Тёмный
No video :(

ଦରମା ଟଙ୍କାରେ କଣ କରୁଛନ୍ତି ରାଷ୍ଟ୍ରପତି ? କହୁ କହୁ କହିଦେଲେ। President Droupadi Murmu on positive thoughts 

Pratidin TV
Подписаться 1,2 млн
Просмотров 1,6 млн
50% 1

ଦରମା ଟଙ୍କାରେ କଣ କରୁଛନ୍ତି ରାଷ୍ଟ୍ରପତି ? କହୁ କହୁ କହିଦେଲେ। President Droupadi Murmu on positive thoughts
#pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our RU-vid Channel: / @pratidintvodisha
Subscribe To Our Hashtag Channel: / @hashtag6187

Опубликовано:

 

26 июл 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 539   
@sudhabcartoon
@sudhabcartoon Год назад
ରାଷ୍ଟ୍ରପତି ଙ୍କ କଥା ସୁଣି ମତେ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏🙏🙏
@user-cv5mv1wi5c
@user-cv5mv1wi5c Год назад
ଜଣେ ନିଚ୍ଛକ ମଣିଷ ର ସତ୍ୟ କାହାଣୀ କହିଲେ ଜଣେ ରାଷ୍ଟ୍ରପତି ତାଙ୍କ ଜୀବନ ର ମୂଲ୍ୟ ବୁଝିଛନ୍ତି ଆମେ ମାନେ ବୁଝିବା ଆବଶ୍ୟକ.... ସମସ୍ତେ ସାଧାରଣ ଜୀବନ ଅବଲମ୍ବନ କରିବା ଦରକାର.. ଏହା ଭାରତ ଦେବ ଭୂମି ରେ ସମ୍ଭବ 🚩🇮🇳🕉️🙏
@santosh34554
@santosh34554 Год назад
Organic life. Chemical free life.
@fakirmohansahoo2079
@fakirmohansahoo2079 Год назад
ଆପଣଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ମ୍ୟାଡାମ୍, ଆପଣଙ୍କ ପାଇଁ ସତରେ ଓଡ଼ିଶା ଗର୍ବିତ,ଜୟ ଜଗନ୍ନାଥ 🙏🙏🙏
@SAGAR_SOREN-
@SAGAR_SOREN- Год назад
Balo manipur re kn chali chhi😢
@maheshachary2745
@maheshachary2745 Год назад
ସେ କୁଶୀ ହେବେ
@JijikolSagoria
@JijikolSagoria 11 месяцев назад
@saraqueen0619
@saraqueen0619 Год назад
ଏ ହେଉଛନ୍ତି ସତରେ ଓଡ଼ିଆଣୀ 🙏, ସେ ଏତେ ବଡ଼ ପଦବୀ ବୋହିବା ସତ୍ୱେ ବି ମନରେ ଟିକେ ଗର୍ବ ନାହିଁ, ଆଉ ଓଡ଼ିଆ କହିବାରେ ଟିକେ ବି ତାଙ୍କୁ ଲଜ୍ଜିତ ମନେ ହେଉନାହିଁ, ଧନ୍ୟ ତୁମେ, ଏ ସମାଜ କୁ ଆପଣଙ୍କୁ ବହୁତ ଜ୍ଞାନ ଶିଖାଇବା ର ଅଛି 🙏🙏🙏🙏🙏🙏🙏
@busrakhatoon6479
@busrakhatoon6479 11 месяцев назад
000000⁰000000000000000000000000000000000000000000000000000000000000000000000000⁰00⁰0⁰000000000000000000000000000000000000000000000000000⁰⁰00000000000000000000000000000000000000000000000000000000⁰00000000000⁰000000000000000000⁰00000000⁰000000000000000000⁰0000⁰⁰00⁰0000000000000000000000000000000000000000000000000000000000000000000000000000000000000000000000000000000000000000000000000⁰0000000000000000000000
@mithunabhoi8732
@mithunabhoi8732 4 месяца назад
ବହୁତ ସୁନ୍ଦର କଥା ମାଁ 🕉🕉🕉 ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ଶ୍ରୀକୃଷ୍ଣ ହେ ମହାପ୍ରଭୁ ଜୟ ଶ୍ରୀ ରାମ ହେ ମହାପ୍ରଭୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@bismayakhilar3526
