Тёмный

ଥମୁନି ବିବାଦ, ପୁଣି ମୁହାଁମୁହିଁ ଜୟା-ଧନଖର ||Nirbhay Suchana 

Nirbhay Suchana
Подписаться 41 тыс.
Просмотров 466
50% 1

ଗତ ୨ ତାରିଖ ସମାଜବାଦୀ ପାର୍ଟିର ରାଜ୍ୟ ସଭା ସାଂସଦ ଜୟା ବଚ୍ଚନ ସଂସଦରେ ନିଜ ଅଭିଭାଷଣ ରଖିବା ସମୟରେ ସେ କହିଥିଲେ , ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି, ବାସ୍ ସାଂସଦଙ୍କ ଏତିକି କଥା ଶୁଣିବା ମାତ୍ରେ ରାଜ୍ୟ ସଭା ସଭାପତି ଜଗଦୀପ ଧନଖର ଠୋଠୋ ହୋଇ ହସିବା ଆରମ୍ଭ କରି ଦେଇଥିଲେ । ଆଉ ସେତେବେଳେଠୁ ଜୟା ବଚ୍ଚନ ଏବଂ ରାଜ୍ୟ ସଭା ସଭାପତିଙ୍କ ଏହି ଖବର ବିବାଦ ସୃଷ୍ଟି କରିଥିଲା । ଆଉ ସେହି ବିବାଦ ଏବେ ଥମିବାର ନାଁ ଧରୁନାହିଁ ||Nirbhay Suchana
#jayabachchan #JagdeepDhankhar
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
#Tarzama #Tarjama #NirbhayaSuchana #NirbhaySuchana #OdishaNews #Bhubanewswar #OdishaPolitics #Politics
Like, Share and must Comment.
Subscribe This Channel & Must Click The Bell Icon 🔔.
Thanks For Watching
Nirbhay Suchana
RU-vid Link: / nirbhaysuchana
Facebook Link: / nirbhaysuchanaofficial
Instagram :

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии    
Далее
News Fuse 11 SEPT 2024
22:04
Просмотров 10 тыс.
Что думаете?
00:54
Просмотров 642 тыс.
Introducing iPhone 16 | Apple
02:00
Просмотров 4,6 млн
Что думаете?
00:54
Просмотров 642 тыс.