala lagithhanta❤....jane darsak hisabare kahideli😢
@sagarprasadbehura9797
@sagarprasadbehura9797 Год назад
Bahut bhala lagila, apanku chinhi o kathasuni ati sundar, jay jagannath
@lalabiswajitray3387
@lalabiswajitray3387 Год назад
Jay Jagannath Krishna God bless you Krishna
@naamprachar
@naamprachar Год назад
ଦମଦାର ଅପେରା ତାରପୁର ଅପେରା
@hkmishramishra851
@hkmishramishra851 Год назад
FAKUNI SIRNKU KOTIPRANAM🙏SON OF GREAT PARENTS🙏
@PrakashThanapati
@PrakashThanapati 10 месяцев назад
ଯାତ୍ରା ଜଗତର ଭୀଷ୍ମ ପିତାମହ ଦେବୀ ପ୍ରସାଦ ରଥ ଙ୍କ ସାକ୍ଷାତ କରା ନ୍ତୁ... please we are wating ... krishna sir🙏🙏🙏🙏🙏🙏
@JatraAnchorKrishnakumar
@JatraAnchorKrishnakumar 10 месяцев назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-0Do2iJRn5l0.htmlsi=d2WR9cqZB657e1uZ ଦେବୀ ରଥ ଙ୍କ ସାକ୍ଷାତ କାର୍ ru-vid.com/video/%D0%B2%D0%B8%D0%B4%D0%B5%D0%BE-cu4-kOTZmqk.htmlsi=s-kEY1yBZz2N497U part 2
@PrakashThanapati
@PrakashThanapati 10 месяцев назад
@@JatraAnchorKrishnakumar thank u
@odishadancemancha170
@odishadancemancha170 Год назад
Tarapur apera best of odisha jatra party
@dnmlsp2249
@dnmlsp2249 11 месяцев назад
Super apisod bhai....amiti Malika nku encourage karei ki partyi anntu
@yasobantanag2513
@yasobantanag2513 Год назад
ପାଉଁଶତଳର ନିଆଁ ମୁଁ ଆମ କଳାହାଣ୍ଡି ଜିଲ୍ଲା ର ଆମ ଗାଁ ନର୍ଲା ଠାରେ ଦେଖିଛି
@ganeswarganesh1286
@ganeswarganesh1286 Год назад
Video Bhala lagila bhai
@babulanayaknayak5275
@babulanayaknayak5275 Год назад
Jay jagannath bhai
@chaitanyabariki810
@chaitanyabariki810 Год назад
ସବୁ ସାର୍ଥକ ହୋଇଗଲା
@ASHOKKUMAR-bh2jg
@ASHOKKUMAR-bh2jg Год назад
True with fact....
@balabhadrasi3605
@balabhadrasi3605 Год назад
Tui hero Bhai Ank
@anupamsahoo7393
@anupamsahoo7393 4 месяца назад
Bhai tarapur opera ra ghara dekhantu
@purnachandra287
@purnachandra287 Год назад
KRISHNA BHAI WELCOME TO TARAPUR AMA GHAR PURAN ODAPADA 🎉🎉🎉🎉🎉
@sukantakumar2593
@sukantakumar2593 11 месяцев назад
Namaskar Bhai sari puruna katha manapaduche
@sambalpurimazadeklejanba
@sambalpurimazadeklejanba Год назад
ସଂସାର ଭିତରେ ଘର କରି ଥିଲେ ପଥର ପଡ଼ିଲେ ସହି l traffic jam / Sahani master ଙ୍କ ଭଗା ସିଲଟ ନାଟକ ବିଷୟ ରେ ଟିକେ interview nebe
@Gurubachan688
@Gurubachan688 Год назад
ଧନ୍ୟବାଦ
@rabisenapati7192
@rabisenapati7192 Год назад
Bhaut bhal lagila
@milankumarnaik4600
@milankumarnaik4600 Год назад
Sundargarh bahut ase mu dekhe... Abe tarapur ku mu bahut miss karuchhi
@srikantaharichandan1464
@srikantaharichandan1464 Год назад
ଓଡ଼ିଶା ଏଇ ମହାନ୍ ସଙ୍କୃତିକ ପୃଷ୍ଠପୋଷକ ମାନଙ୍କୁ ସବୁଦିନ ମନେ ରଖିବ। ଆମେ ଆପଣଙ୍କ ପାଖରେ ରୁଣୀ
@maheswarsahoo1163
@maheswarsahoo1163 Год назад
Jay.jagannath
@dilipnayak3411
@dilipnayak3411 10 месяцев назад
Really great Odia jatrapati. Nageshpur Tarapur and Benirampur. Really you are telling the truth. Now it is not possible to manage a so called APERA Party without black money.
@user-iy8bp9iq5w
@user-iy8bp9iq5w 5 месяцев назад
Tara pur apera au thare chalu Kara please
@rajeshrout2599
@rajeshrout2599 Год назад
Excellent💯👍
@prakashmantry9547
@prakashmantry9547 9 месяцев назад
Sir apnkanku 100 pranama❤❤❤❤
@sanjayadebta8681
@sanjayadebta8681 4 месяца назад
ପଶ୍ଚିମ ଓଡ଼ିଶାରେ ତାରାପୁର ଅପେରା ପାର୍ଟି ର ବହୁତ୍ ସୁନାମ ଥିଲା, ଲୋକେ ଆଦରରେ କହୁଥିଲେ -- ତାରାପୁର ଅପେରା ପାର୍ଟି, ଧର୍ ଗୁଡାଖୁ କର୍ମା କାଠି
@prasantbiswal3385
@prasantbiswal3385 Год назад
Tarpur au Baneswari a 2ta party ra nataka sabu super hit nataka.no1 party thila Tarpur
@satyabratalenka1855
@satyabratalenka1855 Год назад
Best wishes
@hkmishramishra851
@hkmishramishra851 Год назад
JATRA MAHABALA SANJAYA BHOLA SIR🙏
@abinashnayak4589
@abinashnayak4589 Год назад
Excellent, Unfortunate
Далее
Х..евый доктор 😂
00:15
Просмотров 260 тыс.
معركة من أجل العصيدة 👧ضد🪳
00:26
Х..евый доктор 😂
00:15
Просмотров 260 тыс.