@bismayakhilar3526 Год назад
ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ, ଆମ ରାଷ୍ଟ୍ର ମୁଖ୍ୟ ବହୁତ ସୁନ୍ଦର କଥା କହିଲେ।
@sukultudu137
@sukultudu137 Год назад
ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା ମୁସଲମାନ କେଉଠୁ ଜନ୍ମ ହେଲେ ବିଆରୁ❤❤❤
@santosh34554
@santosh34554 Год назад
Sobutharu dourbhagya bhasa odia
@jagatjeevan2049
@jagatjeevan2049 Год назад
​@@sukultudu137I know you are just a crypto Christian. And rice bag convert
@AjayKumar-rr2mv
@AjayKumar-rr2mv Год назад
ମହାମହିମ ଯାହା ନୀତିବାଣୀ ହିତାଉପଦେଶ ଦେଲେ ପ୍ରଶଂସା ଯୋଗ୍ୟ ହେଲେ ଯେଉଁଠି ରାଷ୍ଟ୍ରପତି ଙ୍କ ପ୍ରମୁଖ ଭୂମିକା ନେଲେ ଗୋଟେ ରାଜ୍ୟ ରେ ଶାନ୍ତି ଫେରିବ, ଅନେକ ସଂସାର ଉଜୁଡିବାରୁ ବଞ୍ଚିଯିବି ଅନେକ ନାରୀଙ୍କୁ ଇଜ଼ତ ବଂଚିବ ସେଠି କିଛି କରନ୍ତୁ, ଦଳୀୟ ସ୍ୱାର୍ଥ କୁ ଉପରକୁ ଉଠି କିଛି କରନ୍ତୁ ଯାହାକୁ ନେଇ ଆମେ ଗର୍ବ ଅନୁଭବ କରିବୁ
@aratipradhan3724
@aratipradhan3724 Год назад
😊
@sarojmahanty6319
@sarojmahanty6319 Год назад
Yes
@pitamberhembram7909
@pitamberhembram7909 Год назад
Kichi koribeni,se amo ga matiro ame janichu....
@snschemistry9028
@snschemistry9028 Год назад
U r absolutely right 👍
@swayamsiddhakhuntia6454
@swayamsiddhakhuntia6454 Год назад
Thank you my dear droupadi didi😅😅😅
@gaganbeharibehera7121
@gaganbeharibehera7121 Год назад
ମହାମହିମ ରାଷ୍ଟ୍ରପତି କଟକ ଆସି ଓଡ଼ିଶାର ଜନସାଧାରଣଙ୍କ ମନମୋହିନେଲେ ମହୋଦୟାଙ୍କୁ ମୋର ବିନମ୍ର ଅନୁରୋଧ ମଣିପୁରକୁ ରକ୍ଷା କରନ୍ତୁ
@happylucky4839
@happylucky4839 Год назад
Ebe pm ra kama se na parile president
@GD1234jjk
@GD1234jjk Год назад
😮PM achi Bhai pm ନ ପାରିଲେ president ବୁଝିବ
@manasranjanpublictv8136
@manasranjanpublictv8136 Год назад
1:17
@tapanrath9165
@tapanrath9165 Год назад
ବହୁତ ସୁନ୍ଦର କଥା। କିନ୍ତୁ ଆପଣ ରାଷ୍ଟ୍ରପତି ଭାବରେ ମଣିପୁର ପାଇଁ କଣ କରୁଛନ୍ତି? ମୋଦୀ ସରକାରର ଅପାରଗତା ପାଇଁ ଆପଣ କାହିଁକି ଚୁପ୍ ରହିଛନ୍ତି? ନାରୀ ମାନଙ୍କ ନିର୍ଯାତନା ପାଇଁ ଆପଣ କାହିଁକି ଚୁପ୍ ବସିଛନ୍ତି? ଧାର୍ମିକ ପ୍ରବଚନ ଆପଣଙ୍କ କାମ ନୁହେଁ। ପ୍ରଥମେ ରାଷ୍ଟ୍ର ପ୍ରତି ଆପଣଙ୍କ ଦାୟୀତ୍ଵ ନିଭାନ୍ତୁ। ଏହା ଆପଣଙ୍କ ଠାରୁ ଆଶା କରା ଯାଏ।
@neverevergiveup674
@neverevergiveup674 Год назад
I am A Odia & I proud to be an Odian For Our President Srimati Droupadi Murmu Mam ❤️❤️❤️❤️🇮🇳🇮🇳🙏🙏🙏
@JRD569
@JRD569 Год назад
Acha
@bishnuprasadpanigrahi4238
@bishnuprasadpanigrahi4238 Год назад
ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଅସାଧାରଣ ଆଧ୍ୟାତ୍ମିକ ମହାତ୍ମ୍ୟ ରହିଛି 🙏!...
