#Geometry #Class9 #CongruenceOfTriangle #Chapter2 #Exercise2a #BasicConcept
Congruence of triangles. Two triangles are congruent if their corresponding sides are equal in length, and their corresponding angles are equal in measure.
ତ୍ରିଭୁଜ (English: Triangle) ହେଉଛି ଏକ ମୋଳିକ ଜ୍ୟାମିତିକ ଆକାର । ଏହାର ଏକ ବହୁଭୂଜ ଯାହାର ତିନୋଟି 'କୋଣ' ଓ ତିନୋଟି 'ବାହୁ' (ରେଖାଖଣ୍ଡ) ଥାଏ ।
ସର୍ବସମତା ର ନ୍ୟୁନତମ ସର୍ତ୍ତ :
1) ବା-ବା-ବା (ବାହୁ-ବାହୁ-ବାହୁ ସର୍ବସମତା)
2) ବା-କୋ-ବା ( ବାହୁ-କୋଣ-ବାହୁ ସର୍ବସମତା)
3) କୋ-ବା-କୋ ( କୋଣ-ବାହୁ-କୋଣ ସର୍ବସମତା)
4) ସ-କ-ବା (ସମକୋଣ-କର୍ଣ-ବାହୁ ସର୍ବସମତା)
22 сен 2024