@saivlog8760
@saivlog8760 Год назад
ମହାମହିମି ରାଷ୍ଟ୍ରପତି ଙ୍କୁ ମୋର ହୃଦୟ ରୁ ❤କୋଟି ପ୍ରଣାମ 😢
@hemantakumar9510
@hemantakumar9510 Год назад
ବହୁତ ଭଲ ନୀତିବାଣୀ ମହାମହିମଙ୍କର. ମାତ୍ର ଓଡିଶାକୁ ନବୀନ ଓ ପାଣ୍ଡିଆନ ଠାରୁ ଦୁରେଇ ରଖନ୍ତୁ
@soumyaranjanmohapatra1829
@soumyaranjanmohapatra1829 Год назад
Naveen tanka bhai
@tapankumardas8427
@tapankumardas8427 Год назад
ଆଉ ଭାରତରେ ଯାହା ହେଉଛି। ତାକୁ ଇଜ୍ଜତ ଏବଂ ନ୍ୟାୟ ଧର୍ମ ଭାବରେ ସହିଯାଅ। ନାରୀଙ୍କୁ ଲଙ୍ଗଳା କରି ବୁଳଲାଇବା ଏବଂ ବିହାର ପ୍ରଦେଶରେ ସାଧାରଣ ଜନତାଙ୍କୁ ଗୁଳି କରି ପୋଲିସ୍ ହତ୍ଯା କରିବା ଏବଂ କୃଷକମାନଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିବା। ଏସବୁ ସମ୍ବିଧାନର ନିୟମ ବା ଆଇନ୍ କାନୁନ ଅଟେ। ବାଃ ରେ ମୋଦି ଭକ୍ତ ତୋର ଦେଶ ପ୍ରେମ!!!!!
@soumyaranjanmohapatra1829
@soumyaranjanmohapatra1829 Год назад
@@tapankumardas8427 haha right bro
@rohitabisoyi1703
@rohitabisoyi1703 4 месяца назад
A mane kana sikhichanti bhai khali apana Mane khusita🙏Jay jagannath
@prabhatabehera9315
@prabhatabehera9315 Год назад
ଦ୍ରୌପଦୀ ମୁର୍ମୁ ମାମ ଙ୍କୁ ମୋର କୋଟି କୋଟି ପ୍ରଣାମ,ଓଡ଼ିଶାର ସବୁ ଜିଲ୍ଲା କୁ ଆସି ବୁଲିକି ଯାଆନ୍ତୁ ଆଉ ଓଡ଼ିଶା ର ଗରିବ ଲୋକଙ୍କ ଦୁଃଖକୁ ଦୂର କରନ୍ତୁ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ,ଜୟ ବଜରଙ୍ଗ ବାଲି ଜୟ
@user-fh5jm3by3h
@user-fh5jm3by3h 4 месяца назад
ଶତ ପ୍ରତିଶତ ସଠିକ କଥା କାହିଛନ୍ତି ଆଜିର ବୃଦ୍ଧ ବାପା ମାଆଙ୍କ ସ୍ଥାନ ବୃଦ୍ଧାଶ୍ରମ
@SD-wo3pm
@SD-wo3pm Год назад
ଆମ ରାଷ୍ଟ୍ରପତି ଆମ ସ୍ବାଭିମାନ 🙏
@damargond4102
@damargond4102 3 месяца назад
ରାଷ୍ଟ୍ରପତି ଙ୍କ କଥା ସୁଣି ମତେ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
@duryodhanmahanand6581
@duryodhanmahanand6581 Год назад
Very nice spiritual speech from our president .
@kabitasahoo8385
@kabitasahoo8385 Год назад
🙏👍❤️ excellent speech, Mrs Murmu. I love you. God bless you and keep you healthy 🙏.
@jashodamahananda
@jashodamahananda Год назад
ମା ଆପଣଙ୍କୁ ପ୍ରଣିପାତ ଧନ୍ୟହୋଇଗଲୁ ଆମେ ଓଡିଆ ଲୋକ ବନ୍ଦେ ମାତରଂ
@chinmayjena3788
@chinmayjena3788 Год назад
ସତରେ ମା ଆପଣ ମହାନ. ଆପଣଙ୍କ କଥାରେ ମିଠା ପଣ ଦେଖି ନିଜକୁ ଗର୍ବ ଲାଗୁଚି ଯେ ଆମେ ଓଡ଼ିଆ 🙏🙏🙏❤❤❤
@chitaranjansahu1199
@chitaranjansahu1199 Год назад
ରାଷ୍ଟ୍ରପତି ମଧ୍ୟରୁ ଜଣେ ଥିଲେ a.p.j Abdul Kalam ଏବଂ ଏବେ droupati murmu ଯିଏକି ଅତି ସରଳ ଓ ନିରାଡାମ୍ବର ଜୀବନ ଯାପନ କରୁଛନ୍ତି ମନରେ ଟିକେବି ଗର୍ବ କି ଅହଙ୍କାର ନାହିଁ
@ashirbadmohanty3250
@ashirbadmohanty3250 Год назад
No comparison with Dr. A.P.J ABDUL KALAM.❤❤❤
@prasannaparhi2875
@prasannaparhi2875 Год назад
ସୁନ୍ଦର ଭାଷଣ
@gagankumargiri7293
@gagankumargiri7293 Год назад
Down to earth our beloved president ❤️❤️❤️
@nabinchandramajhi2703
@nabinchandramajhi2703 Год назад
I am So Proud of Our President of INDIA, and really salut you Ma'am. As well as your proverbs are so Deep, Meaningfull and Tangible, Peace be upon you.... 🙏🙏
@durbasasahu6481
@durbasasahu6481 Год назад
ବଡ ଲୋକଙ୍କ ବାଣୀ ରେ କିଛି unique ଜିଣିଷ ହିଁ ରହିଥାଏ , ତାହା ଜଣେ layman ବୁଝିବା ନିଶ୍ଚିତ କଷ୍ଟକର । ପ୍ରକୃତ ରେ ଆମ ଦେଶର ରାଷ୍ଟ୍ରପତି ଆଜି ତାହାର ଏକ extremely example. ,🙏
@rajendrapradhan2604
@rajendrapradhan2604 Год назад
Odisha re କିଛି କମ୍ପନି କରନ୍ତୁ ଓଡିଶା ଭଲ ରେ ଆଗୋକୁ ଜିବୋ ଏବେ ଟାଇମ୍ ଅଛି ଆପଣଙ୍କୁ ଅନୁରୋଧ କରୁଛି ଜୟ ଜଗନ୍ନାଥ
@purnachandrabehera8602
@purnachandrabehera8602 Год назад
Bande Utkal janani 🇮🇳🇮🇳🇮🇳🇮🇳 Mam salute you to indian 1st women to Odisha president(Jay Jaganatha)
@madhumitamaity3798
@madhumitamaity3798 Год назад
I pay my deep debt of gratitude to our honourable president Draupadi ma'am. She is from our district. And we are extremely proud for her.
@aratipradhan3724
@aratipradhan3724 Год назад
🎉😊😊😊😊😊😊😊😊😊😊😊😊😊😊😊
@santosh34554
@santosh34554 Год назад
From your district so you are proud. Otherwise not proud
@bholeswarbehera5194
@bholeswarbehera5194 Год назад
I really love this special speech mam ... And really proud to you for honorable president belong to our odisha...
@animeshpatra9669
@animeshpatra9669 Год назад
100% true.we have to accept it with no doubt.
@roshnisahoo778
@roshnisahoo778 Год назад
Om shanti ❤
@ranjankumargiri9618
@ranjankumargiri9618 Год назад
ଖାଲି ଭାଷଣ ମାରିଲେ ହବନି କରି ଦେଖାଇବାକୁ ହେବ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଭାରତର କେତେ ଗରିବ ଲୋକ ନିଶା ଖାଇ ଗୁଟକା ଖାଇ ରୋଗା କ୍ରାନ୍ତ ହେଉଛନ୍ତି ଆଉ ମରୁଛନ୍ତି ବରଂ ଜେଲରେ ସେମାନେ ଭଲରେ ଅଛନ୍ତି
@dipuradipali7348
@dipuradipali7348 Год назад
ଆପଣଙ୍କୁ ହୃଦୟରୁ ଧନ୍ୟବାଦ ମାଡାମ 🙏🏼🙏🏼🙏🏼
@pramodbisoyi3332
@pramodbisoyi3332 Год назад
ଏ ଓଡିଶା କୁ ନବୀନା ଓ ପାଣ୍ଡିଆନ ଠାରୁ ବଞ୍ଚାନ୍ତୁ.....
@ashishashishmalik7475
@ashishashishmalik7475 Год назад
Right bro🤜
@ramakrishnasmart4479
@ramakrishnasmart4479 Год назад
Great speech mam ji I m very inspiring of your valuable words it's touching to herat 🎉🎉🎉
@rajudasbaburaju24
@rajudasbaburaju24 Год назад
Very down to earth 🙏 God always with you madam
@user-cw9gp5ty9f
@user-cw9gp5ty9f Год назад
The speech delivered by our President D.Murmu bears Practical philosophy of life.Really the life is like an onion.Her speech is only an outcome of her self introspection .
@RankanathaBadajena-wq8uv
@RankanathaBadajena-wq8uv 2 месяца назад
ଆମ ଓଡ଼ିଶା ର ପ୍ରକୃତ ରେ ମା ଦୌପ୍ରଦି ମୁର୍ମୁ ଆମ ଭାରତ ର ରାଷ୍ଟ୍ରପତି।ଆମ ର ଗର୍ବ ଆଉ ଗୌରବ।ଜୟ ହିନ୍ଦୀ।
@Roseshrt_024
@Roseshrt_024 Год назад
Bahut sundar tako ❤️ &kathabarta🙏🙏🙏
@srinathmishra649
@srinathmishra649 Год назад
My salute to this great personality.
@akshyakumarmishra2703
@akshyakumarmishra2703 Год назад
ଯୟ ଓଡିଶା ଜୟ ଉକକ୍ତଳଜନି
@rojalinibehera016
@rojalinibehera016 Год назад
I love your sppech Draupadi mam,your sppech ar ❤tauching,apanka vavana jaha samastanka vabana seya huanta hele odisare kebe bi garib ruhanteni ,I pray lord of Jagannath apanku sabubele valare rakhantu.n Anya Mane apanka sppech ru kichhi sikhantu.
@bhagabanpradhan7500
@bhagabanpradhan7500 Год назад
ଦେଶର ମହାମହିମ ରାଷ୍ଟ୍ରପତିଙ୍କ ହୃଦୟସ୍ପର୍ଶୀ ଉପଦେଶ ଭାଷଣ ଜୟ ଜଗନ୍ନାଥ
@ranjanaditya8945
@ranjanaditya8945 Год назад
Great personality .... Great philosophy....
@saurabhastravelvlog8088
@saurabhastravelvlog8088 Год назад
We all are proud for our president 🙏
@jyotirajrout3009
@jyotirajrout3009 Год назад
Bahut sundar
@fakirabhuyan8538
@fakirabhuyan8538 Год назад
Great madam🎉🎉 yoar speech thanks 👍 for sopprt all Right this
@manaskhatua5965
@manaskhatua5965 11 месяцев назад
She is an inspiration for people of Odisha as well as India in teaching many lessons of life.
@adhirasethy9295
@adhirasethy9295 Год назад
🙏🎉ମା ଜୟ ଜଗନ୍ନାଥ
@dipudeepakcreation
@dipudeepakcreation Год назад
Our country Lady Fighter Mahamahim Draupadi Murmu is great... Salute... always Respect.
@shubhasmitagadapalla5357
@shubhasmitagadapalla5357 Год назад
❤❤❤ ବହୁତ୍ ସୁନ୍ଦର୍
@SAROJKRISHNASHADANGI
@SAROJKRISHNASHADANGI Год назад
Bahut sundar bhasana
@rameshmalikeducationacadem9697
ପରିବାରର ସଂସ୍କାର ଆଉ ସୁଶିକ୍ଷା ଦିକ୍ଷାର ପ୍ରଭାଵ ପାଇଁ ଆପଣ ଅଜି ଏତେବଡ ପଦବୀର ଅଧିକାରୀଣି ହୋଇପାରିଛନ୍ତି . ଆପଣଙ୍କ ବାର୍ତ୍ତା କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ହେବ . ଜୟ ହିନ୍ଦ୍ 🙏🙏🙏🙏🙏
@brajakishormajhi2324
@brajakishormajhi2324 Год назад
Aap ki choronome koti koti pranam 🙏🙏🙏🙏
@a15laxmipingua43
@a15laxmipingua43 Год назад
ଆମ ରାଷ୍ଟ୍ରପତି ଙ୍କ ପ୍ରବଚନ ସୁଣିକି ବହୁତ ଖୁସି ଲାଗିଲା ଆଉ ଗୋଟିଏ କଥା ତାଙ୍କର ଗର୍ଭ ଅହଙ୍କାର ନାହିଁ ସବୁବେଳେ ଖୋଲା ମନ
@bidyutprabhamahanta4686
@bidyutprabhamahanta4686 Год назад
ରାଷ୍ଟ୍ରପତି ମୋହଦୟ ଆପଣାଙ୍କ କଥା ଚିରସ୍ମରଣିୟ ହୋଇ ରହିବ 🙏🙏🙏🙏🙏
@mrarun4559
@mrarun4559 Год назад
Khub sundor 👍
@sabitakhila6588
@sabitakhila6588 Год назад
Omm ଶାନ୍ତି 🙏🏼🙏🏼
@Jena__vlogs__1__7879
@Jena__vlogs__1__7879 Год назад
Madam namaskar 🙏🙏🙏🙏apana thiki katha kahichhanti jay jagannath maa nku sabubele bhala re rakhithantu🙏🙏🙏🙏💐💐💐💐💐💐💐
@sitendas5609
@sitendas5609 Год назад
I am A ଓଡ଼ିଆ I Proud ଏନ୍ ଓଡ଼ିଆ President SMT DROUPADI MURMU Mam,God bless You Always thank You, ଜୟ Jagannath
@143Susanta
@143Susanta Год назад
ହେ ମହା ମହିମ ଏତିକି ଅନୁରୋଧ କରୁଛି ଆପଣଙ୍କର ସାସନ ମଣିପୁର ରେ ଆରମ୍ଭ କରନ୍ତୁ ଆମର ଭାରତୀୟ ଙ୍କୁ ଉଦ୍ଧାର କରନ୍ତୁ
@rakhipurnima707
@rakhipurnima707 Год назад
Hebo re Bhai chinta karani ... Mouna au dharjya re jou Asimo Shakti achhi Taha samaya kahibo ... Biswas Kara ... Prabhunku kebala prarthana karo ... He Ishwar He parampita parameshwar he prabhu Krupa karo karuna karo ... Manipur re Shanti feriasu ... Etiki hi prarthana Jay Jagannath 🙏🙏🙏
@hatiathakura5897
@hatiathakura5897 Год назад
Dhanyabad madam
@k-adicomedy8266
@k-adicomedy8266 Год назад
Bahut sundar nitibani... Ete bada postre thai bi manare tkie hele bi garba nahi❤❤❤❤❤❤
@hkmishramishra851
@hkmishramishra851 Год назад
Draupadi Maa Kotipranam🙏
@PrabhatRanjanSatapathy7229
@PrabhatRanjanSatapathy7229 Год назад
ଶୁ ପ୍ରଭାତ, ମାନନୀୟ ସନ୍ମାନିୟ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ ଏବଂ ଉପସ୍ଥିତ୍ତ ସମସ୍ତ ସଂମାନୀୟ ତଥା ଶ୍ରଧ୍ୟୟ ଉପସ୍ଥିତ ମଣ୍ଡଳୀ...
@dhabaleswarsamal8002
@dhabaleswarsamal8002 Год назад
Nice Advice 🙏🙏🙏
@lifeislovebele...4934
@lifeislovebele...4934 Год назад
Koti koti pranam maha mahim ..mam apananka bhali kehi hebeni ...tamaku aneka Dhanya bad
@gobardhanswain1985
@gobardhanswain1985 Год назад
ଅତି ସୁନ୍ଦର ଲାଗିଲା ମୋଅ ତରଫରୁ କୋଟ୍ଟି କୋଟ୍ଟି 🙏 🙏 🙏 💐 🥰 🥰 ଜୟଜଗନ୍ନାଥ
@bhagabanpradhan7500
@bhagabanpradhan7500 Год назад
Heart touching Speech Jay maa Tareni
@dilseindian1077
@dilseindian1077 Год назад
The speech is so connecting so captivating indeed 👌❤️👌
@sibaprasadpatra4402
@sibaprasadpatra4402 Год назад
Madam, THE GREAT, THE GREAT, THE GREAT. 🙏🙏🙏.
@sukultudu137
@sukultudu137 Год назад
ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା ମୁସଲମାନ କେଉଠୁ ଜନ୍ମ ହେଲେ ବିଆରୁ❤❤❤❤
@raaz6283
@raaz6283 Год назад
ବୁଝି ପାରିଲି ନାହିଁ
@sukultudu137
@sukultudu137 Год назад
@@raaz6283 bible ପଢ ସତ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ
@gopalchnayaknayak7376
@gopalchnayaknayak7376 Год назад
Butla tike adhika pakeideicha bhi
@raaz6283
@raaz6283 Год назад
@@sukultudu137 tame କ୍ରିଷ୍ଟଇଆନ କି?
@sukultudu137
@sukultudu137 Год назад
@@raaz6283 yes
@bhabatoshpatra4689
@bhabatoshpatra4689 Год назад
ଇତିହାସ ରେ ଲେଖାହେବ ମଣିପୁର ରେ ଆଦିବାସୀ ମହିଳା ଙ୍କୁ। ଲଙ୍ଗଳା ବୁଲା ଯାଉଥିବା ବେଳେ ଜଣେ ମହିଳା ରାଷ୍ଟ୍ରପତି ପୁଣି ନିଜେ ଜଣେ ଆଦିବାସୀ ହୋଇ ଚୁପ୍ ରହିଥିଲେ
@aurobindadeepakmohapatra7911
Sethipaien dui jati bujhile heba
@surajprakashnayak479
@surajprakashnayak479 Год назад
Kashmir Bengal Kalahandi ra mamata meher ku rape Kari Mari dela au gobinda sahu ku jail re Mari dela sei bisayre kahile bi bhala heba
@surajprakashnayak479
@surajprakashnayak479 Год назад
How can u called adivasi Ate discriminate kn j
@hariomm2301
@hariomm2301 Год назад
Christians nku adivasi kahucha. 30 barsha itihasha padha
@AjayKumar-rr2mv
@AjayKumar-rr2mv Год назад
ଏକଦମ ସତ କଥା
@riteshlenka3785
@riteshlenka3785 Год назад
A bhali katha sunibaku bahut bhalalage, Jay Jagannath Mam.
@ranjansahoo5563
@ranjansahoo5563 Год назад
I love you ଦ୍ରୋପଦୀ ମା ଓଡିଶା ପାଇଁ ଆପଣ ପେରଣା 🙏🙏🙏🙏
@dubrajhembrem5943
@dubrajhembrem5943 Год назад
Honorable president her thinking is great.❤❤❤
@chinmaynaik3505
@chinmaynaik3505 Год назад
Very nice spiritual sppech from our president 🙏🙏🙏
@lipunsahu2127
@lipunsahu2127 Год назад
Maha mahima nku mara koti koti praname 🙏🙏🙏
@ChandanP503
@ChandanP503 Год назад
Mam pls look manipur matter its urgent for nation
@brjcreatives3770
@brjcreatives3770 Год назад
❤❤❤❤❤🙏🙏🙏🙏🙏🙏🙏🙏 ବହୁତ ସୁନ୍ଦର ସନ୍ଦେଶ
@madhuofficial8201
@madhuofficial8201 Год назад
ବୟସ ଥିଲା ବେଳେ ବଡ ବଡ............
@sarojsahu539
@sarojsahu539 Год назад
Jai Mata Di..Pranama Madam Ji
@sanumahunta8883
@sanumahunta8883 Год назад
Jay jagannath swami nayan patha gami vaba tume🙏🙏🙏🙏🙏
@ramakrushnadas5453
@ramakrushnadas5453 Год назад
Undoubtedly this speech is Hart touching. Koti koti pranam Ma'am 🙏🙏🙏🙏
@geetanjaliacharya6079
@geetanjaliacharya6079 Год назад
Jay hind ma'am 🙏🏻 🇮🇳 God bless you to your family ma'am 🙏🏻
@kanhubehera4592
@kanhubehera4592 Год назад
Jai jagannath 🙏♥️♥️♥️♥️
@arjun_style_boy
@arjun_style_boy Год назад
Manishara hurdaya katha jea kahi paranti tanku hi great kuha jaye ❤❤❤❤❤ love you so much
@ChhabilaMunda
@ChhabilaMunda Год назад
ଆପଣଙ୍କ କଥା ପୂରା 100% ସତ ମେଡମ୍ ଜୟ ଜଗନ୍ନାଥ 🙏 ଆପଣ ସଦା ସର୍ବଦା ଭଲରେ ରହି ଥାନ୍ତୁ 🙏 ଏହା ପ୍ରଭୁଙ୍କ ପାଖରେ କାମନା
@subaschandrabehara8967
@subaschandrabehara8967 Год назад
Great mama 🙏🙏🙏 Jay Jagannath 🙏🙏🙏
@jagabandhugiri6980
@jagabandhugiri6980 Год назад
Jay Hind vande Mataram Bharat Mata ki Jay Bharat 🇮🇳🇮🇳🇮🇳🇮🇳🇮🇳🇮🇳🇮🇳👍👍💓
@user-tr3bj5km4p
@user-tr3bj5km4p 4 месяца назад
Honourable president Mam first convey my heartiest prannam to you. Actually you are so right. Your advice is also very most important for our upcoming futures. Your every speech is also very real and good our listening every odiya members. Thank you so much. much ..
@shubhasmitagadapalla5357
@shubhasmitagadapalla5357 Год назад
ମାଆ ସାରା ଦେଶକୁ ନିଶାରୁ ମୁକ୍ତି ପାଇବାକୁ କଣ ପଦକ୍ଷେପ ଗ୍ରହଣ କରିବେ।
@harapriyapratihari9916
@harapriyapratihari9916 Год назад
ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା, ବହୁତ କଷ୍ଟ କରି ଆପଣ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି ଆପଣ ଙ୍କୁ ନେଇ ଆମେ ଗର୍ବିତ କିନ୍ତୁ ଦୁଃଖର ବିଷୟ ଆପଣ ଜଣେ ମହିଳା ଆଜି ମଣିପୁର ର ଯାହା ଅବସ୍ଥା!! ସେ ସ୍ଥାନ କୁ ଆପଣ ଯାଇଥିଲେ ମୁଁ ଭାବୁଛି ଅଧିକ ଆବଶ୍ୟକ ଥିଲା ଥିରେ ଭାବି ଦେଖନ୍ତୁ ତ??? ଦେଶର ଯାହା ଅବସ୍ଥା ତାହା ଚିନ୍ତା ର ବିଷୟ।
@hkmishramishra851
@hkmishramishra851 Год назад
SHE IS AN INSPIRATION FOR ALL🙏
@Sumant594
@Sumant594 Год назад
Good speech by Honorable president of India... Jay Hind🇮🇳🇮🇳🇮🇳
@LambodarLDB
@LambodarLDB Год назад
ମହାମହିମ ଭାରତର ରାଷ୍ଟ୍ରପତି ମୋହଦାୟା ଏହି ଛୋଟିଆ କଳାକାରର, କୋଟିକୋଟି ପ୍ରଣାମ, ଏହି ଭାରତ ବର୍ଷର ଦୁଃକଖୀ କଳାକାରଙ୍କର ଅଭାବ ଓ ଅନାଟନରେ ଜୀବନ ବିତାଉ ଥିବା ଦୁଃଖ ଦୂର କରିବାପାଇଁ ବିନମ୍ର ନିବେଦନ!ଏବଂ ଆପଣଂକୁ ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ "ମୁ ଆପଣଙ୍କ ର ଭାଷଣ ଶୁଣି ବା,,ପରେ ତାହାମୁଁଭାଷାରେ ବର୍ଣ୍ଣନା କରିପାରୁନି ଅନେକ ଧନ୍ୟବାଦ!ଜୟ ଜଗନ୍ନାଥ!
@harekrushnapagal1405
@harekrushnapagal1405 Год назад
ସାରା ଭାରତୀୟ ହିନ୍ଦୁସ୍ତାନୀ ଉଲକି ବୁଝ ଭାରତ ମାତା କୁଳରେ ଏବେ ଯେଉଁ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD ହେ।ଇ ମାନବିୟ ଲିଳା କରୁଛନ୍ତି ନିଜ ସ୍ଵର୍ଥ କୁ ବଳୀଦେଇ ସେମାନେ ହେଲେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଓ ମା ଦୈପଦୀ ସୁଭଦ୍ରା ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ଏମାନଙ୍କ ସାଥେ ସଵୁଵେଳେ ରୁହ ଭାରତ ମାତା କୁ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ସକଳ ଜୀଵ ଜଗତ ପ୍ରତି ଦୟା ଅହିଂସା ସକଳ ମାନବ ଜାତୀ କୁ ସାରା ବିଶ୍ବ କୁ ଶାନ୍ତି ରେ ସୁରକ୍ଷା ରେ ରଖ ନହେଲେ କଳ୍କୀ ମହା ବିନାଶ ଅତି ସିଘ୍ର ଆସୁଛି ସବୁ ମେଛ ଅସୁର ବିନାଶ ହେଵେ ପୃଥିବୀ ର ଧର୍ମ ର ଜୟ ଜଗନ୍ନାଥ ହେବ ସଭିଏଁ ଶତ୍ୟ ଶାନ୍ତି ଦୟା ଅହିଂସା ରେ ଥୀବା ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମାନେ ରହିବେ ରାମରାଜ୍ୟ ପ୍ରତିଷ୍ଠା ହେବ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@pratimadas3629
@pratimadas3629 Год назад
Jaijagannath🙏🙏🙏
@stutipragyanshreebiswal66
@stutipragyanshreebiswal66 Год назад
ସତ କଥା ମାଆ ଆପଣଙ୍କ କଥା ର ଯଥାର୍ଥ ବହୁତ,ଆପଣ ହେଉଛନ୍ତି ସମସ୍ତଙ୍କର ଅନୁପ୍ରେରଣା, ଆମେ ଓଡ଼ିଶାବାସୀ ଆପଣଙ୍କ ପାଇଁ ଧନ୍ୟ,ପଙ୍କ ରୁ ଯେପରି ଆପଣ ପଦ୍ମ ହୋଇ ବିକଶିତ, ଆପଣଙ୍କ ପାଇଁ ଏ ଓଡ଼ିଶା, ସବ୍ରତ୍ର ଗର୍ବିତ। ଆପଣ ମହାନ୍ ପଦବୀ ରେ ଥାଇ ମଧ୍ୟ ସମସ୍ତଙ୍କର ମନର କଥାକୁ ବୁଝିପାରନ୍ତି,ନିଜର ଅତୀତର କଷ୍ଟପରି ସବୁ ବୁଝି ପାରନ୍ତି, ଆପଣଙ୍କ ପିତାମାତା, ଗାଁ ଆପଣଙ୍କ ଭଳି ମହିୟସୀ କନ୍ୟା ପାଇଁ ଧନ୍ୟ, ଧନ୍ୟବାଦ ମା' । ଆପଣ ଏମିତି ସର୍ବଦା ସମସ୍ତଙ୍କର ଦୁଃଖକୁ ବୁଝନ୍ତୁ ଓ ପ୍ରେରଣା ହୁଅନ୍ତୁ, ସୁସ୍ଥ ରୁହନ୍ତୁ।❤️🙏❣️
Далее
❌Ему повезло больше всех #story
00:41
до/после Знакомо?
00:16
Просмотров 14 тыс.
Мухочирон эхтиёт бошед!
01:31
Просмотров 117 тыс.
Konark Sun Temple !! Odisha Konark Temple Story
20:59
National Film Awards 2024 // ISRO Launches EOS-08
21:35